"ମୋ ସ୍ତ୍ରୀର ଆଉ ଗୋଟେ ପୁଅ ସହିତ ସମ୍ପର୍କ ଥିଲା, ସେ ସିନ୍ଦୁର ପିନ୍ଧାଉଥିବାର ମୋ ପୁଅ ଦେଖିଛି"

แชร์
ฝัง
  • เผยแพร่เมื่อ 29 ธ.ค. 2024

ความคิดเห็น • 618

  • @samaruhernna4118
    @samaruhernna4118 2 ปีที่แล้ว +118

    ଆପଣ ଙ୍କ ପୁଅ କୁ ଖୁସୀରେ ରଖନ୍ତୁ ବାହାରେ ଯାଇକି ବେପାର କରିବଯାଉ ତା ଜୀବନ ଦୁଃଖ ରେ କଟିବ

    • @binodraaz7197
      @binodraaz7197 2 ปีที่แล้ว +3

      Bhai tome se ladies ku au anoni please bro

  • @rrunitgang7344
    @rrunitgang7344 2 ปีที่แล้ว +281

    ମୁଁ ବୁଝିପାରୁନି, ଫଟରେ ଝିଅର ଆଖିରେ black Line କଣ ପାଇଁ ଦିଆଯାଇଛି , ଝିଅର ଇଯତ୍ ଇଜତ୍ ପୁଅର ଇଜତ୍ କଣ‌ ନାହିଁ ?

  • @saraswatimahanta6808
    @saraswatimahanta6808 2 ปีที่แล้ว +9

    ଗୋଟେ ଭଲ ପୁ୍ଅ ଭଲ ଝିଅ ଟିଏ ପାଏନାହିଁ। ଜଦି ବି ମିଳନ୍ତି ବହୁତ କମ୍ କୋଟିଏ ରେ ଗୋଟିଏ। ମୁଁ ସବୁେବେଳେ ଦେଖି ଆସୁଛି। ଝିଅଭଲ ଥିଲେ ପୁଅ ଭଲ ନଥାଏ ଆଉ ପୁଅ ଭଲ ଥିଲେ ଝିଅ ଖରାପ। ଯଦି ଆଉ କେଉଁ ପୁଅ ସହିତ ଯିବାର ଥିଲା କଣ ପାଇଁ ବାହାହେଉଥିଲୁ ପୁଣି ଛୁଆ ଜନ୍ମ କରୁଥିଲୁ। ପୁଣି ସେ ପୁଅ ର ପରିବାର ଟାକୁ ପୁରା ନଷ୍ଟ କରି ଦେଲୁ।

  • @LIfehotoeisi
    @LIfehotoeisi 2 ปีที่แล้ว +203

    He is honest person ❤️

  • @rajalaxmipriyarout33
    @rajalaxmipriyarout33 2 ปีที่แล้ว +71

    You take care of ur son.. so honest person

  • @balabhadrasiminaki6287
    @balabhadrasiminaki6287 2 ปีที่แล้ว +256

    ନାରୀ ଆଉ ନାରୀ ହେଇ ନାହିଁ ! ମା ହେଇଛ ମା ହେଇ ରୁହ । ନ ହେଲେ ରାଣ୍ଡି ହେଇ ଦେହ ବେପାର କରିବ 😖😖😊😏 ନ ହେଲେ ଆମକୁ ଡାକ

  • @bhabagrahibehera8040
    @bhabagrahibehera8040 2 ปีที่แล้ว +141

    ଏବେ ସମସ୍ୟା ସମାଧାନ। ବ୍ୟସ୍ତ ହୁଅନି, ଏବେ ଆପଣ ପୁରୁଷ କମିଶନ ର ସହାୟତା ପାଇଁ ଯୋଗାଯୋଗ କରନ୍ତୁ।ଏତ ଆଉ ଏକ ଶର୍ମିଷ୍ଠା,,, ତାଙ୍କୁ ନିରଞ୍ଜନ ମିଳିଯାଇଛି,,, ତା ଠାରୁ ଦୁରରେ ରୁହନ୍ତୁ।

  • @Khankkk476
    @Khankkk476 2 ปีที่แล้ว +81

    That’s really you’re right person please take action against your wife and take care yourself and your son:)

  • @RockstarPankajofficial
    @RockstarPankajofficial 2 ปีที่แล้ว +6

    ଆଜି କାଲି ମାଇକିଣାକୁ ବିଶ୍ବାସ ନାହିଁ। ବିଶ୍ଵ ସୁନ୍ଦରୀ ବ୍ରହ୍ମାଣ୍ଡ ଦାରି ।

  • @1sanghamitra
    @1sanghamitra 2 ปีที่แล้ว +89

    ଆପଣ ପୁଅର ଯତ୍ନ ନିଅନ୍ତୁ 🙏

  • @MusicMantraMusic
    @MusicMantraMusic 2 ปีที่แล้ว +58

    ସେଭଳି ସ୍ତ୍ରୀ ଲୋକ ଠୁ ଦୂରରେ ରୁହ

  • @pmohanty9622
    @pmohanty9622 2 ปีที่แล้ว +56

    ଏମିତି ପ୍ରବଳ ଚାଲିଛି ସବୁଆଡ଼େ....ଚାଣକ୍ୟଙ୍କ ନୀତିରେ ଏମିତିକା ସ୍ତ୍ରୀକୁ ଛାଡ଼ିଦେଵ..
    ମୁଁ ୧୦୦% ନିଶ୍ଚିତ ସେ ନାରୀଟି ଦିନେ ବାୟାଣୀ ହେଇକି ରାସ୍ତାରେ ବୁଲିବ.

