🔵 Anubhav Mohanty Victim Of Foul Mouth From Varsha Priyadarshini

แชร์
ฝัง
  • เผยแพร่เมื่อ 6 ก.พ. 2025
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha #anubhavmohanty

ความคิดเห็น • 945

  • @pramodswain974
    @pramodswain974 ปีที่แล้ว +29

    ବର୍ଷା ପ୍ରିୟଦର୍ଶିନୀ ଅସଭ୍ୟ ଭାଷାରେ କହିଥିବେ କାରଣ ଫୋନ ରେକଡିଙ୍ଗରେ ଆମେ ସମସ୍ତେ ଜାଣିଛନ୍ତି ।

    • @Mona378
      @Mona378 หลายเดือนก่อน

      Tame tahele media re achha bodhe

    • @Samir-po8xp
      @Samir-po8xp หลายเดือนก่อน

      ​@@Mona378ତୁ ବୋଧେ ଜଙ୍ଗଲ ରେ ରହୁଚୁ. କିଛି ଜାଣିନୁ. ଗୋଟେ ବର୍ଷ ହେଲାଣି ସିଏ କମେଣ୍ଟ କଲାଣି ଆଜି ଆସିକି reply କରୁଚୁ. ଯା ସିଆଡେ. ତୁ ବି ଗୋଟେ ବର୍ଷା catagory ଜନ୍ତୁ...

    • @ManojBarik-cy6ul
      @ManojBarik-cy6ul 23 วันที่ผ่านมา

      ​@@Mona378Tora kahin phatuchi 😂😂😂

  • @sanjaynayak9081
    @sanjaynayak9081 ปีที่แล้ว +198

    ଯୋଉ ସ୍ତ୍ରୀ ବାହା ହେଇକି ଶାରୀରିକ ସମ୍ପର୍କ ରଖେନି ସେ ସ୍ତ୍ରୀ ନୁହଁ ସେ ଭଉଣୀ ହେଇଯାଏ😂😂😂😂

    • @Mahapatra1200
      @Mahapatra1200 ปีที่แล้ว +7

      Right Bhai 🎉

    • @akshaykumar786-y4f
      @akshaykumar786-y4f ปีที่แล้ว +3

      a bhai ki katha kahila hahahha Varsha pura tala pakei ki rakhichi ta system hahah

    • @naraharimohanty8771
      @naraharimohanty8771 ปีที่แล้ว +5

      But se swami ta 1000 prostitute pakhare mada pii ki sue

    • @papundandasena7901
      @papundandasena7901 ปีที่แล้ว

      ଏତେ ଇଚ୍ଛା ତୁମର ଭାଇ

    • @akshaykumar786-y4f
      @akshaykumar786-y4f ปีที่แล้ว

      @@naraharimohanty8771 bhai maipa jdi n deba kete au hata upre bharosa kriba bichara ghaita

  • @santoshkumarmohanty248
    @santoshkumarmohanty248 ปีที่แล้ว +94

    ଅନୁଭବ ବାବୁ,, ତମେ ବି ଭଲ Acting କରୁଛ । ଏଠି ବି... ଆଉ କେତେ ଝିଅ ଙ୍କୁ ବର୍ବାଦ କରିବ ???

  • @pravasinisabar9827
    @pravasinisabar9827 10 หลายเดือนก่อน +2

    ଆପଣ ମାନେ ଟଙ୍କା ପାଇଁ ହିଁ ଅଭିନୟ କରନ୍ତି ସତ but ଯୋଉ message ଟା ଫିଲ୍ମ ମାଧ୍ୟମରେ ଦିଅନ୍ତି ସେ ସବୁ ମିଛ l heartly କିଛି କରନ୍ତି ନାହିଁ l ଆପଣ ମାନଙ୍କ ପାଇଁ ଟଙ୍କା ହିଁ ସବୁକିଛି l ସୋସାଇଟି ପାଇଁ ଯଦି କିଛି କରୁଛନ୍ତି ଏଭଳି ହେଇନଥାନ୍ତ l

