If someone insults you what should you do।। Best motivational video in odia by
ฝัง
- เผยแพร่เมื่อ 28 ก.ย. 2024
- If someone insults you what should you do।। Best motivational video in odia by @Girija Mishra ।। self development videos।। why people insult you? How to get respect।। strong personality।। personality development।। How to handle people who hurt you।।
in this video Mr Girija Mishra describe about if someone insults you what should you do ।।
#Girija_Mishra #personality_development #odia_motivation #latest_video_by_girija_mishra #motivational_video #motivation #how_to_handle_people #odia #odia_motivational_speech
connect with Mr Girija Mishra -
√ Instagram • / girija1298
√ Facebook • / girija1298
√ Twitter • GI...
√ Subscribe my channel • / girijamishra1298official
Thank you for watching video 🙏 please subscribe my channel and press the 🔔 bell icon also like and share...
।। THANK YOU ❤️ ।।
ଅପମାନ ମଧ୍ୟ ଆବଶ୍ୟକ ଅଟେ,
କାରଣ ଅପମାନ ରୁ ହିଁ ପରିବର୍ତ୍ତନ ର ଜନ୍ମ ହୋଇଥାଏ..।।🙏
Right 👍👍👍👍👍👍👍👍👍
Mu Apari paristitire Achi .Sheila belaku bahut kasta heuchhi .(Ama gharu mote amiti apamana ............ )
@@rasmitajena221 ilove. You. 💓💓💓💓💓💓💓💓💓💓💓💓💓💓💓💓💓💓💓💓
My. Biswanath. Pidika. 💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕💕
Right bro
Best motivational speaker Sir🙏
Good bless
Right sir 🙏🙏🙏🙏🙏
Bahut bahut thankyou
Good motivation
❤best❤️best❤️
Really heart touching line sir... 👍👍👍 absolutely right sir🙏🙏🙏💪💪💪 heartily thank you so much sir🙏🙏🙏 best motivation video🙏🙏🙏 every day motivation video anatu😊😊😊🙏🙏🙏🙏🙏
Dede please mo chenal re odiare bi motivation video oplode heichi
Excellent messages Thanks
Good very very thanks
Thank you sir ❤❤❤❤❤❤
👍👍👍👌👌
Thank you👍
Thank you sir
Thank you very much sir amiti gote beautiful katha kahuthi ba ru au kemiti Santi saha upara ku uthi baku heba kahithi baru 🙏
Thank you so much sir for your beautiful advice 🙏❤❤❤❤❤🙏❤
Absolutely right sir 💯💯
Nice ❤️ thanks
Excellent talking sir
Right ans bhai
Thanks
Jay Jagannath Bhai 🙏🙏🙏🙏😂🙏😂☝️👍☝️👍☝️
Very nice video
Right sir ❤️❤️😭😭😭😭
🙏🙏🙏
Nice line sir 🙏🙏🙏
Good evening sir
Yes sir Correct କହିଛନ୍ତି apaman bi abasyaka ଅଟେ.... Apaman ru nhi ପରିବର୍ତ୍ତନ ଜନ୍ମ ନେଇ ଥାଏ..., ଭୁଲ୍ ର ସଂଶୋଧନ ହୋଇଥାଏ.... .... ଆଉ ଯିଏ ଅପମାନିତ karuchhi ame ତାକୁ ସଙ୍ଗେ ସଙ୍ଗେ ରାଗି କି ଜବାବ ଦେବା ଉଚିତ ନୁହେଁ କି ମାରପିଟ୍ ମଧ୍ଯ କରିବା ଉଚିତ୍ ନୁହଁ..... ବରଂ ଅପମାନ ର ଜବାବ ନିଜ କୁ ପରିବର୍ତ୍ତନ କରି, କର୍ମ ରେ show କରିବା ଉଚିତ୍....
🙏
Thank you.