    • @sameerpatra345
      @sameerpatra345 2 ปีที่แล้ว

      Pura sat katha dada

    • @khanakhajana6202
      @khanakhajana6202 2 ปีที่แล้ว +2

      Bayani heiki bulile mu taku tapa tap dei debi 🤣🤣

    • @kiranmeher1490
      @kiranmeher1490 2 ปีที่แล้ว +1

      Ryt.. Amiti ajikali bahut dekhibaku miluchhi... Chhota belu jadi jhia ku thik morality ne debe.. Semane baysa hela pare au kichhi sikhi parantini.. Sex desire ku fullfill kariba pain nija bapa maa ku b dhoka debe au swami pilanku b thakiba pain pachhaghuncha debeni... Social ,moral au emotional knowledge kebala paribar thu hin miliba...

    • @chandrakantsahoo6071
      @chandrakantsahoo6071 2 ปีที่แล้ว +1

      @@khanakhajana6202 😂😂😂🙌🙌

  • @gyanaranjanrout5826
    @gyanaranjanrout5826 2 ปีที่แล้ว +51

    ଭଲ ଜୀନିସ ପାଈଚ ପଳେଈଚି ଭଲ ହେଈଚି

  • @astro-sanjibkumishra8242
    @astro-sanjibkumishra8242 2 ปีที่แล้ว +77

    ଭଗବାନ ଭଲ ଲୋକୁ କାହିଁକି ଦଣ୍ଡ ଦଉଛୁ

    • @sagarpaikaray5535
      @sagarpaikaray5535 2 ปีที่แล้ว

      Hmm bhai thik Katha kahichanti

    • @Bagdeepak707
      @Bagdeepak707 2 ปีที่แล้ว

      ଠିକ୍ କହୁଛ ଭାଇ

  • @rasmiranjansenapati2965
    @rasmiranjansenapati2965 2 ปีที่แล้ว +100

    ଭାଇ ବି ଆମର ହ୍ୟାଣ୍ଡସମ ଅଛନ୍ତି କିନ୍ତୁ ସେ ଫେରାର ହଲା ଅନ୍ୟ ପୁରୁଷ ସହିତ.କିଛି ଝିଅ ମାନେ ବାହା ହେଲା ପରେ କଣ ପାଇଁ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛନ୍ତି କେବଳ ସେକ୍ସ ନା ଆଉ କିଛି????????

    • @dibakarnayak478
      @dibakarnayak478 2 ปีที่แล้ว

      Only sex nothing else

    • @ishashrutiprakash
      @ishashrutiprakash 2 ปีที่แล้ว +9

      ଶୁଖିଲା ମନ ହିଁ ୟାର କାରଣ. ମାଇକିନିଆ ର ମନ କଥା ନବୁଝିଲେ ମାଇକିନା ଆଡେ ସାଡେ ମନ ବଳେଇବ.

    • @rasmiranjansenapati2965
      @rasmiranjansenapati2965 2 ปีที่แล้ว +5

      @@ishashrutiprakash ବାହାଘର ର ବର୍ଷେ ଟିକେ ମାଇକିନିଆ ପ୍ରେମ ଆସିବ ତାପରେ ଗୋଟେ ପୁଅ କି ଝିଅ ହେଲାପରେ ତମର ଟେନସନ ବଢ଼ିଯିବ ଆଉ ତମେ ମାଇକିନିଆ କଥା କେତେ ବୁଝିବ. ସବୁ ପୁଅଙ୍କର ପରିସ୍ଥିତି ଏମିତି ହେଲେ ସବୁ ଝିଅ ଏଇଭଳି ନୁହନ୍ତି.

    • @abceducation188
      @abceducation188 2 ปีที่แล้ว +2

      Employment is main problem...

    • @rasmibidika
      @rasmibidika 2 ปีที่แล้ว +2

      @@ishashrutiprakash eita bhul

  • @mukundakachhap7329
    @mukundakachhap7329 2 ปีที่แล้ว +72

    ଭାଇ ଆପଣ ବହୁତ ଭଲ କିନ୍ତୁ ଆପଣ ଉପଯୁକ୍ତ ଜୀବନ ସାଥି chuse କରିନାହାନ୍ତି
    ସେଥିପାଇଁ ଆପଣ ଏମିତି କଷ୍ଟ ପାଉଛନ୍ତି

    • @ayushmannpattanaik4936
      @ayushmannpattanaik4936 2 ปีที่แล้ว

      Chuse?????

