ରାଜନୀତିରେ ଡିପ୍ଳୋମାସି ବା କୁଟନିତିର ଆବଶ୍ୟକତା ରହିଛି, ଆମପ୍ରୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଜାଣିରଖିବା ଆବଶ୍ୟକ ଅଛି । ଆମେ ପାଠ ପଢିବା ବେଳେ ଆମ ଅଦ୍ଧକ୍ଷ କହିଛନ୍ତି without history thete is no politics " Histori is the root of politics & history has no fruit when there is politics also diplomacy is the charm of politics. ଆଜି ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ସେହି ଧାରାରେ ଚାଲିଛନ୍ତି ।
JAI JAI SHREE JAGANNATH. 1. ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଜେ ରାଜନୀତିରେ କୁଟନିତିର ଅତ୍ୟନ୍ତ ଆବଶ୍ୟକତା ଅଛି । କଥା ଅଛି "History is the root of politics & history has no fruit when there is no politics also politics has no charm when there is no diplomacy". ଆମ ପ୍ରୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏହି ପଥ ଅନୁସରଣ କରି ଥାଆନ୍ତି । ତେଣୁ ଆମ ଅନୁରୋଧ ଆମ ମୁଖ୍ୟମନ୍ତ୍ରୀ ମହୋଦୟ ମଧ୍ୟ ସେ ଅନୁସାରେ ଚାଲନ୍ତୁ । ଧନ୍ୟବାଦ ନିର୍ଭୟ ।
The cm should express his displeasure and take action against the person who selected the thieves and fraudster people to meet honorable chief minister.
ଠିକ ସମୟରେ ଏ କେଳଂକାରି ଉପସ୍ତାପନ କରିଛନ୍ତି ।ବହୁତ ବହୁଚ ଧନ୍ୟବାଦ ସାରେ
Always power comes with great responsibility
ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ସଚେତନ କରୁଥିବାରୁ ଧନ୍ୟବାଦ.
ଧନ୍ୟବାଦ୍ ଆଜ୍ଞା। ଏତେ ସବୁ କାଳେଙ୍କାରି ଠିକ୍ ସମୟରେ ସମସ୍ତ ଙ୍କ ସାମ୍ନାକୁ ଆଣିଛନ୍ତି।
Always power comes with great responsibility
ମୂଖ୍ଯ ମନ୍ତୀ ମହୋଦୟ ଏହିପରି ଡକାୟତ ମାନଙ୍କୁ ଧରି କାମ କରନ୍ତୁ ନାହିଁ ।ବହୁତ ପସ୍ତେଇବ ।
ଜଣେ ସରଳ ସଚୋଟ ସାଧୁ ହେଲେ କେବଳ
ଚଳିବ ନାହିଁ,ତତ୍ ସଙ୍ଗେ ଦକ୍ଷ ଓ ବିଜ୍ଞ ହେବା
ଆବଶ୍ଯକ। ମୋହନ ବାବୁ ଏଥିପ୍ରତି ଧ୍ଯାନ ଦେବା ଉଚିତ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
E sambadika ki chatukar janena kintu e bejupanda chakara e kaan sensitised Kariba aar Khali bjd aau Naveen birudhare lagiba
