ରୋହିତ ବିରାଟଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି ? | Odisha Reporter
ฝัง
- เผยแพร่เมื่อ 5 ก.พ. 2025
- ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ଦୁଇ ଦେଶର ଖେଳାଳି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ସେମାନଙ୍କ ରହିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ତେବେ ହୋଟେଲ କର୍ତ୍ତୃପକ୍ଷ ପ୍ରସ୍ତୁତିକୁ ନେଇ କଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #IndiavsEngland #odimatch #mayfair #BarabatiStadium
Bhai ebe rohit, virat , kl 3 ta flop ek sahit khelile india hariba .
Ticket barbad haba