Auu eihhi kotha bi tike kuho ...... Sobubele jebe bi dekhibo...... Odisha history addo ku tike jibo..... Kumbhari boli gote gaon achhi ......bijepur re seithhi kartik sahu boli Jone byokti thhille ....jiye ki Shri Naveen Patnaik nko uppo ro ku chapal phopadi thhille.....auu poro muhurto re se Delhi chaligole......auu seithhi suicide koridele......sobuthhu safest jaga houchi maa ro ponoto kani auu maa ro ponoto kani re Shri V K pandiyan nku pochagola.....sei maa mane hni yarro uchit jawab debe......auu gote kotha ghruna mono bhabo pakho re sobubele apono jadi history ku jibe ....ghruna pakhore sobubele Prema jitichi.....auu michho pakhe sata jitichi.....auu binasho pakhore bikash jitichi .......
Gragualy the PUBLIC of ODISHA are not satisfied such type of acctivities of odisha govt. Like. PANDIAN VISIT. Definghtly in proper time the GOVT. will get it s result .
" Tu guhari karibu jahaku mu ghaita karuchhi tahaku".V.K Pandian IAS being authorised by the Hon'ble CM visiting different districts. Hence shouting speech of the public protesting Pandian's visit may not be fruitful. It will be better for public to observe.
ଅଭିନୟରେ ଲେଖାଯାଇଥିବା ଢେଗ ବହୁତ ଖୁସି ଲାଗୁଛି 😁
ଓଡ଼ିଶା ସରକାରଙ୍କ ବିନାଶ କାଳେ
ଭୋଟରଙ୍କ ଠାରୁ ବିପରୀତ ସମ୍ମାନ ।
ଓଡିଶାବାସୀଙ୍କୁ ବହୁତ ଧନ୍ୟବାଦ 🙋
ପାଣ୍ଡିଆନ ନାଡୀ ଚିପି ପରୀକ୍ଷା କରୁଛନ୍ତି ଓଡ଼ିଆ ମେଣ୍ଢାମାନେ କେତେ ସହନଶୀଳ। ତେବେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ଏଭଳି ପ୍ରତିବାଦ ସ୍ୱାଗତଯୋଗ୍ୟ।
ନାଟର ଗୋବର୍ଦ୍ଧନ ହେଉଛି ନବୀନ ପଟ୍ଟନାୟକ
ଜନତା ଚେତିଲେ ଅନ୍ଧାର ହଟିବ
ଉଇଁବ ସୂର୍ଯ୍ୟ
ହସିଲେ ଓଡିଆ ହସିବ ରାଜ୍ୟ
Bahut sundar
ଆଗ ଅନ୍ଧାର କର
ଏଇଟା ସତ କଥା। ଜୟ ଶ୍ରୀ ରାମ
ଓଡ଼ିଆ ମେଣ୍ଢା କିନ୍ତୁ ଚେତିବେନି... ମଲା ଯାଏ ମାଲ ନେଇ ଭୋଟ ଦେବାଟା ଥୟ... 👎👎👎
Auu eihhi kotha bi tike kuho ......
Sobubele jebe bi dekhibo......
Odisha history addo ku tike jibo.....
Kumbhari boli gote gaon achhi ......bijepur re seithhi kartik sahu boli Jone byokti thhille ....jiye ki Shri Naveen Patnaik nko uppo ro ku chapal phopadi thhille.....auu poro muhurto re se Delhi chaligole......auu seithhi suicide koridele......sobuthhu safest jaga houchi maa ro ponoto kani auu maa ro ponoto kani re Shri V K pandiyan nku pochagola.....sei maa mane hni yarro uchit jawab debe......auu gote kotha ghruna mono bhabo pakho re sobubele apono jadi history ku jibe ....ghruna pakhore sobubele Prema jitichi.....auu michho pakhe sata jitichi.....auu binasho pakhore bikash jitichi .......
