Chhadiki Paribi Tate | Studio Version | Satyajit, Lopamudra | Odia Album - Simahina | Tarang Music
ฝัง
- เผยแพร่เมื่อ 18 ก.ย. 2018
- Song: Chhadiki Paribi Tate
Album: Simahina
Singers: Satyajit, Lopamudra
Lyrics: Sarat Kumar Das
Music: Prem Anand
Tarang Music is no. 1 music channel in Odisha.
SUBSCRIBE to Tarang Music channel:
bit.ly/TarangMusicTH-cam
Like us on Facebook
/ tarangmusic
Circle on G+
plus.google.com/u/6/+TarangMusic
Follow us on Twitter
/ tarangmusic
Follow us on Instagram
/ musictarang
Visit our website for further details: www.tarangmusic.in - เพลง
ଜଣେ ଗିତିକାର ହିସାବରେ ମୁଁ କହିବି
ଏ ଦଶନ୍ଧିରେ ସବୁଠୁ ସୁନ୍ଦର ଲେଖା
ଧନ୍ୟବାଦ ଗିତିକାର ଙ୍କୁ 🙏🙏🙏🙏
ଖୁବ ସୁନ୍ଦର ଭାବରେ ଓଡ଼ିଆ ଭାଷା କୁ ସଂଯୋଜନା କରାଯାଇଛି 👌
ଜଉ ବେଲଜ୍ୟା ମାନେ ଓଡ଼ିଆ ଗୀତ ରେ ହିନ୍ଦୀ ଇଂରାଜୀ ଶବ୍ଦ ବ୍ୟବହାର କରୁଛନ୍ତି ସେମାନଙ୍କୁ ଶକ୍ତ ଚାପୁଡ଼ା ଲାଗୁଥିବ ଏହି ଗୀତ ଶୁଣିବାପରେ
(ଭୁଲ କହିଥିଲେ କ୍ଷମା କରିବେ )
Yes
Thik kahicha 👍
Right very good 👍👍👍👍
Right
Right
ଯେତେ ଥର ଶୁଣିଲେ ବି ମନ ବୁଝେନା.
ଶବ୍ଦ ଓ ସ୍ୱର ସଂଯୋଜନା ବହୁତ ଚମତ୍କାର ହୋଇଛି
2024 re gita kia kia sunuchhanti like kara
ବହୁ ବର୍ଷ ପରେ ଏ ଗୀତ ଓଡିଆ ଭାଷାକୁ ମର୍ଯ୍ୟାଦା ପ୍ରଦାନ କରୁଛି। ଲେଖକ, ନିର୍ଦ୍ଦେଶ, ଗାୟକ ଓ ଗାୟିକା ଙ୍କୁ ବହୁତ୍ ଧନ୍ୟବାଦ।
ଉଚ୍ଚକୋଟିର ଗୀତ ରଚନା ଏବଂ ଅତୁଳନୀୟ ସ୍ୱର ସଂଯୋଜନା
ଧନ୍ୟବାଦ ଏହିଭଳି ଗୀତ ସୃଷ୍ଟି ହେଉ ପ୍ରତିଟି ମାନସ ପଟକୁ ସ୍ପର୍ଶ କରିବ ନିଶ୍ଚୟ 👌👍
PRADEEP KUMAR GOUDA love you🍇🍒🍓💃👫👬🎎💑🐩💞💕💗👄🐪🍲🍬🍹💜😋😝😜😘😎🙋🙆👀👄
Maindbloing song
𝓢𝓾𝓹𝓮𝓻
Your right
Check out the lyrics video on my channel.
ବିଗତ ଦଶନ୍ଧିର ଶ୍ରେଷ୍ଠତମ ଓଡ଼ିଆ ଗୀତ....Truly a masterpiece.❣️
Right bro... 😍
@@soumyaranjansahu2892 😊
@@soumyaranjansahu2892 P
@@soumyaranjansahu2892 p
Right bhai
Pure odia. Uff its like honey . No hindi no urdu.
