High Price Of Maha Prasad: Loka Nakali Katha Asali | Kanak News

แชร์
ฝัง
  • เผยแพร่เมื่อ 5 ม.ค. 2025

ความคิดเห็น • 791

  • @sudhirdhangadamajhi3237
    @sudhirdhangadamajhi3237 3 ปีที่แล้ว +30

    ଏ ଶଳେଙ୍କ ବ୍ୟବହାର ବହୁତ ଖରାପ।
    ସୁନ୍ଦର ଅଭିନୟ ପ୍ରଜ୍ଞା-ଶଙ୍କର ଭାଇ।

  • @bijaysahoo6407
    @bijaysahoo6407 3 ปีที่แล้ว +98

    ଜୟ ଜଗନ୍ନାଥ... ଠିକ ଏହିପରି ପଣ୍ଡା ଭାଇମାନେ ମହାପ୍ରସାଦ କୁ ମନଇଛା ବିକ୍ରି କରୁଛନ୍ତି

    • @tekmarkyt8586
      @tekmarkyt8586 2 ปีที่แล้ว

      Thik kotha

    • @Mk143statusCREATION
      @Mk143statusCREATION 2 ปีที่แล้ว

      Thik kahila bhai bhari parisami karuchati Jay jagannath🙏🙏🙏

    • @SKumar-rb1tz
      @SKumar-rb1tz 2 ปีที่แล้ว +2

      They are doing a profitable business in the name of god.

    • @bishnusgalaxy4364
      @bishnusgalaxy4364 2 ปีที่แล้ว

      Jagannath dham re panda chor manankara adda 🤧

    • @satyabratasaha5458
      @satyabratasaha5458 2 ปีที่แล้ว

      Sala panda manke nija bopa ra maal bhabuchhanti

  • @JaiJagganatha
    @JaiJagganatha 3 ปีที่แล้ว +153

    ବହୁତ୍ ଶ୍ରଦ୍ଧାଳୁ ଠକାମୀ ର ଶିକାର ହଉଛନ୍ତି .ଯାହା କି ଭକ୍ତ ର ଭାବାବେଗ କୁ ଆଘାତ ଦଉଛି .ବାହାରୁ ଆସୁଥିବା ଭକ୍ତ ମାନେ ଯେମିତି ଶ୍ରୀ ମନ୍ଦିର ରେ କିଛି ବି ପ୍ରକାର ର ଅସୁବିଧା ର ସମ୍ମୁଖିନ ନ ହୁଅନ୍ତି ସରକାର ଉଚିତ୍ ପଦକ୍ଷେପ ନେବା ଆବଶ୍ୟକ 🙏Jai Jagganath

  • @sarojkumarmallick4688
    @sarojkumarmallick4688 2 ปีที่แล้ว +11

    ଏପିସୋଡ଼ ଟି ପ୍ରତ୍ୟକ୍ଷ ବାସ୍ତବ ଘଟଣା ଊପରେ ପର୍ଯ୍ୟବେସିତ l ମଣିଷ ବୋଲି ସେମାନେ ଭାବୁନାହାନ୍ତି l କିନ୍ତୁ ପୁରୀ ଲୋକ ଙ୍କ ଆଖିକୁ ଏଇଟା ଦେଖା ଯାଉନି l ଏପରି ବିଷୟବସ୍ତୁ ପ୍ରସାରିତ କରିଥିବାରୁ ଅନେକ ଅନେକ ଧନ୍ୟବାଦ 🙏🏾🙏🏾

  • @kuchindatv
    @kuchindatv 3 ปีที่แล้ว +307

    ଭୋକ ରେ ଥିବା ବ୍ୟକ୍ତି ମରିଯିବ
    ଆନନ୍ଦ ବଜାର ନୁହେଁ, ଏହା ଦୁଃଖ ରେ କାନ୍ଦିବା ଜାଗା
    ଠାକୁର ଙ୍କ ନାମରେ ଠକାମୀ
    ଟଙ୍କା ଥିଲେ ଆନନ୍ଦ, ଟଙ୍କା ନଥିଲେ ଦୁଃଖ
    ଜୟ ଜଗନ୍ନାଥ 🙏🙏🙏

    • @prasantakumarjena4437
      @prasantakumarjena4437 3 ปีที่แล้ว +2

      Right

    • @suravi9853
      @suravi9853 3 ปีที่แล้ว +2

      Absolutely

    • @rohanrohan2744
      @rohanrohan2744 3 ปีที่แล้ว +9

      Harami gote gote sabu

    • @dassubrat7608
      @dassubrat7608 3 ปีที่แล้ว +2

      Right

    • @gopaldas7509
      @gopaldas7509 3 ปีที่แล้ว +15

      Very sad to share I'm staying in puri since 2004...
      In laxmi devi temple today I went and I buy 2 garland and when I entered inside Laxmi temple... Who was panda he ordered me give 60 rupees because in which coast you buy you have to submit here same...
      I told I only can give 20 rupees he doesn't accept... He refused...
      Painful it's for me...
      Goverment should take action about this kind of panda's who misguided people always...