ଆମେ ଓଡ଼ିଆ ସ୍ୱାଭିମାନ ବଞ୍ଚାଇବାକୁ ପଡିବ. ସଜାଗ ହେବାକୁ ପଡିବ ଭାଇ ଭଉଣୀ ମାନେ.. 👍
ଦୋଷ ଆଜ୍ଞା କାହାରି ନୁହେଁ ଦୋଷ ଆମ ଭୋଟର ମାନଙ୍କର,୫୦୦ଟଙ୍କା ନେଇ ଭୋଟ ଦେବ ଆଉ ଏବେ କାନ୍ଦିଲେ କ'ଣ ହେବ, ଆଗକୁ ତ ଆହୁରି କାନ୍ଦିବ ଏ ତ ସୁରୁଆତ
It's 💯% right.
right 👍 right 👍 right 👍
ଏହା ସମ୍ପୂର୍ଣ ସତ୍ୟ 🎉
କଲିଜା ଅଛି ରେ ଗଞ୍ଜାମ ଲୋକ ମାନଙ୍କ ର
ପ୍ରକୃତ ଖଳନାୟକ ନବୀନ। ଲୋକ ସଚେତନତା ଦରକାର।ନବୀନ ଗଣତନ୍ତ୍ର କୁ ହତ୍ୟା କରିଛି।ସେ ଅପରାଧୀ। ।😡😡😡😡😡
💯 correct
ସଚିବ ମହାଶୟ ହେଲିକାପଟର ରେ ଉଡ଼ିକି ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେତିକି ଟଙ୍କାରେ ଓଡିଶାର 3000 ଗରିବ ଲୋକଙ୍କର ଘର ହୋଇପାରିଥାନ୍ତା.
ଜନତା ଧୀରେ ଧୀରେ ବୁଝିଲେଣି l
ଏ ପ୍ରତିବାଦ ସମୁଦ୍ରକୁ ଶଙ୍ଖେ। ତଥାପି ବିଲେଇ ବେକରେ ଘଣ୍ଟି ବାନ୍ଧିବା ପାଇଁ ଯେଉଁ ଅୟମାରମ୍ଭ ପଦକ୍ଷେପ ତାହା ଶତ ପ୍ରଶଂସନୀୟ। ଜାଗ ଓଡ଼ିଆ ଜାଗ।
ଜଗନ୍ନାଥଙ୍କ ଅମୃତ ମଣୋହି ଜମି, ବ୍ରହ୍ମ ବିଭ୍ରାଟ, ଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ଜଗନ୍ନାଥଙ୍କ ବଦଳରେ ନବିନ ଜଣାଣ-ଏ ସବୁର ପ୍ରଭାବ ଏବେ ଦେଖିବାକୁ ଆରମ୍ଭ ହେଲା। ସଚେତନ ଓଡ଼ିଆ ଜାଗ୍ରତ ହୁଅ।
ଛାୟା ମୁଖ୍ୟମନ୍ତ୍ରୀ V k pandian
ଆପଣ ଠିକ କହିଛନ୍ତି
ଯିଏ ବି ଲେଖିଛନ୍ତି ସମ୍ପୂର୍ଣ୍ଣ ସତ କଥା ଧନ୍ୟବାଦ୍ ତାଙ୍କୁ
କେବଳ ଗୋଟିଏ ମନ୍ତ୍ର ଏ ଅପାରଗ ସରକାରକୁ ପରିବର୍ତ୍ତନ କରନ୍ତୁ ନଚେତ ଭବିଷ୍ୟତ ରେ ଓଡିଶା ଭିକ ମାଗିବ ପ୍ରେତକ୍ୟ ପାଞ୍ଚ ବର୍ଷରେ ସରକାର ଙ୍କୁ ପରିବର୍ତ୍ତନ କରନ୍ତୁ ମୋର ସଭିଙ୍କୁ ନିବେଦନ 🙏🏻
ଲୋକ ପାଈ କାଳ ଏଠୀ ବାଳ ସାସନ
School is without Teacher Medical is without Doctor inOdisha
