Tu balate kichi bujhiparunu n kn .. 1st ara nijara budhi kichinhin , a upare jie jete mana chadhijauchi ea bilri bhalia chup heiki basichi tateseit dekhajauni
Bhai mu bbsr re ruhe mu bi cm sirnka video insta re dekhi mote bi kemiti kemiti lagithila jaha hau aji tama video re sata kn janili...hn bhai sei video ta bodhe ei kichi dina tale baramunda padia re kurshi odisha program thila laguchi...
ମୋହନ ସରକାର ଲୋକମାନଙ୍କ ପାଇଁ ଖାଇବା କଥା କହୁଛନ୍ତି କିନ୍ତୁ କିଛି କୁଚକ୍ରୀଗୋଷ୍ଠିତାହାକୁହିନମନ୍ତବ୍ୟଦେଇଛନ୍ତି
ଯାହା ବି ହେଉ, ବହୁତ ବହୁତ ଧନ୍ୟବାଦ ଦେବି ମହୋନ ମାଝୀଙ୍କୁ କାରଣ ସେ ଲୋକମାନଙ୍କ ଭୋକିଲା ପେଟକୁ ବୁଝିପାରିଲେ l🙏
Sei jogu dardam sabu badhei deichanti
ଶସ୍ତା ହେଲେ ଲୋକେ ଅଧିକ ଖାଇବେ ସେଇଟା ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ
ଆମେ ସବୁ ବୁଝୁଛୁ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବୋଲି ଏସବୁ କରୁଛନ୍ତି
ମୋହନ ମାଝି ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ,କେତେକ ଙ୍କ ଦେହରେ ଯାଉନାହିଁ।ଜୟ ଜଗନ୍ନାଥ।
ମୋତେ କିନ୍ତୁ ବହୁତ ଭଲ ଲାଗୁଛି। ଖାଣ୍ଟି ଓଡ଼ିଆ କଥା କହୁଛନ୍ତି। ସମସ୍ତ ଙ୍କ ସହ ମିଶିଯାଉଛନ୍ତି।ଭଲ ଲାଗୁଛି
ମୁଁ ଆପଣ ଙ୍କ କଥା ରେ ଏକମତ
ସତ୍ୟ ଟା ସାମ୍ନା କୁ ଆଣିଥିବାରୁ ଧନ୍ୟବାଦ
ଗଜପତି ଭାଇ ଏତିକି ଜାଣି ଥାଅ, ଜିଲ୍ଲା ଭିତରେ ଜିଲ୍ଲା କେନ୍ଦୁଝର ର ପିଲା,ଏହି ମୋହନ ଆଜ୍ଞା ପେଟ ଚିହ୍ନିଲା ବାଲା, ଆୟୁଷ ଯେତେଦିନ ଥିବ, ମୋର ଭୋଟ କେବଳ ସେହି ଆଦିବାସୀ ମୁଖ୍ୟମନ୍ତ୍ରୀ ପାଇଁ ରହିବ।
100% ଠିକ ପେଟ ଚିହ୍ନିବ ଯିଏ ମଣିଷ ସିଏ
Right ,Mohan Sir is a very humble person. Best CM
Bala mantri
Eta bala mantri
Se jou doger chalichhi semanankara peha nahin bodhe 😂😂😂😂😂😂
Mohan majhi is great 🎉🎉🎉
Jay ଆଦିବାସୀ ଆମ କେନ୍ଦୁଝର ଜିଲ୍ଲାର ଆଦିବାସୀ ଓଡିଶା ବିଜେପି ମୁଖ୍ୟ ମନ୍ତ୍ରୀ 🇮🇳💪
ସେ ବହୁତ ଭଲ 🥰
Mohan majhi is great
The best CM of odisha till now
😅😅😅😅
ଠିକ୍ କଥା କହିଛନ୍ତି ଲୋକଙ୍କ ଭଲ ମନ୍ଦ ବୁଝି ବୁଝିବା ଉଚିତ
Odisha ବୁଲିକି ଏତିକି ଜାଣିଲି Cuttack au Bhubaneswar ଛୁଆଙ୍କର ଅନ୍ୟ ଜିଲ୍ଲା ପ୍ରତି ଟିକେ ଘୃଣା ଭାବ ରହୁଛି । ଯାହାହେଉ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ ଆମେ ଓଡ଼ିଆ ଭାରି ବଢିଆ ସେ ଯାହାବି ହେଉ ଆମ ଓଡ଼ିଶା ଆଗକୁ ଯାଉ।
Nai bhai simite kichi nahi... bhai bbsr pila Katha kahiparibeni kebe Cuttack pila nka sahita kebe sanga hua dekhiba jeban deidebe ......
