କହିଦେଲେ ସବୁ କଥା | Tathagata Satpathy | News Desk Interview | Naveen Patnaik | BJD | Odia News

แชร์
ฝัง
  • เผยแพร่เมื่อ 6 ม.ค. 2025

ความคิดเห็น • 188

  • @adwaitchandrabeura6847
    @adwaitchandrabeura6847 15 ชั่วโมงที่ผ่านมา +1

    ବହୁତ ସୁନ୍ଦର ଉପସ୍ଥାପନା ତଥାଗତ ସତପଥୀ ନିର୍ଭୀକ ନେତା ସାମ୍ବାଦିକ ଏବଂ ପ୍ରାଚୀନ ନେତୃତ୍ବ ପରିବାର ଓଡିଶା ରାଜ୍ୟର ଓଡିଆ ଜାତିର ସନ୍ମାନୀୟ ବ୍ୟକ୍ତିଟ୍ୱ।

  • @dillipkumarnayak1021
    @dillipkumarnayak1021 วันที่ผ่านมา +12

    ବହୁ ଦିନପରେ ଲାଗିଲା ଜଣେ ରାଜନେତା ସତକୁ ସାମ୍ନା କରୁଛନ୍ତି

  • @balaramjena9011
    @balaramjena9011 วันที่ผ่านมา +11

    ତଥାଗତ ସତପଥି ସଦାବେଳେ ସତ କୁ ସାମ୍ନା କରନ୍ତି ଆଉ ସଦାସର୍ବଦା ଖୋଲା କଥା କୁହନ୍ତି 🙏🙏

  • @santoshpattnayak2589
    @santoshpattnayak2589 วันที่ผ่านมา +9

    ଏଗୁଡ଼ିକ ସବୁ ବହୂରୂପୀ ଏଣ୍ଡୁଅ। ତାକୁ ପଚାରିଲେ ବିଧାୟକମାନଙ୍କ ଦରମା ବଢ଼ିବା ଯୁକ୍ତିଯୁକ୍ତ କି ନାହିଁ !

  • @jeetendrakumarmohanty2963
    @jeetendrakumarmohanty2963 วันที่ผ่านมา +12

    ଅତି ସୁନ୍ଦର ଆଲୋଚନା, ବହୁତ୍ ବହୁତ୍ ଧନ୍ୟବାଦ୍

  • @trilochanpatnaik6321
    @trilochanpatnaik6321 วันที่ผ่านมา +10

    ଜଣେ ଆଇରନ ଲେଡୀ ଙ୍କ ସୁପୁତ୍ର କଣ କେବେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କିଛି କହିବା କେବେ ସମ୍ଭବ ନୁହେଁ। ସେ ଶତ ପ୍ରତିଶତ ସତ୍ୟ ପ୍ରକାଶ କରିଛନ୍ତି। ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @SurendrakumarBhukta
    @SurendrakumarBhukta วันที่ผ่านมา +6

    ଭଗଵାନ ତଥାଗତ ଙ୍କୁକୋଟିଏ ପରମାୟୁ ଦୀଅନ୍ତୁ ଓଡିଶାର ମଙ୍ଗଲ ଚିନ୍ତା ପାଇଁ

  • @pitambrarout8724
    @pitambrarout8724 วันที่ผ่านมา +15

    ମହାନୁଭବ ?
    ଅତି ତେଲ ,!

  • @deben22
    @deben22 วันที่ผ่านมา +3

    ଜଣେ ପୋଖତ ରାଜନୈତିକ ବ୍ୟକ୍ତି ଓ ପରିପକ୍ୱତା ସହିତ ଆଲୋଚନା କରୁଛନ୍ତି. ଆଜିର ରାଜନୀତିରେ ଥିବା ବ୍ୟକ୍ତି ମାନେ କିଛି ଶିଖିବା ଦରକାର. ପରିବାରବାଦ ବିଷୟରେ କହିଥିବା କଥାଟି ମନକୁ ପାଇଲା. 🙏

  • @ajitkumarsejpada9223
    @ajitkumarsejpada9223 5 ชั่วโมงที่ผ่านมา

    ବହୁତ୍ ସୁନ୍ଦର ସାକ୍ଷାତ୍ ଥିଲା ତଥାଗତ ଶତପଥୀଙ୍କ ସହିତ, ପୁରା episod ମୁଁ ଦେଖିଲି । ଜୟ ଜଗନ୍ନାଥ।

