Bjp ki kongres jitele bi Dadana kotibaku tamilnadu,adrapradesh,Kerala jubaku podiba ok Bjp jitile bi samastanku job deiparibe nai bhai.bujiparila ki nai 😅😅 bokua mane
tamar thinking pura stupid ache tamil sarkar? Amar Shrimati draupadi murmu madam president achi ken kahila ki odia sarkar?? Jen b bhal kaam karibe se sarkar chalaibe ithi re odia or tamil kana?
@@Social_-ReformerBJP asu , kana karba j janba , BJP asle ta karba , ni asle kenta kari karba , Jen state re BJP ache he jaga k thare jei kari pachra kenta hauchhe j , lok mane easily CM k bheti paruchhan , aru ina odisha thi cm ra pakke b ni jei dian,
Hn thik Katha save ବୁଝି ପାବାର କଥା.... ହେନ୍ଠେଇ ଲୋକ କର life re 25year hei ଗଲାନ kichi change b ne hebar ame save tike ଭାବlର katha ....au E harmi sarkar K change karbar katha?
Jen sarkaar asle v sc St obc hauchhan . General maane bhaad jaun nije semanku farak nai pade. Khali sc St aau obc vote ra value achhe general vote ra value hi nai na. General chhua mane kain dosh kale ??
Mor samiya ra dada kae j phaltu jinish dekhochhan..jen pila mane ki nije confuse achhan..Koshal raej bale e aame kana janbe..khali paisa lagi dhae aasichhan....
ଏ ପିଲା ମାନ ଙ୍କ ଠୁ ଓଡିଶା ର ବଡ଼ ବଡ଼ ଲୋକ ବୁଦ୍ଧି ଜିବି ମାନେ କିଛି ଶିଖନ୍ତୁ ନିରାଟ ସତକଥା କହିଲେ। ଟିଟିଲାଗଡ ପିଲା ମାନଂକୁ salute
ଧନ୍ୟବାଦ ଭାଇ ମାନେ ତମେମାନେ ସବୁ ବୁଝି ପାରୁଛ।
ଜୟ ଜୟ ଶ୍ରୀରାମ ⛳⛳
ଯେତେ ବି+3 ଓ PG ପଢୁଥିବା ଭାଈ ଭଉଣୀ ମାନଙ୍କୁ ମୋର ଛୋଟ ଅନୁରୋଧ କି ସେମାନେ କିଛି ଟଙ୍କା ଲୋଭରେ ନିଜକୁ ଅନ୍ୟ ଆଗରେ ବିକ୍ରି କରି ଦିଅନ୍ତୁ ନାହିଁ... ଆପଣମାନେ ଯଦି ଠିକ୍ ସରକାର ନ ବାଛିବେ ଓ ସେଇ କିଛି ଟଙ୍କା ପଛେ ଦୌଡ଼ିବେ ତାହା ହେଲେ+3,PG ସରିଲା ପରେ Job ର ଆଶା ଭରସା କୁ ଛାଡ଼ି ଦେଇ ତାମିଲନାଡୁ ଦାଦନ ଖଟି ଯିବାକୁ ପ୍ରସ୍ତୁତ ରୁହନ୍ତୁ ....Jay shree Ram 🚩🙏.👍👇
Eta satha katha ae BJD sarkar jiti gale ୫ବରସ jek au kichi gute ଭେକେନ୍ସି b nai bahre
Right kahela dada
Bhai Jou sarakara jitile bi Dana kotibaku baharaku jibaku podiba ok bujiparile
Bjp ki kongres jitele bi Dadana kotibaku tamilnadu,adrapradesh,Kerala jubaku podiba ok
Bjp jitile bi samastanku job deiparibe nai bhai.bujiparila ki nai 😅😅 bokua mane
@@Rohitsharmfanscloub45 ଆପଣ ମାନଙ୍କ ଏମିତି ବିଚାର ଧାରା ଦ୍ଵାରା ହିଁ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନା ରେ ବହୁତ ପଛୁଆ ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି 🤐..
ଭାଇ ମାନେ ବହୁତ ଖୁସି ଲାଗୁଚି ଜ ହଉ ତମେ ମାନେ ଠିକ୍ ତ ବୁଝି ପରିଲ।
Ta maa biya
E students manku mor koti koti salute sat k bujhbar lagi
ବହୁତ ଦିନ ପରେ ମାନେ 25ବର୍ଷ ପରେ ଗୋଟେ ଖୁସି ଖବର ଶୁଣିବାକୁ ମିଳିଲା
100 times thanks to all students for your decision/consider and comments
24 ବର୍ଷ ହେଲା ସରକାର କେନ୍ନ ସୁଇଥିଲା, ଇଛନ ଲୋକ କେ ଖୋବ ସୋର ଲାଗୁଛେ.....
