ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆଫଗାନିସ୍ତାନ ର ଗାଁ, କୃଷିକ୍ଷେତ୍ରର ପରିବେଶ, ଗାଁ ଲୋକମାନଙ୍କ ସହ ମିଶିବା , ମିଳିତ ଭାବେ ଭୋଜନ କରିବା ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଆନନ୍ଦଦାୟକ ଲାଗିଲା। ଧନ୍ୟବାଦ।
ସବୁ ଦେଶ ବୁଲିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହଁ,,, ହେଲେ ଲବ ଭାଇ ଙ୍କ ପାଇଁ ଆମେ କେତେ ନୂଆ ନୂଆ ଯାଗା ଦେଖୁଛୁ 😊,,, ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଭାଇ 🥰,,, ଧନ୍ୟବାଦ ଭାଇ ସକାଳୁ ସକାଳୁ ଏମିତି ନୂଆ ନୂଆ ଭିଡ଼ିଓ ପୋଷ୍ଟ କରୁଥିବାରୁ 🙏😊,,,
ତୁମ ଭିଡିଓ ସବୁ ଅତି ସୁନ୍ଦରକଥାବାର୍ତ୍ତା ଅତି ସୁନ୍ଦର,ଦୂରେଇ ଯାଉ ତମ ଜୀବନର ଅନ୍ଧାରଭରି ଯାଉ ଖୁସିର ସମ୍ଭାର,ଲବ ଭାଇ ତୁମକୁ ଜାଣନ୍ତୁ ସାରା ସଂସାର,ତୁମ ଯାତ୍ରା ହେଉ ସଫଳ।❤❤
ଯାହା ହେଉ ଲବ ଭାଇ ପାଇଁ ଆମର ଆଫଗାନିସ୍ଥାନ ବୁଲା ହୋଇଗଲା❤
ଏଇଟା ହିଁ ପ୍ରକୃତ ଆଫଗାନିସ୍ତାନ । ଲାଇଫ ଷ୍ଟାଇଲ ଦେଖି ଖୁସି ଲାଗିଲା ଯେ ସରଳ ନିରୀହ ପଣିଆ ପାଇଁ । ଦୁଃଖ ବି ଏଇଥି ପାଇଁ ଲାଗିଲା ଯେ ବିକାଶର ଚିହ୍ନବର୍ଣ୍ଣ ନାହିଁ ଆଉ ଶିକ୍ଷା ସ୍ବାସ୍ଥ୍ୟ ଠୁ ଏମାନେ କେତେ ଦୂର ରେ !!!!!
ସକାଳୁ ସକାଳୁ ଲବ ଭାଇ video dekhi sabu bele ଦିନ ବି ଭଲ ଲାଗୁଛି ❤❤
ଚିନି ହଉନି ବାଇ ଏଇ ଖୁସ୍ତୁମୋ ପିନ୍ଦିଲା ପରେ ବାଇ ଅପ୍ପଗାନିସ୍ତାନ ର ଲୋକ ପରି ଦେଖା ଯାଉଛୁ ବାଇ ଜୟ ଭାରତ ଜୟ ଜଗନ୍ନାଥ.............😊
Kalia afghani😂 pratham thara dekhuchi
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏...
ବାଇ ନୁହ ଭାଇ ହେଇଥାଏ 😂😂😂
Very beautiful Village...
Yes Beutiful
Hii
ଆଜିର ଭିଡ଼ିଓ ଟା ଭଲ ଲାଗିଲା fist time muslim ଲୋକଙ୍କୁ ଦେଖି ସରଳ ଲୋକ ଭଳି feel ହେଲା..