    • @mukundakachhap7329
      @mukundakachhap7329 2 ปีที่แล้ว

      @@ayushmannpattanaik4936 chuse mins- (ବାଛିବା)ଉପଯୁକ୍ତ ଜୀବନ ସାଥି ବାଛି ନାହାନ୍ତି

    • @jayashreenayak4191
      @jayashreenayak4191 2 ปีที่แล้ว

      Right

    • @chandrashekhargo7343
      @chandrashekhargo7343 2 ปีที่แล้ว

      @@mukundakachhap7329 ସେଇଟା ଭାଗ୍ୟର ବିଷୟ ଭାଇ କେହି ଚୁଜ୍ କରି ଭଲ ଜୀବନ ସାଥୀ ପାଏବାରଟା ରେଅର ଘଟଣା

    • @rakeshsahoo2889
      @rakeshsahoo2889 2 ปีที่แล้ว

      @@jayashreenayak4191 hii

  • @smrutiranjanbiswal143
    @smrutiranjanbiswal143 2 ปีที่แล้ว +10

    ପୁଅ ଙ୍କ ପାଇଁ ସବୁ ଆଇନ କାନୁନ୍ ଝିଅ ଙ୍କ ପାଇଁ ସବୁ ଛାଡ଼ ଏମିତି କଣ ପାଇଁ ....ପୁଅ ହେବା ପାପ ସତରେ

  • @babaguru943
    @babaguru943 2 ปีที่แล้ว +17

    ଭାଇ ଭଲକାମ କରିଛ ନିଜ ଛୁଆକୁ ସୁରକ୍ଷିତ ନେଇଆସିଛ... ନହେଲେ ଏମିତି ବିଆଫଟା ଘୋଡ଼ାଗେହି ଜଘନ୍ୟ କାଣ୍ଡ କରିଥାନ୍ତା

  • @Lovely143Dipti
    @Lovely143Dipti 2 ปีที่แล้ว

    ଧନ୍ୟ ଏ ନାରୀ ଭଗବାନ କେମିତି ଗଢ଼ିଛନ୍ତି,, ଶକ୍ତ ଦଣ୍ଡ ଦିଆଯାଉ ସେ ପିଲା ଛାଡ଼ି ଯାଇଥିବା ସ୍ତ୍ରୀଲୋକ କୁ

  • @minuexpress4674
    @minuexpress4674 2 ปีที่แล้ว +6

    ଏଭଳି ବେଶ୍ୟା ସ୍ତ୍ରୀ ତୁମ ପାଖରୁ ଚାଲିଯାଇଛି ଭଗବାନ ତୁମ ପାଇଁ କିଛି ମଙ୍ଗଳ କରିଛନ୍ତି, ସେ ଭଳି ନାରୀ ଏକାଧିକ ପୁରୁଷ ସହ ରହିଲେବି ଶାନ୍ତିରେ ରୁହନ୍ତିନି, ତୁମେ ବଞ୍ଚି ଯାଇଚ ଭାଇ ସେ ଚାଲି ଯାଉଛି, ସମୟ କୁ ଖାଲି ଅପେକ୍ଷା କର ତା କଳା କର୍ମ ର ଫଳ ମିଳିବ ତୁମେ ଦେଖିବ

  • @kanhascreation49
    @kanhascreation49 2 ปีที่แล้ว +55

    Jhia r family is fully responsible keep patience and give another step in life

  • @ramoking614
    @ramoking614 2 ปีที่แล้ว +40

    Arrenge marriage kale sasu bohu re paduni aaau love marriage kale husband wife re paduni ki bala juga hela khali ferar upare ferar

  • @srikantaharichandan1464
    @srikantaharichandan1464 2 ปีที่แล้ว +17

    ଏଇ କଥା ପୁଅ ଟେ କରିଥିଲେ ଦେଖ ନାରୀନେତ୍ରୀ ମାନଙ୍କୁ। ତମେ ତାକୁ ତୁରନ୍ତ ଛାଡୁନ କାହିଁକି ?

  • @nandiniguru2997
    @nandiniguru2997 2 ปีที่แล้ว +15

    ଆଜିର ନାରୀ ୯୦ % ଦାରୀ

  • @prabirpadhihari5
    @prabirpadhihari5 2 ปีที่แล้ว +10

    ରାଣ୍ଡି ବୋଲି କୁହ.. ସ୍ତ୍ରୀ ନୁହେଁ... ପଳେଇଚି ଭଲ ଖୁସି ର କଥା

  • @amitkarminyaka5020
    @amitkarminyaka5020 2 ปีที่แล้ว +1

    ସେ ଜଣେ ବ୍ୟଭିଚାରିଣୀ ସ୍ତ୍ରୀ

  • @saratmalik3592
    @saratmalik3592 2 ปีที่แล้ว +6

    ଆପଣ ଙ୍କ ପୁଅକୁ ମଣିଷ କରନ୍ତୁ
    ନ୍ୟାୟ ପଥରେ ଚାଲନ୍ତୁ।

  • @Biru135
    @Biru135 2 ปีที่แล้ว +16

    Bhai tome bhari innocent 😇
    Se maikinaa ku chhada
    New gote ana new mrg kara
    Se bhaliaa maikina ku jaldi jaldi bhulijao
    Ame bhoji khaibaa pai jibu