ସ୍କୁଲ re ପିଲା ରହୁ ନାହାନ୍ତି ତମ ପିଲା ଖାଲି ଅଣ୍ଡା ଖାଇବାକୁ ଯାଉଛନ୍ତି
ଆଉ ବିରୋଧୀ ଏମିତି ହୁଅନ୍ତି
ଭଲ ଲେଖା ହୋଇଛି ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଉ ଓଡ଼ିଶାରେ ନାହାନ୍ତି
ନବୀନ ବାବୁ ଯଦି ବଞ୍ଚିଥାନ୍ତି ତ next election sure ଜିତିବେ କାରଣ ତାଙ୍କ ନେତା ଚାକର ପରି ହେଲେ ବି ମାଲିକ ପାଈଁ ଆହାର ଯୋଗାଇଦେବେ, ସେ ଜିତିଯିବେ , ଆଉ ରହିଲା ଜିତଲା ପରେ ଯଦି ନବୀନ ଚାଲିଯାନ୍ତି, ନବୀନ ପଚି ଯିବେ ଘରେ, ପାଣ୍ଡିଆନ ବାବୁ ବରଫ ଦେଇ 5 year ନବୀନ ବାବୁ name ରେ ଶାସନ କରିବେ 😂😂😊 କାଳୀ ପଡିଲା ପରେ ମାଉସୀ ଙ୍କ କାନ୍ଦ ଦେଖି ଲାଗିଲା, ମାଉସୀ ତାଙ୍କ ଘରେ କିଏ ମରିଲେ କାନ୍ଦିନଥିଲେ ଆଜି କାଳୀ ପଡିଯିବାରେ କାନ୍ଦିଛନ୍ତି,
😅😅😅😅😅😅😅😅 ଲାଜ ନାହିଁ ବିଜେଡିର ମାଇଚିଆ ନେତା ମାନଙ୍କୁ 😅😅😅😅
ଯାହା ଲେଖିଲେବି ଆମ ବିଧାୟକ ସାଂସଦ କୁ ବାଧିବନି ଯେହେତୁ ତାଙ୍କ ଚମଡା ଗେଣ୍ଡା ଚମଡାଠୁ ବି ମୋଟା, ରହିଲା ଧୃତରାଷ୍ଟ୍ର ସେତ ବିନା ପରିଶ୍ରମରେ ରାଜଭୋଗ କରୁଛି, କେତେବର୍ଷ ବାପା ନାଁରେ ଏବେ ସଚିବ କୁ ଖଟେଇ ଆରମସେ ଅଛି
Ravdi Devi better than our Odisha Neta MLA MP...... only Aparajita mdm and Pandya is best....
ପାଣ୍ଡିଆନ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଅଛି ଭଲ କଥା କିନ୍ତୁ ସାଳl ମନ୍ତ୍ରୀ ମାନଙ୍କୁ ଦାୟିତ୍ଵ ଦେବା କଥା ନୁହେଁ
ଜନତା ଚେତିଲେ ଓଡ଼ିଶା ରେ ଅନ୍ଧାର ହଟିବ ଓ ସାଧାରଣ ଜନତା ଶାନ୍ତି ରେ ବଞ୍ଚି ପାରିବେ,ଏହି ଲକ୍ଷ୍ୟରେ ସାଧାରଣ ଜନତା ଭାବନ୍ତୁ
ସୁନ୍ଦର ପ୍ରତିବାଦ
Unfortunate odisha
BJD Should Be Down.
ଓଡିଶା ରେ ଏମିତି ଲେଖ ସମସ୍ତେ
ଜାଗ୍ରତ ହୁଅ ଓଡ଼ିଶା ବାସି ଦୟା କରି
Good
ଏସପି ଆକ୍ସନ ନେଲେ ଚାକିରୀ ଗୋଲ୍,
ଓଡ଼ିଶା ଭାଇ ଭଉଣୀ ସଜାଗ ହୁଅ ଓଡ଼ିଶା ଦୁର୍ନୀତିକୁ ହଟେଇ ଦିଅ
ଲୋକଙ୍କୁ ମାରିସାରିଲାନି ନବୀନ ବାବୁ କଣ ଲୁକଙ୍କୁ ସୁବିଧା କରିଛି 23 ବର୍ଷ ହେଲାଣି କୁହନ୍ତ୍ତୁ
ମନ୍ତ୍ରୀମାନେ କିଛି କରିପାରୁ ନାହାନ୍ତି, ଯାହା ସେମାନଙ୍କର କରିବାରଥିଲା, ସଚିବ ତାହା କରୁଛନ୍ତି , ଯଦି ଲୋକମାନଙ୍କର କିଛି ସୁବିଧା ହଉଛି, ସେଥିରେ ଏ ପ୍ରକାର ସବୁକଥା ମୂଲ୍ୟହୀନ l
ଆପନ୍ ମାନେ ଖୁଚି ତ
Super kahela bhai pandian kia ke Odisha roo nuapati gothan kareba darkar Jai jagannath 🙏🙏🙏🙏❤️❤️❤️🚩🚩🚩🇮🇳🇮🇳🇮🇳
ଭାଇ ଖାଲି ପାଣ୍ଡୁ କୁହ, ଅଧା ତାମିଲ ଅଧା ଓଡ଼ିଆ ଛୁଆ, ଏଇଟାକୁ ଏତେ ସମ୍ମାନ 👌
Kichi habo nhi 500 tanka ra vote daba survey report ra bjd win habo 2024 time achi please don’t vote bjd
Kete avinoga purana hoechi
କଂଗ୍ରେସ ସରକାର ଆଉ ଥରେ ଓଡ଼ିଶା ଗରିବ ଲୋକ କ ଘର ବଦଳିଯିବ
"ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର,
ଚିରି ଭିତର ଦେଖ କି ନାରଖାର ।" !!! !!! ??? ...
ଆଇଏଏସ ପାସ କରିଥିଲେ ମୂଖ୍ୟ ମନ୍ତ୍ରୀ ସୁଜଗୋ ofer
Right 👍
Thankyou Bhai.
ପାଗଳ ବିରୋଧୀ, ପାୱ୍ୱାର ନ ପାଇବା ଭୟରେ ପାଗଳ ଭଳି ହେଉଛନ୍ତି
Good odisha
Right sir
ବିରୋଧ ଏମିତି ନକରି ହେଲିକପ୍ଟର ଉଲ୍ଲାଇବାକୁ ସୁବିଧା ଦିଅନାହି।
ଆରେ ରିପୋଟର ଭାଇ ଷଣ୍ଡ ନୁହେଁ ଷଣ୍ଢ
ଜୟ ନବୀନ ବାବୁ 😅😅😅
Jay bjd
Right bro right
Right
👏 👍...
Bhala lekha heichhi
ଭଳକାମରେ ଏତେ କାଯେ ଏତେ ପ୍ରତିବାଦ ହୋଆଜ୍ଞାମାନେ
Good blessing nabeen aau pandian Tamil babu
କାଲି ଯେଉଁ ନେତାମାନେ ବିଜେଡି ଦଳରେ ରହି ବିଜେଡି ଦଳର ବିଫଳତା ବିରୋଧରେ କହିବାକୁ ସାହାସ କରୁନଥିଲେ ଆଜି ସେମାନେ ବିଭିନ୍ନ ଦଳରେ ରହି ବିରୋଧ କରୁଛନ୍ତି। କିନ୍ତୁ ସେତେବେଳେ ସେହି ନେତାମାନେ ବିଜେଡି ଦଳରେ ନିଜ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଜିନ୍ଦାବାଦ କହୁଥିଲେ। ବିଜେଡି ଦଳରେ ଦୁର୍ନୀତି ହେଉଛି ଜାଣି ସୁଦ୍ଧା ବିଜେଡି ଦଳରେ ଥିଲେ ଆଉ ଯେତେବେଳେ ସେ ଦଳରେ ତାଙ୍କ ପତିଆରା କମିଗଲା ସ୍ୱାର୍ଥରେ ବାଧା ଆସିଲା ସେମାନେ ଦଳ ବଦଳ କରି ଏବେ ବିରୋଧ ଆରମ୍ଭ କଲେ।ତେବେ କୁହନ୍ତୁ ଏଠି କିଏ ସଚେତନ ନେତା ନା ଜନତା।କିଏ କାହା ସ୍ୱାର୍ଥ ପାଇଁ ଲଢୁଛି।ନେତା ଜନତା ଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଛି ନା ନିଜ ସ୍ୱାର୍ଥ ପାଇଁ ନେତା ଲଢ଼ୁଛନ୍ତି।କହିଲେ କହିବ କହୁଛି