@kingcobra5909 ସମସ୍ତେ ନୁହନ୍ତି ଭାଇ mostaly people
Love from pure bhubaneswar..samsate semiti nuhanti Bhai ..we are all odisha people
100% sata eaita
Not agree
Mohan majhi great
ଖାଇବା କଥା ପଚାରି କିଛି ଭୁଲ ନାହିଁ
ପ୍ରଥମେ ଖାଇବା ତା ପରେ କାମ କରିବା ସେ ଭାଷଣ ହେଉ କିମ୍ବା ବାଲି ସିମେଣ୍ଟ ଗୁଳା ହେଉ
😂😂😂😂😂😂
Nice voice ❤
Very good mohan majhi 🎉🎉🎉
ପ୍ରଥମ ଥର ଜଣେ ସାଧାରଣ ଲୋକଟିଏ ଆଜି ଦୁଃଖ ବୁଝୁଛି ଗରିବର
ଧନ୍ୟବାଦ ଭାଇ କିଛି ଲୋକଙ୍କ ର ଆଖି ଖୋଲିବା ଦରକାର
କଣ ପାଇଁ ଏତେ ଜାତି ଭେଦ କରୁଛ ସମସ୍ତଙ୍କୁ ବଞ୍ଚିବାର ଅଧିକାର ଅଛି ହେ ପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅ 😢😢
Very Nice❤❤❤
Mohan sir jindabad❤❤❤
You are really good boy.many thank you brother
Very good Ganapati
Best cm mohan sir
ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ସତଗଟଣା ପଦାକୁ ଆଣନ୍ତୁ
This is our leaders.....Our heartly lovely cm.....🙏🙏🙏🙏🙏
ମୋହନ ସରକାର ଜୟ ହୋ
Sir super very nice katha.
Mohan sir great
ହରିଜନ ନୁହ ଆଦିବାସୀ cm ମାଝୀ ବାବୁ
Dhanyawad mr gajpati
ହରିଜନ ଲୋକଟିଏ ଶାସନ କରୁଥିବାରୁ ଏମାନେ cm nku nicha ଦୃଷ୍ଟିରେ ରଖି ବଦନାମ କରୁଛନ୍ତି ଏହା ହଉଚି ସତ 😢
200% thik kahicha bhai
ହରିଜନ ❌, ଆଦିବାସୀ ✅
ଭାଇ ସେ ଭଳିଆ ଚିନ୍ତା ଧାରା ରେ ଲୋକ troll କରୁ ନାହାନ୍ତି dorpati ମୁର୍ମୁ ମାଡ଼ମ କୁ କିଏ କିଛି କହୁନାନ୍ତି
Atlist ନିଜ ପଦପି ର ଓଜନ ରହିବା ଦରକାର୍ ଭାଇ
ଜାତି କଥା ଉଠୁ ନାହିଁ
ଗୋଟେ CM ଯାତ୍ରା ପାର୍ଟି ରେ କଣ କହିଲା ଆପଣ ଙ୍କ ମତ ରେ କଣ
Yei hela black Mailing ...harijana harijana kn...cm nijara personalities rakhiba darkar
Tu balate kichi bujhiparunu n kn .. 1st ara nijara budhi kichinhin , a upare jie jete mana chadhijauchi ea bilri bhalia chup heiki basichi tateseit dekhajauni
Cm, 👌🏼like
Great sir
Mohana sir 🙏👍
Mohan sir bahut bhala loka form Cuttack ❤
Hello Gajapati b r
ଆଜିର ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା, ଇମିତି ସୁନ୍ଦର ଭିଡ଼ିଓ ପାଇଁ thank you 🙏Jay Jagannath
Right ସେ ତ ଲୋକ ମାନଙ୍କ କଥା ପଚାରୁଛନ୍ତି .......
