ଭଙ୍ଗା ଘର ଦେଖି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ତୁରନ୍ତ ଗୃହ ନିର୍ମାଣ ଲାଗି ଦେଲେ ନିର୍ଦ୍ଦେଶ

แชร์
ฝัง
  • เผยแพร่เมื่อ 30 ก.ย. 2024
  • ଭଙ୍ଗା ଘର ଦେଖି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ତୁରନ୍ତ ଗୃହ ନିର୍ମାଣ ଲାଗି ଦେଲେ ନିର୍ଦ୍ଦେଶ
    Follow Prameya News7;
    Facebook: / news7odia
    Twitter: / news7odia
    Instagram: / prameyanews7
    Website:prameyanews7.com
    Download Android App: play.google.co...
    Public App: public.app/use...
    Watch out our Playlist;
    Face 2 Face: • ଅଶ୍ୱିନୀ କୁମାର ପାତ୍ର, ପ...
    Breakfast Odisha: • Breakfast Odisha With ...
    Explore Odisha: • କାଳିଆମ୍ବା ଜଳପ୍ରପାତ, ଟ୍...

ความคิดเห็น • 204

  • @disumsuder6947
    @disumsuder6947 14 วันที่ผ่านมา +40

    ରାଣ୍ଡୁଆ ନବୀନ କିଛି ଶିଖନ୍ତୁ,ମୁଖ୍ୟମନ୍ତ୍ରୀ ହେଵତ ଏମିତ. ଦେଖରେ ବିଜେଡି ନେତା, ମନ୍ତ୍ରୀ.

    • @4PRSShiningStarPrasant
      @4PRSShiningStarPrasant 11 วันที่ผ่านมา +1

      ଚାଲ ବେ ଦେଖୀ କି କଥା ବାର୍ତ୍ତା କର, ବେ ୧୯୯୯ ମସିହା କଥା ଭୁଲି ଗଲୁଣି କି, ଓଡ଼ିଶା ର ପରିଚୟ Naveen Patnaik ଦେଇଛନ୍ତି

    • @bharatdigal88
      @bharatdigal88 11 วันที่ผ่านมา

      1999ମସିହା ରେ ମହାବାତ୍ୟା ସମୟରେ bjd sahayaka hoithila

    • @rashtravadi5496
      @rashtravadi5496 10 วันที่ผ่านมา

      ​@@4PRSShiningStarPrasant abe BJD Hindu virodhi heigalani Bangladeshi mananku rahibaku dei tanku aadhar card daucchi Sethi pain BJD ku support Kariba cchade bjp ku support kara

  • @arjunhantal2018
    @arjunhantal2018 13 วันที่ผ่านมา +5

    ଠିକ ଅଛି କିନ୍ତୁ ଖାଲି ଭୁବନେଶ୍ୱର ଚେଞ୍ଜ କଲେ ହବନି ସାରା ଓଡିଶା ରେ ଏମିତି ଅବସ୍ଥା ଅଛି

  • @anilsahoo8510
    @anilsahoo8510 15 วันที่ผ่านมา +57

    ମୋହନ ବାବୁ ଭୁବନେଶ୍ୱର ନୁହେଁ ଥରେ ଗାଁ ଆଡକୁ ଯାଆନ୍ତୁ ଏମିତି କେତେ ଭଙ୍ଗା ଘର ଦେଖିବେ

    • @ayushmaanb8095
      @ayushmaanb8095 14 วันที่ผ่านมา +11

      ଏବେ କହୁଛ, ଯେତେବେଳେ ନବୀନ ଥିଲା ସେତେବେଳେ ମୁହଁ ଖୋଲୁ ନ ଥିଲା ନା,

    • @rsantoshreddy2801
      @rsantoshreddy2801 14 วันที่ผ่านมา

      Thik katha bhai,nabina 24year re kebe emiti karinahi,​@@ayushmaanb8095

    • @ANUPCREAT07
      @ANUPCREAT07 14 วันที่ผ่านมา

      ​@@ayushmaanb8095Are bhai se sehi katha kahuchhanti BJD thiba time lokemane kichhi painahanti se ebe lokamananku debaku kahuchhanti