  • @nilendrisahoovlogs312
    @nilendrisahoovlogs312 ปีที่แล้ว +12

    ପାଗଳ କେବେ କହେନି ମୁଁ ପାଗଳ😂😂😂😂😂😂😂😂😂

  • @CutyTrisha
    @CutyTrisha ปีที่แล้ว +90

    Anubhav Bro ଯଦି ଆପଣ କହୁଛନ୍ତି ଆପଣଙ୍କ ର କିଛି ଭୁଲ୍ ନାହିଁ ଆପଣ ଜଣେ ଭଲ ଲୋକ , ତାହେଲେ ନିଜ ସ୍ତ୍ରୀ ର ଗୋଟେ ଭୁଲ୍ ପାଇଁ ତାକୁ Diverse ଦେବାକୁ କଣ ପାଇଁ ଚାହୁଛନ୍ତି । ବର୍ଷା Dii ତ କହୁଛନ୍ତି ଆପଣଙ୍କ ସହ ରହିବା ପାଇଁ ତାଙ୍କୁ କ୍ଷମା କରିଦେଇ ଆଉ ଗୋଟେ ସୁଜଗ ଦେଇଦେଖନ୍ତୁ। ହୁଏତ ସେ ନିଜ ଭୁଲ୍ ବୁଝି ପାରିଛନ୍ତି, ଆଉ ଆପଣଙ୍କ ଯଉ ଇଚ୍ଛା ପୂରଣ କରିନଥିଲେ ସେ ପୁରଣ କରିବାକୁ ଚାହୁଁଛନ୍ତି।ଆପଣଙ୍କ ସହ ଆଉ ଆପଣଙ୍କ ପରିବାର ସହ ମିଳିମିଶି ରହିବା ପାଇଁ ଚେଷ୍ଟା କରୁଛନ୍ତି। God bless you 🙏

    • @nibeditamurmu2854
      @nibeditamurmu2854 ปีที่แล้ว +4

      Right

    • @nibeditamurmu2854
      @nibeditamurmu2854 ปีที่แล้ว +12

      Are human Sagar ra problem solve hela .....anubhab chahunni tar Khali divorce darkar.....jaldi baha hebo auu thare

    • @aratijena4190
      @aratijena4190 ปีที่แล้ว +1

      Se Anubhabaku marideba

    • @sampoornnabehera4581
      @sampoornnabehera4581 ปีที่แล้ว +1

      Right

    • @S.MOHANTY483
      @S.MOHANTY483 ปีที่แล้ว

      ​@@aratijena4190hn jemiti anubhav sadhu ta aau kete case rahichhi ya Naa re. Sabubele barsa na re social media re yadu siadu lekhuchhi. Sia bhul hele eiye bi mahapurusha nuhan

  • @ommsundarampradhan6797
    @ommsundarampradhan6797 ปีที่แล้ว +118

    ଚୁପ୍ କର ଆଉ ଗୋଟେ ଝିଅ କୁ ଭଲ ପାଉଛୁ ଏତେ ଗପୁଛୁ

  • @pujamunamistyexpress8539
    @pujamunamistyexpress8539 ปีที่แล้ว +58

    ଦୁଇଦିନିଆ ଜୀବନ... ହେଲେ ବି ମଣିଷ ଅଶାନ୍ତି ରେ ଦିନ କାଟୁଛି.. କେବେ କାହା ସମୟ ସରିଯିବ କାହାରିକୁ ଜଣା ନାହିଁ.. ହେଲେ ବି ଅଶାନ୍ତ.. ମଣିଷ ଗୋଟେ ବୁଦ୍ଧିମାନ ପ୍ରାଣୀ 🤔

  • @JasodaPradhan-dm3cj
    @JasodaPradhan-dm3cj ปีที่แล้ว +103

    ଅନୁଭବ ଜାଣି ରଖ ସ୍ଵାମି ଯେତେ ଖରାପବ୍ୟବହାର କଲେ ମଧ୍ୟ ସ୍ୱାମିଙ୍କୁ ବୃଦୟରେ ରଖିଥିଲେ ନିଜେମରିବାକୁପସନ୍ଦକରେ କିନ୍ତୁ ଛାଡ଼ିପାରେ ନି ଏହାହିଁ ସ୍ରିର ଧର୍ମ, ଜୟଜଗନ୍ନାଥ

  • @playtube001
    @playtube001 ปีที่แล้ว +122

    ନିଜ ସ୍ତ୍ରୀ ର ଇଜ୍ଜତ କୁ ପଦା ରେ ପକାଉଛୁ ବାଳ ଭଳିଆ ଲୋକ 😂😂

  • @sirftumDKs
    @sirftumDKs ปีที่แล้ว +81

    ଯେ ପଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ 🎉🎉🎉

    • @sudiptaranjansur4328
      @sudiptaranjansur4328 ปีที่แล้ว +9

      Joumanne bhul thanti semane bahut gapithanti ...anya ku dosa dabare laganti... bt aji paryanta ta barsha Anubhav na re gte v cmnt media agare ame dekhiparunu.