  • @sailajadash7771
    @sailajadash7771 3 ปีที่แล้ว +28

    1like ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ

  • @Sankalp402
    @Sankalp402 3 ปีที่แล้ว +57

    ଗୁରୁଦ୍ୱାରା ମାନଙ୍କରେ ଫ୍ରୀରେ ଅନ୍ନ ପ୍ରସାଦ ଦିଆ ଯାଏ, ଆମ ମନ୍ଦିରରେ ଫ୍ରୀରେ ଅନ୍ନ ପ୍ରସାଦ କାହିଁକି ଦିଆଯାଉନାହିଁ

    • @SKumar-rb1tz
      @SKumar-rb1tz 2 ปีที่แล้ว +2

      It's the difference between Odisha and other states of India.

    • @mncreations9866
      @mncreations9866 2 ปีที่แล้ว +6

      Puri ପ୍ରଶାସନ ସବୁଠୁ ବଡ଼ ଚୋର

    • @kumarsingh8863
      @kumarsingh8863 2 ปีที่แล้ว

      🤣🤣🤣🤣🤣🤣🤣

    • @asutoshraj3651
      @asutoshraj3651 2 ปีที่แล้ว +1

      Emane deshadrohi Puria anna prasad bepari chhi lajja....

    • @skhamari8864
      @skhamari8864 2 ปีที่แล้ว

      Business nai kale chalbe kenta, puri mandir ra employee Mane bahut salary bhi nesan, kana free re kaam karuchhan Kain?

  • @SunilKumar-jl6nq
    @SunilKumar-jl6nq 3 ปีที่แล้ว +4

    ମହାପ୍ରସାଦ!!!!!!!!!!!
    ମହାପ୍ରସାଦ!!!!!!!!!!!
    ନିର୍ମୂଲ୍ୟ
    ଜୟ ଜଗନ୍ନାଥ ସ୍ଵାମୀ

  • @saradasahoo2865
    @saradasahoo2865 3 ปีที่แล้ว +245

    ସରକାର ମନ୍ଦିର କଥାବୁଝୁଛନ୍ତି ଯେମିତି ଆହାର ଯୋଜନା କରିଛନ୍ତି ସେମିତି ଅସହାୟ ଗରିବ ଲୋକଙ୍କ ପାଇଁ ଯେମିତି
    ସୁବିଧାରେ ମହାପ୍ରସାଦ ମିଳିବ ସେ ବ୍ଯବସ୍ଥା ଟିକେ କର

    • @bikramnayaj4963
      @bikramnayaj4963 3 ปีที่แล้ว +3

      Yes

    • @bibhutibhusanjena4499
      @bibhutibhusanjena4499 3 ปีที่แล้ว +1

      Sarkar nka das ku khai dia.

    • @Mahesmishra
      @Mahesmishra 2 ปีที่แล้ว

      Abadha adhuri rate haba darkar

    • @Mahesmishra
      @Mahesmishra 2 ปีที่แล้ว

      @@bookpowerofworld6194 sabu ta magena darkar ,

    • @Mahesmishra
      @Mahesmishra 2 ปีที่แล้ว

      @@bookpowerofworld6194 Vasa tike sanjat Kara , Vasa re poti pakeibi ,thare jadi start karibi

  • @niladrikesharipatro9386
    @niladrikesharipatro9386 5 หลายเดือนก่อน +1

    Jay Sri Jagannath ❤

  • @ashishsahoo6960
    @ashishsahoo6960 3 ปีที่แล้ว +6

    ଜୟ ଜଗନ୍ନାଥ 🙏🙏🙏🙏🙏

  • @Tv-mg9yk
    @Tv-mg9yk 2 ปีที่แล้ว +7

    ମାନ୍ୟବର ଓଡ଼ିଶା ସରକାରଙ୍କୁ ମୋ ତରଫରୁ ବିନମ୍ର ଅନୁରୋଧ ସମସ୍ତ ଭକ୍ତଙ୍କୁ କିପରି ସୁବିଧାରେ ପ୍ରସାଦ ମିଳିପାରିବ ତା ପାଇଁ ଗୋଟିଏ ଯୋଜନା କରନ୍ତୁ।
    ଇତି-
    ମାନଗୋବିନ୍ଦ ବେହେରା
    ଯୁବ ଛାତ୍ର ନେତା ତଥା ସମାଜସେବୀ।

