ବିଜେପି ବୁଝିପାରୁନି ବିଜେଡିର ଚାଲ ! | Odisha Reporter

แชร์
ฝัง
  • เผยแพร่เมื่อ 12 ก.ย. 2024
  • ନିର୍ବାଚନ ପରେ ନିର୍ବାଚନ ଜିତିବାର ନିଶା ବିଜେଡ଼ିକୁ ଘାରିଛି । ସେହି କ୍ରମରେ ଦଳ ବିରୋଧୀଙ୍କୁ ମାତ ଦେବାପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ଦଳ। ଆଉ ଏହାର ଟେର ବିଜେପି କି କଂଗ୍ରେସ ପାଇପାରୁ ନାହାନ୍ତି । ଏହି ରଣନୀତିର କାର୍ପଟଦାର ସାଜିଛନ୍ତି ବିଜେଡିର ଦୁଇ ନମ୍ବର କ୍ଷମତା କେନ୍ଦ୍ର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
    #BjdParty #Election #Bjp #Odisha #NaveenPattnaik #OdishaReporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

ความคิดเห็น • 278

  • @namitagochhayat5059
    @namitagochhayat5059 2 ปีที่แล้ว +5

    ଓଡ଼ିଶାର ଉନ୍ନତି ଓ ଲୋକଙ୍କ କଲ୍ୟାଣ ପାଇଁ ବିଜେଡ଼ି କାମ କରୁଛି ଆଉ ଆଗକୁ କରିବ ମଧ୍ୟ। ହେଲେ ଏ ବଜେପି ଵାଲା ଏମିତି ନିଜ ନିଜ ଭିତରେ କଳି କରି ନିଜର ସର୍ତ୍ତା ହରେଇବେ।

  • @namitagochhayat5059
    @namitagochhayat5059 2 ปีที่แล้ว +6

    ଈର୍ଶା ଓ ଜ୍ୱଳାରେ ବିଜେପି । ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ରଣନୀତିକୁ ବୁଝିବା କଷ୍ଟକର ହୋଇଛି ବିଜେପି ବାଲାଙ୍କ ପାଇଁ ।

  • @susiljena0707
    @susiljena0707 2 ปีที่แล้ว +4

    ପଞ୍ଚାୟତ ନିର୍ବାଚନ ରେ କୌଣସି ପ୍ରଭାବ ପଡିବନ ପୁଣିଥରେ ସବୁଠି ବିଜୁ ଜନତା ଦଳ ଜୟ ଜୟ ଗାନ କରିବ ।

    • @sashibhusanjali558
      @sashibhusanjali558 2 ปีที่แล้ว

      1 rupee rice khia loka tame au kn kahiba😀

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว +4

    ନିଜ ର କାମ ହାସଲ କରିବାକୁ ବିଜେପି କୌଣସି ବି ସୀମା ଡେଇଁପାରେ ତାହା ଆମ ଓଡ଼ିଶା ବାସୀ ଙ୍କୁ ଅଛପା ନୁହଁ।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว +4

    ଟେର ମିଳିବନି ମଧ୍ୟ ଆପଣଙ୍କୁ ଏହା ରାଜନୀତି ଲୁଡୋ ଖେଳ ନୁହଁ।ବିଜେଡି ର ରାଜନୀତି ଦେଖି ସମସ୍ତଙ୍କ ଆଖି ଖୋଲିଯିବା।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว +6

    “ଚାଲି ନ ଜାଣି ବାଟ ର ଦୋଷ" ବିଜେପି ଠିକ୍ ଏମିତି ହିଁ କରୁଛି ନିଜେ ଭୁଲ କରିକି ଦୋଷ ଆଉ କାହାକୁ ଦଉଛି।

  • @abhisekrath5516
    @abhisekrath5516 2 ปีที่แล้ว +4

    ନବୀନ ସରକାର ଆମେ ସବୁ ଆପଣଙ୍କ ପଛରେ ଅଛୁ. ଆଉ ଆମେ ଥିଲା ଯାଏ ପବନ ବି ଆପଣଂକ ଵାଳ ବଙ୍କା କରିପାରିବନି

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว +2

    ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରା ଏବଂ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ସଂଗଠନ ଆଗରେ ଫେଲ ମାରିଛି ବିଜେପି ର ସବୁ ରଙ୍ଗ....ସାରା ଓଡ଼ିଶା ବାସୀ କେବଳ ନବୀନଙ୍କୁ ଭଲ ପାଆନ୍ତି

  • @knowledgeray1908
    @knowledgeray1908 2 ปีที่แล้ว +1

    ପୂର୍ବ ନିର୍ବାଚନ ରେ ଲୋକେ ଭୁଲରେ କିଛି ବିଜେପି କୁ ଭୋଟ ଦେଇ ଦେଇଥିଲେ କିନ୍ତୁ ଏଥର ଲୋକେ ସେମାନଙ୍କର ଭୁଲ ବୁଝି ପାରିଛନ୍ତି...

