ସନ୍ଧ୍ୟା ଅଗ୍ନି ଦଣ୍ଡ ରେ ଏ କଣ ହେଲା || Danda Nacha video || Bhamasiali performance at Belapur

แชร์
ฝัง
  • เผยแพร่เมื่อ 13 ต.ค. 2024

ความคิดเห็น • 3

  • @SangramSwain-fy2jl
    @SangramSwain-fy2jl 8 วันที่ผ่านมา

    କଲା ରୁଦ୍ରମଣିକି ଭଜହେଁ........
    ଜୟ ମା ଦଣ୍ଡକାଳୀ 🚩🚩

  • @SangramSwain-fy2jl
    @SangramSwain-fy2jl 8 วันที่ผ่านมา

    ମୁଁ ବର୍ଷ ସାରା ବାହାରେ କାମ କରେ
    କିନ୍ତୁ ମା ଙ୍କ ଦଣ୍ଡଯାତ୍ରା ଆସିଲେ ଯୋଉଠି ଥିଲେ ବି ମୁଁ ଗାଁ କୁ ଆସିଯାଏ କାହିକି ନା ସେଇ ଚୈତ୍ର ମାସ ର ମାଆ ଙ୍କ ଢ଼ୋଲ୍ ମହୁରୀ ଘଣ୍ଟ ତାଳରେ ଗଞ୍ଜାମ ମାଟିର ପାଣି ପବନ ସବୁ ବଦଳି ଯାଏ ବାହାରେ ରହୁଥିବା ସବୁ ଭାଇ ମାନେ ଗାଁ କୁ ଆସନ୍ତି ହେରୀ ଯୁଆଡେ ଗଲେ ବି ମାଆ ଙ୍କ ବାନା ଫର୍ ଫର୍ ହୋଈ ଉଦୁଥିବ ରାତିରେ ସାଙ୍ଗ ମାନଙ୍କ ସହ ବୁଲି ବୁଲି ଯାତ୍ରା ଦେଖିବା ବହୁତ୍ ମାଯାଲାଗେ ସତରେ ମୋ ମାଟି ର କଳା ସଂସ୍କୃତି ପ୍ରତେକ ଗାଁ ର ଭାଇ ମାନେ ସୁନ୍ଦର ସୁନ୍ଦର ଅଭିନୟ କରି ଲୋପ୍ରିୟତାର ସମ୍ମାନ ପାଆନ୍ତି 🙏🙏
    I❤GANJAM

    • @SangramSwain-fy2jl
      @SangramSwain-fy2jl 8 วันที่ผ่านมา

      ମା ଙ୍କ ନବାତ ପଣା / ମା ଙ୍କ ରାତ୍ରି ଭୋଗ ଖାଇବାକୁ ବହୁତ୍ ଇଚ୍ଛା ହେଉଛି ।