    • @S7753rani
      @S7753rani ปีที่แล้ว

      ​@@sudiptaranjansur4328right

  • @saratkumarpanda7007
    @saratkumarpanda7007 ปีที่แล้ว +44

    ଶାନ୍ତିରେ ରହିବାକୁ ଦୁଇଜଣଙ୍କୁ ଶୀଘ୍ର ଛାଡ଼ପତ୍ର କରିଦିଆଯାଉ ଏବଂ ସେମାନଙ୍କୁ ନୂଆ ସଂସାର କରିବାକୁ ଦିଆଯାଉ।

    • @Silu3223
      @Silu3223 9 หลายเดือนก่อน

      😂😂😂

  • @saratranjanbehera6661
    @saratranjanbehera6661 ปีที่แล้ว +73

    ଅନୁଭବ ଭାଇ.. କଟକ ରେ ଜିଲ୍ଲା କୋର୍ଟ, ହାଇ କୋର୍ଟ ଥାଉ ଥାଉ ଦିଲ୍ଲୀ କୋର୍ଟ ରେ ବର୍ଷା ବିରୋଧ ରେ କାହିଁକି ଆପଣ ଫେରାଦ ହେଇ ଥିଲେ, କଣ ଆମ ଓଡ଼ିଆ କୋର୍ଟ ଉପରେ ଭରସା ନ ଥିଲା ନାଁ ବର୍ଷା ଯେମିତି ଦିଲ୍ଲୀ ଯାଇ କେଶ ଲଢ଼ି ନ ପାରିବ ସେଇଠି ପାଇଁ ଦିଲ୍ଲୀ ରେ କେଶ ଦେଇଥିଲେ...?
    କି ଡ୍ରାମା ରେ ଅନୁଭବ ଭାଇ....... 😄

    • @Sureshkumar-jh9is
      @Sureshkumar-jh9is ปีที่แล้ว +8

      Are bro odia court katha kn kaucha jane devorce chahuchi hele taku devorce miluni😂

    • @couplegoals5015
      @couplegoals5015 ปีที่แล้ว

      Hmm tame ta sabu baba loka na sabu jani daucha kauthi kn hue tame nija ghara katha bujhuna hele au kahara kn hele Jai munda khelaucha bhala katha au nhi😂😂😂😂😂

    • @lovelysona2971
      @lovelysona2971 ปีที่แล้ว

      Kn pain

    • @lovelysona2971
      @lovelysona2971 ปีที่แล้ว

      Athara answer se deiarichhanti .but tame sunina bodhe

    • @lovelysona2971
      @lovelysona2971 ปีที่แล้ว

      Chup chap devorce heijau se chahunthile . media na janu boli.but barsa media nku janai dele.aji jaha pala aame dekhuchi.bujhila

  • @anilkumarmallick1782
    @anilkumarmallick1782 ปีที่แล้ว +38

    ଭାବି ଚିନ୍ତି କହୁଥା ଏହାପରେ ବର୍ଷା ଆସିବ ସେ ବି କହିବ

    • @sidhikumari9025
      @sidhikumari9025 ปีที่แล้ว +2

      But aji ajiyee Barsh ahari naare kichhi kahini😢

    • @S7753rani
      @S7753rani ปีที่แล้ว

      ​@@sidhikumari9025true eia gap maruchi mu thik se bhul kahiki

  • @nonedff-ts8cn
    @nonedff-ts8cn ปีที่แล้ว +48

    ଏମିତି ଝଗଡା ପରିବାରରେ ହୁଏ ସେ ସବୁ ଭୁଲି ଯାଉନ କାହିଁକି ତମର ହିଁ ଭୁଲ ଏତେ ନିଜ ସ୍ତ୍ରୀ ବିଷୟରେ କହୁଛ

