News Fuse 10 DEC 2024 | ପିଲା ମାଳମାଳ, କ୍ଲାସରୁମ୍ ଦୁର୍ବଳ | ଫ୍ୟୁଜ୍ Views

แชร์
ฝัง
  • เผยแพร่เมื่อ 13 ธ.ค. 2024

ความคิดเห็น • 28

  • @basantinayak1660
    @basantinayak1660 3 วันที่ผ่านมา +7

    ଜୟ ଜଗନ୍ନାଥ, ବହୁତ ଭଲ ଲାଗୁଛି, ନାରଣ ଭାଇ

  • @BoidyanathDigapuria
    @BoidyanathDigapuria 3 วันที่ผ่านมา +1

    Jay Jagannath ⭕‼️⭕

  • @143Susanta
    @143Susanta 13 ชั่วโมงที่ผ่านมา

    ୧୧ ଟା ମାନେ ଏଇଟା ନିହାତି ଶନିବାର ବୋଧେ ସେଥିପାଇଁ ୧୧ ଟାରେ ଛୁଟି ହଉଛି ଏମିତିକା ସିଫ୍ଟ ରେ ପଢିଆ ହଉଛି ମାନେ ଆମର ପଢା ପଢି ବହୁତ ଉପର ଲେବେଲରେ ଅଛି ଜୟ ଜଗନ୍ନାଥ ଆଙ୍କୁ ଟିକେ ବୁଦ୍ଧି ଦିଅ ପ୍ରଭୁ 🙏🏿🙏🏿🙏🏿

  • @soumyaranjanbarik4734
    @soumyaranjanbarik4734 17 นาทีที่ผ่านมา

    ନାରଣ ଭାଇ ଭଲ ସଚେତନ କରେଇଲ ଯେ କିନ୍ତୁ ସରକାରଙ୍କୁ ଏତିକି ଅନୁରୋଧ ଓଡିଶାରେ ମଦ ସଂପୂର୍ଣ ବନ୍ଦ ହେବା ଉଚିତ୍

  • @balarammallick9372
    @balarammallick9372 3 วันที่ผ่านมา +1

    ଦିପ ତଳ ଅନ୍ଧାର ରାଜଧାନୀ ସ୍କୁଲର ଅବସ୍ଥା ସେଇଆ ଜୟ ଜଗନ୍ନାଥ

  • @BaiaBaba-x6m
    @BaiaBaba-x6m 3 วันที่ผ่านมา

    ଏ ବର୍ଷ ବିଧାନ ସଭାରେ ଅଧିକ ମଦ ବେପାର ଟଙ୍କା ହିସାବ ଆସିଛି, ମନ୍ତ୍ରୀ ବିଧାୟକ ମାନଙ୍କର ଦରମା ବଢିବ,ମଦପିଅ ସରକାର ଙ୍କ ଦରମା ବଢାଅ,ଜୟମଦ ଜୟ ସରକାର,

  • @Mallickmanojkumar893
    @Mallickmanojkumar893 3 วันที่ผ่านมา +1

    Jay Jagannath 🙏⭕‼️⭕🙏

  • @basantinayak1660
    @basantinayak1660 3 วันที่ผ่านมา +1

    ଏଇ ମଦ କୁ totally banned କରିବା କଥା, ଯେମିତି କି ଉତ୍ତେରପ୍ରଦେଶ ଆଉ ବିହାର ରାଜ୍ୟ ରେ ହୋଇଛି,ଓଡିଶା ରେ ବି ମଦ ବନ୍ଦ କରାଯିବା ଉଚିତ 🙏🏼🙏🏼🙏🏼🙏🏼

  • @BaiaBaba-x6m
    @BaiaBaba-x6m 3 วันที่ผ่านมา +1

    ଘରୋଇ ସ୍କୁଲ ମାଳମାଳ ସରକାରି ସ୍କୁଲ ଦ୍ରୁବଳ,

  • @SipuBehera-f2y
    @SipuBehera-f2y 3 วันที่ผ่านมา

    Ame bi picnic jibu narana babu
    Fews bide suniki au picnic place Ku kharap karibuni 🎉🎉🎉