  • @mogangbo4168
    @mogangbo4168 วันที่ผ่านมา +7

    ନିର୍ଲଜ୍ଜତା ର ବାପା। ଏତେଦିନ ମଜା ନେଲାବେଳକୁ???? ପେନସନ୍ ତ ନେବାକୁ ଯାଉଥିବ।

  • @hardworkneverdies5679
    @hardworkneverdies5679 วันที่ผ่านมา +5

    ଆଉ ତଥାଗତ ବାବୁ ବିଜେପି ରେ କେବେ ମିଶୁଚ

  • @umanandasahoo1588
    @umanandasahoo1588 วันที่ผ่านมา +6

    ଅତି ସୁନ୍ଦର interviw ନେଲେ ଓଡିଶାପାଇଁ ଖୁସି ଲାଗିଲା. ଧନ୍ୟବାଦ

  • @nabakishoresubudhi2647
    @nabakishoresubudhi2647 วันที่ผ่านมา +4

    ବହୁତ ବିଜ୍ଞ ବ୍ୟକ୍ତିତ୍ୱ ତଥାଗତ ବାବୁ, ସଠିକ ଉତ୍ତର ଓ ସତ୍ୟର ଅବତାରଣାରେ କୌଣସି ଦ୍ଵିଧା ପ୍ରକାଶ କରିନାହାନ୍ତି..... ମାନସ ବାବୁଙ୍କ ଏକ ବିରାଟ ଓ ଉଜ୍ଜଳ ଭବିଷ୍ୟତ ସାମ୍ବାଦିକତାରେ ବାରିହେଉଛି..... ଅନେକ ଶୁଭେଚ୍ଛା ଓ ଶୁଭକାମନା..... ଜୟ ଜଗନ୍ନାଥ

  • @saheblenka2788
    @saheblenka2788 วันที่ผ่านมา +7

    ବହୁତ ସୁନ୍ଦର ସାକ୍ଷାତ୍ କାର ହୋଇଛି 💐🙏🏾

  • @PramodKar-of4gu
    @PramodKar-of4gu วันที่ผ่านมา +5

    ଧନ୍ୟବାଦ ମହାଶୟ ଆପଣସତ୍ୟକୁ ସାମ୍ନା କରିଛନ୍ତି, ଠିକ୍ କରିଛନ୍ତି

  • @hardworkneverdies5679
    @hardworkneverdies5679 วันที่ผ่านมา +5

    ତଥାଗତ ବାବୁ ଆପଣ ଯଦି ମିଡିଲ କ୍ଲାସ ଲୋକ ହେଇଥାନନ୍ତେ ଦର ଦାମ ବୃଦ୍ଧି କୁ ଆଖିରେ ଦେଖି ମଧ୍ୟ କହିନଥାନ୍ତେ କି ଏ ସରକାର ଲୋକ ଙ୍କ ସରକାର ବୋଲି

  • @pabitramohandalai8348
    @pabitramohandalai8348 วันที่ผ่านมา +15

    ଅର୍ଦ୍ଧ ସତ୍ୟ କହୁଛନ୍ତି l ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ l

  • @s.mohapatra-i1k
    @s.mohapatra-i1k วันที่ผ่านมา +2

    ତଥାଗତ ଶତପଥି ମା ନନ୍ଦିନୀ ଶତପଥୀ
    ହରେକୃଷ୍ଣ ମହତାବ ଙ୍କ ପୁଅ ଭୃତୁହରି ମହାଦେବ
    ସୌମ୍ୟ ରଂଜନ ପଟ୍ଟନାୟକ ଶଶୁର ଜାନକୀ ବଲ୍ଲଭ ପଟ୍ଟନାୟକ ଏସବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ଏମାନଙ୍କର ସମ୍ପର୍କୀୟ ମାନଙ୍କ ବହୁତ୍ ଦୁଃଖ ରହିଗଲା ମୁଖ୍ୟ ମନ୍ତ୍ରୀ ହୋଇ ପାରିଲେ ନାହିଁ କେବଳ ନବୀନ ପଟ୍ଟନାୟକ କୁ ଛାଡ଼ି

