SIR Namaskar (Deheradun kisam dhana) Ebe ta dhan thoda abasta kintu dhana gachha pura green nahi isat haladia dekha jauchhi.Ebeta urea sara dei hebani kan debi ? Mun NPK 00 52 34 saha boron20% spray karibi boli bhabichhi. Aau gota katha kichhi buda sukhijaichhi bodhe gundi poka lagichhi tenu kichhi paramarsa diantu.
Sir 🙏 Dhana pachiasuchi hele patra podi jauchi kana sprey kariba sir pleasekuhantu
କିଛି ଦରକାର ନାହିଁ।ସ୍ପ୍ରେ ନକଲେ ଚଳିବ
Good advice sir
Thank you
ଜୟ ଜବାନ ଜୟ କିଷାନ
ଧନ୍ୟବାଦ
Sir, Pawan re dhan agadi hele kipari rakhya kariba
Supar kilar
SIR Namaskar (Deheradun kisam dhana) Ebe ta dhan thoda abasta kintu dhana gachha pura green nahi isat haladia dekha jauchhi.Ebeta urea sara dei hebani kan debi ? Mun NPK 00 52 34 saha boron20% spray karibi boli bhabichhi. Aau gota katha kichhi buda sukhijaichhi bodhe gundi poka lagichhi tenu kichhi paramarsa diantu.
Very nice information .
Thanku sir.
Welcome
Very Nice information
Thank you
Good advice sir 🙏.
Thanks and welcome
Sir 🙏🏻
Allu chasa pai
Allu lagai ba samaya re kau sara deba
Cauliflower chera kalala padi jhauli chauchhi kana dele thik heba sir
Sir aee time re ethoion 50 EC dele kemiti heba
ପୋକ ନ ଲାଗିଲେ ବ୍ୟବହାର କରନ୍ତୁ ନାହିଁ
ସାର ମେଡ଼ିସିନ୍ କିଣିବାପାଇଁ କୋଉଠି କୁ ଯିବା ଯୋଉଠି ଉପଲବ୍ଧ ଥିବ
Hyveg akshita bhala na kaveri akshiri bhala kuha sir
ଉଭୟ କିସମ ଭଲ
Sat madicen kauthi miliba
Blitox ସହିତ chess insecticide,sagarika liquid ମିଶାଇ ବ୍ୟବହାର କରିପାରିବା କି
Pesticide ସହିତ Fungicide ମିଶାନ୍ତୁ ନାହିଁ
Sir batya pare dhana ga66a haladia padi jai6i kn kariba kuhanti
ବାତ୍ୟା ପରେ ଅଧିକ ବର୍ଷା ଓ ପବନ ଫଳରେ ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଫସଲରେ Potash ସାର 1ମାସ ମଧ୍ୟରେ ପ୍ରୟୋଗ କରି ନାହାନ୍ତି ତେବେ potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।
1. Copper oxychloride 50% WP (Blitox 50) drum ପ୍ରତି 37gm ସହିତ Plantomycine drum ପ୍ରତି 15gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ କିମ୍ବା
2. Copper oxychloride 50% WP (Blitox 50) drum ପ୍ରତି 37gm ସହିତ Streptocycline 2gm ମିଶାଇ ସ୍ପ୍ରେ କରନ୍ତୁ କିମ୍ବା
3. Conika lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ନମସ୍କାର ମୁଁ କଳାହାଣ୍ଡି ରୁ ବର୍ତ୍ତମାନ ଧାନ ବାହାରିବା ଅବସ୍ଥାରେ ଅଛି ଏ ସମୟରେ fillia ଦେବା ନା amistar top ଦେବା କଉଟା best ରିଜଲ୍ଟ ଦେବ ଯାହା କି ଧାନ ଅଧିକ ରୁ ଅଧିକ ଅମଳ ହେଇପାରିବ
ଉଭୟ ଭଲ କାମ ଦେବ।Filia କୁ ବ୍ୟବହାର କରନ୍ତୁ
🙏ଧନ୍ୟବାଦ, ଆପଣ ସଠିକ ସମୟରେ ସୂଚନା ଦେଉଥିବାରୁ l
Sir ମୋର ଗଲା ଥର କେଣ୍ଡା ବାହାରିବା ବେଳୁରୁ ହିଁ 40% କଳା ଧାନ ବାହାରିଥିଲା ଯାହା ଅଗାଡିକୁ ବି ଅଯୋଗ୍ୟ ଥିଲା l ଏମିତି କଣ ପାଇଁ ହେଇ ଥିଲା?
ବିହନ ରେ ସମସ୍ୟା ଥିଲା ନା ଅନ୍ୟ କିଛି ?
Basant seeds ର S49 veraity କରିଥିଲି l
Video ରେ ସମସ୍ତ ତଥ୍ୟ ରହିଛି
Sir, Konica spray karibar 15 dina pare dhanra aga patra haladia dekha jauchhi, dhana abe thora baharuchhi, authare Konica spray kariparibi ki, please tike janaibe sir.
