BJD ସହ ମିଶିବ କଂଗ୍ରେସ, ରାଜ୍ୟସଭା ନିର୍ବାଚନ ପାଇଁ ଅଗ୍ନିପରୀକ୍ଷା। BJP losing maturity in rajya Sabha.

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 340

  • @saraswatisahoo5171
    @saraswatisahoo5171 3 หลายเดือนก่อน +20

    ଏବେ ବିଜେଡି କଂଗ୍ରେସ ସହିତ ରହିଲେ ମଂଗଳ ହେବ । ବିଜେପି ସରକାର ପ୍ରେମରେ ପଡନ୍ତୁ ନାହିଁ।

  • @banshidharpatra5160
    @banshidharpatra5160 3 หลายเดือนก่อน +10

    ଅଟଳ ବିହାରୀ ବାଜପେୟୀ ପ୍ରଧାନ ମନ୍ତ୍ରୀ ଥିଲା ବେଳେ ସେ ସବୁ ଦଳର PM ହିସାବ ରେ କୌଣସି ଦଳ କୁ ଅପମାନଜନକ ଶଦ୍ଦ
    କହୁ ନ ଥିଲେ, କିନ୍ତୁ ମୋଦି ବେହିଆ ସୀମା ଡେଇଁ ଗଲେ, ସେଥିପାଇଁ BJP ପ୍ରତି ସବୁ ଦଳ BJP କୁ ଘୃଣା କରିବା ଆରମ୍ଭ କଲେଣି

  • @ramakrishnapradhan563
    @ramakrishnapradhan563 3 หลายเดือนก่อน +6

    ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ସାର୍, ଧନ୍ୟବାଦ ଅର୍ପଣ ଙ୍କୁ

  • @sinigahembramsiniga8356
    @sinigahembramsiniga8356 3 หลายเดือนก่อน +89

    ଏମିତିକା ତ ଅନେକ ଥର BJP କୁ, support କରୁଥିଲେ । BJD ଥରେ Congress କୁ support କରୁ କିମ୍ବା Congress ଦଳ BJD କୁ support କରୁ ଅସୁବିଧା କ'ଣ । ହେଇଯାଉ ମଝିରେ ମଝିରେ ପରିବର୍ତ୍ତନ । ନହେଲେ ଯମା ଖେଳ ହବନି

    • @archanabarik2330
      @archanabarik2330 3 หลายเดือนก่อน +1

      You are right.......👍👍👍👍👍👍

    • @ganeshsahoo656
      @ganeshsahoo656 3 หลายเดือนก่อน

      Nabin modi ku support Kariba wait

    • @archanabarik2330
      @archanabarik2330 3 หลายเดือนก่อน

      @@ganeshsahoo656 support Kari kii nama nele....auu Nuhen......

    • @satyabratadas3635
      @satyabratadas3635 3 หลายเดือนก่อน +1

      Bahut vla haba Rahul Gandhi Naveen babu misiki bjp ku thik size karibe

    • @akshyakrnayak4364
      @akshyakrnayak4364 2 หลายเดือนก่อน

      ​@@satyabratadas3635Rahul Gandhi ka Bap Koun Hea

  • @premanandasuna7436
    @premanandasuna7436 3 หลายเดือนก่อน +42

    ଠିକ୍ କଥା ସାର୍ ମୋଦି ସରକାର ଆମକୁ ପ୍ରତାରଣା କରୁଛି।

    • @padmanavsahoo8432
      @padmanavsahoo8432 3 หลายเดือนก่อน

      @@premanandasuna7436 ମନୋନୀତ ସଦସ୍ୟ ଯଦି ଗୃହ ରେ ଆଲୋଚନା ରେ ଭାଗ ନେବେ ତେବେ ଭୋଟ ଦେବେନାହଁ କାହିଁକି ? ଏଣୁ ମୋଦୀ ସରକାର ପ୍ରତାରଣା କଲେ କେମିତି କଂଗ୍ରେସ ସରକାର ସମୟରେ କଣ ଏହି ଭଳି ସଦସ୍ୟ ନଥିଲେକି ସେତେବେଳେ ସେମାନେ କଣ କଂଗ୍ରେସ ଦଳର ଥିଲେକି ?