ରାଜନୀତିରେ ଡିପ୍ଳୋମାସି ବା କୁଟନିତିର ଆବଶ୍ୟକତା ରହିଛି, ଆମପ୍ରୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଜାଣିରଖିବା ଆବଶ୍ୟକ ଅଛି । ଆମେ ପାଠ ପଢିବା ବେଳେ ଆମ ଅଦ୍ଧକ୍ଷ କହିଛନ୍ତି without history thete is no politics " Histori is the root of politics & history has no fruit when there is politics also diplomacy is the charm of politics. ଆଜି ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ସେହି ଧାରାରେ ଚାଲିଛନ୍ତି ।
Always power comes with great responsibility
ନିର୍ଭୟର ଗୁମର କଥା ନାମ ସାର୍ଥକ
ଲାଗୁଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜାଗନ୍ତୁ । ସଚେତନତା ଖୁବ୍ ଆବଶ୍ୟକ ।
Always power comes with great responsibility
ଆପଣଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଏମିତି ସଚେତନତା କରୁଥିବାରୁ ବହୁତ ଖୁସି ଲାଗୁଚି।
Apan.nk.cm.kia.ki
ବିଜେପି ପାର୍ଟି ଆଗକୁ ଓଡ଼ିଶା ରୁ ଖତମ୍ ହେବା ନିଶ୍ଚିତ, ମୁଁ ଅନେକ ଥର କହିଛି ଅଫିସର ମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ
ମୁଖ୍ୟମନ୍ତ୍ରୀ ପଦବୀରେ ଆସୀନ ବ୍ୟକ୍ତି ବୁଦ୍ଧି, ବିବେକ, ପ୍ରଜ୍ଞା ର ବିନିଯୋଗ, ବିଶ୍ଳେଷଣ ତଥା ଦୂରଦୃଷ୍ଟି ସଂପନ୍ନ ନିହାତି ହେବା ଆବଶ୍ୟକ। ସରଳତା ଦକ୍ଷତାର ମାପକାଠି ନୁହେଁ।
Sir କିଛି ନୁହଁ.. ସବୁ ଷଡଯନ୍ତ୍ର ସେଣ୍ଟ୍ରାଲ ରୁ ହୋଉଛି... ଅମ୍ବାନୀ ଆଉ ଆଦାନୀ ଭଳିଆ ଲୋକଙ୍କୁ ସବୁ ଦେବାକୁ ଯିଏ କହିଛି ସବୁ ସିଏ କରୁଛି... Sir ବିଜେଡି ଠୁ ବି ବିଜେପି ବଳିଯିବ.. ଆପଣ ଦେଖିବେ
yes,y0u r Right
ବହୁତ୍ ବଢିଆ exposure,that shows your stature .
ବହୁତ ବଢ଼ିଆ ଅପ୍ରିୟ ସତ୍ୟ ଉପସ୍ଥାପନା।ଆଶା, ସରକାର ବେଳହୁଁ ନିଶ୍ଚିତ ସାବଧାନ ହେବେ।
ଆପଣଙ୍କର ଉପସ୍ଥାପନା ପାଇଁ ଧନ୍ୟବାଦ। ଏଥିରୁ ଜଣାପଡ଼ୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଏସବୁ ଠକ ଙ୍କ ବାବଦରେ କିଛି ଜାଣିନାହାନ୍ତି କିମ୍ବା ଜାଣିବା ପାଇଁ ଆଗ୍ରହୀ ନୁହଁନ୍ତି। ମୁଖ୍ୟମନ୍ତ୍ରୀ ଙ୍କର ମୁଖ୍ୟ ସଚିବ ଶିଳ୍ପ ସଚିବ ବ୍ୟକ୍ତିଗତ ସଚିବ କ'ଣ କିଛି ଅବଗତ କରୁନାହାଁନ୍ତି? ଯଦି ଦାୟୀ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତେବେ ଜଣା ଯିବ ମୁଖ୍ୟ ମନ୍ତ୍ରୀ ଜାଣି ଜାଣି ଭେଟି ବାର ସୁଯୋଗ ଦେଇଛନ୍ତି ଓ ଏହା ପଛରେ କିଛି ସ୍ଵାର୍ଥ ଥାଇପାରେ।ସମୟ କହିବ ପ୍ରକୃତରେ କିଏ କ'ଣ ଓ ସତ୍ୟ କ'ଣ। ଧନ୍ୟବାଦ ନମସ୍କାର ଜୀ।
ଏକ ବଡ଼ ଅଭିଯୋଗ । ସାଧୁ ସାବଧାନ ।
ଧନ୍ୟବାଦ.
