he mahima alekha tuma mahima prakrutare sata haithiba tahele sigrah mara sabu echha purnakaridia.tebe jai mu tumaku biswas karibi joranda gadi sunya bramha alekha mahima prakrutare sata bali.
Isi anmol bani .ko biswo byapak .hojao .he satya sunya sena ..he aadi brahma maha kala chakra ...mahatma santha kavi Bhima bhoi ji ki sa I .Mahat .dibya bakya bani .stuti kobiswobyapak .khubjal. Prasar karo ...amogh bani .pranam .satya guru
santa kabi bhima bhoinka stutichintamani bhajan sata tahele mara jibanara sabu dukh a kasta samapta kari mara mana anusare sansar sukha deidia.arthakama kala deidia.mara sabu puruna mudra bahuta tankare bikri hoijiba tabadalare bahut tanka miliba mate.mu kotipati hoijibi.Rina majhi ku mara mana anusare sata charitraban anusare jibansathi panie sigrha mar sahita milana karidia he prabhu mahima alekha.tume prakrutare sata haithiba tahele mara echha sigrah purnakara.
he joranda gadi sunya bramha alekh mahima tume prakrutare sata haithiba tahele sigrah Rina majhi ku mara mana anusare sata charitraban anusare jibansathi paei mara sahita milana karidia.tebe jai mu tumaku biswas karibi joranda gadi sunya bramha alekh mahima sata bali.
ମହିମା ଅଲେଖ.ଅତିଉତମ, ନବରଙ୍ଗପୁର ଜିଲ୍ଲା, ଉମରକୋଟ ତୁମ୍ଭ ରଭଗତ🙏🙏🙏👍👍👍👌👌👌
Thanks vakta alekh
ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଦ୍ମା ଭବତୁମେ
ଶ୍ରୀଚରଣ ଭାଇଙ୍କୁ ଅଶେଷ ଧନ୍ୟବାଦ୍
Alekha mahima saranam..............
tularamଅଲେମହିମା
Guru barmha Mahima alekh biswa Santi hau
ଆଜି ଶଙ୍କରାଚାର୍ଯ୍ୟ ଭକ୍ତ ଜଗନ୍ନାଥ ଦାସ ଓ ସନ୍ଥ ଭୀମଭୋଇ ଆଦି ମହାପୁରୁଷ ମାନେ ଖୁବ କମ ବର୍ଷ ଜୀବ ଦଶା ରେ ଆଜି ଆମର କୃତି ପାଇଁ ଅମର ଓ ନମସ୍ୟ
ମହାପ୍ରଭୁ ମହିମା ଅଲେଖ ।
ଗୁରୁ ମହିମା ଅଲେଖ ।
ଗୁରୁବ୍ରହ୍ମା ମହିମା ଅଲେଖ ॥ 🙏🏻🙏🏻🙏🏻
ଖୁବ୍ ସୁନ୍ଦର ସ୍ତୁତିଚିନ୍ତାମଣି ଜଣାଣ 👌👌👌
AZ, see
Vjdgyd😊😊
srigurumahima,alekha,sarana,veri,nice,bhajana
ବହୁତ ଭଲ ହୋଇଛି l
Bahut badhia lagila Bajan 👏
ଆଧ୍ୟାତ୍ମିକ ର ଶୀର୍ଷ ରେ ପହଞ୍ଚିବାକୁ ହେଲେ ଏହି ଏକ ସର୍ବୋତ୍ତମ ମାଧ୍ୟମ ସ୍ତୁତିଚିନ୍ତାମଣି।
ପରମାତ୍ମା ପ୍ରାପ୍ତି ର ଶ୍ରେଷ୍ଠ ସ୍ରୋତ
ମହିମା ଅଲେଖ
ମହିମା ଧର୍ମ ବହୁତ ଭଲ ଯେକୌଣସି ମଣିଷ ଗ୍ରହଣ କରି ପାରିବେ। ପାଳନ କରିବା ଅତି ସହଜ ଓ ସରଳ
Tumbha bhabana ku aau tumbha samasta kalakaranku koti juhara.....