ଭାଇ ମାନଂକୁ ଧନ୍ୟବାଦ..
ତାଙ୍କର ଭବିଷତ୍ୟ କଥା .ନିଜେ କହୁଛନ..
Mor samiya no 1chennal
Mor samiya number 0 channel
ଭାଇ ମାନେ ସଚେତନ ହେଲେ ନ ❤❤ ଖୁସ ଲାଗ୍ ଲା...
Bhai jete ସଚେତନ ହେଲେ କେ କର୍ବ ଲୋକ୍କର ବୁଝି parbar ଶକ୍ତି ନାଇଁନ ଭୋଟ ଦେଲାବେଳେ ସେ gute jinis k ରିପିଟ କରିନେଶସ
@@ArtaDeep-z4h Change Heba Sure
🙏🙏🙏ଧନ୍ୟବାଦ କଣ୍ଟାବାଞ୍ଜି /ଟିଟିଲାଗଡ଼
ଆମର ପଶ୍ଚିମ ଓଡ଼ିଶା କୋଶଲ ର ପିଲାମାନେ ଯାହା କହେସନ ବିନଦାସ୍ କହେସନ୍
Bala kehasan
ଏମିତି ସଚେତନ ହୁଅ ଭାଇମାନେ ଏଇ ତାମିଲ ସରକାରଙ୍କୁ ହଟାଅ ଆମ ରାଜ୍ୟ ପାଇଁ ମଂଗଳ ହେବ।
tamar thinking pura stupid ache
tamil sarkar?
Amar Shrimati draupadi murmu madam president achi ken kahila ki odia sarkar??
Jen b bhal kaam karibe se sarkar chalaibe
ithi re odia or tamil kana?
Tu Bala pila kichi Janinu chup rah@@gymboi69
ଭାଇ ମାନକେ ବହୁତ ବହୁତ ଧନ୍ଯବାଦ ।ଭଲ କଥା କହିଚ ।
❤❤❤❤❤❤❤
This is the Student Power Ek din jarur Hoga ye sapna sabka pura hoga Jago Grahak Jago Jay Maa Samlei 🙏
ଜୟ ଟିଟିଲାଗଡ଼⚔️ ଜୟ କୋଶଲ⚔️
जय कोशल
Only odisha jay Balangir
I am happy to everyone educated now, well understand politics, ethara change hebar katha sarkar.
25 ବରଷ ହେଇ ଗଲା ଆଉ Bjd କେ ଦରକାର ନାଇ ନ, ନୂଆ ସରକାର heeu ଜୟBJP, ଜୟ ଶ୍ରୀ ରାମ
Congress k ghaa anma amar college all std Congress ade ..
Congress k ans tar pare j development hebs
@@Social_-ReformerBJP asu , kana karba j janba , BJP asle ta karba , ni asle kenta kari karba , Jen state re BJP ache he jaga k thare jei kari pachra kenta hauchhe j , lok mane easily CM k bheti paruchhan , aru ina odisha thi cm ra pakke b ni jei dian,
BJD thu 💦
Jay Shree Ram 🚩🚩🚩, only BJP 👍👍👍
ଇ ଥର ସରକାର chang କର ଭାଇମାନେ ସବୁ ତୁମର ହାତେ ଅଛେ
Right hai
Thiik katha
Change badya karma sabe misi kari
Hn thik Katha save ବୁଝି ପାବାର କଥା.... ହେନ୍ଠେଇ ଲୋକ କର life re 25year hei ଗଲାନ kichi change b ne hebar ame save tike ଭାବlର katha ....au E harmi sarkar K change karbar katha?