  • @upendrakumarbiswal4682
    @upendrakumarbiswal4682 วันที่ผ่านมา +7

    ଅତି ସୁନ୍ଦର ଉପସ୍ଥାପନା ତଥାଗତ ଶତପଥି ଙ୍କର ରପିଡ ରାଉଣ୍ଡ ରେ ଉତ୍ତର ଗୁଡ଼ିକ ଶିକ୍ଷଣୀୟ ଲାଗିଲା

  • @jadunandanpanda8752
    @jadunandanpanda8752 วันที่ผ่านมา +2

    Nice to see Tathagata in interview. I was the only witness when Bijubabu changed his mind and gave ticket to Ththagata first time . I had a role in that. Hope Thahagata remembers.

  • @pramodkumarpattnaik983
    @pramodkumarpattnaik983 วันที่ผ่านมา +2

    ଆଗରୁ ଅନେକ୍ କଥା କହିଛନ୍ତି ଏ ଜଣେ ବିଶ୍ୱାସଘାତକ ନେତା

  • @AshokPanda-qt4qn
    @AshokPanda-qt4qn วันที่ผ่านมา +3

    Bahut bhala upastapana Dhanyabad 💐🤝💐

  • @shubhramayrout5988
    @shubhramayrout5988 วันที่ผ่านมา +3

    ଟିକେ ବିଜେପି ବାସ୍ନା ହଉଛି😅

  • @natabaranaik5026
    @natabaranaik5026 22 ชั่วโมงที่ผ่านมา +1

    Tathagata,satapothy,nkaro,Interview,neithibaru,50,barshoro,history,kholile,bohut,Sundar,thanks.

  • @prafulasingh2267
    @prafulasingh2267 วันที่ผ่านมา +9

    ବହୁତ ସୁନ୍ଦର ଉପସ୍ଥାପନା , ପ୍ରଶ୍ନ ଗୁଡ଼ିକ ଅତିସୁନ୍ଦର ସମ୍ମାନନୀୟ ତଥାଗତ ସତପଥୀଙ୍କ ଖୋଲା ଓ ନିପଟ ସତକଥା ଖୁବ୍ ଭଲଲାଗିଲା ।
    ତଥାଗତ ସତପଥୀଙ୍କୁ ତଥା ଉପସ୍ଥାପନା ଯୋଗୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @gayadharpatra3233
    @gayadharpatra3233 23 ชั่วโมงที่ผ่านมา +1

    Thank you sir..Jay shree Ram.

  • @PrahalladNayak-wn7sm
    @PrahalladNayak-wn7sm 17 ชั่วโมงที่ผ่านมา

    ପ୍ରକୃତ ସତ୍ୟ ପ୍ରକାଶ କରିବାର କଥା ଆଜି ଶ୍ରୀ ତଥାଗତ ବାବୁଙ୍କୁ ଅଶେଷ ଧନ୍ୟବାଦ. ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ.

  • @sahadevnayak4382
    @sahadevnayak4382 21 ชั่วโมงที่ผ่านมา +1

    Really an open interview from Mr Tathagat Satpathy.

  • @SureshkumarSwain-y9m
    @SureshkumarSwain-y9m วันที่ผ่านมา +2

    Bahut sundar episode 🙏

  • @SarojKumarMallick-s3g
    @SarojKumarMallick-s3g วันที่ผ่านมา +1

    Fantastic & an open discussion

  • @lalatenduparida6198
    @lalatenduparida6198 22 ชั่วโมงที่ผ่านมา +1

    Jay Sri Ram🙏🙏🙏

  • @KshirodKumarPatra-r9u
    @KshirodKumarPatra-r9u วันที่ผ่านมา +1

    ଖୋଲା ହୃଦୟବାନ ବନ୍ଧୁ ❤❤

  • @pramodkumarrout7641
    @pramodkumarrout7641 17 ชั่วโมงที่ผ่านมา

    ତଥାଗତ ବାବୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଓ ବରିଷ୍ଠ ସାମ୍ବାଦିକ। ତାଙ୍କର ସମ୍ପାଦକୀୟ ଓଡ଼ିଶାରେ ବହୁ ପ୍ରଭାବ ପକାଇବ। ସୁନ୍ଦର ଆଲୋଚନା ପାଇଁ ଧନ୍ୟବାଦ।

  • @rajanikantabiswal4247
    @rajanikantabiswal4247 วันที่ผ่านมา +1

    Interviews should be like this. Appreciate Tathagata Satpathy sir for his truthful and bold speaking.