  • @biswabharatpatra666
    @biswabharatpatra666 2 ปีที่แล้ว

    ବିଜେଡିର ଚାଣକ୍ୟ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ରଣନୀତିକୁ ବୁଝିବା ରାଜ୍ୟ ବିଜେପି ପ୍ରତି କାଠିକର ପାଠ ହେଉଛି ।

  • @abhisekrath5516
    @abhisekrath5516 2 ปีที่แล้ว +2

    ନବୀନ ସରକାର ଓଡିଶା ପାଇଁ କଣ କରିଛନ୍ତି କାହାକୁ ଅଛପା ନାହିଁ. ତେଣୁ ଆମ ସରକାର ଙ୍କୁ ଅନୁରୋଧ ଏହି ପ୍ରଗତି ର ଧାରା କୁ ଆହୁରି ଆଗକୁ ନେଇଯାନ୍ତୁ

  • @indiradas2104
    @indiradas2104 2 ปีที่แล้ว +1

    ବବି ଭାଇଙ୍କ ରାଜନୀତି ଚାଲ ବୁଝିବା କୁ ହେଲେ ବିଜେପି କୁ ବହୁତ ପାମ୍ପଡ ବେଲିବାକୁ ପଡ଼ିବ।ଏତେ ସହଜ ନୁହେଁ ବିଜେଡି ର ରଣନୀତି।

  • @usharanipaikaray737
    @usharanipaikaray737 2 ปีที่แล้ว +1

    ଠିକ ସମୟରେ ଜବାବ ଦେବ ବିଜେଡି

  • @prabirkumardas2743
    @prabirkumardas2743 2 ปีที่แล้ว

    ଅପରାଜିତା,baijyant ଆଉ ଧର୍ମେନ୍ଦ୍ର ଙ୍କ ମଧ୍ୟରେ ପେଶି ହୋଇଗୋଲେନି ବିଜେପି।

  • @subhamsahu7473
    @subhamsahu7473 2 ปีที่แล้ว

    ନିଜେ କାଚ ଘରେ ରହି ଅନ୍ୟ ଉପରକୁ ପଥର ପକାଇବା ବନ୍ଦ କରୁ ବିଜେପି, ନିଜ ଗୋଷ୍ଠୀ କନ୍ଦଳ ପଦା ରେ ପଡ଼ିଲାଣି ତା ଉପରେ ଧ୍ୟାନ ନ ଦେଇ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ବିଜେପି ନେତା ,ଆଗ ଓଡ଼ିଶାବାସୀ ଙ୍କ ଯବାବ ର ଉତ୍ତର ରଖ ତ ପରେ କ୍ଷମତା କୁ ଆସିବା କଥା ଚିନ୍ତା କରିବ

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ଓଡିଶା ରାଜନୀତିରୁ ଦୁରେଇ ଦିଆଯାଉଛି ଧର୍ମେନ୍ଦ୍ରଙ୍କୁ ।

  • @bapashilpa523
    @bapashilpa523 2 ปีที่แล้ว

    ବିଜେଡି ସଶକ୍ତ ହେଉଥିବା ବେଳେ ସତ୍ତା ହରାଇବା ଡରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ବୈଜୟନ୍ତ। ୟାଙ୍କର ଦଳ ନିର୍ବଳତାର ପଥରେ ଆଗେଇଲାଣି। ତେଣୁକରି ବିଜେପି ନିଜକୁ ଶଶକ୍ତ ଗଢ଼ିବା ଜାଗାରେ ପତନ ଆଡ଼କୁ ଅଗ୍ରସର କରିବା ଆରମ୍ଭ କରିଛି। ଏହା ମୋର ମତ।

  • @sukantitripathy4496
    @sukantitripathy4496 2 ปีที่แล้ว

    ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ପାଇଁ ଯାହା ସବୁ କରି ଆସୁଛନ୍ତି ତାହା ର କିଛି ତୁଳନା ନାହିଁ। ଶ୍ରୀ ଜଗନ୍ନାଥ ତାଙ୍କ ର ଆଶୀର୍ବାଦ ଆଗାମୀ ନିର୍ବାଚନ ରେ ନିଶ୍ଚୟ ଦେଵେ।

  • @namitagochhayat5059
    @namitagochhayat5059 2 ปีที่แล้ว

    ହାରିବା ଭୟରେ ଗୋଡ ଟଣା ନୀତି ଆପଣାଇଛି ବିଜେପି ।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ଧୀରେ ଧୀରେ ନିଜ ର ମନୋବଳ ହ୍ରାସ ପାଇବାରେ ଲାଗିଛି ବିଜେପି ମନ୍ତ୍ରୀ ମାନଙ୍କ ତେଣୁ ନିଜ ନିଜ ର ଗୋଡ଼ ଝିକି ବାରେ ଲାଗିଛନ୍ତି।

  • @namitagochhayat5059
    @namitagochhayat5059 2 ปีที่แล้ว

    ଏପଟେ ଧର୍ମେନ୍ଦ୍ର ବାବୁ ଓଡ଼ିଶାରେ ବିଜେପି ସରକାର କରିବ ବୋଲି କହୁଛନ୍ତି l ଲଜ୍ୟା ସରମ ନାହିଁ ଟିକେ ବିଜେପି ବାଲାଙ୍କୁ l

  • @subhamsahu7473
    @subhamsahu7473 2 ปีที่แล้ว

    ବିଜେପି ର ଓଡ଼ିଶା ରେ ସତ୍ତା ନାହିଁ କେନ୍ଦ୍ର ନେତୃତ୍ୱ ଙ୍କ ଓଡ଼ିଶା ନେତା ଙ୍କ ଓଡ଼ିଶା ର ସମ୍ପର୍କ ନାହିଁ ଏହା ଭିତରେ ବଳି ପଡ଼ୁଛନ୍ତି ସାଧାରଣ ଜନତା ଯେଉଁ ବିଜେପି ସାଂସଦ ବିଜେପି ବିଧାୟକ, ମାନେ ଜିତିଛନ୍ତି ସେମାନେ ଶସ୍ତା ରାଜନୀତି ନାଟକ କରିବାରେ ବ୍ୟସ୍ତ ,ଯାହାର ଯବାବ ଆଗାମୀ ପଞ୍ଚାୟତ ପୈାର ନିର୍ବାଚନ ରେ ଜନସାଧାରଣ ଭାରତୀୟ ଜନତା ପାର୍ଟି କୁ ଦେବେ