ଧାନ ରେ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ।Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Conika କୁ ଆଉଥରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Thank you sir.
Sir corveta Galileo sensa fungicide deichi hobo ki
ହଁ କାମ କରିବ
Sir Namaskar daya kari upaya kahibe mo aga comment re
Saefhar mathni daly dhan kharp nae hoa sri
Sir mora dhana jami re BLB lagichi mu Ju pottash -2000 + Tricyclazole 75%WP deithili 15 days heijiba but change heunahi .. please suggest me sir
BLB ପାଇଁ Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ
Thanks a lot Sir🙏
ସାର ମୋ ଧାନରେ ମାଠିଆ ଗୁଡି ପୋକ ଲାଗୁଛି
Pymetrozyme ya pexalon use karantu@@rabikantaparida8792
Sir 🙏. False smut Puja dhana re bahut Lage. Mo dhana booting stage re nativo deichi. False smut ku b nativo kama deba ki. Please suggest me sir 🙏.
ହଁ False smut ପାଇଁ NATIVO କାମ ଦେବ
Nativo କେବେ ସ୍ପ୍ରେ କରିବା
ଧାନ କେଣ୍ଡା ବାହାରିବା ପୂର୍ବରୁ
Sir baigan gachha mula sarua hoijaluchhi sir kuhantu
ଝାଉଁଳା ରୋଗ ଲାଗିଛି।
Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ drenching କରନ୍ତୁ।
Amistar lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ
Bina panire kipori chasa heba taha kohun
ବିନା ପାଣିରେ ମଣିଷ ବଞ୍ଚିବ ନାହିଁ ଗଛ କେମିତି ବଞ୍ଚିବ ?
Dhana. Re. Sadha. Roga. Lagile. Kana. Spray. Kariba
Nativo lit ପ୍ରତି 0.5gm ବା Amistar top lit ପ୍ରତି 1ml
ହରଡ଼ ର ଫୁଲ ଅବସ୍ଥାରେ ଫୁଲ ନ ଝଡ଼ିବା ପାଇଁ ଓ କିଟ ପତଙ୍ଗ ରୋକିବା ପାଇଁ କେଉଁ କେଉଁ ଔଷଧ ସିଞ୍ଚନ କରିବା।
Hormone ସ୍ପ୍ରେ କରନ୍ତୁ।ମାଟି ଓଦା ଥିବା ସମୟ ରେ hormone Planofix କୁ 4ଲିଟର ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ପୋକ ଲାଗିଲେ କୀଟନାଶକ ସ୍ପ୍ରେ କରନ୍ତୁ।ତା ପୂର୍ବରୁ ସ୍ପ୍ରେ କରନ୍ତୁ ନାହିଁ
ଆଗରୁ ଭିଡିଓ କରିଥିଲେ।ସିନା ଧାନ ପାଚିବା ଆରମ୍ଭ ହେଲାନି।
Ok
ତେଜସ ସହିତ ସାଇପରମେଥିନ ମିଶାଇଲେ ଚଳିବ
ସାର କଲରା ଗଛ ରେ କଷି ଆରମ୍ଭ ରୁ ପାଚିଲା ହେଇ ଯାଉଛି. କଣ କଲେ ଆଉ ହେବନି ଟିକେ ପରାମର୍ଶ ଦେବେ.
କଲରା ଫସଲରେ NPK 0:52:34 ଲିଟର ପ୍ରତି 5gm ସହିତ Boron 20% ଲିଟର ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
2ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ
Aapankar no tk daun sir
ଗୋଟିଏ ଗୋଟିଏ କେଣ୍ଡା ରେ ବିବର୍ଣ୍ଣ ଦେଖା ଯିବାରୁ Propiconazole25 EC + Tricyclozol 75WP ଦେଇଛି ସାର୍ କାମ ଦେବ କି ନାହିଁ।
Sir me b same 2 same deuchhi
ଠିକ୍ ଅଛି
ସାରେ ଧାନ ଗଛ ମୁଣ୍ଡା ମାରିଛି ଅଳ୍ପ କିଛି କରି ହବକି କହିବ ।
ଧାନ ଫସଲ ରେ ଦହିଆ ପୋକ ଲାଗିଲେ ଗଛ ମୁଣ୍ଡା ମାରୁଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।
Diafenthiuron 50%WP lit ପ୍ରତି 2gm ବା
Movento lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Avencerglow
Thank you
ସାହୁ ବାବୁ କଣ କଲେ ଏକା ଥର କୁ ଧାନ ବାହାରିବ।
ଧାନ ର କିସମ ଓ ସୁଧତା ଉପରେ ଏହା ନିର୍ଭର କରିଥାଏ
ଧାନ ବାହାରି। ଛି। କ ଅଣ। ଵିଷ ପଢିଵ
ରୋଗ ପୋକ ନ ଲଗିଲେ ବିଷ ପକାନ୍ତୁ ନାହିଁ
Propiconazole25ec
Thank you
Sir. apnaka mo/no deba