  • @mangaltudu1472
    @mangaltudu1472 2 ปีที่แล้ว +7

    ଆଉ ଗୋଟେ ବାହା ହୁଅ ,ତାକୁ ଛାଡ଼ ପତ୍ର ଶିକାର କରିବାକୁ ହେବ

  • @pravukalyanbarik2396
    @pravukalyanbarik2396 2 ปีที่แล้ว +5

    A News chennal ର ଭାଇ ମାନେ ତୁମକୁ ଟିକେ ଲାଜ ଲାଗିବା ଦରକାର ଯେ ଯେଉଁ ଲୋକଟି ଅଭିଯୋଗ କରୁଛି ତାହାର news chennal ଭିଡିଓ ବନାଉଛ। ଯିଏ ଦୋଷୀ ବା ଯେଉଁ ଝିଅ ପଳାଇ ଯାଇଛି ତା ଆଖିରେ ପଟି ଦିଆ ଯାଇଛି। ଏଇ ତୁମ ମାନଙ୍କର ନ୍ୟାୟ।

  • @samsonmahanandia5946
    @samsonmahanandia5946 2 ปีที่แล้ว

    ଝିଅ ର ଚେହେରା କଣ ପାଇଁ ଦେଖାଯାଉନାହିଁ ପୁରୁଷ ଖାଲି ଦେଖୋଉଛ ଦୁଇ ଜଣ ଭୁଲ୍ କରିଛନ୍ତି ତ ଦୁଇ ଜଣ ର ଫୋଟୋ ମିଡ଼ିଆ ଦେଖାଇବା କଥା

  • @dasarathibarik8633
    @dasarathibarik8633 2 ปีที่แล้ว +2

    ରାମ ରାମ ସବୁ ପ୍ରକାରର ଶିକ୍ଷା ଆମ ରାଜଧାନୀରେ ଭରିକି ଅଛି. ଖାଲି ପ୍ରାପ୍ତ କରିକି ବ୍ୟବହାର କରିବା କଥା.

  • @prakashrath2525
    @prakashrath2525 2 ปีที่แล้ว +1

    ଏଇଭଳି ଝିଅ ମାନଂକ ପାଇଁ ବହୁତ୍ ପୁଅ ପିଲା ଛାରଖାର ହୋଇଗଲେଣି, ପୁଅ ପିଲା ମାନଙ୍କ ପାଇଁ କଣ କିଛି ନ୍ୟାୟ ନାହିଁ, ଯଦି ଝିଅ ପ୍ରତି କିଛି ଅନ୍ୟାୟ ହୁଏ ବହୁତ୍ ହାହାକାର

  • @biswaranjandad4990
    @biswaranjandad4990 2 ปีที่แล้ว +4

    Don't worry my brother, your son is your gold and future, u take care your son

  • @bijubadra962
    @bijubadra962 2 ปีที่แล้ว +5

    ଭଗବାନ ଇଛା ଅନୁସାରେ ଝିଅ କାମ କରୁଛି

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +10

    ଏବେ ପ୍ରମିଳା ମା ଆସିବେ ତ, ଏ ପୁରୁଷ କୁ ନ୍ୟାୟ ଦେବାପାଇଁ।।।।।।।।

    • @mithuntarai.odishamotivati3272
      @mithuntarai.odishamotivati3272 2 ปีที่แล้ว

      Yes aasi be

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      ଅଧିକାଂଶ ଶିକ୍ଷିତ ହିନ୍ଦୁ ଯୁବକ ଯୁବତୀ ପାପ କର୍ମରେ ଲିପ୍ତ ରହୁଛନ୍ତି , ଅଶିକ୍ଷିତ ମାନଙ୍କ କଥା ଛାଡ.

    • @chesta197
      @chesta197 2 ปีที่แล้ว

      @@mithuntarai.odishamotivati3272 kn g mareiba pain jhia hele sina asiba

  • @samsonmahanandia5946
    @samsonmahanandia5946 2 ปีที่แล้ว

    କୁଆଡେ ଗଲେ ନାରୀ ସମାଜ ଝିଅ କୁ ସବୁ ସୁବିଧା ଦିଆଯାଉଛି ବୋଲି ଏହି ପ୍ରକାର କାମ କରିବା ସରକାର ଏବଂ ମହିଳା ସମାଜ ଦେଖି ପାରୁନାହିଁ କି ପୁରୁଷ ପାଇଁ ବି ସରକାରଙ୍କ ଆଖି ରହିବା ଉଚିତ୍ ନୁହେଁ ହେଲେ ପୁରୁଷ ମାନେ ସବୁ ଦୁନିଆଁ ରୁ ସରିଯିବେ

  • @Saheb-Creation
    @Saheb-Creation 2 ปีที่แล้ว +1

    Sabu se muturi gaata ra Maya ☺. Bhai tu jete jaldi hauchhi se jhia tharu alaga hei ja.. 🙏

  • @Royalnanu
    @Royalnanu 2 ปีที่แล้ว

    ନାରୀ ମାନଙ୍କୁ ସ୍ଵାଧୀନ ହେବାର ସୁଯୋଗ ଦେଲେ ସେମାନେ ପରାଧୀନ ହୁଅନ୍ତି
    ସେଥି ପାଇଁ ସେମାନଙ୍କୁ ଗୋଟେ ଘରେ ପୁରେଇ ରଖିବା ଭଲ