Iran travel vlog guda dekha sethi bi bahuta bhala loka
ଶୁଭ ସକାଳ ଲବ ଭାଇ.... 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖିଥାନ୍ତୁ 🙏 ଜୟ ଜଗନ୍ନାଥ 🙏🙏🙏
ଯୁହାର ଲବ ଭାଇ 🎉କସ୍ଟୟୂମ ରେ ଭାଇ ଭଲ ଦେଖା ଯାଉଛେ ପୁରା ମିଶି ଯାଏଛେ ରୁରାଲ ଏରିଆ ଦେଖି ବହୁତ ଭଲ ଲାଗିଲା ❤❤
ମାନିଗଲି ଭାଇ ସମସ୍ତଙ୍କୁ ନିଜର କରିବାର ମନ୍ତ୍ର ଆପଣଙ୍କ ଠାରୁ ଶିଖିବାର ଅଛି 😊
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଆମ୍ଭମାନଙ୍କୁ ବହୁତ ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ l
Love from pipili,Puri ❤
SabseAageSanatanSanskruti 🇮🇳🇮🇳🇮🇳🇮🇳🇮🇳🇮🇳
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 Good bless you 👍
ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶାନା ହୃଦୟର ରେ ଅଛି କିଛି ହରେଇବାର ଭୟ.ଏଇ ତ ଜୀବନ#ଜୀବନ#ଯାଯାବର
ଗୁଡ଼ ମର୍ଣ୍ଣିଙ୍ଗ ଲବ ଭାଇ ସଲାମ ମାଲିକମ, ଆପଣ ଇସଲାମ ଧର୍ମ ନେଇଗଲେ ନା କଣ ସତରେ ଆଫଗାନିସ୍ତାନି ଭଳିଆ ଦେଖାଯାଛନ୍ତି l ଭିଡ଼ିଓ ଟି ଖୁବ ସୁନ୍ଦର ହେଇଛି l
Jay shree ram
ଭାଇ ପାଇଁ ଗୋଟେ like ଦିଓ jai shree ram 🙏
Bhai bahut desa bidasa apananka jagu dekhi paruchu joy Johar marang buru
Very nice village 🎉🎉🎉
Very beautiful place ❣️
ବୋହୁତ ସୁନ୍ଦର video ଭାଇ ❤️...!ଏମିତି ଆଗକୁ ଯାଉଥାଅ ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ l
ବହୁତ ବଢ଼ିଆ................... ଶୁଭ ସକାଳ ସମସ୍ତଙ୍କୁ.... 🙏🙏🙏🙏🙏
Thanks Laba bhai to see my another lovable country Afghanistan.I love Bharat and Afghan friendship.
ମୁଁ ତ ଲବ ଭାଇ ଙ୍କ ଭିଡ଼ିଓ ଓଡ଼ିଆ ର କେଉଁଝର ରୁ ଦେଖୁଛି ଆପଣମାନେ କେଉଁ କେଉଁ ଜିଲ୍ଲା ରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ ❤️❤️❤️❤️
I am from mayurbhanj 👋
Khorda
Rayagada
ବହୁତ ବହୁତ ଧନ୍ୟବାଦ ଭାଇ, ଯାହାହେଉ ଏତେବଡ଼ risk ନେଇ ଆପଣ ଆଫଗାନିସ୍ତାନର ଲୋକମାନଙ୍କର ଚାଲି ଚଳଣିକୁ ଉପସ୍ଥାପନା କଲେ ଏବଂ କେତେ ପଥ ଅତିକ୍ରମ କରି ଗାଁ ଗଣ୍ଡାର ଦୃଶ୍ୟକୁ ମଧ୍ୟ ଉପସ୍ଥାପନା କଲେ, ବହୁତ ଭଲ ଲାଗିଲା ।🙏🙏🙏💐💐💐
Very nice village... lovely 👍
Beautiful place
Very very thankful to you.
