ମହାଦାନୀ ସାଆନ୍ତେ | Jay Jagannath | Odia Animated Series | New Episode
ฝัง
- เผยแพร่เมื่อ 9 ก.พ. 2025
- Welcome to the Official Jay Jagannath Odia TH-cam Channel, where you can enjoy exciting episodes, teasers, and trailers of the popular Odia animated series. Join Jaga on his epic journey inspired by the divine stories of Lord Jagannath, filled with adventure, culture, and powerful life lessons.
In this series, Lord Jagannath takes the form of Jaga (Kalia), showcasing a unique tale of devotion and friendship. The story also highlights the deep bond between Jagannath and his devoted friend Balram, a symbol of unshakable faith and loyalty. Experience this heartwarming journey of friendship, devotion, and God, reflecting the deep connection between a devotee and the Lord.
Jay Jagannath has already become a massive hit, currently airing on POGO Channel, where it has captured the hearts of millions of families. Now, it’s coming soon in Odia!
Stay tuned for regular updates on the Odia version of Jay Jagannath, and don’t miss out on exclusive content like behind-the-scenes footage, character insights, and much more. Whether you're a fan of Odia mythology, Odia cartoons, or simply looking for fun and spiritual shows for the whole family, this channel has something for everyone!
Make sure to subscribe and hit the notification bell so you never miss a new episode or teaser. Share the magic of Jay Jagannath with your friends and family!
Follow Us
Facebook - / jayjagannathodiaa
Instagram - / jayjagannathodiaa
#JayJagannathOdia #OdiaAnimatedSeries #OdiaCartoon #LordJagannath #OdiaMythology #OdiaShow #OdiaSpiritualSeries #OdiaAdventure #OdiaLanguageAnimation #IndianMythologyAnimation #OdiaAnimation #JagannathCartoon #OdiaFamilyShow #OdiaCulturalSeries #JagaKaliaFriendship #DevotionAndGod #POGOChannel
ଏହି ସେରିଆଲ ଟି ଦେଖି ବହୁତ ଖୁସି ଲାଗୁଚି ଅମିତି କା ସେରିଆଲ ସବୁ ଆସିଲେ ଆମ ଛୋଟ ଛୋଟ ଛୁଆ ମାନେ ଦେଖିବେ ଆଉ ଆମ ମହାପ୍ରଭୁଙ୍କ ପାଇଁ ଆମ ଛୋଟ ଛୋଟ ଛୁଆଙ୍କ ମନରେ ବି ପ୍ରଭୁଙ୍କ ପାଇଁ ପ୍ରୀତି, ପ୍ରେମ, ଭକ୍ତି ଓ ଶ୍ରଦ୍ଧା ଆସିଯିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏❣️❣️❣️
Jay jagannath 🙏🏼
💖💖💖💖💖
ଯାହା ହଉ ପ୍ରଭୁ ଜଗନ୍ନାଥଙ୍କର ଗୁଣଗାନ ଭଲ ଲାଗିଲା
ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ଆନିମେସନ ସିରିଜ୍ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ, ଏଥିରୁ ଛୋଟ ଛୋଟ ପିଲା ମାନେ ବହୁତ୍ ଭଲ କିଛି ଶିଖିବେ ଆଉ ମହାପ୍ରଭୁଙ୍କ ପ୍ରତି ଭାବ ଓ ବିଶ୍ୱାସ ବଢିବ 🙏🏻❤️। ଜୟ ଜଗନ୍ନାଥ 🙏🏻🛐
Jay shree Jagannath mahaprabhu 🙏 ♥️ ♥️ ♥️ 🙏
Aei thire chotta thu dhariki bada parjyanta samastanka payin sikhya achi
@@bijaypani9969🙏🏻
Bhai Mora apanka sahita katha habare achhi phone number milibiki bro plzz mate bi gote studio aranbha karibare achhi😢😢😢
ଗର୍ବ ଗଞ୍ଜନ ହରି ଗର୍ବ ନ ସହନ୍ତି କାହାରି ଜୟ ଜଗନ୍ନାଥ 🙏
ଏ ଦୁନିଆରେ ଜଣେ ହିଁ ମହାଦାନୀ ସେ ହେଉଛନ୍ତି ମୋ କାଳିଆ ସାଆନ୍ତେ,, ଆମେ ସବୁ ତାଙ୍କ ପାଦର ରେଣୁ ବି ନୁହଁ, ସେ ମହାପ୍ରଭୁ ଆମେ ତାଙ୍କ ଦାସ
ଜୟ ଜଗନ୍ନାଥ , ଜୟ ଜଗନ୍ନାଥ, ଜୟ ଜଗନ୍ନାଥ💓🙏🙏
ଏହି Episode ରୁ ବହୁତ କିଛି ଜାଣିବାକୁ ମିଳିଲା ସେଥିପାଇଁ ପୁରା ଟିମକୁ ଧନ୍ୟବାଦ ❤
କରି କରାଉ ଥାଉ ତୁହି।
ତୋ ବିନୁ ଅନ୍ୟ ଗତି ନାହିଁ।।
ଆମ ଜଗନ୍ନାଥଙ୍କର ମହାଶୟ ଙ୍କୁ ମୋର କୋଟି କୋଟି ଧନ୍ୟବାଦ୍
ଅତି ସୁନ୍ଦର, ଏହି ଭଳି ଶିକ୍ଷଣୀୟ କାହାଣୀ ସହ ଏହା ଆସିଲେ ଶିଶୁ ମାନଙ୍କୁ ଭଲ ଶିକ୍ଷା ମିଳିବ 🙏🙏🙏
ଧନ୍ୟବାଦ୍ 🙏🙏🙏
ଜୟ ଜଗନ୍ନାଥ 🙏🙏🙏
Bohut badhia aaa bhalli prayash karithibaru bohut bohut sadhubadd Sabuthu bada TH-cam channel haba Aai channel Jay Jagannath 🙏
ମିଛ ଦୁନିଆରେ ଗୋଟିଏ ସତ ଶ୍ରୀ ଜଗନ୍ନାଥ l
Aeita ebe mo favourite series heigala❤....jay Jagannath⭕❗⭕🙏🏼
Bhout sundar story jai sri jagannath 🙏
Daily episode aanantu bahut bhala laguchi🙏
A lot of thanks jay Jagannath team to show our culture nationwide.