ଏ ସରକାର ଯଦି କିଛି ଜାଣିପାରୁ ନାହାନ୍ତି । ତେବେ ସରକାରରେ କାହିଁକି ଅଛନ୍ତି
ଜୟ ଶ୍ରୀରାମ l🙏🚩🚩🚩
ଆଜିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ ମେଣ୍ଟ ସରକାର ଉପ ମୁଖ୍ୟ ସଚେତକ ଏବଂ ବିରୋଧି ଦଳ ମୁଖ୍ୟ ସଚେତକ ଥିଲେ କେନ୍ଦୁଝର କୁ ସୁନ୍ଦରଗଡ଼ ପଡୋଶୀ କୁହାଯାଏ l
ଉଚ୍ଚ ଆସନ ରେ ଥାଇ ଏ ଭଳି ଦାଗୀ ଙ୍କୁ ଜାଣି ପାରିଲେ ନି କେମିତି l
ମୋହନ ଜୀ ଙ୍କ ଦୂରଦୃଷ୍ଟି ର ଅଭାବ, ବୁଦ୍ଧି ରେ ପରିପକ୍ୱତା ଆସିନାହିଁ। ସେ ବିବେକ ଅନୁମୋଦିତ କର୍ଯ୍ୟ ରେ ମନୋନିବେଶ କରନ୍ତୁ। ସୁନ୍ଦର ଆଲୋଚନା ପାଇଁ ନବୀନ ଦାସ ଙ୍କୁ ଅଭିନନ୍ଦନ।
ବେଳହୁଁ ସାବଧାନ ରହିବାକୁ, ଆପଣଙ୍କର ଏହି ଉଦ୍ୟମ ଫଳପ୍ରଦ ହେବ ବୋଲି ଆଶା
☀️ ଦାସ ବାବୁ..... ଯାହା ଚାଲିଛି ଓଡ଼ିଶା ରେ ଆପଣ ଲେଖିକି ରଖନ୍ତୁ ୩୦% ଭୋଟ୍ ପାଇବା ଅସମ୍ଭବ !! ୬ ମାସ ହେଇଗଲା ଲୋକଙ୍କୁ ମୁକ୍ତ Electric 💡 ନାହିଁ, ସୁଭଦ୍ରା ଯୋଜନାରେ ଅବ୍ୟବସ୍ଥା , ମୋହନ ମାଝୀଙ୍କୁ ବାଲିଯାତ୍ରା ରେ ବଦନାମ୍, ଚାଲିଛି ଅଯୋଗ୍ୟ ଶାସନ....
Thanks Sir for your valuable information.
ଧନ୍ୟବାଦ ନବୀନ ବାବୁ ଆପଣଙ୍କ ଉପସ୍ଥାପନା ଉଚକୋଟିର ସେଇଥିପାଇଁ ଆପଣଁକୁ ସାମ୍ବାଦିକ ରତ୍ନ ରେ ସମ୍ମାନିତ କରାଯାଇଛି ସେଥିପାଇଁ ଆପଣ ଙ୍କୁ ଅଭିନନ୍ଦନ ଜଣାଉଛି
Salute Sir for your information.
Thanks 👍 suggestions good
ହେ ଭଗବାନ ମୋହନ ମଝିଙ୍କୁ ବଞ୍ଚନ୍ତୁ. ଏ ପାଣ୍ଡିଆନ ଏକ ସ୍ଵଷ୍ଟଏମ ନୁଁହେତ?
ମୋହନ ସରକାର ଏଭଳି ସରଳ ହେବା ଉଚିତ ନୁହେଁ। ବିରୋଧୀଙ୍କ ଘମଣ୍ଡ ଏପର୍ଯନ୍ତ୍ ଭଗିନୀ। ସା ବଧାନ ହୁଅନ୍ତୁ।ନହେଲେ ଭଲ ଭାବରେ ପସ୍ତେଇବେ
Sir very good information.
Pura Nirbhay 🙏
Highly factual news.
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସମୟ ଉପଯୋଗୀ ବିଷୟ ଟିଏ ଉପସ୍ଥାପନ କରିଛନ୍ତି। କିନ୍ତୁ ଆପଣଙ୍କ ଯୁକ୍ତି ସହ ଏକମତ ନୁହେଁ। ଏହା ଯଦି ନବୀନଙ୍କ କ୍ଷେତ୍ରରେ ହୋଇ ଥାଆନ୍ତା ତେବେ ବିଶ୍ୱାସ ହୁଅନ୍ତା। ଦୀର୍ଘ 30 ବର୍ଷ ଧରି ବିରୋଧୀ ରାଜନୀତି କରିଆସୁଥିବା ଏବଂ ଅନେକ ସମୟରେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରୁଥିବା ଓଡ଼ିଆ ଲୋକଟିଏ ଯଦି ଏକଥା ଜାଣିନାହିଁ ବୋଲି କହିବେ ତେବେ ପଦ ଛାଡ଼ିଦେବା ଉଚିତ୍। ଏମାନେ ଅନେକ ଦିନ ହେଲା ଅଧିକାରୀଙ୍କ ବିରୁଦ୍ଧରେ କୁତ୍ସାରଟନା କରି ଆସୁଥିଲେ ଏବଂ ଏବେବି ଦେଖେଇ ହେବାକୁ ଚାହୁଛନ୍ତି ଯେ ମନ୍ତ୍ରୀ ବଡ, ଅଧିକାରୀ ଛୋଟ। ତେଣୁ ସେଇ ସବୁ ସଚିବ ମାନେ ହୁଏତ ଏଇଟା ପ୍ରମାଣିତ କରିବାକୁ ଚାହାନ୍ତି ଯେ ଅଧିକାରୀଙ୍କ ବିନା ପ୍ରଶାସନ ଚାଲି ପାରିବ ନାହିଁ। ନିଜେ ମୋହନ ମାଝୀ ମଧ୍ୟ ତାଙ୍କ ପ୍ରମୁଖ ସଚିବ ମାନଙ୍କୁ ବିଶ୍ଵାସରେ ନେଇ ପାରି ନାହାନ୍ତି। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ମନ୍ତ୍ରୀମାନେ ହେୟଜ୍ଞାନ କରୁଛନ୍ତି, କର୍ମୀମାନେ ଅଯଥା ହସ୍ତକ୍ଷେପ କରୁଛନ୍ତି, ମନ୍ତ୍ରୀମଣ୍ଡଳ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ରହୁନାହିଁ, ବହାଦୁରିଆ ଗପ ମାରୁଛନ୍ତି ଏବଂ ତା ସହିତ ଦିଲ୍ଲୀ ରିମୋର୍ଟ କଣ୍ଟ୍ରୋଲର ଈଶାରାରେ କାମ କରିବାକୁ ଅଛି। 6 ମାସ ମଧ୍ୟରେ ସଂପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ଗଠନ ନକରି ପାରିବା, ବିଭିନ୍ନ ବିଭାଗର ଅଧ୍ୟକ୍ଷ ପଦ ପୂରଣ ନହେବା ତାଙ୍କ ଦୁର୍ବଳତାର ପରିଚୟ ଦେଉଛି। ସେ ଜଣେ ଭଲ ଲୋକ ହିସାବରେ ଆପଣ ତାଙ୍କୁ ସୁରକ୍ଷା ଦେଉଛନ୍ତି, ହେଲେ କେତେ ଦିନ ଏପରି ବିଶୃଙ୍ଖଳିତ ପ୍ରଶାସନ ଲୋକେ ଦେଖିବେ। ବାରମ୍ବାର ଝୁଣ୍ଟିଲା ପରେ ମଧ୍ୟ ଯଦି ମୋହନ ବାବୁ ନିଜ ଦାୟିତ୍ୱ ଠିକ୍ ଭାବେ ନବୁଝିବେ ତେବେ ତାଙ୍କୁ ଭଗବାନ ହିଁ ଶାହା ହେବେ। ଏମିତି ତ ଝାରଖଣ୍ଡ ଫଳାଫଳ ଉପରେ ତାଙ୍କ ଭବିଷ୍ୟତ ନିର୍ଭର କରୁଛି। ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।
❤ଭୟଙ୍କର ତଥ୍ୟ ସାଧୁ ସାବଧାନ ଜୟ ଜଗନ୍ନାଥ
Hang over ମାନଙ୍କୁ ତିହାର jail କୁ ଯେଉଁ ପର୍ଯ୍ୟନ୍ତ ପଠାଇ ନାହାନ୍ତି ଏହିପରି ଅପଦସ୍ତ ହେବେ
ଜୟ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ରାମ 🙏🙏🙏
ଧନ୍ୟବାଦ ଆପଣ ଏ କଥାକୁ ମନେ ପକାଇ ଓଡିଶା ବାସୀଙ୍କୁ ଚେତାଇ ଦେଲେ, ଆର୍ଯ୍ୟଭୂମି
One of the best journalist
ନିର୍ଭୟ ଓ ତେରଚ୍ଛାବାଣ cm ଦେଖୁନାଁହାନ୍ତିକି, ସାବଧାନ ମୋହନ, ଷଡ଼ଯନ୍ତ୍ର ସାମ୍ନା କରିନପାରିଲେ ବଦନାମ ହବା ଅପେକ୍ଷା ପଦ ଛାଡ଼, bjp ରେ କେତେ ହାରାମି ମାଦରଚୋଦ ନେତା ଅଛନ୍ତି, କେନ୍ଦ୍ର bjp ହସ୍ତକ୍ଷେପ କରୁ
ଏବେବି ଭଲ ଅଫିସର୍ ବୋଧହୁଏ କେହି ନାହାଁନ୍ତି,
ଯଦି ଅଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ଙ୍କୁ ସୁଚନା ଦେଉନାହାନ୍ତି କାହିଁକି ?