    • @biswadip
      @biswadip ปีที่แล้ว +2

      Jaha upare bitisichi sei janichi

    • @Kiran_kumar_vlogss
      @Kiran_kumar_vlogss ปีที่แล้ว

      Abe honu se Barsha chahunni

  • @prasantpattnayak9362
    @prasantpattnayak9362 ปีที่แล้ว +62

    ଯଦି ଏମାନେ ଏମିତି ହେବେ ତା ହେଲେ ଓଡ଼ିଶା କ'ଣ ହେବ।

    • @munathewriter1234
      @munathewriter1234 ปีที่แล้ว +5

      ତ ଫୁସା ର 😂😂😅😅 ସବୁ ଓଡ଼ିଶା ବାସୀ ମିଶି କି ଗେହିବେ କାହିଁକି କହିଲୁ ହୁଁ ଏମାନେ କିଏ ବେ କଳାକାର କି ଚାରି ଆଡୁ ବେକାର 😂😂 ପେଟ ଜଳା ରେ ଡାହାଳ କୁକୁର ଭଳି ହେଉ ଛନ୍ତି ଏ କଳାକାର 😅😅 ମାନେ ଆଉ educated person honest person and ହିନ୍ଦୁ ରୀତି ନୀତି ଆଗରେ ଏମାନେ ମାଡ଼ 😂 ଖାଆନ୍ତି ଏମାନଙ୍କୁ ଭଲ ପାଇବା କି ସମ୍ମାନ ମିଳିବ ନାହିଁ କାରଣ କଳା କାର କଳା କାମ ରଣ୍ଡୁଆ କାମ ତେଣୁ କିଏ ସେଥି ପାଇଁ ଏମାନେ ସାଧାରଣ ପାଗଳ ଅଣ ମୂର୍ଖ ବ୍ୟକ୍ତି 😂😂 ଆଉ ବଣୁଆ ଜଙ୍ଗଲି ମଫ୍ ସଲୀ 😂😂 ଏଇମାନେ କୁହନ୍ତି ଆ 😂 ମୋ ବାଣ୍ଡ ଭବ ବୁଝିଲୁ କିନ୍ତୁ ଉଚ୍ଚ ସଂସ୍କାରି ଶିକ୍ଷିତ ବ୍ୟକ୍ତି କେବେ 😅 ହିଁ ଏମାନଙ୍କୁ ବାଳ ଧୁଆ ବୋଲି ପଚାରି ବେନିିି 😅😅 ଓଡ଼ିଶା କାହାକୁ ନେଇ କିମ୍ବା ମଣିଷ ବଞ୍ଚିବା ଠୁଁ ନିଶ୍ବାସ ମାରିବା ଯାଏଁ ଦେଶ progress ହେବା ର କାରଣ ହେଇଥାଏ କହାଙ୍କୁ ନେଇ ଜାଣିଛୁ 😅😅educated person higher educated person ଯିଏ କି ଡକ୍ଟର ଲେକ୍ଚରର୍ ପ୍ରଫେସର ମନ୍ତ୍ରୀ ଇତ୍ୟାଦି IASOfficer ଏଇ ମାନେ ପ୍ରକୃତ ହିରୋ ବୁଝିଲୁ ମୂଲିଆ 😂😂 ଏ ମାନେ କିଏ ମୋ ବାଳ 😅😅😅😝😝😝😝😄😄😄😄😄😄😄😄🍌😝😄😄😏😏😏 ବୁଝିଲୁ ଦିନ ମଜୁରିଆ 😂😂😂😅😅

    • @NeverGiveup-cf4ph
      @NeverGiveup-cf4ph ปีที่แล้ว +1

      Odisha blast hei jibo....!!!!😢😢😢
      So sad 😭😭😭😭

    • @bibhudattamishra2471
      @bibhudattamishra2471 ปีที่แล้ว

      Ki amane Deva Devi ki band heba amane prostitude industry amank character less lok amanku tome bhagawan boli babucha ki bhai

    • @soumyaannodyne
      @soumyaannodyne ปีที่แล้ว

      Amane amiti saheta divorce hoigalebi odisha ra loka manankar kichhi bi asubidha hebani amane kia ki kn samaj seva karuthile ki. No tention always happy good for health nothing to worry.samay hatare sansar dori jay jagannath ❤❤❤❤

    • @soumyaranjanharichandan2793
      @soumyaranjanharichandan2793 ปีที่แล้ว

      ବାଣ୍ଡ ହେବ ରେ, ସଳା ମୁର୍ଖ ଚୋଦା ମାଘିଆ🤣🤣🤣🤣

  • @Amarkhabarvlogs
    @Amarkhabarvlogs ปีที่แล้ว +14

    ବର୍ଷା ଭୁଲ ଥିଲେ ଖିୟମା କରିବାର କଥା ନା ଅନୁଭବ ଖୀୟମା କରିବେ ନାହିଁ ନେତା ହେଲେ କିୟେ ପଚାରେ ସ୍ରୀ କୁ ସତ ନା କରାପ like for U

  • @BabunuLifeStyle9174
    @BabunuLifeStyle9174 ปีที่แล้ว +1

    ହେ ପ୍ରଭୁ ଜଗନ୍ନାଥ, please ସେମାନଙ୍କୁ ଏକାଠି କରିଦିଆ

  • @reenaparmesambalpuriexpres4830
    @reenaparmesambalpuriexpres4830 ปีที่แล้ว +103

    ଅନୁଭବ ଭାଇ ତୁମେ ବହୁତ୍ ମିଛ କହୁଚ୍ଛ

  • @sasmitaotta
    @sasmitaotta ปีที่แล้ว +52

    If two people are in their worst conditions, they must be separated.. why our justice system is so blind. Why they hanged this case.