  • @kasturinaik7378
    @kasturinaik7378 วันที่ผ่านมา +1

    Proud of you,💐🙏Sri MAA Sri Aurobindo nkar Krupa prapta Samastnku heu 🌹🙏

  • @asitmahapatra4172
    @asitmahapatra4172 วันที่ผ่านมา +1

    ମିଛ କଥା ଏ କହୁଛି।ଏ ବିଜେପି ର ଗୋଟିିଏ ଚାମଚା ।

  • @RASMIRANJANDash-u7s
    @RASMIRANJANDash-u7s 19 ชั่วโมงที่ผ่านมา

    🙏 ଜୟ ଶ୍ରୀ ଜଗନ୍ନାଥ ।। ମାନସ ଭାଇ ଆପଣ ଏଇପରୀ ବ୍ୟକ୍ତି ମାନଙ୍କୁ ଗଣମାଧ୍ୟମ ରେ ଆଲୋଚନା କରନ୍ତୁ , ହୁଏତ ଆଗାମୀ ଯୁବ ପୀଢ଼ି କିଛି ଶିଖି ପାରିବେ ।।

  • @talcherprasant619
    @talcherprasant619 วันที่ผ่านมา +1

    Nice answer

  • @ajitirout6322
    @ajitirout6322 วันที่ผ่านมา +1

    Very good interview. Tathagata sir openly told every thing. I appreciate lot.

  • @EshwarBhakti-ii9nk
    @EshwarBhakti-ii9nk 22 ชั่วโมงที่ผ่านมา +1

    So good Sathpathy sir nka thoughts. ..

  • @sunakarsamantaray9737
    @sunakarsamantaray9737 วันที่ผ่านมา +1

    ଭଲ ଲାଗିଲା ।

  • @dipakkeshariswain2451
    @dipakkeshariswain2451 วันที่ผ่านมา +2

    2029 ଗୋନ୍ଦିଆ ବ୍ଲକ ରେ ଆପଣକୁ ସ୍ବାଗତ ଜଣାଉଛି,,,

  • @ashokkumarsahoo7041
    @ashokkumarsahoo7041 วันที่ผ่านมา +4

    A man of Congress mentality. କିନ୍ତୁ ସ୍ୱାର୍ଥ ପାଇଁ ଅନ୍ୟ ଦଳରେ କାମ କରୁଥିଲେ

  • @SantoshkumarKuanr
    @SantoshkumarKuanr 13 ชั่วโมงที่ผ่านมา +1

    ତଥାଗତ ଶତପଥି ଙ୍କୁ ନବବର୍ଷ ର, ଅଭିନନ୍ଦନ, ଆଜିର ଆପଣଙ୍କର ଯେଉଁ ବକ୍ତବ୍ୟ ସେଥିପାଇଁ ବହୁତ ବହୁତ ଧନ୍ୟବାଦ୍,

  • @bharatipanda6463
    @bharatipanda6463 วันที่ผ่านมา +1

    Good 🙏

  • @kaminikantasahu3865
    @kaminikantasahu3865 วันที่ผ่านมา +1

    ତଥାଗତ ଶତପଥିଙ୍କ ପରି ବେଇମାନ ମାନଙ୍କ ପାଇଁ ବିଜେଡି ପରାଜିତ ହେଲା।ଏହି ଦଳ ଡିଆଁ ନେତାମାନେ କେବଳ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦଳକୁ ଯାଇଥାଆନ୍ତି।

  • @PradeepkumarRout-qt4vc
    @PradeepkumarRout-qt4vc วันที่ผ่านมา +1

    News Eighteen ku 👌👌
    Sundar upastapana ❤️

  • @tusharlenka213
    @tusharlenka213 วันที่ผ่านมา +1

    Bahut sundar lagila.

