ସୁଧାଂଶୁ@8: ରୁମ୍ ନମ୍ବର 109 ରେ କଣ କରୁଥିଲେ ଶ୍ରଦ୍ଧା ଆଉ ପାଣ୍ଡିଆନ

แชร์
ฝัง
  • เผยแพร่เมื่อ 21 ส.ค. 2024
  • ସୁଧାଂଶୁ@8: ରୁମ୍ ନମ୍ବର 109 ରେ କଣ କରୁଥିଲେ ଶ୍ରଦ୍ଧା ଆଉ ପାଣ୍ଡିଆନ, ନବୀନ ବାବୁ ତ ସେଦିନ ଓଡିଶାରେ ଥିଲେ, ଏ ଦୁଇ ଜଣ ସେଠି କଣ କରୁଥିଲେ
    #focusplus #updetnews #vkpandian #nabinpattnaik #odishanews
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

ความคิดเห็น • 1.2K

  • @MakaraNayak-xu7bb
    @MakaraNayak-xu7bb หลายเดือนก่อน +459

    ଏତେ ଭିତିରି ରହସ୍ୟ କୁ ଲୋକଲୋଚନ ଅଣିଥିବାରୁ ବହୁତ ବହୁତ ଧନ୍ୟବାଦ

    • @laxmidharapanda6086
      @laxmidharapanda6086 หลายเดือนก่อน +7

      ନବୀନ ପାଣ୍ଡୁର girlfriend ଶ୍ରଦ୍ଧା

    • @laxminarayanpanda1427
      @laxminarayanpanda1427 หลายเดือนก่อน

      ,👌​@@laxmidharapanda6086

    • @maniramsabar4263
      @maniramsabar4263 หลายเดือนก่อน

      ମିଡ଼ିଆ ଆଗରୁ ଏ କଥା କାହିଁକି ପ୍ରକାଶ କରୁ ନ ଥିଲେ l

    • @Ranjankumar-fz8xj
      @Ranjankumar-fz8xj หลายเดือนก่อน

      ​@@maniramsabar4263ମିଡିଆ ଆଗରୁ ଜାଣିନଥିଲା ଏବେ ଜାଣିଲା ବୁଝିଲୁ ଅନ୍ଧଭକ୍ତ

    • @pk5993
      @pk5993 หลายเดือนก่อน

      😂😂😂😂😂

  • @aswinikumar357
    @aswinikumar357 หลายเดือนก่อน +241

    ପୋଲ୍ ଖୋଲୁଥିବା ରୁ ଆପଣଙ୍କୁ ଧନ୍ଯବାଦ। ନୂଆ ସରକାର ଙ୍କୁ ଅନୁରୋଧ ପାଣ୍ଡିଆନ କୁ କାଠ ଗଡାକୁ ଟଣାନ୍ତୁ 🙏

    • @santoshininayak4060
      @santoshininayak4060 หลายเดือนก่อน +1

      Right katha

    • @padminibehera1997
      @padminibehera1997 หลายเดือนก่อน +1

      Pandian dayi nuha ehi odia mane dayi taku sahasa douchhanti

    • @santoshininayak4060
      @santoshininayak4060 หลายเดือนก่อน +1

      @@padminibehera1997 ଠିକ୍ କଥା, ଲୋକଙ୍କୁ ପାୱାର ଦରକାର, pandian କୁ ଓଡ଼ିଶା

  • @kalyanpanda5885
    @kalyanpanda5885 หลายเดือนก่อน +147

    ସୁଜାତା ପାରୁନି ଆଉ, ଶ୍ରଦ୍ଧା ଫିଟ ଅଛି

  • @narendradas8550
    @narendradas8550 หลายเดือนก่อน +75

    ଆପଣଙ୍କର ଏ ରୋକଠୋକ ନିଚ୍ଛକ ସତକଥା ଶୁଣିବାକୁ ଓ ଜାଣିବାକୁ ବହୁତ ଭଲ ଲାଗୁଛି l ଏହା ଆଗକୁ ଜାରି ରହୁ l ଧନ୍ୟବାଦ

  • @user-yw8vq3fb5v
    @user-yw8vq3fb5v หลายเดือนก่อน +182

    ଓଡ଼ିଶାର ଜନତା ଆପଣଙ୍କ ପଛରେ ଅଛନ୍ତି । ଆଗେଇ ଚାଲନ୍ତୁ ।

  • @RanjanKumar-mx1ki
    @RanjanKumar-mx1ki หลายเดือนก่อน +253

    My god ଯଦି ଏଥର bjd ସରକାର କରିଥାନ୍ତା ତାହାଲେ ଓଡିଶା ର ଅବସ୍ଥା କଣ ହୋଇ ଥାନ୍ତା

    • @bidhubhusanlenka2860
      @bidhubhusanlenka2860 หลายเดือนก่อน +17

      ସତରେ ଓଡିଶା ପୁରା ଫସିଯାଇଥାନ୍ତା

    • @user-pk6fu7ry3r
      @user-pk6fu7ry3r หลายเดือนก่อน +6

      R khana

    • @sunprinters-lh4ks
      @sunprinters-lh4ks หลายเดือนก่อน +8

      mu se katha bhabu chi, mote election samay re nida lage ni, kemiti bjd hariba, kahi ki na bjd ra ye sabu karm bisaya re mu abgat, mora profession press, nandighosha re kaam kare, bhagban nku dake odisha ku ye lutera mana nka kabla ru rakshya kar