  • @mrsahuhk1972
    @mrsahuhk1972 3 หลายเดือนก่อน +13

    ବିଜେପି ହଟା । ଦେଶକୁ ବଞ୍ଚା ।

  • @DipunBiswal-nl3ut
    @DipunBiswal-nl3ut 3 หลายเดือนก่อน +57

    Jay bjd Jay nabin pattnaik

  • @prafullakumarpradhan8129
    @prafullakumarpradhan8129 3 หลายเดือนก่อน +13

    ଇ ସାମ୍ବାଦିକ ତ ଠିକ କଥା କହୁଚି l

  • @ritanjalisamal8492
    @ritanjalisamal8492 3 หลายเดือนก่อน +26

    Absolutely right Sir.

  • @SidharthPrasadDas
    @SidharthPrasadDas 3 หลายเดือนก่อน +46

    ଯେତେ ଜଲ୍ଦି ମିଶିବା ଦରକାର, ବିଜେପି ନବୀନ ଠୁ ଯେତେ ସାହାଯ୍ୟ ପାଇ ଯେମିତି ଏବେ ଯାତ୍ରା କରୁଛି ସେ ଯାତ୍ରା ର ଉତ୍ତର ଯାତ୍ରା ରେ ଦେବା ଦରକାର ନବୀନ ବାବୁ ଯେତେ ଜଲ୍ଦି ଆଙ୍କ ଯାତ୍ରା ପାଟି ର ବାଉଁଶ ଓପାଡିବା ଦରକାର

    • @rabindrakumarmohanty9415
      @rabindrakumarmohanty9415 3 หลายเดือนก่อน +4

      @@SidharthPrasadDas ଵାଉଶ ଓପାଡି ଫୋପାଡି ଦେଲେ ଓଡିଶାର ସଚେତନ୍ ଭୋଟର ଆଉ କ୍ଷମତା କୁ ଆସିବା ପାଇଁ ଚେଷ୍ଟା ନ କରି ସନ୍ୟାସ ଗ୍ରହଣ କରିବା ଉଚିତ୍ କାରଣ ଯେତିକି ହେଲା ବହୁତ ହୋଇଗଲା। ପଚିଶ ବର୍ଷ କାଳ ମଲେଈ ଖାଇ ମନ ଶାନ୍ତି ହେଲାନି ଆହୁରି ଆଶା ଧନ୍ୟ ତମର ମାନସିକତା କୁ।

    • @SidharthPrasadDas
      @SidharthPrasadDas 3 หลายเดือนก่อน

      @@rabindrakumarmohanty9415 ଆସିବ ନା ଅପେକ୍ଷା କର ସମୟ କୁ ସବୁ ସମୟ ର ଖେଳ, ଅନ୍ଧ ଭକ୍ତ ଙ୍କୁ କାଟିବ ହେଲେ ଠିକ ଟା ଠିକ ନା, କୁଆଡେ ଗଲା ଓଡ଼ିଆ ଅସ୍ମିତା, କୁଆଡେ ଗଲା 3000 ଭତା, କୁଆଡେ ଗଲା ଧାନ ମୂଲ୍ୟ 3100, କୁଆଡେ ଗଲା 300 ଉନୀଟି ବିଜୁଳି, ଯା କୁ କିଳା କରିଥିଲ ସେଇ କିଳା ସମ୍ଭାଳ

    • @sudhakarrout5324
      @sudhakarrout5324 3 หลายเดือนก่อน +4

      ​​@@rabindrakumarmohanty9415ସେ BJD ଆସୁ କି Congress asu କିନ୍ତୁ BJP na ରହିବା ଦରକାର . ଯୋଉ ରାଜ୍ୟ ରେ BJP achhi ସେଠୀ ଏକଛାତ୍ର ଚାଲିଛି ଯାହା ଓଡ଼ିଶା ର ବି ଅବସ୍ଥା ସେୟା ଯିଏ ୟାକୁ ବୁଝିପାରୁନାହ କିଛି କହିବାର ନାହିଁ । Governor ra ପୁଅ ଆଜିକି 10 ଦିନ ହେଲା ଆରାମ ସେ ବୁଲୁଛି . BJD power re thile ସରକାର ଭଙ୍ଗିସାରନ୍ତେନି ଏହି BJP wala । Be Careful for BJP

    • @rabindrakumarmohanty9415
      @rabindrakumarmohanty9415 3 หลายเดือนก่อน

      @@sudhakarrout5324 ରାଜ୍ୟପାଳ ଏକ ସାମ୍ବିଧାନିକ ପଦ ତେଣୁ ଆଇନ୍ କୁ ତର୍ଜମା କରି ତାଙ୍କ ପୁଅ ଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ଜଣେ କର୍ତ୍ତବ୍ୟ ରତ ସରକାରୀ କର୍ମଚାରୀ ଙ୍କୁ ମାଡ ମାରିବା ନିହାତି ନିନ୍ଦନୀୟ ଘଟଣା ଏହାକୁ ସମସ୍ତେ ନିନ୍ଦା କରିଵା ଉଚିତ୍।

    • @daveramsey4
      @daveramsey4 3 หลายเดือนก่อน

      ​@@sudhakarrout5324
      Han bhai thik. Olta Se ASO jie mada khaila, tara transfer kari dele.

