Raijya pal puuo ta arrest hauni???ki sarkar, padobi re thai thai Raijya palnku surokhya dia jaauchi, 7 tarik ra case ku mone pokantu, mohan majhi😂 sara odishavbasi chani rahi chanti
God blessed🙏 mohan majhi ! Aapananka e vali padakhepa ku odisha basi chanhu thile ! Tenu aapana nku odisha basi nka anurodha aapana pihu pari mamita mahanga ra naya diantu🙏🙏🙏
Thank you Sri Sahadev Sir for your valuable and impartial statement.Request Sir,please continue your sharing that will highly impact on society and people will get justice no doubt. With regards Ganeswar Rout.
Aurgus ଚାନେଲ କୁ ବହୁତ ବହୁତ ଧନ୍ୟବାଦ। ଏ ପ୍ରକାର ନଷ୍ଟ ଚରିତ୍ର vip ଅଫିସର ମାନଙ୍କୁ ଲୋକଲୋଚନକୁ ଆଣୁ ଥିବାରୁ। ଏ ପ୍ରକାର ଅପରାଧୀଙ୍କୁ ମୁହଁରେ ଚୂନ କଳା ବୋଳି ରାସ୍ତାରେ ବୁଲେଇବା କଥା।
ଏ ଭଳି ଶାସନ ହେବା ନିହା ତି ଆବଶ୍ୟକ ହେବା ଉଚିତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆଇନ ର ଅଧିକାରୀ ଥିଲାବେଳେ ଭକ୍ଷକ ସାଜିବାର ଅନେକ କେଶପୂର୍ବରୁ ଅନେକ ନ୍ୟାୟ ମିଳିଲା ନାହଁ ଏବେସାବାଡ ହେବେ
bhai,bhala katha kintu rajya pala pua kan aain urdhare ki ,se kathapi tike kuha +paid media
Rajyapal Puanka khetra re bilamba
Kahiki ?
@@rudranshmallick3861you are right.What action taken against Governor son
Jayajagannatha...balangirajila...❤🎉😢😮😅😂🎉❤...
ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରାଗଲା।ଏହିଭଳି ବହୁତ ରାନଡୁଆ ପୋଲିସ ଅଛନ୍ତି। ସେମାନକୁଂ ଗିରଫ କରିବା ଦରକାର।
Mohan sarakaranku କୋଟି କୋଟି ପ୍ରଣାମ.
ଧର୍ମ ର ହେବ ଜୟ.
ଅତି ସୁନ୍ଦର ପଦକ୍ଷେପ ଜୟ ମୋହନ ଭାଇ 👌👌🙏🙏🙏
ମୋହନ ସରକାର ତ୍ୱରିତ ପଦକ୍ଷେପ ନେଲେ ଆଉ କେହି ଆଙ୍ଗୁଠି ଉଠାଇ ପାରିବେନି।
Raijya pal ra puuoku ghant ghadi rakhi chani mohan majhi,
ବହୁତ ବହୁତ ଧନ୍ଯବାଦ ବର୍ତ୍ତମାନ ର ସରକାରଙ୍କୁ।
Raijya pal puuo ta arrest hauni???ki sarkar, padobi re thai thai Raijya palnku surokhya dia jaauchi, 7 tarik ra case ku mone pokantu, mohan majhi😂 sara odishavbasi chani rahi chanti
ଆଖି ବୁଜି ଯେମିତି bjp କୁ ଦେଲେ ସେହିପରି ଆଖିବୁଜି bjd କୁ ୨୦୨୯ ରେ ବାଜା ବଜେଇ ନେଇ ଆସିବା । ଆଉ ମିଡ଼ିଆ କଥା କିଛି ଶୁଣିବା ନାହିଁ। ସେ ଅର୍ଗୁସ୍ ହଉ କିମ୍ବା ନନ୍ଦିଘଷ କାହାର କଥା ଶୁଣିବା ନାହିଁ।
