ଦୁଇ କୋମଳ ମତି ପିଲାଙ୍କୁ ଦେଲେ ନାହିଁ ବିସ୍କୁଟ କିମ୍ବା ବୁନ୍ଦି
ฝัง
- เผยแพร่เมื่อ 8 ก.พ. 2025
- #reporterstoday
ଦୁଇ କୋମଳ ମତି ପିଲାଙ୍କୁ ଦେଲେ ନାହିଁ ବିସ୍କୁଟ କିମ୍ବା ବୁନ୍ଦି
#odisha #newsupdate #latestnews #tanginews #republicday2025 #anganwadi #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.repor...
🔴Read our daily newspaper "Mahabharata”:- mahabharataepa...
🔴TH-cam: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺
News ରିପୋଟର ଙ୍କୁ ମୁଁ ପଚାରି ବାକୁ ଚାହେଁ ଅଙ୍ଗନବାଡି ଦିଦିଙ୍କୁ ପଚାରିଥିଲେ କି ଖାଲି ପିଲା ଆଉ ଗାଡିଆନ ମାନଙ୍କୁ ପଚାରିଲ ଆଉ ସାଙ୍ଗେ ସାଙ୍ଗେ ଭାଇରଲ କରିଦେଲ କାଇଁ ଅଙ୍ଗନବାଡି ଦିଦି ଙ୍କୁ ପଚାରି ବାର ଦେଖେଇ ଲ ନାହିଁ ଶଳା ମାତୃ ଚୁଦ ରିପୋର୍ଟର
ଆମ କଟକ ଧବଳେଶ୍ୱର ଗଡା ବସ୍ତିର ଅଙ୍ଗନବାଡ଼ି ଦିଦି କିନ୍ତୁ ଯେଉ ପିଲା ଗଲେ ସେ ସମସ୍ତ ଙ୍କୁ ଖାଇବାକୁ ଦିଅନ୍ତି ଯୋଉ ଦିନ ଜାହା ରୋଷେଇ ହୋଇଥିବ😊😊😊
ଯଦି ସତରେ ଦିଦି ଏମିତି କରିଥାନ୍ତି,ତେବେ ଖୁବ୍ ନିନ୍ଦନୀୟ ...ମୋ ମତରେ ଏହା ଠିକ୍ ନୁହଁ।କିନ୍ତୁ ଭାଇ ଭଉଣୀ ମାନେ , ଏହି ସବୁ Event ପାଇଁ ତାଙ୍କୁ କେହି ପଇସା ଟିଏ b ଦିଆନ୍ତିନାହିଁ . ତା ବୋଲି ମୁଁ ୨୦ପିଲାନ୍ତ୍କୁ ଦେବୀ ଆଉ ୩/୪ଥିଲେ ଦେବିନି ।ଏହା ଖୁବ୍ ନିନ୍ଦନୀୟ। ସେ b ଜଣେ ସ୍ତ୍ରୀ ଲୋକ ତାଙ୍କ ମନରେ ଶିଶୁଙ୍କୁ ଭଲ ପାଇବା ମନୋଭାବ first ଆବଶ୍ୟକ,ତାପରେ ଯାଇ ସେ ଅଙ୍ଗୱାଡ଼ି କର୍ମୀ।
ଆମ ଅଙ୍ଗନୱାଡ଼ି ରେ ଅନ୍ୟ ମାନଙ୍କୁ ମଧ୍ୟ ଦିଅନ୍ତି
ବାହାର କିମ୍ବା ନିଜର ଯିଏ ଆସିଲେ ଛୋଟ ବଡ଼ ସମସ୍ତ ଙ୍କୁ
ଟିକି ପିଲା କୋମଳମତି,, ନୀରିହ, ଦିଦି ମହାନୂଭବତା ଓ ମା ର ମନ ନେଇ ପବିତ୍ର ଗଣତନ୍ତ୍ର ଦିବସ ରେ ଉଦାର ହୋଇ ବିସ୍କୁଟ୍ ଦେଇଥିଲେ ଭଲ ହୋଇ ଥାନ୍ତା । ଅଙ୍ଗନବାଡ଼ି ଦିଦି ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ପିଲାଙ୍କୁ କେନ୍ଦ୍ର ରେ ରଖି ପାରିବେ। ଛୋଟ ପ୍ରସଙ୍ଗ ବଡ ବଦନାମ। ପିତା ମାତା, ଦାୟିତ୍ଵ ହୀନ ଛୋଟ ଗଣମାଧ୍ୟମ ଙ୍କ ଦୂରଦୃଷ୍ଟି ଓ ଅପରିପକ୍ବତା ର ଅଭାବ ।