  • @satyabrataSahu-k2o
    @satyabrataSahu-k2o วันที่ผ่านมา +5

    ମୁଁ ଏମିତି ନୁହେଁ କି ସ୍ୱାର୍ଥ ମୋର ସରିଗଲା
    ଯଦି ଏଇ କ୍ଷମତା ଆଉ ମତେ ସମ୍ମାନ ଦେଉନାହିଁ ।
    ଯଦି ଘରର ମୁରବୀ ହତାଦର କଲାଣି , ମୋ ର ନିଜ ସଂସ୍ଥା ର କିଛି ଉନ୍ନତି ହୋଇ ପାରିଲାନି ।
    ମୁଁ କାହିଁକି ସେ ମୁରବି ର ପ୍ରଶଂସା କରିବି ।
    ମୁଁ କାହିଁକି ତାଙ୍କୁ ଆଉ ସମର୍ଥନ କରିବି ।
    ଟିକେ ପାର୍ଶ୍ଵ ପରି ବର୍ତ୍ତନ ମୋ ପାଇଁ ଓ ମୋ ସଂସ୍ଥା ପାଇଁ ଭଲ ।

  • @tusharrath7752
    @tusharrath7752 14 ชั่วโมงที่ผ่านมา

    ଜଣେ ସଫଳ ବ୍ୟକ୍ତିଙ୍କ ନିଚ୍ଛକ ସତ କଥାକୁ ଲୋକ ଲୋଚନକୁ ଆଣି ଥିବାରୁ ସାଧୁବାଦ।

  • @manaswinisahoo6357
    @manaswinisahoo6357 วันที่ผ่านมา +1

    ସାର୍ ବିଷୋଦଗାର୍ କରି ନାହାନ୍ତି, ସୁନ୍ଦର ଏବଂ ସରଳ ବିଶ୍ଳେଷଣ କରିଛନ୍ତି ।
    ଚମତ୍କାର

  • @lalatenduparida6198
    @lalatenduparida6198 22 ชั่วโมงที่ผ่านมา +1

    Bharat Mata Ki Jay🇮🇳🇮🇳🇮🇳

  • @maheswarprusty3043
    @maheswarprusty3043 19 ชั่วโมงที่ผ่านมา

    Very good👍✅ congratulations to. Both

  • @deviduttamohapatra4984
    @deviduttamohapatra4984 13 ชั่วโมงที่ผ่านมา

    Greatly one

  • @kartiksenapati9371
    @kartiksenapati9371 วันที่ผ่านมา +1

    ବହୁତ ସୁନ୍ଦର ଉପସ୍ଥାପନା

  • @ashutoshmistry2100
    @ashutoshmistry2100 วันที่ผ่านมา +1

    Plz invite Ramesh Chandra Majhi
    Nabarangpur (Jharigam)

  • @niranjannaik6376
    @niranjannaik6376 19 ชั่วโมงที่ผ่านมา

    Thank you,Babuli babu.

  • @hardworkneverdies5679
    @hardworkneverdies5679 วันที่ผ่านมา +2

    ଯଉଥି ଖାଇଲ ସେଇଠି ହଗୁଥିବା ନେତା

  • @harekrishnasahoo9741
    @harekrishnasahoo9741 20 ชั่วโมงที่ผ่านมา

    Very intelligent interview.

  • @chinmayapanda6669
    @chinmayapanda6669 12 ชั่วโมงที่ผ่านมา

    ମନ ଖୋଲି କଥା ଟେ ହେଲେ ଶ୍ରୋତା ଙ୍କ ମନକୁ ଛୁଇଁବ ନିଶ୍ଚୟ।

  • @Nothing-rs5oj
    @Nothing-rs5oj 18 ชั่วโมงที่ผ่านมา

    ବନ୍ଧୁ ଆଉ ଗୋଟେ ଭୁଲିଗଲେ
    ରାଜନୀତି ପାଇଁ ତିନୋଟି ଜିନିଷ ଦରକାର
    - ଟଙ୍କା
    - ଟୋକା
    - ବୋକା