  • @indiradas2104
    @indiradas2104 2 ปีที่แล้ว

    ଘର ଆଗ ସମ୍ଭାଳ, ପରେ ରାଜ୍ୟ ସମ୍ଭାଳିବା କଥା ଚିନ୍ତା କରିବେ ବିଜେପି ଦଳ

  • @prabirkumardas2743
    @prabirkumardas2743 2 ปีที่แล้ว

    ଭୁସୁଡୁଛି ରାଜ୍ୟ ରେ ବିଜେପି ର ପତୀୟରା । ବିଜେପି ନେତାଙ୍କ ଭାଳେଣି।
    ଗୋଟିଏ ପଟେ ଧର୍ମେନ୍ଦ୍ର ଅନ୍ୟ ପଟେ ଜୟ ପଣ୍ଡା।

  • @namitagochhayat5059
    @namitagochhayat5059 2 ปีที่แล้ว

    ଏମାନେ ପୁଣି କୁଆଡେ ରାଜ୍ୟ ସାମ୍ଭାଳିବେ । ଧିକ ଏମାନଙ୍କୁ ।

  • @namitagochhayat5059
    @namitagochhayat5059 2 ปีที่แล้ว

    ସଶକ୍ତ ହେଉଛି ବିଜେଡ଼ି, ସର୍ତ୍ତା ହରାଉଛି ବଜେପି।

  • @prabirkumardas2743
    @prabirkumardas2743 2 ปีที่แล้ว

    ବିଜେପି ର ସମୟ ଶେଷ ହୋଇଗୋଲାନି।
    ବିଜେପି ନେତାଙ୍କ ମଧ୍ୟରେ କଳି।

  • @sairajesh4581
    @sairajesh4581 2 ปีที่แล้ว

    ଅଲୋ ହେଇ ଲୋ କ ଣ ଶୁଣାଯାଉଛି ଓଡ଼ିଶା ମାମଲାରେ ଦଖଲ ଦେବାକୁ ଧର୍ମେନ୍ଦ୍ରଙ୍କୁ ବାରଣ । ଏହା ପଛରେ କେନ୍ଦ୍ରୀୟ ନେତୃତ୍ବର ଉଦ୍ଦେଶ୍ୟ କଣ ? ବିଜେପିର ଖେଳ ଖତମ!!! ବଡ଼ ଘର ବଡ଼ ଗୁମର କଥା ଘର କଥା ଠିକ୍ କର ତାପରେ ଆଉ କାହା ବିଷୟରେ ଭାବିବ।

  • @prabirkumardas2743
    @prabirkumardas2743 2 ปีที่แล้ว

    ବିଜେପି ନିଜ ଦଳ ମଧ୍ୟରେ ଥିବା କନ୍ଦଳ କୁ ବୁଝିବାକୁ ସମୟ ନାହିଁ।
    ଜନସାଧାରଣ କଥା କଣ ବୁଝିବ।

  • @ranjanprakash4556
    @ranjanprakash4556 2 ปีที่แล้ว

    Badhiya hai 😀😀😀
    ଭୁସୁଡୁଛି ରାଜ୍ୟ ବିଜେପି ଦୁର୍ଗ । ଗୋଟେ ପଟେ ଧର୍ମେନ୍ଦ୍ର ତ ଅନ୍ୟ ପଟେ ଜୟ ପଣ୍ଡା

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେପିର ଘର କଳି ପଦାରେ ପଡିଛି। ଗୋଟେ ପଟେ ଧର୍ମେନ୍ଦ୍ର, ଅନ୍ୟ ପଟେ ଅପରାଜିତା ଆଉ ଗୋଟେ ପଟେ ବୈଜୟନ୍ତ ନିଜ ନିଜର ପତିଆରା ବିସ୍ତାର ପାଇଁ ଅନ୍ୟ ନାଁରେ କଲେଣି ଚକ୍ରାନ୍ତ।

  • @bapashilpa523
    @bapashilpa523 2 ปีที่แล้ว

    'Look before you leap' ଆଜି ଏଇ ଧେଗ ଆଜି ଠିକ୍ ବସିଲା ବିଜେପି ଉପରେ। କାରଣ ଅନ୍ୟ ମାନଙ୍କୁ କଥା ଫିଙ୍ଗିବା ପୂର୍ବରୁ ନିଜେ କେତେ ପାଣିରେ ଅଛ ଏଇଟା ମାପିବା କଥା। opposition party କହି କହି ନିଜ ବୁଣିବା ବୁଢିଆଣୀରେ ପଶିଗଲା କିନ୍ତୁ ଆମ ରାଜ୍ୟ ସରକାର କର୍ମ ରେ ବିଶ୍ୱାସ କରି ଉନ୍ନତି ର ମାର୍ଗରେ ଚାଲିଲା। ଏତିକି କହି ମୁ ମୋ ବକ୍ତବ୍ୟ ଶେଷ କରୁଛି।🙏 ଜୟ ଜଗନ୍ନାଥ।

  • @abhisekrath5516
    @abhisekrath5516 2 ปีที่แล้ว

    ନବୀନ ବାବୁ ଆମର ରାଜା ଥିଲେ ଅଛନ୍ତି ଆଉ ରହିବେ ବି. କୋଉ ଦଳ ମୂଳ ବଦଳି ପାରିବେନି ଆମ ରାଜା ଙ୍କୁ

  • @prabirkumardas2743
    @prabirkumardas2743 2 ปีที่แล้ว

    ଓଡ଼ିଶା ଦାୟିତ୍ଵ ରୁ କାହିଁକି ହୋଟାଯାଇ ଉତ୍ତରପ୍ରଦେଶ ଦାୟିତ୍ଵ ଦିଆଗଲା ଧର୍ମେନ୍ଦ୍ରଙ୍କ।
    ଓଡ଼ିଶା ପାଇଁ କଣ ବିଜେଡି ରୁ ତୋଡା ଖାଇଥିବା ଜୟ ପଣ୍ଡାଙ୍କୁ ଦିଆଗୋଲା।