    • @iam.adityay2k
      @iam.adityay2k 11 หลายเดือนก่อน

      Banda chodi heigala tu chatra neta mon Banda Naveen pattnaik ra Banda ra Bala tu jubaneta 😂😂😂😂😂😂😂

  • @sbsaraswati9871
    @sbsaraswati9871 3 ปีที่แล้ว +11

    पूरी में और सब बड़े बड़े स्थान की तरह जनता के लिए अच्छी व्यवस्था होनी चाहिए जय जगन्नाथ

  • @mrperfectlipu8637
    @mrperfectlipu8637 3 ปีที่แล้ว +5

    Jai jagannath namha 🙏🙏🙏🙏🙏❤❤❤❤❤

  • @shreyajena195
    @shreyajena195 3 ปีที่แล้ว +4

    Jay Jagannath Narayanaya narayanaya ❤❤❤🖤🖤🖤🖤😭😭😭😭🙏🙏🙏🙏

  • @pradeepkumarbehera1209
    @pradeepkumarbehera1209 2 ปีที่แล้ว +21

    ଗୋଟେ ଗରିବ ଟେ ଚାହିଁଲେ ବି ଅବଢ଼ା ଖାଇପାରିବ ନାହିଁ ନାମଟି ଆନନ୍ଦ ବଜାର ସିନା କିନ୍ତୁ ପଇସା ଦେଲେ ଆନନ୍ଦ ମିଳିବ

  • @arjunmaharana3525
    @arjunmaharana3525 3 ปีที่แล้ว +29

    ଘରେ ଘରେ କୁଣିଆ.... ନାନୀ ଘୁମାଉଅଛି
    ମହାପ୍ରଭୁଙ୍କର ମହାପ୍ରସାଦକୁ
    ପ୍ରଜ୍ଞା ଭାଇ"ନନା"ହୋଇ ବିକୁଛି..
    ଘରେ ଘରେ କୁଣିଆ..ନାନୀ ଘୂମାଉଅଛି।।
    ଗରାଖ ଈଶ୍ବର ଭାଇ ଶଙ୍କର
    ଅଭଡ଼ା ସେବନେ ଭାରି ଆତୁର
    ଦୁହେଁ ଲାଗନ୍ତି ଯେହ୍ନେ ଲୋକ ଅସଲି
    ଅଭିନୟ ମସ୍ତ୍ ମସ୍ତ୍ ହୋଇଛି..🏆
    ଘରେ ଘରେ କୁଣିଆ.....ନାନୀ ଘୁମାଉଅଛି।।
    🙏 ଜୟ ଜଗନ୍ନାଥ ସ୍ଵାମୀ 🙏

    • @arjunmaharana3525
      @arjunmaharana3525 3 ปีที่แล้ว +1

      ସୁନ୍ଦର ମତାମତ ପାଇଁ ମୋ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ମହାଶୟ।🙏

    • @arjunmaharana3525
      @arjunmaharana3525 3 ปีที่แล้ว +1

      କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ଅନୁକମ୍ପାରୁ ଆପଣ ସର୍ବ କୁଶଳରେ ସରସ ସୁନ୍ଦର ତଥା ମଧୁମୟ ଜୀବନ ଅତିବାହିତ କରନ୍ତୁ, ଏହାହିଁ ମୋର ଏକାନ୍ତ ପ୍ରାର୍ଥନା।
      🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @rudrapratapswain8029
    @rudrapratapswain8029 3 ปีที่แล้ว +9

    Right kanak news thank you

  • @mrraja9975
    @mrraja9975 3 ปีที่แล้ว +3

    🙏🙏🙏🙏🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ🙏🙏🙏🙏🙏🙏

  • @mrdkzone6010
    @mrdkzone6010 ปีที่แล้ว +1

    ସରକାର ବି ଏଥିରୁ କିଛି ପାଉଥିବେ ସେଥିପାଇଁ ସରକାର full ସହଯୋଗ ରେ ଲାଗିପଡିଛନ୍ତି ସରକାର ଏମିତି ଚୁପ୍ ରହୁଛନ୍ତି ଯେମିତି ପଣ୍ଡା ହେଉଛନ୍ତି ତାଙ୍କ ଭଉଣୀ ଜ୍ବାଇଁ।

  • @dolaramrout2751
    @dolaramrout2751 3 ปีที่แล้ว +5

    Jay jagannath swami 🙏🙏🙏

  • @abhijitdas4744
    @abhijitdas4744 ปีที่แล้ว

    ସତରେ ଏ ଅବଢ଼ା ଭୋଜନ କରିବା ପାଇଁ ଇଛା
    ଅନ୍ନ ବେସର କନିକା ଖଟା ତରକାରୀ ମହାପ୍ରଭୁଙ୍କ ଦର୍ଶନ ସହିତ ଆନନ୍ଦ ବଜାରରେ ଅବଢ଼ା ଭୋଜନ କରିବା ମଜା ଅଲଗା
    ଜୟ ଜଗନ୍ନାଥ 🙏🙏🙏
    ସତରେ ଭିଡିଓ ହୃଦୟକୁ ଛୁଇଁଲା
    ଅବଢ଼ା ଦାମ୍ ଟିକିଏ ଅଧିକ ବୋଲି ଜଣା ଯାଉଛି