    • @smitamohanty8594
      @smitamohanty8594 หลายเดือนก่อน +3

      Absolutely true

    • @foodfactory3739
      @foodfactory3739 หลายเดือนก่อน

      ​@@sunprinters-lh4ksଭଗବାନ୍ ଆପଣଙ୍କ କଥା ଶୁଣିଛନ୍ତି।

  • @Odiaclasic
    @Odiaclasic หลายเดือนก่อน +101

    ଶ୍ରଦ୍ଧା ମାଡାମ ନବୀନ ସାର ଙ୍କୁ ଫିଜିଓଥେରାପି କରୁଥିବା ସମୟରେ ପାଣ୍ଡିଆନ ବାବୁ କିଛି ଫୋଟ ଉଠାଇ ନବୀନ ସାର ଙ୍କୁ blackmail କରୁଥିଲା l

  • @prasantakumarmohanty4876
    @prasantakumarmohanty4876 หลายเดือนก่อน +157

    ମୋଦି ଜୀ ଙ୍କ ମେଡିସିନ ର କମାଲ। ଯେବେଠୁ ମୋଦି ଜୀ କହିଲେ ଯେ ନବୀନ ବାବୁଙ୍କ ସମ୍ପୂର୍ଣ୍ଣ ମେଡିକାଲ ଟେଷ୍ଟ ହେବ ବୋଲି ସେବେଠୁ ନବୀନ ବାବୁଙ୍କ ସବୁ ଠିକ୍ ହେଇଗଲା।ଥରଥରା ରୋଗ,ହଲା ରୋଗ,ଝୁଲା ରୋଗ,ଠେଙ୍ଗା ରୋଗ ସବୁ ଠିକ୍।

    • @jayantidas8179
      @jayantidas8179 หลายเดือนก่อน +2

      😂😂😂😂😂😂

    • @satyabhamapatrisatyabhamap5918
      @satyabhamapatrisatyabhamap5918 หลายเดือนก่อน +3

      Bhai apnnku bahut2 dhanyabad pardafas karisabu loka lochan anntu nua mukhamantri action niantu❤

    • @Jitendrakumar-hk5rq
      @Jitendrakumar-hk5rq หลายเดือนก่อน +3

      ଭାଈ ଭିତିରି କଥା ଗୁଡା କହିଦେଲା

    • @jayprakashmahanta2831
      @jayprakashmahanta2831 หลายเดือนก่อน +1

      😂😂😂😂😂😂

    • @bhaktimarga853
      @bhaktimarga853 หลายเดือนก่อน +1

      ଏଇ ସରକାର ପ୍ରଥମେ ଜଣେ ଦୁଇଜଣକୁ ଜେଲ ପଠାନ୍ତୁ .

  • @SurendrarautSurendraraut-uf1th
    @SurendrarautSurendraraut-uf1th หลายเดือนก่อน +274

    ନବୀନ ଓ ପାଣ୍ଡିଆନ ମିଶି ଶ୍ରଦ୍ଧାକୁ କୋଠ ପ୍ରେମିକା କରି ରଖିଥିଲେ

  • @prasantakumarbaliarsingh4493
    @prasantakumarbaliarsingh4493 หลายเดือนก่อน +172

    ସୁଧାଂଶୁ ଭାଇ ତୁମେ ତ ପୁରା ଭିତର କଥା କହି ଦେଉଛ ପାଣ୍ଡୁ ସହ କଣ ପାଇଁ ଯାଉଥିଲା ଶ୍ରଦ୍ଧା ମାଡାମ୍ ସମସ୍ତେ ଜାଣିଛନ୍ତି l

  • @harishmallck2
    @harishmallck2 หลายเดือนก่อน +64

    ଶ୍ରଦ୍ଧା ଓ ପାଣ୍ଡିଆନ କଣ କରିଥିଲେ ଏ ପ୍ରଶ୍ନ ସୁଜାତା ପାଣ୍ଡିଆନ ମାଡାମ ଙ୍କୁ ପଚରାଯାଉ ସଠିକ ଉତ୍ତର ସେହି ଦେଇ ପାରିବେ

  • @autobalaashok
    @autobalaashok หลายเดือนก่อน +350

    ଯୋଉ ଛୋଡ଼ି ପୁଅ ମାନେ ନବୀନ ନବୀନ ହଉଛନ୍ତି ସେ ଛୋଡ଼ି ପୁଅ ମାନେ ଉତ୍ତର ଦେବେ

    • @ranjan33647
      @ranjan33647 หลายเดือนก่อน +6

      Right 👍

    • @melisha4236
      @melisha4236 หลายเดือนก่อน +6

      Right

    • @prasantakumarpradhan3847
      @prasantakumarpradhan3847 หลายเดือนก่อน +23

      ସତକଥା କହିଲେ କୋଉ ମାଗିଆ bjd ଲୋକଙ୍କର ମୁଁହ ଖୋଲିବନି ଭାଇ😂😂

    • @NIHARFINANCIALbusinessservices
      @NIHARFINANCIALbusinessservices หลายเดือนก่อน +1