  • @BTSJK906
    @BTSJK906 3 หลายเดือนก่อน +5

    Nabin sir congress ku spot kara please BJP ku nuhe

  • @jagdishkumarrath4631
    @jagdishkumarrath4631 3 หลายเดือนก่อน +6

    ଓଡ଼ିଶା ବାସୀ ଙ୍କୁ ପ୍ରଭୁ ଜଗନ୍ନାଥ ଏ ଏକ ଛତ୍ର ବାଦି ତାନାଶ। ହି ବିଜେଡି ଅଣ ଓଡ଼ିଆ ସରକାର ଠୁ ମୁକ୍ତି ଦେଇ ଛନ୍ତି। କେଦାର ବାବୁ ଙ୍କୁ ବହୁତ୍ ବ।ଧି ଛି।ୟେ ସାମ୍ବାଦିକ କମ୍ ବିଜେଡି ପ୍ରବକ୍ତା ବେଶୀ।

    • @Official_B.kanhar
      @Official_B.kanhar 3 หลายเดือนก่อน

      Right

    • @daveramsey4
      @daveramsey4 3 หลายเดือนก่อน

      Au kan Babaji ka thullu milila Odisha ku budget re 😂
      Thik sala bhakua chodda odia lokanku

    • @pramodkumarjena3388
      @pramodkumarjena3388 2 หลายเดือนก่อน

      BJD ପ୍ରବକ୍ତା

  • @gopabandhubehera453
    @gopabandhubehera453 3 หลายเดือนก่อน +8

    ଏକଦଂ ଠିକ୍ କହିଛନ୍ତି

  • @ashokkumarmoharana7946
    @ashokkumarmoharana7946 3 หลายเดือนก่อน +4

    Good Constructive Analysis.

  • @srikantarauta8200
    @srikantarauta8200 3 หลายเดือนก่อน +1

    ମିଶିକି କଡା ଜବାବ ଦିଆଜାଉ

  • @bidyabhusanmohanty387
    @bidyabhusanmohanty387 3 หลายเดือนก่อน +5

    ତାନାଶାହି ଶାସନର ଅନ୍ତ ହେଇଛି

  • @stylestar486
    @stylestar486 3 หลายเดือนก่อน +27

    2029 ରେ INDIA ମେଣ୍ଟରେ BJD ରହିବା ଥୟ ✅✅

  • @MishraGb
    @MishraGb 3 หลายเดือนก่อน

    Satisfied. Thanks

  • @anilkumarpradhan6249
    @anilkumarpradhan6249 3 หลายเดือนก่อน +1

    You are right sir

  • @aravindapattanayak2966
    @aravindapattanayak2966 3 หลายเดือนก่อน +1

    You are right, Kedar Babu
    Thank u

  • @dr.girijashankarbal1028
    @dr.girijashankarbal1028 3 หลายเดือนก่อน +4

    ଏ ବାବୁ ସାମ୍ବାଦିକ ଅପେକ୍ଷା ବିଜେଡ଼ି ଚାମଚା ଭଳି ଲାଗୁଛି

    • @ganeswarpradhan6159
      @ganeswarpradhan6159 2 หลายเดือนก่อน

      Kintu tume chata andhabhakta nka pari laguchi.

  • @BhimarajSikaka-z7r
    @BhimarajSikaka-z7r 3 หลายเดือนก่อน +1

    Congress party jindabad ✊💯👊🤛❤

  • @AmrutDash
    @AmrutDash หลายเดือนก่อน

    ହେବା କଥା ମାତ୍ର ଦୁର୍ଭାଗ୍ୟର କଥା ଏଵେ ନିର୍ବାଚନ ହାରିଥିବା ନେତାଙ୍କୁ ରାଷ୍ଟ୍ରପତି ମନୋନୀତ କରୁଛନ୍ତି

  • @TapaswiniAcharya-j3e
    @TapaswiniAcharya-j3e 2 หลายเดือนก่อน

    Jay jaganath

  • @SuranjanBehera-d2t
    @SuranjanBehera-d2t 3 หลายเดือนก่อน

    Thankiu

  • @Ratnakarbhoi-f6z
    @Ratnakarbhoi-f6z 3 หลายเดือนก่อน +1

    Right, sir

  • @rabinarayanmohapatra4733
    @rabinarayanmohapatra4733 3 หลายเดือนก่อน +6

    Very verygood talk.

