ବହୁତ୍ ଭଲ 👌👌🌷🌷🌹🌹
Nice singing
ବହୁତ ସୁନ୍ଦର ଗାଏକି, ମଧୁର କଣ୍ଠସ୍ୱର, ନୁଆଁ ମ୍ୟୁଜିକ କମ୍ପୋଜ ରେ ବି ଗୀତ ଟା ଜୀବନ୍ତ ଲାଗୁଛେ
Nice Slow motion Song next
ସବୁ ଦ୍ରୁଷ୍ଟି ନୁ ବଢିଆ ହେଇଛେ ସଜନୀ ଗୀତ।
ଆମର୍ ପ୍ରାଚୀନ ଧାରା ର ଗୀତ। ବଢିଆ ଗାଇଛ।
Mor mamu gaon re recording heichhe 🤨🤨
ବଢିଆଁ ହେଇଛେ... ଛୁଆ ବେଲେଁ କଲାସି ଜାତ୍ରା ନଁ ଲେହେଁଟି ଦୁଲି ବସ୍ବାର୍ଟା ସୋର୍ ପଡିଗଲା!
କାହିଁ କେନ୍ ଯୁଗୁ ଚଲିଆସିଛେ ସଜନୀ ଗିତ୍। ନୁଆଁ ରୁପ୍ ଦେଇକରି ଲୁକର୍ ଆଗାଡେ ପରଷି ଦିଆହେଇଛେ, ଫେର୍ ବି ଆଘୋର୍ ବାଗିର୍ ମଧୁର୍ ଲାଗୁଛେ।🙏🙏🙏
Tq for re record📹 for this song
I love this❤ all old sambalpuri
Tq SO much ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🤟🤟🤟🤟
Our tradition song and Jay koshal.