ଧରମା କରୁଛି ଖେଳ, ମୂଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କୁ ଅଡୁଆରେ ପକାଇ ଦେଇ ଧରମା ନେବ ବାହାଦୁରି।
@MohanMOdisha ମହାଶୟ, ଦୟାକରି ନିଜ ଅଧସ୍ତନ କର୍ମଚାରୀଙ୍କ ପୃଷ୍ଠଭୂମି ଓ ମନ୍ଦ ଉଦ୍ଦେଶ୍ୟ ପ୍ରତି ସଚେତନ ରୁହନ୍ତୁ
ମୁଖ୍ୟମନ୍ତ୍ରୀ ସବୁ ଜାଣି ନ ଜାଣିଲା ଭଳିଆ ହଉନାହାନ୍ତି ତ ? ଏଭଳି ଚାପ ରେ ଯଦି ରହିବେ ତାହାଲେ ସେ ନବୀନ ପଟ୍ଟନାୟକ ଙ୍କ ଭଳି ରିମୋଟ ହେଇଯିବେ I ଦୟାକରି ନିଜର ସମ୍ମାନ ଓ ଇଜ୍ଜତ ରଖନ୍ତୁ I
Thank u sir
ଜୟ ଶ୍ରୀ ଜଗନ୍ନାଥ 🙏🌹।
My request Nirbhay channel should take this to the notice of present CM.
ବିଜେପି ସଂଖ୍ଯା ଗରିଷ୍ଠ ହୋଇ ସରକାର ଗଠନ କରିବା ବେଳେ ଅନେକେ ମୁଖ୍ଯମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ କିନ୍ତୁ ହଠାତ୍ ମୋହନ ମାଝୀଙ୍କ ଉପରେ ହାତୀ ସୁନା କଳସ ଢ଼ାଳିବା ଯୋଗୁ ଦଳ ମଧ୍ଯରେ ଅସନ୍ତୋଷ ର ପ୍ରତିଫଳନ ଏବେ ସାମ୍ନାକୁ ଆସୁଛି ।
JAI JAI SHREE JAGANNATH. 1. ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଜେ ରାଜନୀତିରେ କୁଟନିତିର ଅତ୍ୟନ୍ତ ଆବଶ୍ୟକତା ଅଛି । କଥା ଅଛି "History is the root of politics & history has no fruit when there is no politics also politics has no charm when there is no diplomacy". ଆମ ପ୍ରୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏହି ପଥ ଅନୁସରଣ କରି ଥାଆନ୍ତି । ତେଣୁ ଆମ ଅନୁରୋଧ ଆମ ମୁଖ୍ୟମନ୍ତ୍ରୀ ମହୋଦୟ ମଧ୍ୟ ସେ ଅନୁସାରେ ଚାଲନ୍ତୁ । ଧନ୍ୟବାଦ ନିର୍ଭୟ ।
ସତ କହିବାକୁ କିଆଁ ଡରିବି ? ... ଆପଣ ପ୍ରାର୍ଥନାଟିର ପଂକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଧନ୍ୟବାଦ ଆପଣଙ୍କୁ ।
ଉପଯୁକ୍ତ ସମୟ ରେ ଆପଣଙ୍କ ଉପସ୍ଥାପନା ଖୁବ୍ ପ୍ରଶଂସନୀୟ। ଏମାନଙ୍କ ମୁଖା ତ ଖୋଲି ଦେଲେ । ଠିକ୍ ଡଙ୍କ ରେ ପାହାର ଦେଇଛନ୍ତି। ଅଶେଷ ଧନ୍ୟବାଦ।
I like you sir, because you speak the right 👍