  • @pabakdasmohapatra8156
    @pabakdasmohapatra8156 3 หลายเดือนก่อน

    You are 100% right Sir

  • @bikramkesharideo4701
    @bikramkesharideo4701 3 หลายเดือนก่อน +6

    Very very interesting discussion bhai...mind blowing 👍

  • @kubercharanparida283
    @kubercharanparida283 3 หลายเดือนก่อน

    Right.

  • @ujjwalnaik8382
    @ujjwalnaik8382 3 หลายเดือนก่อน +2

    Right 👍

  • @Ukb3088
    @Ukb3088 3 หลายเดือนก่อน

    BJD ର ଚାରା ନାହିଁ , no option

  • @debasishpatra1366
    @debasishpatra1366 2 หลายเดือนก่อน

    Absolute Dear Sir.🙈

  • @salmontudu9152
    @salmontudu9152 3 หลายเดือนก่อน +1

    Good speech

  • @TrilochanPanda-f8y
    @TrilochanPanda-f8y 3 หลายเดือนก่อน +4

    Right sir

  • @dipusahoo3400
    @dipusahoo3400 3 หลายเดือนก่อน

    Right

  • @JdbJrjd
    @JdbJrjd 3 หลายเดือนก่อน

    Good news

  • @ganeshdas1699
    @ganeshdas1699 2 หลายเดือนก่อน

    👍👍👍👍👍

  • @dibyaranjan3454
    @dibyaranjan3454 3 หลายเดือนก่อน +2

    ସବୁ ଯାକ କଂଗ୍ରେସିଆ ତ ଯାଇ ବିଜେଡି ଘରେ ସରଣପସିଛନ୍ତି, ନବୀନ ପକେଟ୍ ରେ କଂଗ୍ରେସ୍ ପାର୍ଟି ଆଉ ମିଶିକି କି ସମର୍ଥନ କରିବା କଥା କଣ କହୁଛ???? ସେମାନେତ ମୁଳରୁ ମିଶିକି ଅଛନ୍ତି ଆଉ ମିଶିବାର ପ୍ରଶ୍ନ ଉଠିଲା କୋଉଠୁ??? ଖାଲି ଲୋକ ଦେଖାଣିଆ ଗୋଟେ ଫାର୍ସ ଚାଲିଛି। ସୁରକୁ ଦେଖୁନ ଗଳା ଫଟେଇ ଫଟେଇ କୁହୁଥିଲା ମୁଁ କଂଗ୍ରେସ,ମଲା ବେଳେ କଂଗ୍ରେସ୍ ପତାକା ଟେ ଦେବାକୁ କହୁଛି ତାଉପରେ ଦେଖିଲା ବେଳେ ସେଆଡେ କିନ୍ତୁ ନବୀନ ନିବାସରେ ଯାଇ ତା ପରାଜିତ ପୁଅ ସହିତ ଭେଟକରି ମିଶିବ ବୋଲି କହିକି ଆସିଛି

  • @Kapilendrasahoo2825
    @Kapilendrasahoo2825 3 หลายเดือนก่อน

    କଂଗ୍ରେସ ଗୋଟେ ଆତଙ୍କବାଦୀ ଦଳ, ବିଜେଡି ବି

    • @RajeshKumarManna-t8m
      @RajeshKumarManna-t8m 3 หลายเดือนก่อน

      BJP gote atankabadi dala goru kata company thu chanda neuthiba dala

  • @rabindrakumarnayak6106
    @rabindrakumarnayak6106 2 หลายเดือนก่อน

    ଏଟା ଆଗରୁ ହୋଇଥିଲା ନା ନାହିଁକି

  • @shishir7904
    @shishir7904 2 หลายเดือนก่อน

    Very good

  • @dillippradhan3536
    @dillippradhan3536 2 หลายเดือนก่อน

    very good

  • @alokmohanty-pk5kj
    @alokmohanty-pk5kj 3 หลายเดือนก่อน +9

    right katha kahucha

  • @narasinghpattjoshi1802
    @narasinghpattjoshi1802 3 หลายเดือนก่อน

    ଏ ଲୋକ ବିଜେଡିର କେବେ ଟଂକା ଖାଇଛି

  • @sanjuktamohanty9668
    @sanjuktamohanty9668 3 หลายเดือนก่อน

    You are right ✅️ 😌 👌 sir. You are unique having talent,intelligence,bold ness and strong personalty. 💪.