Right u are great sir 😅😅😅
👌👌Sata katha bro... 🙏🙏🙏
Thanks vie mora aakhi kholi dele
Aapan mora magra darshak
🙏
Video is good good 🙏
They you sir
👍
Super 👍👍👍
🙏🙏🙏🙏🙏👌👌👌👌
Sir mun apanaka Saha katha hebaku cahunchhi 🙏
th-cam.com/video/Mov0F2YAR20/w-d-xo.html
See this video description for association with
Mr. Girija Mishra ( ଏହି video ର link ରେ click କରନ୍ତୁ, description ରେ contact number ଅଛି ଆପଣ call କରିପାରିବେ )
Nice 👌 grate👍❤️
Good,, is,, video,, bhai
Nice sir 👍
Nice good
Good story
Nice sir
Jay sri ram
🙏🙏🙏🙏👍👍👍👍
Bina dosare jadi kehi kharap vabe kan Kariba darkar
ଆମେ ତ କାହା ମନ ରେ ପସିପାରିବାନି କି କାହା ମନ କୁ ନିୟନ୍ତ୍ରଣ କରିପାରିବାନି, ତେଣୁ କେହି ଯଦି ବିନା ଦୋଷ ରେ ଆମକୁ ଭୁଲ୍ ବୁଝେ ତେବେ ସେଥିରେ ମନ ଦୁଃଖ ନ କରି କେବଳ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୂପେ କରନ୍ତୁ, ଦେଖିବେ ଦିନେ ନା ଦିନେ ଯିଏ ଆପଣଙ୍କୁ ଭୁଲ୍ ବୁଝିଛନ୍ତି ସିଏ ତାଙ୍କ ନିଜ ଭୁଲ୍ କୁ ନିଶ୍ଚିତ ବୁଝିପାରିବେ, ଧନ୍ୟବାଦ୍ 🙏।।
Tq sir for your beautiful advice.
🙏
ବୟସ ୨୯ ହୋଇଗଲା ପରେ କେହି ଜଣେ ଅପମାନିତ କରେ ତାହେଲେ ମଣିଷ ଆଗକୁ କେଉଁ way re jaipariba
ଦେଖନ୍ତୁ, ପ୍ରଥମ କଥା ହେଉଛି ସଫଳତା ର ନିର୍ଧାରଣ କୌଣସି ବୟସ ସୀମା ରେ ନଥାଏ, ହଁ - ମଣିଷ ର ଉଚିତ୍ ବୟସ ଚାଲିଯିବା ପରେ ଏ ଦୁନିଆ ତାକୁ ଅପମାନିତ କରେ ଏବଂ ଦୁନିଆ ର ଭୟ ରେ ମଣିଷ ନିଜକୁ ଦୁର୍ବଳ ଭଳି ଅନୁଭବ କରିବାକୁ ଲାଗେ, ଯାହା ସ୍ଵାଭାବିକ ମଧ୍ୟ, କିନ୍ତୁ ଥରେ ଭାବିକି ଦେଖନ୍ତୁ ତ, କ'ଣ ଯଦି ଆପଣ ଦୁଃଖ ରେ ରୁହନ୍ତି ତେବେ କ'ଣ ଲୋକ ଆପଣଙ୍କ ସାହାଯ୍ୟ ପାଇଁ ଆସିବେ?? ଯଦି ଏ ଦୁନିଆ ଦୁଃଖ ରେ ସାଥ୍ ଦେବନି ଏବଂ ସୁଖ ରେ ଈର୍ଷା କରିବ, ତେବେ ଏଭଳି ଦୁନିଆ ର ଚିନ୍ତା କରି ନିଜକୁ ଦୁର୍ବଳ ବୋଲି ଭାବିବା କେତେ ଦୂର୍ ଠିକ୍? ଆଉ ବାକି ରହିଲା ଅପମାନ କରିବା କଥା, ବୟସ ୨୯ ହେଉ କିମ୍ବା ୧୯, ଅପମାନ ସବୁବେଳେ ଅପମାନ ହିଁ ହେଇଥାଏ, ତେଣୁ କେବଳ ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ବୟସ କୁ ସଫଳତା ର ମାପ କାଠି ନ ଭାବି ନିଜ ସ୍ବପ୍ନ କୁ ନ ପାଇବା ପର୍ଯ୍ୟନ୍ତ ଚେଷ୍ଟା ଛାଡନ୍ତୁନି, ଜୀବନରେ ଏମିତି ଅନେକ ସମୟ ଆସେ ଯେତେବେଳେ ଆମେ ଏ କଥା ଭାବିବା ପାଇଁ ବାଧ୍ୟ ହେଉ କୁ ବୟସ ବଢ଼ିବାରେ ଲାଗିଛି କିନ୍ତୁ ଯେଉଁ କାମ କରୁଛି ସେଥିରେ କିଛି ବି ଭବିଷ୍ୟତ ଦେଖାଯାଉନି, ସେତେବେଳେ ଗୋଟେ କଥା ମନେ ରଖନ୍ତୁ, କାମ କରିବାର ଶୈଳୀ କୁ ପରିବର୍ତ୍ତନ କରନ୍ତୁ, କାମ କୁ ନୁହେଁ, ହେଇପାରେ ଆପଣଙ୍କର ଗୋଟେ ପରିବର୍ତ୍ତନ ର ଚେଷ୍ଟା ହିଁ ଆପଣଙ୍କୁ ସଫଳତା ର ମାର୍ଗ କୁ ଆଣିଦେବ, ଆଶା କରୁଛି ଆପଣଙ୍କ ମନ ରେ ଥିବା ଦ୍ଵନ୍ଦ କୁ ମୁଁ କିଛି ମାତ୍ରା ରେ ସମାଧାନ କରିପାରିଥିବା, ଧନ୍ୟବାଦ୍, ନମସ୍କାର 🙏