ମୁ ଜଣେ ଅଙ୍ଗନ ୱାଡ଼ି କରୀମି କହୁଛି ରିପୋର୍ଟର ସଠିକ୍ ତଥ୍ୟ ଅନୁସାରେ ରିପୋର୍ଟକରନ୍ତୁ ସରକାର କି ଅନ୍ୟ କେହି ଗୋଟେବି ଟଙ୍କା ଦେବାର ନାହିନ କରିମି ହାତରୁ ଦିଏ
Thik kohichnti🎉
Angenabadi ଦିଦିକୁ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ବହୁତ ଦୁଃଖ ର ବିଷୟ ମଣିଷ ଜ୍ଞାନ ନାହିଁ ସେ ଦିଦିର
କାହିଁ ଭାଇ ବହୁତ ଜଲଦି judge ବନାଇ judgement ଶୁଣାଇ ଦେଲୁ। ସେ ଭିଡିଓ କୁ ଠିକ୍ ରେ ଦେଖ୍, ସେ ସେଥିରେ କେତେ ପରିମାଣ ରେ କଟ୍ ମାରିଛି,, ଆଜି କାଲି ଲୋକ ଆଉ ମୂର୍ଖ ନାହାଁନ୍ତି,
Hai lo maa sarakar kete deuchi je sarkar ku tike pacariba
ଏମିତି କେବେ ହୋଇ ନ ଥିବ ଯଦି ହୋଇଥାନ୍ତା ତାହେଲେ aww ର ମତାମତ ମଧ୍ୟ ଏଥିରେ ଥାନ୍ତା
ଯେଉଁ ମା ଏଠି କହୁ ଛନ୍ତି ସରକାର biscut ଦେଉଛନ୍ତି ବୋଲି ତାଙ୍କୁ ଜଣା ନାହିଁ ସରକାର ଜାନୁଆରୀ 26,କିମ୍ବା ଅଗଷ୍ଟ 15 ପାଇଁ ଗୋଟିଏ ଟଙ୍କା ଦିଅନ୍ତି ନାହିଁ ସବୁ aww ହାତରୁ ଖର୍ଚ କରନ୍ତି
ଏହି reporter ଭାଇ ଏହା ଜାଣିବା ଦରକାର
ମନକୁ ମନ କିଛି ନ ଜାଣି news viral କରୁଛ
ଅତି ନିନ୍ଦନୀୟ ଘଟଣା
ଭାଇ ତୁ ଏ vdo ରେ କେତେ cut ମାରିଛୁ, ଛୋଟ ଛୋଟ ପିଲାଙ୍କୁ ପତାକା ଧରାଇ ତୋ ହିସାବ ରେ ଜବରଦସ୍ତି କାହାକୁ ବି ଫାଲତୁ ରେ ଦୋଷୀ ବନାଇ ଦେବୁ,, ଏ ଭିଡିଓ ରେ 100ରୁ ଉର୍ଦ୍ଧ କଟ୍ ମାରି ଏଡିଟିଙ୍ଗ କରିଛୁ,vdo ବନାଇ ଥିବା ବ୍ୟକ୍ତିର ଯାଞ୍ଚ କରାଯାଉ, ପ୍ରକୃତ ସାତ୍ୟl ସତ୍ୟ ଜଣା ପଡ଼ିବ। ଏମିତି ମିଥ vdo ବନାଇ viral କରିଥିବା ବ୍ୟକ୍ତି ଉପରେ ସେ ଦିଦି ମାନହାନି case କରୁ
କ ର୍ମୀ ବି ସ୍କୁ ଟ ଦେ ଲା ନି। ରି ପୋ ଟ କ ଲ। ଶା ଶୁକୁ ଖା ଇ ବା କୁ। ଦ ଉ ନ। ରି ପୋ ଟ। ରି ପୋ ଟ କ ରୁ ନ
ଏଭଳି ନାରୀକୁ ଦିଦି କହିବା ଅନୁଚିତ୍ ।
Alaga kichhi katha thiba,nahele emiti kebe kahibeni.