Tumaku bahut bahut dhannyabat lava bhai👍👍👍👍👍🙏🙏🙏🙏🙏
Bahut bhala video👍
Jay jagannath 🙏
ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି ❤❤ Love u laba bhai😂
Very nice❤God bless you🙏🙏🙏
Labo bhai ku jaumane bhalo pao like karo❤❤
Tu kiabe tate like karubu
@@tapankandi3673 Ta bapa be 😆😎
Tame real hero... Laba bhai
Bahuta Val time re video upload Heche
🎉ଧନ୍ୟବାଦ ଭାଇ ଲବ
ବଡ଼ିଆ... ଭାଇ... ମସ୍ତ ଦେଖା ଯାଉଛ....... ❤️❤️
My real hero Dil se thank you
Beautiful village 🎉❤
Good looking ❤
So beautiful ❤❤❤❤❤❤
କିଏ କିଏ ଲବ ଭାଇ ଦିଲ୍ ସେ SUPPORT କରୁଛ ❤❤ like କରlove you❤ଭାଇ ❤👇
Tu akutia karuchu Dil se support
ହଁ, ଏମିତି କିଛିବର୍ଷ ପୂର୍ବରୁ ଆଫଗାନିସ୍ତାନ ଥିଲା। ସମୃଦ୍ଧ ଆଫଗାନିସ୍ତାନ ର ଲୋକେ ଭାରତୀୟ କୁ ଅର୍ଥ ଉଧାର ଦେଉଥିଲେ ଯାହାର ପ୍ରମାଣ ରବିନ୍ଦ୍ରନାଥ ଠାକୁରଙ୍କ କାବୁଲି ବାଲା ଗଳ୍ପ ରୁ ମିଳେଧନ୍ୟବାଦ
Nice brother 👍👍❤
ସମସ୍ତଙ୍କ ଭାଗ୍ୟ ନଥାଏ ବିଦେଶ ବୁଲିବା l❤❤❤
Adi napay da
Topical village of AfghanistanThanks u Naba HansdaU the great 👍
Love this video ❤
Beautiful dakha jaucha laba bhai
Mast village bro ❤❤
ବହୁତ ଭାଇ ଭଲ ❤❤❤❤
ବହୁତ ଭଲ ଲାଗିଲା ଭାଇ
Vai most heichi
Love you bro❤❤
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏🙏🙏🙏🙏
ଭାଇ ର ସବୁ videos fast comment fast like ମୁଁ କରୁଛି😂
Like the peoples of Afghanistan & shown good manner to you.Thanks to you & Afghanistan for video.
adi napay hui akana lobo dada
I am proud of you Bhai ... ❤❤❤❤❤
Bahut bhala location 👍
Jete duraku gole b sobu thu best Mera bharat mahan ❤❤❤ ❤❤❤
Nice village bro❤
ଜୟ ଜଗନ୍ନାଥ
...... this episode was too nice.... the village life.. agriculture field ... hospitality of afagan interesting... thanks laba da❤️
Office khola ochi...I ❤ this line bro....
Nice get up ❤❤
Vdo mst👌 gaon b sundar heichi aw khaiba b 😋😋😋
ସୁଭ ସକାଳ ଭାଇ,👍
ଅମକୁ ବହୁତ ଖୁସି ଲାଗିଲା
Jay jagannath jay odisha ❤
Very beautiful ❤️❤️❤️
ଆଫଘାନିସ୍ତାନ ର ଗାଁ ବହୁତ ସୁନ୍ଦର ଆଉ ସେଠିକାର ଲୋକ ବି। ଭାରତ ରେ ରହି ସେକଥା ଆମେ ବୁଝି ନଥିଲୁ। ଅନେକ ଧନ୍ୟବାଦ ଆମକୁ ବାସ୍ତବତା ଦେଖିବାର ସୁଯୋଗ ଦେଲ।
Bhai music video ro Full video kebe asibo "Ataki jaichhi mara spandano" ❤
Labo BH Afganistan custum re mast dekha Jaucho..Bohut khusi b Laguchi labo BH tame Other country re jaiki Vlogs korucho..Aame Normal Vskp gole Bohut tension re rohi Houchi.. Weather pain...Tamku Bohut bohut Dhanyawad ❤❤❤❤❤
❤thank you bro... Information for other countries
Very wonderful video 👍🖼️👍🖼️👍🖼️👍
4th views ❤❤ bro
Nice vlog❤❤❤❤❤
ଭାଇ ଭହୁତ୍ ସୁନ୍ଦର ଭିଡିଓ ❤❤❤
Superb 👍 😊
Very nice village life.Enjoy with Afghan
Samlie maa sadha bale tumku bhal se rakhithaun Bhai samlie 🙏🙏🥺 maa god bless you 💕
ବହୁତ୍ ଭଲ ଲାଗିଲା ଆଫଗାନିସ୍ତାନ ପରିବେଶ ଜୟ ଜଗନ୍ନାଥ
I love My India ❤
Laba bhai you have very good experience in Afghanistan culture,heritage,social &financial of Afg.... people.