  • @SurendraMirdha-qo6tr
    @SurendraMirdha-qo6tr 3 หลายเดือนก่อน +3

    Only BJP

  • @manjulatasahoo8543
    @manjulatasahoo8543 2 หลายเดือนก่อน

    ମମତା ମହନ୍ତ କୁ ବୃଦ୍ଧି ଶିଖାଇବା ଦରକାର

  • @aswinipradhan2237
    @aswinipradhan2237 2 หลายเดือนก่อน

    ମତଲବି ଆଉ କଣ କରିବ ଇଲେକ୍ସନ ପୂର୍ବରୁ ବିଜେପି ସଙ୍ଗେ ଗଣ୍ଠବନ୍ଧନ ପାଇଁ ହାଇଁପାଇଁହଉଥିଲେ

  • @dhananjaysahoo4579
    @dhananjaysahoo4579 3 หลายเดือนก่อน +16

    ଓଡ଼ିଶାରେ ବିଜେଡିର ବି ସେଇ ଅବସ୍ଥା ଜନତା କରିଦେଲେ।

  • @ARout-s5m
    @ARout-s5m 3 หลายเดือนก่อน

    ଏ ବାବୁ ଜଣକ ଆଗାମୀ ମୁଖ୍ୟମନ୍ତ୍ରି ହେବେ

  • @sunilrauto5923
    @sunilrauto5923 3 หลายเดือนก่อน +18

    ଓଡ଼ିଶାରେ bjd ର ଏକଛତ୍ରବାଦ ଶାସନ ଲୋପ ହେଲା

  • @gobindasoren5689
    @gobindasoren5689 3 หลายเดือนก่อน

    କଂଗ୍ରେସ ହେଉଛି ଦେଶର କରାନା ଭାଇରସ 😂😂😂😂😂

  • @silpibrajendrarout5921
    @silpibrajendrarout5921 3 หลายเดือนก่อน

    ସମସ୍ତେ ଲାଗି ପଡିଛନ୍ତି ବିଜେପି ବିରୋଧରେ

  • @Skumar99-gm
    @Skumar99-gm 2 หลายเดือนก่อน

    Congress BJD ek ho jaoooo bjp mukta heba odisha re na hele bjp shasana kariba sabu bele ❤❤❤

  • @Rocky-e1m2w
    @Rocky-e1m2w 2 หลายเดือนก่อน

    Right katha bjd congress ye kathi heba darkar ❤

  • @ashokbudhia2333
    @ashokbudhia2333 3 หลายเดือนก่อน +1

    ଭଲ ହେବ ମେଣ୍ଟ ହେଲେ

  • @nagenkumardhar3226
    @nagenkumardhar3226 3 หลายเดือนก่อน

    ଏ ସାମ୍ବାଦିକଟା ପାଗଳ ହୋଇଗଲାଣି

    • @umakantasahu8105
      @umakantasahu8105 3 หลายเดือนก่อน

      Sata kahidele pagala hoigale gobar

  • @anathswain5141
    @anathswain5141 2 หลายเดือนก่อน

    BJP jitao Desh bachao.

  • @gourangasa6027
    @gourangasa6027 3 หลายเดือนก่อน +1

    କଂଗ୍ରେସ ଦଳ ଓ BJD ଦଳ ଗୋଟିଏ ଲାଉର ମଂଜି।

    • @DmPanda-mx8ws
      @DmPanda-mx8ws 3 หลายเดือนก่อน

      Tu kea

    • @pradeeppradhan6133
      @pradeeppradhan6133 3 หลายเดือนก่อน

      Congress kahaku basire pachareni a Bjp nuhe ea heuchi Congress jie desh ku suyadhino deichi

  • @kumarmitanofficial9631
    @kumarmitanofficial9631 3 หลายเดือนก่อน

    Good speach

  • @babajinath2067
    @babajinath2067 3 หลายเดือนก่อน

    ONLY BJP BJP BJP BJP BJP 🚩🚩🚩🚩🚩🚩🚩🚩🚩

  • @RamachDas-v2t
    @RamachDas-v2t 3 หลายเดือนก่อน +1

    ଏ ଲୋକ ଟି ପାଗଳ ଆ କଥା ରେ କିଛି ମୁଲ୍ୟ ନାହିଁ

  • @ghasiramdalapati523
    @ghasiramdalapati523 3 หลายเดือนก่อน +2

    ତତେ ଚପଳ ରେ ପିଟିବା କଥା ଶଳା ହାରାମି

    • @Brpbs
      @Brpbs 3 หลายเดือนก่อน

      😂😂ତୁ କିଏ ବେ ମାରିବାକୁ ତୁ ଚୋର ତ ଚପଲ ର ଦାମ୍ କେତେ ବେ କହ ଗୁଣ୍ଡା ଦାଦାଗିରି କରୁଛୁ ତୁ ବିଜେପିର କୁକୁର 😡😡😡😡