  • @pradeepchoudhury4313
    @pradeepchoudhury4313 3 ปีที่แล้ว +48

    Sanker sir ଙ୍କୁ ଗଞ୍ଜାମ ଭାଷା ଆସୁନି ବାରମ୍ବାର ଭୁଲ ଭାଲ କହୁଛନ୍ତି ସବୁ ପ୍ରୋଗ୍ରାମ ରେ ତେଲଗୁ ଲୋକ ଓଡ଼ିଆ କହିଲା ଭଳିଆ କହୁଛନ୍ତି

  • @babulunayak7298
    @babulunayak7298 3 ปีที่แล้ว +6

    Jai jagannath 🙏

  • @abhishekbiswal5659
    @abhishekbiswal5659 2 ปีที่แล้ว +3

    Very very nice 😊😊

  • @cuttacktoka6084
    @cuttacktoka6084 ปีที่แล้ว +1

    Super Prangya Bhai ❤❤❤

  • @narayannayak8353
    @narayannayak8353 2 ปีที่แล้ว +6

    Pragya Bhai , Sankar Bhai excellent message to human society for Mahaprabu Jay Gaganatha

  • @kolkataexplorepro8654
    @kolkataexplorepro8654 3 ปีที่แล้ว +32

    What a talent Pragyan

  • @spokenenglishportal168
    @spokenenglishportal168 3 ปีที่แล้ว +66

    Pragyaan has the hidden talent without abusing

  • @shivalinimohapatra6892
    @shivalinimohapatra6892 2 ปีที่แล้ว +6

    Superb 💕

  • @rajendratripathy7658
    @rajendratripathy7658 3 ปีที่แล้ว +56

    Abada ମା ଲକ୍ଷ୍ମୀ ଙ୍କ ରାନ୍ଧଣା, ତାକୁ ସବୁ ଲୋକ ଖାଇବାର ଅଧିକାର ଅଛି l କେହି ଭୋକିଲା ରୁହେ abahada ଥାଉ ଥାଉ ହେଲେ ମା ର apman ହବ l

    • @deepakhembram9423
      @deepakhembram9423 3 ปีที่แล้ว +1

      Wah!!!! One of the Bestest comment!!!!!! Chamatkaar!!!! Jay Jagannath Mahapuru.

  • @niranjanpatra1945
    @niranjanpatra1945 2 ปีที่แล้ว +2

    True, beautiful acting🥰❤🥰
    Jay Jagarnath swami nayana patha gami bhaba tume🥰🙏

  • @subasrana4835
    @subasrana4835 3 ปีที่แล้ว +6

    Jay jagannath 🙏🙏🙏

  • @satyasahoo136
    @satyasahoo136 3 ปีที่แล้ว +5

    Jay jagannath 🙏❤️ 🙏🙏🙏🙏🙏 Satyanarayan sshoo

  • @meenu9001
    @meenu9001 3 ปีที่แล้ว +86

    Prasad should be of minimal rate for the devotees

    • @sunilbishoyi93
      @sunilbishoyi93 2 ปีที่แล้ว +1

      U ri8 mam

    • @Mahesmishra
      @Mahesmishra 2 ปีที่แล้ว

      You are completely wrong, please ask why

    • @meenu9001
      @meenu9001 2 ปีที่แล้ว +1

      @@Mahesmishra y?

    • @pradipbehera4191
      @pradipbehera4191 2 ปีที่แล้ว

      @@meenu9001 because Jagannath Prasad can't be found anywhere else... That's why such corruption here.

    • @sibashankargopal9146
      @sibashankargopal9146 2 ปีที่แล้ว

      Right 👍

  • @PkbOdiaTips
    @PkbOdiaTips 3 ปีที่แล้ว +32

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ କୁ Hotel ଖାଇବା ସହିତ ତୁଳନା କରିବା ଉଚିତ୍ ନୁହେଁ 🙏🙏🙏
    #OdiaSmartClass

    • @sahiljit107
      @sahiljit107 3 ปีที่แล้ว +3

      But one can throw it here and there in ANAND BAZAR and walk over it ?