Bahut sunder gajapati bhai
Ai Video Editing 😂 ର କମାଲ୍ ରେ ବାବା 😅
Bhala comedy karu6 gajapati bhai aamaku tama katha gudaka hasa laguchhi.. Nice 👍👍👍👍
ମୁର୍ଖକୁ ମୂର୍ଖ କହିବା କଣ ଅସୁବିଧା
ଆଜିର ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା, ଇମିତି ସୁନ୍ଦର ଭିଡ଼ିଓ ପାଇଁ ଧନ୍ୟବାଦ
ଅଶେଷ ଧନ୍ୟବାଦ ଗଜପତି ❤❤
Right bhai
Nice 👍👍 i
Mohan Majhi is a simple CM. He understands the need of common man.All must respect a CM from an ordinary family
Ek din mohan majhi sir desh ka naam rakhenge
Thank you sir
ଗଜପତି ଭାଇ ତମକୁ ଅନୁରୋଧ ଏଝିଅକୁ ଭଜନ ଗାଇବାକୁ ଦିଆଜାଉ 9:50
ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର ❤️❤️❤️❤️🙏🙏🙏🙏
New singer ❤❤
Jay shree jaganatha
Gareeb lokanka dukha janichi mohan sir sarpanch ru cm No 1cm of odisha ❤❤❤❤❤
ଗଜପତି ଭାଇ ତୁମକୁ ଧନ୍ୟବାଦ
Sir mu aponko video ray very very khushi 🎉🎉🎉🎉😂😂😂😂❤❤❤❤🎉🎉🎉🎉🎉🎉
7:35 bhauni janaka bahut badhiya Gita gauchhanti 😊😊😊😊
ସାର୍ ଦରଦି ବଂଧୁ ❤
ଧନ୍ୟ ବାଦ ମହନ ମାଝି
ଧନ୍ୟବାଦ ଭାଇ ❤️
Bhai amiti sata katha aanantu..kicchi muchhua nka pain aaji amti ghatuchi❤
Bhai madi chalo Satya ra habo Jay. Jai jagannath.
ନବୀନ କେବେ ପଚାରିଥିଲେ ଖାଈବା କଥା
ନବୀନ ର ବଳ ଆଉ ନାହିଁ 😂
Jay mohan sir
ଆରେ ଭାଇ ନବୀନ ତାଙ୍କ ଜୀବନ କାଳରେ କେବେ kou ସ୍ଟେଜ୍ ରେ 30 ମିନିଟ୍ ରହିନାହାନ୍ତି
ତାଙ୍କୁ ଭୋକ ଆସିବ କୋଉଠୁ
Good morning daa ❤❤❤
Love you Bhai Madichala ❤
ଖାଇବା ରେଡ୍ଡୀ ହେଇଗଲାଣି cm sir 😂😂😂
Tama gaa loka bhokila achhanti dhariki ase
ଯେଉଁ ସରକାର ଆସୁନା କାହିଁକି ଯଦି ସେ ସରକାର ରାଷ୍ଟ୍ରର ହିତପାଇଁ ଚିନ୍ତା କଲା ଆଉ ପ୍ରଜାମାନଙ୍କ ଦୁଃଖ ସୁଖ ବୁଝିଲା ତେବେ ସେ ସରକାର ନିହାତି ରାଷ୍ଟ୍ରପାଇଁ ଦରକାର । ଆଉଗୋଟିଏ କଥା ଭୋଟରଙ୍କ ଟିକସ ଅର୍ଥକୁ ଯେଉଁ ସରକାର ନିଜ ବ୍ୟକ୍ତିଗତ ପାଣ୍ଠିକରେ ଆଉ ସରକାରୀ କଳକୁ ବ୍ୟବହାରକରି ପ୍ରଜାମାନଙ୍କୁ ହଇରାଣ ହରକତ କରିବାସହିତ ଏକାଥନୀୟ ନିର୍ଯ୍ୟାତନାଦିଏ, ରାଷ୍ଟ୍ରର ଉନ୍ନୟନ କଥା ଚିନ୍ତାକରେନି ସେ ସରକାରକୁ ଜନସାଧାରଣ ସବୁବେଳେ ବର୍ଜନ କରିବେ ।
Mohan babu great CM 🙏 🙏
ମୋହନ ବାବୁ ଭଲ ମନ୍ତ୍ରୀ 🌹🌹
ଭୋକ ନୁହେଁ... ଲୋକ ଚାଲି ଗଲେ ଲୋକପ୍ରିୟ ମୂର୍ଖମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ରହିବ କିଏ 😂😂😂😂
All are Hindu🙌
Jay shree ram🚩
I like you broo jay adi basi
Very nice voice
Ur real channel, true fact
News fuse re tame pura fit .