  • @i_amhbb
    @i_amhbb วันที่ผ่านมา +4

    4-4 thara rahila pare sei dal prati disloyal😂😂😂

  • @prasantakumarswain3419
    @prasantakumarswain3419 23 ชั่วโมงที่ผ่านมา

    ଗତକାଲି ଟିଭି ରେ ଶୁଣିଥିଲି ଖୁବ ଭଲ ଲାଗିଥିଲା, ତଥାପି ଆଜି ପୁଣି ମୋବାଇଲ ରେ ଶୁଣି ଖୁବ ପ୍ରାଞ୍ଜଳ ଭାବରେ ବୁଝିବାକୁ ଚେଷ୍ଟା କଲି। ଭଲ ଲାଗିଲା ।

  • @laxmansahoo2278
    @laxmansahoo2278 วันที่ผ่านมา +1

    Sir, Namaste.Pl let the GUEST SPEAK MORE. GOD BLESS ALL.

  • @narayannayak6176
    @narayannayak6176 17 ชั่วโมงที่ผ่านมา

    ତଥାଗତ ବାବୁ ଆପଣ ଯେଉଁ ଦଳରେ ଅଛନ୍ତି ସେ ଦଳ ଜନ ତା ଙ୍କର କାମରେ ଲାଗୁଚି ତମେ ଜନତାଙ୍କ କାମରେ ଲାଗୁଚ

  • @dipakkeshariswain2451
    @dipakkeshariswain2451 วันที่ผ่านมา +1

    ତଥାଗତ ଶତପଥି ଆମ ଜିଲ୍ଲା ର ନେତା ❤

  • @samirpandafull
    @samirpandafull วันที่ผ่านมา

    Bahut Sundar Interview!!! Tathagata babu..what a personality! I became your follower for life time nirbhik bhave....❤ And best anchoring by the anchor / journalist...

  • @globaldigitalservices1202
    @globaldigitalservices1202 20 ชั่วโมงที่ผ่านมา

    i love this man alway. Tathagat Sir..

  • @sibasaktisatapathy7545
    @sibasaktisatapathy7545 21 ชั่วโมงที่ผ่านมา

    ନନ୍ଦିନୀ ନାନୀ ବଡ଼ ଚତୁରୀ, ଚାଉଳ କିଲୋ ଟଙ୍କେ ସତୁରୀ🙏

  • @santoshkumarsahoo4170
    @santoshkumarsahoo4170 วันที่ผ่านมา

    ଆପଣ ଚାଷୀ ଙ୍କ ବିଷୟରେ ପଚାରନ୍ତୁ ଚାଷୀ କୁଳ ଭାଷୀ ଯାଉଛନ୍ତି ତାଙ୍କ ବିଷୟ ରେ ଆଲୋଚନା କରନ୍ତୁ ବିଜେଡ଼ି କଂଗ୍ରେସେ କଥା ଆଲୋଚନା କଲେ କଣ ହେବ ତଥା ଗତ ବାବୁ ଓଡିଶା ଲୋକଙ୍କ ବିଷୟରେ ଆଲୋଚନା କରନ୍ତୁ ଦଳ କଥା କୁହନ୍ତୁ ନବୀନ ହାରିଲେ ସମସ୍ତେ ଜାଣିଛନ୍ତି ସେଗୁଡିକ ଆଲୋଚନା କରି ଲାଭ କଣ କେବକ ଆପଣଙ୍କ ମିଡ଼ିଆ ଙ୍କ ଲାଭ

  • @cuty_mama9801
    @cuty_mama9801 20 ชั่วโมงที่ผ่านมา

    ଜୟଶ୍ରୀ ରାମ କୃପା ଥାଉ

  • @chitrarekha5206
    @chitrarekha5206 วันที่ผ่านมา

    Manoranjan Mishra Excellent

  • @krushnasamal7485
    @krushnasamal7485 วันที่ผ่านมา

    Really Heart touching❤

  • @lkacharajya
    @lkacharajya ชั่วโมงที่ผ่านมา

    dedicated views

  • @akshayakumarmishra4797
    @akshayakumarmishra4797 ชั่วโมงที่ผ่านมา

    Nice

  • @bibhumohanty8967
    @bibhumohanty8967 วันที่ผ่านมา

    Very nice.