    • @ST0RY-0F-LIFE
      @ST0RY-0F-LIFE 3 ปีที่แล้ว +1

      Tame bujhibata bhul hela ...aita gote social message

    • @Gyana12345
      @Gyana12345 3 ปีที่แล้ว +4

      Rate compare heuchi. Prasad nuha

    • @Gyana12345
      @Gyana12345 3 ปีที่แล้ว +5

      Recently we visited sri mandir. We bought Prasad 1400 rupees for 7 people ( 5 Prasad item)

    • @sahiljit107
      @sahiljit107 3 ปีที่แล้ว +2

      Just add my lines after yours. I told the same. We can't compare ABADHA with hotel food but how badly ABADHA is treated in ANAND BAZAR. I'm not saying about this play or act, its about Respecting ABADHA. Don't get me wrong

  • @suryakantadas4978
    @suryakantadas4978 2 ปีที่แล้ว +10

    Most talented person ☺️

  • @bidusmitapattnayak5562
    @bidusmitapattnayak5562 3 ปีที่แล้ว +8

    Absolutely fantastic

  • @Munabhai1M5008
    @Munabhai1M5008 2 ปีที่แล้ว +2

    It's real fact act.....pragyan u hv superb act

  • @bibhavdash3145
    @bibhavdash3145 2 ปีที่แล้ว +2

    ପୁରୀ ଛାଡିଦେଲେ ଭାରତର ଅନ୍ୟ କୌଣସି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ରେ ଏମିତି ଚଢା ଦର ରେ ପ୍ରସାଦ ବିକ୍ରି ହୁଏନି କି ଭକ୍ତ ମାନଙ୍କୁ ଏମିତି ଖରାପ ବ୍ୟବହାର କିମ୍ବା ହଇରାଣ କରା ଯାଏନି । ସରକାର ମନ୍ଦିର ର trustee ଦ୍ଵାରା ପ୍ରସାଦ ବିକ୍ରି କରନ୍ତି ।

  • @akhilachandradhangadamajhi3985
    @akhilachandradhangadamajhi3985 3 ปีที่แล้ว +4

    Very good tuning.Thanks

  • @ukjchannel1374
    @ukjchannel1374 3 ปีที่แล้ว +1

    Nice video
    ଜୟ ଜଗନ୍ନାଥ

  • @bikashsahoo9559
    @bikashsahoo9559 ปีที่แล้ว +1

    Bhai Jay Jagannath Bhai

    • @bikashsahoo9559
      @bikashsahoo9559 ปีที่แล้ว +1

      Jay Jagannath Swami 🙏🙏🙏

    • @bikashsahoo9559
      @bikashsahoo9559 ปีที่แล้ว +1

      Jay Jagannath Swami 🙏🙏🙏

    • @bikashsahoo9559
      @bikashsahoo9559 ปีที่แล้ว +1

      Jay Jagannath Swami 🙏🙏🙏

  • @avinashmohanty3508
    @avinashmohanty3508 3 ปีที่แล้ว +26

    I hv also faced such type of problems in Sri mandir puri..so I request to the temple administration and govt ,in addition to development of puri,govt has to take necessary steps to reconstruct the guide lines for panda.Like other dham..no pandit can ask for money or force to pilgrims or harash in side the temple

    • @tapasranjanpanda3456
      @tapasranjanpanda3456 3 ปีที่แล้ว +2

      Dear sir, this is Odisha( Pandian sarkar) it's impossible

    • @ramakantanayak7348
      @ramakantanayak7348 3 ปีที่แล้ว +1

      Panda's are seeking money like begger(Lockdown effect)

  • @berserkgmes6048
    @berserkgmes6048 3 ปีที่แล้ว +5

    ପୁରୀରେ ଯେଉଁଠିକୁ ଯାଆନ୍ତୁ ସେଇଠି ଖରାପ ବ୍ୟବହାର
    ଶ୍ରୀ ଲୋକନାଥ ଯାଆନ୍ତୁ ଯେଉଁ ଖରାପ ବ୍ୟବହାର
    କାକଟପୁର -10 ଟଂକା ଜଣ ପ୍ରତି ପ୍ରଥମେ ଦେଲେ ଯାଇ ମାଂକ ଦର୍ଶନ ପାଇପାରିବେ
    ମା ବିମଳା ମନ୍ଦିରରେ କେତେଯେ ଭକ୍ତ ଅଭିଶାପ ପାଉଛନ୍ତି ତାର କଳନା ନାହିଁ
    ସର୍ବୋପରି ମା ଲକ୍ଷ୍ମୀଂକ ମନ୍ଦିରରେ ବିଧବା ହେବାର ଅଭିଶାପର ଦ୍ରୁଷ୍ଟାନ୍ତ ଅନେକ
    ପୁରୀର ବ୍ୟବସାୟୀମାନଂକ ବ୍ୟବହାର ଭର୍ଷନୀୟ

