Most of the people of Odisha know, How our political party leaders work for people, where electric current doesn't arrive at Draupadi Murmu areas, after 22 years Government of B.J.D & 75 years freedom of our country.
Quite appropriate analysis. State Congress leaders should rise above party considerations and vote for daughter of the land which will be helpful for them in future.
Most of the leaders of Congress party had joined in B.J.D, so congress will vanish after some years in our odisha., Because they follow power, where get without labour.
Odisha congress leaders want to read Rajasekhar Reddy political decision. When ever Rajasekhar Reddy opposition leader in AP he decided his game plan not to see highcomand order. So he cam become a CM of Andhra Pradesh.
Your presentation in support of past history becomes an acceptable phenomenon in a big way.Watching the emotional trend in favour of a candidate congress as should be doesn't come up to.
Murmuji ïs expected to play vital role as the first and foremost citizen of India being President like her foregoing predecessors viz~Dr.Kalam, Radha Krisnanan and Jakir Husein without nepotism, favouritism keeping the all round development of country in mind. .Jaya Madam Murmuji the worthy daughter of worthy Odisha .
Congress party Odisha leaders taking wrong decision not for voting Draupadi madam.Congress to re analyse the matter n take decision otherwise 2024 election will go against you.
The vote of congres M L As in Odisha makes no difference for election of President .But no doubt the party being exposed before the public .We respect the decission of the honorable CM .
According to me,forthcoming presidential candidate dropadi murumu is a wright person taken by PM .All community of person haveing Fundamental wright to accupy the president.it is our diginity of state.
In 2024, Congress party will not get a single MLA or MP from ,it is proved that Congress party is against Adibasi, against Woman, against Mati , not supported Madam Murmu ,who became the 15th president of India, from Odisha, people of Odisha and people of the country will not forgive the Congress, Congress free Odisha is must
Adibasi kana Hindu nuhanti. Rastrapati pada garima jaha, sehi pada payeen rajanaitika card kheliba Bjp dalara adou uchhit nuhen. Droupadi Murmu Rastrapati pada sakase adau jogya byakti nuhanti . Jaswant Sinhanku BJP dalara M. P. M. L. A nku bhot deba payeen bjp kahibaki ?
ନବୀନବାବୁ ମୋଦିଙ୍କର କାର୍ଡ ଛଡାଇ ଆଣିବା କଥାଟା ଖଟକା ଲାଗିଲା !ନବୀନବାବୁ NDA ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ ନିଜକୁ ସୁରକ୍ଷିତ ରଖିବାପାଇଁ,! ଧରାଯାଉ ଯଦି ବିରୋଧୀମେଣ୍ଟ ଜଣେ ଆଦିବାସୀ ମହିଳା ଓ ଓଡ଼ିଆଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥାନ୍ତେ ସେ କ୍ଷେତ୍ରରେ ନବୀନବାବୁ NDA ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତେ !ବିରୋଧୀମେଣ୍ଟର ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥାନ୍ତେ !
Rt
ଆପଣଙ୍କର ଉକ୍ତି ଠିକ
Vai athipain samaste dai..se nije Sameer dash madhya dai..a sabu loko dekhenia.
ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଂଗେସ ଦଳର ବିନାଶର ମୂଳ କାରଣ ହେବେ..
ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନୁହେଁରେ ଭାଇ ସୋନିଆ ଖାନ ଓ ରାହୁଲ ଖାନ କୁହ 🤔
ଏହା ଆତ୍ମ ଘାତୀ ନିର୍ଣୟ ଅଟେ ।ଆଗାମୀ24 ନିର୍ବାଚନରେ ଏହାର ପରିଣାମ ଭୋଗିବେ
ଆଗାମୀ ନି ର୍ବାଚନରେ କଂଗ୍ରେସଦଳ ର ଅବସ୍ଥା ଭଲ ରହି ନପାରେ
ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦରମା ବନ୍ଦ କରିବା ଅପେକ୍ଷା DEO ଏବଂ BEO ଙ୍କ ଦରମା ବନ୍ଦ କରିଥିଲେ ଫଳପ୍ରଦ ହୋଇଥାନ୍ତା। ଏହାଦ୍ୱାରା ରାଜ୍ୟର ସମଗ୍ର ଶିକ୍ଷକ ସମାଜ ଉପରେ ପ୍ରଭାବ ପଡ଼ିଥାନ୍ତା। ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ ଗୁଡିକର DEO, BEO ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଯୋଗୀ ଥାନ୍ତେ। ନହେଲେ ମନ୍ତ୍ରୀ ସବୁ ସ୍କୁଲ ବୁଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସମ୍ଭବ ନୁହଁ। ଯଦି ବୁଲି ପାରିବେ ସ୍ୱାଗତଯୋଗ୍ୟ।
Athhare ratrapati prasanga chalichhi .samir katha padini
ବିନାଶ କାଳେ ବିପରିତ ବୁଧି🙏🙏 ଓଡ଼ିଶା କଂଗ୍ରେସ ନେତାଙ୍କ ପାଇଁ 🙏👍👍
Best analysis.
କଂଗ୍ରେସ ମୂଳପୂଛ ହେବାକୁ ଯାଉଛି, ସେମାନେ ୟଶବନ୍ତ ସିହ୍ନା ଙ୍କୁ ଦେଲେ ଯେ ସେ ଜିତିଯିବେ ତାହା ଭାବିବା ଭୁଲ ଅନ୍ୟ ଅର୍ଥରେ ଯଦି ସେ ଜିତି ପାରିବେନି କଂଗ୍ରେସ ତାଙ୍କୁ ଭୋଟ ଦେବା ଯାହା ନ ଦେବା ଆହୁରି ଭଲ. ନିଜେ ଭାବିବା ଉଚିତ. ଯାହାଙ୍କର କଥାରେ ଦମ ନାହିଁ ଖାଲି ଫହୁଁଟାଣି କାହିଁରେ କଣ ସେ ହେଲେ ସୁର ରାଉତ. ଆଜି ଦ୍ରୁପଦୀ ମୁର୍ମୁଙ୍କୁ ସମର୍ଥନ କଲି କିଛି ସମୟ ପରେ ଆଉ ଗୁଟେ କଥା ଭୋଟ ଦେବେ ମେଣ୍ଟ କୁ କଣ ଦରକାର ଏ କାହାଣୀ କହିବ.
ଯୋଶବନ୍ତ ସିହ୍ନା ଙ୍କୁ ଯଦି କଂଗ୍ରେସ ଭୋଟ ଦେବାକୁ ମନା କରୁଛନ୍ତି. ପ୍ରଥମରୁ ଅନକୋନଟେଷ୍ଟ ପ୍ରାଥୀ ହେଵା କଥା . vote is indivisual.
@@SKGbul ହଁ ସେଇ କଥା ତ ରାଜନାଥ ସିଂ ସୋନିଆ ଗାନ୍ଧୀ ସହ କଥା ହେଇଥାନ୍ତେ. କିନ୍ତୁ ମମତା ମେଣ୍ଟ ପ୍ରାଥୀ କରିଦେଲେ.
ସେ ଗୋଟେ ପାର୍ଟିରୁ ଛିଡା ହେଲେ, କଂଗ୍ରେସ ତା ପାର୍ଟିକୁ ଦେଖିବ,ଏଥିରେ ଆତ୍ମଘାତିର ପ୍ରଶ୍ନ କେଉଁଠି ଆସୁଛି l ଯଦି ବିଜେପି ନିଜ ଦଳରୁ ନ ଦେଇ ଅନ୍ୟ ଦଳ ରୁ କାହାକୁ ଛିଡା କରିଥାନ୍ତେ, ସେ କ୍ଷେତ୍ରରେ ଆତ୍ମାଘାତି କଂଗ୍ରେସ କୁ ଆଙ୍ଗୁଳି ନିର୍ଦ୍ଦେଶ କରିହେଇଥାନ୍ତା, ଏଇଟା ବିଜେପି ର ନିସ୍ଵାର୍ଥପର ଭାବ ପ୍ରକାଶ ପାଇଥାନ୍ତା l ଏଠି କେବଳ ନିସ୍ତୁକ ରାଜନୀତି ର ଖେଳ..........
ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କ ଆଦିବାସୀ କାର୍ଡରେ ବିଜେପି ଚାଲ୍ ଫ୍ୟୁଜ
100%right
Right answer
Sir i very very thank,s to you realy congresparty is going to abolish odisha state, after election of precident of India.
ଆତ୍ମଘାତୀ ନିର୍ଣୟ ଅଟେ
Fully right Sir. Many many thanks.
Very very nice spechi
U r correct
Your analytical survey are absolutely right & appropriate sir 👍👌💐🙏.JAY JAGANNATH 🙏.
Absolutely apropriate view
Noyoutuv
Congress ଆତ୍ମଘାତୀ ବୋମା ୨୦୨୪ ନିର୍ବାଚନ ପାଇଁ ସଜାଇ ରଖିଛି ଓଡ଼ିଶାରୁ ମୂଳ ପୋଛ ହେବା ପାଇଁ, ଜୟ ଜଗନ୍ନାଥ
Right
ଆଗରୁ ମୋଦୀ ଙ୍କ ଆଦିବାସୀ ପ୍ରେମ ନଥିଲା ଯଦି ଆଦିବାସୀ ମହିଳା ପ୍ରେମ ଥାନ୍ତା ତା'ହେଲେ ରାମନାଥ କୋବିନ୍ଦ ଙ୍କୁ ନକରି ମୀରା କୁମାରଙ୍କୁ କରିପାରିଥାନ୍ତେ । ବର୍ତ୍ତମାନ ଓଡ଼ିଶା ରେ ଓଡ଼ିଆ କାର୍ଡ ଖେଳି ନବୀନ ସେନା ର ଭୋଟ ହାତେଇ ଦ୍ରୋପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି କରି ରବରଷ୍ଟାମ୍ପ ଭାବେ ବ୍ୟବହାର କରିବେ ଦରକାର ପଡ଼ିଲେ ନବୀନ ସେନା କୁ ଦରକିନାର କରିଦେଇ ୨୦୨୪ ରେ କ୍ଷମତା ହାତେଇ ବେ ।
you are 100% right.Congress wrong.
ରାମ୍ ନାଥ୍ କୋଭିଦ ଙ୍କ ନାଁ ଦିନେ ଚର୍ଚ୍ଚା କୁ ଆସିଥିଲା ଯେଉଁ ଦିନ ସେ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ ଓ ପାଞ୍ଚ ଵର୍ଷ ପରେ ଆଉ ଦିନେ ଯେବେ ପଦଟି ଛାଡିଵେ। କୌଣସି ଗୁରୁତ୍ୱ ପୂର୍ଣ୍ଣ ଇସୁରେ ତାଙ୍କର କିଛି ଭୂମିକା ଥିଲା ଭଳି ଅନୁଭବ
ହେଲାନି । ଏଥିରେ ତାଙ୍କର କିଛି ଭୂଲ୍ ନାହିଁ। ପ୍ରକୃତ କ୍ଷେତ୍ରରେ ସେ ପଦଵୀକୁ ସେପରି ହେଵାକୁ ଵାଧ୍ୟ। ଜଣେ ଆଦିବାସୀ ମହିଳା ଓଡିଶା ରୁ ରାଷ୍ଟ୍ରପତି ହୋଇଗଲେ ଯେ ଭାରତ ର ସବୁ ମହିଳା ଓ ସବୁ ଆଦିବାସୀ ଓଡ଼ିଶାର ସର୍ବ ସାଧାରଣ ନିଶ୍ଚିତ ଭାବରେ ରାତା ରାତି ଲ ମ୍ଫ ମାରିଵେ ତା ଵି ସତ ନୁହେଁ। ନରେନ୍ଦ୍ର ମୋଦି ଯେ ଜାଙ୍କ ଅନ୍ତରାତ୍ମା ରୁ ଆଦିବାସୀ ଙ୍କ ପ୍ରଗତି ପାଇଁ ଜଣେ ଆଦିବାସୀ ମହିଳା ଙ୍କୁ ଵାଛିଲେ ତାଆମେ ଵିଶ୍ଵାସ କରି ପାରୁନୁ । ସମସ୍ତଙ୍କଟାର୍ଗେଟ ଭୋଟ ଵାକ୍ସ। ନଵିନ୍ ଯେ ଉପୀ ଜଣେ ଆଦିବାସୀମହିଳା ଙ୍କୁ ଠିଆ କରି ଥିଲେ ଭୋଟ ଦେଇଥାନ୍ତେ ତାହା ଵି ଅସମ୍ଭବ। ଖାଲି ନାଟକ ଵାଜି ।ଏଣୁ କଙ୍ଗ୍ରେସକୁ ଭୂଲ ଵୁଝିବା ଠିକ ନୁହେଁ
Nirbhaya gumarakatha namaskar jaha kahile taha sampnrna right 🙏
100% clean in Odisha.
