Didi mo sasu kebe kalasa stapana karanti ni khali morning re mitha dipahare arna,dalma,saga,Kheri, chaura mule bigana patra re badhiki seithi ame khau evening re kichi vi voga lanaganti ni amiti kariba ta thik ki vul hele mu kichi kahi pareni
Didi samba dasami ou sudasa brata gote Dina paduchi ta kete ta kalasha basiba ou jadi gote 1te kalasha basiba koithi basiba maa ka pakhare na surjya narayana ka pakhare
didi mora january masare delivery date achi , sambadasami dina bi sudasa brata paduchi, jadi dii mora se dina ki ta purba ru delivery heithiba , Ta hele mu kemiti kana karibi , di upasa ta kriparibi kana kemiti khaiki rahibi ki kemiti kana kribi dii mate kahibe
ଜୟ ଜଗନ୍ନାଥ🙏
ସାଇ ବାବାଙ୍କ ବିଷୟରେ ମୁ ଅପରପକ୍ଷ ର କଥା ଶୁଣୁଥିଲି।ଏହି କଥାଟି ପ୍ରାୟତଃ ମହାରାଷ୍ଟ୍ର ରୁ ହିଁ ଆଗକୁ ବଢି ଦେଶରେ ବ୍ୟାପିଛି। ମରାଠୀ ମାନେ ଦତ୍ତତ୍ରେୟ ଙ୍କୁ ଖୁବ ମାନନ୍ତି ଏବଂ ଆମର ମହିମା ଅଲେଖ ଙ୍କ ପରି ସେପଟେ ଦତ୍ତତ୍ରେୟ ସମ୍ପ୍ରଦାୟ ପ୍ରଚଳିତ। ଦତ୍ତତ୍ରେୟ ସମ୍ପ୍ରଦାୟ ଅନୁସାରେ ଶ୍ରୀପାଦ ଶ୍ରୀବଲ୍ଲଭ ହେଉଛନ୍ତି କଳିଯୁଗ ର ପ୍ରଥମ ଅବତାର । ଏବଂ ଶ୍ରୀପାଦ ଶ୍ରୀବଲ୍ଲଭ ଚାରିତାମୃତ ଯାହା 1320ରୁ 1350 ମଧ୍ୟରେ ଲେଖାଯାଇଥିବାର ଜଣାଯାଏ, ସେଠାରେ ସାଇବାବା ଦତ୍ତତ୍ରେୟ ଙ୍କ ଅବତାର ବୋଲି ଲେଖାଯାଇଛି। ଶ୍ରୀପାଦ ଶ୍ରୀବଲ୍ଲଭ ନିଜେ କହିଛନ୍ତି ଯେ ସେ ଜଣେ ମୁସଲମାନ ଫକୀର ଭାବେ ଆଗକୁ ଜନ୍ମ ନେବେ।
ଏ ବିଷୟରେ କଣ କହିବେ?
ଏ ଦୁନିଆରେ ଜଗତ୍ ଗୁରୁ ଶଂକରାଚାର୍ଯ୍ୟଙ୍କ ଠାରୁ ଅଧିକ ଗ୍ୟାନୀ କେହି ନୁହଁନ୍ତି
ସନାତନ ଧର୍ମ ର ସର୍ବୋଚ ଧର୍ମଗୁରୁ ସାରା ଭାରତ ନୁହେଁ ସାରା ବିଶ୍ବ ସ୍ବର୍ଗ ମର୍ତ୍ତ୍ଯ ପାତାଳ ତିନିପୁର ର ଗ୍ୟାତା
ଜଗତ୍ ଗୁରୁ କାହିଁକି ସାଇ ପୂଜା ବାରଣ କଲେ କୁହନ୍ତୁ
@@MuOdiaOriginal 🙏
ଏ ପ୍ରଶ୍ନ ତ ମୋ ମୁଣ୍ଡରେ ବି ଅଛି, ହେଲେ ମୁ ଉତ୍ତର ପାଇପାରୁନି। ଯେହେତୁ ଆପଣ ଗୋବର୍ଦ୍ଧନ ମଠ ରୁ ଦୀକ୍ଷିତ , ଆପଣଙ୍କ ସେଠି କିଛି ଯୋଗାଯୋଗ ତ ଥିବ। ଆପଣ ଦୟାକରି ଦତ୍ତତ୍ରେୟ ସମ୍ପ୍ରଦାୟ ବିଷୟରେ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ମାନଙ୍କ ଠାରୁ କିଛି ତଥ୍ୟ ସଂଗ୍ରହ କରି ଆମକୁ ଜଣାଇଲେ ଭଲ ହୁଅନ୍ତା।🙏
@MuOdiaOriginal ଏ ପ୍ରଶ୍ନ ତ ମୋ ମନରେ ବି ଥିଲା , କିନ୍ତୁ ଉତ୍ତର ପାଇପାରୁନଥିଲି। ଯେହେତୁ ଆପଣ ଗୋବର୍ଦ୍ଧନ ମଠ ରୁ ଦୀକ୍ଷିତ ଓ ଆପଣଙ୍କର ମଠ ସହ ଯୋଗଯୋଗ ଥିବ, ତେଣୁ ଆପଣ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ମାନଙ୍କଠାରୁ ଦତ୍ତତ୍ରେୟ ସମ୍ପ୍ରଦାୟ ଓ ତାଙ୍କ ଗୁରୁ ପରମ୍ପରା ବିଷୟରେ କିଛି ତଥ୍ୟ ଦେଲେ ଭଲ ହୁଅନ୍ତା।🙏
ଜୟ ଜଗନ୍ନାଥ 🙏, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଲେ ମା 🙏🙏
🙏
❤ସୂର୍ଯ୍ୟ ନାରାୟଣୟ ନମଃ ❤
Jay shree Jagannath didi 🙏🙏
