| କେମିତି କଟିବ ୨୦୨୫ | କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ଜାଣନ୍ତୁ | Yearly Horoscope 2025 |
ฝัง
- เผยแพร่เมื่อ 9 ก.พ. 2025
- Dr. Bhabani Shankar Mahapatra#year2025 #horoscope #12star #rasiphala2025 #specialupdate #
#aries #tauras #gemini #cancer #leo #virgo #libra #scropio #sagittarius #capricorn #aquarius #pisces
Join this channel to get access to perks:
/ @mbctvodisha
#mbctv #OdishaNews #Odisha #bignewstoday #update
Subscribe to MBCTv Odisha & Don't forget to press THE BELL ICON to never miss any updates► / mbctvnews
Official Website - www.mbctv.co.in
You can stay connected with MBCTv on -
Whatsapp Channel : whatsapp.com/c...
Whatsapp - 7735054338
Facebook: / mbcodisha
Twitter: / mbctvodisha
Instagram: / mbctv_odisha
For More News and Videos Visit Here:
www.mbctv.co.in
www.mbctv.org.in
www.mbctv.in
#mbctv
Sir, pranam ur prediction is 100% ture for me.
Jay Jagannath 👃👃👃
Bhabani Sir is great astrologer in Odisha 🙏 Happy New year 2025 sir. Thank u for ur valuable advice 👍
ମୁଁ ସାରଙ୍କ ପାଖକୁ ୨୦୧୧ ମସିହାରେ ଜାତକ ଗଣନା ପାଇଁ ଯାଇ ଥିଲି। Sir ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ଦୀର୍ଘ ବର୍ଷ ପରେ ସଠିକ ହେଲା। ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ସଂପୂର୍ଣ୍ଣ ଭାବେ ସତ୍ୟ ପ୍ରମାଣିତ ହେଲା। ସେ ଦିଲ୍ଲୀରେ ୨୦୧୫ ମସିହାରେ job ପାଇଲା। ତାର ଏ ବର୍ଷ ବିବାହ ହୋଇଛି ତାକୁ ଆଶୀର୍ବାଦ କରନ୍ତୁ। 🙏
Kindly kahibe ki sir kaouti jatak dekhuchhanti....nahele phone number
Sir kete tanka nele dekhiba pai au kou thi dekheilo tike kuhantu
Subscribe karen
Bhubaneswar re . Gotie jataka pain 2000@@sangitamallick6209
ମୁଁ ସାରଙ୍କ ପାଖକୁ ୨୦୧୧ ମସିହାରେ ଜାତକ ଗଣନା ପାଇଁ ଯାଇ ଥିଲି। Sir ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ଦୀର୍ଘ ବର୍ଷ ପରେ ସଠିକ ହେଲା। ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ସଂପୂର୍ଣ୍ଣ ଭାବେ ସତ୍ୟ ପ୍ରମାଣିତ ହେଲା। ସେ ଦିଲ୍ଲୀରେ ୨୦୧୫ ମସିହାରେ job ପାଇଲା। ତାର ଏ ବର୍ଷ ବିବାହ ହୋଇଛି ତାକୁ ଆଶୀର୍ବାଦ କରନ୍ତୁ। 🙏 Thank you Sir 🙏
Best astrologer in Odisha 🙏
ସବୁଠାରୁ ଭଲ ଧନ୍ଦା ଲୋକଙ୍କୁ ଡରେଇକି ଠକିବା।
ଏମାନେ ଯାହା କହିଲେ ଆପେ ଆପେ କିଛି କଥା ସତ ହୋଇଯାଏ। ନ ହେଲେ କହିବେ ଜାତକ ଭୁଲ।
According to me Bhabani Sir is best astrologer in Odisha. He was blessed by Lod Jagannath. I was consulted about my horoscope to Dr Mohapatra last year 2023. I was blessed with good advice& remedies. Jay shree Krishna 🙏
Hm
11:33-taurus/brushav
ମୁଁ ସାରଙ୍କ ପାଖକୁ 2003ମସିହାରେ ଜାତକ ଗଣନା ପାଇଁ ଯାଇ ଥିଲି। Sir ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ଦୀର୍ଘ ବର୍ଷ ପରେ ସଠିକ ହେଲା। ମୋ ଭାଇ ବିଷୟ ରେ ଯାହା କହିଥିଲେ ତାହା ସଂପୂର୍ଣ୍ଣ ଭାବେ ସତ୍ୟ ପ୍ରମାଣିତ ହେଲା। ସେ ଦିଲ୍ଲୀରେ ୨୦୧୫ ମସିହାରେ job ପାଇଲା। ତାର ଏ ବର୍ଷ ବିବାହ ହୋଇଛି ତାକୁ ଆଶୀର୍ବାଦ କରନ୍ତୁ। 🙏
Sir kouthi rohuchanti?