Right opinion........like
Your are right
End of the age of Congress in Odisha
Congress out 2024 in odisha
Modi ji odisha ku bahuth sanman dauchanti history re kou pm odisha ku ate sanman dai nathila jay ho modi ji
Shameless for an educated people.
୨୦୨୪ ରେ Congress o
Voters ଭୋଟ ପାୟିବୋ
This is right now
Right sir
Murmu ku vote na dele Congress ku kichhu farak padiba nahi.
ସମୀକ୍ଷା ବିଜ୍ଞାନ ସମ୍ମତ
True
Thank you sir
ଆପଣ ଆଉ କଣ କହିବେ ଏହି ସୁଯୋଗରେ 😄😄😜
🙏 Jay Jagannath 🙏
Dr jagannath Da s This i s true fact
ଯଥାର୍ଥ କଥା
Just a politics. Not nation building.
Modiji for🇮🇳very good mentallity for People of India
Atmaghati in Odisha
you are absolutely right ✅
Your are absolutely right
ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ,ଏଭଳି ନିଷ୍ପତ୍ତି କଂଗ୍ରେସର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ଧରାଯିବା ଠିକ ହେବ ।
The chair occupied by Dr Rasendra Prasad,Dr Radhakrishna and Dr Kalam is going to be occupied by Murmu.This is our moral value of democracy.
Odisha congress ku badi padu
ଆମେ ଯେତେବେଳେ ବିଦେଶି ହାତରୁ ଶାଶନ ଆମହାତକୁ ଆଣିଲେ ଚାଲ୍ ଖେଳିବା ପାଇଁ ଜାଲ ବିଛାଇବା ପାଇଁକି?
Perfect analysis
ମାଡାମ୍ ରାଷ୍ଟ୍ରପତି ହେଲା ପରେ, ବିଜେପି କର୍ମୀ ଙ୍କୁ ଯୋଉ ମାନେ ଅନ୍ଧ ଭକ୍ତ କହୁଥିଲେ,,,ପ୍ରକୃତରେ ସେମାନେ ଅନ୍ଧ ଭକ୍ତ, ମା ପୁଅ ପ୍ରେମରେ ବୋଲି ଜଣା ପଡି ଯିବ,,କାରଣ ଏମାନେ ଦଳ ପାଇଁ ମାଟିକୁ ଭୁଲି ଗଲେ,,
I am agee with Dr.Panda views.
Sir ଗୋଟିଏ କଥା
କଂଗ୍ରେସ (ଓଡିଶା )ଯଦି ଦ୍ରୋପଦୀ ମୁର୍ମୁ ଙ୍କୁ ଭୋଟ ନ ଦିଏ? ଓଡିଶା ରୁ କଂଗ୍ରେସ ଲୋପ
ପାଇବ. ଏହା ସତ୍ୟ, ସତ୍ୟ ଓ ତ୍ରିବାର ସତ୍ୟ
Vote dele kana congress jitiba
Most of the people of Odisha know, How our political party leaders work for people, where electric current doesn't arrive at Draupadi Murmu areas, after 22 years Government of B.J.D & 75 years freedom of our country.
ଆଦିବାସୀ ଅଂଚଳରେ କଂଗ୍ରେସ ପଶି ପାରିବନି.
ତୁ ଅଟକେଇ ଦବ ?
ଭାଲୁ ଭାଇନା ଙ୍କ ମୁହଁ ଏବେ କାହିଁକି ବନ୍ଦ ?