    • @_mr___rajput
      @_mr___rajput 13 วันที่ผ่านมา +2

      Are eita basti tama ga thu durdasa re ruhanti

    • @Dilipkumar-qx1dd
      @Dilipkumar-qx1dd 13 วันที่ผ่านมา +1

      Bhanga ghara dekhile construction pain order debe auo. No dekhiba ghara construction heboniki

  • @Suryakanta7-d2s
    @Suryakanta7-d2s 14 วันที่ผ่านมา +41

    ଭୁବନେଶ୍ୱର ଗାଁ ରେ ଯଦି ଗରିବ ତାହଲେ ମୟୂରଭଞ୍ଜ କନ୍ଧମାଳ ଭଳି ଏରିଆ ଗୁଡ଼ିକ ରେ କିମିତି ଲୋକ ଙ୍କ ଅବସ୍ଥା ଥିବ 😢

    • @WECAN..12
      @WECAN..12 14 วันที่ผ่านมา +3

      Sei 24 barsa

    • @JNetwork8506
      @JNetwork8506 14 วันที่ผ่านมา

      Right 👍

    • @Odiaranjan848
      @Odiaranjan848 12 วันที่ผ่านมา +1

      Seta naveen ku pachara

    • @patitapabanjena823
      @patitapabanjena823 11 วันที่ผ่านมา

      No1 bjd kn karu thlia 🐌🐌

    • @jayaramkandi8797
      @jayaramkandi8797 11 วันที่ผ่านมา

      ଏକଦମ୍ ଠିକ୍ କଥା ​@@Odiaranjan848

  • @swaindillip4438
    @swaindillip4438 15 วันที่ผ่านมา +77

    ବହୁତ ଭଲ ଲାଗିଲା ଆମ ମୁଖ୍ୟମନ୍ତ୍ରୀ କାମ 🎉

    • @subratjana8563
      @subratjana8563 14 วันที่ผ่านมา +3

      Amiti ketejana nku Naveen babu ରାସ୍ତାରେ jaau dekhi kama Kariba pain ,Bala mad pi ଗଡିଲା 24 ବର୍ଷ କାମ ନ bala,kebala randuaami pandiyan sahit misi

    • @SunilbhoiSunil-v8s
      @SunilbhoiSunil-v8s 5 วันที่ผ่านมา

      Hii

  • @Binodkumarpanigrahi2187
    @Binodkumarpanigrahi2187 15 วันที่ผ่านมา +22

    ଏହିପରି କେତେ ଭଙ୍ଗା ଘର ଦେଖିବାକୁ ମିଳିବ ଗାଁ କୁ ଯାଆନ୍ତୁ, ବର୍ତ୍ତମାନ ମୋଦୀ ଆସିବେ ବୋଲି ଗାଁ କୁ ଗଲ, ଏବଂ ଅର୍ଡର ଦେଲ ମୋଦୀ ଫେରି ଯିବା ପରେ ଯେସାକୁ ତେଷା, ଯାହା ହେଉ ସତରେ ଧନ୍ୟବାଦ

    • @sagarnayak1601
      @sagarnayak1601 12 วันที่ผ่านมา +2

      ଏଇ କଥା ବିଜେପିକୁ ନୁହଁ ବରଂ ବିଜେଡିକୁ ପ୍ରଶ୍ନ କରନ୍ତୁ , 24 ବର୍ଷ ପରେ ବି କେତେ ଗାଁ ରେ ଭଙ୍ଗା ଘର ଅଛି 😂😂😂😂।

  • @jagadakua5835
    @jagadakua5835 15 วันที่ผ่านมา +20

    ହିନ୍ଦୀ... ଇଁରାଜୀ.... କହୁଥିବା ଲୋକଟା 24 ବର୍ଷ ଶାସନ କରି ଡିଣ୍ଡିମ ପିଟୁଥିଲା ଓଡିଶା ବହୁତ କିଛି ଉର୍ନତି ହୋଇଛି କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀ ଛାଡ଼ନ୍ତୁ... ରାଜଧାନୀ ରେ ଥିବା ଲୋକ ବି ଆଜି ଏ ଅବସ୍ଥା ରେ ରହୁଛନ୍ତି... ଆଜି ଜଣେ ଖାଣ୍ଟି ଓଡିଆ ଶାସନ କରୁଛି... ଆଜି ଜଣେ ଗରିବ ଅସହାୟ ଓଡିଆ ର ଦୁଃଖ କୁ ଠିକି ବୁଝିପାରିଵାର ଉଦାହରଣ ଦେଲେ.... ବହୁତ ବହୁତ ଧନ୍ୟବାଦ 🙏