  • @indiradas2104
    @indiradas2104 2 ปีที่แล้ว

    ବିଜେପି କୁ ସୁଚିନ୍ତିତ ଉପାୟରେ ଭାଗ ଭାଗ କରାଯାଉଛି, ଏହା କ'ଣ ବିଜେପି ବୁଝି ପାରୁନି।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେଡି ସଶକ୍ତ ହେଉଥିବା ବେଳେ ସତ୍ତା ହରାଇବା ଡରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ବୈଜୟନ୍ତ। ନିଜ ନିଜ ଦଳ ମଧ୍ୟ ରେ ହିଁ ତାଙ୍କର ତାଙ୍କର ମତାନ୍ତର ଖାପ ଖୁଆଉନାହି। ନିଜକୁ ସମ୍ଭାଳ ତା ପରେ ରାଜ୍ୟ ସମ୍ଭାଳିବ।

  • @biswajitpuhan6899
    @biswajitpuhan6899 2 ปีที่แล้ว

    ବିଜେଡିର ବଢୁଥିବା ଲୋକପ୍ରିୟତା ଦେଖି ସହ୍ୟ କରିପାରୁନି ବିଜେପି

  • @bibekanandadas3731
    @bibekanandadas3731 2 ปีที่แล้ว

    କୃଷ୍ଣଙ୍କ ଗୋଟି ଚାଳନରେ କୁରୁବଂଶ ଲୋପ ପାଇଲା ଭଳି ବିଜେପି ଲୋପ ପାଇବା ସମୟ ଆସିଯାଇଛି।

  • @kartikjena5180
    @kartikjena5180 2 ปีที่แล้ว

    ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ ନୀତିରେ ଚାଲିଛି ବିଜେପି

  • @NanduComedy
    @NanduComedy 2 ปีที่แล้ว

    ଯଦୁ ବଂଶ ଧ୍ବଂସ ପରି ବିଜେପିର ମଧ୍ୟ ଶେଷ ସମୟ ଆସିଗଲାଣି। ଆରମ୍ଭ ହେଇ ଗଲାଣି ବିଜେପିର ଘର ଭିତରେ କଳି
    ,ପଞ୍ଚାୟତ ନିର୍ବାଚନ ଆଗରୁ ବିଜେଡିକୁ ମାତ୍‌ ଦେବା ସମ୍ଭବ ନୁହେଁ ବୋଲି ଜାଣିଗଲେଣି ବିରୋଧୀ। ଆଉ ନିଜ ଦୁର୍ବଳତାକୁ ଲୁଚାଇବାକୁ ଯାଇ ପରସ୍ପର ମୁଣ୍ଡରେ ବୋଳୁଛନ୍ତି ଅଠା।

  • @bapashilpa523
    @bapashilpa523 2 ปีที่แล้ว

    ଓଡ଼ିଶା ମାମଲାରେ ଦଖଲ ଦେବାକୁ ଧର୍ମେନ୍ଦ୍ରଙ୍କୁ ବାରଣ । ଏହା ପଛରେ କେନ୍ଦ୍ରୀୟ ନେତୃତ୍ବର ଉଦେଶ୍ୟ କିଛି ଗମ୍ଭୀର ହେଇଥାଇପରେ। କାରଣ ଯାହା ଭି ହୋଇଥାଉ ନବୀନ ବାବୁ ତାଙ୍କ ବାକ୍ୟରୁ ନୁହେଁ କର୍ମ କରି ବିପକ୍ଷକୁ ଜବାବ ଦିୟନ୍ତି।

  • @namitagochhayat5059
    @namitagochhayat5059 2 ปีที่แล้ว

    ଧୀରେ ଧୀରେ ଖୋଲୁଛି ବିଜେପି ର ଗୃହ ଯୁଦ୍ଧ । ବିଜେପି ନେତାଙ୍କ ଅସଲି ଚେହେରା ପଦାରେ ପଡିଛି ।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେପି ନିମ୍ନ ଗାମୀ ପଥ ରେ ଶୀଘ୍ର ଗତି ରେ ଯାଉଥିବା ର ଦୃଶ୍ୟ

  • @namitagochhayat5059
    @namitagochhayat5059 2 ปีที่แล้ว

    ବଜେପି ର କୁକର୍ମ ପାଇଁ ଜନତା ତାଙ୍କୁ ଉଚିତ ଜବାବ ଦେବେ।

  • @maheshpatnaik6972
    @maheshpatnaik6972 2 ปีที่แล้ว

    ଦଳ କଥା ପ୍ରଥମେ ଚିନ୍ତା କରୁ ବିଜେପି , ତା ପରେ ରାଜ୍ୟ କଥା ଚିନ୍ତା କରିବ ।

  • @knowledgeray1908
    @knowledgeray1908 2 ปีที่แล้ว

    ଓଡ଼ିଶା ରାଜ୍ୟ ବାସୀ ବୁଝିପାରିଛନ୍ତି ନବୀନ ପଟ୍ଟନାୟକଙ୍କ ବିକଳ୍ପ ଓଡ଼ିଶାରେ ନାହିଁ...

