ଯୀଶୁ ଖ୍ରୀଷ୍ଟଙ୍କ ଅଜ୍ଞାତ ୧୮ ବର୍ଷର ସତ୍ୟତା (ସତ୍ୟ ସମାଚାର -୨୬) || REV. NIRANJAN TURUK || 05-02-2025

แชร์
ฝัง
  • เผยแพร่เมื่อ 10 ก.พ. 2025
  • #niranjanturuk #odiachristianmessage

ความคิดเห็น • 397

  • @AnakMalik-d2k
    @AnakMalik-d2k 5 วันที่ผ่านมา +18

    ସାର୍ ଏହି ଭଳି ଶିକ୍ଷା ଆମ୍ବାମନଙ୍କ ପାଇଁ ବହୁତ ଜରୁରୀ ଅଟେ

  • @davidsinghhembramdavidsing4316
    @davidsinghhembramdavidsing4316 5 วันที่ผ่านมา +5

    ସୁନ୍ଦର ଶିକ୍ଷା ପ୍ରଭୁ ଆଶୀର୍ବାଦ କରନ୍ତୁ praise the lord

  • @bamasingkhuntia
    @bamasingkhuntia 5 วันที่ผ่านมา +10

    ଯୁବା ଯୁବତୀ ଙ୍କୁ ଉତ୍ତମ ଜ୍ଞାନ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛୁ 🎉🎉🎉🎉

  • @pratibhaacharya4558
    @pratibhaacharya4558 5 วันที่ผ่านมา +2

    ଧନ୍ୟବାଦ୍ 💐💐👍👍🙏🙏ଯୀଶୁଙ୍କ ଜନ୍ମରୁ ସ୍ଵର୍ଗାରୋହଣ ପର୍ଯ୍ୟନ୍ତ ଅତି ସୁନ୍ଦର୍ ବାସ୍ତବ ସତ୍ୟ ଯାହା ବାଇବଲ ରେ ସୂଚାଇ ଦିଆଯାଇଛି , ଏହା କଳ୍ପିତ , କାହାଣୀ, ପୌରାଣିକ ନୁହଁ ବାସ୍ତବ ଐତିହାସିକ ତଥ୍ୟ ଓ ସତ୍ୟ କୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନା ହୋଇଛି
    Thank God ,,🌹🙏🙏🙏

  • @ribikapradhan2574
    @ribikapradhan2574 5 วันที่ผ่านมา +1

    Praise the lord pastor sir 🙏🙏🙏 ati sundar message sir amen 🙏 prabhu apananku bahula bhabare asribad karantu sir amen 🙏🙏🙏🙏

  • @Naturalviewsagain
    @Naturalviewsagain 5 วันที่ผ่านมา +11

    ଧନ୍ୟବାଦ ଯିଶୁ ବାପା ତୁମର ପବିତ୍ର ବକ୍ୟରୁ ଜ୍ଞାନ ଦେଇଥିବା ପାଇଁ । ନିରଞ୍ଜନ pastor sir ଙ୍କୁ ଆଶୀର୍ବାଦ କରନ୍ତୁ । ଅମେନ। Glory to GOD❤❤❤ ,🙏

  • @bangikiskubangikisku9093
    @bangikiskubangikisku9093 3 วันที่ผ่านมา +1

    Very nice message bro. Praise the Lord❤❤❤

  • @Jitendra-gn7xp
    @Jitendra-gn7xp 5 วันที่ผ่านมา +3

    All rights sir 💯 praise the lord ❤

  • @narendramishra7272
    @narendramishra7272 5 วันที่ผ่านมา +1

    Thank you sir necessary teaching for all believers. God bless you

  • @voiceofsoul7739
    @voiceofsoul7739 5 วันที่ผ่านมา +1

    Praise to God 🙏 for Beautiful true story of Jesus christ 🙏

  • @kalabatipradhan8370
    @kalabatipradhan8370 5 วันที่ผ่านมา +1

    Praise the lord pastor sir 🙏🙏 Amen, very nice message.God bless you sir

  • @PurnaGagerenga
    @PurnaGagerenga 5 วันที่ผ่านมา +5

    ଧନ୍ୟବାଦ ଓ ପ୍ରଶଷା ହେଉ ଖ୍ରୀଷ୍ଟାପ୍ରଭୁଙ୍କ ଏହି ପରି ବାକ୍ୟ ବାଇବେଲରୁ ଖୋଜି ଓଡିଶା ବାସୀଙ୍କୁ ଶୁଣାଉଛନ୍ତି