  • @SouravDas-vq9hp
    @SouravDas-vq9hp ปีที่แล้ว +2

    ଅନୁଭବ ଭାଇଙ୍କ supporter like👍 କର

  • @AbhiRaam-vo3sm
    @AbhiRaam-vo3sm ปีที่แล้ว +2

    ହେ ବାଳ କଥା ଯାହା ହେଲା ହେଲା ଏମିତି ହୁଏ
    ସେତିକି ଥାଉ ଏକାଠି ହେଇ ଯାଅ ସବୁ ଠିକି ହେବ

  • @deepakcreativity9254
    @deepakcreativity9254 ปีที่แล้ว +32

    Behind the scenes anubhav bahut sanjamata saha thaku chanti😂 kie kie bujhi paru chha

    • @agfsameer9068
      @agfsameer9068 4 หลายเดือนก่อน

      Tate tike kukura pelu nahanti 😡

  • @Indianvspakistan
    @Indianvspakistan ปีที่แล้ว +15

    ସବୁ ମିଛ ସେ ତମକୁ ଯଦି ଗାଡ଼ି କରୁଛନ୍ତି ତାହା ହେଲେ ପ୍ରୋପ ଦେଖାଇ ଦିଅ ବିଶ୍ୱାସ କରିବୁ ଆମେ

    • @goribenia9146
      @goribenia9146 ปีที่แล้ว

      Yes 👍

    • @prithvirajnaik6100
      @prithvirajnaik6100 2 หลายเดือนก่อน

      ଆରେ ମା__ଆ.... spelling ଠିକ କର ଆଗ... ତାପରେ କଥା କହିବୁ... 😡

  • @pankajkumarmahanta7858
    @pankajkumarmahanta7858 ปีที่แล้ว +19

    କିଏ କିଏ କମେଣ୍ଟ ପଢ଼ିବାକୁ ଆସିଛ . . . ଲାଇକ୍ କର😊

  • @subhadrasahoo932
    @subhadrasahoo932 ปีที่แล้ว +21

    Agaru kouthi thile mr. Anubhab???

    • @jatadharimahapurusatruespe2666
      @jatadharimahapurusatruespe2666 2 หลายเดือนก่อน

      Agaru tama bhali jane nari ra apekhya karithile jebe miligala tebe asile agnya dhanyabad apna a question pacharithibaru thanks 🙏

  • @ommsundarampradhan6797
    @ommsundarampradhan6797 ปีที่แล้ว +3

    ମିଛ କଥା

  • @papundandasena7901
    @papundandasena7901 ปีที่แล้ว +4

    ତୁମେ ତାଙ୍କୁ ଯେଉଁ ରାତି ସାରା କୁନ୍ତୁ କରିଥାଅ ସେଥି ପାଇଁ ସେ ଅସଭ୍ୟ ଭାଷା ରେ ଗାଳି କରନ୍ତି।

  • @sunaybhai5269
    @sunaybhai5269 หลายเดือนก่อน

    କାହିଁକି ବର୍ଷା ଙ୍କୁ ବାହା ହେଲ କଣ ତୁମକୁ ଭଲ ଲାଗିଲା fillim ରେ ଯିଏ ହିରୋହୀନ ହେବ ଚମଳା ବିକା ସବୁ ଭଲ ଝିଅ ନ ତାନ୍ତି fillim ପାହିଁ କେବଳ ଟଙ୍କା ପାହିଁ ? ବାହାରେ ପ୍ରେମ ନ ଥାଏ fillim ଇଣ୍ଡେସ୍ତ୍ରୀ ମାନେ

  • @a__1__boy
    @a__1__boy ปีที่แล้ว +156

    Justice for anubhav bhai💯💯❤❤. Please all male support anubhav bhai❤❤.

    • @sankarmaharana2015
      @sankarmaharana2015 ปีที่แล้ว +2

      ee jau naari support law agare AME ketebi male anubhav bhai ku support kale bi kichhi kariparibani,ethi pua dosa na Kari mariba au jhia dosa Kari bi nirdosh re bulibe

    • @SonuKumar-dt8wb
      @SonuKumar-dt8wb ปีที่แล้ว +2

      Anubhav bhai love

    • @SonuKumar-dt8wb
      @SonuKumar-dt8wb ปีที่แล้ว +2

      Anubhav bhai love you

    • @SonuKumar-dt8wb
      @SonuKumar-dt8wb ปีที่แล้ว +1

      Anubhav bhai ❤

    • @naraharimohanty8771
      @naraharimohanty8771 ปีที่แล้ว +1

      Bhai, Kali b kahiba e ghoda madua ki, Barsha au kete jhia mate jotare b pitichhanti but mun ta useless kichhi Kari parilini😂

  • @saidigitalchandanpur2017
    @saidigitalchandanpur2017 ปีที่แล้ว +29

    ଭଲ ଥିଲା, ଆହୁରି ଭଲ ହେଇପାରିଥାନ୍ତା..!

