Bandha heba mo sworga nisuni | badal kumar | jagannath bhajan
ฝัง
- เผยแพร่เมื่อ 8 ก.พ. 2025
- voice - badal kumar
lyric - badal kumar
music - badal kumar
ଉପରୋକ୍ତ ଦୃଶ୍ୟଟି ଏକ ନିଚ୍ଛକ ବାସ୍ତବ କାହାଣୀ ଟିଏ. ଯାହା ଶୁଣିବାକୁ ଗଳ୍ପ ପରି ଲାଗିଲେ ମଧ୍ୟ ଏକ ହୃଦୟ ବିଦାରକ ସତ୍ୟ ଘଟଣା...
ଏହା ଏକ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ଜୀବନର ଶେଷ ସଙ୍ଗୀତ ଯାହା ସେ ମରିବାର କିଛିଦିନ ପୂର୍ବରୁ ପ୍ରସ୍ତୁତି କରିଥିଲେ ଏବଂ ନିଜ ସାଙ୍ଗ(ଗୀତିକାର) ଙ୍କୁ call କରି କହିଥିଲେ ଯେ ମୁଁ ଗୋଟେ ଗୀତ ସେମିତି ଲେଖିଦେଇ ସ୍ୱର ଦେଇଛି ତମେ ଭଲସେ ଲେଖିକି ଦେଲେ ମୁଁ ଗୀତ ଟିକୁ ସମ୍ପୂର୍ଣ୍ଣ କରିବି ଏବଂ ଏ ଗୀତ ଟା କାହାକୁ ଦେବାନି lockdown ସରିଲେ ମୁଁ ନିଜେ ଗାଇବି ମାତ୍ର କିଛିଦିନ ପରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା ସଙ୍ଗୀତର ସ୍ୱପ୍ନ ସବୁ ସ୍ୱପ୍ନ ରେ ରହିଗଲା...
ସେ ଗାଇକି ଶୁଣେଇଥିବା call record ରେ ତାଙ୍କ ମରିବା ପର ଦୃଶ୍ୟ କୁ ଗୀତିକାର ସାଙ୍ଗ ଜଣଙ୍କ mobile ରେ କଏଦ କରି ସେହି voice ରେ edit କରିଥିଲେ ସାଙ୍ଗ ର ମୃତ୍ୟୁ ର ଶୋଭାଯାତ୍ରା ରେ ସେ ଅନୁଭବ କରିଥିଲେ ଗୀତ ର ଭାବ ଏବଂ ଲେଖା ଥିବା ପ୍ରତିଟି ଶବ୍ଦ କୁ. ସତେ ଯେପରି ସଙ୍ଗୀତ ପାଇଁ ମିଳିଥିଲା ଭବିଷ୍ୟ ସୂଚନା.... ନିଜେ ଗାୟକ ହେବାର ସ୍ୱପ୍ନ ଦେଖିଥିଲେ ହେଲେ ସେ କଣ ଜାଣିଥିଲେ ନିଜ ସଙ୍ଗୀତ ରେ ନିଜକୁ ନାୟକ ସାଜିବାକୁ ହେବ ବୋଲି...
ଏହି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ସ୍ୱପ୍ନ କୁ ସାକାର କରିବାକୁ ଯାଇ ଏ ଗୀତ ଟିକୁ ଯଥା ଶୀଘ୍ର ଆମେ "star music11" youtube channel ମାଧ୍ୟମରେ ରେ ଆପଣମାନଙ୍କ ସାମ୍ନା କୁ ନେଇ ଆସିବୁ.... 🙏🙏🙏
ହେ ଭଗବାନ ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ
😭😭😭😭😭😭
Mora biswas hauni ki badal bhai ee dunia re auu nahanti, God tuma attma ku Santi diantu.. 😔😔
Muna bhai miss u 😭😭😭😭
ସତରେ ଗଭୀର ଭାବରେ ଚିନ୍ତା କଲେ ଏହା ଏକ ଅଲୌକିକ କାହାଣୀ ପରି ଲାଗୁଛି ମୃତ୍ୟୁ ପୂର୍ବରୁ ଏପରି ସଙ୍ଗୀତ
ସତେ ଯେମିତି ଜଣାଥିଲା
Jay jagannath
Mo Bhai lo I really missd U....
Bhagavan tumaku jouthii janm diantu sure tume bada music director heii janm neisaribanii mor asa 🙏🙏🙏Jaya jagannath
Miss you 😭😭😭😭
Bhai nka atmaku santi milu etiki jagannatha pakhare maguchhi
I love you munna babu ll Miss you always ll 👌👌👌🙏🙏🙏🙏😭😭😭
Miss you badal Bhai
Very sad...
