Hasini pur Makara Utsav | 2022 Documentary Video | Makara Sankranti | Star Music 11 |

แชร์
ฝัง
  • เผยแพร่เมื่อ 8 ก.พ. 2025
  • Hasini pur Makara Utsav 2022-
    "ହାସିନୀପୁର ମକର ଉତ୍ସବ 2022"
    2022 Documentary Video
    It's Presents by - Satyapriya
    DOP - Creative Kailash
    Edit - Creative Kailash
    Music by - NCS
    ବାର ମାସରେ ତେର ପର୍ବର ପସରା ଭିତରେ ମୋ ଗାଁ.... ସେଥିମଧ୍ୟରୁ ସବୁଠୁ ବଡ଼ ପର୍ବ ହେଲା ମକର ସଂକ୍ରାନ୍ତି ଯାହା ପ୍ରାୟତଃ january 14 ତାରିଖରେ ପଡେ ଭାଇଚାରାର ଏକ ଭିନ୍ନ ଅଦାହରଣ ଏହି ପର୍ବ ...ସେଦିନ ମନ୍ଦିରରେ ସକାଳ ପ୍ରହର ରେ ଠାକୁର ଦର୍ଶନ ପରେ ପରେ ମନ୍ଦିର ପ୍ରାଙ୍ଗଣ ରେ ବଡ଼ ବଡ଼ ପିତ୍ତଳ ହଣ୍ଡାରେ ଭୋଗ ପ୍ରସ୍ତୁତ ହୁଏ...... ସେପଟେ ଦିନର ମଧ୍ୟାହ୍ନରେ ମନ୍ଦିର ପାଖରେ ଥିବା ବାଲିବନ୍ତ ରେ ଜମେ ଭିଡ଼...ନଥାଏ କାହାକୁ ଡାକରା କି ନିମନ୍ତ୍ରଣ ନାନାଦି ଖେଳ-କୁଦ ରେ ପୁରି ଉଠେ ପକୃତିଭରା ପରିବେଶ....ସନ୍ଧ୍ୟାରେ ଘରକୁ ଫେରିବା ପରେ ଠାକୁରଙ୍କୁ ଲାଗି କରାଯାଇ ମକର ଚାଉଳ ବଣ୍ଟାଯାଏ ଏଥିସହିତ ଭୋଗ ସମର୍ପଣ ପରେ ପ୍ରସାଦ ସେବନ କରାଯାଏ....
    ମାତ୍ର ଏବର୍ଷ ର କରୋନା କଟକଣା ପାଈଁ ଫିକା ପଡିଗଲା ପର୍ବ...ରହିଲାନି ଆଗ ପରି ଆନନ୍ଦ ତଥାପି ଏଇସବୁ ଅଭାବ ଭିତରେ ଅଧିକ କୁ ଅନୁଭବ କରି ଅନୁଭୂତି ସାଉଁଟିବାର ମଜା ଥିଲା ବେଶ ନିଆରା
    #makarautsav2022 #hasinipur #makarasankranti #hasinipurmakarautsav #makaradocumentaryvideo2022 #makarafestival2022 #makaramela2022 #villagefestival #villageparbaparbani #gaonparba
    LIKE | COMMENT | SHARE | SUBSCRIBE |
    *ANTI-PIRACY WARNING *
    -----------------------------------------
    This content is Copyright of "STAR MUSIC 11" Any unauthorized reprouduction, re distribution or re upload is strictly prohibited of this content. Legal action will be taken against those who violet the copyright of this content.......
    🙏🙏 THANKS FOR VISITING 🙏🙏

ความคิดเห็น • 40

  • @satyapriyapradhan4313
    @satyapriyapradhan4313 3 ปีที่แล้ว +13

    ଏ ହେଉଛି ଆମ ଗାଁ ର ଏକ Traditional festival "ମକର ଉତ୍ସବ" ଯାହା ଏବର୍ଷ ର Covid guide lines ପାଈଁ ଆଗପରି ପାଳନ ହେଇପାରିନି ସତ....ମାତ୍ର ଅଭାବ ଭିତରେ ବି ଅଧିକ କୁ ଅନୁଭବ କରିବାର ପ୍ରୟାସ ଜାରି ରହିଛି..... ଆଶା କରୁଛି ଏ Documentary video ଟି ଆପଣମାନଙ୍କୁ ନିଶ୍ଚିନ୍ତ ଭଲ ଲାଗିବ 🙏🙏🙏