Alekh. Abhy thakur mhima saranm
ବିଜୟ କୁମାର ନାୟକ ଓକିଲ ସିକି୍ଡା ନୂଆଗାଁ ନୟାଗଡ଼ ଓଡ଼ିଶା, ପରେମଶ୍ବର ଶରଣ, ଭାଇ ଧନ୍ଯବାଦ।
Mind blouing this song mahima alekh alekh mahima😊😊😊
🌅 Jay Olek mohima 🚩 Sotyo sonaton moha Sunyo Guru Sorono 🗽
Stuti chintamani sricharan mohanty ra all part chhadantu pliz
Alekha mahima saranam 🙏🙏🙏
ଶ୍ରୀ ସନ୍ଥକବି ଙ୍କର କିଛି ଭବିଷ୍ୟ ବାଣୀ upload କରନ୍ତୁ 🙏🙏
ଗୁରୁ ମହିମା ଅଲେଖ ପ୍ରଭୁ ଶରଣ
GURU BRAHMA MAHIMA ALEKHA SARANAM
Amo odia ra garba......prakruta re ehaku kuha jae bhajan.......maa mahima Alekh niranjan.........
ବହୁତ ଧନ୍ୟବାଦ ଭାଇ ଆପଣ young age ହେଇକି ବି ଆଜିକା ଦୁନିଆ ରେ ଆପଣ ଆମ କୁ ଧନ୍ୟ କରିଥିବା ସାଧୁ ମାନଙ୍କର ରଚନା କୁ ପସନ୍ଦ ଆଉ ସମ୍ମାନ କରୁଛନ୍ତି🙏
ଆହୁରି ଯଦି ଏମିତିକା ଭଜନ ଜାଣିବାକୁ ଚାହୁଁଛନ୍ତି ପଞ୍ଚସଖା ମାନଙ୍କ ର , ଅରକ୍ଷିତ ଦାସ , ଆଉ ଶ୍ରୀ ଠାକୁର ଅଭିରାମ ପରମ ହଂସ ଙ୍କ ର ରଚନା କୁ ପଢନ୍ତୁ
ଅଚ୍ୟୁତାନନ୍ଦ ଙ୍କ ବିଭିନ୍ନ ଦେବା ଦେବୀ ଙ୍କ ପଞ୍ଜର ପଢନ୍ତୁ life ବହୁତ simple ହେଇଯିବ । ଏବଂ ଜୀବନ ର ସମସ୍ତ ପ୍ରଶ୍ନ ର ଉତ୍ତର ମିଳି ଯିବ ।
ଅଭୟ କବଚ ଓ ବ୍ରହ୍ମ କବଚ ଦରକାର
Mahima Alekh.Odishara nijaswa dharma.
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ 🙏🙇🙇🙇🙇🙇🙇
ସନ୍ତକବି ଭିମ ଭୋଇ ଙ୍କ ଯେତେ ଲେଖା ଅଛି ସବୁକୁ ଲୋକଙ୍କ ଆଗରେ ପ୍ରଚାରପ୍ରଶାର କରା ଯାଉ
Jaya Sri alekha mahimaa
Nice bhajn song
Guru Brahma maha mahima alekhha saran🕉️🙏
guruswami pranam charan vai bahut badhia bahut bahut dhanyabad
ମହିମା ଅଲେଖ ବ୍ରହ୍ମ ଶରଣ
ଶ୍ରୀ ଗୁରୁ ମହିମା ଅଲେଖ ପରଂ ବ୍ରହ୍ମ ଶରଣ l
Guru mahima Alek saranam SUNY purusa mahima gosai
he mahima alekha tuma mahima prakrutare sata haithiba tahele sigrah mara sabu echha purnakaridia.tebe jai mu tumaku biswas karibi joranda gadi sunya bramha alekha mahima prakrutare sata bali.
Jae guru himi. ,,,,,....... Vai sricaran vaesere capi gaibaku sujaga diatu
Shaty Alekha mahima Brahma shranm biutifhul yours vajan
Alekha mahima saranam......