ଗୁଜରାଟୀ ସରକାର କୁ ଖାଇବାକୁ ଦବାନି। ଆମ ଓଡ଼ିଶା ର ସରକାର କୁ ଖାଇବାକୁ ଦବା ରାଜ୍ୟ ଆଗକୁ ଯିବ।
Au bjd asibani re pua loop heijiba@@eodia6475
ସଠିକ୍ ପଦକ୍ଷେପ 🙏
ନବୀନ ବାବୁଙ୍କ କଳା ଦୁର୍ନୀତି ର ପର୍ଦ୍ଦାଫାଶ ଜଲଦି ହେଉ
ମୋହନ ମାଝୀ ଜିନ୍ଦାବାଦ ନବୀନ ପଟନାୟକ ମୁର୍ଦାବାଦ
Are bhai jindabad to thik achhi murdabaad word use Kariba thik nuhen😂
ଉଚିତୀ, କାର୍ଯନୁଷ୍ଠାନ
Gote app karajau 5t valia jouthi .durniti haba jou bivagare lokamane information debe message hau ba vdo hau sange sange government action neba
ଏଭଳି ଶାସନ ହେବା ଉଚିତ୍
ଏହିପରି କାର୍ଯ୍ୟାନୁଷ୍ଠାନ ହେଲେ ଲୋକ ପସନ୍ଦ କରିବେ।
ନବୀନ ଙ୍କ ଉପରେ ଆକ୍ସନ ଆଗ ନିଆଯାଉ
Yes
ମିନିମୋମ10ବର୍ଷ ସସ୍ପେଣ୍ଡ ହେବା ଦରକାର ନହଲେ ସସ୍ପେଣ୍ଡକୁ କେହି ବାଳରେ ଖାତିରି କରିବେନି 🙏
Aajibon gail diya jau sollaku
ଆଇନ ମନ୍ତ୍ରୀ ଭଳି କଥା କହିଲେ ସବୁ ସମସ୍ୟା ଏକାଥରେ ସମାଧାନ ହୋଇଯିବ, ସମସ୍ୟାକୁ ପ୍ରତ୍ୟକ ଦିଗରୁ ଅନୁଧ୍ୟାନ କଲାପରେ ଯଦି ଅସମୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳେ ତାହାହେଲେ ଦୋଷୀ ଆଇନଗତ ଦଣ୍ଡ ମିଳିବ
ଲାଳୁଆ ଅଫିସର, ବୃଦ୍ଧା କାଳେ ବାଲ୍ୟ ଲିଳା,
ସରକାରୀ ଚାକିରୀ କରି ଏମିତି ଭୁଲ କେମିତି କରୁଛନ୍ତି ବାବୁ ଙ୍କ ମନ ମାନି ଛାଡ
ଜୟ ଜଗନ୍ନାଥ
Very very good decision of Mohan sarkar
Very good
Faisla on the spot
Thank you mohan sir🙏
ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଦେବା ସରକାର ପ୍ରଥମ କର୍ତ୍ତବ୍ୟ । ଭୁଲ କରିଥିଲେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ।
କଠୋର ରୁ କଠୋର ପଦକ୍ଷେପ ନେବାକୁ ଅନୁରୋଧ ।
ବିଜେପି ସରକାରର ଯୋଗ୍ୟତମ ତୁଙ୍ଗନେତା
ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଏଭଳି କଡା ପଦକ୍ଷେପ ସ୍ୱାଗତ ଯୋଗ୍ୟ । ବହୁତ ଧନ୍ୟବାଦ ।ଜୟ ବିଜେପି ।🎉🎉🎉
Thank you C M sir Jay jagannath
କେବଳ ଶସ୍ପେଣ୍ଡ ନୁହେଁ ଭିତରେ ପୁରେଇବା ଦରକାର FIR ହେବା ଦରକାର
ପ୍ରତ୍ୟେକ ଓଡ଼ିଆ ଏହି ପରି କଡା ଓ ଆଇନସଂଗତ କାର୍ଯାନୁଷ୍ଠାନ ତତ୍କାଳୀନ ଓ ତାଜା action ନିହାତି ଦରକାର ଯାହା ସ୍ପଷ୍ଟ ସଂକେତ ଦେବ ପ୍ରଶାସନିକ ଫର୍କ ତତ୍କାଳୀନ ସରକାର ଏବଂ ବର୍ତ୍ତମାନ ସରକାର ମଝିରେ ।
Argus the best news channel
Durgasis Sir love You
Bahut bahut dhanyabad M,Majhi. Darakara ku Jai odisha
ମୋହନ ସରକାର ଅଦ୍ଭୁତ ପୂର୍ବ ଆକ୍ସନ ନେଉଛନ୍ତି ଓ ଆଗକୁ ଆହୁରି ନେବେ।
Very good action, Thank you sir.
