Janamile Jishu Raja ll Christmas Song ll Subhasish Kumar

แชร์
ฝัง
  • เผยแพร่เมื่อ 21 ธ.ค. 2024
  • Welcome To Geet Official TH-cam Channel. Here You'll Find Hindi & Odia Devotional Songs.
    Please Like, Share, Subscribe & hit 🔔 button ...
    Video Title : Janamile Jishu Raja
    Singer : Subhasish Kumar
    Music : Subhasish Kumar
    Lyric : Rev. Girish Ch. Pradhan
    Rhythm : Ghumura Studio
    Drums : Dhiraj Sahu
    Keyboard: Ramesh ( Remo )
    Arranger : Prakash Behera ( Shubu )
    Record,Mix & Mastered : Prakash Behera ( Shubu )
    Editogifty: Byoms'ClickGlanza
    LYRIC
    ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
    ପାପ ରୁ ଉଦ୍ଧାର କରିବା ପାଇଁ
    Filler Music -
    ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
    ପାପ ରୁ ଉଦ୍ଧାର କରିବା ପାଇଁ
    ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
    ଏ ଭବୁ ଉଦ୍ଧାର କରିବା ପାଇଁ
    ପାପୀ ତୋ ମୁକତି ଲାଗି ଏଇ ଶୁଭ ବାରତା
    ପାପୀ ତୋ ମୁକତି ଲାଗି ଏଇ ଶୁଭ ବାରତା,
    ଆଜି ତୋ ଦୁଆରେ ପରିତ୍ରାଣ କରତା,
    ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
    ପାପ ରୁ ଉଦ୍ଧାର କରିବା ପାଇଁ,
    ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
    ଏ ଭବୁ ଉଦ୍ଧାର କରିବା ପାଇଁ l
    1st Interlude Music
    ଏଇ ଦେଖ ଚମକୁଚି ଆଜି ବେଥଲିହିମ
    ଶୀତ ଭରା ଏ ରାତି କହେ ଯୀଶୁଙ୍କ ନାମ
    Filler Music -
    ଏଇ ଦେଖ ଚମକୁଚି ଆଜି ବେଥଲିହିମ
    ଶୀତ ଭରା ଏ ରାତି କହେ ଯୀଶୁଙ୍କ ନାମ
    ନାଚି ଉଠେ ଆଜି ଧରା ନାଚେ ବେଥଲିହିମ
    ଆସିଲେଣି ପୂର୍ବ ଦେଶୁ ତିନି ପଣ୍ଡିତ ଗଣ
    ଚାଲ ସାଥେ ଯିବା ପୂଜି ତାଙ୍କ ଚରଣ
    ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
    ପାପ ରୁ ଉଦ୍ଧାର କରିବା ପାଇଁ
    ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
    ଏ ଭବୁ ଉଦ୍ଧାର କରିବା ପାଇଁ l
    2nd Interlude Music
    ଜଗତେ କ୍ଷଣିକ ଖୁସି ବିଭୋର କରୁଚି
    ଅନନ୍ତ ଜୀବନ ତୁମେ ଯୀଶୁ ମୁଁ ଜାଣିଚି
    Filler Music -
    ହଁ..ଜଗତେ କ୍ଷଣିକ ଖୁସି ବିଭୋର କରୁଚି
    ଅନନ୍ତ ଜୀବନ ତୁମେ ଯୀଶୁ ମୁଁ ଜାଣିଚି
    ତୁମେ ପରା ଶାନ୍ତି ଦାତା ତୁମେ ମୁକତି ଦାତା
    କୋଣ ଅନୁକୋଣେ ପହଞ୍ଚିବ ଶୁଭ ବାରତା
    ଗାଇ ଯିବା ଆମେ ଏଇ ଖୁସି ର ଗାଥା
    ଜନମିଲେ ଆଜି ଦେଖ ଆମ ଯୀଶୁ ରାଜା
    ପାପ ରୁ ଉଦ୍ଧାର କରିବା ପାଇଁ
    ଜନମିଲେ ଆଜି ଦେଖ ଆମ ଶାନ୍ତି ରାଜା
    ଏ ଭବୁ ଉଦ୍ଧାର କରିବା ପାଇଁ l
    END-
    All Copyrights Reserved With -
    GEET OFFICIAL PRODUCTION
    Cuttack, Odisha, India
    Email : prakash.behera.shubu@gmail.com
    #christmassongs
    #janamilejishuraja
    #subhasish
    #oriyachristmassong
    #christiansongs
    #charani
    #xmas2023
    #hindidevitional
    #devotionalsongs
    #christiandevotionalsongs
    #christiandevotional
    #odiabhajan
    #sambalpuribhajan
    #shubuda
    #subu
    #bible
    #raja
    #yeshu
    #christiandevotionalsongs
    #newchristiansong
    #yeshuraja
    #sadrisongs
    #anuradhapanigrahi
    #shasankshekhar
    #humansagar
    #aseema
    #koraputiasong
    #mashihisong
    odiachristmassong
    #badadina
    #geetofficial
    #gospelsong