Mo bada Prabhu Mahima alekha Saranam Mo jibana and world bada Prabhu Mahima alekha Saranam
900000999
Guru Brahma mahima anadi Alekha🙏🙏🙏💐🌹🌼🏵️🌻
👃🏽
Mahima alekha 🙏🙏🙏
Isi anmol bani .ko biswo byapak .hojao .he satya sunya sena ..he aadi brahma maha kala chakra ...mahatma santha kavi Bhima bhoi ji ki sa I .Mahat .dibya bakya bani .stuti kobiswobyapak .khubjal. Prasar karo ...amogh bani .pranam .satya guru
Alekha mahima Nityam Saranam 🌹🌹🙏🙏
Jai Aleekha mahima
ମହିମା ଅଲେଖ ❤️❤️❤️
ବହୁତ ଭଲ ହୋଇଛି । ଧନ୍ୟବାଦ ।
Guru mohima alekha 🙏🙏🙏🙏🙏🙏
ଅଲେଖ ମହିମା ଶରଣମ,ମହିମା ଧର୍ମ ର ପ୍ରଚାର ବହୁଳ ଭାବରେ ପ୍ରଚାର ଓ ପ୍ରସାରଣ କରାଯାଉ,ଏହା ସତ୍ୟ ସନାତନ ଅଟେ.
Gurumahimaalekha
Mahima alekha saranam swami, alekha mahima saranam prabhu
Guru mahima alekh 🙏🙏🙏🙏
अलेक महिमा शरणं भीम बोई
Alekha guru mahima saranam🙏🙏❤❤
Saptabinsha bola upload karantu.....
ପୁରୀ କରମାଳା ଭଗବାନ ଶ୍ରୀକୃଷ୍ଣ
Koti koti pranam mahima alekha
🙏🙏🙏🙏🙏🙏
Alekha sadguru rupancha satya dharma prakasitam sarba dharma pare sesta bhakti mukti na san saya param bhramha mahima Alekha...
he joranda gadi sunya bramha alekh mahima tuma mahima prakrutare sata haithiba tahele sigrah mara mana anusare sansar sukha deidia.
So nice song
Bada prabhu mahima alekha sarana
MAHIMA ALEKH .....
ମହାବ୍ରହ୍ମ ମହିମା ଅଲେଖ । ବିଶ୍ଵ ର ମଙ୍ଗଳ ହେଉ
Alekha mahima🙏🙏🙏🥀🥀🥀🌹
santa kabi bhima bhoinka stutichintamani bhajan sata tahele mara jibanara sabu dukh a kasta samapta kari mara mana anusare sansar sukha deidia.arthakama kala deidia.mara sabu puruna mudra bahuta tankare bikri hoijiba tabadalare bahut tanka miliba mate.mu kotipati hoijibi.Rina majhi ku mara mana anusare sata charitraban anusare jibansathi panie sigrha mar sahita milana karidia he prabhu mahima alekha.tume prakrutare sata haithiba tahele mara echha sigrah purnakara.
Sharanam
জয় জয় কাৰা বহুতো ভাল
Jay sri guru sunyabramhaa biswwa Kalyan heu
Jay bhim, jai bharat, jai stuti chintamani,
ଅଲେଖ ମହିମା
Nice one
ଜୟ ଗୁରୁ . ସ୍ତୁତି ଚିନ୍ତାମଣୀ କେବଳ ଗୋଟିଏ ସଂପ୍ରଦାୟ ପାଇଂ ନୁହଁ . ସମସ୍ତ ଭଗବାନ କଂ ଭକ୍ତ ମାନ କଂର ମନ ର କୋହ , ପରମପିତାକଂ ନିକଟରେ , ଅଭିମାନରେ ସ୍ତୁତି ଯଣାଉଅଛି . ମୁଁ ମୋର ପରମପ୍ରୀୟ ଶ୍ରୀଠାକୁରକଂ ପାଦ ପଦ୍ମ ରେ ଏହି ଭଜନ ଶଣିଲେ ମନରେ ଆନେକ ଶାନ୍ତି ଆସୁଛି . ଓଡିଶାରେ ପ୍ରଣମ୍ୟ ଯେତେ ଭକ୍ତ କବି ଅଛନ୍ତି , ସମସ୍ତ କଂର ଭାବ ସଂଗୀତ ଅତୁବ ଅତୁଳନୀୟ , ଭାବଗର୍ଭକ , ସମସ୍ତ ଆତ୍ମନ ମାନକୁଂ ପାପ ପଂକଂରୁ ଉଠେଇ ବୈକୁଣ୍ଠ ରେ ପହଁନ୍ଚାଇବାର ଖ୍ୟମତା ରଖିଛି . ସମସ୍ତ ସାଧୁ ସନ୍ଥ ମାନକଂର ପାଦ ପଂକଜ ରେ ଏହି ଅଧମ ରତ୍ନାକର ଅଶେଷ ପ୍ରଣାମ ଗ୍ୟାଂପନ କରୁଅଛି . ସୁନ୍ଦର କଣ୍ଠ , ସୁଲଳିତ ବାଦ୍ୟ , ଶ୍ରୀଚରଣ ଜୀ କୁଂ ଅନେକ ଧନ୍ୟବାଦ .