      Right ❤❤❤ 👍👍👍

    • @NaliniAdjuad-ch3vy
      @NaliniAdjuad-ch3vy หลายเดือนก่อน

      Bhai jeu bjd karmi Mane thile semane thika kuta karibapain bjd ra bada bada netanka pakhaku nija nija stree o jhia manamku gehi heba pain chhadu aasu thile

  • @himansupadhy9389
    @himansupadhy9389 หลายเดือนก่อน +136

    ବିଜେଡି ବାଳ25 ବର୍ଷ ର ଶାସନ କ୍ଷମତା ରେ ରହି ସରକାରୀ ଘର,ସମ୍ପତି କୁ ନିଜ ପୈତୃକ ସମ୍ପତି ପାଟି ଖର୍ଚ କରୁଥିବବାର ଅନେକ ଦୃଶ୍ୟଅଁ ଅଛି।

  • @bahadursagar1698
    @bahadursagar1698 หลายเดือนก่อน +94

    ଭଗବାନ ଯାହା କରନ୍ତି, ପ୍ରାଣୀଙ୍କ ମଙ୍ଗଳ ପାଇଁ ।

  • @greenagroofodisha9653
    @greenagroofodisha9653 หลายเดือนก่อน +52

    ଅଗସ News ପରିକା ବହୁତ ନାମ କରିବ

  • @mahindrababu6283
    @mahindrababu6283 หลายเดือนก่อน +46

    ଧନ୍ୟବାଦ ଭାଇ ଆପଣଙ୍କୁ ଆହୁରି ଚେଷ୍ଟା କରନ୍ତୁ ଖବର

  • @Odishapolutaryfarming2020
    @Odishapolutaryfarming2020 หลายเดือนก่อน +62

    ଭାଇ ପୁରା କଡା କହୁଛନ୍ତି, ଆପଣ ଏମିତି ଚାଲନ୍ତୁ ନମ୍ବର 1 ହେବେ ଓଡିଶା ରେ ଆଗକୁ ମାଡି ଚାଲନ୍ତୁ

  • @successfullife6722
    @successfullife6722 หลายเดือนก่อน +30

    ଏ ଭୟଙ୍କର ବିଷୟକୁ କେବଳ ଓଡିଶାକୁ ଭଲ ପାଉଥିବା ସଚେତନ ନାଗରିକ ମାନେ ଏହି ଭିଡିଓ ଦେଖି ନିଜର ମୂଲ୍ୟବାନ ବିଚାର ରଖିପାରିବେ l ଜୟ ଓଡିଶା l

  • @saratranjanbehera6661
    @saratranjanbehera6661 หลายเดือนก่อน +21

    ସୁଧାଂଶୁ ବାବୁ.... 🙏
    ଏମିତି କିଛି କରନ୍ତୁ ଯେମିତି ସମସ୍ତ ଓଡିଶା ଲୋକେ ପାଣ୍ଡିଆନ ଆଉ ଶ୍ରଦ୍ଧା କୁ ପିଟି ପିଟି, ଲଙ୍ଗଳା କରି, ଚୂନ କାଳୀ ବୋଳି ଓଡିଶା ରୁ ବାହାର କରନ୍ତୁ... A

  • @bharatchandrabarik5921
    @bharatchandrabarik5921 หลายเดือนก่อน +22

    ଆପଣ ଶ୍ରଦ୍ଧା ଏବଂ ପଣ୍ଡିଆନ ଙ୍କ ଷଡଯନ୍ତ୍ର ର ଗୁମର ଖିଲିଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା

  • @Business-inodia
    @Business-inodia หลายเดือนก่อน +39

    Your Analysis really One of the Atom Bomb to BJD Govt.You have done wonderful Job. Your Analysis really superb for the ODISHA people.Today I am proud be a Odiya like You.

    • @odishatourist523
      @odishatourist523 หลายเดือนก่อน

      Waw good news......pandu nabina ....sradha...only for sex

  • @nimaincharandas3773
    @nimaincharandas3773 หลายเดือนก่อน +143

    ଓଡିଶା ରୁ ବହୁତ ମିଠା ରସ ପିଇ ପିଇ ଏବେ ଦିଲ୍ଲୀ ରେ ରସ ପିଇବା ରେ ମନା ନାହିଁ. ସୁଜାତା ମାଡାମ ବୋଧେ ଆଉ କୋଉଠି ରସ ଚାଟୁ ଥିବେ.