  • @pradeeppradhan6133
    @pradeeppradhan6133 3 หลายเดือนก่อน

    Aak dum tik

  • @janardandas4258
    @janardandas4258 3 หลายเดือนก่อน +3

    ଏ କହୁଥିଲା.. ନବୀନ୍ ବାବୁଙ୍କ ହାତ ରେ 90 seat ଛି.. ତା ପରେ ଯାହା ହେବ..

  • @jitendradash5617
    @jitendradash5617 3 หลายเดือนก่อน

    ସାର୍ ,ଆଉ ସଭ୍ୟାପଡ କାହାର ରଦ୍ଧ କରିବେ ନାହିଁ ତ,?

  • @BabliMantry
    @BabliMantry 3 หลายเดือนก่อน +3

    Rahul Gandhi next pm

  • @Ukb3088
    @Ukb3088 3 หลายเดือนก่อน

    Congress chahuni odisha re sasan karibaku

  • @suparfonyfamily
    @suparfonyfamily 3 หลายเดือนก่อน

    Good decision

  • @Sidheswar80
    @Sidheswar80 2 หลายเดือนก่อน

    Perfect decision......... sadharana loka nka samasya ku bhulijaithiba sarkar ku pane miliba darkar

  • @balmukundadas3205
    @balmukundadas3205 3 หลายเดือนก่อน +1

    Very good analysis. perfect journalism.

  • @sesadebadash4222
    @sesadebadash4222 2 หลายเดือนก่อน

    ଟାଉଟରଟା

  • @tapankumarsahoo9302
    @tapankumarsahoo9302 3 หลายเดือนก่อน

    You are Right 👍 Sir

  • @arobindanayak7653
    @arobindanayak7653 3 หลายเดือนก่อน +3

    😮 Jadi BJD , CONGRESS Alliance Hebo in Future re . Kiye Kou Seat re Stand karibo .

  • @srikantpanda6920
    @srikantpanda6920 3 หลายเดือนก่อน +12

    Congress And BJD Should Do Alliance Naveen Sir Please You Are Becoming Weak

  • @Swapnashu
    @Swapnashu 3 หลายเดือนก่อน

    hau misu...badhia

  • @brajakishorenayak1227
    @brajakishorenayak1227 2 หลายเดือนก่อน

    Bjp jindabad

  • @dineshmohanty182
    @dineshmohanty182 3 หลายเดือนก่อน

    ଏ ଶଳା ଟା, ବିଜେଡି ର ଚାମ୍ଚା

  • @jbfriendmedia2458
    @jbfriendmedia2458 3 หลายเดือนก่อน +1

    Bjd congress mishile odishare kebebi bjd or congress jitibani

  • @bijoyapriyadarsinidash922
    @bijoyapriyadarsinidash922 2 หลายเดือนก่อน

    BJD ହାରିବାକୁ ଏ ତେଲିଆ ସାମ୍ୱାଦିକ ବାବୁ ଟା ସହି ପାରୁନି। ମରିଯିବ ରେ ଏଇଟା। Heart stroke ହେଇଯିବ ଲାଗୁଚି

  • @dillippradhan3536
    @dillippradhan3536 3 หลายเดือนก่อน

    Jay bjd Jay congress

  • @bapinasethi5748
    @bapinasethi5748 3 หลายเดือนก่อน

    ନବୀନ ବାବୁ ଯେତେବେଳେ ଶାସନ କରୁଥିଲେ ସେଇଟା ଏକଛତ୍ରବାଦ ନଥିଲା।ଏବେ ଏକଛତ୍ରବାଦ ହଉଚି। ଇଏ ଗୋଟେ ବାଳ କଥା କହୁଚି। ଇଏ ଗୋଟେ bjd chamcha। Election ପୂର୍ବରୁ ବାଳ analysis କରୁଥିଲା ଏବେ ବି ବାଳ analysis କରୁଛି