  • @bijayakumar87
    @bijayakumar87 2 ปีที่แล้ว +5

    ନାରୀ କଲେ ଲୀଳା, ପୁରୁଷ କଲେ କିଳା

  • @santosh4851
    @santosh4851 2 ปีที่แล้ว +8

    ଯେତେ ଗୋରୀ ସେତେ ଷ୍ଟୋରୀ 🤔🤷‍♂️🤷‍♂️🤷‍♂️🤷‍♂️

  • @utkalsahoo4508
    @utkalsahoo4508 2 ปีที่แล้ว +11

    ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି, ଠିକ୍ ବି କହୁଛନ୍ତି. ହେଲେ ସେଇ ନାରୀ ପାଇଁ ସବୁ ଦୋଷ ଲଦି ଦେବ ଏ ସମାଜ ୟାଙ୍କ ଉପରେ,

  • @babulapatiarbabulapatiar8338
    @babulapatiarbabulapatiar8338 2 ปีที่แล้ว +1

    କମେଣ୍ଟ ଲେଖିବା ଆଗରୁ ଥରେ ଭାବ ଯଉ ମାନେ ଏଭଳି କାମ କରୁଛନ୍ତି ମହିଳା ବା ପୁରୁଷ ସେଇମାନେ କୁ ଅନୁରୋଧ (ମୋବାଇଲ୍ ଫୋନ୍ ) କାରବାର ଛାଡ ଫୋନ୍ ମାଧ୍ୟମରେ ଏ କର୍ମ ଚାଲିଛି ନାରୀ ମାନେ ଅତି ଉତପାତ୍ ହେଲେଣି ସବୁ ନାରୀ ଭିତ ରୁ କିଛି ନାରୀ ଭଲ ତାଙ୍କ ପାଇଁ ଏମାନେ ବଦନାମ ପୁରୁଷ ମାନଙ୍କୁ ବିଟ ରାସ୍ତା ରେ ବନ୍ଦୀ କରି ଦଣ୍ଡ ଦିଆଯାଉ ଦର୍ଶକ ଦେଖନ୍ତୁ

  • @sandeep7657
    @sandeep7657 2 ปีที่แล้ว +9

    ସରକାର ସଦା ବେଳେ ନାରୀ ସଶକ୍ତିକରଣ କଥା କହିଛନ୍ତି। ଏବେ ଏହି ପୁରୁଷ ସହିତ ତାର ଚରିତ୍ରହିନ ସ୍ତ୍ରୀ ଯାହା କାଣ୍ଡ ଘଟେଇଚି, ଏବେ କଣ ସରକାର ପୁରୁଷ ସଶକ୍ତିକରଣ ପାଇଁ କିଛି କରିବେ କି?

    • @jayjagannath6653
      @jayjagannath6653 2 ปีที่แล้ว

      Right

    • @Susree5656
      @Susree5656 2 ปีที่แล้ว +1

      Right 💯💯💯💯💯💪💪💪💪💪💪💪 bro

    • @santoshchahataray6990
      @santoshchahataray6990 2 ปีที่แล้ว

      କିଛି ନାଁହି ପୁରୁଷ ସବୁବେଳେ ଅବହେଳିତ ନିଷ୍ପେସିତ.....

    • @tejamajhi2271
      @tejamajhi2271 2 ปีที่แล้ว

      @@Susree5656 kn right

  • @sachindanandamahapatra6758
    @sachindanandamahapatra6758 2 ปีที่แล้ว +12

    ଏ ସମାଜ କୁହେ ନାରୀ କୁ ସନମାନ ଦିଅ but ମୁ ନାରୀ ଙ୍କୁ ସନମାନ ଦିଏନି.... କାରଣ ନାରୀ ସଂସାର ପାଇଁ ଖରାପ.... ତାହାର ଉଦାହରଣ ଏଇ ଭିଡ଼ିଓ....

    • @surajboe2605
      @surajboe2605 2 ปีที่แล้ว +1

      Actually Right point 👍

    • @Sandeep_5432
      @Sandeep_5432 2 ปีที่แล้ว

      To bou ku aau bhauni ku sanman deuta ? Na tanku b dinarati uthei pakei gehu ?

    • @srustisampadsahu3868
      @srustisampadsahu3868 2 ปีที่แล้ว

      @@Sandeep_5432 ତୁମେ କଣ ସେମିତି କାମ କରୁଚ କି ଭାଇ ତମ ମା ଓ ଭଉଣୀ ସାଙ୍ଗ ରେ।
      ଭଲ ନ ଲାଗିଲେ କ୍ଷମା କରିବ ଭାଇ

    • @srustisampadsahu3868
      @srustisampadsahu3868 2 ปีที่แล้ว

      ଭାଇ ନାରୀ କୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ especially ଆମ ପୁରୁଷ ମାନଙ୍କ ପାଇଁ।

  • @rabindrakumarmohanty9415
    @rabindrakumarmohanty9415 2 ปีที่แล้ว +10

    ଅଭିମାନି ବଂଧୁରେ ଦେବାପାଇଁ ହୁଏ ବେଳେ ବେଳେ ଅଗ୍ନି ପରୀକ୍ଷା। ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହଁ ଆପଣାର। ନିମିଷ କେ ଚୁନା ସୁନାର ସଂସାର ସତେ ଅବା ବାଲି ଘର।

