ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
କବିତା ର ପ୍ରତି ଧାଡ଼ି ହୃଦୟଛୁଆଁ ❤
ଇଚ୍ଛା ହୁଏ ତୁମ ଶବଦେ ଭିଜି ଅସାର ସଂସାର ଯାଆନ୍ତି ପାଶୋରି ❤।ଚମତ୍କାର ତୁମ ବର୍ଣ୍ଣନା ସାଙ୍ଗ ❤
ମନ ଥିଲା ଅଶାନ୍ତ ବେଳ ଥିଲା ଶାନ୍ତ ଦୀପୁ ର କବିତାରେ ହେଲି ମୁଁ ନିରାନ୍ତ ।।ଗଜଲ୍ ସମ୍ରାଟ୍ ଦୀପଙ୍କର ଦାସ 💙🥳
Wah bhai
Bhai tu mast kahilu re 💗💗🤗😊😊
Bhai kahara..
କୁହ ନାହିଁ ସାଥୀ ତୁମ ଶବ୍ଦ ବିଶ୍ଳେଷଣ ଅଟକି ଯାଉଚି ସତେ ଦେହରୁ କି ପ୍ରାଣ,,ଖୁବ୍ ସୁନ୍ଦର୍ ହୋଇଛି, ଜୟ ଜଗନ୍ନାଥ 💐💐💐
Thank u ❤
Wow deepankar sir❤🥰
Waaa ଦୀପ୍ ତମେ ପୁରା କମାଲ କରିଦେଲ ❤️❤️❤️ ଜୟ ପ୍ରତିଲିପି ☺️☺️
ଶୁଭେଚ୍ଛା ଦୀପଙ୍କର ❤ । କଜ୍ଵଳର ଦୌରତ୍ମ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ।❤
ଧନ୍ୟବାଦ❤
Wah wah 🎉
Thank u Bhai ❤
Just mind blowing mmm ❤🎉
କେତେଥର ଭିଜିବି ତୁମ କଳ୍ପନାର ଆଦ୍ରତାରେ କେତେଥର ହଜିବି ତୁମ ଶବ୍ଦର ଚାତୁରୀରେ କେତେଥର ମଜ୍ଜିବି ତୁମ କନିଅର ଅମୃତରେ ..
Too beautiful. ...❤
Deepu bhaaiiii keep it up ❤
❤❤
Deepankar 🎉 you r mind blowing
ବହୁ ଦିନୁ ବସିଥିଲି ଅନେଇ ତୁମକୁ ...୨ଦେଖିନେଲା ପରେ ଶାନ୍ତି ମିଳିଲା ମନକୁ....।
କନିଅର ଫଳ ତୁମ କବିତାର ସ୍ପର୍ଶରେ ଅମୃତ ପାଲଟି ଯାଇଛି.... ଚିର ସବୁଜ କବି ଅନୁଜ ❤
ବାଃ ଖୁବ ଚମତ୍କାର ଏ ଧାଡି ସବୁ , ପୃଥିବୀ ଥିବା ଯାଏଁ ଏ ସବ୍ଦ ସବୁ ଅମର ହେଇ ରହୁ
ଆମେ ଭାଗ୍ୟବାନ,ଆମେ ଏବେ ତାଙ୍କୁ ଶୁଣୁଛୁ ଏ ଗଜଲ୍ ରେ, ଯାହାଙ୍କ ଶବ୍ଦରେ ବିରାଟ ସମ୍ଭାବନା,
ଦୀପଙ୍କରଙ୍କୁ ଶୁଣିଲା ପରେ ଲାଗେ,ଓଡ଼ିଆ କବିତାର ଭବିଷ୍ୟ ଉଜ୍ଜ୍ବଳ ସୁନ୍ଦର୍ ଓ ସୁରକ୍ଷିତ ।
Dhanyabad bhai ❤
Bahut sundar 👏🏻👏🏻
କିଛି ଧାଡ଼ି ଜବରଦସ୍ତ , ପ୍ରେମ ନିଅ ଭାଇ ❤❤
Wow....❣️
ଧନ୍ୟବାଦ ❤
ପୁରା ସୁପର ହିଟ୍, ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ ଏଭଳି ଆୟୋଜନ ପାଇଁ ।
ଦେବଦତ୍ତ ବିନା ସବୁ ଆୟୋଜନ ଅସମ୍ପୂର୍ଣ୍ଣ..
ଧନ୍ୟବାଦ ଭାଇ ❤
❤❤❤❤❤
❤ ଗୋଟେ କବିତାରେ କେତେ ଥର ଭିଜିହୁଏ କବି ???!!
କବି ଥରେ କହିଥିଲେ ଜର ହେବା ପର୍ଯ୍ୟନ୍ତ .. ଭିଜିହୁଏ
ଗଣିକି କିଏ ଭିଜେ??