    • @unitedpeaceworker714
      @unitedpeaceworker714 5 วันที่ผ่านมา

      @ddbaska_shortsvideo
      ହୋଉ ମାନ୍ୟବର,
      ଯେଉଁ ମାନେ Original Christian ଅଛନ୍ତି ସେମାନେ ସବୁ କହୁଥିବା କଥା, ସ୍ୱଚକ୍ଷୁ ରେ ଦେଖିଥିବା ସ୍ଥଳ, America ରେ DNA Test report କାଶ୍ମୀର ରେ ଥିବା JISHU ଙ୍କ ବଂଶଧର ଙ୍କର, SILK ROAD ମାଧ୍ୟମ ଦେଇ JISHU ଯେଉଁ ଜେରୁଜେଲମ ରୁ କାଶ୍ମୀର ଆସିଥିଲେ ପ୍ରଥମେ ଜଣେ ବୌଦ୍ଧ ସାଧୁ ଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କ ନିକଟରେ ରହିଥିଲେ ଯାହା ତାଙ୍କର ଲିପିରେ ଲେଖା ଅଛି କିମ୍ବା ତାଙ୍କର କବର ଏହା ସବୁ ମିଛ 🤣🤣🤣🤣🤣🤣🤣
      କେବଳ ସତ୍ୟ ହେଲା ତୁମେମାନେ ଯେଉଁ ମନଗଢା ଜୀବନଶୈଳୀ ପୁସ୍ତକ ପଢୁଛ 🤣🤣🤣🤣🤣🤣
      କହିପାରିବ ଏହି ଜୀବନଶୈଳୀ ପୁସ୍ତକ କିଏ, କେବେ, କେତେବର୍ଷ, କେଉଁ କେଉଁ ଦେଶର ଲୋକମାନେ ଲେଖିଥିଲେ???????
      ଯଦି ଏହା ଥରକରେ ଲେଖଯାଇଥିଲା ତାହେଲେ ଏହା ପରିବର୍ତ୍ତନଶୀଳ କାହିଁକି?????????
      ଆରେ ମାନ୍ୟବର କେବଳ ଭାରତୀୟ ସଂସ୍କୃତି ହିଁ ଶାନ୍ତି ଓ ପ୍ରେମରେ ରହିବାର ଉଚିତ ମାର୍ଗ ଦିଏ, ସେଥିପାଇଁ ପୃଥିବୀ ର ଗୋଟିଏ ଦେଶ ସମ୍ଭିଧାନ ରେ SECULAR ର ମାନ୍ୟତା ଦେଇଛି ଓ ସମସ୍ତେ କିପରି ଭାଇଚାରା ହୋଇ ଶାନ୍ତିରେ ରହିବେ ତାହା ଦିଗଦର୍ଶନ ଦେଖାଇଛି କିନ୍ତୁ କିଛି CRYPTO CHRISTIAN ଭାରତୀୟ ସଂସ୍କୃତି, ସଭ୍ୟତା, ପରମ୍ପରା ଓ ମହାନତା ବିଷୟରେ ଅପପ୍ରଚାର କରି କିପରି ଲଙ୍ଗଳା ସଂସ୍କୃତି, ସଭ୍ୟତା ପ୍ରଚାର ପ୍ରସାର ହେବ ତା ପାଇଁ ସେମାନେ PETTY DOG ଭଳି କାମ କରି ତାଙ୍କରି ଦେଶ ପରି ଅଶାନ୍ତିର ବାତାବରଣ ତିଆରି କରିବା ସହିତ ଭାରତୀୟ ଲୋକଙ୍କ ଭାବାବେଗ କୁ ଆଘାତ ଆସିଲା ପରି ଗୋମାତା କୁ ହତ୍ୟା କରି ତାର ମାଂସ ଭକ୍ଷଣ କରୁଛନ୍ତି।
      କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଏହାଦ୍ୱରା ଭବିଷ୍ୟତ ଅନ୍ଧକାର ବୋଲି।
      ଏବେବି ସମୟ ଅଛି ତୁମେମାନେ ତୁମର ମୂଳ ସଂସ୍କୃତି କୁ ଜାଣ ଓ SECULAR ହୋଇ ସମସ୍ତ ଧର୍ମ କୁ ସନମାନ ଦିୟ।
      JAI HIND
      All is Welllll🙂🙂🙂🙂🙂🙂

  • @ManojMallick-h1q
    @ManojMallick-h1q 5 วันที่ผ่านมา +1

    ଖାଲି ତପି ମିଶ୍ର ଙ୍କ ପାଇଁ ନୁହେଁ ଏଇଟା ଅମୋ ପାଇଁ ଜାଣିବା ଜରୁରୀ ଅଟେ praise the lord 🙏🙏🙏

  • @RajkishorSingh-v8i
    @RajkishorSingh-v8i 5 วันที่ผ่านมา

    🙏 Hallelujah 🙏 praise the lord 🙏

  • @jugalkishorepradhan5875
    @jugalkishorepradhan5875 6 วันที่ผ่านมา +12

    ଚମତ୍କାର ବ୍ୟାଖ୍ୟା.... ଏହା ସମସ୍ତଙ୍କୁ ନିହାତି ଜାଣିବାର ଆବଶ୍ୟକ ଅଛି... ଆଜ୍ଞା ଆପଣଙ୍କ ବହୁମୂଲ୍ୟ ଶିକ୍ଷା ପାଇଁ ଅଶେଷ ଅଶେଷ ଧନ୍ୟବାଦ l

  • @ujwalbibbar2855
    @ujwalbibbar2855 5 วันที่ผ่านมา +1

    Thank you pastor ji. May lord bless you.

  • @rashmisimons548
    @rashmisimons548 5 วันที่ผ่านมา +1

    Praise the lord 🙏 Pastor babu

  • @Anantapatuofficial
    @Anantapatuofficial 6 วันที่ผ่านมา +8

    ବହୁତ ସୁନ୍ଦର topic sir.. ଏହି ବିଷୟରେ ପ୍ରତେକ ଖ୍ରୀଷ୍ଟିଆନ ଜାଣି ଥିବା କଥା... ଏକ ଅଜ୍ଞାତ ବିଷୟର message... Praise the lord... Glory of god.....