    • @Somiya2002
      @Somiya2002 หลายเดือนก่อน

      😂😂😂 Sujata Pandian Lagta hai Bobi das ka chat rahe hoge

  • @sribastabapanigrahi9009
    @sribastabapanigrahi9009 หลายเดือนก่อน +32

    ଆଜ୍ଞା, ରାଜନୀତିରେ ପର୍ସନାଲ ଜୀବନ ବୋଲି କିଛି ନଥାଏ | ତେଣୁ କେହି ମଧ୍ୟ ଏହାକୁ ନିଜ ଜୀବନ ବୋଲି କହି ଏଡାଇଯାଇ ପାରିବେନି | ଆପଣ ଠିକ ରାସ୍ତାରେ ଅଛନ୍ତି |

  • @gajendramahakud4324
    @gajendramahakud4324 หลายเดือนก่อน +14

    ସୁଧାଂଶୁ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା

  • @karanpani5707
    @karanpani5707 หลายเดือนก่อน +43

    ୨ ନମ୍ୱର୍ କାମ କରିବାକୁ ଯାଉ ଥିଲେ

  • @Goutam306
    @Goutam306 หลายเดือนก่อน +22

    ସୁଧାଂଶୁ ଭାଇଙ୍କ ଖବର ପ୍ରସାରଣ ବହୁତ୍ ବଢିଆ

  • @ramakantapanigrahi7473
    @ramakantapanigrahi7473 หลายเดือนก่อน +19

    ଏଭଳି ନିର୍ବିକ ତଥ୍ୟ ଦିଅନ୍ତୁ ଓଡିଶାକୁ ବଞ୍ଚାନ୍ତୁ l ଗୋଟିଏ ଅନ୍ଧ, ମୁକ ଓ ବଧିର ମୁଖ୍ୟମନ୍ତ୍ରୀ ରହିଲେ ଲୋକମାନଙ୍କର କି କ୍ଷତି ହୁଏ ତାହାକୁ ପ୍ରକାଶ କରନ୍ତୁ ଆପଣଙ୍କୁ ଶତ ଧନ୍ୟବାଦ l

  • @socialmassage-rf7og
    @socialmassage-rf7og หลายเดือนก่อน +14

    ବହୁତ ବହୁତ ଧନ୍ୟବାଦ ମୁଁ ଆପଣଙ୍କୁ ଜଣାଉଛୁ ଏହା ଆଜି ଖୁଲାସା କଲେ

  • @geetaranisamal6638
    @geetaranisamal6638 หลายเดือนก่อน +66

    Bobby Das ମଧ୍ୟ ଏଥିରେ ସମ୍ପୃକ୍ତ

    • @maheswardas4962
      @maheswardas4962 หลายเดือนก่อน +3

      Right

    • @santoshininayak4060
      @santoshininayak4060 หลายเดือนก่อน +2

      Right

    • @padminimishra314
      @padminimishra314 หลายเดือนก่อน

      Bahut guda samil achanti.... ethi ra keteta tautar dalal bhi Bobby dasra golami karuchanti.....Ame ethi bekar basichu au emane tanka paisa ra pahad upare basi ama pari Niriha lokanku thakuchanti🥹🥹🥹

  • @sarojkumarmohanty6139
    @sarojkumarmohanty6139 หลายเดือนก่อน +22

    Sudhanshu Babu Bhagaban sabu bele Apananku bhalare Rakhantu , Apan jane Nirvika Sambadika , Apriya hele bi Satya katha ,

  • @pabitrakumarrout1023
    @pabitrakumarrout1023 หลายเดือนก่อน +26

    ଶ୍ରଦ୍ଧା ନବୀନ ର କଦଳୀ ସେବା ଯୋଗାଇ ଥିଲା, ସେଥିପାଇଁ ନବିନ hit ହୋଇ ରହୁଥିଲା ❤

  • @kishormajhi2954
    @kishormajhi2954 29 วันที่ผ่านมา +1

    Focus plus ku ଧନ୍ୟବାଦ୍ ଏମିତି ଖବର ଫୋକସ୍ କରୁଥିବା ରୁ

  • @pratikbks
    @pratikbks หลายเดือนก่อน +21

    i support focus plus ..you are doing absolute best job ..carry on

  • @GaneshJena-mr1hf
    @GaneshJena-mr1hf หลายเดือนก่อน +11

    ସାର ଆପଣଙ୍କୁ ଧନ୍ୟବାଦ୍ ସମସ୍ତ ଓଡ଼ିଶା ର ଜନ ସାଧାରଣ ଆପଣ ଙ୍କ ପଛରେ ଅଛନ୍ତି ପ୍ରକାଶ କରୁ ଥିବାରୁ ବହୁତ ବହୁତ ଧନ୍ୟବାଦ୍।

  • @janardanpanda5378
    @janardanpanda5378 หลายเดือนก่อน +19

    ନବୀନ ବାବୁ ଙ୍କୁ ପାଣ୍ଡିୟାନ କିଛି ମନ୍ଦ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଥିଲେ

  • @SudhansuSwain-cm4gi
    @SudhansuSwain-cm4gi หลายเดือนก่อน +12

    ଆରେ ହେ,,,, ଆମ ରାଇଜ ମୁଖିଆ ବାହା ହେଇନାହାନ୍ତି, ହେଲେ ଏମିତି ଅନେକ ଶ୍ରଦ୍ଧା ଙ୍କ ଶ୍ରଦ୍ଧାଞ୍ଜଳି ରେ ବହୁତ ଖୁସି ଥିବେ, ଆଉ ଯୋଗାଡ଼ି ପାଣ୍ଡିଆନ ବି ଆଗ ମଜ୍ଜା ନେଇଥିବେ ଲାଗୁଚି