Pure language. Hats off to the lyricist
True
Great Name Bro Raja Dahir, the last Hindu King of Sindh. And yes, the lyrics is Just Pure Odia, No Urdu No English
@@madhavpriyo2735 yeah... Last Hindu king of sindh before Arab general Muhammad bin qashim invaded sindh
The lyricist is very talented
ବହୁତ ବର୍ଷ ପରେ ଏମିତି ଗୋଟେ ଗୀତ ଶୁଣୁଚି ଯାହା କୁ ଯେତେଥର ଶୁଣିଲେ ବି ଆଉଥରେ ଶୁଣିବାକୁ ମନ ହଉଚି ।Osm song sir
Hii
@@kartiksantara4848 yes
Right
Right
Check out the lyrics video on my channel.
ଗୀତିକାର ଙ୍କୁ ବହୁତ ଧନ୍ୟବାଦ ଅନେକ ଦିନ ପରେ ଗୋଟେ ସୁନ୍ଦର ଶୁଦ୍ଧ ଓଡ଼ିଆ ଗୀତ ଦେଇଛନ୍ତି 👌👌👌
Bhai song ra meaning bujhi parucha na
Thik re 1st ru tk bujha
2021fibuaari6sibababamurali
Omsanti the same
th-cam.com/video/Cur6uVUMLIk/w-d-xo.html
Give an OSCAR to the lyricist. Mind-blowing... fantabulous.
ବାଃ👌।।ଶବ୍ଦ ସବୁ ଶବ୍ଦଶୂନ୍ୟ କରିଦେବା ଭଳି👌
ଛାଡିକି ପାରିବି ତତେ ନିଶ୍ବାସ ଛାଡିବା ଆଗରୁ......ଅତ୍ୟନ୍ତ ସର୍ବଶ୍ରେଷ୍ଠ ଓ ଓଡିଆ ଭାଷା ର ସୁସଜ୍ଜିତ ସମ୍ଭାହାର ଏହି ବିଂଶ ଶତାବ୍ଦୀରେ, ଯେତେ ଶୁଣି ଲେ ମଧ୍ୟ ମନ ବୁଝୁନାହି ତା ସହିତ ଅତି ସୁନ୍ଦର ସ୍ୱର ସଂଯୋଜନା 🙏🙏🙏
Good
Dil se very very nice song
I😂😂😂😂🤣🤣
@@debkumarsi80 weeee
ବିଂଶ ନୁହେଁ ଏହା ଏକବିଂଶ ଶତାବ୍ଦୀ
My favorite song kahara favorite song like karantu ☺
My fav song also
Mor
Mera v
My favorite song also
💞💕🌹🌹🌹🌹🌹🌹🥀🌺🎤👌
Special thanks to - Prem Anand Sir (Music 🎶 ) , Sarat Kumar Das ( Lyrics ), Satyajit & Lopamudra Mam (Singer's) 👌 👏 😍 🎶 🎼 🎵 🎷 👍..
ଗର୍ବିତ ମୁଁ ମୋ ପ୍ରିୟ ଭାଷା ପାଇଁ... ଗୀତିକାର ଙ୍କୁ ହୃଦୟ ରୁ ଧନ୍ୟବାଦ ❤️🙏🇮🇳
ବହୁତ ସୁନ୍ଦର ରଚନା କରିଛନ୍ତି ବହୁତ ଉଚ୍ଚକୋଟିର ସଙ୍ଗୀତ
ହୃଦୟ କୁ ଛୁଇଁ ଗଲା ଗୀତଟି
ଓଡ଼ିଆ ସଂସ୍କୃତି ଆଉ ସାହିତ୍ୟ କୁ ବଞ୍ଚେଇ ରଖିଛନ୍ତି ଏହି ଗୀତ ମାଧ୍ୟମରେ
ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ
ସମ୍ପୁର୍ଣ୍ଣ ଓଡ଼ିଆ ଭାଷାରେ ଗୀତଟି ରଚିତ ହୋଇଛି.. ବହୁତ ଭଲ ଲାଗିଲା..।
Proud of mother toung.
Very nice song 😍 😘 💖 💕 💗 💓 💙
1
A pure odia song
Masterpiece 🫶, lyrics is absolutely mind blowing. Specially I love the words which is used in this song 💚
Ys
Best song of odia industry..... INCLUDING THE FUTURE songs to come🥰
ବହୁତ ବର୍ଷ ପରେ ଏମିତି ଏକ ସୁନ୍ଦର ସର୍ଜନା ର ସଂଗୀତ ଶୁଣି ମନ ବିମୋହିତ ହୋଇଗଲା l
Song ra meaning bujhi nahanti apana
Thik re 1 st ru tk sunantu
Tame jau comment deicha se bi pura sudha odiare, good luck
Exactly....