  • @bikashdigal9294
    @bikashdigal9294 5 วันที่ผ่านมา +4

    ସମସ୍ତ ବିଷୟ ପାଈଁ ପ୍ରଭୁଙ୍କ ମହାନ୍ ନାମ ଧନ୍ୟବାଦ ହେଉ

  • @muralidharmajhi5548
    @muralidharmajhi5548 5 วันที่ผ่านมา +3

    ଅତି ସୁନ୍ଦର ବାକ୍ଯ ଏମିତିଗୁଡାଏ ତପି ବାବୁଙ୍କୁ ବଝାଇବାର ଥିଲା.ନିରଞ୍ଜନ ସାର କୁଂ ପ୍ରଭୁ ଆଶୀର୍ବାଦ କରନ୍ତୁ.ଅମେନ

  • @gospel_lyrics_07
    @gospel_lyrics_07 5 วันที่ผ่านมา +2

    Praise the lord 🙌🏻🙌🏻 Good answer to who told that , Jesus had been came to India ❤❤❤❤❤

  • @mamatamaharana9024
    @mamatamaharana9024 4 วันที่ผ่านมา

    Truth message sir 🙏

  • @sudarsanrao3269
    @sudarsanrao3269 5 วันที่ผ่านมา +3

    ପ୍ରଭୁ ଆପଣଙ୍କୁ ବହୁଳ ବହୁଳ ରୂପେ ଆଶୀର୍ବାଦ କରନ୍ତୁ ✝️❤️🙏✝️

  • @Purnima_lifestyle_vlog
    @Purnima_lifestyle_vlog 5 วันที่ผ่านมา +5

    Thank you so much uncle

    • @Adarsh...1126
      @Adarsh...1126 5 วันที่ผ่านมา +3

      ପୁର୍ଣିମା ଭଉଣୀ ତମେ ଏହି ବାକ୍ୟ ଦେଇ ତପି ମିଶ୍ର କୁ counter କର 👍

    • @Purnima_lifestyle_vlog
      @Purnima_lifestyle_vlog 5 วันที่ผ่านมา +2

      @Adarsh...1126 Hn hn mu already kali pain bhabi neichi

    • @ArunKumar-pk3wb
      @ArunKumar-pk3wb 5 วันที่ผ่านมา

      Praise the Lord...
      Yes glory to God

    • @shubhrashobhanbag6474
      @shubhrashobhanbag6474 5 วันที่ผ่านมา

      Eta sufficient answer nuha .........

  • @prasannokumarnayak2034
    @prasannokumarnayak2034 6 วันที่ผ่านมา +27

    Praise the Lord, ତପି ମିଶ୍ର ପାଇଁ ଉତ୍ତମ ଶିକ୍ଷା

    • @rojitkumar3993
      @rojitkumar3993 5 วันที่ผ่านมา +1

      Se murkho ta siye kana janiba ehi vdo ଦେଖିକି ଜାଣୁ

    • @ranjanbehera239
      @ranjanbehera239 5 วันที่ผ่านมา

      ତପି ମିଶ୍ର ଜଣେ fraud ଲୋକ, ଯୀଶୁଙ୍କ ନାମରେ ମିଛ କହୁଛି ତାହା ଅଳ୍ପ ଦିନ ନିମନ୍ତେ!

    • @enoshkumar8807
      @enoshkumar8807 5 วันที่ผ่านมา +2

      Praise the lord
      ଭାଇ ଏହା କେବଳ ଯେଉଁ ମାନେ ପ୍ରଭୁଙ୍କୁ ଜାଣି ନାହାଁନ୍ତି ଖାଲି ତାଙ୍କ ପାଇଁ ନୁହଁ ବରଂ ଆମ୍ଭ ସମସ୍ତଙ୍କ ପାଇଁ ମଧ୍ୟ ଆମ୍ଭ ମାନଙ୍କୁ ଅନେକ କିଛି ପରମେଶ୍ବରଙ୍କ ବାକ୍ୟ ମଧ୍ୟରୁ ଶିଖି ବାର ଅଛି

    • @bikashdigal9294
      @bikashdigal9294 5 วันที่ผ่านมา

      ​@@enoshkumar8807
      Thik kahichha bhai

    • @unitedpeaceworker714
      @unitedpeaceworker714 5 วันที่ผ่านมา

      ​@@rojitkumar3993
      ମାନ୍ୟବର ନିରଞ୍ଜନ,
      ସେଥିପାଇଁ ଜର୍ମାନ ର ଇତିହାସବିତ ମାନେ ୧୮୯୦ ମସିହାରୁ କହିଛନ୍ତି ଏହା ଗୋଟିଏ ମନଗଢା କାହାଣୀ ପୁସ୍ତକ ବୋଲି। ଆରେ ସତ୍ୟ କୁ ଜାଣ, ଯଦି JISHU ଭାରତକୁ ଆସିନଥିଲେ ତାହେଲେ ROZA BAL SHRINE ମିଛ????? LADAKH ରେ ଥିବା BUDDHIST MONK ଙ୍କ ନିକଟରେ ଥିବା ଲେଖା ମିଛ??????
      କାଶ୍ମୀର ରେ ଥିବା ତାଙ୍କର FOOT PRINT ମିଛ??????
      ଯେଉଁ ସାଧୁ ଙ୍କ ନିକଟରେ ରହି ଶିକ୍ଷା ଲାଭ କରିଥିଲେ ତାହା ମିଛ?????
      ତାଙ୍କର KASHMIR ରେ ଥିବା କବର ମିଛ??????
      କେବଳ ସତ୍ୟ ହେଲା ଯେଉଁମାନେ ଏହି ପୁସ୍ତକ ଲେଖିଛନ୍ତି 🤣🤣🤣🤣