This is expected what extra Ganjam has got...what development done...No good Hospital...No University...No good education....No industries
No
Bjd
Odisha ra N
BJD Neta Mane MLA Minister Mane kukura taru bi hina hai jai chanti
ବିଜେପି ମିଛ କହୁଛି ବିଜେଡି ମନ୍ତ୍ରୀ ମାନେ ୟେହା ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଆନ୍ତୁ,ତେବେ ସେମାନେ ନିଜ ହକ ପାଇ ପାରିବେ,ଜନତା ଆପଣଙ୍କୁ mal କଲେ ନିଜ area ର ସୁଖ ଦୁଃଖ ଜଣାଇବା ପାଇଁ କିନ୍ତୁ ସବୁ ନେତା ମନ୍ତ୍ରୀ ଖାଲି ନିଜ ପ୍ୟାକେଟ ଫୁଲ କଲେ ସେ ସତ୍ ସାହସ mal mp ଙ୍କ ନାହିଁ.
BJP ଜାଣିପାରୁନି ଏମିତି କଣ ପାଇଁ କରୁଛି ଯାହା କରୁଛି ଠିକ୍ କରୁଛି ବିଜେପିପାଇଁ ଭଲ ଏଇଟା
👍
ସବୁ MLA ବଳଦ ହେଲେ 5T ସଚିବ ଷଣ୍ଡ 👎ଲକ ଓଡିଶା
ଲଜ୍ଜା ଲଜ୍ଜା ଶତ ଶତ ଲଜ୍ଜା ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଲଜ୍ଜା।
ମୁଖ୍ୟମନ୍ତ୍ରୀଙ୍କର ଓ ବିଜେଡି ନେତାମାନେ ଅନ୍ଧ ମୁକ ବଧିର। ଏଡ଼େ ଅଯୋଗ୍ୟ ଦଳ ଓ ସରକାର କେଉଁଠି ନ ଥିବ
ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ କାହିଁକି ଗଞ୍ଜାମ ବାସୀ ଚୁପ୍ ରହିଥିଲେ ଏତେ ବର୍ଷ ପରେ ଏଭଳି ପ୍ରତିବାଦ କରିବା ବିଜେଡି ଦଳକୁ କିଛି ବି ଫରକ ପଡୁନି ।ଆଜି ଯେଉଁଭଳି ଜଣେ ସଚିବ କୁ ବିରୋଧ କରୁଛନ୍ତି ।ଯଦି ସେତେବେଳେ ସେହି ବିଜେଡି ଦଳର ନେତା ମନ୍ତ୍ରୀ ବିଧାୟକ ମାନଙ୍କୁ ଏହିଭଳି ପ୍ରଶ୍ନ କରି ବିରୋଧ କରିଥାନ୍ତେ ତେବେ ହୁଏତ ଆଜି ବିଜେଡି ସରକାର ରେ ନଥାନ୍ତା
କଣ କରିବୁ ଗାଁ ଲୋକ ଭୋଟ ନଦେଲେ ସାମାଜିକ ବାସନ୍ଦ, ଆଉ ବ୍ରହ୍ମପୁର ବାସୀ ଭାବନ୍ତି ଆଉ ଭୋଟ ଦେଇ କିଛି ଲାଭ ନାହିଁ।
@@MaheshJani-cj9si ଏବେ ସମୟ ଆସିଛି ଏକ ନୂତନ ସରକାର ବାଛିବାର ଏବେ ସଚେତନ ହେବା ନିହାତି ଜରୁରୀ।
Abe ama odisha toka kia chhida hele apati nahni hele Ataku Kia chinhi chi sale mamati kara karichi odiaha re 🙏
👍
Good job.odisa sara abhali karajiba darakara.
