ଓଡ଼ିଆ ସ୍ପେସିଆଲ ସାଧା ଥାଳି / Odia veg thali/ ବିନା ପିଆଜ ରସୁଣ ପ୍ରସ୍ତୁତ VEG THALI

แชร์
ฝัง
  • เผยแพร่เมื่อ 10 ต.ค. 2024
  • ଓଡ଼ିଆ ସ୍ପେସିଆଲ ସାଧା ଥାଳି / Odia veg thali/ ବିନା ପିଆଜ ରସୁଣ ପ୍ରସ୍ତୁତ VEG THALI
    Namaskar mu jayashree Swagata karuchi apanamanaku ahi veg thali video re jouthi ame gote sampurna veg thali recipe dekhiba , kn kn nua nua item baneipariba au taku kipari tiarikariba
    Aji ame ahi video re dekhiba
    Jadi panamananku video ti pasand ase video ku like and subscribe karibaku bhulibeni
    Thank you for watching 🙏🙏🙏
    ଭେଣ୍ଡି ଭଜା:-
    ଭେଣ୍ଡି
    ଶୁଖିଲା ଲଙ୍କା
    ଜୀରା
    ଲୁଣ
    ହଳଦୀ
    କୋବି ମସଲା :-
    କୋବି
    ହଳଦୀ
    କରି ପାଉଡର
    ଧନିଆ ଗୁଣ୍ଡ
    ଲଙ୍କା ଗୁଣ୍ଡ
    ଗରମ ମସଲା
    ଟମାଟୋ
    ଜୀରା ଅଦା ହଳଦୀ ବଟା
    ରିଫାଇନ ତେଲ
    ଲୁଣ
    ଟମାଟୋ ଖଟା:-
    ଟମାଟୋ 250
    କଞ୍ଚାଲଙ୍କା
    ପଞ୍ଚ ଫୁଟଣ
    ଭ୍ରୂଷଙ୍ଗ ପତ୍ର
    ଅଦା ଛେଚା
    ହଳଦୀ
    କରି ପାଉଡର
    ଧନିଆ ଗୁଣ୍ଡ
    ଲଙ୍କା ଗୁଣ୍ଡ
    ଚିନି
    ରିଫାଇନ ତେଲ
    ଗରମ ମସଲା
    ଲୁଣ
    କଦଳୀ ଭଜା:-
    କଦଳୀ
    ଜୀରା
    ହଳଦୀ
    ଲୁଣ
    ରିଫାଇନ ତେଲ
    ଦହି ବାଇଗଣ:-
    ବାଇଗଣ
    ଦହି
    ଭ୍ରୂଷଙ୍ଗ ପତ୍ର
    ସୋରିଷ
    ଶୁଖିଲା ଲଙ୍କା
    ଲୁଣ
    ଚିନି
    ପାଣି
    ସାଲାଡ଼:-
    କାକୁଡି
    ଟମାଟୋ
    ଦହି
    ଲୁଣ
    ଧନିଆ ପତ୍ର
    ଲେମ୍ବୁ
    କଞ୍ଚାଲଙ୍କା
    ହରଡ ଡାଲି :-
    ହଳଦୀ
    ଲୁଣ
    ପାଣି
    ଟମାଟୋ
    ରିଫାଇନ ତେଲ/ ଘିଅ
    ଜୀରା
    କଞ୍ଚାଲଙ୍କା / ଶୁଖିଲା ଲଙ୍କା
    ଭ୍ରୂଷଙ୍ଗ ପତ୍ର
    ଅଦା ଛେଚା
    ଧନିଆ ପତ୍ର

ความคิดเห็น • 3