  • @SandeepKumar-wc3cx
    @SandeepKumar-wc3cx หลายเดือนก่อน +72

    ଶ୍ରଦ୍ଧା ଗିହାଉଥିଲା।।।

  • @saratdas9022
    @saratdas9022 หลายเดือนก่อน +121

    ନବୀନ ବି କରୁଥିଲା ପାଣ୍ଡୁ Video କରିରଖିଚି

    • @Manasteacher
      @Manasteacher หลายเดือนก่อน

      ETA sata propaganda thila pandian ra

    • @satyajitmallick804
      @satyajitmallick804 หลายเดือนก่อน +4

      Perfect answer bro thik khicha nabin ra weakness achiii pandu pkheee

    • @ambarishswain3233
      @ambarishswain3233 หลายเดือนก่อน +6

      Nabina ra kichhi videos Pandu pakhare achhi

    • @santoshpatra7019
      @santoshpatra7019 หลายเดือนก่อน

      Oh vdo jariare nabin black mail ra sikar heuthile bodhe..

    • @KrantisankarDas
      @KrantisankarDas หลายเดือนก่อน

      Bhai nabin ra ai weakness mu 4 barsa agaru doubt kariki mo sanga mananku kuhe

  • @Odiaclasic
    @Odiaclasic หลายเดือนก่อน +30

    ଅଞ୍ଜନା ପାଇଁ ଜାନକୀ ଗଲା, ଶ୍ରଦ୍ଧା ପାଇଁ ନବୀନ ଯିବେନି ତ

  • @ranjankumarpradhan1350
    @ranjankumarpradhan1350 หลายเดือนก่อน +28

    ଆରେ ଅଂଧଭକ୍ତ ଏବେ ତ ବୁଝ ନବୀନ କିଛି ନୁହନ୍ତି ସବୁବେଳେ ପର ଉପରେ ଭରସା କରୁଥିଲେ

  • @dhaneswardas7823
    @dhaneswardas7823 หลายเดือนก่อน +5

    ଧନ୍ୟବାଦ ସୁଧାଂଶୁ ଭାଇ ଧନ୍ୟବାଦ।
    ଓଡ଼ିଶାର ଅଗ୍ରିଗତି ପାଇଁ ଆପଣଙ୍କ ଆହ୍ବାନ ଜାରି ରହୁ।
    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @sijannayak4407
    @sijannayak4407 หลายเดือนก่อน +3

    ସୁଧାଂଶୁ ଭାଈ ଆପଣଙ୍କୁ ବହୁତ ଧନ୍ୟବାଦ ଏ ଭଳି ସତ୍ୟତା ବାହାରକୁ ଆଣିଥିବାରୁ7❤❤❤

  • @user-rq2gl2eq3i
    @user-rq2gl2eq3i 24 วันที่ผ่านมา

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏପରି ଖବର ସାମ୍ନାକୁ ଆଣିଥିବାରୁ ।

  • @SouravDas-dd5my
    @SouravDas-dd5my หลายเดือนก่อน +5

    ସୁଧାଂଶୁ ବାବୁ ଆପଣଙ୍କର ସମସ୍ତ ତଥ୍ୟ ଓ ଉପସ୍ଥାପନା ଶୈଳୀ ବହୁତ ବହୁତ ବଢିଆ 😊

  • @ranjandas9540
    @ranjandas9540 หลายเดือนก่อน +65

    ମେଡିକାଲ ଟେଷ୍ଟ କରାଯାଉ

  • @satyaj772
    @satyaj772 หลายเดือนก่อน +335

    ଗିହା ଗିହୀ ହେଉଥିଲେ ଏଇଟା ସତ କଥା

  • @binatasatabdhi8863
    @binatasatabdhi8863 หลายเดือนก่อน +9

    ଓଡ଼ିଶାର ଜନସାଧାରଣ ସର୍ବଦା ଆପଣଙ୍କର ସାଥୀ ରେ ଆଗକୁ ଚାଲ

  • @prahalladsaha9051
    @prahalladsaha9051 หลายเดือนก่อน +3

    ଆପଣଙ୍କୁ ଶତ ଶତ ଧନ୍ୟବାଦ ସୁଧାଂଶୁ ସାର ଏଭଳି ତଥ୍ୟ ଲୋକଲୋଚନକୁ ଆଣିଥିବାରୁ, ବାସ୍ତବରେ ଏ ହେଉଛନ୍ତି ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ର ର । ସରକାର ଏ ଦିଗରେ ଆବଶ୍ୟକୀୟ step। ନିଅନ୍ତୁ

