ଚାଉଳ ଯେଉଁଠି ଦୁର୍ନୀତି ସେଇଠି | Rice Scam Unveiled: Rampant Corruption Exposed In Rice Distribution

แชร์
ฝัง
  • เผยแพร่เมื่อ 5 พ.ย. 2024

ความคิดเห็น • 4

  • @PitabasaSenapati
    @PitabasaSenapati หลายเดือนก่อน +1

    ଚାଉଳ ଠିକ୍ ମାସକୁ ମାସ ଦିଆ ଯାଉନି ଦୁଇ ମାସରେ ତିନି ମାସରେ ଥରେ ଦିଆ ଯାଉଛି

  • @debendranathpal813
    @debendranathpal813 หลายเดือนก่อน

    ଓଡିଶା ରେ ବିଜେପି ସରକାର୍ ଆସିଛି। ଏଣୁ ଏଇ ପୁରୁଣା ଢାଞ୍ଚା ବଦଳରେ ହିତାଧିକାରୀ ମାନଙ୍କୁ ଡିଜିଟାଲ biometric attendance ରେ ଦିଆ ଯାଉ। ଅଙ୍ଗନ୍ ବାଡି ରେ ପିଲା ର ମା କିମ୍ଵା ସନ୍ତାନ ର face ki fingure verification ଆଧାର ରେ କଣ କଣ ଜିନିଷ କେତେ ପରିମାଣ ରେ ଓ କେଉଁ ମାସ ପାଇଁ ଦିଆ ଗଲା ତାର ଗୋଟେ slip ଆସୁ। ତେବେ ଜନ ସଚେତନ ରହି ନିଜର ହକ୍ ମାଗି ନେବେ ନିଶ୍ଚୟ। ସେ ଅଣ୍ଡା ହେଉ କି ଛତୁଆ କି ଖେଳନା କି ମକା ଚୁନା। ସବୁ ର ଡିଜିଟାଲ ବିତରଣ fingur verifying କରି ଦିଆ ଯାଉ। ବିଜେପି ପୁରୁଣା ଗପ ନ କହି ଉନ୍ନତି ଢାଞ୍ଚା କରୁ। ଲୋକେ ଆର ଥର ପାଇଁ ଆହୁରି ବିପୁଳ ସମର୍ଥନ ଦେବେ। ଠିକ୍ ସେହପରି ସ୍କୁଲ୍ ରେ ପିଲାମାନ ଙ୍କୁ ଦିଆ ଯାଉ ଥିବାର midday meal ର ମଧ୍ଯ fingure verification ରହୁ। ନଚେତ୍ ଏହି ସବୁ ବଦଳ ରେ ମା ର ବ୍ୟାଙ୍କ୍ ଖାତା ରେ ଆନୁଷଙ୍ଗିକ ଅର୍ଥ ରାଶି ପ୍ରଦାନ କରା ଯାଉ। କାରଣ ପୋକରା ଡ଼ାଲି, ମଇଳା ଗହମ ଓ ବିନା କୌଣସି ପୁଷ୍ଟିକର ତତ୍ତ୍ଵ ରେ ତିଆରି ଛତୁଆ କୁ ଗୋରୁ ଗାଈମାନଙ୍କୁ ଖୋଇ ଦେଉଛି ମାଆ ବିଚାରି। ବିଜେଡି ସରକାର ର ଏଇ ସଂସ୍ଥା ଅଟେ ମହା ଦୁର୍ନୀତି ର ଘର। ସେମାନେ ବ୍ଲକ୍ ଲେଭେଲ ରେ ଦଳୀୟ ମୁଖିଆ ସାଜି ସେହି ଅର୍ଥ କିଛି ବାବୁ ଙ୍କ ନିର୍ବାଚନୀ ପ୍ରଚାର କରନ୍ତି।

  • @myprayas6155
    @myprayas6155 หลายเดือนก่อน

    Sir ama eriare chadhaukara

  • @myprayas6155
    @myprayas6155 หลายเดือนก่อน

    Sir rasanakard re chaula nele bill daunahanti