Jay shree jagannath thanks 🙏🏻🙏🏻 di
ନମଃ ପାର୍ବତୀ ପତି ହର ହର ମହାଦେବ 🙏🚩
ମାଉସୀ 🙏
ବହୁତ୍ ସୁନ୍ଦର ଉପସ୍ଥାପନା 😊
ଆଜି ଆମ ପଡୋଶୀ ରେ ଜଣେ ଚାଲିଗଲେ ତାଙ୍କ ଜୁଇ ରେ ମୁଁ ଏକ ତୁଳସୀ କାଷ୍ଠ ପକେଇଦେଲି କିଛି ଭୁଲ ନାହିଁ ତ
Jay jagannath di...love u...khayama karibe apnkara sabu vdo dekhiparuni..chota chua ofc rahijauchi...
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jay shree jagannath 🙏🏻🙏🏻🙏🏻
🙏🙏jay jagannath 🙏🙏sedina kan sudasa brata kariparibe nua bibahita bohu maane 🙏🙏
🙏🙏🙏🙏🙏🙏🙏🙏
Jay shree Suryanarayana 🙏🙏🙏
Beutiful explain didi😊
Aapana nka vedio dekhile mana khusi jetiki hue Shanti mandhya setiki laage.. ❤❤😇😇Jay Jagannath 🙏🙏
Bahut sundara vlog didi apanka vlog dekhile mana santi heaijaie sabu kichi sikhibaku milithae
Jay shree Jagannath🙏🏻
Jay shree jagannath didi ❤❤❤
Jay shree jaganath
ଦିଦି ପ୍ରଣାମ 🙏
🙏
Jay shree jagannath didi 🙏
Thanks Didi
Suryanarayan namo namaha
🙏
Jay shree jagannath 🙏 didi 🙏
Radhe shyam didi🙏
Jay shree jagannath mam 🙏🏻
Jay shree Jagannath❤❤
🙏 Dhanyabad...
🙏
Jayshree laxminarayana 🙏🙏🙏💐
🙏
Jay Jagannatha 🙏
ଦିଦି ଗୋଟେ ମୋ ମନ କଥା କହୁଛି ଏଇ କିଛି ଦିନ ହେଲା ସାଇ ବାବା ବିଷୟରେ ଭିଡିଓ share କରୁଥିଲ ସେ ସବୁ ଦେଖିକି ଆଉ ଶୁଣି କିଛି ଭଲ ଲାଗୁନଥିଲା 😟 ଆଜିର ଭିଡିଓ ଦେଖିକି ଶାନ୍ତି ଆଉ ଖୁସି ବି ଲାଗିଲା❤ ଜୟ ଜଗନ୍ନାଥ , ସତ୍ୟ ର ହେଉ ଜୟ🚩
ପୂଜା ସହିତ ଧର୍ମବିରୋଧୀ ଶକ୍ତିକୁ ବି ପରାଜିତ କରିବାପାଇଁ video Share କରାଯିବ 🙏
Jay surya narayan ❤️❤️🙏
🙏
Jay Shree Jagannath 🙏🙏🙏 Omm Surya Namah 🙏🙏🙏 Suva ratri didi 💞💞💞💞💞💞
🙏
ଦିଦି ତୁମେ ଆଉ କାହାର ମନ କଥା କେମିତି ଜାଣୁଛ ❤ ମୋତେ ସୂର୍ୟ ଅଷ୍ଟକମ୍ ଦରକାର ଥିଲା ମୁଁ ତୁମକୁ ମାଗିବାକୁ ଯାଉଥିଲି ତୁମେ share କଲ last time ବି ଧାନ୍ୟ ମାଣିକା ଓଷା ର ସଂସ୍କୃତ ଲେଖା ମୁଁ share କରିବା ପାଈଁ କହିବା ପୂର୍ବରୁ ତୁମେ share କରିଦେଲ 😊 thank you shushree Didi😚
🙏
Jay Laxmi narayana 🙏🏻❤️
ଭଉଣୀ ମୋ ଶାଶୁ ଘରେ ଏ ପୂଜା ନାହିଁ କିନ୍ତୁ ମୁଁ ଜାଣିନି ମୋ ସ୍ବାମୀଙ୍କ ପାଇଁଁ ଆରବର୍ଷ ମାନସିକ କରିଛି କେମିତି କରିବି ଯଦି କରିବି ତାହାଲେ ପଞ୍ଚାମୃତ କଲେ ହେବ ନା ପିଠା ଭୋଗ ଦେବି plz କହିବେ
🙏🙏🙏🙏🙏
🙏
ଦିଦି ସେଦିନ କଣ ସୁଦଶା ବ୍ରତ କରାଯିବ? ଦୟାକରି ଜଣାନ୍ତୁ
na
Didi sehi Dina sudasha brathra haba na
Didi ସାକର ମିଟା ସେଆର କରୋନ୍ତୁ
Didi🙏 samba dasami dina sudasa brata paduchhi. Kemiti karibu ta upare gotiea video te share karibe. Jai jaganatha🙏🙏🙏
Didi se Dina sudasha brata padiba ki?