  • @manjula1857
    @manjula1857 ปีที่แล้ว +8

    ଅନୁଭବ ସାର୍ ଆପଣ ଯଦି ବର୍ଷ।ା ମାଡାମ କଂ ଠାରୁ ଭଲ ତେବେ ଆପଣ ନିଜ ପତ୍ନୀକୁ ଏମିତି କହି ନ ଥାନ୍ତେ। ହେଲା। ଲଜ୍ଜା ଲାଗୁନି ଏମିତି କହି ବାକୁ।।।

    • @biswadevrout7009
      @biswadevrout7009 ปีที่แล้ว

      Barsa ku laja laguni bhala ta reels banaochi

    • @Asisbaiyari
      @Asisbaiyari 3 หลายเดือนก่อน

      ​@@biswadevrout7009Han to eabi reels banantu Kia mana karuchhi ki kintu nija stree bisayare bajya Katha sabu gapu chhanti anubhab nku laja laguni barsa kn mana karithile ki reel karibaku ki barsa kn kahithile au barsa kn kahithile tanka bisayare anku midiare tanka nare bekar katha gapibaku

  • @pratimasethi5864
    @pratimasethi5864 ปีที่แล้ว +38

    ଏ କଥା ମିଛ ହେଇଥିବ କି ବର୍ଷା କୋର୍ଟ ରେ ସମସ୍ତଙ୍କ ଆଗରେ ଅନୁଭବ କୁ ଅଭଦ୍ର ଭାଷାରେ ଗାଳି କରିଟିବ....

    • @sanatan89
      @sanatan89 11 หลายเดือนก่อน +3

      Ame kahi paribani je kana heithiba.

  • @telochanbhola9884
    @telochanbhola9884 ปีที่แล้ว +1

    🌹🌹🌹🌹ଜୟ ଜଗନ୍ନାଥ ଅନୁଭବ ଭାଇ 🙏🙏🙏🙏 ଆମ କଟକ ପୁଅ ହାରିବନି ଭାଇ ଜିତିବ👍👍 ଜୟ ଜଗନ୍ନାଥ ଭାଇ

  • @karismasethi3895
    @karismasethi3895 ปีที่แล้ว +26

    Sabu lokanku kebe nija bhul dekha jaeni , ta varsha nka sabu bhul tumara kichi bhul nahi? Kahaku kharap boli kahiba aagaru nijaku nije tk dekha 😡

  • @Biswojeetpradhan-uo6gi
    @Biswojeetpradhan-uo6gi ปีที่แล้ว +14

    Drama kahaku kuhajaye athu sikhantu..Nije Bhala hoi Anya ku khrap kemite karajaye apnka Thu sikhiba ktha....se gote wife au se tar kartbya karuchanti se kharp hoithile se divorce dei nija batare thante .ia Nije tanka pachare laguchanti

  • @bebypanda.A-Z
    @bebypanda.A-Z ปีที่แล้ว +23

    Sabu raga ଅଭିମାନ bhuli ଦୁଇଜଣ ଯାକ fer ଏକାଠି ହାଇଯାଓ। ସବୁ ଠିକ୍ ହେଇଯିବ।🙏

    • @nibeditamurmu2854
      @nibeditamurmu2854 ปีที่แล้ว +1

      Sabu achi

    • @Misskhushi-b
      @Misskhushi-b ปีที่แล้ว +1

      Right

    • @Narendra-ij2wg
      @Narendra-ij2wg ปีที่แล้ว +1

      Right 👍

    • @prasannajitdey055
      @prasannajitdey055 ปีที่แล้ว

      tame mu ekathi heba asa 😂😂😂

    • @bebypanda.A-Z
      @bebypanda.A-Z ปีที่แล้ว

      ଏମିତି କାହାକୁ kharab Kari କହିବା kn ଠିକ୍ mo jagare Jadi tama ଭଉଣୀ thanta ଏମିତି କହିଥନ୍ତକି

  • @santoshkumarmishra2620
    @santoshkumarmishra2620 ปีที่แล้ว +15

    ଘରେ କଳା ବାଦଲ ଘୋଟି ଯାବାର ଏ ହେଇଛି ସୂଚନା. ତେଣୁ Be careful.

  • @mahaprasad7151
    @mahaprasad7151 ปีที่แล้ว +154

    Justice for anubhav mohanty 🙏🏻

  • @priyankapradhan6359
    @priyankapradhan6359 ปีที่แล้ว +14

    ଏ ବା ଅନୁଭବ ସବୁ କଥା ଭାବି ଭାବି କହିବ ଅନୁଭବ କରିକୀ ହେଲେ ବର୍ଷା ଯେବେ ଆସିବ ତାର ଭାବନା ପୁରା ବର୍ଷା ରେ ଭିଯିଯିବ ଆଊ ଅନୁଭବ ସବୁଦିନ ପାଇଁ ଜାଗ୍ରତ ହେଇଯିବ