ଦେଖି ଜଣାପଡୁଛି ଏଠିକାର ଲୋକ ମାନେ ବହୁତ ସରଳ କିନ୍ତୁ କିଛି ଲୋକମାନଙ୍କୁ ଯୋଗଁୁ ନାମ ଖରାପ ହେଉଛି
Bahut sunder drushya ra video.bahut bhala lagila...thank you 👍👍👍❤️❤️
Aji bahut khushi lagila
Bhai last scene ta bohut bholo lagila❤❤❤❤
Excllent ଲାଗୁଚି ଭାଇ ❤❤❤❤
ଭାଇ ଜାହଉ କେତେ ସୁନ୍ଦର ହେଇଚି ଗାଁ କିନ୍ତୁ କାଲା ଆଗରେ ମୂଳା ଚୁଵେଇଲା ପରିଭାଷା ଵୁଝୀ ପାରୁନାହାନ୍ତି ସେ ଜାହଉ ଆମେମାନେ ଦେଖି ଲୁ ଖୁସୀ ଲାଗିଲା 👌👌👌👌👌
VERY NICE VILLAGE LIFE IN AFGHANISTAN 🇦🇫 GOOD MORNING JOHAR ASLAM MALIKUM.❤❤❤❤
So beautiful place bro.
I love you bro bholore thao sabu bele bhai❤
Praise the Lord❤❤❤❤❤❤
Jay Jagannath bolo…odia pila bee
@@ajitsahu8006Prabhu Jisu nka mahima Hou
@@ajitsahu8006 no kohile bando chudibu mg
Nice vlog 🥰🥰🥰
ଲବ ଭଇକୁ ❤❤😊So, beautiful😍💓😍💓 very much
ଆଫଗାନିସ୍ତାନ ର ଗାଁ, କୃଷିକ୍ଷେତ୍ରର ପରିବେଶ, ଗାଁ ଲୋକମାନଙ୍କ ସହ ମିଶିବା , ମିଳିତ ଭାବେ ଭୋଜନ କରିବା ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଆନନ୍ଦଦାୟକ ଲାଗିଲା। ଧନ୍ୟବାଦ।
ସବୁ ଦେଶ ବୁଲିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହଁ,,, ହେଲେ ଲବ ଭାଇ ଙ୍କ ପାଇଁ ଆମେ କେତେ ନୂଆ ନୂଆ ଯାଗା ଦେଖୁଛୁ 😊,,, ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଭାଇ 🥰,,, ଧନ୍ୟବାଦ ଭାଇ ସକାଳୁ ସକାଳୁ ଏମିତି ନୂଆ ନୂଆ ଭିଡ଼ିଓ ପୋଷ୍ଟ କରୁଥିବାରୁ 🙏😊,,,
ତୁମ ଭିଡିଓ ସବୁ ଅତି ସୁନ୍ଦର
କଥାବାର୍ତ୍ତା ଅତି ସୁନ୍ଦର,
ଦୂରେଇ ଯାଉ ତମ ଜୀବନର ଅନ୍ଧାର
ଭରି ଯାଉ ଖୁସିର ସମ୍ଭାର,
ଲବ ଭାଇ ତୁମକୁ ଜାଣନ୍ତୁ ସାରା ସଂସାର,
ତୁମ ଯାତ୍ରା ହେଉ ସଫଳ।❤❤
ଯାହା ହେଉ ଲବ ଭାଇ ପାଇଁ ଆମର ଆଫଗାନିସ୍ଥାନ ବୁଲା ହୋଇଗଲା❤
ଏଇଟା ହିଁ ପ୍ରକୃତ ଆଫଗାନିସ୍ତାନ । ଲାଇଫ ଷ୍ଟାଇଲ ଦେଖି ଖୁସି ଲାଗିଲା ଯେ ସରଳ ନିରୀହ ପଣିଆ ପାଇଁ । ଦୁଃଖ ବି ଏଇଥି ପାଇଁ ଲାଗିଲା ଯେ ବିକାଶର ଚିହ୍ନବର୍ଣ୍ଣ ନାହିଁ ଆଉ ଶିକ୍ଷା ସ୍ବାସ୍ଥ୍ୟ ଠୁ ଏମାନେ କେତେ ଦୂର ରେ !!!!!