    • @A1ENTERTAINMENTSTATUS
      @A1ENTERTAINMENTSTATUS 2 ปีที่แล้ว +1

      ବାଃ କବି ଲେଖିଲେ ପଦେ 👏👏👏👏

  • @prakashojha5160
    @prakashojha5160 2 ปีที่แล้ว +3

    ସେଟା ସରକାରୀ ବସ୍ ଟା ତାକୁ ଛାଡିଦେ,ଯିଏ ଚଢୁଛି ଚଢୁ,ତା ଲୁହା ,ଟିଣ ଦେଖାଗଲେ ତା ପାଣି ମରିଯିବ।

  • @dasarathibarik8633
    @dasarathibarik8633 2 ปีที่แล้ว +1

    ହାଁ 😄😄😄😄ମୁଁ ଭାବୁଥିଲି କି ବରପିଲା ତମେ କିନ୍ତୁ ଦେଖିଲାବେଳକୁ ବାବୁ ହେଉଛନ୍ତି ଶଶୁର 🤣🤣🤣🤣

  • @gyanendumohanty526
    @gyanendumohanty526 2 ปีที่แล้ว +6

    God bless to the person and the his son 🙏

  • @anadipradhan4270
    @anadipradhan4270 2 ปีที่แล้ว +2

    Actually a good person

  • @mrgoodguy8118
    @mrgoodguy8118 2 ปีที่แล้ว

    Bhagaban nku dhanyabad bhaina nka jibana banchijaichhi....Emiti category Ra jhhia kichhi bi karipaaranti

  • @Royalnanu
    @Royalnanu 2 ปีที่แล้ว

    ସେ ଯାଉ ଭାଇ ତା ପଛରେ ପଡ଼ନି ତମେ ତମ ପିଲାଙ୍କୁ ନେଇ ଭଲରେ ରୁହ

  • @nilamadhabswain1188
    @nilamadhabswain1188 2 ปีที่แล้ว

    Wait kara bhai ...u will get justice...God is great...

  • @sasikantamohanty9623
    @sasikantamohanty9623 2 ปีที่แล้ว +4

    ଭାସ୍କର କୁ ଖାଲି ମର୍ଦ ମାଇକିନା ପୁଅ ଝିଅ Case ବେଶୀ ମିଳୁଛି ଆଉ...

  • @movishub182
    @movishub182 2 ปีที่แล้ว +5

    ନାରୀ ମାୟା କୋଇ ନେହିଁ ପାୟା ଯୋ ପାୟା ୱ ମରଗେୟା 🤣🤣🤣

  • @prasantadas2580
    @prasantadas2580 2 ปีที่แล้ว

    ଆଜି କାଲି ନାରୀମାେନ ପୁରୁଷ କୁ ବହୁତ ହଇରାଣ କରୁଛନ୍ତି, ନାରୀ ମାନକ ପାଇଁ କଡା ଆଇନ୍ ଲାଗୁ ହୋଉ

  • @kardbss
    @kardbss 2 ปีที่แล้ว +2

    ଟୋକା ର ଫଟୋ ଦେଖେଇଛ ଚିକଣ କରି । ଆଉ ସେ ରାଣ୍ଡି ର ଆଖି ରେ black tape ।

  • @jagabandhupattanayak5782
    @jagabandhupattanayak5782 2 ปีที่แล้ว +2

    ସେ ଯାଉ ତମେ ଆଉ ଗୋଟିଏ ବାହା ହୁଅ ଆଇନ ଅନୁଯାୟୀ

  • @smartypaplu145
    @smartypaplu145 2 ปีที่แล้ว

    You are correct sir🙏🙏🙏apana thik re achhanti..... 🇮🇳🇮🇳God bless uh

  • @sabitaprusty8035
    @sabitaprusty8035 2 ปีที่แล้ว +3

    ଏମିତିକା ନାରୀ ନାରୀ ଜାତି ପାଇଁ ଅପବାଦ ର କଳଙ୍କ।

  • @Hemantabhoiofficial
    @Hemantabhoiofficial 2 ปีที่แล้ว

    Aapanka vagya bht vala evali stree Tharu sabubele durei rahiba val ..jaha heichhi bht vala heichhi..aapan puaku manisa kara..

  • @Royalnanu
    @Royalnanu 2 ปีที่แล้ว

    ନାରୀ ମାନେ ଭୁଲ୍ କରିବେ ପୁରୁଷର ଦୋଷ ହେବ ନାରୀ ମାନଙ୍କୁ କେହି ଦୋଷ ଦେବେନି କାରଣ ଏ ସବୁ ନବୀନ ପଟ୍ଟନାୟକଙ୍କ ଖେଳ

  • @jyotirdityasingh6917
    @jyotirdityasingh6917 2 ปีที่แล้ว

    U r right.

