ଝିଅ ଘର ଆଗରେ ବର ଉଡ଼ିଲେ 🤣 / Dj Jb Professional New Day Marriage With ଦିନ ବାହାଘର ରେ ହେଲା Event Show…?
ฝัง
- เผยแพร่เมื่อ 10 ก.พ. 2025
- ଝିଅ ଘର ଆଗରେ ବର ଉଡ଼ିଲେ 🤣 / Dj Jb Professional New Day Marriage With ଦିନ ବାହାଘର ରେ ହେଲା Event Show…?
ଆପଣ ମାନଙ୍କ ଏତେ ସାରା ଭଲ ପାଇବା ପାଇଁ ମୁଁ ମୋର ଏଇ ଚ୍ୟାନେଲ୍ ରେ ଭଲ ଭଲ କଣ୍ଟେଣ୍ଟ ଆଣିବାକୁ ଚେଷ୍ଟା କରିବି | ମୋର ଯେତେ ବି ଭିଡିଓ UPLOAD ହେଇଛି ସବୁ ଭିଡିଓ HD 4K & କିଛି କିଛି ଭିଡିଓ 1080 60FPS ରେ ସୁଟ୍ ହେଇଛି | ଆଗକୁ ମୋ ସହିତ ଏମିତି ଯୋଡି ହୋଇ ରହି ଥାନ୍ତୁ ଆଉ ମୁଁ ଆପମାନଙ୍କୁ 3 Days ଅର୍ଥାତ୍ 2 Days ରେ ଥରେ ଲେଖା ଅପଡେଟ୍ ଦବା ପାଇଁ ଚେଷ୍ଟା କରିବି କାହିଁକି ନାଁ ପର୍ଶୀନାଲ କିଛି ପ୍ରୋବ୍ଲେମ ପାଁଇ କିଛି ଦିନ ଭିଡ଼ିଓ ଆସିବାରେ ଲେଟ ହୋଇ ପରେ ତ ସେଥି ପାଁଇ ମତେ କ୍ଷମା କରିଵେ 😔। ମୁଁ ଆଶା କରୁଛି ଯେ ଭିଡ଼ିଓ ଆସିବାରେ ବିଳମ୍ବରେ ହେଲେ କୋମେଣ୍ଟ ମାଧ୍ୟମରେ ଜଣେଇବେ 😊। ଆପଣ ମାନେ ଏବେ ଯେମିତି ମୋ ସହ ଯୋଡ଼ି ହୋଇ ଅଛନ୍ତି ଆଗକୁ ମଧ୍ୟ ଏମିତି ଯୋଡ଼ି ହୋଇ ରହିଥାନ୍ତୁ ଏବଂ ମୁଁ ଆଶା କରୁଛି ମୋର ଗୁରୁ ଆଉ ଗୁରୁଜନ ମାନଙ୍କ ଭଲ ପାଇବା ଏମିତି ସବୁ ବେଳେ ମୋ ଉପରେ ରହିଥାଉ ❤️।
ମୁଁ ଆଶା କରୁଛି ଏଇ ଭିଡିଓ ଟି ଆପଣ ମାନଙ୍କୁ ଭଲ ଲାଗିଥିବା ଯଦି ଲାଗିଲା ତା ହେଲେ ଏବେ ଯାଇକି Subscribe କରନ୍ତୁ ଆଉ ବେଲ୍ Icone କୁ ଚିପି ଦିଅନ୍ତୁ 😄 ରହିଲି |
🇮🇳(LOVE YOU ALL OF YOU)♥️
Follow Guys 👇
INSTAGRAM:-
/ i__phone__editz
Follow Guys 👇
FACEBOOK:-
/ anshuman.sahoo
🙏ଜୟ ଜଗନ୍ନାଥ 🙏