ସକାଳୁ ସକାଳୁ ଲବ ଭାଇ video dekhi sabu bele ଦିନ ବି ଭଲ ଲାଗୁଛି ❤❤
ଚିନି ହଉନି ବାଇ ଏଇ ଖୁସ୍ତୁମୋ ପିନ୍ଦିଲା ପରେ ବାଇ ଅପ୍ପଗାନିସ୍ତାନ ର ଲୋକ ପରି ଦେଖା ଯାଉଛୁ ବାଇ ଜୟ ଭାରତ ଜୟ ଜଗନ୍ନାଥ.............😊
Kalia afghani😂 pratham thara dekhuchi
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏...
ବାଇ ନୁହ ଭାଇ ହେଇଥାଏ 😂😂😂
Very beautiful Village...
Yes Beutiful
Hii
ଆଜିର ଭିଡ଼ିଓ ଟା ଭଲ ଲାଗିଲା fist time muslim ଲୋକଙ୍କୁ ଦେଖି ସରଳ ଲୋକ ଭଳି feel ହେଲା..
Iran travel vlog guda dekha sethi bi bahuta bhala loka
ଶୁଭ ସକାଳ ଲବ ଭାଇ.... 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖିଥାନ୍ତୁ 🙏 ଜୟ ଜଗନ୍ନାଥ 🙏🙏🙏
ଯୁହାର ଲବ ଭାଇ 🎉କସ୍ଟୟୂମ ରେ ଭାଇ ଭଲ ଦେଖା ଯାଉଛେ ପୁରା ମିଶି ଯାଏଛେ ରୁରାଲ ଏରିଆ ଦେଖି ବହୁତ ଭଲ ଲାଗିଲା ❤❤
ମାନିଗଲି ଭାଇ ସମସ୍ତଙ୍କୁ ନିଜର କରିବାର ମନ୍ତ୍ର ଆପଣଙ୍କ ଠାରୁ ଶିଖିବାର ଅଛି 😊
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଆମ୍ଭମାନଙ୍କୁ ବହୁତ ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ l
Love from pipili,Puri ❤
SabseAageSanatanSanskruti 🇮🇳🇮🇳🇮🇳🇮🇳🇮🇳🇮🇳
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 Good bless you 👍
ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତ
ନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶା
ନା ହୃଦୟର ରେ ଅଛି କିଛି ହରେଇବାର ଭୟ.
ଏଇ ତ ଜୀବନ
#ଜୀବନ
#ଯାଯାବର
ଗୁଡ଼ ମର୍ଣ୍ଣିଙ୍ଗ ଲବ ଭାଇ ସଲାମ ମାଲିକମ, ଆପଣ ଇସଲାମ ଧର୍ମ ନେଇଗଲେ ନା କଣ ସତରେ ଆଫଗାନିସ୍ତାନି ଭଳିଆ ଦେଖାଯାଛନ୍ତି l ଭିଡ଼ିଓ ଟି ଖୁବ ସୁନ୍ଦର ହେଇଛି l
Jay shree ram
ଭାଇ ପାଇଁ ଗୋଟେ like ଦିଓ jai shree ram 🙏
Bhai bahut desa bidasa apananka jagu dekhi paruchu joy Johar marang buru
Very nice village 🎉🎉🎉
Very beautiful place ❣️
ବୋହୁତ ସୁନ୍ଦର video ଭାଇ ❤️...!