କିରେ ବୁଢା ଟାଉଟର repoter ମୋହନ ସରକାର ର ଚାଟୁକାରତ ଥିଲୁ ଆଜି କେମିତି ବଜେପି against ରେ
Jay Shriram
ଆପଣ ବେକାର ଗର୍ଜନ କରୁ ଛନ୍ତି
ଆମେ ଦୁଃଖିତ ଜଣେ ଏପରି ଅଜ୍ଞାନୀ ମୁଖ୍ୟ ମନ୍ତ୍ରୀ ପାଇ
ସଚିବ ମାନେ କଣ୍ ଆଗରୁ cm ଙ୍କୁ କହି ନାହାନ୍ତି କାହାକୁ ଭେତିବାର ଅଛି
ସଚିବ ମାନେ କହିଲା ପରେ ନିଜେ cm ଙ୍କ ର କଣ୍ ଉଚିତ୍ ନୁହେଁ ସେ ଲୋକ ଙ୍କ ପୁରା ଇତିହାସ ଜାଣିବା
Best analices sir ji
ମୋହନ ଭାଇ କିଛି କରିପାରିବେ ନାହିଁ, ସବୁ ଅଣ ଓଡ଼ିଆ ଖାଇଯିବେ l
ଶୀଘ୍ର ଏମାନଙ୍କୁ ଗିରଫ କରାଯାଉ ଓ ଏ ବିଷୟରେ ସିମ ସଜାଗ ହୁଅନ୍ତୁ
ନିକୁନଜ ଧଳ ନ ଗଲେ ସେ ମୋହନ ମାଝି କୁଂ ବଦନାମ କରି ଜିବ , ଆପଣ ଏକମାତ୍ର ଲୋକ ଏଭଳି ଗୁରୁତର କଥାକୁ ସାହସର ସହ ସାମନା କୁ ଆଣିଲେ ସେଥିପାଇଁ ଜଗନ୍ନାଥ ଆପଣକଂ ପଛରେ ଅଛନ୍ତି । ଧନ୍ୟବାଦ
ମୁଖ୍ୟମନ୍ତ୍ରୀ ସିନା ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ଆଗରୁ ସେତ ବିଧାୟକ ଥିଲେ। ତାଙ୍କ ସହ ଶିଳ୍ପ ବିଭାଗର କିଛି ଅଭିଜ୍ଞ କାର୍ଯ୍ୟକର୍ତ୍ତା ମଧ୍ୟ ଯାଇଛନ୍ତି। ସେମାନେ ନିଶ୍ଚୟ ଏହି ଶିଳ୍ପ ଠକଙ୍କୁ ଜାଣିଥିବେ। ଏ ସବୁ ସତ୍ବେ ସେମାନଙ୍କୁ ଭେଟିବା ସମୟ ଓ ଅର୍ଥର ଅପଚୟ।
ଯେତେକ ଭ୍ରଷ୍ଟାଚାର ସବୁ ବିଜେପିର ସାଥି
Right. Sir
Super like for d research u ve done.
Jay Jagannath sir namaskar apana right person . Good information sir 🙏🙏
Dharama bi thaipare.
Very important episode, Jay Sri Ram🙏
ସାର ପ୍ରଣାମ 🙏🌹
Jay Maa Durgatinasini ❤❤❤
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ବାହାରୁ ଯେତିକି ତାଠାରୁ ଅଧିକ ଭିତରୁ , କିଛି ଲୋକଙ୍କ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାର ଲାଳସା ଷଡ଼ଯନ୍ତ୍ର ର ବିଶେଷ କାରଣ । ତତ୍ ସଙ୍ଗେ ମୋହନ ଚରଣ ମାଝି ଜଣେ ଅଭିଜ୍ଞ ବ୍ୟକ୍ତି ସେ ମଧ୍ୟ ସମସ୍ତ କ୍ଷେତ୍ରରେ ଚିନ୍ତାକରି ନିଜ ଟିମକୁ ନେଇ କାର୍ଯ୍ୟ କରିବା ଆବଶ୍ୟକ ।
Thanks
ମୁଖ୍ୟ ମନ୍ତ୍ରୀ ଯେତେବେଳେ MLA ଥିଲେ ସେ ଏମାନଙ୍କ ବିଷୟରେ ଜାଣି ନଥିବେ ?
