ସୋନପୁରନେ ବନାହେଉଥିବାର ଖୁଦ୍ ଆମ୍ବିଲ୍ କେଭେ ଚାଖିଛନ୍ ?
ฝัง
- เผยแพร่เมื่อ 25 พ.ย. 2024
- ଘର ମାନକେ ଆମ୍ବିଲ୍ ତୁନ୍ ତ ସଭେଁ ଖାଇଥିବେ । ମାଖନ୍, ବାଏଗନ୍, ହେଣ୍ଡୁଆ, କରଡି, ଭେଣ୍ଡି, ପାତଲଘଣ୍ଟା ଆରୁ ଦୁଶରା ପରିବା ପକେଇକରି କରାଯାଏସି । ହେଲେ ଖୁଦ୍ ଆରୁ ବାସି ଥିର୍ ଦେଇକରି ହେଉଥିବାର ଆମ୍ବିଲ୍ କେଭେ ଚାଖିଛନ୍ । ଅରୁଆ ଖୁଦ୍ ଆରୁ ଦୁଇ ଦିନ୍ର ବାସି ଥିର୍ଥି ସୁଆଦିଆ ଆମ୍ବିଲ୍ ବନାଯାଏସି । ଇଥି ଭିଲ୍ ପରିବା ଲାଗିଥିସି ଯେନ୍ତା, କଖାଁର୍, ଭେଣ୍ଡି, ପାତଲଘଣ୍ଟା, ବାଏଗନ୍ ଆରୁ ମେରସିଙ୍ଗା ପତର୍, ଲେସୁନ୍, ଶୁଖା ମିର୍ଚ୍ଚା ଦେଇକରି ପରଝି ଦେଲେ ଏନ୍ତା ସୁଆଦ୍ ଲାଗସି ଯେ ବାକି ତିଅନ୍ ଶାଗ୍ ଭୁଲିଯିବ । ପହରାର ଇ ଭିଡିଓନେ ଦେଖମା ଖୁଦ୍ ଆରୁ ବାସି ଥିର୍ନୁ କେନ୍ତା ବନାଯାଏସି ଆମ୍ବିଲ୍ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ
ଆଗକେ ବଢ୍ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on TH-cam, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
Bahut badhia
Mast 👍👍👍👍👍👍
Best
କୁଳତା ଲେଥା ହାପରି ଦେଖଲେ କେନତା ମିଠା........
Very nice 👍
Mouthwatering
🙏🙏🙏
Great
Khud letha randhsn bali sunithili hele kenta randhsn je nai jani thai bhal lagla nua recipe te sikhi kari... Thank you
Limba phula k kana karle