  • @Kalingaashok-yo1ob
    @Kalingaashok-yo1ob หลายเดือนก่อน +13

    Good job sir, 🙏 your news is real and true, 🌹🌹🙏

  • @raghumaninayak9593
    @raghumaninayak9593 หลายเดือนก่อน +32

    ଗ୍ରୀସ ଭରଣା କରୁଥିଲେ

  • @BrajabandhuSahoo-cq1sf
    @BrajabandhuSahoo-cq1sf หลายเดือนก่อน +14

    ପାଣ୍ଡିଆନକୁ ବିଜେଡି ଦଳ ତାର ଦୁଇ ଗୋଡ଼ଫାଡି ଦିଅନ୍ତୁ।

  • @puspanjalipradhan3336
    @puspanjalipradhan3336 หลายเดือนก่อน +9

    ନବୀନ sir ଙ୍କ health check up କରାଯାଉ

  • @bipinimallickbipini6793
    @bipinimallickbipini6793 หลายเดือนก่อน +44

    ଠିକି. ଆମେ. ସେଇକଥା. ଭାବୁଥିଲୁ. ପାଣ୍ଡୁକୁ. କାହିଁକି.. ଏତେ. ଗୁରୁତ୍ୱ. ପାଣ୍ଡୁ. ନାବିନିଙ୍କୁ. ଶ୍ରଦ୍ଧାକୁ. ନବିନି ବେଡକୁ. ପଠେଇ. ତାଙ୍କୁ. ବ୍ଲାକମେଲ.. କରି. ସବୁ. ଲୁଟିଛି. ମୋର. ଏ. ସରକାରଙ୍କୁ. ନିବେଦନ. ଆ ଉପରେ. ତଦନ୍ତ. କରାଯାଉ. ନବିନି. କେଉଁଭଳି. ଭଦ୍ର. ଚୋର. ନହେଲେ. ପୁଣି. ନବିନି. ସରକାର. ନେଷ୍ଟେ ଥର. ଜିତିବ.

    • @SidharthMishra99
      @SidharthMishra99 หลายเดือนก่อน +4

      Exactly
      Mate be seiya laguchi

    • @ssktv4398
      @ssktv4398 หลายเดือนก่อน +1

      ମୋତେ ବି ସେଇୟା ଲାଗୁଥିଲା....ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ କରି ସବୁ ଖ୍ୟମତାକୁ ନେଉଥିଲା......

  • @santoshkumarmahanta3438
    @santoshkumarmahanta3438 หลายเดือนก่อน +10

    Thank you bhai madi chala ❤❤❤❤❤

  • @bibhuprasadmohapatra6941
    @bibhuprasadmohapatra6941 หลายเดือนก่อน +6

    ନୂଆ ସରକାର ଙ୍କୁ ଅନୁରୋଧ ବନ୍ଦ ହୋଇଥିବା ସମସ୍ତ crime file କୁ reopen କରି ଲୋକଲୋଚନ କୁ ଆଣି ଦୋଷୀକୁ ଉଚିତ ଦଣ୍ଡ ଦେଲେ ଯାଇ ସବୁ ଠିକ ହୋଇଯିବ. ଜୟ ଜଗନ୍ନାଥ, ଜୟ ହିନ୍ଦ 🙏

    • @jayantidas8179
      @jayantidas8179 หลายเดือนก่อน

      Se katha habani,kn karagale CBI investigation habani sesabu sujata mam nku Jana,seithipayin 6 months leave re achhanti

  • @littlequeenrakhi
    @littlequeenrakhi หลายเดือนก่อน +6

    ବହୁତ୍ ଭଲ ପ୍ରଚେଷ୍ଟା ବେଷ୍ଟ ଅପ୍ ଲକ୍

  • @jagannathmishra5300
    @jagannathmishra5300 หลายเดือนก่อน +28

    ଓଡ଼ିଆ ଖବର କାଗଜ, news channel କଣ କରୁଛି: ତୁମ ମୁହଁ ରେ ଲଜ୍ଜ୍ୟା ନାହିଁ। ଏ ଖବର ପ୍ରସାରଣ କରି ପାରୁନା। ନବିନ ବାବୁ ଦିନ ଡକାୟତ। ପାଣ୍ଡିଆନ କୁ ଏତେ କ୍ଷମତା ଦେଲା କିଏ।
    ଧନ୍ୟବାଦ ସୋସିଆଲ ମିଡିଆ।

  • @nirmalkumarbehuria6411
    @nirmalkumarbehuria6411 หลายเดือนก่อน +47

    ଆଜିବି ପାଣ୍ଡୁ ନବୀନ ଜି ଙ୍କୁ black mailing କରୁଛି, ନବୀନ ଜି ଙ୍କ କେତେ କ ଦୁର୍ବଳତା ପାଣ୍ଡୁ କରେଇଛି ଆଉ ରଖିଛି ଏଣୁ ନବୀନ ଜି ପାଣ୍ଡୁ କୁ ବାଧ୍ୟ ହୋଇ ଘଣ୍ଟ ଘଡାଉଛନ୍ତି

  • @pradipsahoo8793
    @pradipsahoo8793 หลายเดือนก่อน +13

    ନବିନକୁ ପେଣ୍ଡୁ ସ୍ଲୋ ପଏଜୋନ ଦିଆଯାଉଥିଲା ଏଇଟା ସତ ବିଜେଡି ଜିତିଥିଲେ ଅଳ୍ପଦିନ ଭିତରେ ଏଇ ପାଣ୍ଡୁ ନବିନକୁ ମାରିଥାନ୍ତା

  • @sibaprasadpanigrahi4902
    @sibaprasadpanigrahi4902 หลายเดือนก่อน +3

    ବର୍ତମାନ ପ୍ରମାଣ ସହିତ ଖବର ପ୍ରସାରଣ କରିଥିବାରୁ ଧନ୍ୟବାଦ ଜଣାଉଛି ଏବଂ ତତସହିତ ଆହୁରି ରୋଚକପୂର୍ଣ୍ଣ ଏବଂ ରହସ୍ୟlବୃତ୍ତ ଖବର ପ୍ରସାରଣ କରିବାକୁ ଅନୁରୋଧ ରହିଲା l

  • @maheswarpradhan4247
    @maheswarpradhan4247 หลายเดือนก่อน +21

    You are brave.Sudhansu Babu.