  • @moanubhuti3796
    @moanubhuti3796 3 ปีที่แล้ว +7

    ପାରମ୍ପରିକ ପର୍ବ ର ଏକ ନିଆରା ଅନୁଭବ ସହିତ ଅନୁଭୂତି 💐💐👍👍

  • @prangyakipathshala07
    @prangyakipathshala07 3 ปีที่แล้ว +1

    ଜୟ ବାବା ବୀରକର୍ଣ୍ଣ 🙏🏻

  • @sunit_official_03
    @sunit_official_03 3 ปีที่แล้ว

    Memorable day❤🥰🙏

  • @shaswatapatra6011
    @shaswatapatra6011 3 ปีที่แล้ว

    ବହୁତ ସୁନ୍ଦର👌 । ମକର ସଂକ୍ରାନ୍ତିର ଅଭିନନ୍ଦନ💐💐❤️

  • @musicloverbadalkumar4433
    @musicloverbadalkumar4433 3 ปีที่แล้ว +3

    ଅତି ସୁନ୍ଦର ଉତ୍ସବ 👏👏👏 ବହୁତ ଭଲ ଲାଗିଲା video ପାଈଁ ବହୁତ ବହୁତ ଧନ୍ୟବାଦ ସିଲୁ god bless you

  • @bikrampradhan8120
    @bikrampradhan8120 3 ปีที่แล้ว

    Apar mahima.....

  • @purnapurna2698
    @purnapurna2698 3 ปีที่แล้ว

    ବହୁତ୍ ସୁନ୍ଦର ❤️❤️❤️

  • @adarshrautaray4839
    @adarshrautaray4839 2 ปีที่แล้ว

    We really proud of our festival ❤️

  • @abhijitbhol5034
    @abhijitbhol5034 3 ปีที่แล้ว +1

    🙏🏻🙏🏻🙏🏻

  • @nirmalpradhan6366
    @nirmalpradhan6366 3 ปีที่แล้ว

    Niara abhula a utsav santi bhara video 😍🥰

  • @suma8258
    @suma8258 3 ปีที่แล้ว +1

    Har har mahadev...

  • @malinidalai7912
    @malinidalai7912 ปีที่แล้ว

    Ki sundar drusya Aha!

  • @siva-is8wu
    @siva-is8wu 3 ปีที่แล้ว +1

    Just a memorable day of our village ✌🏻😍

  • @Santosh.Official848
    @Santosh.Official848 3 ปีที่แล้ว +4

    2021 ra makara video ta dekhithili 2022 ra bi dekhili bahut bhala lagila ...It's very unique festival of your village Thank you Silu bhai Shooting ,editing both are super👍👍👍

  • @satyanarayanbalabantaray6360
    @satyanarayanbalabantaray6360 3 ปีที่แล้ว

    Wow so amazing

  • @somyaranjanpradhan7298
    @somyaranjanpradhan7298 2 ปีที่แล้ว

    Jay baba jagatiswor...

  • @stratfordenglish965
    @stratfordenglish965 3 ปีที่แล้ว

    our culture always memorable

  • @nikashkumarpatra8866
    @nikashkumarpatra8866 3 ปีที่แล้ว

    Nice festival satya 👌👌👌

  • @aadityaaa_05_
    @aadityaaa_05_ 3 ปีที่แล้ว +1

    Bahut sunder .... Satyapriya dada ....😊😊😊satare badalichi samaya .... Badalini parampara ....aghaku madhya ei parmpara semtii palana heuthau...😊😊