ବହୁତ ସୁନ୍ଦର
ସମ୍ପୂର୍ଣ୍ଣ ଓଡିଆ ଭାଷାର ସଂଗୀତ ବୋହୁତ ଖୁସି ଲାଗିଲା ସୁଣିକି । କୌଣସି ମିଶ୍ରିତ ଭାଷାର ବ୍ୟବହାର କରାଯାଇ ନାହିଁ ବୋହୁତ ଭଲ।
Yes u r right
3sarita
Saritadhariamalla
ଏତେ ସୁନ୍ଦର ଭାବେ ଓଡ଼ିଆ ଶବ୍ଦ ବର୍ଣନା କରାଯାଇଛି ଏମିତି ଗୀତ ବହୁତ କମ ଶୁଣିବାକୁ ମିଳେ one of the best song thank you 🙏🏼🙏🏼🙏🏼🙏🏼
This type od song needs no dislikes...only respect...Be proud to be a Odia...
Bahut dina pare Mehbooba ,Dil, dhadkan, pyar ,Ishq,janiya ku chhadiki ...
khanti Odia bhasa re Gita asichi 👌👌👌
Ek dum thik kahicha...
🤣🤣🤣
I like u
@@srabaninaik6924 nice
Aapono nirato satta katha kahile..
ବହୁତ ବର୍ଷ ପରେ ଏମିତି ଗୋଟେ ଗୀତ ଶୁଣୁଚି ଯାହା କୁ ଯେତେଥର ଶୁଣିଲେ ବି ଆଉଥରେ ଶୁଣିବାକୁ ମନ ହଉଚି ।
Ri8 katha kahila big brother....
Miss you my love 😭😭😭😭😭😭😭😭😭😭😭😭😭😭😭😭😭😭🙏😭😭😭😭😭😭😭🙏🙏🙏🙏🙏🙏
Hmm...sata katha
Right vaei
Hmm sata Katha bro
Pahale to suna tha but special person ne share kiya to or special hogaya hai ❤️❤️❤️🙏🏻🙏🏻
ଏ ଗୀତ କୁ ବହୁତ ଭଲ କହିଲେ ହେବନି ବହୁତ ମଧୁର ଏବଂ ମନ କୁ ତୃପ୍ତି ମିଳିଲା ଭଳି ସଂଗୀତ,
ଏ ଗୀତ ରେ ସମସ୍ତେ କର୍ମୀ ମାନଙ୍କୁ ମ ତରଫରୁ
ଅନେକ ଅନେକ ଶୁଭେଚ୍ଛା....
Thike kahicha kahikina ame odia
ଏ ଗୀତ ମୁଁ ଦିନକୁ 10 ଥର ଶୁଣୁଛି
ଗୀତ ଯେମିତି ପ୍ରେମଆନନ୍ଦ ସାରଙ୍କ music ବି ଜବରଦସ୍ତ
Me b same
ଗୀତିକାର ଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଆପଣ ମାନଙ୍କର ପରି କିଛି ଗୀତିକାର ଙ୍କ ପାଇଁ ଓଡ଼ିଆ ଭାଷା ଶୁଣିବାକୁ ମିଳୁଛି। 💐💐💐🙏🙏🙏
Bahut bhala laguchi
ತುಂಬಾ ಇಷ್ಟವಾದ ಹಾಡು ಇದು, ಇದನ್ನು ರಚಿಸಿದವರಿಗೆ, ಸಂಗೀತ ನೀಡಿದವರಿಗೆ, ಗಾಯಕರಿಗೆ ತುಂಬು ಹೃದಯದ ಧನ್ಯವಾದಗಳು...ಕರ್ನಾಟಕದಿಂದ ಮಂಜು...
Thank you 💞
Jibana bibran jadi............... ❤❤🥰😍 heart❤💕💖 touch song
ସାହିତ୍ୟତି ଶଦ୍ଦର ବ୍ୟବହାର ଗୀତଟିକୁ ଅଧିକ ସୁନ୍ଦର କରିଛି....
Rahul Kumar 👿💨 😲😱😂
👗👉 👕👕👕
👠🚧 🚧🚧🚧
Back to school!