  • @abhisekrath5516
    @abhisekrath5516 2 ปีที่แล้ว

    ବିଜେପି ବାବୁ ମାନେ ସବୁ ମୁହଁ ଧୋଇକି ଆସନ୍ତୁ ଦେଖିବେ ଆମ ନବୀନ ସରକାର କଣ କଣ କରିଲେଣି ଓଡିଶା ପାଇଁ

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ବିଜେପିର ବିଷ ପ୍ରବଳ ସେଥିପାଇଁ ତ ହାତରେ ନ ମାରି ଭାତରେ ମାରୁଛି କେନ୍ଦ୍ର ସରକାର , ଗ୍ୟାସ୍ ର ରେଟ୍ ବଢ଼େଇ ପୁଣି ସେଇ ମା ମାନଙ୍କୁ ରାସ୍ତାକୁ ପଠାଉଛି ଯାଳ ଗୋଟେଇବାକୁ

  • @subhranshujena7791
    @subhranshujena7791 2 ปีที่แล้ว

    ବାଟରେ ପଡି ହାଟରେ ଗଡ଼ିଲାଣି ବିଜେପି ଦଳ କନ୍ଦଳ । ପଦାରେ ପଡ଼ୁଛି ଧର୍ମେନ୍ଦ୍ର ବନାମ ଜୟ ପଣ୍ଡା ବିଷୟ

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ଘରର ମୁଖିଆ ଠିକ୍ ଥିଲେ ପରିବାର ଦୃଢ଼ ରହେ କିନ୍ତୁ କେନ୍ଦ୍ର ସରକାର ତ ଲୋକଙ୍କୁ ଠକୁଛନ୍ତି ନିଜ ଦଳର ଦାୟିତ୍ଵ ତୁଲାଇ ପାରୁନାହାନ୍ତି ସେ କଣ ଓଡିଶାବାସୀଙ୍କୁ ସାହଯ୍ୟ କରିବେ

  • @maheshpatnaik6972
    @maheshpatnaik6972 2 ปีที่แล้ว

    ବବି ଭାଇ ଙ୍କ ଭଳି ନେତା ଯୁବ ରାଜନୀତି କୁ ଉତ୍ସାହ ଦେଉଚି । ଚାଣକ୍ୟ ନୀତି ବି best 😁👍👍😕

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେପି ର କୁଟ ଓ ୨ ଟଙ୍କିଆ ରାଜନୀତି ଓଡ଼ିଶା ର ପ୍ରତ୍ୟକ ବାସୀଙ୍କୁ ଜଣା। ଏମିତି କୁମ୍ଭୀର କାନ୍ଦଣା କରିବା କିଛି ଆବଶ୍ୟକ ନାହିଁ।

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳର ବିଜୟ ହେବ କାହିଁକି ନା ବିଜୁ ଜନତା ଦଳ ଲୋକମାନଙ୍କ ପାଇଁ ବହୁତ୍ କିଛି କରୁଛି କରିବ ମଧ୍ୟ ଖାସ୍ କରି ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦେଇଛନ୍ତି ଆମ ରାଜ୍ୟ ସରକାର । ଆଉ ଲୋପ ପାଇଯିବ ବିଜେପି 😂

  • @indiradas2104
    @indiradas2104 2 ปีที่แล้ว

    ନିଜ ନିଜ ଭିତରେ କଳହ ସମାଧାନ କରୁ କରୁ ସବୁ କିଛି ହରାଇବକି BJP

  • @indiradas2104
    @indiradas2104 2 ปีที่แล้ว

    ଘର ଭିତରେ ଶତ୍ରୁ ତିଆରି ହେଲେ, ଘର ର ଅସ୍ତିତ୍ବ ରହେନା,BJP ଦଳ ଏବେ ନିଜେ ନିଜର ଘର ଭାଙ୍ଗି ବାରେ ଲାଗିଛନ୍ତି, ରାଜ୍ୟ ର ଦାୟିତ୍ଵ ନେବେ କ'ଣ।

  • @indiradas2104
    @indiradas2104 2 ปีที่แล้ว

    ବିଜେଡିର ଚାଣକ୍ୟ ପ୍ରଣବ ଦାସଙ୍କ ନିର୍ବାଚନ ରଣନୀତି କୁ ବୁଝିବା ବିଜେପି ପାଇଁ କାଠିକର ପାଠ ହେଲାଣି।

  • @subhamsahu7473
    @subhamsahu7473 2 ปีที่แล้ว

    ଭୁସୁଡୁଛି ରାଜ୍ୟ ବିଜେପି ଦୁର୍ଗ । ଗୋଟେ ପଟେ ଧର୍ମେନ୍ଦ୍ର ତ ଅନ୍ୟ ପଟେ ଜୟ ପଣ୍ଡା

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେପି ପ୍ରଥମେ ଚାଲିବା ଶିଖ ତା ପରେ ଆସିବ ରାଜନୀତି ର Tution ନବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଶିଖିଯିବ ଧୀରେ ଧୀରେ ।😂😂😂😂😂😂

  • @knowledgeray1908
    @knowledgeray1908 2 ปีที่แล้ว

    ଓଡ଼ିଶା bjd ଦଳର ଚାଣକ୍ଯ ରୂପେ ପ୍ରଣବ କିଶୋର ଦାସ ଙ୍କ ଗୋଟି ଚାଳନା ବିଜେପି ବୁଝିପାରୁନାହଁ। ବିଜେପି ଦଳରେ ପଦ ପଦବୀ ପାଇଁ ଦଳ କନ୍ଦଳ ଆରମ୍ଭ ହୋଇଗଲାଣି ।