Sir ସମସ୍ତଙ୍କୁ 2025ରେ job ପାଇବେ କହିଥିଲେ waahh
According to me Bhabani Sir is best astrologer in Odisha. He was blessed by Lod Jagannath. I was consulted about my horoscope to Dr Mohapatra last year 2023. I was blessed with good advice& remedies. Jay shree Krishna 🙏
Thank u Sir you are right 💯🙏
Thank you so
❤
Sir, pranam Happy New year to you. ❤🙏
🎉🎉❤❤ guru deb 🙏💐🙏
ରାଶିଫଳ ଶୁଣି କେହି ଖୁସି ବା ଦୁଃଖିତ ହୁଅନ୍ତୁ ନାହିଁ। ବ୍ରାହ୍ମଣ ମାନଙ୍କ କିମ୍ବା ଯୌତିଶ୍ ମାନଙ୍କ ଏହା ଏକ ଚାଲ ମାତ୍ର। କୌଣସି ବ୍ରାହ୍ମଣ କିମ୍ବା ଯୋତିସ କେବେ ନିଜର କି ତା ପରିବାର ର ଗ୍ରହ ଶାନ୍ତି ପୁଜା କି ନବ ଗ୍ରହ ପୂଜା କରିବାର କେହି ଦେଖିଛନ୍ତି କି? ତାଙ୍କର କଣ ଗ୍ରହ ଖରାପ ପଡୁନି ଜୀବଦ୍ଦଶାରେ?
ବ୍ରାହ୍ମଣକୁ ଏମିତି ନିନ୍ଦାର ପାତ୍ର ଦୟା କରି କରନ୍ତୁ ନାହିଁ ।
ଆପଣ ନାସ୍ତିକ ବୋଧେ । ଆପଣ ଯାହା ଜାଣିନାହାନ୍ତି ସେ ବିଷୟ ରେ ପରାମର୍ଶ କି ମତାମତ ଦିଅନ୍ତୁ ନାହିଁ। ଧନ୍ୟବାଦ୍। ଆଉ ଗୋଟେ କଥା କାହା ଜାତି ଗୋତ୍ର କୁ ନିଚା ଦେଖାନ୍ତୁ ନାହିଁ
Sabu michha
Sir Mora dhanisthaMakar rAug😂pasi date of birth 29Aug1966 .Mora 2025 kemiti katiba kuhantu
Sir Mora puara kumbha satabhisa date of birth 27April1992:Tarakebe bhala padiba kuhantu
Right
ଠକ ମାନଙ୍କ କଥା ବାଜିଗଲା ମାନେ ହିରୋ ଓ ପୁଣି ନ ନ ବାଜିଲେ ଜିରୋ।
Happy new year
ଭବାନୀ ବାବୁ ଆପଣ ପ୍ରମୋଦ ପାଗଳ ଙ୍କ ପରି ଆଜି କଥା କହିଲେ । ଏତେ ଯନ୍ତ୍ର କହିଲେ ହେଲେ କେତେ ଟଙ୍କା କହିଲେନି। ଏମିତି ଯଦି ଯନ୍ତ୍ର ପୂଜା କରାଯାଏ ତା ହେଲେ ଆପଣ ଏ ବେପାର ନ କରି ପୃଥିବୀ ର ସବୁ ଠାରୁ ଧନୀ ଲୋକ ହୋଇ ଥାନ୍ତେ । ଆଉ ଏ ଟିଭି ରେ କହୁ ନ ଥାନ୍ତେ । 🙏😢 ଟିକେ ତ ଧର୍ମ କୁ ଜଗନ୍ତୁ 🙏
Kumbha rasi ra jaha kahile pura absolutely right
2024 ଇଲେକ୍ସନ କଥା ଭୁଲ ପ୍ରମାଣିତ ହେଲା ସେ ବିଷୟରେ କଣ କହିବେ?