ତଦନ୍ତ ଆବଶ୍ୟକ
ଆଜିର ବିଷୟ ଅତ୍ୟନ୍ତ ସମ୍ବେଦନଶୀଳ।
ଆପଣଙ୍କ ଅନୁଶୀଳନ ଅତ୍ୟନ୍ତ ବିକଳ।।
ଷଡଯନ୍ତ୍ର ଭିତରୁ ଚାଲିଚି । ଏମାନେ ସରକାର ଏବଂ ସରକାରୀ ଦଳର ଏକ ବୃହତ ଏବଂ ମଜବୁତ ଗୋଷ୍ଠୀ । ଅନଭିଜ୍ଞ ନିଷ୍କପଟ ମୋହନ ମାଝିଙ୍କୁ ସଠିକ ଦିଶା ନିର୍ଦ୍ଦେଶ କରିବାକୁ ସେମିତି କେହି ଥିବା ପରି ମନେ ହେଉନି । ଆଉ ଗୋଟେ କଥା ହେଲା ନିଜକୁ ଜଣେ ସଫଳ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାର ବ୍ୟାକୁଳତା ଏମିତି ସବୁ ତରବରିଆ କାର୍ଯ୍ୟକ୍ରମ କରିବାକୁ ପ୍ରେରିତ କରୁଛି ।
ତ ନବୀନ ବାବୁଙ୍କ ଭଳି ତ ମୋହନ ବାବୁ ଅନ୍ୟ କଥାରେ ଚାଲୁଛନ୍ତି
Very very useful news . Thank you Sir.
ମିଛ ପ୍ରଚାର କରିବା ବନ୍ଦ କରନ୍ତୁ
Jay jaganntha ⭕‼️⭕
ଜୟ୍ ଜଗନ୍ନାଥ୍ ଆଜ୍ଞା
ଠିକ୍ ସମୟରେ ଆପଣ ଏ ଭଦ୍ରମୁଖା ପିନ୍ଧା ଅସାଧୁ ମାନଙ୍କ ମୁଖା ଖୋଲିଛନ୍ତି ।
ତେବେ ମୋହନ୍ ସର୍କାର୍ଙ୍କୁ ବିନମ୍ର ନିବେଦନ୍ କି ଏଥି ପ୍ରତି ବିଶେଷ୍ ସଜାଗ୍ ରହନ୍ତୁ ନ ହେଲେ ଯେମିତି ଅପ୍ରତ୍ୟାଶିତ ଭାବେ ଦ୍ବାରିକାଧୀଶ ହୋଇଥିଲେ ସେମିତି ଅଧୀଶ ପଦ ଚାଲି ଯାଇ ପାରେ । ଓଡ଼ିଶା ଆପଣଙ୍କ ଠାରୁ ଅନେକ୍ ଆଶା କରେ ।
Thanks many many.
ଖୁବ କଡା କଥା କହିଲେ ସବୁ ସତ କିନ୍ତୁ ଓଡ଼ିଆ ର ଭାଗ୍ୟ
ଲାଗୁଛି pmo ,ରେ ଅଛନ୍ତି ସୁପର ସଚିବ ଆଉଆମ ଦୀଲି ବଡ ନେତା
ଓଡ଼ିଶା କୁ ଲୁଟିବାକୁ ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ଦରବାର ରୁ ପାଣ୍ଡୁଙ୍କୁ ଜେ ମନ୍ତ୍ରଣା ଦେଉଥିଲା ସେ,ମୋହନ ବାବୁଙ୍କ ପାଖରେ,.ଅଧସ୍ତନ ରେ ସେଭଳି ସେଟିଙ୍ଗ କରି ଛନ୍ତି,ସାବଧାନ ମାନ୍ୟବାର ମୁଖ୍ୟ ମନ୍ତ୍ରୀ, ପରୀକ୍ଷା ର ସମୟ ୟେ,ଆପଣଂକ ପାଇଁ ଓଡ଼ିଶା କୁ ଲୁଟିବା ପାଇଁ ଆପଣକୁ ମୁଖ୍ୟ ମନ୍ତ୍ରୀ ଅବନୁ ଆପଣଂକ ପରାମର୍ଶଦାତା ଚକ୍ରାନ୍ତ କରିବାକୁ ସେଇଠୁ ସେଟିଙ୍ଗ ହଉଛି,ଓଡ଼ିଶା କୁ ବଞ୍ଚାନ୍ତୁ ଆପଣ,କଡା ନଜର ରଖନ୍ତୁ ଆପଣଙ୍କ ସଚିବ ମାନଙ୍କୁ,ଏବଂ ଆପଣଂକ ଦେଲି ପରାମର୍ଶ ଦାତାଙ୍କୁ,ଜୟ ଜାଗ ନ୍ନାଥ.....