ମନମାନି ଚାଲିବ। ମୋହନ ସରକାର କିଛି କରିପାରିବେନି।ମୋହନ ବାବୁ ଦୟାକରି କହିବେକି,ଭୋଟ ପୁର୍ବ ରୂ ଯାହା କହିଥୀଲ ତହା କରୁଛ
ରାଜ୍ଯପଲ୍ ପୁଅ କଣ ତୁମର ସଙ୍ଗାତ , ଯେ ସେ ବାହାରେ ବୁଲୁଛି . ଶଳା ଗୋଧି ମିଡ଼ିଆ
ଦୁର୍ଗଶିଷ ବାବୁ, 5ଟି chairman ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? 2 ମାସ ସରକାର ହେବାକୁ ଯିବ?
ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ବାଡେଇଲେ? କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଇନ୍ କୁଆଡେ ଗଲା? ସେଥିପାଇଁ ଯଦି ଶୀଘ୍ର ପଦକ୍ଷେପ ନିଆଯାଉ।
Absolutely right ✅ 100
You are ୧୦୦% ରାଇଟ
କେଳେଙ୍କାରୀ ନବୀନପଟନାୟକ ଯୁଗୁ ଓଡ଼ିଶାବାସୀ ଆଜି ଶୋଷଣ ହେଉଛନ୍ତି, ବିଜେଡି ବାବୁଙ୍କ ଦ୍ୱାରା ।
ବହୁତ ସୁନ୍ଦର ଜୟ ହୋ ବିଜେପି ସରକାର 👌👌👌🌷🌷
I salute My cm of odisha, Jagannath help you sir
Thanks for Majhi Sararakar
🙏🙏🙏👍👍👍👍🙏🙏🙏🙏
Super super excited ❤❤❤❤
ଆଇନ ଯେଉଁଠି ଦୁର୍ବଳ ହୋଇଯାଏ ସେଠି ଜନମତର ଆବଶ୍ୟକତା ଅଛି
Jay sriram Jay jagannath Jay Mohan Bhai Sarkar Jay Modi ji 🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐
Very good decision. Welcome
Very nice mohan maji
Thanks 🙏🙏🙏👍. Argus. News. Kintu. Rajyapalanka. Pua. Bisayare. News. Dekhantu. Kanahela
Yes
I salute you mohan sir thank u
Right decission of our popular CM at right time
Keep it up CM sir.
ଏଇଟା କିଛି ବଡ଼ କଥା ନୁହେଁ, ଯୋଗୀ ସରକାର ପରି ପୋଲିସ ଷ୍ଟେସନ ରେ Curroption ବିରୋଧରେ ରେଡ କରନ୍ତୁ ମୋହନ ବାବୁ, ତାହେଲେ ଓଡିଶା ଲୋକଙ୍କ ଭରସା ଯୋଗ୍ୟ ହୋଇପାରିବେ ❤❤❤
A bold step taken by the Honourable Chief Minister !!
Right sir
Mohan Charan majhi government jindabad.willdone.the best
ସାର ମୟୂରଭଞ୍ଜ ପୋଲିଶ ରାସଗୋବିନ୍ଦ ପୁର ଥାନା ଅଫିସର ମାନଙ୍କୁ ଟ୍ରାନ୍ସଫର ହବା ଦରକାର 🙏
Good action 👍👍
Argus news କୁ ଧନ୍ୟବାଦ ।
ଆମେ ଅଫିସ କୁ ଯାଉଥିଲେ ଆମ ଛାତି ହଲି ଯାଉଥିଲା ଏବେ ଅଫିସରଙ୍କ ଛାତିହଲିଯାଉ ଏଇଟା ହେଉଛି ମୋହନ ସରକାର🎉🎉🎉
ଧର୍ମ ର ଜୟ ହେଉ
ଆଜ୍ଞା 🙏🙏 ଆପଣ ଜଣେ ଅତି ସଚ୍ଚୋଟ IS Officers । ଅଶେଷ ଅଶେଷ ଧନ୍ୟବାଦ୍। ଆପଣଙ୍କୁ ଭଗବାନ୍ ଦୀର୍ଘାୟୁ କରନ୍ତୁ।
Thank you mohan sir
10ବର୍ଷ ସସ୍ପେଣ୍ଡ ହେବଦରକାର
ସାରା ଓଡିଶା ବାସୀଙ୍କ ତରଫରୁ ମୋ ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ସତ୍ୟର ନିଷ୍ପତି କୁ ମୁ କୋଟୀ ପ୍ରଣାମ ଜଣାଉଛି ଆମ ମୁଖ୍ୟ ମନ୍ତ୍ରୀଙ୍କୁ,ଜୟ ଶ୍ରୀ ଜଗନ୍ନାଥ ❤ ।
Very good action
Very good disison
Best action CM
Number 1cm ki Number 1ghotla bajao tum saab ko naya cmo ki terapsey ekk gifts 🎁 apna maney khushi ta a
ଧନ୍ୟବାଦ୍ mohan sir God bless you
Thank you Mr Mohan Majhi, Good CM Odisha for taking action against him.