Rahul Kumar 🚣🚴🏄🚵🚁🏇🎎🐩🎧🎭
My fovarite song
ସୁଦ୍ଧ ସାହିତ୍ଯ ଶୁଣିବାକୁ ମସ୍ତ ଲାଗୁଛି
Mo chhanel re Lyrics video Enjoy karantu, Bhala lagile Like, Subscribe Karibe
👍
Are mu ta 50 ru adhika thara sunilini e song ete badhia song satare heinathila ki habani bodhe I just love this song soooooo much 😘😘❤❤& Singer satyajit au Lopamudra hyyy dil kini nela ❤💗💗👌👌Love u both & God bless u 🙏🙏💐💐
Each bit of this song is fantastic. I usually don't listen odia songs, but this song just caught my heart. This is one of the best songs i have ever heard in my life. Everyones hard work paid off in this song. Thanks to whole team.❤️❤️❤️❤️❤️❤️
*Please Upload This Song To Spotify, Jiosaavn, Gaana, Wynk*
Yes..plz.... upload dis song....
Yes plz upload this song in jiosavan
Yes please upload
Yes please upload
@@rashmibag5696 hi
ଗୀତିକାର, ସ୍ୱର ସଂଯୋଜକ, କଣ୍ଠ ଶିଳ୍ପୀ ସମସ୍ତଙ୍କୁ 🙏🙏🙏. An internationally acclaimed one. 👍👍
Evergreen modern odia song...
Hats off to writers,singers, musician and entire team
ଜୀବନ ବିବର୍ଣ୍ଣ ଯଦି, ରଙ୍ଗ ତୋର ନଦେଖେ ନୟନ
ବଞ୍ଚିବା ନିଷ୍ଫଳ ଯଦି, ତୋର ସ୍ମୃତି ନଆଣେ କମ୍ପନ l
କେମିତି ବା ବୁଝାଇବି, ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ।ଆତ୍ମତୃପ୍ତି ମିଳିଲା ଭଳି ସଙ୍ଗୀତ ❤️
ଓ଼ଡିଆ ସାହିତ୍ୟ ର ଶବ୍ଦ ଅତି ସୁନ୍ଦର ଭାବେ ପ୍ରୟୋଗ କରାଯାଇଛି
ସେଥିପାଇଁ ଗୀତଟି ଏତେ ମନଲୋଭା ହୋଇଛି
ସତରେ ଅତି ହୃଦୟ ସ୍ପର୍ଶୀ ହୋଇଛି
vala lagiela
Nice song super super super
Jahaku kuhajaa Pura
Khanti odia. Mind blowing
Thanks to music scientist premanand sir.
What a wonderful voice 😍❤ satyajeet& lopamudra. I love satyajeet's all 🎵song😚😚😚😚😚
Mora favourite gitatiye. Bahut vala lage. Lyrics mast hoichhi. Pure Odia Sangeet tiye.👍👌👌
ଲୁହ ଆସିଗଲା ଆଖିରୁ ଶବ୍ଦ ସବୁ ଶୁଣୁ ଶୁଣୁ🎄❤️❤️❤️
😂😂
Plz thik re song ra 1st ru suniki ta meaning bujhantu
I love song
@@mangalamuli3803 yes
Nice song
This reflects the true odia song in the industry.. These type of songs were missing
Please explain the song in hindi , mujhe odia ni ata h
Ye hindi me nahi bole he english mai bole he so try to understand
❤️
Sabu bela pain eie sabu Gita amar hei rahiba....thanks to Lopamudra apa and Satyajeet bhai....bahut sundar
Ati sundar gita .Mana mantra mugdha heigala.Atma trupta heigala.satare.Dhanyabad gitikar mahodaya nku.
One of the best lyrics .. this song needs to be in the top. people who disliked this video are still existing ..I pity them :-(. Either they don't understand odia or they don't know what music is .