  • @jitendrakumarbehera5385
    @jitendrakumarbehera5385 21 ชั่วโมงที่ผ่านมา

    ତଥାଗତ ଶତପଥି ଙ୍କୁ ମୁକ୍ତ ଆକାଶର ବିହଙ୍ଗ କହିଲେ ଠିକ୍ ହେବ

  • @prasantchinara9911
    @prasantchinara9911 วันที่ผ่านมา +2

    Tathagat great

  • @biprapriya
    @biprapriya 23 ชั่วโมงที่ผ่านมา

    My most favourite leader.

  • @subhendumohapatra2981
    @subhendumohapatra2981 13 ชั่วโมงที่ผ่านมา

    Good show

  • @sanjaysahoo353
    @sanjaysahoo353 วันที่ผ่านมา

    Really.....

  • @ganeshpanigrahi16891
    @ganeshpanigrahi16891 วันที่ผ่านมา

    ଏଠି କୌଣସି ଗର୍ବ, ଅହଙ୍କାର, ଚାଲାକ ଓ ଚତୁରତାଠାରୁ ଉର୍ଦ୍ଧରେ ରହି ପ୍ରତ୍ୟେକ ପ୍ରଶ୍ନର ଯଥାର୍ଥ ଭାବେ ଉତ୍ତର ଦେଇଥିବା ମହାନୁଭବ ଶ୍ରୀଯୁକ୍ତ ତଥାଗତ ଶତପଥୀ ଜଣେ ସତ୍ୟବାଦୀ ଭଳି ଜଣା ପଡ଼ୁଛନ୍ତି...

  • @snvvishwanathamprasantm7867
    @snvvishwanathamprasantm7867 23 ชั่วโมงที่ผ่านมา

    ସରକାରୀ ଅବୈଧ କବଜା କରିଥିବା ରୋଡ଼ ପାଖରେ ଥିବା ଦୋକାନୀଙ୍କୁ ଚି଼ହ୍ନଟ କରି ଥଇଥାନ ଜାଗା ଦେଇ ଉଛେଦ କରନ୍ତୁ. ଏ ସମସ୍ୟା ଭୁବନେଶ୍ୱରରେ ନୁହଁ, ଏହା ସାରା ଭାରତର ସମସ୍ୟା. ବ୍ରିଟିଶ ଗଲାପରେ ଦୀର୍ଘ 60 ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ରେ ବାମପନ୍ଥୀ ଭ୍ରଷ୍ଟ କାନ୍ସର ପରିବାର ଦଳ ଏବଂ ଭ୍ରଷ୍ଟ ପ୍ରଶାସନ କଳ ମାନେ ସରକାରୀ ଜମି ଓ ଖଣି କୁ କବ୍ଜା କଲେ ଏବଂ ତା ସହିତ ଅବୈଧ ରୋଡ଼ ପାଖରେ ସରକାରୀ ଜମିକୁ କବଜା କରିବା ପାଇଁ ପୋରକ୍ଷ୍ୟରେ ସୁଯୋଗ ଦେଲେ, ତେଣୁ ଅବୈଧ କବଜା କାନ୍ସର ଭଳି ସମସ୍ୟା. ତେଣୁ ମୂଳ ସମସ୍ୟା ର କାରଣ କୁ ସରକାର ପ୍ରଥମିକତା ଦେଇ ସମାଧାନ କରନ୍ତୁ. କାରଣ ରାଜ୍ୟରେ ବିଜେପି ସରକାର ଓ ମୁନସିପାଲଟି / ନଗର ନିଗମ ହେଉଛି ବିରୋଧୀ ମାନଙ୍କର, ତେଣୁ ଅବୈଧ କବଜା ରେ ଭ୍ରମିତ କରି ଉଛେଦ କରାଯାଏ ଏବଂ ଜନସାଧାରଣଙ୍କୁ ମଧ୍ୟ ଭ୍ରମିତ କରି କହି ଦିଆଯାଏ ଯେ ବିଜେପି ସରକାର ଘର ଭାଙ୍ଗିଦେଲେ. ତେଣୁ ବିରୋଧୀଙ୍କର ଅବୈଧ କବଜା ରାଜନୈତିକ ଏଜେଣ୍ଡା . ଭୋଟ ପାଇଁ ବିରୋଧୀ ପ୍ରଥମେ ଜନ ସାଧାରଣକୁ ଅବୈଧ କବଜା କରିବାକୁ ସୁଯୋଗ ଦେବେ ଓ ଉଛେଦ ସମସ୍ୟା ହେଲେ ଜନ ସାଧାରଣଙ୍କୁ ଭ୍ରମିତ ଜରି, ମୋହନ ମାଝୀ ସରକାରଙ୍କୁ ଉପରେ ମିଥ୍ୟା ପ୍ରଚାର କରିବେ. ଏହା ଦ୍ୱରା ବିରୋଧୀଙ୍କର ଭୋଟ ବେଙ୍କ ବଢେ. ତେଣୁ ସରକାର ଏସବୁ ସମସ୍ୟା ର ଧ୍ୟାନ ରଖି ସମାଧାନ କରନ୍ତୁ. ଜୟ ଜଗନ୍ନାଥ

