Reality is too far from Naveen's development picture | ଖାଇବାକୁ ସଂଘର୍ଷ କରୁଛନ୍ତି ଆଦିବାସୀ | The Quiver
ฝัง
- เผยแพร่เมื่อ 12 พ.ย. 2024
- #ଖାଇବାକୁ_ସଂଘର୍ଷ_କରୁଛନ୍ତି_ଆଦିବାସୀ
ଦୀର୍ଘ ୨୪ବର୍ଷ ଧରି ରାଜ୍ୟର ବିକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମିତି ଚିତ୍ର ଆଙ୍କିଲେ ଯେ, ଲୋକେ ଭାବିଲେ ଓଡ଼ିଶା ବିକାଶ ଆଡ଼କୁ ଦୌଡ଼ୁଛି । ହଜାର ହଜାର କୋଟିର ପ୍ରଚାର ହେଲା ବିକାଶ କଥା । ସବୁଠି ଗାଇ ବୁଲିଲେ ବିକଶିତ ହେଉଛି ଓଡ଼ିଶା । ୨୪ବର୍ଷରେ ନବୀନ ସବୁ ଓଲଟାଇ ପକାଇଛନ୍ତି । ପୂର୍ବରୁ ଖାଇବାକୁ ପାଉ ନଥିବା ଓଡ଼ିଆ ଏବେ କାଳେ ବିଦେଶରେ ବେପାର କଲାଣି । ହେଲେ ନବୀନଙ୍କ ବିକାଶର ବାସ୍ତବ ଚିତ୍ର ବଖାଣୁଛି ଆଦିବାସୀ ଅଞ୍ଚଳ ।
#thequiver #thequivernews #latest #update #todaynews #cmo #pmo #bjpgovernment #bjpodisha #cmmohanmajhi #bjdodisha #naveenpatnaik #naveenodisha #bijujanatadalodisha #kandhamal #daringbadiblock #mandipankavillage #maskagudavillage #tumudibandha #40families #mangoseeds #mangokernel #odishadevelopment
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in TH-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics
ହେ ନବୀନ ଓଡିଶାକୁ କଣ କରିଦେଲୁ ଖାଲି ଲୁଟିଲୁ ଆଉ ମିଛ ପ୍ରଚାର କଲୁ
ଯିଏ ଓଡ଼ିଆ ଭାଷା ଜାଣିନାହିଁ ସେ କେମିତି ଓଡ଼ିଆ ଲୋକଙ୍କ ଦୁଃଖ ଦୂର କରିବ ।
Pjp ra ghatia rajaniti paine loka rasana paunahanti.
ଏ ବୋଦି ଚ୍ୟାନେଲ ଜାଣି ପାରୁ ନାହିଁ ବର୍ତ୍ତମାନ ବିଜେପି ସରକାର ଚାଲିଛି ନବିନ କୁ ଡରୁଛ କାହିଁକି