People who don't know odia language and literature are disliked this
ଓଡିଆ ଗୀତରେ ସାହିତ୍ୟର ଅଭାବ ଅଛି ବୋଲି କହୁଥିବା ସମସ୍ତ ଶ୍ରୋତା ଏ ଗୀତ ଶୁଣିଲା ପରେ ଆଉ ଅଭିଯୋଗ କରିବେନି ବୋଲି ଭାବୁଚି
ଶରତ ସାର୍ ଙ୍କୁ ମୋର ପ୍ରଣାମ
ସେ ଏଭଳି ଉଚ୍ଚକୋଟିର ଲେଖା ଲେଖି ଓଡିଆ ସଂଗୀତର ମାନବୃଦ୍ଧି କରିଥିବାରୁ ମୋ ତରଫରୁ ତାଙ୍କୁ ଶତ ଶତ ପ୍ରଣାମ ।
ଏଇଭଳି ଲେଖା ଲେଖୁଥାନ୍ତୁ ଆଉ ଓଡିଆ ଭାଷା ସାହିତ୍ୟର ମାନବୃଦ୍ଧି କରୁଥାନ୍ତୁ ।
Thik kohile
Really this song very nice and 💓 touched...
Kia kahila bhai odia bhasara abhaba ochi bali kahibaku gale odia bhasa ra abhaba nahin aame odia bhasa kahiba o lekhibare abhaba ochi mu nije feel karichi mara odia honour's thila odia bhasa bahut kasto jia bhabuchi odia bhasa bahut easy bali se bhul bhabuchi
Both Singer
Writer
Composer
And Musician
And All The Team Members
You Guys Rock 🙏🏻🙏🏻🙏🏻🙏🏻🙏🏻🙏🏻
ସଙ୍ଗୀତ ରେ ସାହିତ୍ୟର ସ୍ପର୍ଶ ରହିଲେ ହିଁ ତାହା ରୁଦ୍ଧିମନ୍ତ ହୁଏ ଏବଂ କାଳଜୟୀ ହୁଏ । ଶୁଦ୍ଧ ଶବ୍ଦାବଳୀ ଏ ସଙ୍ଗୀତର କଳେବର ଆଉ ସ୍ୱର କୁ ଚମତ୍କାର କରି ଗଢି ତୋଳି ପାରିଛି । ଆଶା ସଙ୍ଗୀତ ଟି ନିଶ୍ଚୟ କାଳଜୟୀ ହେବ । ଆଜିର ଏ ବିଚିତ୍ର ସମୟରେ ସାହିତ୍ୟର ଛିଟା ବହୁତ୍ କମ୍ ଦେଖିବାକୁ ମିଳୁଛି । ଡ଼ା ଦୀପକ ଜେନା ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରାୟତଃ ସାହିତ୍ୟ ର ସ୍ପର୍ଶ ଦେଉନାହାନ୍ତି । ମାତ୍ର ଏ ସଙ୍ଗୀତର ଗୀତିକାରଙ୍କ ପ୍ରତି ମନ ରେ ସମ୍ମାନ ବୋଧ ଆପେ ଆପେ ଆସିଯାଇଛି । ଗୀତଟି ବେଶ୍ ହୃଦୟ ସ୍ପର୍ଶୀ ହୋଇପାରିଛି ।
I m really shocked the song when I listen....its too romantic and feeling full song.Singer was singing the song very very softly, so nice.....thanku very much premanand bhai,also lyrics bhai and the writer......💯💯💯💯💯👍👍👍👍🏞🏞🏞🏞
Beautiful Song 😍 👌 👍...
This is called odiya...My odisha...Thanks every one...Amazing voice..
👍...
I have no ward to speak about such sweet song.one of my favourite song in my life
Bahut sundar.. Jetesunile bi mana buhjuni.. Dhanyavaad geetikarrnku🙏👍❤
Respected Prema sir Sarat sir I beg to state this is a unique composition extraordinary lyrics I think in life from childhood to present I never listen this kind of song ..I don't have words to appreciate this kind of effort and use of Odia literature word..wow mind blowing.. this is extraordinary song of our industry..
Love u so nice song
ସୁନ୍ଦର ଗୀତ ର ଅବସାଦ ନାହିଁ ଯେତେ ଶୁଣିଲେ ହେଁ ଇଛା ଭରୁ ନାହିଁ . ସତରେ ଗୀତଟି ମନକୁ ଛୁଇଁ ଗଲା👌👌👌 please upload this song in wynk music
Really heart touching
jou mana a song 29 thararu adhika sunileni 1 like kara plese
ଅସମାପିକା, ସିମହୀନ, ଚନ୍ଦ୍ରବଦନି, ଝିନ ବସନା ଏହି ଗୀତର ଶବ୍ଦ ଗୁଡ଼ିକ ଶୁଣିବାକୁ ବହୁତ୍ ବଢିଆ ଲାଗେ।
Lyrics paine salute
Voice 🙏🏻🙏🏻🙏🏻🙏🏻
Hrudayasparshi👌🏻👌🏻❣
Hi
Hi please find my
𝓞𝓸
Lyrics oh dumdar..,
Composition wow......