  • @stefinofficial745
    @stefinofficial745 3 ปีที่แล้ว

    ଆମ ଭାଗ୍ୟରେ ନାହିଁ ଦର୍ଶନ କରିବା ପାଇଁ 🙏🙏🙏🙏🙏🙏

  • @WildChilika
    @WildChilika 3 ปีที่แล้ว

    🙏🙏🙏💕💕💕

  • @nirmalparida7078
    @nirmalparida7078 2 ปีที่แล้ว

    Nice festival❤️

  • @satyapriyapalai666
    @satyapriyapalai666 3 ปีที่แล้ว

    Super👌👌👌👌

  • @Subhasree_889
    @Subhasree_889 3 ปีที่แล้ว +1

    Wow.... 👌
    Beautiful Cinematography... 🥰
    Thanks Dada for a beautiful presentation... Missing my place... Loads of love...ଏମିତି ସୁନ୍ଦର ସୁନ୍ଦର videos ଆଣୁଥାଅ...😍 ଆଗକୁ ଆଗକୁ ମାଡିଚାଲ... 👌🥰

  • @maheswarpradhan8956
    @maheswarpradhan8956 3 ปีที่แล้ว

    Jay baba birakarnna

  • @lipakstylishstatus5192
    @lipakstylishstatus5192 3 ปีที่แล้ว

    ଓଡ଼ିଆ ମାନଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ମକର ପର୍ବ ଏହି ପର୍ବ ଓଡ଼ିଶାର ପ୍ରତ୍ୟେକ ପୁର ପଲ୍ଲିରେ ବହୁତ୍ ଧୁମ୍ ଧାମ ରେ ପାଳନ କରାଯାଏ ସେ ଭଳି ଭାବରେ ଆମର ବ୍ରହ୍ମଗିରି ସ୍ଥିତ ହାସିନିପୁର୍ ଗ୍ରାମରେ ଏହି ପର୍ବ ବହୁତ୍ ଭଲରେ ପାଳନ କରାଯାଏ ଏଠାରେ ସାଂସ୍କୃତିକ ପ୍ରୋଗମ୍ ଆୟେଜନ କର ଯାଇ ଥାଏ ମୁଁ ବହୁତ୍ ଧନ୍ୟବାଦ ଦେବି ହସିନିପୁର ଗ୍ରାମ ବାସୀଙ୍କୁ ବିଶେଷ କରି ସିଲୁଭାଇଙ୍କୁ ଯିଏ କି ନିଜର ଗ୍ରାମର ସାଂସ୍କୃତିକ ଦର୍ଶକ ମାନଙ୍କୁ ଦେଖେଇବା ପାଇଁ ପ୍ରୟାସ କରିଛନ୍ତି ଧନ୍ୟବାଦ୍ ସିଲୁ ଭାଇ ଆପଣଙ୍କ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ହେଉ ମୁଁ ଏତିକି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା

  • @amiyajena89
    @amiyajena89 3 ปีที่แล้ว

    Nice traditional festival

  • @bhagirathidalai6936
    @bhagirathidalai6936 3 ปีที่แล้ว

    Jay baba jagatiswar

  • @sanghamitrabiswal1049
    @sanghamitrabiswal1049 3 ปีที่แล้ว +1

    Jay baba birakrana ki jay , ସିଲୁ ଭଗଵାନ ତୋର ମଙ୍ଗଳ କରନ୍ତୁ,

  • @satyapriyapalai666
    @satyapriyapalai666 3 ปีที่แล้ว

    🙏🙏🙏

  • @the_nefarious_md7843
    @the_nefarious_md7843 3 ปีที่แล้ว

    ❤️❤️❤️❤️

  • @subrajitdalai7751
    @subrajitdalai7751 3 ปีที่แล้ว

    Nice good job

  • @memebaba.9152
    @memebaba.9152 3 ปีที่แล้ว

    Nice traditional

  • @Mr_Susil_143
    @Mr_Susil_143 3 ปีที่แล้ว +1

    Its so amazing and missing days bro..
    Such a loveable day for everyone which we all r missing

  • @babitadalai107
    @babitadalai107 2 ปีที่แล้ว

    Nice...

  • @maheswarpradhan8956
    @maheswarpradhan8956 2 ปีที่แล้ว

    Nice

  • @bikrampradhan8120
    @bikrampradhan8120 3 ปีที่แล้ว

    🙏🙏🙏

  • @mahaprasadpradhan7041
    @mahaprasadpradhan7041 2 ปีที่แล้ว

    Jay baba birakarnna

  • @biswaranjanojha9786
    @biswaranjanojha9786 3 ปีที่แล้ว

    🙏🙏🙏🙏