  • @Mr.Biswal-J
    @Mr.Biswal-J วันที่ผ่านมา

    ଓଟିଭି ନ୍ୟୁଜ୍ ଫ୍ୟୁଜ୍ କୁ ମୁ ଅନୁରୋଧ କରୁଛି ଭୁବନେଶ୍ବରର ସହିଦନଗର ସ୍ଥିତ ବସ୍ତିର ପ୍ରକୃତ ଭୂମି ହିନ ଯାଗା ଖଣ୍ଡେ କେମିତି ପାଇବେ ସେ ବିଷୟରେ କିଛି ଆଲୋଚନା କଲେ ଭଲ ହୁଅନ୍ତା
    କେତେ ସର୍ଭେ କଲେଣି ସରକାର ଗଲେଣି ହେଲେ ଖୋଦ ଭୁବନେଶ୍ବରରେ ଭୂମି ହିନ ଲୋକଙ୍କ ଦୁଃଖ ବୁଝିଛି କିଏ
    ଜୟ ଜଗନ୍ନାଥ 🙏🏻 ସତ୍ୟର ଜୟ ହେଉ

  • @Manas_panigrahi
    @Manas_panigrahi 3 วันที่ผ่านมา +2

    Last re jou bhai bite douchanti sabubale enjoy karanti jaha laguchi katha kahiba belaku otha banki jauchi!😄😄

  • @basantinayak1660
    @basantinayak1660 3 วันที่ผ่านมา +2

    ଭୁବନେଶ୍ୱର ରେ ଯଦି ଏମିତି ସ୍କୁଲ ତେବେ ଉପାନ୍ତ ଏରିଆ ରେ କଣ ହୋଇନଥିବ ରେ ନାରଣ?

  • @skaifoundation8120
    @skaifoundation8120 3 วันที่ผ่านมา

    Loved " marana ku barana". Thank you, OTV, for entertaining the world with a message. 🙏👍❤🤣

  • @soumyaranjanbarik4734
    @soumyaranjanbarik4734 13 นาทีที่ผ่านมา

    ଏ ସ୍କୁଲ୍ ର ଅବସ୍ତା ଦେଖିଲେ ଗୋଟେକଥା ମନକୁ ଆସୁଚି ଦୀପତଳ ଅନ୍ଧାର ଖୋଦ ରାଜଧାନୀ ପାଖ ସ୍କୁଲ୍ର ଯଦି ଏପରି ଅବସ୍ତା ତାହେଲେ ଉପାନ୍ତ ଜିଲ୍ଲା କଥା ?

  • @kunuminuofficial1399
    @kunuminuofficial1399 3 วันที่ผ่านมา

    Good message 🙏

  • @143Susanta
    @143Susanta 13 ชั่วโมงที่ผ่านมา

    ପିକନିକ କଥା ଠିକି କହିଲେ ବିନା ଧକଲମରେ ପିକନିକ ର ମଜା ଆସିନଥାଏ ସେଥିପାଇଁ ଧକଲମ ଟିକେ କର ମଜା ଆସିଯିବ ପିକନିକର 🤣😂🤣

  • @RajnikantaPadhy-b5m
    @RajnikantaPadhy-b5m 3 วันที่ผ่านมา

    Rajani Kanta padhy

  • @sudhansukumarbal3419
    @sudhansukumarbal3419 3 วันที่ผ่านมา

    Jai Krishna

  • @RanjanBehera-pq5qu
    @RanjanBehera-pq5qu 3 วันที่ผ่านมา

    Good morning Sare 🙏🙏🙏

  • @MAHESH.B-zu5vk
    @MAHESH.B-zu5vk 3 วันที่ผ่านมา +1

    Daru pk dan. ce Karen. . 😂😂😂😂😅😅😅

  • @User689-h9c
    @User689-h9c วันที่ผ่านมา

    Its ok Naveen sarkar bhul kale samaste janichanti au ebera So called remote Mohan sarkar bjd ra durguna dekheiki bahut asha dekheiki Sarkar ku asila... Already 6 month cross hei sarilani .Jadi bhubaneswar ra school ra sthiti sudhari paru nahanti tahele karuchanti kan....khali Modi ishara re nachuchanti...Amara katha kuha CM Mohan babu birodhi dalare thila bele bahut bada gapa maruthile, ebe sarkar ku asila pare Jharkhand election prachar au Delhi dauduchanti....

  • @SudhakarPanda-u3n
    @SudhakarPanda-u3n 3 วันที่ผ่านมา

    Narayan ke Mata Pita Ki Nahin

  • @Odia-Toka64
    @Odia-Toka64 3 วันที่ผ่านมา +1

    😂😂😂😂😂😂

  • @prasantapattanaik862
    @prasantapattanaik862 3 วันที่ผ่านมา +1

    ତମାଣ୍ଡୋ ବୋଧେ ସରକାରୀ ସ୍କୁଲ? ସେଇଥିପାଇଁ ଆଉ।