🙏🌹🙏
Mithun 18:27
Sir ଆପଣ କହି ଥିଲେ ନବୀନ ପଟ୍ଟନାୟକଙ୍କ ଜିତି ବେ ବୋଲି ହେଲେ ହରିଗଲ kn py
Naveen Patnaik ta hari nahanti...jiti chanti but chief minister hoi nahanti
Tume jiteichha@@TRDash-ky9bc
@@TRDash-ky9bcbala ta heichanti
Se 500 neiki au bhata au chicken khaiki kahi thile
35:16 Scorpio
Jayjagannathasirnamadkar,moranalachabana
Breakup related ki6i kahileni je,2024 re strongly kahi thile breakup hei jiba ta hei gala,ethara bi ki6i kahiba katha ki nahi,,,,,rasi -taurus
Respected Bhabani Sir, please tell about whether Mithu 31:10 n rashi person would be blessed with son or daughter during 2025 ?
ଆପଣ ଯାହା କହୁଛନ୍ତି ତାହା ସତ କି? ଆଜ୍ଞା କାନ କାଟିଦେଵି ସବୁ ମିଛ। ପେଟ ପୋଷ ନାହିଁ ଦୋଷ। ମଣିଷ ଠାରୁ ବଡ ଗ୍ରହ ସଂସାରରେ କିଏ ନାହିଁ,ବେକାର ଭାଷଣ।
ମତେ ୩ ଟା ମୁଦି ଦେଲା କହିଲେ ଗ୍ରହ ପଡ଼ିଛି ତା ଶାନ୍ତି ପାଇଁ ମୁଦି ଦେଲେ କହିଲେ ୯ ମାସ ଲାଗିବ କାମ କରିବାକୁ ୨ ବର୍ଷ ତଳେ ଦେଇଥିଲା ୯ ମାସ କଣ ୨ ବର୍ଷ ହେଲାଣି କାମ କରୁନି ଏମିତି ବିଦ୍ୟା ଆସିବ ପୋଡସି ଆଶ୍ଚର୍ଯ୍ୟ ହେଇ ଯିବେ ବାଳକୁ କିଛି ହଉନି
ସମ୍ପୁର୍ଣ୍ଣ ଠକ ଇଏ
Emanku Pratap ratha pakhaku patha
Mina rashi ra kemiti katiba
Sir kahithile BJD jitiba kana hela sir tike kuhantu😅😅
A loka ra kan sani dasa paduni ye ta sabubele khusi achhi aau chikkan rahuchi...kou raasi a lokara
ଆରେ ଗ୍ରହ ନକ୍ଷତ୍ର କଣ ଖାଲି ମନୁଷ୍ୟ କୁ ଚିହ୍ନି ଗୋଡ଼େଇ ଗୋଡ଼େଇ ଭଲ ମନ୍ଦ ଫଳ ଦଉଛି? ମାନେ ଗୃହ ପାଳିତ ପଶୁ ପାଇଁ ଜାତକ ତିଆରି ହେଉନି କାହିଁକି?
Bjd kemiti harila
Tara karma phala pain @
Kintu kebe sudhuriba
Fake astrologers should not be allowed in this channel. He said nahin pattana will be the CM of odisha proofs wrong
Bia maaghia
Vai ki language re...family,maa, bapa e sabu dekhiki khusi hauthibee😂 na kan!
Haire jadi kichi bhala lekhiparibani thale gali kana pain dauchu kana kire to maa bhauninkara dekhideichi na kana ba. Seithi pain sei language baharichi tora
Absoletly correct
Why are you making fool's to your viewers ?
I am not understanding at all
Pl don't play with your viewers.
Michhuata
Nabin patnaik CM heleni 2024 re. Astrology and astrologer mananku kemiti biswasa kariba ?