  • @basantipanda7986
    @basantipanda7986 ปีที่แล้ว +18

    ବର୍ଷା " ଅସଭ୍ୟ ଭାଷରେ ଗାଳି ଦୀୟ " ଏଇଟା ପୁରା ମିଛ ଦେହ ମିଛ !
    ବର୍ଷା ଖରାପ ଭାଷା ଶିଖି ବି ନଥିବେ!
    ଗାଳିଦେବା ତ ଦୂରର କଥା !
    ଜଣେ ନାରୀ କୂ ସ୍ତ୍ରୀ ଭାବରେ କିଛି ଦିନ ହେଉ ପଛେ ଆପଣାର କରି ତାକୁ ଯେଉଁ ସମାଜ ଆଗରେ ବେ - ଇଜ୍ଜତ ଜରୁଛ ଦିନେ ନାଁ ଦିନେ ତାର ଫଳ ପାଇବ ନିଶ୍ଚୟ 😮

    • @rcmarndi98
      @rcmarndi98 ปีที่แล้ว

      Barsha sikhi nothiba but tome bholo sikhichho😂

  • @bazarvalue
    @bazarvalue ปีที่แล้ว +2

    ହୋଷ୍ଟିଂ କରିଥିବା ଲୋକଟିର ଭୂମିକା ସତରେ ପ୍ରଶଂସାଯୋଗ୍ୟ , ଆଜିକାଲି ପୁରା ୧୦୦ ୧୦୦ ରେ ଖେଳ କରୁଛି , ଆଉ ରହିଲା ଅନୁଭବ ବର୍ଷା ଝଗଡା କଥା , ଆଗରୁ ମୁଁ ବର୍ଷା କୁ ସପର୍ଟ କରୁଥିଲି , ଏବେ ୮ ମାସ ହେଲା ମୋ ବାହାଘର ହେଇଛି , ବର୍ତ୍ତମାନ ମୁଁ ଅନୁଭବଙ୍କ କଷ୍ଟ ବୁଝିପାରୁଛି , ହେ ଭଗବାନ ଅନୁଭବ ଙ୍କ ଡିଭୋର୍ସ ହେଇଯାଉ

    • @examboost3867
      @examboost3867 ปีที่แล้ว

      Thik kotha

    • @Olive_719
      @Olive_719 ปีที่แล้ว +1

      Bhai Amara experienced.

    • @Zoya45945
      @Zoya45945 ปีที่แล้ว

      😂😂😂😂😂

  • @manaskumar1007
    @manaskumar1007 ปีที่แล้ว +5

    ଭାଇ ଝଗଡା ର ମୂଳ କାରଣ କଣ ଆଯି ଯାଏ ମୁଁ ଜାଣିପାରିଲିନି 😮😮😮😮😮😮

  • @BISWACREATION01
    @BISWACREATION01 ปีที่แล้ว +2

    Anubhav Mohanty ଜଣେ Characterless ମଣିଷ କାହାକୁ ଅଛପା 😂😂😂

  • @sudarshanraja4976
    @sudarshanraja4976 ปีที่แล้ว +43

    Anubhav ଙ୍କ କଥା ଶୁଣିଲା ପରେ, ମୋର ଗୋଟିଏ ଗୀତ ମନେପଡୁଚି, “ସବୁ ଜନମ ରେ ସାଥୀ ହେଇ ରହିଥା, ମୋ ହାତ ଧରି ଚାଲୁ ଥା..... ହାତ ଧରି ଚାଲୁଥା "😂😂😂

  • @debadattamohanty8902
    @debadattamohanty8902 ปีที่แล้ว

    ଯାହା ହେଲେ ମଧ୍ଯ ସେ ଏବେ ଆପଣ ସ୍ତିରୀ କ୍ଷମା କର ଦିଅ।

  • @nilapari9955
    @nilapari9955 ปีที่แล้ว +4

    ହେ ପ୍ରଭୁ ସବୁ ଠିକ୍ କରିଦିଅ 😥🙏

  • @abhimanyusutar4466
    @abhimanyusutar4466 ปีที่แล้ว +1

    ବରଷା ହେଲେ ଛତା ଦରକାର୍

  • @itspabitracreation4130
    @itspabitracreation4130 ปีที่แล้ว +13

    ବର୍ଷା ଅନୁଭବ ଭାଇ ଙ୍କ ଜୀବନ କୁ ବରବାଦ କରିଦେଲା ꫰
    ହେ ପ୍ରଭୁ ଜଗନ୍ନାଥ ଭାଇଙ୍କୁ ନ୍ଯାୟ ମିଳୁ ꫰
    ଧର୍ମର ଜୟ ହଉ ꫰