  • @pramodkumarnayak2720
    @pramodkumarnayak2720 2 ปีที่แล้ว +1

    ପୁରୁଷ କମିଶନ ଗଠନ ନିହାତି ନିହାତି ଜରୁରୀ।

  • @sushreesangita4827
    @sushreesangita4827 2 ปีที่แล้ว +1

    ପୁରୁଷ କମିଶନ ତିଆରି ହେଉ। ପୁରୁଷଙ୍କୁ ବି ନ୍ୟାୟ ମିଳୁ। ଏଭଳି ଝିଅକୁ କଠୋର ଦଣ୍ଡ ମିଳୁ। ଝିଅ ବୋଲି ସବୁ ମାଫ ନୁହେଁ। ଝିଅ ଭୁଲ୍ କଲେ ତାକୁ ବି ଦଣ୍ଡ ମିଳିବା ଉଚିତ୍।

  • @dabhi697
    @dabhi697 2 ปีที่แล้ว

    You are write sir

  • @laxmanhantal8013
    @laxmanhantal8013 2 ปีที่แล้ว

    U r absolutely right bro .

  • @umakantmaharana8523
    @umakantmaharana8523 2 ปีที่แล้ว

    Bhai tame bahut bhala loka janapaduchhi...tama bhali Swami ku chhadi se anya loka Saha paleichhi...se mala paryanta gotiea second B bhalare rahiparibani..aita hauchhi mora abhishaap...aau se jau loka Saha jaichhi se loka B janirakhiba uchit..je se strii Jadi ta Swami aau janma kala pyara hei parilani se kahara B heiparibani...se duijana ete kasta paaibe..je maribaku chahile bi marana tanku sahajare habani.....bahut kala bala hei marine....

  • @gyanabhuyan5383
    @gyanabhuyan5383 2 ปีที่แล้ว +3

    ଭାଈ କେମିତି ଏ ସମସ୍ୟା ରୁ ମୁକୁଳି ବେ ଆପଣ ଏହା ଜଣାଇ ବା ପାଇଁ ମୋର୍ ଅନୁରୋଧ

  • @barenyakumarpadhi4615
    @barenyakumarpadhi4615 2 ปีที่แล้ว +5

    ଆପଣ ଜୀବନରେ କୌଣସି ପରିସ୍ଥିତିରେ ବି ସେ ଝିଅକୁ ଆଣିବ ନାହିଁ । ଏମିତି ଝିଅ ସହିତ ରହିବା ଅର୍ଥ ବିପଦ

  • @prakash4694
    @prakash4694 2 ปีที่แล้ว +1

    ଏ ଭାଇ ତୁ କାହିଁକ ସେ ହାରାମି ସ୍ତ୍ରୀ ପାଇଁ ଏତେ ଭାବୁଚୁ ନିଜ ଲାଇଫ କେମିତି ସେଟେଲ କରିବ ସେମିତି ଭାବ ଦିନ ଆସିବ ସେ ସ୍ତ୍ରୀ ଲୋକ ପାଗଳ ଭଳି ବୁଲିବ

  • @sureshchandradas88
    @sureshchandradas88 2 ปีที่แล้ว +1

    भुवनेश्वर में लगभग हर रोज आप ऐसी खबरें सुनेंगे.... बहुत दुख की बात है

    • @ସଚେତନନାଗରିକ
      @ସଚେତନନାଗରିକ 2 ปีที่แล้ว

      सच्चाई पता करने से आपका आंखों का पटी खोल जायगा,
      सबसे ज्यादा उच्च शिक्षित हिन्दू लोग ये सब पाप कर्म करते हैं

  • @anjalipadma1997
    @anjalipadma1997 2 ปีที่แล้ว

    Vai apan Jane very good person..and Vai ye duniya Ra rules ki vala Loka nku hi kharap Loka milanti maximum... Vagwan apanank Saha achhanti Vai

  • @ashishkumarjena7248
    @ashishkumarjena7248 2 ปีที่แล้ว +28

    You take care of your son. 🙏🏻

    • @suddachitta5927
      @suddachitta5927 2 ปีที่แล้ว +1

      you should take care of your son

  • @SanjayKumar-mi1in
    @SanjayKumar-mi1in 2 ปีที่แล้ว

    Bhai really, apana thik kahichhanti

  • @ranjannayak1714
    @ranjannayak1714 2 ปีที่แล้ว +3

    ପୁରୁଷ କମିସନ ଗଠନ ହେବା ଉଚିତ୍

  • @hiteswakumarbehera5956
    @hiteswakumarbehera5956 2 ปีที่แล้ว

    ଭାଇ ଗୋଟେ ଦୃଷ୍ଟି ରୁ ଭଲ ହେଇଛି । ତମେ ଆଉ ତମ ପୁଅ ଭଲରେ ରୁହ।

    • @Bandeutkaljanani
      @Bandeutkaljanani 2 ปีที่แล้ว

      th-cam.com/video/ypjJ8LK7jVk/w-d-xo.html

  • @sambit7866
    @sambit7866 2 ปีที่แล้ว +2

    Se jhia ଗଲା ଆଉ ଗୋଟେ ପରିବାର କୁ ଭଙ୍ଗିକି😞

  • @ranjithkumarpaila2228
    @ranjithkumarpaila2228 2 ปีที่แล้ว +1

    Bhala jauchi👌👌👌

  • @jaydevadha7816
    @jaydevadha7816 2 ปีที่แล้ว

    Right person

  • @dayaladhikari7703
    @dayaladhikari7703 2 ปีที่แล้ว

    Narayan Bhy Bahut Bhala Kama Karucha 🙏Bhy Mu Mikun Arijit Bhy Ra Bhy 🙏Bhy God Bless You 🙏❤️Narayan Bhy ❤️🙏

    • @damodarsethy485
      @damodarsethy485 2 ปีที่แล้ว

      bhai yanka na lipu ki?.. berhampur re ruhanti ki?