ଏଠି ଯାଇଥିବା chief secretary ଏବଂ ଅନ୍ୟ Secretary ମାନେ କଣ କରୁଛନ୍ତି, ସେମାନେ ଅନ୍ୟ କୌଣସି ଓଡିଶା କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ପରିଚାଳିତ ହୋଇ ଏପରି କରୁଛନ୍ତି।
NICE ANALYSIS.. CM SHOULD INITIATE ALL ACTION/INACTION.
Yes We Must Raise Our Voice.... Utha,Utha re Utkal Santana..🙏 Namaskar
ଆପଣଙ୍କ ବାର୍ତ୍ତା ବହୁତ ଗୁରୁତ୍ୱପୂର୍ଣ୍ଣ, ଜ୍ଞାନୀ ଗୁଣୀ ଲୋକମାନେ ରାଜ୍ୟ ତଥା ଦେଶ ପ୍ରେମ ରେ ବ୍ରତୀ ହେବା ଦରକାର
ଆମେ ଓଡ଼ିଶା ଲୋକ ପରିବର୍ତ୍ତନ କରି କିଛି ଭୁଲ କରିଦେଲୁ କି ??
ଆପଣ ନୀଚ୍ଚ ମନା ହେଉଛନ୍ତି କାହିଁକି ? ପରିବର୍ତ୍ତନ ପ୍ରକୃତିର ନିୟମ ।
Very nice episode Sir
ସାର୍ , ନମସ୍କାର । ଆପଣ କ'ଣ ଜାଣନ୍ତିନି ଅଜାଣତରେ ବିଷ ପିଇଲେ ବି ପ୍ରତିକ୍ରିୟା ଦେଖାଏ । ସିଏ ଜାଣିବା ଦରକାର 25 ବର୍ଷ ର ଗୋଟିଏ ସରକାର କୁ ଉପାଡି ଲୋକେ ତାଙ୍କୁ ଗାଦି ଦେଇଛନ୍ତି । ଏତେ ଅବୁଝା , ଅଜଣା ହେଲେ ଅପାରଗତା ପ୍ରକାଶ ପାଇଵ ।
Very very good video.very good presentation,Manyabar C M . M Majhi be cear .
ଶାଷକ ଓ ଵିରୋଧି ଜଦୀ ନୀଜନୀଜ ଦାୟୀତ୍ବ ସୁଚାରୁରୂପେ ବହନ କରନ୍ତି ଦେବେ ଓଡ଼ିଶା ଏକ ରାମରାଜ୍ୟ ରେ ପରୀଣତ ହେଵ
Sir ❤ you...
ଆପଣ ଦୟା କରି ମୁକ୍ଷ ମନ୍ତ୍ରୀଙ୍କୁ ନିଯେକୁହନ୍ତୁ
ଆପଣ ମିଛ କହୁଛନ୍ତି।ଵିଜେପି ଓଡିଶା ଵିକିଦେଵେ।
🙏👍❤ CMji, Prabhu protect you. Very dangerous world. There are a lot of Bhadrachoras everywhere. God save Odisha 🙏.
କୃଷି ଭିତ୍ତିକ ଗୋଟେ ବି ଶିଳ୍ପ ପ୍ରତିଷ୍ଠା ହୋଇପାରିଲାନି କାରଣ ଏଥିରେ ଦଳର ଚାନ୍ଦା ମିଳିବନି l
ଏଭଳି ଏକ ସାଙ୍ଘାତିକ ଦୋଷ ତ୍ରୁଟି ପାଇଁ ମୋହନ ଦାୟିତ୍ୱ ନିର୍ଧାରଣ କରନ୍ତୁ ଓ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇ ସର୍ବସାଧାରଣରେ ନିଜର ପତିଆରା ରଖନ୍ତୁ। ଭବିଷ୍ୟତରେ ଏହି କୁଚକ୍ରୀ ଗୋଷ୍ଠୀ ପ୍ରତି ସାବଧାନ ରୁହନ୍ତୁ.
Thank you for your advice to CMO.
❤
So so nice to day .rpisode
That is why Education is important in Politics too😅
ମୂଖ୍ୟମନ୍ତ୍ରୀ ଙ୍କ ପ୍ରଶାସନ ନିର୍ଭୟ ଗୁମର କଥା ଦେଖି ସଜାଗ ହେବା ଆବଶ୍ୟକତା ମନେ କରୁଛି ।
The cm should express his displeasure and take action against the person who selected the thieves and fraudster people to meet honorable chief minister.
💐💐🙏
ଷଢଯନ୍ତ୍ର ଚାଲିଛି ଠିକ କଥା