ଠିକ୍ କଥା ଭାଇ ସେ ସମସ୍ତ ଙ୍କ କଥା ପଚାରିଥିଲେ ନ ଖାଇଲୋକେ ପଳେଇବେ
Very nic
Agaru jemiti karuthile bahut Katha semiti karuchhanti
ଭାଇ ତମେ କହିଲ ଯେ ହେଲେ ତାଙ୍କ ଓଡ଼ିଆ କହିବା ଟା ଭାରି ଅବାଗିଆ ଲାଗେ..... ଜେମିତି କି ଉତ୍କଳ ମଣି ମଧୁସୂଦନ ଦାସ, ସ୍ୱାଧୀନତା ଦିବସ ଡିସେମ୍ବର ମାସ ରେ ପଡେ 😂😂😂
😂😂😂😂😂😂
jemiti chadikhol & sandha😂
Tume mane bodhe khali khanti odiya kuho nare
Thank you bro for supported reality,
Mohan majhi is not bad person, but midia and sosial app are very bad
ଶଳା ବିଜେପି ସରକାର ଯାହା କରିବ ଲୀଳା ଆଉ ଯିଏ ଯାହା କହିବ କିଳା।
At least ନବୀନ ପଟ୍ଟନାୟକ ଠୁ ବେଶ୍ ଭଲ ଆମ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,
Good
Write
ଆମ ଆଲୁ ମନ୍ତ୍ରୀ ବହୁତ ଭଲ
Bhai mu bbsr re ruhe mu bi cm sirnka video insta re dekhi mote bi kemiti kemiti lagithila jaha hau aji tama video re sata kn janili...hn bhai sei video ta bodhe ei kichi dina tale baramunda padia re kurshi odisha program thila laguchi...
Gajapati bhai amara badhia roster ghare nia lagigalani bhai bhai badia badi hei galeni bhai amara pura side heiki mast video anile
Cm sab jindabad
7:02 ଆରେ ତେବେ ତ ସେ ଯୋଉ ସ୍ତ୍ରୀ ଲୋକ ଓଡ଼ିଶା ରେ ରହିବା କଥା nuho କାହିଁକି ନା ଓଡ଼ିଶା ର cm ବି ଜଣେ ଆଦିବାସୀ 😅 ସେ ସ୍ତ୍ରୀ କୁ ଲାଜ ଲାଗିବା କଥା 😐
Mohan majhi best cm
ଭାଡୁଆ ଗଜପତି
Voice ❤ bhauni ra
ସେଥିପାଇଁ ଆଜି ଗୋଟେ ସାଧାରଣ ଲୋକ ଟି ପରିବା ଦୋକାନ, ଡାଲି ତେଲ ଦୋକାନ ଜୀବା କୁ ଭୟ କରୁଛି, ଗରିବ ମାରଣ ସରକାର
Sethipai ta kahichh bila ade asa 😅
Sethipai ta kahichh bila ade asa 😅
🔱🚩🧡🔥
Right
Right 👍👍👍
Mohana charana majhi is good cm
ରାଜ୍ୟଟାକୁ ଖାଇ ଖାଇ ସାରିଦେବେ ।
❤❤❤❤❤