Right kahela da..❤
ଓଡ଼ିଶା କେ ଗୁଲାମ କରି ରଖବା ସଚେତନ ହୁଅ
ମନ ଖୁସି ହେଇଗଲା ଏ ପିଲାଙ୍କ କଥା ଶୁଣି😂😂 ବୋବାଲ ଟୋକା
ସବୁ ନିଅ କିନ୍ତୁ BJD କୁ ଭୋଟ ଦିଅନ୍ତୁ ନାହିଁ 👎👎👎👎
Central ରେ ଆଉ ରାଜ୍ୟ ରେ ବି ସରକାର ପରିବର୍ତ୍ତନ ହେବାର୍ ଜରୁରି /ଉଚିତ୍ ।ପାଞ୍ଚ ବର୍ଷ ରେ ଥରେ ଗୋଟିଏ ନୂଆଁ ସରକାର ହେବାର୍ ଦର୍ କାର,ଏହା ବିକାଶ ର ମାଧ୍ଯମ (ଆମେ କଂଗ୍ରେସ) *****⌚🇮🇳✔️🌾
Sahi kahela bhai
Congress only central re🙏🏻
Sabu change heba darkar
କଂଗ୍ରେସ ସଲିଟ୍ /ବିଲ୍ କୁଲକରାବାପରିବର୍ତନ୍ ସମସ୍ତେ କହୁଛନ୍ ***ଆଶା ବି କରୁଛନ୍
କଂଗ୍ରେସ ବାଲେତ୍ ୭୦ବର୍ଷ ଲୁଟଲ ଭାରତ କେ
ଅମକେ ରୋଜଗାର ଦରକାର ସରକାର ନୂଆ ଦରକାର ❤❤❤
We are proud for our students ❤ Jay odisha
New talented youth best up luck💪
ପାଡିଆନ କୁ ହଟାଅ ଓଡ଼ିଶା ବଛା ଓଡ଼ିଶା କୁ ବବାଦ କରିଦେବ
Odia lekhbar ta sikh bhai tar pare kahibu...
Mahan muskil aye
ବକା ସଳା ମାନେ କଣ ପାଇଁ ବେ ବିଜୁ ଦଳର ଡ୍ରେସ୍ ପିନ୍ଧି ଛ ସଳା ମାନେ ନିଆଁ ରେ ଫପାଡି ଫିଙ୍ଗି ଦେବା ଦରକାର,,,ଜୟ୍ ଶ୍ରୀ ରାମ,,,,,❤❤❤❤
Dress ra kena BJD likha hei6?
A great thought comes from how you educated your self .salute to you sir
Jay Shree Ram . Jay ho morsamiy
ବହୁତ ଭଲ ଲାଗିଲା
Sabu students manku anurodh ki 10000 ke dekhi kri jadi bjd ke vote deba ta kebhe chakiri nei pa jete bhal se phadi thile bi 💯💯
Very very good video. Jago Odia jago jago. Jago Odisha jago. Odia jagile Odisa banchiba. Jay Sri Ram, Jay Hanuman and Jay Hindustan.
Aji kalahandi k tk asithile mor samiya Chanel Val heithita
ବହୁତ୍ ବହୁତ୍ ଧନ୍ୟ ବାଦ ଏ ନ୍ତ। ସବୁକଲେଜ୍ ର ପିଲା କାରବାର କଥା ।❤❤❤ ।
Kantabanji ra hero mane
ବାଃ ବାଃ ବହୁତ ବଢିଆ ସମଲପୁରିଆ ଭାଇ ମାନେ
Mor samiya no one news chenal
ଜୟ ଜୟ ନବୀନ ଭବିଷ୍ୟତ ଦାଦନ
25 ବହୁତ୍ g@nd ମାଇଲାନ ଆର୍ ନାଇ ରେ ଭାଇ ,Jay Maa Samalei 🙏
Odisha ku darkar modi sarkar
Bhal lagu che I chenal teli ଭିଜନ ରେଆସ୍ ଲେ ବହୁତ୍ ଖୁସି ଲାଗ୍ ତା ଦାଦା
Scholarship ରେ ଯେତେ ଖର୍ଚ୍ଚା ନାଇ ହୁଏ pandian... ର ଆସବର୍ ଯିବାର ରେ ହେତେ ଖର୍ଚା ହେଇଛେ...