  • @safirbenya8171
    @safirbenya8171 5 วันที่ผ่านมา +2

    Thanku sir bhalabakya dela❤

  • @MANGARAJ760
    @MANGARAJ760 5 วันที่ผ่านมา +1

    Praise tha Lord sir God bless you bhala shikhya deichanti

  • @titasjohn6726
    @titasjohn6726 5 วันที่ผ่านมา +2

    God bless you pastor

  • @BRk-n3z
    @BRk-n3z 5 วันที่ผ่านมา +1

    Very nice massage❤❤

  • @ambikasanta8854
    @ambikasanta8854 5 วันที่ผ่านมา +2

    Bahut badiya explain sir.prabhu bahut kichhi sikhaile bakya sahita.🙏🙏🙏

  • @subodh453
    @subodh453 5 วันที่ผ่านมา +2

    ଵହୂତ ଧନ୍ୟବାଦ ସୀର୍ ସମଗ୍ର ଓଡ଼ିଶାର ଖିଷ୍ଟିୟାନ ସମାଜକୁ କୁହନ୍ତୁ ତାଙ୍କ ପାଇଁ ଉପବାସ ଆଉ ତା ପାଇଁ ପ୍ରଭୁଙ୍କ ନିକଟରେ କାନ୍ଦିବାର ଅଛି!

  • @titasjohn6726
    @titasjohn6726 5 วันที่ผ่านมา +1

    Thank you Jesus ❤

  • @Bestlife31808
    @Bestlife31808 5 วันที่ผ่านมา

    ଯୀଶୁ ଥିଲେ ସନାତନୀ 🚩🚩🚩🚩🚩

    • @AlwinDigal
      @AlwinDigal 4 วันที่ผ่านมา +1

      Taha hele hindu Mane jisu nku poja Kari be na kana?

  • @rajivraita
    @rajivraita 5 วันที่ผ่านมา +2

    Glory Glory to God Hallelujah praise be to the Lord 🙏

  • @jioshayagamango9492
    @jioshayagamango9492 5 วันที่ผ่านมา +2

    Praise the lord sir ❤❤🙏🙏

  • @pabitraofficial7070
    @pabitraofficial7070 5 วันที่ผ่านมา +1

    ଜୟ ଯୀଶୁ

  • @ArunKumar-pk3wb
    @ArunKumar-pk3wb 5 วันที่ผ่านมา

    Praise the Lord...
    Thank you very much sir for this important message that most of our christian people also they had not known the deep meaning of this topic. Any how this message teaches us that we must prepare well and with the power of the living word of God only we have to explain those who are saying against our Bible and Christianity. Glory to God❤❤❤❤❤

  • @gabrielgabrieltandy6510
    @gabrielgabrieltandy6510 5 วันที่ผ่านมา

    Nice massage sir may God bless you

  • @trinathchikudu1622
    @trinathchikudu1622 5 วันที่ผ่านมา +1

    ଧନ୍ୟବାଦ୍ ନିରଞ୍ଜନ ସାର୍ ବାଇବଲ ଓ ରାମାୟଣ ସମସ୍ତ ଙ୍କ ପାଇଁ

  • @ghanagolori8777
    @ghanagolori8777 5 วันที่ผ่านมา +1

    veri Good Saro jhay jisus

  • @SmileHarijan
    @SmileHarijan 5 วันที่ผ่านมา

    Thank you sir wating for this massage

  • @kalpananayak7736
    @kalpananayak7736 5 วันที่ผ่านมา

    Praise the lord 🙏❤ sir apana Jesus nka agyata 18 years ra prove Bible ru prove karuchanty karana se Satya atanty thank you sir bartaman samayare ahi bakya bahut abasyaka thila prabhu ahi pari apananka dyara ambhamananku sikhya deuchanty may God bless your ministry.❤