ความคิดเห็น • 19

  • @Suravimuzik
    @Suravimuzik ปีที่แล้ว +2

    Nice Congratulations to the Geeta official and team

  • @stylishpinky_132
    @stylishpinky_132 ปีที่แล้ว +2

    Love this song minde blowing ❤❤

  • @jeetenkumar-z8k
    @jeetenkumar-z8k ปีที่แล้ว +1

    ବୋହୁତ୍ bodhiya heichi gito, Sir.

  • @bikashitsahoo5070
    @bikashitsahoo5070 ปีที่แล้ว +2

    God bless ❤

  • @smitadas5869
    @smitadas5869 ปีที่แล้ว +2

    Wonderful keep it up 🎉🎉🎉🎉🎉🎉🎉

  • @paschimodalbehera6161
    @paschimodalbehera6161 ปีที่แล้ว +2

    Super cool song God bless you

  • @subasishmahakul2822
    @subasishmahakul2822 ปีที่แล้ว +2

    Long--Live Geet Official TH-cam Channel.. Dance Pattern Song Christmas Paiin Bahut Sundar Heiichhi.. Subhasish Badhia Gaiichhi 👍👍🎉👌👌❤️❤️❤️❤️❤️

  • @jeetenkumarmusic
    @jeetenkumarmusic ปีที่แล้ว +1

    Praise the Lord, Sir.. nice song. MerryChristmas

  • @snmusic7825
    @snmusic7825 ปีที่แล้ว +2

    Wonderful composition, lyrics, arrangement & Singing... All glory to God 🙏

  • @prashantbehera6170
    @prashantbehera6170 ปีที่แล้ว +2

    Bhai ready

  • @timatmajhicreation
    @timatmajhicreation ปีที่แล้ว +2

    Praise the lord
    Beautiful song ❤❤

  • @anjanananda1471
    @anjanananda1471 ปีที่แล้ว +2

    🎉🎉🎉🎉🎉🎉ବହୁତ ସୁନ୍ଦର

  • @swarnasahu9855
    @swarnasahu9855 ปีที่แล้ว +2

    Good after a long time

  • @priyadarshineesahoo4997
    @priyadarshineesahoo4997 ปีที่แล้ว +2

    Congratulations to the whole team for this beautiful song, it's excellent

  • @SaiShreeCreation
    @SaiShreeCreation ปีที่แล้ว +2

    Nice song

  • @jasankumarbardhan2630
    @jasankumarbardhan2630 ปีที่แล้ว +2

    Nice

  • @sunandansagar9684
    @sunandansagar9684 ปีที่แล้ว +2

    Wonderful
    Hallelujah 🙌

  • @debmusic2720
    @debmusic2720 ปีที่แล้ว +1

    Aaahhhh such a treat to soul❤ How heavenly u sound bhai🙌

  • @g2official439
    @g2official439 ปีที่แล้ว

    ❤❤❤