ଆସିଲେନି ପଦାଧିକାରୀ , ନିରାଶ ହୋଇ ଫେରିଲେ ମନ୍ତ୍ରୀ | The Quiver

แชร์
ฝัง
  • เผยแพร่เมื่อ 22 ส.ค. 2024
  • #ଆସିଲେନି_ପଦାଧିକାରୀ_ନିରାଶ_ହୋଇ_ଫେରିଲେ_ମନ୍ତ୍ରୀ
    ବିଧାୟକ ସିନା ବିଜେପିର କିନ୍ତୁ ବ୍ଲକ ଅଧକ୍ଷ ଓ ଉପାଧକ୍ଷ ଙ୍କ ଠୁ ଆରମ୍ଭ କରି ସରପଞ୍ଚ ଓ ସମିତି ସଭ୍ୟ ବିଜେଡିର । ଦଳୀୟ ମନୋଭାବ ଯୋଗୁ ଅଧାରହିଲା ବୈଠକ । ବହୁ ମୁଲ୍ୟ ସମୟ ବାହାରକରି ମନ୍ତ୍ରୀ ଆସିଲେ କିନ୍ତୁ ଆସିଲେ ନାହିଁ ଅଧାରୁ ଅଧିକ ପଞ୍ଚୟତର ସରପଞ୍ଚ । କ୍ଷୋଭ ପ୍ରକାଶ କରି ଫେରିଗଲେ ମନ୍ତୀ ।
    #odisha #ganjam #bjp #bibhutu_bhusan_jena #minister
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in TH-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

ความคิดเห็น • 33

  • @fatefaith5147
    @fatefaith5147 หลายเดือนก่อน +17

    ଏଥର ସବୁ ମିଟିଂ ରେ ଏଇ ଅବସ୍ଥା ହେବ। କାରଣ ସ୍ୱଚ୍ଛ କାର୍ଯକ୍ରମ ଜଣା ପଡ଼ିଗଲାଣି

  • @user-rh5zt3tz9u
    @user-rh5zt3tz9u หลายเดือนก่อน +7

    ସାର ଠିକ କହୁଛନ୍ତି ଲୋକଙ୍କ ପାଇ ସମସ୍ତେ ମିଶି କାମ କରିବା ଉଚିତ

  • @ajitkumarpanda6388
    @ajitkumarpanda6388 หลายเดือนก่อน +12

    ଯେଉଁ bjd ର ସରପଞ୍ଚ ଓ ସମିତି ସଭ୍ୟ ମାନେ ମନ୍ତ୍ରୀ ଙ୍କ meeting ରେ ଯୋଗ ଦେଲେ ନାହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ,,,,,,,ନିଜ ଅଞ୍ଚଳ ର ପ୍ରଗତି ପାଇଁ ଦଳୀୟ ମନୋଭାବ ନ ରଖିବା ଉଚିତ୍,,,,,

  • @SanatanchattarChattar
    @SanatanchattarChattar หลายเดือนก่อน

    ଖୁବ୍ ସୁନ୍ଦର୍ ହେଇଛି । ଆଗାମୀ ଦିନରେ କେହି ସଂଯୋଗ କରିବେ ନାହିଁ ।

  • @user-sj6vw5kw7h
    @user-sj6vw5kw7h หลายเดือนก่อน +4

    Jay nabin sir

  • @Sanjukta-k9k
    @Sanjukta-k9k หลายเดือนก่อน +2

    Lajjya

  • @PradeepKumarBehera-or9ee
    @PradeepKumarBehera-or9ee หลายเดือนก่อน

    Jay Naveen pattnayak Jay Bjd ❤❤❤

  • @keshababariha4039
    @keshababariha4039 หลายเดือนก่อน +4

    ପଞ୍ଚାୟତ ରାଜ ଭାଙ୍ଗି ଦିଅ,ସୁଧୁରି ଯିବେ ।

  • @dhusasanmallick3162
    @dhusasanmallick3162 หลายเดือนก่อน +5

    Aba voter jani gala bjp kichi kari pariba nahi aga ku voter bjp thu distance maintain kariba

    • @nandansahu3832
      @nandansahu3832 หลายเดือนก่อน +1

      Panchayat election ku bjd pura zero heba

  • @Sanjukta-k9k
    @Sanjukta-k9k หลายเดือนก่อน +1

    People voted BJP only to take strong action against corruption as soon as possible

    • @MsBiswa007
      @MsBiswa007 หลายเดือนก่อน

      @@Sanjukta-k9kStill all the BJP leaders are only shouting that they will take strong action against Corrupted people, but now the question is 'who is corrupted?' 🤣🤣🤣

  • @sk-pm2od
    @sk-pm2od หลายเดือนก่อน +1

    Bjd ahuri tali talanta haba.....bjd supporter haeki aae katha kahibaku paduchi.........lokanka kama pain bjd loka asileni.........chi chi lajya

  • @AKPalo
    @AKPalo หลายเดือนก่อน +2

    They have enjoyed 24 years, making public fool, still chance to change them selves. , or ready for the end results. 👍.