ପାଠ ପଢି ବ୍ୟବସାୟ କରି ବଡ଼ ଲୋକ ହୋଇ ଟଙ୍କା ରୋଜଗାର କରି ଦୁର୍ନୀତି କରି ମସ୍ତିରେ କିଛି ଲୋକ ଅଛନ୍ତି ସେମାନେ ଏହି ମହିମା ସାଧୁଙ୍କ ଜୀବନ ଚର୍ଯ୍ୟା ଦେଖି କଣ୍ ଭାବୁ ଥିବେ ଏବଂ କୋଉଟା ଭଲ ଜୀବନ
Alekha mohima sarana
Excellent
he prabhu
Jay Jagannatha. Sri charana nkara Brahma kabacha o abhaya kabacha up load karantu
Bada prabhu mahima alekha sarana
Mahima alekha Sharanam Prabhu
Nice song nice post
Alekha Mahima new bhajan upload karantu🙏🙏🙏🙏🙏
Gurubrahmamahema
Alekha mahima saranam
Maha mahima alekha saranam
Please part2 uplord karantu
Jai jagannath Swami 🙏🙏🙏🙏 🙏🙏🙏🙏🙏🙏🙏🙏🙏
କୋଟି କୋଟି ପ୍ରଣାମ ମହିମା ଅଲେଖ
🦣🦣🦣🦣👍
ବହୁତ ସୁନ୍ଦର ❤❤
Kindly share BRAMHA NIRUPANA GEETA
Alecha Mahima sarna
ସବୁ ଭଜନ କେବେ ଆସିବ
Meaning full love this song 😍 alekh mahima saranam
he joranda gadi sunya bramha alekh mahima tume prakrutare sata haithiba tahele sigrah Rina majhi ku mara mana anusare sata charitraban anusare jibansathi paei mara sahita milana karidia.tebe jai mu tumaku biswas karibi joranda gadi sunya bramha alekh mahima sata bali.