Thank you🙏
ଏହା ନବୀନ ପଟ୍ଟନାୟକଙ୍କ ଶାସନ ନୂହେଁ ।
ସାଧାରଣ ଲୋକ ଏ ପୋଲିସ ଠାରୁ କି ନ୍ୟାୟ ଆଶା କରିବେ
Argus Jindaabaad. Durgasish Bhaai Jindaabaad
Wrong, odisha ra mukho sachib puura karo nama kahinki argue news prasar karuni, ????argue news hauchi SARKAR SETHIPANITA MOHAN MAJHI SILENT, TAKU AGGO CLEAR KARNTU???TAHALE JAAI ODISHA BASI JANIBE
@@manasimohanty942 ଆରେ ମାଡାମ୍, ରୁହନ୍ତୁ ଟିକେ। ଏଇ ମାସେ ଦୁଇ ମାସର ସରକାର ଉପରେ ଏତେ ଜଲଦି ଚଢ଼ାଉ କରିବା ଠିକ୍ ନୁହଁ।ଆଗ ୨୪ ବର୍ଷ ଶାସନ କରିଥିବା ସରକାର୍ ର ହିସାବ ନିକାଶ ସରୁ।
Congratulations Mohan jee
Mahan sarkar jindabad
God blessed🙏 mohan majhi ! Aapananka e vali padakhepa ku odisha basi chanhu thile ! Tenu aapana nku odisha basi nka anurodha aapana pihu pari mamita mahanga ra naya diantu🙏🙏🙏
Great job 🙏🙏
Thank you sair ❤❤
Argus new bohut bohut dhonyobad🙏🙏 ,, Soto ghotona ku jonotanko samna ku Anibaku....
ଅତିଶୀଘ୍ର ପୂର୍ବତନ ନେତାମନ୍ତ୍ରୀ ଙ୍କୁ ମଧ୍ଯ ଗିରଫ କରିବା ଉଚିତ୍ ।
Very.good.mohon.sir
Pranam Durgashis ,best news coverage of the Govt to sure peoples of Odisha.Thanks, Ramakanta Chhotaray ---From -Odisha -khordha -At po-Sagadabhanga
Pl open case file of ex DG who was a criminal tried to free criminals from jail
Dhanyawad mohan majhi cm sir
Good step
କେବଳ ନିଲମ୍ବନ କରିଦେଲେ ଚଳିବନି। ଆଇନ୍ ଅନୁଯାୟୀ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ଏଭଳି ଘଟଣା ରେ ଅଭିଯୁକ୍ତ ଯଦି ଜଣେ ସାଧାରଣ ଲୋକଟିଏ ହୋଇଥାଆନ୍ତେ ତାହେଲେ ତାକୁ ଗିରଫ କରି କୋର୍ଟ ଚାଲାଣ ହୋଇ ସାରନ୍ତାଣି ।
Mohan Babu Jai Jagannath
All the best right answer turanta namaskar mohan sir
Congratulations Mr, C M
Very good action 🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷
ସତ୍ୟ ଯୁଗ ଆସିଯାଇଛି ଜୟ ମୋହନ sir 💯👏👏👏👏👏👏
ରାଜ୍ୟପାଳ ଙ୍କ ପୁଅ ଉପରେ କେବେ କାର୍ଯ୍ୟନୁଷ୍ଠାନ ହେବ ଟିକେ ଅର୍ଗସ ଟିଭି ଜଣାନ୍ତୁ।ଆଇପିଏସ୍ ବାବୁ ସିନା suspend ଭଲ କଥା କିନ୍ତୁ ମାସେ ହେଲାଣି ରାଜ୍ୟପାଳ ଙ୍କ ପୁଅ ଉପରେ କଣ ହେଲା?ସରକାର ନିରପେକ୍ଷ ନୁହନ୍ତି ଏକଥା ଅର୍ଗସ୍ ସ୍ବୀକାର କରି।
Correct ,saokar jani suni silent achinti,mohan sarokar nku ahaa saba paauni,
Good
WELL DONE MOHAN MAJHI SIR. SALUTE TO YOU👍👍👍👍👍👍👍
ଜା ହଉ ୨୫ ବର୍ଷରେ ସୁଣିନଥିବା କଥାଟେ ସୁଣିଲି ମାଗଣାପଛେ ନ ମିଳୁ ହେଲେ ଅପରାଧି ଦଣ୍ତପାଉ ଓ ଗରିବଲୋକ ନ୍ୟାୟପାଉ
ରାଜ୍ୟପାଳ ଙ୍କ ପୁଅ କଥା ଅର୍ଗସ ଦେଖାଉନାହାନ୍ତି କାହିଁକି
Absolutely right .