  • @mantupradhan1058
    @mantupradhan1058 2 ปีที่แล้ว

    JI jagannath 🙏💕🙏💕💕🙏🙏💕💕🙏🙏

  • @r.b.krishnamohapatra8552
    @r.b.krishnamohapatra8552 3 ปีที่แล้ว

    ଜୟ ଜଗନ୍ନାଥ🙇🙏🚩💪🙇

  • @puspalatabehera4460
    @puspalatabehera4460 3 ปีที่แล้ว +3

    Jay jagannath

  • @village_vlog_japan
    @village_vlog_japan 3 ปีที่แล้ว +2

    Jay Jagannath Swami Nayana pathagami Bhaba Tume 🙏🙏🙏

  • @bimalbhatra1902
    @bimalbhatra1902 ปีที่แล้ว +1

    Jay jaganth odisha

  • @linanayak1057
    @linanayak1057 2 ปีที่แล้ว +4

    Nice voice 👌👌

  • @niranjanpatra1945
    @niranjanpatra1945 2 ปีที่แล้ว +3

    Beautiful lesson and awareness of society.

  • @mexagone
    @mexagone 2 ปีที่แล้ว +15

    Govt of odisha should take necessary step to give prasad to the devoties with reasonable price.

  • @babulakhatua3715
    @babulakhatua3715 3 ปีที่แล้ว +13

    Excellent 👌mind blowing

  • @kailashchandrakar1693
    @kailashchandrakar1693 3 ปีที่แล้ว +6

    Very good performance and real
    acting

  • @gopinathbarik1422
    @gopinathbarik1422 3 ปีที่แล้ว +88

    It is real.Once I have faced this situation in Puri.They refused to sell 50 rupees of Prasada

    • @laxmidharmusicd9860
      @laxmidharmusicd9860 3 ปีที่แล้ว

      Ok

    • @rt-pcr3682
      @rt-pcr3682 2 ปีที่แล้ว +1

      Proffersor Jagannath ⚫❗⚫🚩 nirmala is not for 50 general if my fortune to have mahaprasad

    • @sashipanda7731
      @sashipanda7731 2 ปีที่แล้ว +1

      Thiefs of puri all r those

  • @Sknajmul997
    @Sknajmul997 3 ปีที่แล้ว +1

    Prangya bhai very very supar comedi

  • @spicykitchen-1
    @spicykitchen-1 3 ปีที่แล้ว +37

    Reasonable rate should be fixed by Odisha government or by temple trust. So that poor can afford. Langar concept should be implemented as well. Jay Jagannath

  • @anupamgaurav1559
    @anupamgaurav1559 3 ปีที่แล้ว +57

    My hometown is puri...
    Everybody knows puri panda's behaviour is very worst....

    • @deepakpattnaik711
      @deepakpattnaik711 3 ปีที่แล้ว +2

      U r ri8

    • @drchiru4532
      @drchiru4532 3 ปีที่แล้ว +8

      Not only badapanda
      The auto-rickshaw wala ,the hotel owner ,staff everybody behave in a unsocial way to the tourists

  • @TechnicalRahulBGH
    @TechnicalRahulBGH ปีที่แล้ว

    ମୁଁ ଥରେ ଗଲି ପୁରୀ । ମୁଁ ଜାଣି ପାରିଲି ଏଥି ଖାଲି ଠକୁଚନ୍ତି । ମତେ ଯେମିତି ଲାଗିଲା ଆଉ କେବେ ପୁରୀ ଯିବିନି
    ଭୋକ ରେ ଥିବା ବ୍ୟକ୍ତି ମରିଯିବ
    ଆନନ୍ଦ ବଜାର ନୁହେଁ, ଏହା ଦୁଃଖ ରେ କାନ୍ଦିବା ଜାଗା
    ଠାକୁର ଙ୍କ ନାମରେ ଠକାମୀ
    ଟଙ୍କା ଥିଲେ ଆନନ୍ଦ, ଟଙ୍କା ନଥିଲେ ଦୁଃଖ
    ଜୟ ଜଗନ୍ନାଥ 🙏🙏🙏

  • @manoranjanbehera5353
    @manoranjanbehera5353 3 ปีที่แล้ว +5

    Jay Jagannath 🙏

  • @binayasahu740
    @binayasahu740 2 ปีที่แล้ว +3

    Love it

  • @rinkutripathy3109
    @rinkutripathy3109 3 ปีที่แล้ว +5

    How is this possible.... Oh my god.... Jay jagannath 🙏🙏🙏🙏🙏

  • @sabitapradhan6711
    @sabitapradhan6711 3 ปีที่แล้ว +12

    Pragyan vai r all comedy best.....👌

  • @kkrayaguru
    @kkrayaguru 3 ปีที่แล้ว +17

    Superb acting and correct portrayal of Anand Bazaar by Pragyan and Shankar

  • @k.kamaleswarighatal7347
    @k.kamaleswarighatal7347 3 ปีที่แล้ว +15

    Mind blowing 👌
    Really katha seithi pai
    Purire a be au
    Lokomananko puri mana mani jauchii.
    High rate👌

  • @arpitkrushnamandal9431
    @arpitkrushnamandal9431 2 ปีที่แล้ว +1

    Completely correct scenario..