  • @prabirkumardas2743
    @prabirkumardas2743 2 ปีที่แล้ว

    ବିଜେପି ଦଳ ର କନ୍ଦଳ ଜଳ ଜଳ ହୋଇଦେଖା ଗଲାଣି।
    ରୋଗ ଜ୍ଵଳା ରେ ତାଟିଆ କମୁଡୁ ଛନ୍ତି।

  • @kartikjena5180
    @kartikjena5180 2 ปีที่แล้ว

    ଓଡିଶା ରାଜଗାଦି ବିଜେପି ପାଇଁ ଦିବା ସ୍ବପ୍ନ ହେଇ ରହିବ

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ବିଜେପି ର ହୀନ ରାଜନୀତି ଓଡ଼ିଶାବାସୀ ଙ୍କୁ ଜଣା । ଆଜି ପର୍ଯ୍ୟନ୍ତ ଲୋକଙ୍କର କଣ ଉନ୍ନତି କଲାଣି ବିଜେପି ଦଳ, ରାସ୍ତାରେ ବସି ଖାଲି ମିଛ ଲୁହ ଓଜାଡୁଛ😂 ତୁମର ଛଳନା ଲୋକମାନେ ଠିକ୍ ବୁଝିଛନ୍ତି,

  • @kartikjena5180
    @kartikjena5180 2 ปีที่แล้ว

    ସମସ୍ତେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବାଟ ହୁଡ଼ି ଯାଉଛନ୍ତି

  • @knowledgeray1908
    @knowledgeray1908 2 ปีที่แล้ว

    ଧର୍ମେନ୍ଦ୍ର ଙ୍କ ସ୍ଵର ଏବେ ଓଡ଼ିଶା ନୂହେଁ ଉତ୍ତର ପ୍ରଦେଶରେ ଶୁଭୁଛି। କାରଣ କଣ ଜୟ ପଣ୍ଡା ଙ୍କ ପାଇଁ? ଯେତେ ଘଣ୍ଟି ବାଜାଓ ପ୍ରସାଦ ମିଳିବନି...

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ନିଜ ଦଳ କୁ ସମ୍ଭାଳି ପାରୁନି ବିଜେପି, ନିଜେ ନିଜ ହିଁ ଗୋଡ଼ ରେ କୁରାଢି ମାରୁଛନ୍ତ୍।ନିଜ ଭୁଲ ନ ଦେଖି ସମସ୍ତ ଙ୍କ ଭୁଲ ଉପରେ ନଜର ରଖୁଛି।

  • @maheshpatnaik6972
    @maheshpatnaik6972 2 ปีที่แล้ว

    ବିଜେପି ପାର୍ଟି ରେ ନେତା ମାନଙ୍କ ଭିତରେ ଗୋଡ ଟଣା ଟଣି ......😆ଧ୍ଵଂସ ହେବାର ପୂର୍ବ ସୂଚନା ।

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ବାଟରେ ପଡି ହାଟରେ ଗଡ଼ିଲାଣି ବିଜେପି ଦଳ କନ୍ଦଳ । ପଦାରେ ପଡ଼ୁଛି ଧର୍ମେନ୍ଦ୍ର ବନାମ ଜୟ ପଣ୍ଡା ବିଷୟ । ଆପଣ ଥରେ ଏ ବିଷୟରେ ଧ୍ୟାନ ଦେଲେ ଭଲ ହେବ।

  • @lipsadas4353
    @lipsadas4353 2 ปีที่แล้ว

    ବିଜେଡିର ଲୋକପ୍ରିୟତା ଏବଂ ପତିଆରା ଦେଖି ଛାନିଆ ହେଲାଣି ବିଜେପି।

  • @kartikjena5180
    @kartikjena5180 2 ปีที่แล้ว

    ପଶ୍ଚମବଂଗ ପୌରନିର୍ବାଚନ ରେ ବିଜେପି ସୁପୁଡା ସାଫ l ଓଡିଶା ମଧ୍ୟ ରୁ କହିଆଲ ବି ସାଫ ହଇଯିବ

  • @kartikjena5180
    @kartikjena5180 2 ปีที่แล้ว

    ପ୍ରଧାନ ବାବୁ ଗରିବ ଖଟିଖିଆ ଲୋକ ଙ୍କ ପାଇଁ ଯାହା ଗ୍ୟାସ ଓ ପେଟ୍ରୋଲ ମନ୍ତ୍ରୀ ଥିଲାବେଳେ ଯେଉଁ ଅବଦାନ ଦେଇ ଯାଇଛନ୍ତି ଆଉ ଶିକ୍ଷା ମନ୍ତ୍ରୀ ହେବା ପରେ ପାଇକ ବିଦ୍ରୋହ କୁ ଯେଭଳି ଦମନ କରିଛନ୍ତି ତାହା ଓଡିଶା ସ୍ଵର୍ଣ ଅକ୍ଷର ରେ ଲିପିବଧ କରି ଓଡିଶା ବାସୀ ତାଙ୍କୁ ଚାତକ ଭଳି ଚାହିଁରହିଛନ୍ତି

  • @maheshpatnaik6972
    @maheshpatnaik6972 2 ปีที่แล้ว

    ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ ଦେଖି ବିଜେପି ରେ କନ୍ଦଳ ... ପଣ୍ଡା vs ପ୍ରଧାନ

  • @maheshpatnaik6972
    @maheshpatnaik6972 2 ปีที่แล้ว

    ଚାଣକ୍ୟ ଙ୍କ ଗୋଟି ଚାଳନା ରେ ବିଜେପି ର ନିଦ ହଜିଗଲା ବୋଧେ ।

  • @knowledgeray1908
    @knowledgeray1908 2 ปีที่แล้ว

    ବିରୋଧୀ ଦଳ କୁଆଡ଼େ ଗଲେ? ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା........... ବିଜେଡିର ଲୋକପ୍ରିୟତା ଏବଂ ପତିଆରା ଦେଖି ଛାନିଆ ହେଲାଣି ବିଜେପି। ଆଉ କରିବ କଣ? BJD ତ ସତ୍ ମାର୍ଗରେ ପରିଚାଳିତ ହେଉଛି, BJD ର ଛିଦ୍ର ତ ପାଇଲେ ନାହିଁ ତେଣୁ nija ନିଜ ନିଜ ମଧ୍ୟରେ ଶୀତଳ ଯୁଦ୍ଧ ଲଗେଇ ଦେଲେଣି।

  • @indiradas2104
    @indiradas2104 2 ปีที่แล้ว

    ଓଡ଼ିଶାରେ ବିଜେଡି ର ପ୍ରଭାବ ଦେଖି ବିଜେପି ଛାନିଆ ହେଲେଣି କି?