Jay Jay Bjp❤
ଟିଟିଲାଗଡ ଛାତ୍ରମାନେ ଦିଲ ଜିତି ନେଲେ ❤😂
Wow Kalahandi ଜିଲ୍ଲା ର ପିଲା ସବୁ tallent ଆୟେ । ବହୁତ୍ ବଢିଆ ଅୟେ ତମେ ସବୁ ଏନ୍ତା ହିଁ କର ଶଳା pandiyan କିଏ ଯେ ସିଏ ଓଡ଼ିଶା ରେ ଶାସନ କରିବ ।
କେବଳ ବି ଜେ ପି 👍👍💪💪🙏🙏
ମୋର ସମୀୟା ଦାଦା ଜୁହାର
Mojhi re dadon khotba kotha koila se bhai bodia bite dela thanku bhai
Jai koshal Bhai mane jadi koshal chahesa to only ✋🏼🇮🇳 bale support karu6n Bhai mane tame support kara JAI KOSHAL
Mor samiya jindabad
Congress ଆସିବା ଦରକାର ❤❤❤❤❤❤ ଭାଇ ମାନେ
Bhai mane salute for your confidence 🎉🎉🎉
You all are ideal for all of odisha's youths
Good expose... Bahut badhia bhai
ମୋର ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ତାମିଲ ଅଧିକାରୀ କୁ ଓଡ଼ିଶା ବୀର ମାଟି ରୁ ବାହାର କର
Save Democracy and vote for INDIA 🇮🇳
Good students,, super power💪 for future,, plz changes govt,,
Corruption sarkar hatao Odisha gariba banchao
Moro bhai manee..... jahaku v vote deucho dio kintu sarkar change heba darkar Jay hind ... Bande utkal janani 🇮🇳✊
ଗଜ ମୁରୁକ ମନେ
Tate kie gihala ke
ଭାଇ ବଡ଼ିଆ ଖଇଲ ଜୟ ଶ୍ରୀ ରାମ
Jay koshal Jay ma samalei
Jay koshal Jay maa samlei 🚩🙏
ସବୁ
ଗଧ ମାନେ ,,,❤❤❤❤❤❤❤❤😂😂😂😂,,,,,,,BJD କୁ ଭୋଟ ନାଇ ଦିଅ,,,,, ଚଲିବ,,,, କିନ୍ତୁ ଭଲ ନେତା କୁ ବାଛି ଭୋଟ ଦେବ ନିଜର ଅଞ୍ଚଳ ଲାଗି
Power of kantabanji kv college students ❤🎉
Nibesh da tamke mui aji first time real re dekhli baki interview debi boluthili,nai janle question ra answer insult hebi boli kari interview nai die
ସବୁ ସରକାର ବେଳେ କିଛି କିଛି ନୂଆ ଯୋଜନା ଚାଲେ। ଏପ୍ରିଲ 1951 ମସିହାରୁ ଭାରତରେ ପଞ୍ଚବାର୍ଷିକ ଯୋଜନା ଚାଲିଆସୁଛି। ଏ ନବୀନ ସରକାରରେ ବି। ହେଲେ କେବେ ଏମିତି ସଭାସମିତି କରି, ହୋଡ଼ିଂ ଲଗେଇ ସରକାରୀ ଅର୍ଥ ବର୍ବାଦ କରି ପ୍ରଚାର କରା ଯାଉନଥିଲା। ଏବେ ଖାଲି ପଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବା ନିଶାରେ ନବୀନଙ୍କୁ ନଜର ବନ୍ଦୀ କରି ପାଣି ପରି ଓଡ଼ିଶାର ଅର୍ଥ ବର୍ବାଦ କରାଯାଉଛି। ପିଲାମାନେ ଠିକ ବୁଝିଛନ୍ତି।
+2 ପିଲା କୁ କିଛି ନାହିଁ ଦେବାର ଖାଲି +3 ପିଲା ଆଉ PG ବାଲକୁ ଦିଅ ଭୋଟ ଦେବେ
Mamu pura famous heigalu ho
ପିଲାମାନଙ୍କୁ ଧନ୍ୟବାଦ ,ବୁଝିଗଲେଣି
Jen sarkaar asle v sc St obc hauchhan . General maane bhaad jaun nije semanku farak nai pade. Khali sc St aau obc vote ra value achhe general vote ra value hi nai na. General chhua mane kain dosh kale ??