❤
କବିତା ର ପ୍ରତି ଧାଡ଼ି ହୃଦୟଛୁଆଁ ❤
ଇଚ୍ଛା ହୁଏ ତୁମ ଶବଦେ ଭିଜି
ଅସାର ସଂସାର ଯାଆନ୍ତି ପାଶୋରି ❤।
ଚମତ୍କାର ତୁମ ବର୍ଣ୍ଣନା ସାଙ୍ଗ ❤
ମନ ଥିଲା ଅଶାନ୍ତ
ବେଳ ଥିଲା ଶାନ୍ତ
ଦୀପୁ ର କବିତାରେ ହେଲି ମୁଁ ନିରାନ୍ତ ।।
ଗଜଲ୍ ସମ୍ରାଟ୍ ଦୀପଙ୍କର ଦାସ 💙🥳
Wah bhai
Bhai tu mast kahilu re 💗💗🤗😊😊
Bhai kahara..
କୁହ ନାହିଁ ସାଥୀ ତୁମ
ଶବ୍ଦ ବିଶ୍ଳେଷଣ
ଅଟକି ଯାଉଚି ସତେ
ଦେହରୁ କି ପ୍ରାଣ,,
ଖୁବ୍ ସୁନ୍ଦର୍ ହୋଇଛି, ଜୟ ଜଗନ୍ନାଥ 💐💐💐
Thank u ❤
Wow deepankar sir❤🥰
Waaa ଦୀପ୍ ତମେ ପୁରା କମାଲ କରିଦେଲ ❤️❤️❤️ ଜୟ ପ୍ରତିଲିପି ☺️☺️
Thank u ❤
ଶୁଭେଚ୍ଛା ଦୀପଙ୍କର ❤ ।
କଜ୍ଵଳର ଦୌରତ୍ମ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ।❤
ଧନ୍ୟବାଦ❤
Wah wah 🎉
Thank u Bhai ❤
Just mind blowing mmm ❤🎉
କେତେଥର ଭିଜିବି ତୁମ କଳ୍ପନାର ଆଦ୍ରତାରେ
କେତେଥର ହଜିବି ତୁମ ଶବ୍ଦର ଚାତୁରୀରେ
କେତେଥର ମଜ୍ଜିବି ତୁମ କନିଅର ଅମୃତରେ ..
Too beautiful. ...❤
Deepu bhaaiiii keep it up ❤
❤❤
Deepankar 🎉 you r mind blowing
ବହୁ ଦିନୁ ବସିଥିଲି ଅନେଇ ତୁମକୁ ...୨
ଦେଖିନେଲା ପରେ ଶାନ୍ତି ମିଳିଲା ମନକୁ....।
କନିଅର ଫଳ ତୁମ କବିତାର ସ୍ପର୍ଶରେ ଅମୃତ ପାଲଟି ଯାଇଛି.... ଚିର ସବୁଜ କବି ଅନୁଜ ❤
ବାଃ ଖୁବ ଚମତ୍କାର ଏ ଧାଡି ସବୁ , ପୃଥିବୀ ଥିବା ଯାଏଁ ଏ ସବ୍ଦ ସବୁ ଅମର ହେଇ ରହୁ
ଆମେ ଭାଗ୍ୟବାନ,ଆମେ ଏବେ ତାଙ୍କୁ ଶୁଣୁଛୁ ଏ ଗଜଲ୍ ରେ,
ଯାହାଙ୍କ ଶବ୍ଦରେ ବିରାଟ ସମ୍ଭାବନା,
ଦୀପଙ୍କରଙ୍କୁ ଶୁଣିଲା ପରେ ଲାଗେ,ଓଡ଼ିଆ କବିତାର ଭବିଷ୍ୟ ଉଜ୍ଜ୍ବଳ ସୁନ୍ଦର୍ ଓ ସୁରକ୍ଷିତ ।
Dhanyabad bhai ❤
Bahut sundar 👏🏻👏🏻
Thank u ❤
କିଛି ଧାଡ଼ି ଜବରଦସ୍ତ , ପ୍ରେମ ନିଅ ଭାଇ ❤❤
Thank u ❤
Wow....❣️
ଧନ୍ୟବାଦ ❤
ପୁରା ସୁପର ହିଟ୍, ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ ଏଭଳି ଆୟୋଜନ ପାଇଁ ।
ଦେବଦତ୍ତ ବିନା ସବୁ ଆୟୋଜନ ଅସମ୍ପୂର୍ଣ୍ଣ..
ଧନ୍ୟବାଦ ଭାଇ ❤
❤❤❤❤❤
❤ ଗୋଟେ କବିତାରେ କେତେ ଥର ଭିଜିହୁଏ କବି ???!!
କବି ଥରେ କହିଥିଲେ ଜର ହେବା ପର୍ଯ୍ୟନ୍ତ .. ଭିଜିହୁଏ
ଗଣିକି କିଏ ଭିଜେ??
❤
ଧନ୍ୟବାଦ ❤