ଏମିତି ଆହୁରି ଆଗକୁ ମାଡି ଚାଲ❤❤
ସାରା ଓଡିଶାର ଦର୍ଶକ ମାନଙ୍କୁ ମୋର ପ୍ରଣାମ ଏବଂ ଶୁଭେଚ୍ଛା ଜଣାଉଛି l ଗୀତିକାର ଭାରତୀ ସାହୁ l ଅନେକ ବାଧା ବିଘ୍ନ ସତ୍ତ୍ୱେ କଳିଯୁଗ ଭାଗବତ ଆଗେଇ ଚାଲିଛି ଆପଣମାନଙ୍କ ପ୍ରେରଣା ପାଇ l ଯେତେ କଷ୍ଟ ହେଉ ପଛକେ ଆପଣମାନଙ୍କ ଭଲ ପାଇବାକୁ ମୋ ହୃଦୟରେ ସାଇତି ରଖି ଏ ଭାରତୀ ମାଆ ସରସ୍ବତୀ,ମା ଶାରଳlଙ୍କ ବରଦନାକୁ ନିଶ୍ଚୟ ଭlବ ଭକ୍ତି ଦେଇ ଲେଖନୀରେ ପ୍ରକାଶ କରିବାକୁ ଚେଷ୍ଟା କରିବ l ଦର୍ଶକ ମାନଙ୍କ ଭଲ ପାଇବାକୁ ଦୁଇ ଆଞ୍ଜୁଳି ପାତି ଗ୍ରହଣ କରିବାକୁ ସର୍ବଦା ଆଗ୍ରହୀ l ନିଶ୍ଚୟ ଏ ଗୀତକୁ ଆଗେଇ ନେଇଯିବାକୁ ମୋର ଅନୁରୋଧ ରହିବ l
ରହୁଛି, 🙏🙏🙏👌
ଗୀତିକାର ଭାରତୀ ସାହୁ,❤❤❤❤
Super dada omm kedar
Ok mamu
ସବୁ ଗୀତ ପରି ଏଇ ଗୀତଟି ମଧ୍ୟ ଖୁବ ସୁନ୍ଦର ହୋଇଛି । ବାସ୍ତବଧର୍ମୀ ଲେଖା। ସୁନ୍ଦର କଣ୍ଠ ସ୍ୱର।
Sata Katha bhai
❤❤❤❤
ବହୁତ ସୁନ୍ଦର ଭାରତୀ ଭଉଣୀ l ଶୁଭେଚ୍ଛା ଓ ଶୁଭକାମନା l ଚମତ୍କାର ହେଇଛି ଲେଖା l ଜୟ ଜଗନ୍ନାଥ 🙏
ଖୁବ୍ ସୁନ୍ଦର ହୋଇଛି ଭଜନଟି ସତରେ । କଣ୍ଠ ଆଉ ଲେଖା କେହି କାହାକୁ କମ୍ ନୁହେଁ । ଅତି ଚମତ୍କାର । ଜୟ ଜଗନ୍ନାଥ ।
ଅତି ସୁନ୍ଦର ସଙ୍ଗୀତ❤❤❤
Top nice song
🙏🙏🙏
Supper
ବହୁଦିନ ପରେ ଗୀତ ଭଳି ଗୀତଟିଏ ଶୁଣିବାକୁ ମିଳିଲା❤❤
Jay Jagannath
Super
Excellent in all angles
Jay Jagannath 🙏🙏🙏
Very nice❤
ସବୁ ସଦସ୍ୟ ମାନଙ୍କୁ ହୃଦୟ ଭରା ଶୁଭେଚ୍ଛା ଏବଂ ଆଗେଇ ଯିବାକୁ ଅନୁରୋଧ❤❤
ଭାଇ ଷଷ୍ଠ ଭାଗ ଛାଡ଼ 🙏🙏🙏👌👌👌
Jay Jagannath 🙏
Beautiful song
Jay jagannath sisters ❤⚘🙏
ଗୀତଟା ବହୁତ ସୁନ୍ଦର ହେଇଚି 😘😘😘😘ଜୟ ଜଗନ୍ନାଥ
Jay jagannath 🙏❤️♥️♥️♥️♥️❤️♥️❤️
ଆମର omm kedar official ଚ୍ୟାନେଲକୁ ନିଶ୍ଚୟ ସ୍ନେହ,ପ୍ରେମ,ଭଲପାଇବା ଦେବେ ବୋଲି ଆଶା ଓ ବିଶ୍ୱାସ ନେଇ ରହୁଛି ଆଉ ଗୋଟିଏ ଗୀତ ଭେଟି ଦେବା ଉଦ୍ଦେଶ୍ୟରେ,
ପ୍ରଣାମ ଆଜ୍ଞା 🙏🙏🙏
ଭାରତୀ ସାହୁ ❤❤❤
Jay jaganath ❤❤❤❤❤❤❤❤❤❤❤🎉❤🎉❤🎉❤❤🎉🎉❤🎉❤🎉🎉🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉🎉❤🎉❤🎉🎉❤🎉❤
Nice bhagabata
Jay Jagannath 🙏❤❤
Nice❤❤❤❤
Jay Jagannath 😘🥺❤️🩹
Your kindness radiates like a gentle sunrise, warming hearts and painting the world with the hues of compassion.
Jaysriram
Kali juga jagarnath
👂🤌
🌄🍓🍒🍎🌸🌺🌷🥀🌹🏵️🌼🙏🙏
Jay Jagannath 🙏🙏🙏
🪔🌺🏵️🌸🍌
Supor dada omm kedar