  • @indiradas2104
    @indiradas2104 2 ปีที่แล้ว

    ବିଜେପି ର ଦୁର୍ଗ ଏବେ ଶଙ୍କଟାପନ୍ନ ସ୍ଥିତି ରେ।

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ବିଜେପି ପକ୍ଷରୁ ତାଙ୍କର ମତାନ୍ତର ଘଟିବାର କିଛି ବି ନୂଆ କଥା ନାହିଁ ଏହା ବର୍ଷ ବର୍ଷ ଧରି ଚାଲିଆସିଛି।

  • @indiradas2104
    @indiradas2104 2 ปีที่แล้ว

    ଓଡ଼ିଆ ହେବା ସତ୍ତ୍ୱେ ଧର୍ମେନ୍ଦ୍ର ଙ୍କୁ କାହିଁକି UP ର ପ୍ରଭାରୀ ଦାୟିତ୍ଵ ଦିଆଗଲା, ଏହା ପଛର ଚକ୍ରାନ୍ତ ଜୟ ପଣ୍ଡାଙ୍କ ର ନୁହେଁ ତ।

  • @namitagochhayat5059
    @namitagochhayat5059 2 ปีที่แล้ว

    ନିଜ ନିଜ ଭିତରେ ଦ୍ଵନ୍ଦ l ଏମିତି ହବ ଆଗକୁ ଦଳ କନ୍ଦଳ ପଦାରେ ପଡିବ l

  • @maheshpatnaik6972
    @maheshpatnaik6972 2 ปีที่แล้ว

    ପ୍ରଥମେ ଘର କଳି ସମ୍ଭାଳ ତାପରେ ରାଜ୍ୟ ସମ୍ଭାଳିବ।.....😐☹️

  • @subhamsahu7473
    @subhamsahu7473 2 ปีที่แล้ว

    ବିଜେଡିର ଲୋକପ୍ରିୟତା ଏବଂ ପତିଆରା ଦେଖି ଛାନିଆ ହେଲାଣି ବିଜେପି। ଫଳରେ ନିଜ ନିଜ ଭିତରେ ଆରମ୍ଭ କରି ଦେଲେଣି ତୁ ତୁ ମେଁ ମେଁ...

  • @kartikjena5180
    @kartikjena5180 2 ปีที่แล้ว

    ବାକ୍ୟ ବାଣ କୁ ବିଜେଡି ପସନ୍ଦ କରେନି ବିଜେଡି ଯାହା କହେ ତାହା କରିକି ଦେଖାଏ

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ବିଜେପି ଧ୍ଵଂସ ହୋଇଯିବ, ତାହାର ପ୍ରତିଫଳିତ ଛବି ସାରା ଓଡ଼ିଶା ଦେଖୁଛି , ବିଜେପିର ବହୁ ନେତା ନେତ୍ରିଗଣ ବିଜେପିର ଅସଲ ଚାଲ୍ ଜାଣିପାରି ଆସି ବିଜୁ ଜନତା ଦଳ ରେ ମିଶୁଛନ୍ତି ଏହାଠୁ ଲଜ୍ଜ୍ୟାଜନକ କଥା ବିଜେପି ପାଇଁ ଆଉ କଣ ହୋଇପାରେ 😂

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ଭୟ ମନୁଷ୍ୟ ଦ୍ଵାରା କଣ ନ କରାଉଛି।ବିଜେଡି ର ଭୟ ରେ କେନ୍ଦ୍ରମନ୍ତ୍ରୀ UP ପଳାୟନ କଲେ😂

  • @maheshpatnaik6972
    @maheshpatnaik6972 2 ปีที่แล้ว

    ଧର୍ମେନ୍ଦ୍ର ବାବୁ ଙ୍କୁ ଓଡ଼ିଶା ରାଜନୀତି ଠାରୁ ଦୂର ରେ ରଖିବାର କାରଣ କଣ ? କାହା ଆଦେଶ ରେ .....😐

  • @abhisekrath5516
    @abhisekrath5516 2 ปีที่แล้ว

    ରାଜନୀତି ପାଠ ଆସିକି ଶିଖ ଟିକେ ଆମ ବିଜେଡି ଵାଲା ଙ୍କ ଠୁ. ଆସିଲେ କୁଆଡୁ ରାଜ୍ୟ ସମ୍ଭାଳିବେ

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ଓଡ଼ିଆ ହେବା ସତ୍ତ୍ୱେ ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ଵ ଦେବା ପଛରେ କାରଣ କଣ ?

  • @abhisekrath5516
    @abhisekrath5516 2 ปีที่แล้ว

    ନବୀନ ଜିତିବେ ମାନେ ଅଲବତ ଜିତିବେ. ଇତିହାସ କୁ କେହି ବଦଳାଇ ପାରିବେନି

  • @rajkisshorebhuyan45
    @rajkisshorebhuyan45 2 ปีที่แล้ว

    ଭାଇ ଭଗlରୀ ବୁଝିପାରୁନି ବିଜେପି

  • @maheshpatnaik6972
    @maheshpatnaik6972 2 ปีที่แล้ว

    ବିଜେଡି ର ଲୋକାଭିମୁଖୀ କାର୍ଯ୍ୟ ରେ ବିଜେପି ବୋଧେ ଛାନିଆ!!!!!!!!!!🤓🤓🤓

  • @namitagochhayat5059
    @namitagochhayat5059 2 ปีที่แล้ว

    ନିଜ ଭିତରେ ଯଦି ଏମାନେ ଗଣ୍ଡଗୋଳ ଲାଗୁଛନ୍ତି ଏମାନେ ଦେଶ କଣ ସମ୍ଭାଳିବେ!