  • @Ambassador_Christ
    @Ambassador_Christ 3 หลายเดือนก่อน

    Long live Naveen Patnaik 🎉

  • @manishapattanayak2152
    @manishapattanayak2152 3 หลายเดือนก่อน

    ଏବେ ବିଜେଡି କଂଗ୍ରେସ ଦଳ ସହିତ ମିଶି
    1 ସଦସ୍ୟ ରାଜ୍ୟ ସଭାକୁ ପଠେଇବା ଉଚିତ

  • @Lkrs57
    @Lkrs57 3 หลายเดือนก่อน

    Na Congress

  • @tusarkantadhal5202
    @tusarkantadhal5202 3 หลายเดือนก่อน

    BJD ସହ Congress ନା Congress ସହ BJD

  • @SMILAN_143
    @SMILAN_143 3 หลายเดือนก่อน +1

    ମଜା ଆସିଗଲା 😂😂😂😂😂😂

  • @NirakarMalik-lm2yz
    @NirakarMalik-lm2yz 2 หลายเดือนก่อน

    ଏବେ ତୁ ମନ୍ୱିତ କରିବୁ

  • @nirakarsahoo7004
    @nirakarsahoo7004 3 หลายเดือนก่อน +7

    ଏଇ ଲୋକଟି ନିଜକୁ ଭାବେ ଗୋଟିଏ ବଡ଼ ସାମ୍ବାଦିକ !!!! ଆପଣ ସୁପ୍ରିମକୋର୍ଟ ରେ ପିଟିସନ ଦାୟର କରୁ ନାହାନ୍ତି, କିଏ ମନା କରୁଛି କି ? ବିଜେପି ର ବିକଳ୍ପ କିଏ ଦେଶରେ ? ଜନସାଧାରଣ ୧୯୭୭ ର ଖିଚିଡି ସରକାର ରୁ ବହୁତ ଶିକ୍ଷାଲାଭ କରିଛନ୍ତି ଓ ଆଗାମୀ ୫୦ ବର୍ଷ ମଧ୍ୟରେ ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳର ମିଳିତ ସରକାର ୫ ବର୍ଷ ତିଷ୍ଠି ପାରିବ ନାହିଁ ଏବଂ କଂଗ୍ରେସ ଏକାକୀ ସରକାର ଗଠନ କରିବା ଏକ ପ୍ରକାର ଦିବା ସ୍ୱପ୍ନ । କେଦାର ମିଶ୍ର କାହା ପାଇଁ ଓକିଲାତି କରୁଛନ୍ତି ସ୍ପଷ୍ଟ ଭାବେ ମତାମତ ରଖନ୍ତୁ , ଯେଉଁଭଳି ଭାବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ପାଇଁ ଓକିଲାତି କରି ଏବେ ବେଲଜ୍ୟା ଭାବରେ ମୁହଁ ଦେଖାଉଛନ୍ତି। ଘୋର୍ ଲଜ୍ୟା ------

    • @kapilasmahakur8371
      @kapilasmahakur8371 3 หลายเดือนก่อน +1

      Right 👍

    • @maheswarpujhari4503
      @maheswarpujhari4503 3 หลายเดือนก่อน +1

      ଏ ଲୋକ କାହାର ମୁଖପାତ୍ର ଜଣାପଡିନି

    • @bikashmoharna783
      @bikashmoharna783 3 หลายเดือนก่อน

      Khichidi sarkar kie ethoro ro janamata ru janipariloni ki. 303 seat ru 240 seat and next term ku full sofa hoijibara adhiko sambhabana. Keteta deithiba pratisruti tumo Bina khichidi wala sarkar karichi last 10 yrs re desha re. And desho development pai karichi kn Bina khichidi sarkar last 10 yrs re. Kichhi idea achhi na khali what's up University ra Gyana bantibaku asicho

    • @rabindrakumarsahoo4920
      @rabindrakumarsahoo4920 3 หลายเดือนก่อน

      ଏ ସାମ୍ବାଦିକ କେଦାର ମିଶ୍ର ଜଣେ ବିଜେପି ବିରୋଧୀ ବ୍ୟକ୍ତି।ତାଙ୍କର ଭାଷା ଜଣେ ନିରପେକ୍ଷ ସାମ୍ବାଦିକର ନୁହଁ, ବିରୋଧୀ ଦଳର ନେତାର ଭାଷା ଭଳି। ବରଂ ଭଲ ହୁଅନ୍ତା,ସେ ଏ ସାମ୍ବାଦିକତା ଛାଡି ରାଜନୀତି କଲେ।ସେଠି ଯେତେ ଭଡଭଡ ହେଲେ କାହାର କିଛି ଅସୁବିଧା ନାହିଁ।ଅତି ନୀଚମାନର ସାମ୍ବାଦିକତା। ଛିଃ।ଧିକ୍।

