ความคิดเห็น •

  • @SwapanamyeeSarangi
    @SwapanamyeeSarangi 2 หลายเดือนก่อน +2

    Ati sundar

  • @sitaramsahu3572
    @sitaramsahu3572 หลายเดือนก่อน

    Jay shree Ram 🙏🏻

  • @NepalchandraSahu-p3q
    @NepalchandraSahu-p3q 5 หลายเดือนก่อน +4

    ବର୍ଷା ରାଣୀ ଠାରୁ ରାମାୟଣ ର ସ୍ୱର ଶିଖନ୍ତୁ। ବେଶି ଷ୍ଟାଇଲ କରି ଆଧ୍ୟାତ୍ମିକତା କୁ କଲୁସିତ ଓ ବିକୃତ କରନ୍ତୁ ନାହିଁ।

    • @Rudransh4949
      @Rudransh4949 3 หลายเดือนก่อน

      No No ଭାଇ
      ତୁମର ବର୍ଷା ରାଣୀ ଭଲ ନି କରିବାର
      ଖାଲି ଦଣ୍ଡୁଆ ସ୍ୱର

    • @Rudransh4949
      @Rudransh4949 3 หลายเดือนก่อน +2

      ପୁରାଣ ସ୍ୱର ରେ ପାରାୟଣ କଲେ 200 ଲୋକ ହେବେ
      ସମ୍ବଲପୁରୀ ସ୍ଵରେ ହେଲେ 2000 ଲୋକ ହେବେ

    • @msdsports3382
      @msdsports3382 27 วันที่ผ่านมา

      ​@@Rudransh4949ଠିକ୍ କଥା

    • @msdsports3382
      @msdsports3382 27 วันที่ผ่านมา

      ଏଠି କେଉଁ ସ୍ୱରରେ ଭୁଲ୍ ଅଛି କୁହନ୍ତୁ

  • @NepalchandraSahu-p3q
    @NepalchandraSahu-p3q 5 หลายเดือนก่อน

    Byaasagaadi ଅଳଙ୍କୃତ କଲେ ଗାୟକ ଗାୟିକା ମାନେ ପ୍ରସାଧନ ସାମଗ୍ରୀ ରେ ନିଜକୁ ସଜାଇ ଗର୍ବ ଅହଙ୍କାର ରେ ନିଜକୁ ଈଶ୍ବରଙ୍କ ଠୁ ବଡ଼ ମନେ କରୁଛନ୍ତି ବାରି ହୋଇ ପଡ଼ୁଛି।

    • @msdsports3382
      @msdsports3382 27 วันที่ผ่านมา

      ବୋଧେ ଆପଣଙ୍କ ଦୃଷ୍ଟିରେ ଦୋଷ ଅଛି
      ନହେଲେ ଏମିତି ମନ୍ତବ୍ୟ ଆସୁଛି କିପରି?
      ପ୍ରଥମେ ଶୁଣନ୍ତୁ ତାପରେ ମତାମତ ରଖିବେ

  • @sitaramsahu3572
    @sitaramsahu3572 22 วันที่ผ่านมา

    Jay shree Ram 🙏🏻