  • @santoshnana394
    @santoshnana394 หลายเดือนก่อน +17

    Bhai good news

  • @rinkubarik2806
    @rinkubarik2806 หลายเดือนก่อน +5

    ପ୍ରଣବ ପ୍ରକାଶ ଦାଶ ଏବଂ ଧର୍ମେନ୍ଦ୍ର ପ୍ରଧାନ ର ନକଲି ଷ୍ଟାମ୍ପ ତିଆରି କରି ତୁମେ କଣ କରୁଥିଲ

  • @chilikataranga6702
    @chilikataranga6702 หลายเดือนก่อน +1

    go ahead we are with you

  • @bijaypanda1843
    @bijaypanda1843 หลายเดือนก่อน +70

    ଶ୍ରଦ୍ଧା ତେଲ ମାରିଲା ବେଳେ ବୁଢ଼ା ର ବୋହିଯାଉଥିବ.. ସେଥିପାଇଁ ଦୁର୍ବଳ ହେଇ ଯାଇଥିଲା 😄

  • @gajapatidansana4341
    @gajapatidansana4341 หลายเดือนก่อน +15

    ବ୍ୟାଜାମ୍ କରୁଥିଲେ

  • @kampusahoo
    @kampusahoo หลายเดือนก่อน +2

    Sudhansu Bhai u r great without fear tell true fact news, Thanks focus news 🙏🙏

  • @MaheshwarLenka
    @MaheshwarLenka หลายเดือนก่อน

    ସତ କଥା ପ୍ରକାଶ କରିଛନ୍ତି ଧନ୍ୟବାଦ

  • @alokaranjandash9853
    @alokaranjandash9853 หลายเดือนก่อน +23

    ସାଙ୍ଘାତିକ

  • @RajeshswainRaja
    @RajeshswainRaja หลายเดือนก่อน +34

    ସୁଧାଷୁ ବାବୁ please ସେ ସଳା କେଦାର ମିଶର ଟାଉଟର ଟିକିଏ କୁହନ୍ତୁ ସେ ସଳା ଚୋର ର

  • @jayguru8915
    @jayguru8915 หลายเดือนก่อน +1

    Many many thanks Sudhansu babu. We r always with you.Go ahead.

  • @1984sib
    @1984sib หลายเดือนก่อน +3

    ଶ୍ରଦ୍ଧା ଗଲା ପରେ ନବୀନ ବାବୁ ଭାରି ଫିଟ୍ ଲାଗୁଛନ୍ତି।

  • @user-xk9um8zp1w
    @user-xk9um8zp1w หลายเดือนก่อน +4

    Thank you sudhansu Babu. Request to cm M C Majhi CM to enquire strongly on be- help up odisha public.

  • @surendranarayanpanda8021
    @surendranarayanpanda8021 หลายเดือนก่อน +10

    ଆଗକୁ ବହୁତ ସାଂଘାତିକ ହେବ.

  • @odiapalasamiti1678
    @odiapalasamiti1678 หลายเดือนก่อน +1

    ଏହାର ସତ୍ୟତା ନିର୍ଦ୍ଧାରଣ କଲେ ଭଲ। ଏଇ ମାନଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ଏ ଅବସ୍ଥା। କାନ୍ଦୁଛି ଆଜି ଓଡିଶା

  • @minatisethi4399
    @minatisethi4399 หลายเดือนก่อน +9

    ଏମିତି ଦମକାର ଖବର ଦେଇ ଚାଲ

  • @Tukunu7248
    @Tukunu7248 หลายเดือนก่อน +8

    Bhai Dhanyabad ! ❤Pandian& sradha what they have done , everybody know.

  • @monajsabat8383
    @monajsabat8383 หลายเดือนก่อน +11

    Varey nice turt fact good

  • @prakashchandrapattanayak4344
    @prakashchandrapattanayak4344 หลายเดือนก่อน +1

    ବହୁତ ସୁନ୍ଦର ତଥ୍ଯ, ଧନ୍ୟବାଦ।

  • @bijayasethy3972
    @bijayasethy3972 หลายเดือนก่อน +1

    ଧନ୍ୟବାଦ୍ ସୁଧାଂଶୁ ଭାଇ

  • @dibakarpanigrahy9369
    @dibakarpanigrahy9369 หลายเดือนก่อน +9

    Congratulations.... keep exposing both pandian and Naveen..... Both of them are not made for public life
    ...😊

  • @AkshayKumar-ze8ok
    @AkshayKumar-ze8ok หลายเดือนก่อน +6

    ରାଜ୍ୟର ଅର୍ଥକୁ ଯିଏ ବର୍ବାଦ କରିଛନ୍ତି , BJP ସରକାର ସେମାନଙ୍କୁ ଜେଲ ରେ ପୁରେଇବା ଉଚିତ୍ ।

  • @debabratamishra9633
    @debabratamishra9633 หลายเดือนก่อน

    ଭଗବାନ ଆପଣଙ୍କୁ ସୁରକ୍ଷିତ ରଖିଥାନ୍ତୁ।

  • @user-nl8uu9bi4d
    @user-nl8uu9bi4d หลายเดือนก่อน +1

    Thanks sudhanshu bhai ❤❤❤

  • @sudhansusekharpattanayak8984
    @sudhansusekharpattanayak8984 หลายเดือนก่อน +5

    Bravo....Bravo...... editor Babu(sudhansu Babu)
    .