  • @debarajsahu7471
    @debarajsahu7471 3 ปีที่แล้ว +31

    Pragyan is the best comedian in odia industry.

  • @pintumishra-rf8pn
    @pintumishra-rf8pn 3 ปีที่แล้ว +24

    I born in Puri....My home town is Puri....My 1st love & my lover is also Puri....But Jou bhalia Pragyan naa Bolii banni kale mu behoss heigaliii....Best Actor....Jay Jagannath🙏🏻🙏🏻🙏🏻🙏🏻🙏🏻🙏🏻

  • @yasodanandanpradhan8586
    @yasodanandanpradhan8586 3 ปีที่แล้ว +24

    Panda mananka ae guna jogun loka 2nd time asantini....pura luti nauchnti

  • @nareshmahapatra6247
    @nareshmahapatra6247 3 ปีที่แล้ว +8

    One and only puri, one reason that MAHAPRABHU JAGANNATH 🙏🙏

  • @gourangacharanmaharana9161
    @gourangacharanmaharana9161 3 ปีที่แล้ว +14

    ଏହା ନିତାନ୍ତ ସତ୍ୟ ଉପସ୍ଥାପନ

  • @MahabirCreation24
    @MahabirCreation24 3 ปีที่แล้ว +5

    Jay Jagannath

  • @9xm50
    @9xm50 3 ปีที่แล้ว +4

    Jay Jagannath 🔔🙏🔔 Swamy 🙏🔔

  • @abhilashguru1622
    @abhilashguru1622 3 ปีที่แล้ว +20

    Wonderful action ..
    Such a brilliant actor...

  • @SusantaKumar-tp2gh
    @SusantaKumar-tp2gh 3 ปีที่แล้ว +9

    JAY JAGANNATH 🙏

  • @devanshi8032
    @devanshi8032 2 ปีที่แล้ว +41

    It's shame that our government is unable to provide the lowest price of Prashad or maybe free of cost.

    • @madhusmitasahoo6737
      @madhusmitasahoo6737 ปีที่แล้ว +4

      No need bht free dauchhi govt

    • @kailashmahanta
      @kailashmahanta ปีที่แล้ว

      Cc

    • @Smarty_-330
      @Smarty_-330 ปีที่แล้ว

      @@madhusmitasahoo6737 RIGHT

    • @aishwaryamaharatha69
      @aishwaryamaharatha69 ปีที่แล้ว

      Salary badhaila belaku kain kahuna t...

    • @devanshi8032
      @devanshi8032 ปีที่แล้ว

      @@aishwaryamaharatha69 Tax v ta dauchu na. Hindu hei nija desha re nija thakura darshan au prasad pain dinaku dina rate dekhi dara lagilani. Tame kain janiba gote gariba loka prashad khaiparuni

  • @ambujapradhan4188
    @ambujapradhan4188 3 ปีที่แล้ว +1

    Jay jaganaath swami

  • @prasantkumarsahoo6799
    @prasantkumarsahoo6799 3 ปีที่แล้ว +61

    South re sabu temple re Prasad free re Mile with respect to devotee

  • @mrdkzone6010
    @mrdkzone6010 ปีที่แล้ว +1

    ପୁରୀ ଠକ ବିଶ୍ଵ ପ୍ରସିଦ୍ଧ ହେଇଗଲାଣି,ଖୁଲମ୍ ଖୁଲା ଗୁଣ୍ଡା ଆଚରଣ ଶଲେ
    ପଣ୍ଡା ଲୋକମାନେ ସେଠି ମନଇଚ୍ଛା ବ୍ୟବହାର ଓ ଗାଲି ଗୋଲଜ୍ କରୁଛନ୍ତି।ଆଜି ଗଣ୍ଡିମରା ପଣ୍ଡା ମାନଙ୍କର ଯୋଗୁଁ ଭଗବାନ ଗାଳି ଶୁଣୁଛନ୍ତି।ପୁରୀ ମନ୍ଦିର ମନ୍ଦିର ନୁହେଁ ତାହା ହେଉଛି ଗୋଟେ ସୁନ୍ଦର ପଣ୍ଡା ମାନଙ୍କର ବ୍ୟବସାୟ ସ୍ଥଳ ।ଯେଉଁ ଶ୍ରଦ୍ଧାଳୁ ମାନେ ପୁରୀ ଯାତ୍ରା ରେ ଯାଆନ୍ତି ସେମାନେ ଘରକୁ ଫେରିଲା ବେଳେ ପୁରୀ ଓ ପୁରୀ ବଡ଼ ଠାକୁର ଙ୍କର୍ ବିଷୟରେ ମନ ଭାବ ହିଁ ଅଲଗା ହେଇଯାଉଛି।

