Rabbit farming in odisha [ଠେକୁଆ ପାଳନ] thekua chasa odisha | How to start small scale rabbit farming

แชร์
ฝัง
  • เผยแพร่เมื่อ 2 พ.ย. 2024

ความคิดเห็น • 25

  • @jitendrasahoo8141
    @jitendrasahoo8141 8 หลายเดือนก่อน +11

    ଜୀବନ ପାଇଁ ଜୀବିକା ନିହାତି ଆବଶ୍ୟକ.. ହେଲେ ଜୀବିକା ନିମନ୍ତେ ବିଭିନ୍ନ ପ୍ରକାର ମାଧ୍ୟମ ଅଛି.. ଏହି ପରି ନିରୀହ ପ୍ରାଣୀ ର ଜୀବନ ସହିତ ଖେଳି ନିଜ ପାଇଁ ଜୀବିକାର ମାଧ୍ୟମ କରିବା ପୂର୍ବରୁ ଟିକେ ଭଲ କରି ଚିନ୍ତା କରନ୍ତୁ 🙏କର୍ମ ଘେନି ଫଳ

  • @simaranirout393
    @simaranirout393 8 หลายเดือนก่อน +2

    Very nice 👍

  • @GreenHills_GoatFarm_Baripada
    @GreenHills_GoatFarm_Baripada 8 หลายเดือนก่อน +3

    Nice Farm

  • @Harisankar27
    @Harisankar27 8 หลายเดือนก่อน +3

    Nice

  • @a-d8z
    @a-d8z 8 หลายเดือนก่อน +3

    Cow farm dekhantu bhala ..30ltr+ thiba cow manankara

    • @marutienterprises3294
      @marutienterprises3294 8 หลายเดือนก่อน

      ସବୁ farm ଭାଇ ଭଲ, କରି ପାରିଲେ ହେଲା

  • @chintamanidash8365
    @chintamanidash8365 2 หลายเดือนก่อน

    ଠେକୁଆ କୁ ପାଳନ କରନ୍ତି ନା ଛେଳି କୁକୁଡ଼ା ଭଳି ମାରିକି ଖାଇଦିଅନ୍ତି?

  • @binayakrout839
    @binayakrout839 2 หลายเดือนก่อน

    କୋଉଠି ମିଳିବେ ଛୁଆ

  • @manojswain7165
    @manojswain7165 6 หลายเดือนก่อน

  • @ManojKumarNayak-um1yv
    @ManojKumarNayak-um1yv 14 วันที่ผ่านมา

    Kouthi paibu aga kuhantu

  • @ssk-fx9nr
    @ssk-fx9nr 8 หลายเดือนก่อน +3

    Bhai a farm kariba theek haba ki nai

    • @marutienterprises3294
      @marutienterprises3294 8 หลายเดือนก่อน

      କରି ପାରିଲେ ସବୁ ହେବ

    • @gamingwiths47
      @gamingwiths47 8 หลายเดือนก่อน +4

      ଭାଇ ଠେକୁଆ ଫାର୍ମ କଥା ସ୍ବପ୍ନ ରେ ବି ଭାବନା। ଲୋକଙ୍କୁ ଭୁଆଁ ବୁଲାଉ ଛନ୍ତି। ଯଦି ଘରେ ରଖି ତା ଛୁଆ ବିକି ଦୁଇ ପଇସା ପାଇବ। ଫାର୍ମ କଲେ ନାମ ନେବା ଥୟ। ବହୁତ ପଇସା ଠକି ନେଉଛନ୍ତି

  • @Bismaya491
    @Bismaya491 8 หลายเดือนก่อน +4

    ସେଲ କେଉଁଠି କରିବା ଆଗରୁ ମୁଁ ରଖିଥିଲି।ବଡ ଗୁଡ଼ିକ 300ରେ ବି କେହି ପଚାରୁନଥିଲେ।

    • @marutienterprises3294
      @marutienterprises3294 8 หลายเดือนก่อน

      ମୋ ସେଥିରେ ଯୋଗା ଯୋଗ କରନ୍ତୁ

    • @Bismaya491
      @Bismaya491 8 หลายเดือนก่อน

      @@marutienterprises3294 ନମ୍ବର ଟା ଦିଅନ୍ତୁ ସାର୍

    • @binayakrout839
      @binayakrout839 2 หลายเดือนก่อน

      ଭାଇ ମୋର 2 4 ଟା ଦରକାର କୋଉଠି ମିଳିବ

    • @Bismaya491
      @Bismaya491 2 หลายเดือนก่อน

      @@binayakrout839 ସାର୍ ମୁଁ କେନ୍ଦୁଝର pet shop ରୁ 2ଟା ଆଣି ଥିଲି 6 ମାସ ରେ 87 ଟା ହୋଇ ଯାଇଥିଲେ। ଏବେ ସାର୍ ନାହିଁ ସବୁ ମାଗଣା ଯାଚି ଯାଚି ଲୋକଙ୍କୁ ଦେଇ ଦେଲି

  • @Sourabh.Mohapatra
    @Sourabh.Mohapatra 8 หลายเดือนก่อน +1

    Contact farming karucha para tame .Kahuna details re buy back policy katha.Nija marketing kale 1 Year v chalibani ye business.

  • @tridiptimohanty587
    @tridiptimohanty587 4 วันที่ผ่านมา

    କେହି ନବେନି ଜମା

  • @sitanayak7136
    @sitanayak7136 3 หลายเดือนก่อน +1

    Tu maribu michh kahuchu