Avinaya madhyamare o bivinna prakara upadesha madhyam re samaja ku bahut sundar shiksa.Be blessed all the members of this nice episode 🙏 Jai Srikrishna 🙏
Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
Pappu Sir very good programme/episode for the community and Odisha Govt administration.Really appreciate Pappu Sir for your innovative plan of communication to mobilize the community.
Bina thelapela re kemiti darshan koriheba se bebastha nahi.. Abadha tike samaste sasta re kemiti khaibe se chinta nahi.. Kie kon pindhiki jiba taa pochore podile kon heba
Gote pua achi ahuri gote jhia kariki population ku 200 crore par karidia....tapare bhala khaiba au rahiba....chhi chhi....jou chintadhara.... Govt ebe population control bill aniba nihati darkar
କାର୍ଯ୍ୟକ୍ରମ ର ପରିକଳ୍ପନା ଅତି ସୁନ୍ଦର୍ ।ଯେତେ ପ୍ରଶଂସା କଲେ ବି କମ୍ ହେବ ।
ଜୟ ଜଗନ୍ନାଥ ।।
Papu bhai great.... What a ideology.. ଜଣେ ହାସ୍ୟ କଳାକାର ଯେ ଏକ ସାମାଜିକ ମୂଲ୍ୟବୋଧ ବହନ କରିପାରେ ଏକଥା ଆଗାମୀ ପୀଢ଼ି ମାନେ ରଖିବେ ନିଶ୍ଚୟ
ସମସ୍ତ କଳା କାର ମାନଙ୍କୁ ହୃଦୟ ରୁ ଧନ୍ୟବାଦ,,, ଜୟ ଶ୍ରୀ ଜଗନ୍ନାଥ 👏👏👏
ଅତି ସୁନ୍ଦର କାର୍ଯ୍ୟକ୍ରମ ଟିଏ, ସମାଜ କୁ ସୁନ୍ଦର ବାର୍ତ୍ତା ଦେଉଛନ୍ତି ! ସମସ୍ତ କଳାକାର ମାନଙ୍କୁ ଅଶେଷ ଧନ୍ୟବାଦ୍ ବିଶେଷ କରି ପପୁ ଙ୍କୁ ! ରାଣୀ ବେଶରେ ଅତି ସୁନ୍ଦରୀ ଦେଖାଗଲେ ମ ❤️❤️❤️❤️❤️
Finally asigala eita baita my favourite program jay jagannath
Bahut sundar barta samaj pain... good episode 🙏😊
ଏହି ଧାରାବାହିକ ର ସମସ୍ତ ଚରିତ୍ର ମାନେ ଅତି ସୁନ୍ଦର ଅଭିନୟ କରୁଛନ୍ତି।ବହୁତ୍ ଭଲ ଲାଗେ ବହୁତ୍ କିଛି ଶିଖିବାକୁ ମିଳେ ବି। ଜୟ ଜଗନ୍ନାଥ 🙏🙏🙏
Dv.rlou
L4
ବଢିଆ ଅଭିନୟ 👌👍👍
ପପୁ ଭାଇ ଆପଣଙ୍କ କଳ୍ପନାକୁ କଳନା କରିହେବ ନି।ଧନ୍ୟ ଧନ୍ୟ ସମାଜକୁ ଆହୁରି ଏମିତି ଆଉ କିଛି ପୋଗ୍ରାମ କରି ଉଚିତ ଶିକ୍ଷା ଦିଅନ୍ତୁ।ଜୟ ଜଗନ୍ନାଥ ସ୍ୱାମୀ।।
ବହୁତ ଭଲ ❤
ସତରେ ବହୁତ୍ ସୁନ୍ଦର ଏ କାର୍ଯ୍ୟକ୍ରମ।
Papu nana you are excellent 👏
And your teams other person also nice
God bless you
୨୦୨୩ ମସିହାର ମହିଷାସୁର ସମାଜ କୁ ଭଲ ବାର୍ତ୍ତା ଦେଉଛନ୍ତି ❤❤❤ସମସ୍ତେ ମାନିଲେ ହେଲା❤❤❤❤❤❤
Thanks vai❤❤❤❤
Good message for society
🙏 Nice concept.thanks brother.
