ଧାନ ଫସଲର ପିଲ ଅବସ୍ଥାରୁ କେଣ୍ଡା ଯାଏଁ କିଏ ଦେଇଥାଏ ସମ୍ପୁର୍ଣ ସୁରକ୍ଷା BARROZ ନା VIRTAKO
ฝัง
- เผยแพร่เมื่อ 20 ต.ค. 2024
- Arabinda Sahoo
KRUSHI SAMPADA
ଧାନ ଫସଲରେ ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ BARROZ ନ VIRTAKO ବ୍ୟବହାର କରିବେ
BARROZ ଏକର ପ୍ରତି 3-4kg ଦରକାର ହୋଇଥାଏ
VIRTAKO ଏକର ପ୍ରତି 2.5-3Kg ଦରକାର ହୋଇଥାଏ
THANK YOU
ARABINDA SAHOO
MOB: 7008498896
sahooarabinda72@gmailcom
#krushisampada #virtako #barroz #pesticide #odia
Vitrako 1acre kete dia jiba
Sukadeb gaigaria 2nambar dosekana kana diahaba
Very good
Sir second dose re virtako dele heba ki nai sir
ପିଲ ସାର ସହିତ ବର୍ଟକୋ ଏକର ପ୍ରତି 2.5kg ମିଶାଇ ପ୍ରୟୋଗ କରନ୍ତୁ
Sir 2ta ku misai ki Kari rakhiparibini na kn
ଯେକୌଣସି ଗୋଟିଏ ପ୍ରାୟୋଗ କରନ୍ତୁ।
@@krushisampada ok
Sir gotie dhana gachha re adhika pil kemiti kale heba please solution diauntu
th-cam.com/video/of8SraP8egQ/w-d-xo.html
Good video
ସାର୍ ଆମର ଗୋଟିଏ ବିଲ ଅଛି । ସେ ବିଲରେ ଦଳ ହୋଇଯାଉଛି ଯେ ହେତୁ ପାର୍ଶ୍ବରେ ଏକ ଗାଡିଆ ଅଛି ସେ ଗାଡିଆ ରେ ଦଳ ଅଛି ସେ ଦଳ ବିଲରେ ପଶୁଛି । ଏଭଳି କିଛି ବିଶ ଅଛି କି ବିଲରେ ପକାଇ ଲେ ଧାନ ଗଛ ରହିବ ଦଳ ଗୁଡିକ ନଷ୍ଟ ହୋଇଯିବ ।
ଧାନ ରେ 2,4D Ethyl Ester 38%EC କୁ drum ପ୍ରତି 35ml ହିସାବରେ ସ୍ପ୍ରେ କରନ୍ତୁ।
Manga ken aaje phutu chhe
ସାର୍ Borroz କୁ ୟିରୁଆ , D A P ,ପଟାସ , ନାଶା କୁ ଏକ ସଙ୍ଗରେ ମିଶ୍ରଣ କରି ବିଲରେ ଦେଲେ ଖରାପ କରିବକି !!
ହଁ ମିଶାଇ ପ୍ରୟୋଗ କରନ୍ତୁ
Sir dhana chasare Barroz prayoga kala pare kandabindha aao jaua puka lagibeni ta ...