Bhagaban tanka Atma ku Santi diantu
😭😭😭so sad
ନମସ୍କାର 🙏🙏🙏 ମୁଁ ଗୀତିକାର ସତ୍ୟପ୍ରିୟ... ଏହି କାହାଣୀ ଟି ଏକ ନିଷ୍ଠୁର ସତ୍ୟ ଉପରେ ଆଧାରିତ upload ହୋଇଥିବା ଚିତ୍ର ରେ call record ର audio ଦିଆଯାଇଛି ଯାହା ଥିଲା ଜଣେ ଯିବା ସଙ୍ଗୀତ ନିର୍ଦ୍ଦେଶକ(ବାଦଲ କୁମାର) ଙ୍କ ଜୀବନର ଶେଷ ନିର୍ଦ୍ଦେଶନା ମରିବାର କିଛି ଦିନ ଆଗରୁ ମୋତେ call କରି କହିଥିଲେ - ମୁଁ ଗୋଟେ ଗୀତ ଟେ କରିଛି ଆଡୁ-ସାଡ଼ୁ କି ଲେଖିକି ସ୍ୱର କରିଛି ତମେ total ଟା ଲେଖିକି ଦେଲେ ମୁଁ ସମ୍ପୂର୍ଣ୍ଣ ସ୍ୱର କରିବି ଏ song ଟା ଆମେ କୋଉ singer ଙ୍କୁ ଦେବାନି lockdown ଉଠିଲେ record କରିବା ମୁଁ ନିଜେ ଗାଇବି.... ମୋର ଏତେ ଟା ଧ୍ୟାନ ନଥିଲା ଏ କଥା ଉପରେ କିନ୍ତୁ ତାର କିଛିଦିନ ପରେ ତାଙ୍କର ଅକାଳ ବିୟୋଗ ପରେ ମୁଁ ବହୁତ ମର୍ମାହତ ହୋଇପଡିଲି ମୋର ହଠାତ ମନେ ପଡିଗଲା ସେଇ କେଇ ପଦ କଥା.... ହଠାତ save ରଖିଥିବା call recording ରୁ ଯାଇ ଶୁଣିଲି ସେଇ ଗୀତ... ନିଜକୁ ବିଶ୍ୱାସ ହେଉନଥାଏ ଏହା କେମିତି ସମ୍ଭବ ନିଜ ଗୀତ ସହିତ ନିକଟ ଭବିଷ୍ୟତ କେମିତି ମିଶିଗଲା.... ଏବଂ ତାଙ୍କର ମୃତ୍ୟୁ ର ଯାତ୍ରା କୁ ପୁରୀ ବଡ ଡାକ୍ତରଖାନା ରୁ ବଡ଼ ଦାଣ୍ଡ ଦେଇ ସ୍ୱର୍ଗ ଦ୍ଵାର ରେ ଦାହ ହେବା ର ପ୍ରତ୍ୟକ ଟି ଦୃଶ୍ୟ ଭିତରେ ମୁଁ ଅନୁଭବ କରିଥିଲି ସେ ଗାଈ ଯାଇଥିବା ସେଇ ସଙ୍ଗୀତ ର ଭାବ ସହ ଲେଖି ଯାଇଥିବା ପ୍ରତ୍ୟକ ଟି ଶବ୍ଦ... ସତେକି "କାଳ" ଆସି ନିଜ ଭିତରେ ଏପରି ସଙ୍ଗୀତ ସୃଷ୍ଟି କରିଦେଇ ତାକୁ ବାସ୍ତବ ରେ ପରିଣତ କରି ଚାଲିଗଲା.. ସେହି ସମୟରେ ଏହି ଦୃଶ୍ୟ ସବୁ ନିଜ mobile camera ରେ ସାଇତି ଥିଲି.....
Sad news
😭😭😭
Bahut dukhada ghatana
Very sad ... Jay jagannath
Very sad news
Very sad....amara atmara sadgati heu
Badal Kumar funtastic music director and singer
my class ment friend badal
i miss you
Really very sad
Very sad Jay jagannath
Amara atmaku Santi milu
Bahut bhala gita bolanti bhala music bi karanti...biswas hauni e gita suni emiti haba boli
So sad
Very sad
Silu dada eita tumara channel ki
Jay jagannath
So sad
Jay jagannath
Jay jagannath
jay jagannath
Jay jagannath
Jay Jagannath
Jay jagannath
Jay jagannath