ଆଗରୁ ଶ୍ରେୟ ନେଉଥିଲ, ଏବେ ଦୋଷ ମୁଣ୍ଡାଅ | Odisha Reporter
ฝัง
- เผยแพร่เมื่อ 11 ต.ค. 2024
- ସୁପ୍ରିମୋଙ୍କୁ ବିଜେଡି ନେତାଙ୍କ ସିଧା ପ୍ରଶ୍ନ। ବିଜୟ ବେଳେ ଶ୍ରେୟ ନେଉଥିଲ, ପରାଜୟ ବେଳେ ଦୋଷ ମୁଣ୍ଡାଅ। ନବୀନଙ୍କୁ ଆମେ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ। ବରିଷ୍ଠ ନେତା ଅମର ଶତପଥି ଓଗାଳିଲେ ବିଷ। ଅମରଙ୍କ ସହ ଏକମତ ହେଲେ ଯୁବ ନେତା...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #AmarSathpathy #NaveenPatnaik #BJD #Odisha #News #Update #odishareporter
ପାଣ୍ଡିଆନ ଓଡିଶା ରୁ ବିଦା ନା ହେବା ଜାଏ ବିଜେଡି କୁ ଭୋଟ ଦେବାର ନାହିଁ
Kaha birudhare Katha heba nhai brother .God taku punishment debe.naveen sir ro kondo bhul achi.
@@Nirashkumarnayak Balaa naaa 😅😅😅
ନବୀନ ପା ପାଣ୍ଡିଆନ କାନ୍ଧ ରେ ବନ୍ଧୁକ ରଖି ଦୁର୍ନୀତ କରୁଥିଲେ
ନବୀନ ପଟନାୟକ sir ଯେତେ ଚେଷ୍ଟା କଲେବି ବିଜେଡି କୁ ଧ୍ବଂସ ମୁଖରୁ ବଂଚେଇ ପାରିବେନି
Advance RIP BJD
ପୁରା ଶହେରୁ ଶହେ ସତ
ଠିକ କହିଛନ୍ତି ଅମର ସାର
Best katha
ଅମର ବାବୁ ଠିକ୍ କହି ଛନ୍ତି ଆଉ ଅନେକ କ୍ରୀତଦାସ ଅଛନ୍ତି ଦଳ ରେ
ପାଣ୍ଡୁ ବିରୋଧରେ ଏପରି ଅନେକ ନେତା କହିବେ ଶେଷରେ ନବୀନ ବାବୁ ପାଣ୍ଡୁ କୁ ନେଇ ଦିଲ୍ଲୀ ଯିବେ।
ସତ କଥା କହିଚନ୍ତି ଓଡ଼ିଶା ଲୋକ ନବୀନ କୁ ନେତା ବାଛି ଥିଲେ ପାଣ୍ଡୁ କିଏ
Ex MLA Badachana is a class one politician.
Nabin pandu ku neta କରିଥଲେ
ଯଦି ନବୀନ ପଟ୍ଟନାୟକ ନେତୃତ୍ୱ ନେଇଥିଲେ ଅମର ବାବୁ ଟିକେଟ ପାଇଥାନ୍ତେ
ଠିକ୍ କହିଛନ୍ତି
Absolutely right
Au bala achhi jeee sunupampudi khaeba BJD....... Au asibani bjd 🫵🏼
ସମ୍ବିତ ବାବୁ ଦଳରେ ଆପଣଙ୍କ ସ୍ଥିଥି କଣ ନିଜେ ଭଲ ଭାବରେ ଜାଣିଛନ୍ତି
Correct kahila
Nabin Babu is a disqualified and inactive CM in odisha
👍
Amar.sir.jindabad
True facts.
Only simple question before bjd will be why they are not analysing about the physical fitness of Naveen babu ,before election and after election .Who made him unfit.
Right right 👍👍👍
Sabu ta pandu bujhu thila, agaru sabu kuade jai thila, pandu pakhare laguda jaki ki thila
😂😂😂Rip😂😂BJD😂😂😂
Agaru kenu suethila mgh he
Agnya bulantu papara prayaschita karuchanti
Au gote soubhik biswal ra byte bodhe media Bhai mane chhadi gale,se openly challenge dei ebe 2-4 days purvaru kahuthile Bobby au pandu name..😅
BJD jadi win karithanta tebe yanka pati kholinathanta
😂😂au achi😂j😂sunpapudi khaibo😂😂
Nabin very good mohan majhi chor
Nabin tu magia no 1 chro