    • @unitedpeaceworker714
      @unitedpeaceworker714 5 วันที่ผ่านมา

      @ddbaska_shortsvideo
      ହୋଉ ମାନ୍ୟବର,
      ଯେଉଁ ମାନେ Original Christian ଅଛନ୍ତି ସେମାନେ ସବୁ କହୁଥିବା କଥା, ସ୍ୱଚକ୍ଷୁ ରେ ଦେଖିଥିବା ସ୍ଥଳ, America ରେ DNA Test report କାଶ୍ମୀର ରେ ଥିବା JISHU ଙ୍କ ବଂଶଧର ଙ୍କର, SILK ROAD ମାଧ୍ୟମ ଦେଇ JISHU ଯେଉଁ ଜେରୁଜେଲମ ରୁ କାଶ୍ମୀର ଆସିଥିଲେ ପ୍ରଥମେ ଜଣେ ବୌଦ୍ଧ ସାଧୁ ଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କ ନିକଟରେ ରହିଥିଲେ ଯାହା ତାଙ୍କର ଲିପିରେ ଲେଖା ଅଛି କିମ୍ବା ତାଙ୍କର କବର ଏହା ସବୁ ମିଛ 🤣🤣🤣🤣🤣🤣🤣
      କେବଳ ସତ୍ୟ ହେଲା ତୁମେମାନେ ଯେଉଁ ମନଗଢା ଜୀବନଶୈଳୀ ପୁସ୍ତକ ପଢୁଛ 🤣🤣🤣🤣🤣🤣
      କହିପାରିବ ଏହି ଜୀବନଶୈଳୀ ପୁସ୍ତକ କିଏ, କେବେ, କେତେବର୍ଷ, କେଉଁ କେଉଁ ଦେଶର ଲୋକମାନେ ଲେଖିଥିଲେ???????
      ଯଦି ଏହା ଥରକରେ ଲେଖଯାଇଥିଲା ତାହେଲେ ଏହା ପରିବର୍ତ୍ତନଶୀଳ କାହିଁକି?????????
      ଆରେ ମାନ୍ୟବର କେବଳ ଭାରତୀୟ ସଂସ୍କୃତି ହିଁ ଶାନ୍ତି ଓ ପ୍ରେମରେ ରହିବାର ଉଚିତ ମାର୍ଗ ଦିଏ, ସେଥିପାଇଁ ପୃଥିବୀ ର ଗୋଟିଏ ଦେଶ ସମ୍ଭିଧାନ ରେ SECULAR ର ମାନ୍ୟତା ଦେଇଛି ଓ ସମସ୍ତେ କିପରି ଭାଇଚାରା ହୋଇ ଶାନ୍ତିରେ ରହିବେ ତାହା ଦିଗଦର୍ଶନ ଦେଖାଇଛି କିନ୍ତୁ କିଛି CRYPTO CHRISTIAN ଭାରତୀୟ ସଂସ୍କୃତି, ସଭ୍ୟତା, ପରମ୍ପରା ଓ ମହାନତା ବିଷୟରେ ଅପପ୍ରଚାର କରି କିପରି ଲଙ୍ଗଳା ସଂସ୍କୃତି, ସଭ୍ୟତା ପ୍ରଚାର ପ୍ରସାର ହେବ ତା ପାଇଁ ସେମାନେ PETTY DOG ଭଳି କାମ କରି ତାଙ୍କରି ଦେଶ ପରି ଅଶାନ୍ତିର ବାତାବରଣ ତିଆରି କରିବା ସହିତ ଭାରତୀୟ ଲୋକଙ୍କ ଭାବାବେଗ କୁ ଆଘାତ ଆସିଲା ପରି ଗୋମାତା କୁ ହତ୍ୟା କରି ତାର ମାଂସ ଭକ୍ଷଣ କରୁଛନ୍ତି।
      କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଏହାଦ୍ୱରା ଭବିଷ୍ୟତ ଅନ୍ଧକାର ବୋଲି।
      ଏବେବି ସମୟ ଅଛି ତୁମେମାନେ ତୁମର ମୂଳ ସଂସ୍କୃତି କୁ ଜାଣ ଓ SECULAR ହୋଇ ସମସ୍ତ ଧର୍ମ କୁ ସନମାନ ଦିୟ।
      JAI HIND
      All is Welllll🙂🙂🙂🙂🙂🙂

  • @deepakumar8979
    @deepakumar8979 6 วันที่ผ่านมา +3

    Kali mu ahi bisyare bhabu theli apnka madhyamre uttar dei thibaru eswar kuu bahut bahut dhanyawad apnkuu adhuri budhi ghyan re paripurn kartu amen 🙏 thanku God

  • @ashipikusum7325
    @ashipikusum7325 4 วันที่ผ่านมา

    Praise the Lord Bhai ehi bakya Hindu mananku jisunka bisayare kahiba payin bahut help heba bhai
    Thank you

  • @gyanaranjanmohanty5685
    @gyanaranjanmohanty5685 5 วันที่ผ่านมา +2

    Jai 🕉 Jaganath swami nayan patha gami bhaba tume bhaba tume ..

    • @lipsadigal3592
      @lipsadigal3592 5 วันที่ผ่านมา +1

      Aita kouthuu ghasiki kahuchantii agiyann 😅😅😅jesus is TRUE God my man just believe him ❤

    • @unitedpeaceworker714
      @unitedpeaceworker714 5 วันที่ผ่านมา

      ​@@lipsadigal3592
      ମାନ୍ୟବର Lipsa Madam ,
      ଆପଣ ଜଣେ ବହୁତ ଜ୍ଞାନୀ ମଣିଷ, ସେଥିପାଇଁ ଭାରତୀୟ ସଂସ୍କୃତି କୁ ପରିତ୍ୟାଗ କରି ବିଦେଶୀ ଲଙ୍ଗଳା ସଂସ୍କୃତି ପ୍ରତି ବିମୋହିତ ହୋଇ ଆପଣାଇଛନ୍ତି।ସେଥିପାଇଁ ଜର୍ମାନ ର ଇତିହାସବିତ ମାନେ ୧୮୯୦ ମସିହାରୁ କହିଛନ୍ତି ଏହା ଗୋଟିଏ ମନଗଢା କାହାଣୀ ପୁସ୍ତକ ବୋଲି। ଆରେ ସତ୍ୟ କୁ ଜାଣ, ଯଦି JISHU ଭାରତକୁ ଆସିନଥିଲେ ତାହେଲେ ROZA BAL SHRINE ମିଛ????? LADAKH ରେ ଥିବା BUDDHIST MONK ଙ୍କ ନିକଟରେ ଥିବା ଲେଖା ମିଛ??????
      କାଶ୍ମୀର ରେ ଥିବା ତାଙ୍କର FOOT PRINT ମିଛ??????
      ଯେଉଁ ସାଧୁ ଙ୍କ ନିକଟରେ ରହି ଶିକ୍ଷା ଲାଭ କରିଥିଲେ ତାହା ମିଛ?????
      ତାଙ୍କର KASHMIR ରେ ଥିବା କବର ମିଛ??????
      କେବଳ ସତ୍ୟ ହେଲା ଯେଉଁମାନେ ଏହି ପୁସ୍ତକ ଲେଖିଛନ୍ତି 🤣🤣🤣🤣

  • @rknayak2891
    @rknayak2891 5 วันที่ผ่านมา +1

    Thank you Sir very Nice words of God

  • @HeavenlyFood369
    @HeavenlyFood369 5 วันที่ผ่านมา +1

    Praise the lord Sir

  • @ismailpangi187
    @ismailpangi187 6 วันที่ผ่านมา +2

    ଧନ୍ୟବାଦ ସାର୍ 🙏 hallelujah hallelujah praise the lord

  • @SUJITKUMAR-jh2pv
    @SUJITKUMAR-jh2pv 5 วันที่ผ่านมา +1

    Thank you sir for wonderful truth.