Singing outstanding......
Love you team
Very nice sanga 💓💜💛💚💗💖💕💟💞👍👍🌷🌹🌺🌹🌸🌹🌹
I totally agree with you 👍
This is really a high definition song,i barely take my ears off of this songs ,This lyrics is a kind of poetry which touch the heart and soul..
We
Super hit song...
Aau ..bhai & bhauni....tama dui janankara ete sunder tone ...ete sunder aabaz ..very very nice...
It's really very beautiful song... This song is win of hearts of people... And also Satyajit and Lopamudra make of this song very bautiful with their sweet lovely voice....
U r absolutely rit.. dear
ମହାଶୟା ଆପଣଙ୍କୁ ଵହୁତ ଧନ୍ୟଵାଦ
କିନ୍ତୁ ଆପଣ କଣ ପାଇଁ ଓଡ଼ିଆ ରେ
ବିବରଣୀ ଦେଇ ନାହାନ୍ତି
@@aksethi3735 dhanyabad... Jani ki khusi lagila j apana odia bhasha ra marjyada ku bujhi parichhanti... Odia bhasha prati apana jatnaban atanti... Kintu bahut loka achhanti jeun mane odia atanti kintu odia bhasha apekhya english bhasha ku adhika gurutwa dei thanti... Sethipain mu eng re comment Kari deli.... Khyama karibe🙏
Thank you....😃
@@sumitachhanda3591 you r very beautiful
କି ଗୀତରେ ଥରେ ସୁଣିଲେ ବାରମ୍ବାର ସୁଣିବାକୁ ଇଛା ହେଉଛି।😍😍😍😍 🤗🤗💗💗💗
Absolutely correct
Mu 40 thara a Gita Ku sunilini
Sata re duinka voice bahut sundar....kahibaku gole..kohibaku kichi nahi apanka voice pn 😘😘😘
Wao wao wao wao sudhha odiya gita very very nice song emiti gita heba katha satyajeet sir ank line super duper speech less🤐🤐🤐🤐
ଛାଡିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡ଼ିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନ ଦେଖେ ନୟନ
ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନ ଆଣେ କମ୍ପନ
କେମିତି ବା ବୁଝାଇବି ଭାଷା ଶବ୍ଦ ସବୁ ଭୁ ଲୁଣ୍ଠିତ
ତୋ ମୋ ସମ୍ପର୍କ କି କଷ୍ଟ ପ୍ରଦ ଅବୁଝା ଗଣିତ
ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖେ ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡ଼ିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
କହିବାର ନାହିଁ ଶକ୍ତି ବୟସ ର ବୟସ୍କ ଲଗନେ
ତୁହି ମୋ ରଜନୀ ଗନ୍ଧା ଭାବନା ର ସୌମ୍ୟ ଉପବନେ
କରୁଣା ରେ ବିଜଡ଼ିତ ନୀରିମାୟା ନିରୀହ ହୃଦୟ
ହେ ମୋର ଅବୁଝା ସାଥୀ ତୁହି ମୋର ନବ ସୂର୍ଯ୍ୟୋଦୟ
ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖେ ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ
ଛାଡିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଧନ୍ୟବାଦ
ଆପଣ ହିଁ ଗୀତକୁ ଅନୁଭବ କରିଛନ୍ତି
Bahut badhia work
ଆପଣ ହିଁ ଗୀତ ଟାକୁ ଭଲ ଭାବରେ ଅନୁଭବ କରିଛନ୍ତି
Super
Realy this song is out standing a heart touching song.....who not like song when they listen song they....selfly...like song...so nice words represent in this song
Hii
never wanted to know the lyricist..of any odia song...but after hearing this song .. couldn't stop myself from checking the description...now I will always remember your name ..sarat sir..🙏..