ଓଡିଶା କଂଗ୍ରେସିଆ ରାଷ୍ଟ୍ରପତି ନିର୍ବାଚନରେ ତୁମେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁକୁ
ଭୋଟ ନଦେଲେ ଓଡିଶାରେ ଅସ୍ତିତ୍ବ ରହିବ ନାହିଁ । 2024 ନିର୍ବାଚନରେ ଓଡିଶା ନିର୍ବାଚନରେ କୌଣସି ପ୍ରାର୍ଥୀ ହେଲେ ତାଙ୍କ ର ଅମାନତ ରହିବ ନାହଁ ।
ସୁରଭାଇ ତୁମେ ଏ ଭକୁଆ ମାନଙ୍କ କଥାରେ ଭୋଟ ନଦେଲେ ଜଟଣୀରେ ତୁମର ସ୍ଥାନ ନାହିଁ। ଦ୍ରୌପଦୀ ମୁର୍ମୁ କୁ ଭୋଟ ଦେଇ ସ୍ବାଧୀନ ପ୍ରାର୍ଥୀରେ ଠିଆ ହୁଅ । ବିପୁଳ ଭୋଟରେ ନିର୍ବାଚିତ ହେବ ।
Quite appropriate analysis. State Congress leaders should rise above party considerations and vote for daughter of the land which will be helpful for them in future.
Most of the leaders of Congress party had joined in B.J.D, so congress will vanish after some years in our odisha., Because they follow power, where get without labour.
Not odisa also from India
Vote pain chal chalichhi
Congress kana odishare jiti pariba ki kebe nahi Congress ku banchao
Odisha congress leaders want to read Rajasekhar Reddy political decision. When ever Rajasekhar Reddy opposition leader in AP he decided his game plan not to see highcomand order. So he cam become a CM of Andhra Pradesh.
Your presentation in support of past history becomes an acceptable phenomenon in a big way.Watching the emotional trend in favour of a candidate congress as should be doesn't come up to.
Vote is idivisul.
India is going to be Congress Free. The era of High Command is over.
Cong mla must vote to own party
Running after special coffee and special tea?
Congress will get 05 to 07 MLA seats in the Odisha Legislative Assembly in the 2024 Assembly Elections.
Sir congress 22 barsha hela jala re phasiki achhi. Khali badei chatei hauchhi kintu jala ru bahari paruni
No, ସେମିତି କିଛି ହେବନି .. କଂଗ୍ରେସ ୯ ରୁ ୯୦ ହେବ
9 to 99🙏🙏
Murmuji ïs expected to play vital role as the first and foremost citizen of India being President like her foregoing predecessors viz~Dr.Kalam, Radha Krisnanan and Jakir Husein without nepotism, favouritism keeping the all round development of country in mind. .Jaya Madam Murmuji the worthy daughter of worthy Odisha .
.m
Congress party Odisha leaders taking wrong decision not for voting Draupadi madam.Congress to re analyse the matter n take decision otherwise 2024 election will go against you.
ବିଜେପି ମୁକ୍ତ ଓଡ଼ିଶା କରିବାକୁ ନବୀନ ଚାହାନ୍ତି।
ଆପଣ ଜଣେ ଶିକ୍ଷିତ ,ଜାଣି ପାରୁଥିବେ ବିଜେପି ଓ ବିଜେଡ଼ି ରେ କିଛି ପାର୍ଥକ୍ୟ ନାହିଁ। ଖାଲି ଉପରେ ଉପରେ ଲଢେଇ। ୨୪ ଉଭୟ ମିଶି ଲଢ଼ିବେ।
ନବୀନ ର ବାପ ଜିଭରେ ହାଡ଼ ନାହିଁ ଯେ କଂଗ୍ରେସ ମୁକ୍ତ କରିବା। ନିଜେ ଥରେ ହୃଦୟଙ୍ଗମ କରନ୍ତୁ।
Haba 2024re
2024 re Congress mukta odisha jay maa samlei
Congress mukta Odisha heba 2024 election re
ଏଟା ବାୟାଟା, ଇଟାଲୀ ପ୍ରୀତି ପ୍ରବଳ
Congress jaha bi karithile abastha seiya haba- Chitpatang. Matra abastha ahuri sanghatik heijiba Murmu nku birodh Kari. Congress Gandhi parivar ra Chakara pari Katha Barta karuchanti.