  • @amoshbeck9599
    @amoshbeck9599 5 วันที่ผ่านมา

    Very beautiful teaching sir.
    Praise the Lord 🎉

  • @Ajaymahanandia-z1h
    @Ajaymahanandia-z1h 5 วันที่ผ่านมา +1

    Nice teaching sir

  • @JagaRaoJakaka
    @JagaRaoJakaka 5 วันที่ผ่านมา

    Praise the lord. sir
    Thank you for this wonderful massage , God bless you many more. Amen

  • @sushmitasagar1696
    @sushmitasagar1696 6 วันที่ผ่านมา +2

    Amen 🙏🙏🙏❤❤

  • @anastaciadakua6627
    @anastaciadakua6627 6 วันที่ผ่านมา +2

    Thanku sir sundar bakya pani amen

  • @MerryTarai
    @MerryTarai 5 วันที่ผ่านมา +1

    Praise the lord paster au kichhi kahuchhanti yeshu kala jadu karrichanti

    • @ddbaska_shortsvideo
      @ddbaska_shortsvideo 5 วันที่ผ่านมา +1

      Actually jia kahuchhanti amithi tanke hin kala jadu re lipta achhanti au tanke hin semithi kahuchhanti

  • @susajitmanohar6263
    @susajitmanohar6263 5 วันที่ผ่านมา +2

    ପ୍ରଭୁ ଗୌରବ ପାଉନ୍ତୁ 🙏
    ଏହିଭଳି ଶିକ୍ଷା ସବୁବେଳେ ଆମେ ଚାହୁ.. ଏବଂ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ଏଭଳି ମୌଳିକ ଶିକ୍ଷାଦ୍ଵାରା ନିଜକୁ ପରିପୁଷ୍ଟ କରିବା ଜରୁରୀ ଅଟେ।
    ବହୁତ୍ ଧନ୍ୟବାଦ୍ ତୁରୁକ୍ ଆଜ୍ଞା ❤

  • @JADEKUMARGAMANGO
    @JADEKUMARGAMANGO 5 วันที่ผ่านมา +1

    Praise the Lord❤Amen Amen Amen❤❤❤

  • @CMNaik-wt6bi
    @CMNaik-wt6bi 6 วันที่ผ่านมา +3

    PRAISE THE LORD SIR, GOD BLESS YOU AND YOUR FAMILY 🙏🌲✝️

  • @bhabanibhue4885
    @bhabanibhue4885 5 วันที่ผ่านมา +2

    ଯୀଶୁ ଯଦି ସୃଷ୍ଟି କର୍ତ୍ତା ତାହା ହେଲେ ଜଗନ୍ନାଥ କିଏ

    • @Adarsh...1126
      @Adarsh...1126 5 วันที่ผ่านมา +1

      @@bhabanibhue4885 Bhai tanka ଇତିହାସ ଆମେ ପଡିନୁ

    • @PurnaGagerenga
      @PurnaGagerenga 5 วันที่ผ่านมา

      ଜଗନ୍ନାଥ ସୃଷ୍ଟି କର୍ତ୍ତା ବୋଲି 500 ବର୍ଷ ତଳେ ଲେଖା ଯାଇଛି ପ୍ରମାଣ ଦିଅ

    • @parikhitanayak8248
      @parikhitanayak8248 5 วันที่ผ่านมา +1

      ​@@Adarsh...1126ଇତିହାସ ପଡ଼ିବା ଦରକାର ନାହିଁ ଗୀତା ପଡ଼େ ତା ହେଲେ ଜାଣିବୁ

    • @Adarsh...1126
      @Adarsh...1126 5 วันที่ผ่านมา

      @@parikhitanayak8248 ସତ୍ୟ ର ଅନୁସନ୍ଧାନ କରିବା ଉଚିତ। ଯାହା ଠାରେ ସତ୍ୟ ନାହିଁ ପଢିକି କିଛି ଲାଭ ନାହିଁ 👍। ତମେ ବାଇବେଲ ପଢ ମୁକ୍ତି ମିଳିବ 👍

    • @AdarshPradhan-j6h
      @AdarshPradhan-j6h 4 วันที่ผ่านมา

      ​@Adarsh..😊😊😊😊😊.1126

  • @birajnayak8310
    @birajnayak8310 6 วันที่ผ่านมา +2

    Thank you sir,
    ଆପଣ ବଡିଆ ଭାବରେ ପ୍ରକାଶ କରିଛନ୍ତି

  • @nandamallik3171
    @nandamallik3171 6 วันที่ผ่านมา +3

    very good sir thank u god bless u

  • @minakshipatra5976
    @minakshipatra5976 6 วันที่ผ่านมา +2

    Praise the Lord for wonderful message of truth Amen Amen Amen

  • @AdamPradhan-q4g
    @AdamPradhan-q4g 5 วันที่ผ่านมา +1

    ଅମେନ୍

  • @ranjitmajhi7609
    @ranjitmajhi7609 5 วันที่ผ่านมา

    bahut bhala sikhya agya dhanyabad

  • @sudarsanrao3269
    @sudarsanrao3269 6 วันที่ผ่านมา +5

    Right time re right massage deichhanti ❤️✝️❤️

  • @subasinibera2009
    @subasinibera2009 5 วันที่ผ่านมา +1

    Praise the Lord 🙏🏻 Hallelujah 🙌 God bless you 🙏🏻

  • @Acrosstheanime
    @Acrosstheanime 5 วันที่ผ่านมา +2

    Thank you sir i am very happy christan advocate Gabrel dist angul

  • @SundarKumar-ur8kr
    @SundarKumar-ur8kr 6 วันที่ผ่านมา +4

    Thank u dear sir for the clarification & eyes opening mysterious truth.may God use u more for His Glory.❤ 🙌🙌🙏💐💐