  • @AmrutDash
    @AmrutDash วันที่ผ่านมา

    ଓଡିଶା ସବୁବେଳେ କଂଗ୍ରେସ ବିରୋଧି ରାଜ୍ୟ ରୂପେ ପରିଗଣିତ

  • @atulyakumardas9495
    @atulyakumardas9495 วันที่ผ่านมา

    ତଥାଗତ ସାର ଙ୍କୁ ମୋର ଭୂମିଷ୍ଟ ପ୍ରଣାମ

  • @hrusikeshmahapatra6735
    @hrusikeshmahapatra6735 วันที่ผ่านมา +1

    ବାମପନ୍ଥୀ ଦଳଙ୍କ ସମର୍ଥକ ତଥା ବାମପନ୍ଥୀ ଚିନ୍ତାଧାରା

  • @MANAGOBINDADHAL
    @MANAGOBINDADHAL วันที่ผ่านมา

    Bahut Sundar

  • @ppsahufreelitun116
    @ppsahufreelitun116 วันที่ผ่านมา

    ଡ଼କ୍ଟର ହରେକୃଷ୍ଣ ମହତାବ ତଥାଗତ ଙ୍କ ଡ଼ାଇରୀ କୁ ପ୍ରଜାତନ୍ତ୍ର ରେ ପ୍ରକାଶ କରିଥିଲେ.

  • @prakashkumarjena.babusan.n3760
    @prakashkumarjena.babusan.n3760 วันที่ผ่านมา

    ଓଡିଶା ଇତିହାସ ରୁ ଭାଡୁଆ ବିଜେଡି ପୁରା ଲିଭି ଯିବ

  • @dilliprout869
    @dilliprout869 วันที่ผ่านมา

    Thanks

  • @pabitramohandalai8348
    @pabitramohandalai8348 วันที่ผ่านมา

    ନିଜେ ସ୍ୱୀକାର କରୁଛନ୍ତି ଯେ ସେ ଲୋକଙ୍କ ନେତା ନୁହନ୍ତି l ତେଣୁ ଓଡିଶା ଲୋକଙ୍କ ବିଷୟରେ ତାଙ୍କର ଧାରଣା ଭୁଲ l

  • @Prasanta-nl4ci
    @Prasanta-nl4ci วันที่ผ่านมา +1

    Right

  • @musical_SM
    @musical_SM วันที่ผ่านมา

    Nice interview

  • @santoshpanda8767
    @santoshpanda8767 วันที่ผ่านมา

    Tathagat has been truthful. ❤

  • @AnirudhaPanigrahi-j8i
    @AnirudhaPanigrahi-j8i วันที่ผ่านมา

    Jay Jagannath🙏🌻🌻🌻🌻🙏Tathagat Satpathy nku namaskar🙏🙏

  • @shankarsahu4117
    @shankarsahu4117 วันที่ผ่านมา +1

    Right Manas babu

  • @subratkumarmallick6905
    @subratkumarmallick6905 วันที่ผ่านมา

    I just love and love a lot few media owners and so called anchors .. Love the owner to misinterpretation on mindset of people .

  • @mauditripati2254
    @mauditripati2254 วันที่ผ่านมา

    ଓଡିଶା ରାଜନୀତି ରେ ସବୁ ନେତାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନେତା heuchanti ତଥାଗତ ବାବୁ ।

  • @KarunakarBarik-f3z
    @KarunakarBarik-f3z วันที่ผ่านมา +1

    Manas Babu u r the best❤