  • @SontancabiDhurua
    @SontancabiDhurua 7 วันที่ผ่านมา +5

    Thank you sir

  • @deepakbehera7972
    @deepakbehera7972 14 วันที่ผ่านมา +4

    Are Naveen Patnaik Kichhi sikha Mohan Sarkar nka Tharu

  • @subharambaral8056
    @subharambaral8056 14 วันที่ผ่านมา +4

    Sabu drama.. Camera dekhile emiti.. କୌଣସି କାରଣ ନଥାଇ କନିଷ୍ଠ ଶିକ୍ଷକ ନିଯୁକ୍ତି ଅଟକାଇ ରଖିଛ.. କେବେଳ 16000 ଆଶାୟୀ ନୁହେଁ ଲକ୍ଷ ଲକ୍ଷ ସ୍କୁଲ ପଢା ପିଲାଙ୍କୁ ବି ଠକୁଛ.. ହଉ ପ୍ରଭୁ ଜଗନ୍ନାଥ ଦେଖୁଛନ୍ତି..😢😢😢

  • @ASISH_JENA
    @ASISH_JENA 15 วันที่ผ่านมา +20

    ଭଲ ମନୋଭାବ ସରକାରଙ୍କ

  • @Raja-c9j
    @Raja-c9j 15 วันที่ผ่านมา +10

    ମୁଖ୍ୟ ମନ୍ତ୍ରୀ ଙ୍କୁ ଗୋଟିଏ ଘର ଦେଖା ଗଲା ଓଡ଼ିଶାରେ କଣ କଣ ଅଛି ସେ ବିଷୟରେ ଜାଣନ୍ତି ନାହିଁ ।ସେହି ଘର କଲା ପରେ ଓଡ଼ିଶାର ଆଉ ସମସ୍ୟା ନାହିଁ ସବୁ ଦୂର ହେଇ ଗଲା ସେହି ଘର ହିଁ ଗୋଟେ ବାକି ଥିଲା ।

    • @basantasahu4553
      @basantasahu4553 14 วันที่ผ่านมา +1

      Naveen Pattnaik nku pachariba tanke hinjili ku 5yr re ketethara buliba ku jauchanti 🤔🙄🙂

    • @ayushmaanb8095
      @ayushmaanb8095 14 วันที่ผ่านมา +3

      ତୁମେ ଯଦି ଜାଣି ଥିଲ ତାହେଲେ ନବୀନ ବାବୁଙ୍କୁ କେମିତି ତୁମେ କହି ପାରି ନ ଥିଲ

    • @chandankumarnaik4456
      @chandankumarnaik4456 14 วันที่ผ่านมา +2

      ବୁଢ଼ା ଖାଲି ମଦ ପିଇ ୨୫ ବର୍ଷ କାଟି ଦେଲା ସେ କ'ଣ ଜାଣିବ

  • @deepakbehera7972
    @deepakbehera7972 14 วันที่ผ่านมา +5

    Mohan Sarkar Jindabad

  • @Skstarvlog3735
    @Skstarvlog3735 15 วันที่ผ่านมา +12

    Great cm mohon babu.naveen 24 year re etiki karithile odisha bahut devlop heithnta

  • @Xuy788
    @Xuy788 15 วันที่ผ่านมา +7

    ଆମର 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ରାଲି ରେ ସବୁ ବିଭାଗ ଭଳି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଚୁକ୍ତିଭିତ୍ତିକ ଉଠିବା ଆଉ କେନ୍ଦ୍ରୀୟ ହାରରେ ଦରମା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଏ ପର୍ଯ୍ୟନ୍ତ ପାଳନ କଲେ.. ଆପଣ ଚାକିରିଆଙ୍କ vote ନେଇ ତାଙ୍କୁ ଠକିଲେ.. ଆମେ ବି 2029 ରେ ଠକିବୁ ନିଶ୍ଚିତ

  • @MukundaShoo
    @MukundaShoo 15 วันที่ผ่านมา +16

    Mohan Majhi Ji is the GreatCM.