Sir mu Balasore ro kahuchhi jaua puka niyatran heba kipari kuhantu... please
Sara katuchi kou medicine padiba
Sir dhan phaslre jadi 45 dina kama kare abasist din re dhanaku pokku kemiti raksha kriba
Dhan chas Kanda bindha nai lagbar lagi Kay sar Osh debar k padba
Dhana re agadi hehuchhi kan kariba
ଧାନ ର ଥୋଡ଼ ଅବସ୍ଥାରେ NPK 0:52:34 lit ପ୍ରତି 5gm ଓ କ୍ଷୀର ଢ଼ୋକିବା ଅବସ୍ଥାରେ NPK 0:0:50 କୁ lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ସରନା କେ କେତେ ଦିନେ ଥୋଡ ସାର ଦେମୀ
Swarn ଧାନରେ ଧାନ ରୋଇବାର 45-50ଦିନରେ ଥୋଡ଼ ସାର ପ୍ରାୟୋଗ କରନ୍ତୁ।
Sir ye 2ta Medicin jia ଜିଆ ku mari debeni ta
ଏହି medicine ଜିଆ ପାଇଁ ବିପଦ
Sir vitaco ko samayare debar darkar
Virtako କୁ ଧାନ ରୋଇବାର 25-30 ଦିନରେ ପ୍ରାୟୋଗ କରନ୍ତୁ।
@@krushisampadaThanks sir 🙏
Neck blast ରୋଗ ପାଇଁ କେଉଁ ଔଷଧ ପ୍ରୟୋଗ କରିବାକୁ ପଡ଼ିବ ଧାନ ଫସଲ
Tricyclazole 75%wp lit ପ୍ରତି 1gm ବା NATIVO lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।
Dhana gachha dhola ହେଉଛି abong noin ପଡୁଛି କନ କରିବା? ଦୟାକରି ଜଣାଇବେ
Jia pain kau sarbanga bhedi anista hebani kuhantu dhana pain
Thank you, sir.
Sir ame Barroz ko zypmite plus & urea Saha misai use karipariba kii?
Sir Barroz ko ame urea Sara Saha misai use karipariba ki....pila Sara prayoga samayare ???
ପିଲ ଅବସ୍ଥା ରେ urea ସହିତ ମିଶାଇ ପ୍ରାୟୋଗ କରି ପାରିବେ
Sir danadar use kala soil upkari Kati marijibani
Sir whatsapp group gote karantu
ସାର ଏବେ ଗଟେ virtako ସାର ଭଳି ଗଟେ ସାର ବାହାରିଛି ତାହା ହେଲା AURTHOR ଭିଡ଼ିଓ ଟିଏ ଆଣ
Sir I am a new retailor for seeds fertilizer and pesticides I can make a program in my area how can I contact with you
Sir plese information Nichino india shori FLUBENDIAMIDE 0.7%GR
SHORI ଯାହାକି FLUBENDIAMIDE 0.7% ଯାହାକି ସର୍ବାଙ୍ଗଭେଦି ।ଏହାକୁ ଏକର ପ୍ରତି 5kg ହିସାବରେ ଧାନ ଫସଲରେ ପ୍ରାୟୋଗ କରାଯାଏ।ଧାନ ରୋଇବାର 15-25ଦିନରେ ଫସଲରେ 2-3ଇଞ୍ଚ ପାଣିରଖି ପ୍ରାୟୋଗ କରନ୍ତୁ।3ଦିନ ପାଣି ବାନ୍ଧି ରଖନ୍ତୁ।ମାଟିରେ ପ୍ରାୟୋଗ ର 1ଘଣ୍ଟାରେ ମାଟିରେ ମିଶିଥାଏ ଓ ଫସଲକୁ କାଣ୍ଡ ବିନ୍ଧା ପୋକରୁ ଲମ୍ବା ସମୟ ଧରି ସୁରକ୍ଷିତ ରଖିଥାଏ।
ସାର୍ ,ଖରାଟିଆ ଧାନ ଚାଷରେ ଫଟରା ପ୍ରୟୋଗ ଓ ବ୍ୟବହାର ବିଷୟରେ କିଛି କୁହନ୍ତୁ ?🙏🙏🙏
ସାର୍ ଏକୁ ଦେଲେ ଆମକୁ ଆଉ zink ଦବାକୁ ପଡିବକି
ଏହା ଏକ କୀଟନାଶକ ।ଏହା ସହିତ ସାର ଓ ଅଣୁ ସାର ପ୍ରାୟୋଗ କରି ପାରିବେ ।Zinc ଅଣୁ ସାର କୁ ମୂଳ ସାର ହିସାବରେ ପ୍ରାୟୋଗ କରନ୍ତୁ । ଏକର ପ୍ରତି Zinc sulphate 8kg ଓ Borax 4kg ପ୍ରାୟୋଗ କରନ୍ତୁ।
।