Alekhamahimasarana
Naice
Guru mahima alekha saranam
Very nice
Part 2kebe ashiba Angya
7th days bad
Mahima Alekh keshab ch das k. D2xnl3
Alekha mahima saranam 🙏🙏🙏🙏 Alekha mahima saranam swami , saranam swami pade saranam alekha mahima pradhu
Mind-blowing song
Mahemha, alakha
Alekha mahima Bhakta like kare Guru Brahma mahima Alekha saran
ଜୟ ଅବ୍ୟକତ ରୂପରେ ବିଖ୍ୟାତ ଶୂନ୍ୟେ ଯା ଉଡୁଚି ବାନା
କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ ଦୁଃଖ ଖଣ୍ଡନା ।୧।
ଜଗତ ଆବୋରି ପୁରିଅଛ ହରି ନାମ ବ୍ରହ୍ମମୟ ତେଜ
ଅଜ୍ଞାନକୁ ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ୱାସ ବୋଝ ।୨।
ଅଭୟ ପୟର ପ୍ରଭୁ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ
ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।୩।
ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତ ମାରି
ଉଦ୍ଧର ବା ନ ଉଦ୍ଧର ମହାପ୍ରଭୁ ସନ୍ତାପେ ଗଲିଣି ସରି ।୪।
ମେଲିଛ ପସରା ନିର୍ବେଦରେ ପରା ଅରୂପେ କରିବ ପାରି
ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତ ହିତକାରୀ ।୫।
ଅବନା ମଣ୍ଡଳୁ ଜ୍ଞାନ ଆଖଣ୍ଡଳୁ ଆଣି ଉଡାଇଛ ବାନା
ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପନା ।୬।
ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ
ନଟକୂଟ କରି ମାରୁଅଛ ହରି ବିହୁଅଛ କେତେ ଦଣ୍ଡ ।୭।
ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ
ଭଗତ ରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୁ ପଣ ।୮।
ମୁଁ ଯେ ଶ୍ରୀଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର
ଅଛି ଯେବେ ଦୋଷ ମନେ ବହି ରୋଷ ଖଡଗେ ଛେଦ ମୋ ଶିର ।୯।
ଏତେ କାଳ ମୋତେ ବିଅଣଆୟତ୍ତେ ଆସି ପଡିଲା ବିପତ୍ତି
ହୃଦର ବେଦନା କର ତୁ ଖଣ୍ଡନା ଅଲେଖ ଅବର୍ଣ୍ଣ ଜ୍ୟୋତି ।୧୦।
କିବା ରାଜପୁତ୍ର କିବା ସାଧୁସନ୍ଥ ସର୍ବେ ହେଲେଣି ଦୁର୍ଜନା
ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା କିସ ଦେଖୁଛ ଭାବନା ।୧୧।
ଦେବାଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ
ମୁକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟି ଅଛି ତୋତେ ।୧୨।
ତୁ ଯେବେ ଅଲେଖ କରିବୁ ନିରେଖ ବିପତ୍ତିରେ ଅପଯଶ
ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ କାହିଁ ନୋହିବ ମୋ ବାସ ।୧୩।
ହୋଇ ଏତେ ସରି ଜିଇଁଛି ନ ମରି ବୋଝର ଉପରେ ଭାର
ଏଥିରୁ ଅଧିକ ଭୋଗରୁ ଅଲେଖ କି କରିବୁ ଆଉ କର ।୧୪।
ବଖାଣନ୍ତେ ଦୁଃଖ ଅଧିକରେ ଶୋକ ହୃଦରୁ ଉଠୁଛି କୋହ
ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି କ୍ଷଣେ ସୁସ୍ଥ ନାହିଁ ଦେହ ।୧୫।
ମନେ ମନେ ଗୁଣି ଦିବସ ରଜନୀ ସନ୍ତାପରେ ହୋଇ ଘାରି
ଆହାରେ ଦାରୁଣ ଦଇବ ବିଧାତା ମୋତେ କଲୁ ଏତେ ସରି ।୧୬।
ମାୟା ମୋହେ ନିତ୍ୟେ ପକାଉଛୁ ମୋତେ କି ରୂପେ ହୋଇବି ପାରି
ଦିବା ନିଶି ମୋତେ ରୋଦନ ମାଡୁଛି ବେନି ନେତ୍ରୁଁ ବହେ ବାରି ।୧୭।
ମୁଁ ହୀନ ପାମର କୀଟ ଜୀବ ଛାର ତୋ ପୟରେ ଅନୁସରି
କରପଚ୍ର ଯୋଡି ବିନତି କରୁଛି ସୁକୃପା କର ଶ୍ରୀହରି ।୧୮।
ଜଗତ ଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡ କରତା
ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖସୁଖ ସର୍ବ ଚିନ୍ତା ।୧୯।
ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି
ଝିଙ୍ଗାସ ବଚନ କହେ ଭୀମ ହୀନ ଅଜ୍ଞାନ ପାମର ମତି ।୨୦।
))
Alekha Mahima saran 🙏🙇
Nnnnnnnnnnnnnnnnnnnnnn yah
Alekh mahima sansaar 🙏🙏
Nice
Alekha mahima sarana
Adhyatmik odia bhajan chadantu please