Con' v9rt Nadele Nijapai Atmaghatii Heba
The vote of congres M L As in Odisha makes no difference for election of President .But no doubt the party being exposed before the public .We respect the decission of the honorable CM .
According to me,forthcoming presidential candidate dropadi murumu is a wright person taken by PM .All community of person haveing Fundamental wright to accupy the president.it is our diginity of state.
Korma no kariki kie bi khusi rahi nahanti.
ନମସ୍କାର , ନିର୍ଭୟ ଗୁମର କଥାକୁ ଅନେକ ଅନେକ ଶୁଭେଚ୍ଛା । ବିଷୟ , ରାଷ୍ଟ୍ରପତି ନିର୍ବାଚନ ଉଦ୍ଦେଶ୍ୟରେ ।
ମହାଶୟ/ମହାଶୟା ବନ୍ଧୁଗଣ , ଦେଶରେ ପ୍ରକ୍ରୃତ ବ୍ୟବସ୍ଥା ଭିତରେ ନିର୍ବାଚନ ନହୋଇ ; ନିଜ ନିଜର ଦଳୀୟ ସ୍ୱାର୍ଥ ସାଧନ ଅନୁସାରେ ନିର୍ବାଚନ ହେଉଅଛି ।ଯହା ପାଇଁ କଙ୍ଗ୍ରେଶ ଦଳ କ୍ଷତି ସହୁଛି । ଏହା ସମ୍ବିଧାନ ପ୍ରତି ବିପଦ ଜନକ ସ୍ରୃଷ୍ଟି ହେବା ସ୍ବଭାବିକ ।
atmaghati
Adibasi mahila namare khela chalichi kintu aji parjyanta adibasinku miluchi kana
A-b=c
BJP president Rabar Stamp
In 2024, Congress party will not get a single MLA or MP from ,it is proved that Congress party is against Adibasi, against Woman, against Mati , not supported Madam Murmu ,who became the 15th president of India, from Odisha, people of Odisha and people of the country will not forgive the Congress, Congress free Odisha is must
ଆପଣଂକ କଥା ଯଥାର୍ଥ. ଗାଲୁଆ ରାହୁଲ ଗାନ୍ଧୀ ଯେପରି କ୍ଷମତା ଲୋଭି ମିଶ୍ର ସେହିପରି,2024 ରେ ଏମାନେ କଂଗ୍ରେସକୁ ମୂଳାପୋଚ କରିଦେବେ!ଏମାନେ ପାରୁତରେ ପାର୍ଟ୍ୟ ଦ୍ରୋହି ଏମାନଙ୍କ ଯୋଗୁ କଂଗ୍ରେସ ବୁଡି ଗଲା ଧନ୍ୟବାଦ .
Decision of Odisha Congress is self suicide.
Swadhin sambadik hua vala lagiba
Btw is it Naveen trap Or trap by Pandian & group?
Vinashak pari to buddhi Congress
Please say something about raimohan murder OR suicide mystery
Atmaghati
Jehetu se bjp canditate & rubber stamp
ODISHA CONGRESS KINTU D, MURMU KU VOTE DEBA KHATA A. ODISHA RA GARBO
Rastrapati.nirbachanku.sarbajanin.karajau
Ehi Loko blackmail karichhi .adivasi namare
Adibasi kana Hindu nuhanti. Rastrapati pada garima jaha, sehi pada payeen rajanaitika card kheliba Bjp dalara adou uchhit nuhen. Droupadi Murmu Rastrapati pada sakase adau jogya byakti nuhanti . Jaswant Sinhanku BJP dalara M. P. M. L. A nku bhot deba payeen bjp kahibaki ?
I want to dia
This chanel purely BJP ର କାମ କରୁଛି
Adivasi khela khela nahi.congress neta mane
Kana kahuchu buchi ne ee hebar Jay j
Yadav nabinn Babu Bjd jindaba harekrisina maa ku saman gakukam harekrisina