  • @mkr2000
    @mkr2000 2 ปีที่แล้ว

    bahut anandara katha Tama pain.maikina paleiele khusire rahiba

  • @sarojkumarsethy6169
    @sarojkumarsethy6169 2 ปีที่แล้ว +1

    God bless you bhai

  • @suchismitapattanaik1201
    @suchismitapattanaik1201 2 ปีที่แล้ว +5

    Jhia ku luchaucha kana pain ta muhan v dekhaa. sabu niyama kana jhia nka pain.. Pua mane sabubele kasta paibe aita ki Nyaya..

    • @Kalinga_yodha
      @Kalinga_yodha 2 ปีที่แล้ว

      Kichi au solution nhi didi ama desha ra law bahut unequal sie gender hau , religion hau kimba caste hau , ki rich or poor hau sabu pai unequal ama law

    • @ratikantasahoo5536
      @ratikantasahoo5536 2 ปีที่แล้ว

      Right

  • @ananditamahapatra7228
    @ananditamahapatra7228 2 ปีที่แล้ว

    Hi is honest boy I like

  • @alltakesports8735
    @alltakesports8735 2 ปีที่แล้ว +1

    ଧନ୍ୟ ରେ ନାରୀ ତ ଚାରି ଖୁରା କୁ ଜୁହାର

  • @nsameer7788
    @nsameer7788 2 ปีที่แล้ว

    Thiik bhai

  • @gokulchandra9249
    @gokulchandra9249 2 ปีที่แล้ว +1

    Westen culture. Good.

  • @sadanandakumarbhoi6750
    @sadanandakumarbhoi6750 2 ปีที่แล้ว

    Right sir

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +3

    ପୁରୁଷ ଛାଡିକି ଗଲେ ସିନା ଆଇନ ଗୋଡେଇକି ଧରିବ, ନାରୀ ଯାଇଛି ବା,,,,
    ଆଉ କେତେଦିନ ଲିଙ୍ଗ ଗତ କୋହଳତା ମିଳିବ,,,,କେବେ ସୁଧୁରିବ ଆଇନ।।।।

  • @hritikbehera9920
    @hritikbehera9920 2 ปีที่แล้ว

    ଭାଗ୍ୟ ଖରାପ୍ ରେ ଭାଇ । ରାଣ୍ଡି ଗୁଡାକୁ ସମସ୍ତଙ୍କ ପାଖରୁ ଗୀହା ଖାଇବାକୁ ଇଚ୍ଛା ହଉଚି ବେଧେଇ ଶାଳୀ

    • @Bandeutkaljanani
      @Bandeutkaljanani 2 ปีที่แล้ว

      th-cam.com/video/ypjJ8LK7jVk/w-d-xo.html

  • @kishordharua1265
    @kishordharua1265 2 ปีที่แล้ว +5

    ନାରି ତୋର କେତେ ରୁପ ମଣିଷ କଣ ଜାଣିବ ବ୍ରହ୍ମା ତ ଜାଣିପାରିବେ ନାହିଁ

  • @sibanandaonline6242
    @sibanandaonline6242 2 ปีที่แล้ว +3

    Gehi maikina ku, divorce ଦିଅ, ପୁଅ କୁ Naya miliba nihati ଦରକାର!✊✊✊✊

  • @rajendraprasadparida3813
    @rajendraprasadparida3813 2 ปีที่แล้ว +1

    ୟେ କି ଧନ୍ଦା କିରେ,ଶଳା ଡର ଲାଗିଲାଣି ବାହା ହେବାକୁ....ଆଉ ଏ news channel wala ଲାଗୁଛି ଲାଇଫ ଟାଇମ bacheler କରି ରଖିଦେବେ... ଡରେଇ ଡାରେଇ..

    • @super-wk2ck
      @super-wk2ck 2 ปีที่แล้ว

      Same 2 same. 😄

  • @purviarts8784
    @purviarts8784 2 ปีที่แล้ว

    God bless you... brother

  • @GrowOdisha
    @GrowOdisha 2 ปีที่แล้ว

    Honest person

  • @smrutiranjanbiswal143
    @smrutiranjanbiswal143 2 ปีที่แล้ว

    #we want justice

  • @jharanaswain9932
    @jharanaswain9932 2 ปีที่แล้ว

    Bhai tame bahut bhala

  • @niharmohanty7799
    @niharmohanty7799 2 ปีที่แล้ว +1

    Love marriage na arranged marriage
    Ghara kali bahare jama bhala katha nuha..
    If you are not satisfied with family life go for divorce.

  • @m.pingua9993
    @m.pingua9993 2 ปีที่แล้ว

    Now-a-days it is the common problem of most of people because of our maximum rights to a perticular person.