ନୀଳଶଇଳ କବଚର ମହିମା ଓ ମାହାତ୍ମ୍ୟ | ଅଚ୍ୟୁତାନନ୍ଦ ଦାସ ମାଳିକା |
ฝัง
- เผยแพร่เมื่อ 25 พ.ย. 2024
- ନୀଳଶଇଳ କବଚର ମହିମା ଓ ମାହାତ୍ମ୍ୟ | ଅଚ୍ୟୁତାନନ୍ଦ ଦାସ ମାଳିକା | @SukhiBhabantu
Your Search :-
***********//**
ଦର୍ଶକ ବନ୍ଧୁ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି, ସଂସାରରେ ରହିବାକୁ ହେଲେ ମଣିଷକୁ ବହୁ ଝଡ ଜଞ୍ଜାଳ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼େ। ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମହାପୁରୁଷ ଓ ପଞ୍ଚସଖା ମାନେ ବହୁତ ପ୍ରକାରର କବଚ ମନ୍ତ୍ର ମାନବ ସମାଜ ପାଇଁ ଦେଇଯାଇଛନ୍ତି। ସେଥି ମଧ୍ୟରୁ "ନୀଳଶଇଳ କବଚ" ଅନ୍ୟତମ। ବନ୍ଧନ ଯୋଗ ଏବଂ ବିଭିନ୍ନ ପ୍ରକାରର ମାଲି ମକଦ୍ଦମା ଇତ୍ଯାଦି ସମସ୍ୟାର ସମାଧାନ ପାଇଁ ଏହି କବଚ ପାଠର ମହିମା ଅନନ୍ୟ। ଆସନ୍ତୁ ଜାଣିବା ସେହି "ନୀଳଶଇଳ କବଚ"ର ମହିମା ଓ ମାହାତ୍ମ୍ୟ ବିଷୟରେ।
ପୃଥିବୀରେ ଘଟିବାକୁ ଥିବା ଘଟଣାର ପୂର୍ବାନୁମାନ, ମହାପୁରୁଷଙ୍କ ଭବିଷ୍ୟବାଣୀ ' ମାଳିକା ଶାସ୍ତ୍ର '..... ସେହି ମାଳିକାକୁ ନେଇ ଆମର ବିଶେଷ ଅଧ୍ୟାୟ "ନୀଳଶଇଳ କବଚ" #malikabachana
ମାଳିକା କାହାକୁ ଭୟଭୀତ କରାଇବା ପାଇଁ ନୁହେଁ ବରଂ ଏହା କଳିହତ ଅଜ୍ଞାନୀ ମାନବ ସମାଜ ପାଇଁ ଏକ ସତର୍କ ବାଣୀ।
SUBSCRIBE to ' SUKHI BHABANTU ' TH-cam Channel For More Odia Devotional And Spiritual Contents #sukhibhabantu
ପ୍ରବଚକ : ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି
#malikakatha #malikabachan #achyutananda_das_malika #malikapravachan #malika #ମାଳିକାବଚନ
#ନୀଳଶଇଳ_କବଚ
#nilasailakavach
🌟 Disclaimer 👉 All the information in this video is based on internet data,
🌺 This Channel doesn't claim on the truth of the information provided.
🌟 Some of the pictures and videos in this episode are for example only,
🌺 All credit goes to their respective owners.
🌟 If any copyright claims and queries please email us : 👉 sukhibhabantu4u@gmail.com
🌺 This Video Is For Educational Purpose Only
🌹 Thanks For Watching Video 👍👍👍
🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏
Jay tarhi achyuta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam
କୌଟୁ ପାଇବୁ ame nilasaila kabacha