  • @khiradharkawa8389
    @khiradharkawa8389 14 วันที่ผ่านมา +2

    ଗାଁ କୁ ଯାଅ ହେ କେତେ ଭଙ୍ଗା ଘର ଦେଖିବେ,ବାୟା ହେଉଛ ନା ବୋକାମି

  • @RANJANKUMAR-jb1xw
    @RANJANKUMAR-jb1xw 15 วันที่ผ่านมา +10

    Best of odisha Government B J P

    • @pehechansirfhindusim1870
      @pehechansirfhindusim1870 15 วันที่ผ่านมา

      Hmmmm hmmm banda adu best

    • @Abhishek-bs1uz
      @Abhishek-bs1uz 14 วันที่ผ่านมา +1

      ​@@pehechansirfhindusim1870 - haan banda nahi Tora

    • @pehechansirfhindusim1870
      @pehechansirfhindusim1870 14 วันที่ผ่านมา

      @@Abhishek-bs1uz bhauni ku thare chade banda ta pureiki ta bia re pura Dana deiki chadibi bhauni jaiki tate kahiba achhi ki nahi au kede bada achhi maghhia to bia 100 100 re gehibi maghhia BJP ku andhbhakt maghhia nku

    • @Abhishek-bs1uz
      @Abhishek-bs1uz 14 วันที่ผ่านมา

      @@pehechansirfhindusim1870 Toh maa au stree ku thare chade bhara gheibi

    • @pehechansirfhindusim1870
      @pehechansirfhindusim1870 14 วันที่ผ่านมา

      @@Abhishek-bs1uz To bou to bhauni ku ta mu gehichhi maghhia tu tike ase to gandi re bi emiti gehibi to bhauni bia ru sepate Pani bahara karibi to bopa ku bi ta gandi re banda pureiki pura ghantibi to baunsa ku godei godei godei godei godei gehibi maghhia

  • @dillipjena5818
    @dillipjena5818 14 วันที่ผ่านมา +2

    ଏ ଭଙ୍ଗା ଘର ଟି ନିଜର ନା ନାହିଁ, ଯଦି ନାହିଁ ତାଙ୍କୁ ଆଗ ଜମି ପଟ୍ଟା ଦିଆଯାଉ ।

  • @parsuramsahoo7509
    @parsuramsahoo7509 14 วันที่ผ่านมา

    ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଗୋଟିଏ ଭଙ୍ଗା ଘର ଦେଖିଲେ ।ଏଇଟି କୁ ଛାଡିଦେଲେ ,ସବୁଆଡେ ପକ୍କା ଘର ।

  • @amaodia7362
    @amaodia7362 11 วันที่ผ่านมา

    Gopalpur port ଏବେ Adani ର।Adani ର employment generation only 34000 .India ର top richest person।Adani odisha ଲୋକ ଙ୍କୁ employment ଦିଅନ୍ତୁ।ନ ହେଲେ ବାହାର କରି ଦିଅନ୍ତୁ sir

  • @Sambh-bm1qi
    @Sambh-bm1qi 14 วันที่ผ่านมา

    ଖାଲି ସେଇ ଭୁବନେଶ୍ୱର ନୁହେଁ ଥରେ ଭଣ୍ଡାରୀ ପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଂଚାୟତ ର ମୋ ଗାଁ ମଜୁରୀ ଗଡିଆ କୁ ଆସି ଦେଖନ୍ତୁ , କେତେ ବେଆଇନ୍ ଘର ହେଇଚି , ମାତ୍ର ମୁଁ ଜଣେ ଡ୍ରାଇଭର ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖୁଚି ହେଲେ ମୋର ଘର ଖଣ୍ଡେ ନାହିଁ , କାହିଙ୍କି ନା ମୁଁ ଆଉ ମୋ ପରିବାର ବିଜେପି କୁ ଭୋଟ୍ ଦଉଚୁ ବୋଲି , ଆମ ଗାଁର କୁଜି ନେତା ସବୁ କହୁଛନ୍ତି ତୁମ ସରକାର ଆସିଲେ ତୁମ କଥା ବୁଝିବେ , ଏଇ ହଉଚି ରାଜନୀତି , ଗରିବ ପାଇବ ନାହିଁ କୋଠା ଉପରେ କୋଠା ଯାହାର ସେ ଘର ପରେ ଘର ପାଇବେ ଖାସ୍ କରି ବିଜେଡି ଦଳରେ ଯିଏ ଅଛନ୍ତି ତାଙ୍କୁ ମିଳିଚି , ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏 ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ , ଟିକେ ଗ୍ରାମାଞ୍ଚଳରେ ଦୃଷ୍ଟି ଦିଅନ୍ତୁ ,