ଜୟ ଜଗନ୍ନାଥ 🙏🏽⭕‼️⭕🙏🏽
Bahut sundar 😍 aahuri anantu jagannath nka bisayare kahani
ବୋହୁତ ଭଲ ଲାଗୁଛି। ସବୁଦିନ ଏମିତି ଭିଡିଓ ପୋଷ୍ଟ କରନ୍ତୁ ।
ବହୁତ ଭଲ ଲାଗୁଛି
Dear creators of this series, what an amazingly beautiful and cute imagination of my jaga’s image . Jai jagannath 🙌🏻
ପିଲା ମାନେ ଏହା ଦେଖି ବହୁତ ଉଚିତ ଶିକ୍ଷା ପାଇବେ ଜୟ ଜଗନ୍ନାଥ 🙏🙏🙏🙏🙏
Woww.....ସତରେ ବହୁତ୍ ଭଲ ଲାଗୁଚି। ଏହାକୁ continue ରଖନ୍ତୁ।ବହୁତ୍ ବହୁତ୍ ବହୁତ୍ ବହୁତ୍ ବହୁତ୍ ଭଲ ହୋଇଛି। ଜୟ ଜଗନ୍ନାଥ। ମୋ ଜଗା 🩷😌🥰
Bahut sundar vedio
Episode was amazing ❤❤
ଜୟ🙌ଶ୍ରୀ🙏ଜଗନ୍ନାଥ⭕❗⭕
Jai jai Shri Jagannath Swami Nayan path gami bhava tume 👏👏🌺🌺👏👏 Jai Mata Laxmi Maa 👏👏🌺🌺👏👏 Radhe Radhe 👏👏🌺🌺👏👏
Jai "Radhe-Shyam"❤❤❤❤
Bahut badhia lagila .... Jay Jagannath 🙏🙏🙏🙏
Jay shree jagannath 🌹🌹🌹
❤jay Jagannath mote khyma karantu
Jai jai Shri Jagannath Swami Nayan path gami bhava tume 👏👏🌺🌺👏👏 Jai Mata Laxmi Maa 👏👏🌺🌺👏👏 Radhe Radhe 👏👏🌺🌺👏👏 Hari Bolo 👏👏🌺🌺👏👏
Baba 🤗❣️🤗
❤❤❤
ଜୟ ଜଗନ୍ନାଥ 🙏⭕‼️⭕🙏
ଏ ମିଛ ଦୁନିଆ ରେ ଗୋଟେ ସତ...... ସିଏ ମୋ ଜଗନ୍ନାଥ..... ❤🙏 ଜୟ ଜଗନ୍ନାଥ ❤
Jay Jagannath mahaprabhu 🙏🙏🙏
Jay jagannath 🙏🙏
ଶୀଘ୍ର ବାକି ଭିଡ଼ିଓ ଛାଡ଼ନ୍ତୁ କାଳିଆ ଏଇ cartoon ବହୁତ ଭଲ ଲାଗୁଚି ଜୟ ଜଗନ୍ନାଥ 🙏
ସଵୁ ସେଇ ଜଗା ର ଇଛା 😢😢😢😢
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ 🕉🚩🙏
ଜୟ ଜଗନ୍ନାଥ ❤❤❤
ଜୟ ଜୟ ଜଗନ୍ନାଥ 🙌🏻
Jay Jagannath pravu bada thakura🙏🙏🙏🙏🙏🙏🙏🙏
Jay jagannath Swami 🙏🙏
Jay jay Jagannath❤🙏🏼❤
ଜୟ ଜଗନ୍ନାଥ
Jay jagannath moha Prabhu 🙏
ଏହି episode ଏତେ ସୁନ୍ଦର ହେଇଛି 3 ଥର ଦେଖିଲା ପରେ ମଧ୍ୟ ମନ ବୁଝୁନି.☺️😊🤗.ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ..🕉🚩🙏
Jay Jayarnnath Swami 🙏
ଜୟ ଜଗନ୍ନାଥ ⭕❗⭕
କରି କରାଉ ଥାଏ ସେଇ ତା ବିନୁ ଅନ୍ୟ ଗତି ନହିଁ ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🚩🙏🏻
କରି କରାଉଥା ତୁହି ତୋ ଵିନୁ ଅନ୍ୟ ଗତି ନାହିଁ ... ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏⭕‼️⭕🙏🙏🙏❤️❤️
କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ 🙏⭕️❗️⭕️🙏ଜୟ ଜଗନ୍ନାଥ ❤️🩹😌
Jay Jagannath 🙏🙏🙏
ଜୟ ଜଗନ୍ନାଥ ⭕️‼️⭕️
ଜୟ ଜଗନ୍ନାଥ ମହାବାହୁ 🙏🙏
ପ୍ରଭୁ ସବୁ ସମସ୍ୟା ଦୂର କରିଦିଅ 😢
Jay Jagannath ❤
Jay jagannath
Jay jagannath Swami Nayana patha gami bhaba tume 🙏🙏🙏🪔🪔🪔🌹🌹🌹
ଜୟ ଜଗନ୍ନାଥ 🙏🙏🙏
Jay jagannath swami🙏🙏🙏🙏😢😢😢
ଜୟ ଜଗନ୍ନାଥ 🙏ଭାଇରେ ମୁଁ କହିବା ପାଇଁ କିଛି ଭାଷା ପାଉନି
JAY SHREE JAGANNATH JI🚩🚩🙏🙏💓💓😌😌🙌🙌🫶🫶❤️❤️
ବହୁତ ସୁନ୍ଦର କାହାଣୀ ଟିଏ ହେଇଛି।
ଜୟ ଜଗନ୍ନାଥ ⭕‼️⭕🙏🙇
Jay Jagannath
Jai jagannath
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ। ତୁମେ 🙏
Jay shree Jagannath ⭕‼️⭕🙏🙌🙌
Jay jagannath 🙏🏻
Dekhibaku bhalo laguchi
Jay Jagannath Swami Nayana patha gami bhaba tumbhe🙏🙏🙏
Sir emiti ka story bahut bhala laguchi
Jay Jagannath 🙏
ଏ ମିଛ ଦୁନିଆରେ ଗୋଟିଏ ସତ କିଏ? ପ୍ରକୃତ ସାଆନ୍ତ କିଏ?
ମୋ ମହାପ୍ରଭୁ ଜଗନ୍ନାଥ ❤
Maha pravu Jagannath 🙏🚩
Ama Prabhu Jay Jagannath 🙏
ଜୟ ଜଗନ୍ନାଥ
ମହାପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ସତ୍ୟ ୟେ ସଂସାର ଟା ସବୁ ମୋହ ମାୟା
ଜୟ ଜଗନ୍ନାଥ 🙏
Bahut bahuta dhanyavaad🎉🎉🎉
ବହୁତ ସୁନ୍ଦର ପ୍ରଭୁଙ୍କ ବିଷୟରେ ଏ seriel ବାହାରିଛି, ମନ କୁ ଛୁଇଁ ଯାଉଛି ସତରେ... ଆଉ ଏ କଳିଯୁଗରେ ଲୋକଙ୍କୁ ସଠିକ ବାଟରେ ଯିବା ପାଇଁ ଏକ ବଡ ପ୍ରୟାସ 🙏🙏jay Jagannath🙏🙏
Jay jagannath ❤❤❤
Jay jagannath🙏 🙌❣️🌸
Right
jay jaganath 🚩🙏🏻🙏🏻🙏🏻🙏🏻🙏🏻🕉️
ଜୟ ଜଗନ୍ନାଥ ସ୍ୱାମୀ 🙏❤️
Jay jaganatha 🙏🙏🙏🙏
Jayjagannath
❤️❤️
Jaya jaganaatha ❤
Garba sabubele rahena..
Jay shree Jagannaath ⭕‼️⭕
Jay Jagannath swami nayan patha gami bhabatu me basudeba 🙏🪔🌺
Jay Jagannath 🚩🚩🚩🙏🙏🙏
Jay Jagannath ⭕❗⭕
🙏🙏🌹❤
Next episode jaldi anantu 🙏🙏
Full support karibu
ପ୍ରଭୁ ☺️🙇
🙏Jay jagannath 🙏
Jay shree jagannath 🙏⭕❗⭕
Jay Jagannath ⭕‼️⭕🙏
Badhiya episode
🎉🎉
Jay Jagannath 🚩🚩 ⭕Y⭕ 🙏🙏
ଏଇ Video Hindi ରେ କଲେ ବହୁତ୍ ଭଲ ହୁଅନ୍ତା ସାରା ଭାରତ ଦେଖିବ ଆମ ଜଗନ୍ନାଥଙ୍କ Video
Hindi re achi bhai