  • @dayanidhissingh9568
    @dayanidhissingh9568 5 วันที่ผ่านมา

    ଯୀଶୁଖ୍ରଷ୍ଟଙ୍କ ଜନ୍ମ କଥା ବେଦ ସ୍ବୀକାର କରେ

  • @satyaveerjanghir9
    @satyaveerjanghir9 5 วันที่ผ่านมา

    Jisu nijy parmeswaro,thily imanueal.ambhomanoko madyry iswaro .tanky ku dhrmopithory jaenothily

  • @raghabapradhan7088
    @raghabapradhan7088 5 วันที่ผ่านมา

    Good message sir aamen haleluya thank u God bless u

    • @unitedpeaceworker714
      @unitedpeaceworker714 5 วันที่ผ่านมา

      @ddbaska_shortsvideo
      ହୋଉ ମାନ୍ୟବର,
      ଯେଉଁ ମାନେ Original Christian ଅଛନ୍ତି ସେମାନେ ସବୁ କହୁଥିବା କଥା, ସ୍ୱଚକ୍ଷୁ ରେ ଦେଖିଥିବା ସ୍ଥଳ, America ରେ DNA Test report କାଶ୍ମୀର ରେ ଥିବା JISHU ଙ୍କ ବଂଶଧର ଙ୍କର, SILK ROAD ମାଧ୍ୟମ ଦେଇ JISHU ଯେଉଁ ଜେରୁଜେଲମ ରୁ କାଶ୍ମୀର ଆସିଥିଲେ ପ୍ରଥମେ ଜଣେ ବୌଦ୍ଧ ସାଧୁ ଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କ ନିକଟରେ ରହିଥିଲେ ଯାହା ତାଙ୍କର ଲିପିରେ ଲେଖା ଅଛି କିମ୍ବା ତାଙ୍କର କବର ଏହା ସବୁ ମିଛ 🤣🤣🤣🤣🤣🤣🤣
      କେବଳ ସତ୍ୟ ହେଲା ତୁମେମାନେ ଯେଉଁ ମନଗଢା ଜୀବନଶୈଳୀ ପୁସ୍ତକ ପଢୁଛ 🤣🤣🤣🤣🤣🤣
      କହିପାରିବ ଏହି ଜୀବନଶୈଳୀ ପୁସ୍ତକ କିଏ, କେବେ, କେତେବର୍ଷ, କେଉଁ କେଉଁ ଦେଶର ଲୋକମାନେ ଲେଖିଥିଲେ???????
      ଯଦି ଏହା ଥରକରେ ଲେଖଯାଇଥିଲା ତାହେଲେ ଏହା ପରିବର୍ତ୍ତନଶୀଳ କାହିଁକି?????????
      ଆରେ ମାନ୍ୟବର କେବଳ ଭାରତୀୟ ସଂସ୍କୃତି ହିଁ ଶାନ୍ତି ଓ ପ୍ରେମରେ ରହିବାର ଉଚିତ ମାର୍ଗ ଦିଏ, ସେଥିପାଇଁ ପୃଥିବୀ ର ଗୋଟିଏ ଦେଶ ସମ୍ଭିଧାନ ରେ SECULAR ର ମାନ୍ୟତା ଦେଇଛି ଓ ସମସ୍ତେ କିପରି ଭାଇଚାରା ହୋଇ ଶାନ୍ତିରେ ରହିବେ ତାହା ଦିଗଦର୍ଶନ ଦେଖାଇଛି କିନ୍ତୁ କିଛି CRYPTO CHRISTIAN ଭାରତୀୟ ସଂସ୍କୃତି, ସଭ୍ୟତା, ପରମ୍ପରା ଓ ମହାନତା ବିଷୟରେ ଅପପ୍ରଚାର କରି କିପରି ଲଙ୍ଗଳା ସଂସ୍କୃତି, ସଭ୍ୟତା ପ୍ରଚାର ପ୍ରସାର ହେବ ତା ପାଇଁ ସେମାନେ PETTY DOG ଭଳି କାମ କରି ତାଙ୍କରି ଦେଶ ପରି ଅଶାନ୍ତିର ବାତାବରଣ ତିଆରି କରିବା ସହିତ ଭାରତୀୟ ଲୋକଙ୍କ ଭାବାବେଗ କୁ ଆଘାତ ଆସିଲା ପରି ଗୋମାତା କୁ ହତ୍ୟା କରି ତାର ମାଂସ ଭକ୍ଷଣ କରୁଛନ୍ତି।
      କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଏହାଦ୍ୱରା ଭବିଷ୍ୟତ ଅନ୍ଧକାର ବୋଲି।
      ଏବେବି ସମୟ ଅଛି ତୁମେମାନେ ତୁମର ମୂଳ ସଂସ୍କୃତି କୁ ଜାଣ ଓ SECULAR ହୋଇ ସମସ୍ତ ଧର୍ମ କୁ ସନମାନ ଦିୟ।
      JAI HIND
      All is Welllll🙂🙂🙂🙂🙂🙂