    • @Kapilendrasahoo2825
      @Kapilendrasahoo2825 3 หลายเดือนก่อน

      Right

  • @RadhakantaDakshinray-e8h
    @RadhakantaDakshinray-e8h 3 หลายเดือนก่อน

    BJP ର ଗୋଟେ ବାଳ ବି ବଙ୍କା କରି ପାରିବ ନାହିଁ bjd କାରଣ ରାଜ୍ୟ ସଭାରେ ସଂଖ୍ୟା ନଥାଇ ମଧ୍ୟ ବହୁ ଗୁରୁତ୍ୱ ପୂର୍ଣ୍ଣ ବିଲ୍ ପାସ କରାଯାଇଛି ସେ ଅଙ୍କ BJP କୁ ଜଣା ତାଛଡା bjd ତ ୧୦ବର୍ଷ କଂଗ୍ରେସ କୁ ସମର୍ଥନ କରିଆସିଛି।

    • @s.mohapatra-i1k
      @s.mohapatra-i1k 3 หลายเดือนก่อน

      😂😂😂😂BJD 2014 ରୁ ରାଜ୍ୟ ସଭାରେ କଂଗ୍ରେସ କୁ ନୁହେଁ BJP କୁ ସମର୍ଥନ କରୁ ଥିଲା

  • @kailashnayak6435
    @kailashnayak6435 2 หลายเดือนก่อน

    ✋🏻✋🏻✋🏻✋🏻✋🏻✋🏻✋🏻✋🏻✋🏻✋🏻✋🏻

  • @padmanavsahoo8432
    @padmanavsahoo8432 3 หลายเดือนก่อน +1

    ଵି ଆର ଆମ୍ବେଦକର ର ବୋଧେ ତମେ ପରାମର୍ଶ ଦାତା ଥିଲ ତୁମେ ଯଦି ନଥାନ୍ତ ସମ୍ବିଧାନ ହୋଇ ପାରିନଥାନ୍ତା

  • @sanatanapradhan7483
    @sanatanapradhan7483 3 หลายเดือนก่อน

    ସବୁ ଭୁଲ ତଥ୍ୟ

  • @AkshayNayak-iy8fy
    @AkshayNayak-iy8fy 2 หลายเดือนก่อน

    Sat

  • @TrinathSahu-ho5dc
    @TrinathSahu-ho5dc 3 หลายเดือนก่อน

    2029 puni BJP ashiba

  • @nilamanikar954
    @nilamanikar954 3 หลายเดือนก่อน +6

    କାହିଁକି କଂଗ୍ରେସ ଦଳ ବିଜେଡି ସାଙ୍ଗରେ ମିଶିବ ? ବିଜେଡି ହିଁ ଗତ 25 ଧରି କଂଗ୍ରେସ ର ବହୁତ୍ କ୍ଷତି କରିଛି ।ଏବେ ବିଜେଡି ର ଅସୁବିଧାରେ କାହିଁକି କଂଗ୍ରେସ ତାଙ୍କୁ ମିଶି ସାହାଯ୍ୟ କରିବ ?

    • @archanabarik2330
      @archanabarik2330 3 หลายเดือนก่อน

      Congress a ka a ka sabu olatiba...😡😡

  • @sivaprasadmishra6527
    @sivaprasadmishra6527 3 หลายเดือนก่อน +13

    ଏ ଲୋକ ନିଜକୁ ବହୁତ ବଡ ପଣ୍ଡିତ ଭ।ବୁଛି।

  • @mauditripati2254
    @mauditripati2254 3 หลายเดือนก่อน

    କଂଗ୍ରେସ ଯଦି BJD ସହିତ ମିଶିଲେ କଂଗ୍ରେସ ବାଳ ଖାଇଜିବ ।

  • @s.mohapatra-i1k
    @s.mohapatra-i1k 3 หลายเดือนก่อน +4

    ଓଡ଼ିଶା ବିଧାନସଭା ରେ bjp ର 80 ବିଧାୟକ ଅଛନ୍ତି ତେବେ ତ ସେମାନେ 2 ଟା ସାଂସଦ ପଠାଇ ପାରିବେ

    • @LAXMINARAYANNAYAK2000
      @LAXMINARAYANNAYAK2000 3 หลายเดือนก่อน

      5 ଟି ପଠାଇ ପାରିବେ ୧୫ ବିଧାୟକ ରେ ୧ ସାଂସଦ

    • @FactDynamics
      @FactDynamics 3 หลายเดือนก่อน

      @@LAXMINARAYANNAYAK2000 abe every 2 year re election hue.............3 ta seat pain..