  • @Pattanaik231
    @Pattanaik231 2 วันที่ผ่านมา

    Dood sir emit sabu looknka dukha ବୁଝାନ୍ତୁ

  • @himanshugochhayat464
    @himanshugochhayat464 14 วันที่ผ่านมา +2

    ଫମ୍ପା ମାଠିଆ ର ଶବ୍ଦ ବେଶୀ

  • @kishorchsrichandan307
    @kishorchsrichandan307 15 วันที่ผ่านมา +8

    ନେତା ବୁଲିଲେ ଲୋକଙ୍କ ସୁବିଧା ହେଉଛି। ଧନ୍ୟବାଦ ଏହିପରି କାମ ଜରୀରହୁ।

  • @LalitMallick-v8h
    @LalitMallick-v8h 15 วันที่ผ่านมา +4

    Dhan nyabad sar

  • @NageswraGamanga
    @NageswraGamanga 9 วันที่ผ่านมา

    ଭୁବନେଶର ରେ ଦେଖିଲେ କଣ ହବ
    ଓଡିଶା ସାରା ଦେଖିବା ଦରକାର

  • @JagadishNaik-t1p
    @JagadishNaik-t1p 12 วันที่ผ่านมา

    ମହନ ସରକାର ମାଗିହା ଆଏ ରେ ବଗା ବାଣ ବାହାର କେ ଦେଖ ବୋ ଭୁକା ମଦୁଆ ଗେହି କିସାନ

  • @jayaramkandi8797
    @jayaramkandi8797 11 วันที่ผ่านมา

    25 ବର୍ଷ ପରେ କିଛି ନୁଆ ଘଟିଲା

  • @RabimaghiMaghi
    @RabimaghiMaghi 3 วันที่ผ่านมา

    ଭୁବନେଶ୍ୱର ହେଲେ ନିଜ ଜିଲ୍ଲା ରେ

  • @pradeepkumarbhuyan9681
    @pradeepkumarbhuyan9681 3 วันที่ผ่านมา

    ବିଜେପି ଜ଼ିନ୍ଦାବାଦ 👌🌹🇮🇳

  • @RAJESH679
    @RAJESH679 10 วันที่ผ่านมา

    Adibashi village re jaiki dekho thore kemiti achhonti lok mane. Indira abash ghor miluni .pani pieba pain nolkup pani pau nanhanti seguda dekha jauni balo bholi CM balo Mahon charan majhi

  • @tulsabhatra2896
    @tulsabhatra2896 วันที่ผ่านมา

    Amar gan re ta thik se Road nahi school jibaku

  • @mahondas1165
    @mahondas1165 6 วันที่ผ่านมา

    Cm बाबा ओडिशा को घूमों 20000⁰000 लोक का घर नही ओडिशा और भारत में एतिना पैसा नही, अंबानी को गरीब का घर dedo,

  • @hrudanandasahuofficial
    @hrudanandasahuofficial 23 ชั่วโมงที่ผ่านมา

    ମୋହନ ସରକାର 👍

  • @SukantiDas-lr7gk
    @SukantiDas-lr7gk 3 วันที่ผ่านมา

    Ghra heba porba ru mukhy mantri dhyn deba jamiti durniti nahau

  • @PrasantaPattanayak-d8s
    @PrasantaPattanayak-d8s 14 วันที่ผ่านมา

    Binod babunku anurodha teke 24 year sarkar ghara karithil na kete year sashon karithile garibanka dukha bukhithante

  • @akashsingh5578
    @akashsingh5578 3 วันที่ผ่านมา

    Aamar Madhupur k hele asa buli dekba kete bhanga Ghar ache j

  • @ratnakarsahu9288
    @ratnakarsahu9288 14 วันที่ผ่านมา

    Sabu jaga CM hin jibe dekhibaku?BDO kan karuchhi?

