କାଳିଜାଇ ରେ ସନ୍ଧ୍ୟା । ଡମ୍ବରୁଧର ପରିଡ଼ା ।

แชร์
ฝัง
  • เผยแพร่เมื่อ 1 ต.ค. 2024
  • "ଡମ୍ବରୁ ବାବୁ ଖୋର୍ଦ୍ଧା ସ୍କୁଲରେ ପଢ଼ିବାବେବେଳୁ କବିତା ଲେଖନ୍ତି । ସେହି ଦିନଠାରୁ ତାଙ୍କର କବିତା ସାଙ୍ଗେ ଅମର ପରିଚୟ ।
    ଡମ୍ବରୁ ବାବୁଙ୍କର କବିତା ଗୁଡ଼ିକ ନିଡ଼lମ୍ବର, ଲଜ୍ଜାଶୀଳ, ଆସ୍ପାଲନହୀନ । ସେ ଭାଙ୍କର ପ୍ରତ୍ୟେକ୍ଷ ଅନ୍ନରୂଭକୁ ବେଳେ ବେଳେ ଭୂଷାରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି -ତାହାହିଁ ତାଙ୍କର କବିତା । କେବଳ କବି ଯଶପାଇଁ ଗୁଡ଼ାଏ ଏଣୁ ତେଣୁ ଲେଖିବା ପ୍ରୟାସ ସେ କରି ନାହାନ୍ତି ।"
    ମତାମତ
    ଶ୍ରୀ ମାୟାଧର ମାନସିଂହ
    #Kalijairesandhya
    #Katadharidhirenauri
    #କାଳିଜାଇରେସନ୍ଧ୍ୟା
    #କାତଧରୀଧିରେନାଉରି
    #tangi
    #dambarudhara_parida
    #ଦମ୍ବରୁଧରପରିଡା
    Facebook Link - www.facebook.c...
    #Tribeni
    www.google.com...
    "ତ୍ରିବେଣୀ" ୧୯୫୦ ଡମ୍ବରୁଧର ପରିଡ଼ାଙ୍କ ରଚିତ/ସଂକଳିତ ଏକ ଓଡ଼ିଆ କବିତା ପୁସ୍ତକ ।
    "Tribeni" is a poetry book published Dambarudhara Parida in 1950.
    #Pradipa
    www.google.com...
    "ପ୍ରଦୀପ" #ଡମ୍ବରୁଧର_ପରିଡ଼ାଙ୍କ ଦ୍ୱାରା ୧୯୫୨ ମସିହାରେ ରଚିତ/ସଂକଳିତ ଏକ ପୁସ୍ତକ । ଏହା ଭୁବନେଶ୍ୱରସ୍ଥିତ ସୃଜନିକା ଅନୁଷ୍ଠାନଦ୍ୱାରା ସ୍କାନ କରାଯାଇ ତାଙ୍କ ସ୍ଥାପିତ "ଓଡ଼ିଆ ବିଭବ"ପ୍ରକଳ୍ପରେ ଡିଜିଟାଲ୍ ରୂପରେ ଉପଲବ୍ଧ ହୋଇଥିଲା ।
    archive.org/de...

ความคิดเห็น • 18

  • @manjubaladas7627
    @manjubaladas7627 8 วันที่ผ่านมา +1

    ଆନ୍ତରିକ ଉଦ୍ୟମ ପାଇଁ ଅଶେଷ ସାଧୁବାଦ। ବହୁତ ଦିନ ପରେ ଠିକ୍ ତଥ୍ଯ ପାଇ ଖୁସି ହେଲି।ସନ୍ଦେହ ଦୂର ହେଲା।

    • @johnnyworld71
      @johnnyworld71  8 วันที่ผ่านมา

      @@manjubaladas7627 ବହୁତ୍ ବହୁତ୍ ଧନ୍ୟବଦ୍ । ଆପଣମାନେ ହେଲେ ପ୍ରକୃତ ସାହିତ୍ୟିକ ଏବଂ ସାହିତ୍ୟ କୁ ଭଳପାଇଥିବା ମଣିଷ । ଆପଣ ମାନଙ୍କ ପରି ମଣିଷ ଙ୍କ ସ୍ନେହ ଓ ଆଶୀର୍ବାଦ ପାଇ ହିଁ ମୁଁ ଏହାକୁ ସଫଳ କରିବାପାଇଁ ସାହାସ ଓ ପ୍ରେରଣା ପଇଚି ।

  • @rabindranayak4653
    @rabindranayak4653 5 หลายเดือนก่อน +1

    ପ୍ରଶଂସନୀୟ ଉଦ୍ଯମ। ଅନେକ ଅଜଣା ତଥ୍ଯ ଜାଣିହେଲା। ଅନେକ ଅନେକ ଧନ୍ଯବାଦ।

    • @johnnyworld71
      @johnnyworld71  5 หลายเดือนก่อน

      ଧନ୍ୟବାଦ୍

  • @avijeet123
    @avijeet123 6 หลายเดือนก่อน +1

    ଅତି ସୁନ୍ଦର ହେଇଚି। ଆପଣଙ୍କୁ ସହୂଦୟ ଧନ୍ୟବାଦ।

    • @johnnyworld71
      @johnnyworld71  6 หลายเดือนก่อน

      ବହୁତ୍ ବହୁତ୍ ଧନ୍ୟବାଦ୍

  • @Siddhi551
    @Siddhi551 6 หลายเดือนก่อน +1

    ଓଡ଼ିଶା ର ପ୍ରମୁଖ ଐତିହ୍ୟ କୁ ଲୋକଲୋଚନକୁ ଆଣିବାର ଏହି ଅଭିନବ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।।। ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ।।।

    • @johnnyworld71
      @johnnyworld71  6 หลายเดือนก่อน

      Thank you so much 🙏

  • @TapaskumarJena-t5p
    @TapaskumarJena-t5p หลายเดือนก่อน +1

    Sir apananka saha tk katha hoithanti

    • @johnnyworld71
      @johnnyworld71  หลายเดือนก่อน

      @@TapaskumarJena-t5p call me at 9439946434

  • @BibhutiSwainGalatainment
    @BibhutiSwainGalatainment 5 หลายเดือนก่อน +1

    Nice coverage...

    • @johnnyworld71
      @johnnyworld71  5 หลายเดือนก่อน

      Thank you so much 🙏

  • @MrChikanu
    @MrChikanu 6 หลายเดือนก่อน +1

    Namaskar to a great teacher and writer. We all have read his poetry in school days. I really enjoyed the video, the simplicity of people associated with him was the thing I liked most.

    • @johnnyworld71
      @johnnyworld71  6 หลายเดือนก่อน

      Thank you so much for your inspiring message...

  • @jdm05100
    @jdm05100 5 หลายเดือนก่อน +1

    ବହୁତ ସୁନ୍ଦର ଉଦ୍ୟମ।

    • @johnnyworld71
      @johnnyworld71  5 หลายเดือนก่อน

      ଧନ୍ୟବାଦ୍

  • @Prasantakumarbhoi-g7j
    @Prasantakumarbhoi-g7j 6 หลายเดือนก่อน +1

    ❤The best..

    • @johnnyworld71
      @johnnyworld71  6 หลายเดือนก่อน

      Thank you so much 🙏