  • @kalicharanpanda4079
    @kalicharanpanda4079 หลายเดือนก่อน +1

    Suspend Karajau. ❤❤❤

    • @MsBiswa007
      @MsBiswa007 หลายเดือนก่อน

      @@kalicharanpanda4079 ଭାଈ କାହାକୁ.. ଯିଏ କାମ କରିପାରୁନି ନା ଯିଏ କରେଇପାରୁନି ? 🤣🤣🤣

  • @prabhatkumarmishra6641
    @prabhatkumarmishra6641 หลายเดือนก่อน +2

    Saspend କରାଯାଉ

    • @MsBiswa007
      @MsBiswa007 หลายเดือนก่อน

      @@prabhatkumarmishra6641 ଭାଈ କାହାକୁ ? ଯିଏ କାମ କରିପାରୁନି ନା ଯିଏ କରେଇପାରୁନି 😂

  • @bcdas9247
    @bcdas9247 หลายเดือนก่อน

    Mo Baala Mantri

  • @user-jz8qd8ee7j
    @user-jz8qd8ee7j หลายเดือนก่อน

    Still BJD scoundrels are following Pandian....😂

  • @nareshpatro7986
    @nareshpatro7986 หลายเดือนก่อน

    Aau panchayat election hele bjd gote hele jitibe nahi police support re Jituthile

  • @MsBiswa007
    @MsBiswa007 หลายเดือนก่อน +1

    ଆରମ୍ଭରୁ ଏଇଆ... ପରେ ତୁମ ଛଡା ଆଉ କେହି ଆସିବେନି... ମିଡ଼ିଆ ବାଲା ବି ନୁହେଁ 😂😂😂 ବିଜେପି ଛାଡ଼, ନ ହେଲେ କିଛି ଦିନ ପରେ କୁକୁର ଗୋଡ଼େଇବେ.. ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣଗ୍ରାହୀଙ୍କୁ ପଚାର 😂😂😂😂

    • @prasantakumarpradhan3847
      @prasantakumarpradhan3847 หลายเดือนก่อน

      ଯୋଉ bjd ନେତା meeting କୁ ଆସିଲେନି ସେମାନଙ୍କ ଅବସ୍ଥା କଣ ହେଉଚି ଦେଖେ😂

    • @MsBiswa007
      @MsBiswa007 หลายเดือนก่อน

      @@prasantakumarpradhan3847 ହଁ ଭାଈ ଦେଖି ସାରିଲୁଣି, ବର୍ତ୍ତମାନ ଦେଖୁଛୁ, ଆଗୁକୁ ଦେଖିବୁ...😂 ଯେମିତି ପାଣ୍ଡିଆନ ବିରୁଦ୍ଧରେ ଅଭିଯୋଗ ଅଥବା କାର୍ଯ୍ୟାନୁଷ୍ଠାନ କଥା ହେଉ କି ବବି ଦାସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ସବୁ ଦେଖିଲୁ, ବର୍ତ୍ତମାନ ମୂର୍ଖମନ୍ତ୍ରୀଙ୍କ ଖଣି ଦୁର୍ନୀତି ପ୍ରସଙ୍ଗ ହେଉ ବା ମଦ ବନ୍ଦ କରିବା ପ୍ରସଙ୍ଗ ହେଉ ସବୁ ଦେଖିଲୁ... 🤣🤣🤣 ଶଙ୍ଖ ଭବନ ପ୍ରସଙ୍ଗ ବି ଦେଖୁଛୁ ଆଉ ତା ସାଙ୍ଗକୁ ବିଜେପିର ଓଡ଼ିଆ ଅସ୍ମିତାର ଉଦାହରଣ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦେଖୁଛୁ🤣🤣🤣 ଆଉ ବାକି ରହିଲା ଦେଖିବା ପାଇଁ ଯେ ସବୁ ନିର୍ବାଚନୀ ପ୍ରତିଶ୍ରୁତି ଗୁଡ଼ିକ କେବେ ପୂରଣ ହେଉଛି ନା ପ୍ରଧାମନ୍ତ୍ରୀଙ୍କର ୧୫ ଲକ୍ଷ ଟଙ୍କା ଦେବା ଭଳି.....🤣🤣🤣🤫

    • @katikamhansda2362
      @katikamhansda2362 หลายเดือนก่อน

      Right 😂😂❤

  • @subratswain9433
    @subratswain9433 หลายเดือนก่อน

    Bala na

  • @ajaykumarmangaraj6338
    @ajaykumarmangaraj6338 หลายเดือนก่อน +1

    Na na se Katha nuhe 50'0000kam ra enquiry hau Sabu kukura pare asebe nahele se...... Sarpanch nku fasi diya

  • @user-ue9of4bn2o
    @user-ue9of4bn2o หลายเดือนก่อน +1

    BJP mla mantri mane sarpanch samiti sabhya mankau dhamakauchanti padachadiba pain se tuma sabha ku kan pain adibe

  • @AnantakumarMurmu
    @AnantakumarMurmu หลายเดือนก่อน

    Panchayat raj bhangidiya