Avinaya madhyamare o bivinna prakara upadesha madhyam re samaja ku bahut sundar shiksa.Be blessed all the members of this nice episode 🙏 Jai Srikrishna 🙏
Very Very nice acting...with nobel idea.chamtkar abhinay. Many Many thanx to total team
ଅତି ସୁନ୍ଦର ପପୁ ଭାଇ
Mind-blowing concept.great episode.manymany thanks.
PEO ra skill test heini😂😂😅
Bahuta badhiya topic tie
Nachhia bhai bahut sundar voice
Sabu episod mudekhe bahutbhalalage sabu episod bahut sundar
Ase gala re ❤❤❤❤
Wait kari houni sigra 😘😘😘😘😘
Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
Supab heichi ❤❤
Fan of papu .. aeita bay ta🎉
Papu bhai beautiful episode ❤❤
I am waiting ❤😂❤
Very nice vedio😂😂😂😂
ବହୁତ୍ ସୁନ୍ଦର୍ ❤
Very good episode ❤❤❤❤
Nadigosh tv please regular show release karantu.
ବହୁତ ସୁନ୍ଦର ମନ୍ତବ୍ୟ
Dhoti gamuchha ra udaharan bahut sundar
Sasi didi nice ❤❤
Super sanga
Very nice video 👍
ବିକାଶ ସାରଙ୍କ ବିନା ପୋଗ୍ରାମ😅
ଚଳେଇ ନେଲେ ଟୁକୁନା ପପୁ ପମପମ
🤪🤣
ନଛିଆଦି କଣ ଯବନ ବଂଶୀ???
ଲୁଙ୍ଗି ଗାମୁଛା କୁ ଧରିଛି କଷି😢
👍🏼👍🏼❤️🧡💙
Good massage
Jagatare paibani amiti thakura tiye . Gita sunithiba loka
👇
Like
Bhadiaa content raa bhaii sabu gret Papu sir
Bahut sundar video.. very good information to public.thank u.pappu bhai n team.🙏🙏🙏
Jay Jagannath
ପପୁ ଭାଇ
ଭାଇ ବିକାଶ ସାର୍ କୁଆଡେ ଗଲେ,,,
Tukuna bhai nice rule "oh" 🌹🌹
Mun Bikash sir nku bahut Miss kali pura episode re😢😢
Jai jaganatha🙏🙏🙏
Pappu Sir very good programme/episode for the community and Odisha Govt administration.Really appreciate Pappu Sir for your innovative plan of communication to mobilize the community.
Good awareness script.... It's provide good massage for our society.... Keep it up continue.....
Ati uttam eha uttam batabarana
Bina thelapela re kemiti darshan koriheba se bebastha nahi..
Abadha tike samaste sasta re kemiti khaibe se chinta nahi..
Kie kon pindhiki jiba taa pochore podile kon heba
Ati sundar manaku chuila❤❤
Bahut sundar barta
Super
Really Great knowledge 🙏 Jai shree Jagannath 🙏❤️🕉️
Super bro
ଜୀବନ ଭାଇ କୁଆଡେ ଗଲ ତମେ ସବୁବେଳେ ଆସିଲେ ଭଲ ଲାଗିବ l
MU bahut mane Jagannath nku au mu bi kuhe mora jibar nanhi dham mo pakhe achhi mo Jagannath dham ❤
ନାଇଟୀ ବିଷୟରେ କିଛି କହିବା କଥା ଗଲାଣି ଆମ ଓଡ଼ିଶା ର ଭେଷ ଭୂଷା ଏବେ, ଡେ ହେଇ ଗଲାଣି ନାଇଟି
Beautiful comedy
❤❤❤❤❤🎉🎉🎉🎉
Brahmins always talking true like papu bhai for develop our Hindu society.
Verywell
Excellent contribution to society
❤❤
ମୟୂରଭଞ୍ଜରେ କୁହନ୍ତି...