Alga pila kahannti au seethhi kehi nothileki
ହାତରୁ ଦଉଛନତ ଦିଦିମାନେ 🙏 3:14 ମ
Ha,hataru deuchanti,hele. Manabikata drustiru sishu mananku feraiba uchit na thila
Rabibaar padila 26 tenu hataru hin dd dauchanti. Kintu sishu ku deba katha
Sunday ମାନେ ସେଇଟା ହାତରୁ ହିଁ ଦେଲେ
ସେଇଟା ଖାଦ୍ୟ ରେ ପଡ଼ିବନି ଆଜ୍ଞା
କିନ୍ତୁ ସେ ଦିଦି ଦେବା କଥା ଛୋଟ ଛୋଟ ପିଲା ଙ୍କୁ ଦେଖି ଦୁଃଖ ଲାଗିଲା
ଆମ ଦିଦି ଛୋଟ ବଡ଼ ସମସ୍ତଙ୍କୁ ଦେଲେ
Didi ku pochari Thile ki
Aita bhul kale didi,Aama didi anganwadi pilanka sahita anya pilamanku bi dianti khaibaku ♥️
ଏମିତି ମାନବିକତା ବିହୀନ କାର୍ଯ କରନାହିଁ
ଦିଦି। ଙ୍କୁ। କହନ୍ତି
Amo Anganwadi re jiye bi janti samastanku dionti didi
Didi nkar ମାନବିକତା ନାହିଁ
Didi ku thore pocharibar thila
Ame madhya ama nikaswa hatru deuchhu aha amer manabikata drustru serkar jadi deuthiba tar pramanit diantu
Mubi jane Worker se Workerku tike kharaplaguni
😢😢😢😢😢😢
Ca tanka gharaku nabaku aage rakhi dauchhanti bikaliaaa heiki achhanti pa anganwadi didi
Dekhibaku kharap laguchhi chhi didi
Biscuit bada katha nuha athi manabikata bada uthuchi
Dhik. Ta jibana..
Tanka name nahi kahiki debe.kn magana miluchhi ki .mausi tike bhala se bujha Kia dauchhi sarapancha ki au kia.ki hataru dauchhanti.
କେନ୍ ଘୋଡାଗେହି ଅଙ୍ଗନବାଡି ଆଏ ରେ ବାବୁ
Tor aya ay
Eibhalia worker manank pain Aww mananku ninda karajauchi e mane hele chhota prakruti loka tank nature jogu sabu nindita
Name katithile bi deithante
Kie kahila sarkar kichi deinahanti. Aji Sunday kou sarkar deuchanti. BDO , sarpanca keve kichi diantini. Bt manabikata drustiru deba katha didi.Sishu agaru jaunathile ? Uniform koutthu anile?
ଆମ ଗାଁରେ ବି ଏମିତି କିନ୍ତୁ କେହି କିଛି କହୁ ନାହାଁନ୍ତି
Kaou gaa
କେନ ଗାଁ
se angawadi didi nuhen... se pradhan mantri...
Biscuit ba chocolate gote dei dele kn kete sorithanta didi podare tomo na pokoucho
Dhanyalo tojibono warker
Je v gale deba katha...bohde tara manabikata balibara kichhi nai
Se Didi nkara bhul achhi nishchinta. Kintu kou sarakar tarapharru pilanka pain kichhi asuni Republic day &Independence day pain.
Bapre laz nahi tike d
San chua ku gate biscut dei parile ni.....chi laz lagiba kotha
Anganbadi didi nare gota gota micha nwje bahara karibaku tamaku kia tanka deichhi na kn keba bi ameti haina thiba au jadi sata sa didi kahanti video re
Jete jaldi hauchhi band karajau
Kaha bisaya re thik bhabe na jani kahaku dosa deba bhul sata ta Kan didi ku pachari ba Katha . Aji apan mane kete dan karichhanti ki?
Anga serkar athi pain 1tanka bi deunahanti aha tadanta karanti
Eka tarafa katha dekhantu nahin,didi nku pachara.
Angawadi didi ate luvi ki taku chakiri ru kadi vakata bharart taprati tankara premanahi taku pakistan ku pate ee dia
Didi nku pacharajau.
Laguchi pila 2ta Kendra jai nahanti.midia rastare video korichi.amiti bi aww nahanti
Aibhili ogonabadi jogu somaste beijoti hebaku podhuchi
ତମକୁ ଲାଜ ଲାଗିଲାନି
Didi ra Dil nahin
Bhalo nai hemiti kariba sabu pila ku diya jiba khata
Padheba school re
Mageba anganwadi re.
Wrong
Ki Didi heechhulu
Aau kichi news nanhi ki tuma pakhe
7 yr pila kana kariba.
Michha katha
Froud report ....bro
Chot lok pila knu ferei dela.
Ki tautara beimani se aww
Kichi kama nahi Tama ra sabu
Phaltu news.