  • @suniljena5880
    @suniljena5880 5 วันที่ผ่านมา

    Jay sriram

      😂😂😂😂

  • @ranjitkumarkandhpan3085
    @ranjitkumarkandhpan3085 5 วันที่ผ่านมา

    Praise the Lord .. Thank you sir

  • @Padminioram-zn9jz
    @Padminioram-zn9jz 5 วันที่ผ่านมา +1

    Bahut sundar answer sir God bless you

  • @puspamanjarijal6763
    @puspamanjarijal6763 6 วันที่ผ่านมา +1

    Praise the lord 🙌🙏

  • @sunitakumarikhosla9101
    @sunitakumarikhosla9101 6 วันที่ผ่านมา +2

    Praise to be god

  • @jakhyagamango5435
    @jakhyagamango5435 5 วันที่ผ่านมา

    Jisu patha na padi padita hela (Amen)

  • @avi9653
    @avi9653 5 วันที่ผ่านมา

    Nicely explained.... praise the lord 👏🏻

  • @a1experiment853
    @a1experiment853 5 วันที่ผ่านมา

    Love you sir praise the lord

  • @bharatinayak7505
    @bharatinayak7505 6 วันที่ผ่านมา +1

    Praise the Lord Sir 🙏🙏🙏 Glory to God, Hallelujah

  • @ananyamajhi5575
    @ananyamajhi5575 6 วันที่ผ่านมา +2

    Praise God
    I'm proud of you as Your Student

  • @AnupSenapati-b8r
    @AnupSenapati-b8r 5 วันที่ผ่านมา

    Very good teaching about Jesus christ

  • @jeruballimma
    @jeruballimma 5 วันที่ผ่านมา

    I pray that brother Tapi Mishra listens to this beautifully explained msg on life and ministry of Jesus Christ.

  • @jharanidigal215
    @jharanidigal215 6 วันที่ผ่านมา +1

    Thanks sir praise the lord

  • @shridharbhosagar6219
    @shridharbhosagar6219 5 วันที่ผ่านมา

    Halellujah.. praise the lord

  • @anilbaliarsingh6475
    @anilbaliarsingh6475 5 วันที่ผ่านมา

    God's blessings be with you always and strengthen you to spread Good news to the world........

  • @subornalatasuna2959
    @subornalatasuna2959 6 วันที่ผ่านมา +2

    Glory to God.

  • @meenaraninayak9967
    @meenaraninayak9967 5 วันที่ผ่านมา +1

    Thank you sir

  • @jirampradhan2626
    @jirampradhan2626 5 วันที่ผ่านมา

    Prais the Lord wonderful message thanks yoy

  • @pareshgamango7463
    @pareshgamango7463 5 วันที่ผ่านมา

    Praise the Lord. Thank u sir may god bless u.

  • @janatajagaranga5463
    @janatajagaranga5463 6 วันที่ผ่านมา +1

    ଧନ୍ୟବାଦଆଜ୍ଞା

  • @khageswarkumar1791
    @khageswarkumar1791 5 วันที่ผ่านมา

    Thank u pastor Sir🙏 Amen

  • @SisirMajhi-wx4oy
    @SisirMajhi-wx4oy 5 วันที่ผ่านมา

    ନମସ୍କାର ସାର୍ ଧନ୍ୟବାଦ ସାର୍ ଆପଣ ବାକ୍ୟ ଠିକ୍ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ସାର୍ ,ପାଳକ ଶିଶିର ମାଝୀ, ଜିଲ୍ଲା ବାଲେଶ୍ବର

  • @sudishtechnical9527
    @sudishtechnical9527 5 วันที่ผ่านมา

    Praise the LORD 🙏🙏❤❤ Amen very nice sir

  • @RameshMajhi-q2c
    @RameshMajhi-q2c 5 วันที่ผ่านมา

    Very nice teaching Thank you sir

  • @prabhaspal3319
    @prabhaspal3319 5 วันที่ผ่านมา +1

    Thank u sir, nice message ଭାଇମାନେ ନିଜେ ସୁଦୃଢ଼ ରୁହନ୍ତୁ।
    ଅନ୍ୟମାନଙ୍କ ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ।
    ସାଧୁକି, ଫାରୁଶି ମାନେ ଈଶ୍ବରଙ୍କ ସେବକ ଥିଲେ କିନ୍ତୁ ଯୀଶୁଙ୍କୁ ଜାଣି ପାରିଲେ ନାହିଁ ।
    ପ୍ରଭୁ ଯୀଶୁ ଅନେକ ଆଶ୍ଚର୍ଯ୍ୟ କର୍ମ କରୁଥିଲେ
    ତଥାପି ସେମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହଁ ସେଥିପାଇଁ ପ୍ରଭୁ ଯୀଶୁ ସେମାନଙ୍କୁ ଅନ୍ଧ ବୋଲି ନାମ ଦେଲେ । ଆଜିର ଲୋକ ମାନଙ୍କ ବିଷୟ କୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ।

  • @laxmanasabar2091
    @laxmanasabar2091 5 วันที่ผ่านมา

    God bless you sir for this wonderful msg

  • @jemiashmandal1955
    @jemiashmandal1955 5 วันที่ผ่านมา +1

    Let this message reach to Tapi

  • @PANKAJSABAR-nb5bz
    @PANKAJSABAR-nb5bz 2 วันที่ผ่านมา

    ଯିହୂଦୀମାନେ ସ୍ୱର୍ଗକୁ ଯିବେ କି ଆଙଆ...

  • @augustinnayak2385
    @augustinnayak2385 5 วันที่ผ่านมา

    Angya praise the lord. Jou vai janka aji kali bht katha barta karuchhanti ei upare tanku mu ei message send karichhi, se nisya padhibe au stya bisya janibe . Pravunka nama gouraba hou . Thank you man of God for this informative message.....