ବିଜେଡି 2024 ରେ ପୁଣି ଜିତିବ ବିରୋଧ କଲେ କିଛି ଫରକ ପଢିବନି
ଧିକ ତୁମ ଜୀବନରେ ନେତା ମାନେ ଏତେ ଶୁଣିଲା ପରେ ବି ଚୋପ ପଡ଼ିଚ
👍
ନବୀନ ହଟାଅ ଓଡ଼ିଶା ବଚାଓ
ଭଲ ଅଛି
ବାଳ ପାଣ୍ଡିଆ ଲାଜ ଲାଗୁନି ଓଡ଼ିଶା ବାସୀ mankau
Otv kichhi aau ମିଳୁନି
BJD hatao
Odisha banchao
Jay pandian
Ta bhauni ra ghaita pandian Jay sala
ଵୋଉ ଘ୍ଇତାର ଟଙ୍କା ରେ ଯାଉନୁ
Chhi Chhi Odisha Politics, very offended news
Khali bhukiba katha nahele aau kichhi nunhe😂🤣
କିଛି କରି ପାରିବ ନାହିଁ।ଲୋକ ହଜାର ହଜାର ତାଙ୍କ ମିଟିଂ କୁ ଯାଉଛନ୍ତି
ଆରେ ଭାଇ ତାଙ୍କର ବିଜେପି ର ସର୍ବୋଚ୍ଚ
ସ୍ତରୀୟ ନେତା ଙ୍କ ସହିତ ଉତ୍ତମ ସମ୍ପର୍କ।
ଦି
Gragualy the PUBLIC of ODISHA are not satisfied such type of acctivities of odisha govt. Like. PANDIAN VISIT. Definghtly in proper time the GOVT. will get it s result .
Odisha basi janisarileni 2024 BJD sarkar nhai
Ok
Chhanel full politician
ସମୟ ଆସିଛି ସଜାଗ ହୁଅ ।
ତାମିଲ ଶାସନ ହଟାଇ ଦିଅ ।
" Tu guhari karibu jahaku mu ghaita karuchhi tahaku".V.K Pandian IAS being authorised by the Hon'ble CM visiting different districts. Hence shouting speech of the public protesting Pandian's visit may not be fruitful. It will be better for public to observe.
Lekhile kn haba bikas ta hauchi au agaku haba
Kn bikas heuchi tike kahibe ki daya kari
😂😂😂thik lekha heichi bahut santi lagila wahhhh
Apnamane janiparunahanti next CM
Pandian is hero in orissa all orissa people's are 0
ଏମିତି କହିକି ଆପଣ ମାନେ ତାଙ୍କୁ ଲୋକ ମୁଖକୁ ଆଣୁଛନ୍ତି
Jai sri ram🙏🙏 🙏
MLA Mantri Mane Kukura Heigaleni 😅
Chi chi mo odisha
good job
ଆତ୍ମା କୁହୁଳୁଛି ମୁଖ ପ୍ରସନ୍ନ
ହାତୀ ବାଟ ରେ ଗଲେ ହଜାରେ କୁକୁର ଭୂକିବେ, BUT ହାତୀ ର No tension
Hatti ? Naba das pari mariba
@@elizabehera6454 ମଣିପୁର ରେ ନାରୀ କୁ ଉଲଗ୍ନ କରିବା ଟା bjp ର ବଢିଆ ଇଜ୍ଜତ
@@ashokkumardas6003 au pari , mamata meher sabu Manipur re heithila bodhe? Bhai soumya ranjan hatyakanda bhulijibani bodhe.Arachana nag Mane achhi?
Kichhi hebani sei BJD .Shah already kahiki jaichhi .amaku MP seats darkar . Odisha government nuhe . Election re kehi bjp heavyweight asibeni aita bjp leader janiba katha.BJP Tame birodhi bhali lagiba katha .Chora nka bhali nuhe 2 adu lobha .
Odisha ra neta ....neta nuha.....pandya amar neta...
ok amiti haba darkar
ତାମିଲ ହଟାଅ ଓଡ଼ିଶା ବଚାଓ
ଏକଛତ୍ରବାଦୀ ଶାସନ କାହିଁକି