ଏମିତି ଆଗକୁ ଯାଉଥାଅ ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ l
ବହୁତ ବଢ଼ିଆ................... ଶୁଭ ସକାଳ ସମସ୍ତଙ୍କୁ.... 🙏🙏🙏🙏🙏
Thanks Laba bhai to see my another lovable country Afghanistan.I love Bharat and Afghan friendship.
ମୁଁ ତ ଲବ ଭାଇ ଙ୍କ ଭିଡ଼ିଓ ଓଡ଼ିଆ ର କେଉଁଝର ରୁ ଦେଖୁଛି ଆପଣମାନେ କେଉଁ କେଉଁ ଜିଲ୍ଲା ରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ ❤️❤️❤️❤️
I am from mayurbhanj 👋
Khorda
Rayagada
ବହୁତ ବହୁତ ଧନ୍ୟବାଦ ଭାଇ, ଯାହାହେଉ ଏତେବଡ଼ risk ନେଇ ଆପଣ ଆଫଗାନିସ୍ତାନର ଲୋକମାନଙ୍କର ଚାଲି ଚଳଣିକୁ ଉପସ୍ଥାପନା କଲେ ଏବଂ କେତେ ପଥ ଅତିକ୍ରମ କରି ଗାଁ ଗଣ୍ଡାର ଦୃଶ୍ୟକୁ ମଧ୍ୟ ଉପସ୍ଥାପନା କଲେ, ବହୁତ ଭଲ ଲାଗିଲା ।🙏🙏🙏💐💐💐
Very nice village... lovely 👍
Beautiful place
Very very thankful to you.
Tumaku bahut bahut dhannyabat lava bhai👍👍👍👍👍🙏🙏🙏🙏🙏
Bahut bhala video👍
Jay jagannath 🙏
ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି ❤❤ Love u laba bhai😂
Very nice❤God bless you🙏🙏🙏
Labo bhai ku jaumane bhalo pao like karo❤❤
Tu kiabe tate like karubu
@@tapankandi3673 Ta bapa be 😆😎
Tame real hero... Laba bhai
Bahuta Val time re video upload Heche
🎉ଧନ୍ୟବାଦ ଭାଇ ଲବ
ବଡ଼ିଆ... ଭାଇ... ମସ୍ତ ଦେଖା ଯାଉଛ....... ❤️❤️
My real hero Dil se thank you
Beautiful village 🎉❤
Good looking ❤
So beautiful ❤❤❤❤❤❤
କିଏ କିଏ ଲବ ଭାଇ ଦିଲ୍ ସେ SUPPORT କରୁଛ ❤❤ like କର
love you❤ଭାଇ ❤
👇
Tu akutia karuchu Dil se support
ହଁ, ଏମିତି କିଛିବର୍ଷ ପୂର୍ବରୁ ଆଫଗାନିସ୍ତାନ ଥିଲା। ସମୃଦ୍ଧ ଆଫଗାନିସ୍ତାନ ର ଲୋକେ ଭାରତୀୟ କୁ ଅର୍ଥ ଉଧାର ଦେଉଥିଲେ ଯାହାର ପ୍ରମାଣ ରବିନ୍ଦ୍ରନାଥ ଠାକୁରଙ୍କ କାବୁଲି ବାଲା ଗଳ୍ପ ରୁ ମିଳେ
ଧନ୍ୟବାଦ
Nice brother 👍👍❤
ସମସ୍ତଙ୍କ ଭାଗ୍ୟ ନଥାଏ ବିଦେଶ ବୁଲିବା l❤❤❤
Adi napay da
Topical village of Afghanistan
Thanks u Naba Hansda
U the great 👍
Love this video ❤
Beautiful dakha jaucha laba bhai
Mast village bro ❤❤
ବହୁତ ଭାଇ ଭଲ ❤❤❤❤
ବହୁତ ଭଲ ଲାଗିଲା ଭାଇ
Vai most heichi
Love you bro❤❤
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏🙏🙏🙏🙏
ଭାଇ ର ସବୁ videos fast comment fast like ମୁଁ କରୁଛି😂
Like the peoples of Afghanistan & shown good manner to you.Thanks to you & Afghanistan for video.