Every time I heard this song, I feel goosebumps 😍😍
Supper lekha👌👌👌
Best composition👌👌
Good voice
Supper mind blowing fantastic song💋💋💋💋💋
8
it's tapi Bhai ra favourite song
ମୋ ପାଖରେ ଶଦ୍ଦ ନାହିଁ ଏ ଗୀତ ପାଇଁ।
ହୃଦୟ କୁ ବିମୋହିତ କରିଦେଲା। ❤❤❤
Bahut sundar sundar wards, jete sunile suniba ku echha hauchi, i just Love this 😍
Bahut sundar gita tia ,ahi gita ku jete sunile b bahut thara sunibaku ichha hauchi,jia a gita tiku lekhichanti tanku god bless you 🙏
MIND Blowing Excellent
MUSIC COMPS PREMANAND SIR
EXCELLENT SINGING
SATYAJEET AND LOPAMUDRA
MIND Blowing Excellent LYRICS SARAT SIR
Very nice song
This is called Odia song,feel proud to be Odian ☺
❤️❤️❤️
Odian kn be odia kaha
Not odian . It's odia actually
Odia language my language
@@nirmalyanayak8186 Eita gote feel saha kuha jae murkha, jemiti to name hauchi Nirmalya but to Bapa Maa tote love re au kichi kuhanti, baas semiti lv re Kuhanti Odian, mg patha satha tike padhe, tapare janibu
This song is a masterpiece in Odia music industry.
Super song 👌👌👌👌👌♥️♥️
Saatre satyajit bhai tame kete kete kete kete sundar gita gaucha sabu singer hni tale padijibe satare satyajit bhai i am proud of you so much
Thanks premananda sir and thanks to whole team for making this beautiful song 🙏🙏🙏
Ete Dina pare gote Gita market ku asila , pura complicated word , fantastic lyrics 👌👌👌👌
Right
Abe bujhipariluni boli fantastic lyrics naa
🤯
@@Debabratta2.0 😂😂😂
absolutely correct
Bahut sundar bhabe sahityaka bhasara byabahara karaheichi.
Heart touching. 👌💓💓💓
Mind blowing..bahut sundor gito tiye ..❤mo fvrt 😍👌
Nyc lyrics.. Very Different types lyrics.. Exactly Sahitya language
Hii thankyou
Right
@@golekhakumar9303 qq11qqqqqqqq1q11
Very nice..... Awesome
This song directly hits the soul🌟.....
No words to Express the feel this song carries❤💞💝💕and the magic this song creates💫💫💫💫..... our singers and their singing is also mind blowing.....❣👌👌👍👍❤
Check out the lyrics video on my channel.
@@OdiaSongLyrics àa
Best lyrics by Sarat sir
Playing with his words
Such a masterpiece 💫🥰✅
Who is lyricist yaar. Pls save this diamond. He can save the odia industry.
meaning of the song is fantastic..really awasome voice..nice composition ..I used to listen this song 20-30times a day
Ati sundar lekha...sundar composition....sundar voice...bahut vala lagila...
Bahut sundar gita....
@@biswajitbharadwaj4948 yes
veryvnice song my fevabrti
@@arunabarikkd5sk379 my favorite song
Beri**naci**song
Satyajeet ka voice magical he🎉🎉
I have heard this so many times but every time I feel a new zeal and emotion. What a song with fabulous lyrics I have ever heard before. And the voice of Satyajit OMG breathtaking.... Hats off to you.....
Same here dear 🙏
A combination of 26 letters can't explain the moral of the song.Thanks prema bhai
1000 ଥର ଶୁଣିଲେ ବି ପୁଣି ଶୁଣି ବାକୁ ଇଛା ହଉଚି love this hart tuching song 💞💞💞💞
#PremanandSir the #MusicScientists 🙏 #SaratSir penned it so beautifully.... 🙆👏☑ #SatyajeetBhai and #lopamudraDii sang it so good👏🎧❤ #hrudayaku_chuingala🎧👏❤
Hii
Outstanding Singing🎤🎤🎤🎤🎤
U are the miracle...wah ..kya baat hai... fantastic...
Kia kia lopamudra nka fan like hear
One of the my best song, wordings most beautiful, lyrics awesome & very clean , voice so sweet, feelings heart touching, thank all team
ଏହାକୁ କୁହାଯାଏ ଶୁଧ ଅସଲି ଓଡିଆ, ଏହିଭଳି ଗୀତ ମୁଁ ସବୁବେଳେ ଚାହେଁ, ପୁରା ଅସଲି ଶୁଧ ଓଡିଆ ଭାଷା
Mu bhi🥰
Very nice composition. Nice grow up ODISHA I love you.