PM Modi : ମୋଦିଙ୍କ ବଡ଼ ଘୋଷଣା | PM Modi Speech | Janajatiya Gaurav Divas | Birsa Munda | Odia News

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 27

  • @AshokkumarMahalik-z7w
    @AshokkumarMahalik-z7w 3 ชั่วโมงที่ผ่านมา +6

    ପ୍ରଧାନମନ୍ତ୍ରୀ ମହାଶୟ ଶବୁଠୁ ଅଧିକ ଠକୁଛନ୍ତି ଆଦି ଓ ଜନ ଜାତିଙ୍କୁ

  • @BramhaNandaPanda-o5y
    @BramhaNandaPanda-o5y 3 ชั่วโมงที่ผ่านมา +6

    ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କ ବିଜେପି ଦଳ ଇଲେକ୍ସନ ସମୟରେ କହିଥିଲେ ଆମ ସରକାର ଆସିଲା ପରେ ଆମେ 300ଇୟୁନିଟ ବିଜୁଳି ମାଗଣା ଦେବୁ, 3000ଟଙ୍କା ବୁଢ଼ା ବୁଢ଼ୀ ମାନଙ୍କୁ ଭତ୍ତା ହେବୁ ଏବଂ ପ୍ରତେକ ମହିଳା ମାନଙ୍କୁ ମାସକୁ 1000ଟଙ୍କା ରାସନ ସାମଗ୍ରୀ ପାଇଁ ଦେବୁ କିନ୍ତୁ ଆଜିପଯ୍ୟନ୍ତ ଦେଲେନାହିଁ

    • @dhananjaysahoo4579
      @dhananjaysahoo4579 3 ชั่วโมงที่ผ่านมา

      ନବୀନ ପଟ୍ଟନାୟଙ୍କ style ରେ ଏ ସବୁକୁ election ର ୬ ମାସ ପୂର୍ବରୁ ଦିଆ ଯିବ।ଲୋକ ଖୁସି ହେଇକି ଯେମିତି ବିଜେପି କୁ ଭୋଟ ଦେବେ।

  • @BramhaNandaPanda-o5y
    @BramhaNandaPanda-o5y 3 ชั่วโมงที่ผ่านมา +6

    ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କ ବିଜେପି ଦଳ କଣ ପାଇଁ ଓଡ଼ିଶାର ଗରିବ ନିରୀହ ଲୋକଙ୍କୁ ମିଛ କହିକି ଇଲେକ୍ସନ ଲଢ଼ିଲା କଣ ଓଡ଼ିଶାର ସମସ୍ତ ଖଣି ଖାଦାନ ଅଦାନୀ ଏବଂ ଅମ୍ବାନୀ ଙ୍କୁ ଦେବା ପାଇଁ

    • @dhananjaysahoo4579
      @dhananjaysahoo4579 3 ชั่วโมงที่ผ่านมา

      ୟା ପୂର୍ବରୁ ବି ବିଜେପି ସରକାର ବହୁତ୍ କିଛି ସଂକଳ୍ପ ପତ୍ର ୨୦୧୪,୨୦୧୯ election ବେଳକୁ ଦେଇଥିଲା।ଲୋକ ତାଙ୍କୁ ଭୋଟ ଦେଇଥିଲେ।ଏଇଥରିକ ବିଜେଡି ର ଅନ୍ୟାୟ ଅତ୍ୟାଚାର ର ସୀମା ବଢ଼ିଗଲା,ଲୋକେ ଅତିଷ୍ଠ ହୋଇ ବିଜେପି କୁ ଭୋଟ ଦେଇଦେଲେ।

  • @niranjanpanda8574
    @niranjanpanda8574 3 ชั่วโมงที่ผ่านมา +4

    ଖଣି, ଚିଟଫଣ୍ଡ, ୫ଟି, ଆଦି ଦୁର୍ନୀତି ଚଦନ୍ତ କୁଆଡେ ଗଲା? ଆପଣ ଓ ଅମିତ ସାହାଜୀ ଓଡିଶାକୁ ମିଛ କହି ଠକିଲେ ।

  • @gobindachandranayak9576
    @gobindachandranayak9576 2 ชั่วโมงที่ผ่านมา +3

    This is very bad,how birsa Munda to a God

  • @swagatikamajhi1895
    @swagatikamajhi1895 2 ชั่วโมงที่ผ่านมา +2

    Complete karo Election Menifesto

  • @ArunKumar-f2v3x
    @ArunKumar-f2v3x ชั่วโมงที่ผ่านมา

    Only modi ❤❤❤

  • @saiprasannadas9873
    @saiprasannadas9873 ชั่วโมงที่ผ่านมา +1

    Fake ମୋଦି

  • @NaliniPrabhaMaharana
    @NaliniPrabhaMaharana 9 นาทีที่ผ่านมา

    Odishara shikita jubaka mananka pain nijukti chakiri dadana mana nku ferasta kebe heba?namaskar modiji.

  • @banamalibadaya5630
    @banamalibadaya5630 2 ชั่วโมงที่ผ่านมา +1

    Jay Modi ji

  • @itz_me_mh9000
    @itz_me_mh9000 2 ชั่วโมงที่ผ่านมา +2

    Khali bhasan hi dautha budha

  • @ssubratkr
    @ssubratkr 2 นาทีที่ผ่านมา

    ଫାଲତୁ ଭାଷଣ ଦେବା ଦରକାର ନାହିଁ ।
    କାମ କଣ କରିବ କୁହ ।

  • @sitaramkumarpradhan842
    @sitaramkumarpradhan842 2 ชั่วโมงที่ผ่านมา +1

    Bhasan bada

  • @parthasarathimahalik5326
    @parthasarathimahalik5326 3 ชั่วโมงที่ผ่านมา +1

    Jhuta pm

  • @siteshautoworld5770
    @siteshautoworld5770 56 นาทีที่ผ่านมา

    BJD hatao Odisha bachao

  • @dharmendranayak4419
    @dharmendranayak4419 ชั่วโมงที่ผ่านมา

    Super liar

  • @pratappatra2932
    @pratappatra2932 49 นาทีที่ผ่านมา

    Kichhi.nahi

  • @rajendrakumardas7856
    @rajendrakumardas7856 ชั่วโมงที่ผ่านมา

    🎉

  • @user-ly9ly4qq9j
    @user-ly9ly4qq9j 13 นาทีที่ผ่านมา

    Chura ମୁଦି

  • @FjfjfjtjfjJhffjdjdjj
    @FjfjfjtjfjJhffjdjdjj 2 ชั่วโมงที่ผ่านมา +1

    January Dey BJP