  • @saiprasadnayak2436
    @saiprasadnayak2436 3 ปีที่แล้ว +4

    Government should take strong action on avada rate & loot.... Bahut thakuchanti

  • @kalubarik6834
    @kalubarik6834 2 ปีที่แล้ว +1

    Very nice comedy prangya bhai

  • @Ashutosh55342
    @Ashutosh55342 3 ปีที่แล้ว +11

    ପଣ୍ଡା lutuchanti ପୁରୀ ରେ ସମସ୍ତଙ୍କୁ।।

  • @soumyayadav4957
    @soumyayadav4957 3 ปีที่แล้ว +2

    ଭୋଗ ଘରୁ ତିଆରି କରି ବି ବିକ୍ରୀ କରୁଛନ୍ତି।
    ଆପଣ ଚାହିଁଲେ ଗ୍ୟାସ୍ ରେ ଗରମ୍ କରି ଦେଇଦେବେ୤

  • @ae.shrxnay-p6q
    @ae.shrxnay-p6q 3 ปีที่แล้ว +1

    Jai jagannath🚩🚩

  • @anilsahoo504
    @anilsahoo504 3 ปีที่แล้ว +1

    Super duper hit

  • @arravprusty2593
    @arravprusty2593 3 ปีที่แล้ว

    ସବୁଠୁ ପୁରୀ ଭାଷା ଚମ୍ପିୟାନ,🙏🏼🙏🏼👍👍👍

  • @niranjanraj7063
    @niranjanraj7063 3 ปีที่แล้ว +1

    ଜୟ ଜଗନ୍ନାଥ

  • @kishor6752
    @kishor6752 ปีที่แล้ว

    ❤ Dil khus bhai

  • @priyacharandas7352
    @priyacharandas7352 3 ปีที่แล้ว

    ଜୟଶ୍ରୀ ଜଗନ୍ନାଥ

  • @sonalikalife4553
    @sonalikalife4553 3 ปีที่แล้ว +17

    Super 👌 comedy,ସତ ରେ ପୁରୀ abhada ଏମିତି ବିକ୍ରି ହେଉଛି

    • @Natakworld-s4v
      @Natakworld-s4v 3 ปีที่แล้ว +1

      15 tarikha re jaithili Puri ...saala maane Sabu lituchhanti

    • @kantikisalayabaral1483
      @kantikisalayabaral1483 3 ปีที่แล้ว +1

      Yes it's true

    • @maheswarmishra2432
      @maheswarmishra2432 3 ปีที่แล้ว

      Hi

    • @maheswarmishra2432
      @maheswarmishra2432 3 ปีที่แล้ว

      @@kantikisalayabaral1483 hi

    • @bharatipujapanda3404
      @bharatipujapanda3404 3 ปีที่แล้ว

      𝒯𝓂𝒶 𝒷𝒶𝒷𝓊𝒿𝒽𝒾𝒶 𝓀𝒶𝓁𝑒 𝓂𝒶𝑔𝒾𝒶 𝒶𝒷𝒽𝒶𝒹𝒶 𝓀𝒽𝒶𝒾𝓉𝒽𝒾𝓁𝓊

  • @nirmalnaik392
    @nirmalnaik392 3 ปีที่แล้ว +10

    Government should fixed the rate of maha Prasad.

  • @maniramashabar773
    @maniramashabar773 2 ปีที่แล้ว +6

    Prasad should be give mimimum tate to devoty ,jay Jagannath 🙏

  • @adityadarshan125
    @adityadarshan125 3 ปีที่แล้ว +28

    Sabu panda chora, puri jadi devlope kari paruni sebayata mananga paaen

  • @mrperfectlipu8637
    @mrperfectlipu8637 3 ปีที่แล้ว +1

    Jay maa laxmi namha

  • @9090571312
    @9090571312 3 ปีที่แล้ว +21

    Nice comedy episode. Fantastic acting
    👌👌👍 P.S.T 😆😆😆

  • @Kishan-vi6yj
    @Kishan-vi6yj 3 ปีที่แล้ว +10

    Jay Jagannath 🙏🏿❤️

  • @deepakkumarbehera3357
    @deepakkumarbehera3357 2 ปีที่แล้ว +3

    Pragyan nka voice taa puraa satare Puri pandanka bhali 👍

  • @suchismita....
    @suchismita.... 3 ปีที่แล้ว +21

    It's very true. I also have faced many times

  • @anusmita202
    @anusmita202 3 ปีที่แล้ว +17

    Versatile actors❤❤