Jay Shree Ram
ପିଲାମାନେ କହିବ କି ପୁରୁଣା ଓ ଟା କେମତି ଆଉ ନୁଆ ଓ କେମିତି, ଓ ଟା ନୂଆ ହେଉ କି ପୁରୁଣା ଗୋଟାଏ, ଖାଲି ଭକୁଆ ବନେଇବା, କୋଟି କୋଟି ଟଙ୍କା ବ୍ୟୟରେ ସଭା କରାଇକୀ ଭୋଟ କିଣା ନହେଲେ କିଛି ଲଭାନହିଁ ବିଜେଡ଼ି ଦଳକୁ ଲାଭ ଜନତା ପାଇଁ କାଳ,
ଆଜିର ଛାତ୍ର ସମାଜ ହେଉଛନ୍ତି, ନୂଆ ଓଡ଼ିଶାର ନିର୍ମାତା ଓ ଭବିଷ୍ୟତ। ଯାହାହେଉ, ସେମାନେ ଠିକ୍ କଥାଟି ଧରି ପାରିଛନ୍ତି।
କାହାକୁ ଭୋଟ ମିଁଳିବା ଦରକାର
(୧)BJP
(୨) BJD
(୩) Congress
Comment karibo
ଗରିବ ଭୂମିହୀନ ପରିବାର କୁ କେତେ ଟଙ୍କା ଦେଇଛି ନବୀନ ପଟ୍ଟନାୟସରକାର
Plus three pg passout ପିଲାଙ୍କୁ ବି ଦିଆ ଯାଉ ସେମାନେ ବି ତ ଖର୍ଚ୍ଚ କରି ପାଠ ପଢ଼ି ଚନ୍ତି ଚାକିରୀ ତ ଦୂରର କଥା ପ୍ରାଇଭେଟ୍ sector ରେ ବି କିଛି ମିଳୁନି
ତମେ ପାଣ୍ଡିଅନେ ଜାଗା ରେ ଥିଲେ ତମେ କାଣା କର୍ତ୍ତା ଭାଇ ମାନେ ତମର କହେବାର୍ କଥା ଅ ହେଲା ତମେ ବି ସେଜାଗା ନେ ଥିଲେ କିଛି ନେଇ କର୍ତ୍ତା ନେ,
Dhanyabad bhai mane,,gute bhaikahele je kahake vhote deba,sekahele vhote bele dekhajiba kahake demu se bile disaet karamu,,,
ବିଜେଡି ହଟାଅ ପଦ୍ମପୁର ଜିଲ୍ଲା ବନାଅ
😂
Jai Shree ram 🙏🚩🚩
Jts ରେ ଯେନ୍ ଦୁର୍ନିତି ହେଇଛେ ବାଧି ଯାଉଛେ, ସେଥିରେ ପାଣ୍ଡିଆନ୍ ଅମୃତ୍ ଦେଲେ ବି ନିି ରୁଚେ ।ଜଏ ଶ୍ରୀ ରାମ, ଜଏ ବିଜେପି🌷🌷🌷🌷🌷
Mor samiya ra dada kae j phaltu jinish dekhochhan..jen pila mane ki nije confuse achhan..Koshal raej bale e aame kana janbe..khali paisa lagi dhae aasichhan....
Change yourself and change society
All new voters want to become change the odisha government.
ବିଜେଡି ଆଉ ବିଜେପି ଏକା
ପଇସା ର ଦୁଇ ପାର୍ଶ୍ୱ ଓଡିଶା କେ luti ନେଲେ ଏକ ଭୋଟ ଭି ନାଇଁ ଦିଅ
Badiya Katha kahila ho dada
Sarkar change kara
Tukuni sahu k out kara auu BJP k thare chance diya
👍👍👍 right katha bhai genda k vote neidia likin paesa dele maga but vote neidia amar paesa amke dauche ok manerakha
Sarkar chang kara Bhai Mane jaga Bhai mane
ଏବେ ରୋଜାଗର ଦିଏ ଭୋଟ ବେଳେ ମାଲ ପିଅ , ମାଗିହା ତୋ ଭଳିଆ ଭଉଣୀଗିହା ଯୋଗୁ ଓଡ଼ିଶାର ଏଇ ଅବସ୍ଥା
Private college pilaku scholarship miluchhe ki nai auditor Bhai tike janale bhal heta.
Bhai manke dekhiki maja lagla ek 1 bindash 👍
You are a news anchor you focus only positive and good behavior to all person no hate speech ever
Ethara Govt sure Change karma Bhai mane
Mor samaya dada tamkuu aaji mui dekhilii dekhi kari khush lagla
Sabu bele apanankar bhal paebar thau didi mor samiya ra upre nischit bhabe asbar din ke youth mane thik rasta k asbe
Thik a6e right mor samiya k🙏
Daa nuapada program tame nai asi na wait karithili
Nuapada ku asiba lagi khabar deithilu hele asiparileni
ଈ ଥର ବିଜେପି ସରକାର ଆଣିବା ଦରକାର । ଯୁବ ସମାଜ ଜାଗ୍ରତ ହେଲାଣି
Thank you so much mor samiya News 🥀