  • @NarayanDehuri-z8d
    @NarayanDehuri-z8d 14 วันที่ผ่านมา

    Amo boudh dist. Ku asantu tike dekhibe sethi jau mane ghara paiba loka pai nahanti jau manka kuji neta sahita hata achhi sei loka ho pauchi

  • @Jnanaranjan-sx2mt
    @Jnanaranjan-sx2mt 14 วันที่ผ่านมา

    Sabu matia role ...sala PM Awas re nua name na purei 5 year tale heithiba survey ku ebe declare karuchanti 😂

  • @pradeepbehera2230
    @pradeepbehera2230 15 วันที่ผ่านมา +3

    Good

  • @prakashkumarjena.babusan.n3760
    @prakashkumarjena.babusan.n3760 11 วันที่ผ่านมา +1

    ଜୟ ଜଗନ୍ନାଥ ଜୟ ମୋହନ ସରକାର 🙏🙏🙏

  • @toshanaik6818
    @toshanaik6818 5 วันที่ผ่านมา

    Sir ama pachim odissa asi tike buli ki dekhile bhala heta

  • @mamatapradhan1542
    @mamatapradhan1542 14 วันที่ผ่านมา

    ହାଁ ଖାଲି ଦେଖେଇ ହବା କୁ .....tk ଗ୍ରାମାଞ୍ଚଳ କୁ tk ଜାଉ ମହନ .....ଖାଲି ଭୁବନେଶ୍ୱର ସହରରେ ଥାଈ gatia ଘର ଦେଖିଲେ ହବ ....କି ..ସେ ପରା ପୁରା ଓଡ଼ିଶା ର Cm

  • @mukundamadhi4039
    @mukundamadhi4039 14 วันที่ผ่านมา

    ଧିକ୍ ତମ ଶାସନ କୁ । ଛି

  • @SatyabrataBarik-z1m
    @SatyabrataBarik-z1m 14 วันที่ผ่านมา

    Purbatana mukhyamantri kebe amiti karibara ame dekhinu

  • @Susilkumar-sp7tx
    @Susilkumar-sp7tx 13 วันที่ผ่านมา

    🙏 ଜୟ ଜଗନ୍ନାଥ 🙏

  • @bikashnanda5463
    @bikashnanda5463 วันที่ผ่านมา

    Mera Ghar bhang ke tut gaya hai kya Mohan Baji ko pata nahin hai kya main sonpur district se bol raha hun to hamara gaon se

  • @GautamHati-n4f
    @GautamHati-n4f 2 วันที่ผ่านมา

    Thare ga bulantu fir pata ligiba

  • @trilochansahoo7992
    @trilochansahoo7992 2 วันที่ผ่านมา

    Buldojargharavaghajauchikeameti😂😂😂

  • @satikantaswain
    @satikantaswain 14 วันที่ผ่านมา

    Kali pm asibena sethi paie se road re aji buluchnati...emiti daily kalay best huanta

  • @Alishagoogle90
    @Alishagoogle90 15 วันที่ผ่านมา +3

    Good work

  • @sibaparida4839
    @sibaparida4839 15 วันที่ผ่านมา +6

    ଜୟ ମୋହନ ବାବୁ

  • @sachintarva
    @sachintarva 14 วันที่ผ่านมา

    Majhi babu sabu district bulantu please pradhan mantri pari .,sabu district ra dukha bujha ki khali bbsr ra mantri

  • @BijaykumarSahoo-bb7ds
    @BijaykumarSahoo-bb7ds 14 วันที่ผ่านมา

    Hon'ble CM of Odisha. Who doesn't know about polythene & thatched houses house in odisha? CM belongs to tribal area . Today you should take an oath to abolish polythene and thatched house from odisha during five years. If it is needed 50 lakh people will cooperate you to construct atleast 250 Sq ft concrete building for each homeless family. A blue print should be prepared. Govt should supply materials cost and local volunteers (social workers) should be invited for manual work.This will be real service to motherland.The people of the world laughing at us for corruption and poverty in Indian soil.The same request to hon'ble Prime Minister of India. But it will be zero as you need politics not reality.