କଇଁସାରୀ କପ୍ତିପଦା ଅଧେ ମଣିଷ ଅଧେ ଗଧା।
ଏ ଶାଲା ପପୁ ଏକଥାଟିକୁ ସତ୍ୟ ପ୍ରମାଣିତ କରିଦେଲା ଏଇ କାର୍ଯ୍ୟକ୍ରମରେ।
ଡ୍ରେସକୋର୍ଡ କ'ଣ ଜାଣିନି, ତାହାରି ଉପରେ ନାଚୁଛି। କୁହନ୍ତିନି ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ମାରିବା କାମ।
ଏଇଟା ସେଇ କାମର ନମୂନା।
Very nice
❤
Good story
Ok😊
Right
bhala pagram bhai
😁
Peo skill test nov 5 re...jhia tmara job paigalani😅😅
God comendi,good does you ?
Ollywood ro current news upre gote episode hou.
😅
କଣ କଲା ସେ
😂😂😂😂😂😂😂
Bikash sir nahanti 🙏😢
ପପୁ ସାର୍ ମୋ କଥା ରଖିବେକି
ମୋ ସାଙ୍ଗ ଗୁଡ଼ାକ କେତୋଟି ଅଛନ୍ତି
ମୋ ସାଙ୍ଗ ମାନଙ୍କ ନାରେ ଗୋଟେ ପାର୍ଟ ହେଇଯାଉ
ପୁଅ. ହଡ଼ା
ପୁଅ. ବିଟା
ପୁଅ. କଣା
ପୁଅ. କେଶର ପାଡେରା
ପୁଅ. ହାଡ଼
ପୁଅ. ରୁଦୁର କଣା
Gote pua achi ahuri gote jhia kariki population ku 200 crore par karidia....tapare bhala khaiba au rahiba....chhi chhi....jou chintadhara.... Govt ebe population control bill aniba nihati darkar
Peo result asini
Au asii ba nii sabu set book pandian lebel
Odia bhasha kn darkar nanhi... Khali school jiba mane kn ABCD shikhibo
Bhai re dasa dhoti pindhi ki mandir jiba Katha nuha tukuna stylish jaha be kahu cha tike bhabi ki
Bhul
Dharma ku akhep Kari video karani
Chapal kn aou nhi😂 na
ନବୀନ ପାଉଛ ପିଉଥା, ଓଡ଼ିଶା ର ଗୁଣ ଗାଉ ଥା,
Stop the propaganda to give importance to job .ବେପାର ବଢିଲେ ଦେଶ ବଢିବ
Government school re toh patha padha hauni , school re padhiki murkha , election propaganda ....bsabu bujha padhuchi
Mo phn pa sabu conct no guda nei jae chipestmind mind lageichi..
Dharm ku akhep Kari video karani
Mahadev Ana you are not interested
*Eia kmitika saajis, se baya bayani chua guda phn dekhi ki laguthile.
* Mo phn ru contact no guda nei kheli,mu kuade jauchi , kn karuchi, kouthi basuchi, kn khauchi,Aeita thik nuhe aeita pachua churi,
*Mu to kain kichi kharap kohuni
* Udesya kn mu kichi bujhi parunii
* Mote sodia, mo maa ku sodila, mu galat nathili, tama manku prove dei parilini..
*Ea kmiti kaa saajis mote terminate kala
* Bachi ki Rakhila behere babu, mallick babu, dasha babu, samal babu
*Kn udesya, mora to kichi udesya nahi ki,nathila kimba upsos nahi...