adi napay hui akana lobo dada
I am proud of you Bhai ... ❤❤❤❤❤
Bahut bhala location 👍
Jete duraku gole b sobu thu best Mera bharat mahan ❤❤❤ ❤❤❤
Nice village bro❤
ଜୟ ଜଗନ୍ନାଥ
...... this episode was too nice.... the village life.. agriculture field ... hospitality of afagan interesting... thanks laba da❤️
Office khola ochi...I ❤ this line bro....
Nice get up ❤❤
Vdo mst👌 gaon b sundar heichi aw khaiba b 😋😋😋
ସୁଭ ସକାଳ ଭାଇ,👍
ଅମକୁ ବହୁତ ଖୁସି ଲାଗିଲା
Jay jagannath jay odisha ❤
Very beautiful ❤️❤️❤️
ଆଫଘାନିସ୍ତାନ ର ଗାଁ ବହୁତ ସୁନ୍ଦର ଆଉ ସେଠିକାର ଲୋକ ବି। ଭାରତ ରେ ରହି ସେକଥା ଆମେ ବୁଝି ନଥିଲୁ। ଅନେକ ଧନ୍ୟବାଦ ଆମକୁ ବାସ୍ତବତା ଦେଖିବାର ସୁଯୋଗ ଦେଲ।
Bhai music video ro Full video kebe asibo
"Ataki jaichhi mara spandano" ❤
Labo BH Afganistan custum re mast dekha Jaucho..
Bohut khusi b Laguchi labo BH tame Other country re jaiki Vlogs korucho..
Aame Normal Vskp gole Bohut tension re rohi Houchi.. Weather pain...
Tamku Bohut bohut Dhanyawad ❤❤❤❤❤
❤thank you bro... Information for other countries
Very wonderful video 👍🖼️👍🖼️👍🖼️👍
4th views ❤❤ bro
Nice vlog❤❤❤❤❤
ଭାଇ ଭହୁତ୍ ସୁନ୍ଦର ଭିଡିଓ ❤❤❤
Superb 👍 😊
Very nice village life.Enjoy with Afghan
Samlie maa sadha bale tumku bhal se rakhithaun Bhai samlie 🙏🙏🥺 maa god bless you 💕
ବହୁତ୍ ଭଲ ଲାଗିଲା ଆଫଗାନିସ୍ତାନ ପରିବେଶ ଜୟ ଜଗନ୍ନାଥ
I love My India ❤
Laba bhai you have very good experience in Afghanistan culture,heritage,social &financial of Afg.... people.
ଦେଖି ଜଣାପଡୁଛି ଏଠିକାର ଲୋକ ମାନେ ବହୁତ ସରଳ କିନ୍ତୁ କିଛି ଲୋକମାନଙ୍କୁ ଯୋଗଁୁ ନାମ ଖରାପ ହେଉଛି
Bahut sunder drushya ra video.bahut bhala lagila...thank you 👍👍👍❤️❤️
Aji bahut khushi lagila
Bhai last scene ta bohut bholo lagila❤❤❤❤
Excllent ଲାଗୁଚି ଭାଇ ❤❤❤❤
ଭାଇ ଜାହଉ କେତେ ସୁନ୍ଦର ହେଇଚି ଗାଁ କିନ୍ତୁ କାଲା ଆଗରେ ମୂଳା ଚୁଵେଇଲା ପରିଭାଷା ଵୁଝୀ ପାରୁନାହାନ୍ତି ସେ ଜାହଉ ଆମେମାନେ ଦେଖି ଲୁ ଖୁସୀ ଲାଗିଲା 👌👌👌👌👌
VERY NICE VILLAGE LIFE IN AFGHANISTAN 🇦🇫
GOOD MORNING JOHAR
ASLAM MALIKUM.❤❤❤❤