ଆଜ୍ଞା ସାର୍।ମୁଁ ଆପଣଙ୍କ କଥାକୁ ହୃଦୟରୁ ସମ୍ମାନ ଜଣାଉଛି।ମୁଁ ଏହାକୁ କାମରେ ନିଶ୍ଚୟ ଲଗାଇବି
🙏
Sir student mana Kara motivational video banantu
ନିଶ୍ଚିତ 🙏
Jetebele kehi amaku Bina karanare bahut bejit kare tebe kan Kariba uchit
ଏଭଳି ପରିସ୍ଥିତିରେ ପ୍ରଥମେ ଆପଣଙ୍କୁ କିଛି ବି reaction ନ ଦେଇ ଚୁପ୍ ରହିବାର ଆବଶ୍ୟକତା ଅଛି, କାରଣ ଅଧିକାଂଶ ସମୟରେ କୁକୁର କୁ ଲାଗେ କି ମଣିଷ ତାକୁ ହାନି କରିବା ପାଇଁ ଆସୁଛି, ଯେଉଁଥି ପାଇଁ ସେ କିଛି ବିଚାର ନ କରି ହିଁ ଭୁକି ବାକୁ ଲାଗେ, କିନ୍ତୁ ଯିଏ ପ୍ରକୃତ ମଣିଷ ହେଇଥାଏ ସିଏ କୁକୁର ର ଅଯଥା ଭୁକିବା ରେ ଧ୍ୟାନ ନ ଦେଇ ନିଜ ରାସ୍ତା ରେ ଚୁପ୍ ରହି ଚାଲିଯାଏ, ଏବଂ ମଣିଷ ର ଏପରି ଚୁପ୍ ରହି ଚାଲିଯିବାର ଦେଖି କୁକୁର ମଧ୍ୟ ଆପେ ଆପେ ଚୁପ୍ ହେଇଯାଏ, ଏବଂ ତାକୁ ଅନୁଭବ ହେଇଯାଏ କି ସିଏ ଅଯଥା ରେ ହିଁ ଭୁକୁ ଥିଲା, ତେଣୁ କେହି ଯଦି ଆମକୁ ଆମ ବିନା ଦୋଷ ରେ ହିଁ ଅପମାନିତ କରେ, ସେ ପରିସ୍ଥିତି ରେ ତାକୁ କିଛି ବି ନ କହି ଚୁପ୍ ରୁହନ୍ତୁ, ଦେଖିବେ ତାକୁ ତାର ଉତ୍ତର ମିଳିଯିବ, ଏବଂ ତା ନିଜ ହାତ ହିଁ ତା ନିଜ ଗାଲ ରେ ବସିଲା ଭଳି ତାକୁ ଅନୁଭବ ହେବ, ଆଶା କରୁଛି ଆପଣଙ୍କ ମନ ରେ ଥିବା ଦ୍ଵନ୍ଦ କୁ ମୁଁ କିଛି ମାତ୍ରା ରେ ସମାଧାନ କରିପାରିଥିବି.. ଧନ୍ୟବାଦ୍ , ନମସ୍କାର 🙏।।
Thank you sir❤❤
Thank you sir🙏
🙏🙏
Thank you . good story
Pranam sir 🙏
Sadharana loka nka pakhore tike apoman heuthiba jagare silent rahi ijjat ku bonchai nijo rasta bachi nouchanti kintu Bodo bodia bohut ghadh ghadia houchanti 😥 education job mansammana sabu thai nijara okat ku dekhei sabu kichi saridouchanti . Kass emiti knowledgeable katha janibare ghamandi achi se manonkara sethi pain ate drama karuchanti 😥.
Knowledgeable video sir thank you so much.
🙏
Bahut sundar jay Jagannath
Absolutely Right Sir 🙏👌
Powerful sir♥️
🙌🙌
🙏😊
Thanks bro
Thank you sir
🎉❤😮😊
Rgt sir
Thank you sir for this beautiful information 🙏🙏🙏🙏
Really true lines sir tq so much 🙏🙏🙏
Super 👌🏽
Very interesting motivational video , thank you sir ❤️
Nice
Ryt sir 🙏 100)
Absolutely right
Thanks sir