Jou chita padithae Sethi Sandhya re pani sinchana Kariki puja kariheba ta reply karibe
Samba dasami dina sudasa brata paduchi sedina eka dina duita puja kariba ki
Maam seyi dino sudarsa barta be achi na ?
yes aji detail video asiba
apana life story of adi sankaracharya nischaya TH-cam ru dekhibe
@MuOdiaOriginal sure ma'am 🙏
Mote bi didi dhanamanika osa bahi ra sabu page ra photo tike share karibe please 🙏 😊
Didi samba dasami dina sudasa brata paduchi. Nua mane sudasa brata kariparibe ki?
Didi agaru rabibaradina jau pidha gua puja huye se pidha gua kn samba dasamire rakhi puja heba
Didi mo sasu kebe kalasa stapana karanti ni khali morning re mitha dipahare arna,dalma,saga,Kheri, chaura mule bigana patra re badhiki seithi ame khau evening re kichi vi voga lanaganti ni amiti kariba ta thik ki vul hele mu kichi kahi pareni
Didi mo maa sambadasami puja karanti kintu mo bahare rohuchi ta moro bi puja koriba pai icha heuchi ta kemiti puja koribi didi kohiba
Aama ghare nahi hele mate karibaku echa hauchi mu kari paribi ki....
Didi sambadasami re apankar kn badha jai
ବିଭିନ୍ନ ଫଳ
Vauni 🙏 facebook ରେ ଗୋଟେ କଥା ସୁଣିଥଲି ତୁଳସୀ ନାରାୟଣ ହେଲା ପରେ ସେଇଥିରେ ତୁଳା ଗୁଡେ଼ଇ ଦୀପ jaganntha ଙ୍କ ପାଖରେ ଜଳି ପାରିବେ। ଏଇ କଥା ତ କଣ ଠିକ୍ । ତୁଳସୀ କାଠ ଙ୍କୁ କଣ ଦୀପ ରେ ଜାଳିବା ଠିକ୍।
ତୁଳସୀ କାଠି କୁ ନେଇକି video already achhi ଆପଣ ଦେଖି ନିଅନ୍ତୁ
ଉତ୍କଳୀୟ ପରମ୍ପରାରେ ତୁଳସୀଙ୍କୁ କେବଳ ମୃତ ଲୋକ ସହିତ ଯୁଇରେ ଜଳାଯାଏ
@@MuOdiaOriginal TH-cam re bahut ei topic re video achhi... tahele jaliba ta vul hei jiba na
@@NibeditaSamanta-n8h nischaya
Surya ashtakam tike bhala re jana padu ni bhal re tike dekhai ba ki
Facebook ku visit karantu
Didi sudasa brata achi
yes
Didi samba dasami ou sudasa brata gote Dina paduchi ta kete ta kalasha basiba ou jadi gote 1te kalasha basiba koithi basiba maa ka pakhare na surjya narayana ka pakhare
ok kahibi
ଦିଇ ଛଟ ପିଲା ଖାଇକି ଅର୍ଘ୍ୟ ଦେଇପାରିବ ki
yes bastra badaleki
@MuOdiaOriginal Tq ଦିଇ 🙏
didi mora january masare delivery date achi , sambadasami dina bi sudasa brata paduchi, jadi dii mora se dina ki ta purba ru delivery heithiba , Ta hele mu kemiti kana karibi , di upasa ta kriparibi kana kemiti khaiki rahibi ki kemiti kana kribi dii mate kahibe
chutaka re kichi puja huyeni
Jay Shree Jagannath 🙏🏻🙏🏻
Jay shree Jagannath 🙏
🙏
🙏🙏🙏🙏🙏🙏
Jay shree jagannath 🙏🌹🙏
Jay shree Jagannath 🙏
Jay shree Jagannath 🙏❤