  • @mukundamadhi4039
    @mukundamadhi4039 14 วันที่ผ่านมา

    ତମୋକୁ ଲାଜ ଲାଗୁନି କି । ଘର ଅଧା ନିର୍ମିତ ହୋଇଛି। ହେଲେ ନିଉଜ ରେ ବାଙ୍ଗି ଯାଇଛି ବୋଲି କୋଉଛ

  • @manashnayak2794
    @manashnayak2794 10 วันที่ผ่านมา

    💯ଯାତ୍ରା

  • @salauddinsk-k3n
    @salauddinsk-k3n 15 วันที่ผ่านมา

    Sair Kali bikalang pencen badiba

  • @laxmanmahananda8900
    @laxmanmahananda8900 14 วันที่ผ่านมา

    Amar ade bi bahut bhanga ghar mane achhe angya ame bi bahut gulgulare achhu

  • @nabakishorharpal1910
    @nabakishorharpal1910 14 วันที่ผ่านมา

    Bekari vatta kebe deba ho sarkar,,, electricity bill free kebe haba

  • @muktikantabehera3939
    @muktikantabehera3939 15 วันที่ผ่านมา +2

    Khali dekhania

    • @basantasahu4553
      @basantasahu4553 14 วันที่ผ่านมา

      Etiki dekhania ta Naveen Pattnaik b kebe karunathile hele 😅😂

    • @romanreigns-ib7cj
      @romanreigns-ib7cj 7 วันที่ผ่านมา

      Mgh BJD charo

  • @PremrajDhrua
    @PremrajDhrua 3 วันที่ผ่านมา

    tar buar banda

  • @amarbehera2751
    @amarbehera2751 4 วันที่ผ่านมา

    ama ga..ku asantu kete ghar. bhangichhi

  • @satyam6619
    @satyam6619 14 วันที่ผ่านมา

    Sir ପୁରା ଠିକ ଯେ କିନ୍ତୁ ଦୁର୍ଗମ ଆଉ ଗାଉଁଲି ଏରିଆ ର ଲୋକଙ୍କ ଦୁଃଖ ଟିକେ ବୁଝ 🙏

  • @babjidehury6736
    @babjidehury6736 14 วันที่ผ่านมา +1

    Super

  • @mscreation695
    @mscreation695 14 วันที่ผ่านมา

    Se ghara jahara se ta kahuthile mohana majhi ama rilesana

  • @rajendraghadai7503
    @rajendraghadai7503 14 วันที่ผ่านมา

    ସେ ଘରେ କେଉଁ ରଙ୍ଗ ଦିଆଯିବ

  • @catunmk
    @catunmk 3 วันที่ผ่านมา

    best cm I'm from Odisha koida kalta

  • @swadhinkumar7425
    @swadhinkumar7425 14 วันที่ผ่านมา +1

    Jay Jagannath

  • @mukundamadhi4039
    @mukundamadhi4039 14 วันที่ผ่านมา

    ଜୀବନରେ କେବେ ଦେଖିଚ କି। ବଙ୍ଗା ଘର କୁ ମୋହନ ସାର

  • @kiran_piano
    @kiran_piano 13 วันที่ผ่านมา

    ମୋହନ ବାବୁ, ଆମର ସ୍ମାର୍ଟ ସିଟି ରେ ବି ଆଜି ପର୍ଯ୍ୟନ୍ତ ହବ ଏମିତି କେତେ ଗରିବ ଲୋକ ଭଙ୍ଗା ଘର ରେ ବର୍ଷା ପାଣି ଗଳୁ ଥିବା ଘରେ ରହୁଛନ୍ତି, ଆପଣ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମାନେ ସାରା ଓଡ଼ିଶା ରେ ଯେତେ ଗରିବ ଲୋକଙ୍କ ଭଙ୍ଗା ଘର ଅଛି ବନେଇ ପାରିବ ତ, ଏମିତି ସୋସିଆଲ୍ ରେ ଆସିକି ଲୋକ ଦେଖାଣିଆ କାମ ପସନ୍ଦ ଆସୁନି,👍