Pura puri dekhaiba
ପ୍ରତାପ ଜେନା,ଅରୁଣ ସାହୁ,ଦିବ୍ୟ ଶଙ୍କର ମିଶ୍ର,ବବି ଦାସ ଯେବେ ଗିରଫ ହେବେ
ASO mada khaile bhala, Bahut grave semanankara
Ehe😮
ବଡ଼ମାଛ ଧରିବା ଦରକାର
ଅତୀତରେ ନାରୀ କେଳଙ୍କାରିରେ ଲିପ୍ତ ଥିବା ୪/୫ ଟାଙ୍କୁ ଧରି ଜେଲ୍ ରେ ପୁରାଇବାର ବ୍ୟବସ୍ଥା ହେବା ଆବଶ୍ୟକ ।
ଆପଣଙ୍କ ଯୋଗୁଁ ମୁଣ୍ଡ ଟେକିବାକୁ ସାହାସ ହେଉଛି। ଆପଣ ଟିକେ ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର ଉପରେ ନଜର ପକାନ୍ତୁ। ଏଠି GA dept ର approval ଅଫିସର ଜାଗା ନେଇ ଘର ବନେଇ ଛନ୍ତି। ରାସ୍ତା କୁ ମଧ୍ୟ ମାଡ଼ି ବସିଛନ୍ତି। ତାଂକ ଦେଖାଦେଇଛି ଅନ୍ୟ ମାନେ ମଧ୍ୟ ସେମିତି କରୁଛନ୍ତି। Public ପାଇଁ ରାସ୍ତା ବହୁତ ସଂକୀର୍ଣ୍ଣ। ଆଉ Utkal hospital ତ ତା'ର ମନମାନି କରିଚାଲିଛି। ଯେଉଁଠି ଇଛା ସେଇଠି ତା'ର parking ଜାଗା ବନେଇ ଦେଉଛି। ରାତି ରାତି ତାଂକର ଜମି ଖୋଳିବା କାମ ହେଉଛି ଯେ, ଠିକ୍ ରେ ଶୋଇ ହେଉନି। ଚନ୍ଦ୍ରଶେଖରପୁର ଥାନାରେ କହି କହି ଥକିଗଲୁଣି, କେହି ଶୁଣୁ ନାହାଁନ୍ତି। ଦାଦାଗିରି ତ ବହୁତ ଚାଲିଛି। ଏହାର ସମାଧାନ କେମିତି ହେବ, ଆପଣମାନେ ଟିକେ ବୁଝନ୍ତୁ। ନମସ୍କାର।
Mohan sarkaranku bahut bahut dhanyawad ❤❤❤❤❤
MAHANA. BABU. VARI. GOOD❤❤❤❤❤❤❤❤❤❤❤
Mohan sarakaranku very nice
Mohan Sarkar jindabad
ମୋହନ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ ଜୟଶ୍ରୀ ରାମ
Bahut sundar padakhepa.... thank you mohan bhai
ଦୁର୍ନୀତି ରେ ଭରପୁର ମୋ ଗାଁ କୋଟଗଡ ସୁବୁଠାରେ ଲାଞ୍ଚ ନେଇ ମାଛ ବେଗ ଧରି ବୁଲିବା ଲୋକ ବେକରେ ଫଟା ଗାମୁଛା ପକେଇ ବୁଲିବା ଲୋକ ବର୍ତ୍ତମାନ ଶହେ ଏକେର ଜାଗା ର ମାଲିକ ଏବଂ ମହଲା ମହଲ ଘର କୋଟି କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ, ଅତିଶୀଘ୍ର ତଦନ୍ତ କରାଯାଉ. କୋଟଗଡ, କନ୍ଧମାଳ. ପାଣି, ଏବଂ କ୍ଷୀର ପରଖା ଯାଉ.
Correct Dicison .
Right decision sir 👍👍
Thank you Sri Sahadev Sir for your valuable and impartial statement.Request Sir,please continue your sharing that will highly impact on society and people will get justice no doubt.
With regards
Ganeswar Rout.