Bahut bekaria episode
Titel ତିନି ମୁଣ୍ଡିଆ
ତିନିଟା ପାହାଡ଼
ଆଗରୁ ପାହାଡ଼ ଥିଲା ପାହାଡ଼ରେ ଗଛ ଥିଲା ଜଡିବୁଟି ମିଳୁଥିଲା ହରିଡା ବାହାଡା ଅଁଳା ମିଳୁ ଥିଲା ଜାଳେଣି ମିଳୁଥିଲା ଜୀବନ ବଞ୍ଚୁଥିବା ବହୁତ୍ କିଛି ମିଳୁଥିଲା ତିନି ମୁଣ୍ଡିଆ ଥିଲା ଏବେ ତ କ୍ରସର ମୁଣ୍ଡିଆ ପଟେଇ ପଥର କାଢି ଆଉ ମୁଣ୍ଡିଆ ହିଁ ନାହିଁ।
ଗୋଟେ ବୃଦ୍ଧ
ସେତେବେଳେ ଏମିତି ଲୋକ ଥିଲେ ଯେମିତି ଖାଦ୍ୟ କହୁଥିଲେ ସେମିତି ତାଙ୍କ ଜୀବନ ଥିଲା ଆଉ ସେମିତି ତାଙ୍କ ଶରୀର ଥିଲା ।
ସୁସ୍ଥ ଖାଦ୍ୟ ସୁସ୍ଥ ଶରୀର ପରିଶ୍ରମ ବି ସୁସ୍ଥ ଥିଲା ଆଜି ସେଇ ଯୁଗର ମଣିଷ ତିନି ମୁଣ୍ଡିଆ ହେଇ ବଛନ୍ତି ବୃଦ୍ଧ ହୋଇ ।
ତିନି ଟି ଗୋଡ଼ରେ ଚାହୁଛନ୍ତି ଦୁଇଟି ଗୋଡ଼ ଆଉ ଗୋଟେ ଲାଠି ସାହାରା।
ଆଉ ଆଜି ର ମଣିଷ ତ ତିନି ମୁଣ୍ଡିଆ କଣ ତିନି ଟି ଗୋଡ଼ରେ ଚାଲିବା ପର୍ଯ୍ୟନ୍ତ ବଞ୍ଚି ରହି ପାରୁ ନାହାଁନ୍ତି। ଅସୁସ୍ଥ ଖାଦ୍ୟ ଅସୁସ୍ଥ ପରିବେଶ ରେ ବଞ୍ଚି।
ସେମାନେ ଏମିତି ଖାଦ୍ୟ ଏମିତି ପରିବେଶ ରେ ବଞ୍ଚିବା ଶିଖିଥିଲେ ବୋଲି ଆଜି ବି ତିନି ମୁଣ୍ଡିଆ ହେଇ ବଞ୍ଚି ଥିଲେ କିନ୍ତୁ ସେ ତିନି ମୁଣ୍ଡିଆ ଆଉ ଅଳପ କିଛି ଅଛନ୍ତି ଲୋପ ହେଇଗଲାଣି ଆଉ କେହି 100 ବର୍ଷ ବଞ୍ଚୁ ହିଁ ନାହାନ୍ତି।
ତିନିଜଣ କୁ ପ୍ରଣାମ କରିବା ବାପା ମା ଈଶ୍ୱର
ସକାଳୁ ପ୍ରତ୍ୟେକ ଦିନ କୋଉ ମାନେ କାହାକୁ ମୁଣ୍ଡିଆ ମାରିବା ଦରକାର।
ଜଣେ ପୁଅ ତା ବାପା ମା ଆଉ ଈଶ୍ୱର କୁ ମାରିବା ଦରକାର୍ ।କାହିକି ନା ଆଜି କ ପରିବେଶ ଠିକ୍ ନାହି ତ ଆଗକୁ ଅଭ୍ୟାସ ଥିଲେ ହୁଏ ତ ବିବାହ ପରେ ପରିବର୍ତ୍ତନ ନ ହେବା।
ଜଣେ ଝିଅ ବାପା ମା ଆଉ ଘର ର ଇସାଣ କୁ ମାରିବା ଦରକାର୍ କାହିକି ନା ବିବାହ ପରେ ଶାଶୁଘର ସେଟା କରିବାକୁ ନ ଭୁଲିବା ଦରକାର୍ ।
ଆଉ ଜଣେ ବୋହୂ ଶାଶୁ ଶଶୁର ଆଉ ସ୍ବାମୀ ପ୍ରତେକ ଦିନ ମୁଣ୍ଡିଆ ମାରିବା ଦରକାର୍ ।
ଇସାଣ ସହିତ ସ୍ବାମୀ ବି ଆସିବ ନା ସ୍ବାମୀ ଈଶ୍ୱର ସମାନ।