  • @KumarBasant-q3k
    @KumarBasant-q3k 14 วันที่ผ่านมา

    SAR Sabu gaoku jantu

  • @patitapabanjena823
    @patitapabanjena823 11 วันที่ผ่านมา

    26 years bjd kn karu thila 🐌🐌

  • @chinmayapanda401
    @chinmayapanda401 15 วันที่ผ่านมา +2

    Good work Mohan sir

  • @PradeepRaut-l1m
    @PradeepRaut-l1m 8 วันที่ผ่านมา

    Sir mor gear nhai bhaga ghara ra rache Mata gota diya sir

  • @Damadarhimirika-w6t
    @Damadarhimirika-w6t 12 วันที่ผ่านมา +1

    Good Cm

  • @NityanandaSahoo-o4l
    @NityanandaSahoo-o4l 13 วันที่ผ่านมา

    Emiti ghara odishara sabu Sahar grama re achhi

  • @artwithgovinda9337
    @artwithgovinda9337 15 วันที่ผ่านมา

    Sabu tadi pakeidebe au

  • @NilambarSamal-b5z
    @NilambarSamal-b5z 14 วันที่ผ่านมา

    Nabin pattnayak keba lokanka phakha ku jahanti nai

  • @BhishmaNaik-dd9os
    @BhishmaNaik-dd9os 6 วันที่ผ่านมา

    Verry good chif ministe
    R

  • @jiteshkumar-wl2gk
    @jiteshkumar-wl2gk 11 วันที่ผ่านมา

    Bhanhini ,,adha tiari heiki rahichhi

  • @mangalsingermundari
    @mangalsingermundari 9 วันที่ผ่านมา

    Sallute cm sir🙏🙏🙏🌼🤎💚

  • @chandankumarnaik4456
    @chandankumarnaik4456 14 วันที่ผ่านมา +1

    Mohon sir is a good cm

  • @ramomurmu9271
    @ramomurmu9271 13 วันที่ผ่านมา

    C m hobo tho emithi

  • @ManojBeher-ic3ys
    @ManojBeher-ic3ys 14 วันที่ผ่านมา

    Ram Raj bangaega agar dimaak hi (mahan majhi sarkar)

  • @parameswarthela4159
    @parameswarthela4159 15 วันที่ผ่านมา

    Laja lagi ba katha BJD cham cha bale ke

  • @Udionayak
    @Udionayak 15 วันที่ผ่านมา

    ମଧୁବାବୁ ପେସେନ ଭତ୍ତା ଟଙ୍କା କେବେ ଦେବ ମୋହନ ସରକାରା ସିଏ ଖଥା ବୁଜ

  • @binodtripathy-lo2cz
    @binodtripathy-lo2cz 7 ชั่วโมงที่ผ่านมา

    Very good CM SIR ❤❤❤❤❤

  • @manojpanda3013
    @manojpanda3013 13 วันที่ผ่านมา

    Jana sunani kana hela. Band hoi gali ki

  • @arunbaliarsingh1680
    @arunbaliarsingh1680 15 วันที่ผ่านมา +1

    Egudak khali moodi ji nka bhalia photo pose dauchanti

  • @RajuKumar-u2z8r
    @RajuKumar-u2z8r 2 วันที่ผ่านมา

    Great cm Mohan manhji❤❤❤

  • @binodtripathy-lo2cz
    @binodtripathy-lo2cz 7 ชั่วโมงที่ผ่านมา

    God bless you Sir

  • @manojpanda3013
    @manojpanda3013 13 วันที่ผ่านมา

    Show baji

  • @binayaktripathy857
    @binayaktripathy857 14 วันที่ผ่านมา

    Jai mohan majhi kj jay 😂😂😂😂😂😂

  • @sibapati8437
    @sibapati8437 13 วันที่ผ่านมา

    BJP sarakar jindabad

  • @barsha518
    @barsha518 5 ชั่วโมงที่ผ่านมา

    great sir

  • @laxmanmurmu3285
    @laxmanmurmu3285 วันที่ผ่านมา

    Thanks CM sir i

  • @rabindrakumarpuhan7688
    @rabindrakumarpuhan7688 10 วันที่ผ่านมา

    Weldone Mohansir

  • @SurajRoutray-wd6om
    @SurajRoutray-wd6om 14 วันที่ผ่านมา

    Dekhare m g b j d dala