  • @indiradas2104
    @indiradas2104 2 ปีที่แล้ว

    ମମିତା ମେହେର ଙ୍କ ଘଟଣା ରେ ଧର୍ମେନ୍ଦ୍ର ଙ୍କ ଚୁପ୍ ରହିବାଟା ଭିତରେ ଭିତରେ ବିଜେଡି କୁ ସମର୍ଥନ ନୁହେଁ ତ।

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ଘରର ମୁଖିଆ ଠିକ୍ ନାହାନ୍ତି ବୋଲି ପରିବାରର ସଦସ୍ୟ ଏପରି ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରୁଛନ୍ତି😂

  • @kartikjena5180
    @kartikjena5180 2 ปีที่แล้ว

    ରାଜନୀତି ରେ ଗୋଟି ଚାଳନା ରେ ବିଜେପି ମାତ

  • @maheshpatnaik6972
    @maheshpatnaik6972 2 ปีที่แล้ว

    ବିଜେପି ପାର୍ଟି ଭିତରେ ଶୀତଳ ଯୁଦ୍ଧ .... ବାହାରେ ଆମେ ସବୁ ଭଲ 🤓🤓🤓🤓

  • @adityaprasadtripathy3542
    @adityaprasadtripathy3542 2 ปีที่แล้ว

    ନିଜ ନିଜ ର ଗୋଡ଼ ଝିକିବା ବନ୍ଦ କଲେ ତ ସତ୍ତା କୁ ଆସିବେ।ଏମିତି କଲେ ତା ପୁରା ମୂଳ ରୁ ହିଁ ଉପୁଦୂଜିବ ପାର୍ଟି।ଧର୍ମେନ୍ଦ୍ର ପ୍ରଧାନ ଓଡିଶା ରେ ନେତୃତ୍ୱ ନେଲେ ଦଳ ଉଧେଇବ ନାହିଁ, ତାଙ୍କର ଲୋକପ୍ରିୟତା ଓଡିଶା ରେ ନାହିଁ, ତେଣୁ କେନ୍ଦ୍ରୀୟ ଟିମ୍ ଠିକ୍ ଭାବରେ ଆକଳନ କରିସାରିଛନ୍ତି, ତେଣୁ ବିଜେଡି କୁ ଚକ୍ମା ଦେବା କୁ ଗୋଟି ଚାଳନା ହେଇ ସାରିଛି ଯାହାକୁ ଯାହା ଦାଇତ୍ୱ ଦେବା କଥା ଦିଆ ଯାଇଛି, ଆଉ ପ୍ରଣବ ପ୍ରକାଶ ଦାସ ପଞ୍ଚାୟତ ନିର୍ବାଚନ ରେ ବିଜେଡି କୁ ବଞ୍ଚେଇ ବାକୁ ସବୁ ପ୍ରକାର ଚେଷ୍ଟା କରିବେ ନିଶ୍ଚୟ, ତେଣୁ ଆଗକୁ ଗୋଟିଚାଳନା ଦେଖ।

  • @indiradas2104
    @indiradas2104 2 ปีที่แล้ว

    ଅପରାଜିତା ମ୍ୟାଡାମ , ଧର୍ମେନ୍ଦ୍ର ସାର, ବୈଜୟନ୍ତ ପଣ୍ଡା ସାର ନିଜ ନିଜ ସ୍ଥିତି ସମ୍ଭାଳିବା ନାଁରେ ପରଷ୍ପର ର ଦୋଷ କାଢି ବାରେ ଲାଗିଛନ୍ତି। ନିଜର ସ୍ଥିତି ସମ୍ଭାଳିବା କଷ୍ଟକର ହେଲାଣି, ରାଜ୍ୟ ସମ୍ଭାଳିବ କ'ଣ।

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ରାଜନୀତି ନୁହେଁ ଏମାନେ କୂଟନୀତି କରୁଛନ୍ତି ସେଥିପାଇଁ ଏମାନଙ୍କ ଘର କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି

  • @abhisekrath5516
    @abhisekrath5516 2 ปีที่แล้ว

    ପ୍ରତି ଘରେ ଘରେ ବିଜୁ ବାବୁ ଙ୍କ ନାଦ. ଜିତିବା ଆମେ ଜିତିବା ୟେ ଲଢେ଼ଇ

  • @MansiRayOdiaVlogs
    @MansiRayOdiaVlogs 2 ปีที่แล้ว

    ରାଜ୍ୟ ସରକାରଙ୍କୁ ଓଡ଼ିଶାବାସୀ ବହୁତ୍ ଭଲ ଭାବରେ ଜାଣିଛନ୍ତି ଆଉ ରାଜ୍ୟ ସରକାର ଓଡ଼ିଶା ପାଇଁ ଆଜି ପର୍ଯ୍ୟନ୍ତ ଯାହା କରିଆସିଛନ୍ତି ତାହା ଓଡିଶାରେ ଇତିହାସ ସୃଷ୍ଟି କରୁଛି , ତୁମେମାନେ ଯେତେ ଭୁକିଲେ କଣ ହେବ 😂

  • @knowledgeray1908
    @knowledgeray1908 2 ปีที่แล้ว

    ଯିଏ ନିଜର ଘର ସମ୍ଭାଳିବାକୁ ଅକ୍ଷମ ସିଏ ରାଜ୍ଯ କେମିତି ସମ୍ଭାଳିବ?