  • @anandasankarbehera866
    @anandasankarbehera866 หลายเดือนก่อน +3

    Shudhanshu bhai u r great ❤❤❤❤❤

  • @user-pt9ld7bw4m
    @user-pt9ld7bw4m หลายเดือนก่อน +1

    Bhai ଆପଣଁକୁ bht.bht.Dhanyabad.E sabu tathya sangrah kari loka lochanku anithibaru.

  • @sarojkumarnayak9448
    @sarojkumarnayak9448 หลายเดือนก่อน

    ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ରହିଲେ ଶାସକ ଦଳର ନେତା ମନ୍ତ୍ରୀ ବିଧାୟକ ତଥା କିଛି ନ୍ୟସ୍ତସ୍ୱାର୍ଥ ବଡବଡିଆ ପ୍ରଶାସକ ମାନେ ଏପରି ଘୃଣ୍ୟ ହିନ କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ରାଜ୍ୟ ତହବିଲରୁ ଅର୍ଥ ଖର୍ଚ୍ଚ କରି ନିଜର ଧନ ବୃଦ୍ଧି କରିବା ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ନିଜର କାମନା ବାସନାରେ ଅନ୍ଧ ହୋଇ ଯାଆନ୍ତି ।

  • @Business-inodia
    @Business-inodia หลายเดือนก่อน +11

    All vigilance department be ready.do not send Pandyan outside the Bhubaneswar.

    • @hometventertain
      @hometventertain หลายเดือนก่อน

      He has already gone to Delhi by flight. Don't u know that ?

  • @energyindia5530
    @energyindia5530 หลายเดือนก่อน +4

    Fantastic Reporting 🎉

  • @sauranshupatnaik5527
    @sauranshupatnaik5527 หลายเดือนก่อน +1

    ଧନ୍ୟବାଦ ଖବର ପାଇଁ

  • @DhirendraNayak-gb2sh
    @DhirendraNayak-gb2sh หลายเดือนก่อน

    ବହୁତ ଧନ୍ୟବାଦ

  • @user-fm2ru2py2m
    @user-fm2ru2py2m หลายเดือนก่อน +4

    ଧନ୍ୟବାଦ ଏକଥା କହିଲେ 😮

  • @kamarajjena5461
    @kamarajjena5461 หลายเดือนก่อน +10

    Oil change, servicing କରିବାକୁ

    • @uttampanda5736
      @uttampanda5736 หลายเดือนก่อน

      😂

    • @Jajabara46
      @Jajabara46 หลายเดือนก่อน +1

      Le maghia 😝😝😝😝😝😝

  • @kishorekumarrout5032
    @kishorekumarrout5032 หลายเดือนก่อน

    ସୁଧାଂଶୁ ଭାଈ ନମସ୍କାର ...
    ବୋହୁତ ବୋହୁତ ଧନ୍ୟବାଦ୍ ଭାଈ ଆପଣଙ୍କୁ ...
    ଏମିତି ସେ ପାଣ୍ଡୁ ଆଉ ପାଣ୍ଡୁର ସବୁ ଗ|ଣ୍ଡୁ ଗୁଡ଼ାଙ୍କ ନିଦ ହଜେଇ ଦିଅ .....ସେ ନବୀନ ଆଉ ପାଣ୍ଡୁ ଯେମିତି ଠିଆ ଠିଆ ହଗିବେ...
    ଜୟ ଶ୍ରୀରାମ ❤❤❤❤❤ଜୟ ହନୁମାନ ଭାଈ

  • @kishorechandrasahoo3006
    @kishorechandrasahoo3006 หลายเดือนก่อน

    ଉଦ୍ୟମ ପାଇଁ ଅଶେଷ ଧନ୍ୟବାଦ
    Go ahead

  • @successfullife6722
    @successfullife6722 หลายเดือนก่อน +3

    ଜୟ ଶ୍ରୀରାମ l

  • @amiyakumarparida4272
    @amiyakumarparida4272 หลายเดือนก่อน +3

    Sudhanshu bhai you are great sabu katha ku loka lochan ku anithibaru

  • @SushantaKumarMalik-fd5bz
    @SushantaKumarMalik-fd5bz หลายเดือนก่อน

    ସାରେ ମୁଁ ଭୋଗବାନକୁ ଡ଼ାକୁଛି ସବୁବେରେ ସତ କତା କୁହ 🙏👍👌

  • @rkg1962
    @rkg1962 หลายเดือนก่อน

    ସବୁ ପ୍ରଶ୍ନ ର ଉତ୍ତର ବିଜେଡି ଦଳ ର ମୁଖପାତ୍ର ମାନଙ୍କୁ ପଚାରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।