    • @akshaykumar786-y4f
      @akshaykumar786-y4f ปีที่แล้ว +1

      hn bhai anbhav bhai bada bhul kridele se satare taku bhala pai ki....Varsha moh maya sansar re rahiba katha nuh se mangal rah re rahiba katha

    • @itspabitracreation4130
      @itspabitracreation4130 ปีที่แล้ว +2

      @@akshaykumar786-y4f tame kathatiku bujhiparila sethipain dhanyabad

    • @akshaykumar786-y4f
      @akshaykumar786-y4f ปีที่แล้ว

      @@itspabitracreation4130 hn Bhai😔

  • @Master_ofWhy
    @Master_ofWhy ปีที่แล้ว +1

    ତୁ ଶଳା ମଦ ପିଇ କି ନାଟ କରିବୁ ତ କଣ କରାଯିବ?

  • @sasmitapriti201
    @sasmitapriti201 ปีที่แล้ว +28

    ଦୟା କରିକି ବର୍ଷା mam ଆଉ ଅନୁଭବ ଦୁଇ ଜଣ ମିଶି ଯାଅ 🙏🙏🙏🙏ଅନୁରୋଧ କରୁଛୁ

  • @AvaAva-eo5ll
    @AvaAva-eo5ll 8 หลายเดือนก่อน

    ଲଭ ୟୁ ଭାଇ ଜାନ ❤️❤️❤️❤️❤️❤️❤️👍👍👍👍

  • @Shreemakes
    @Shreemakes ปีที่แล้ว +5

    No matter whose fault is it!! Just to have peace they should be parted... some times living together is horrible. Its the best example. Live yourself happily let others live happily. It should be one' s motto . Barsha and Anubhav should be simply separated from each other and live their lives on their own terms. Why make some one's life such hell. If husband is suffering and wife is accusing him for turture what the hell will happen by living together 3rd world war?all family members will suffer everyday . Its better to be divorced.

  • @bibhutibhusanmahapatra6815
    @bibhutibhusanmahapatra6815 11 หลายเดือนก่อน

    ଅତିସୁନ୍ଦର ଅଭିନୟ ବର୍ଷା ଦିଦି କରୁନାହାନ୍ତି ତୁମେ କରୁଛ ଭାଇ ଯେତେ ସବୁ ମିଛ କହୁଛ ଆମେ ବାଧେ ଜାଣିନୁ ତୁମକୁ, ଖରାପ ଭାଷାରେ ତୁମେ କୁହ କହିଛ ଥରେ ଓଡ଼ିଆ ଆକଟର ଙ୍କୁ ସେଟା ଦେଖିଚୁ ପ୍ଲିଜ଼ ସମସ୍ତଙ୍କୁ ବୋକା ବାନାଅନି ହେଲା

  • @sambitkumar628
    @sambitkumar628 ปีที่แล้ว +7

    ଏ ଅନୁଭବ ମହାଅଭିନୟ କରି କହୁଛି ପରମ୍ ଠକ ବଦମାସ୍ ଟା

    • @prithvirajnaik6100
      @prithvirajnaik6100 2 หลายเดือนก่อน

      ତୋ ଭଉଣୀ ବୋଧେ ଗାଣ୍ଡି ମରେଇ ଥିଲା.... ସେଥିପାଇଁ କହୁଚୁ ବୋଧେ.....

  • @brajeswarisingh909
    @brajeswarisingh909 ปีที่แล้ว

    ଏ କଥା ଠିକ ନୁହେଁ, ଯଦି ବର୍ଷା କହିଥାନ୍ତୁ ତେବେ ଭୁଲ, ତମେବି ପୁଅ ସେମିତି କିଛି
    କୁହନି, ଯାହାହେଲେ ବି ହାତ ଧରିଥିଲ l ଯଦି ଦୁହେଁ ଏକାଠି ନ ରହିବ, ତେବେ ପଂଚାୟତ ବସାଇ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହିଯାଅ, ନିଜ ନିଜ ବାଟରେ ଯାଅ l
    ନିଜ ସ୍ୱାଭିମାନ ରଖ, ମୋର ଏତିକି ନିବେଦନ l

  • @prabhatnayak1697
    @prabhatnayak1697 ปีที่แล้ว +24

    I feel personally Anubhab is heartily honest about this matter,barsha playing with him emotionally

  • @mamidas2888
    @mamidas2888 ปีที่แล้ว

    Anuvad sir nke pani like hoyejaei

  • @souravvlogs823
    @souravvlogs823 ปีที่แล้ว +8

    We should know the story from both sides ! Anubhav may be telling lies as well !

  • @SKSantosh-xf6px
    @SKSantosh-xf6px 8 หลายเดือนก่อน

    ଗୋଟେ ହାତରେ ତାଳି ଜେଜେନି ଯେ 🤚

  • @chandanguru8063
    @chandanguru8063 ปีที่แล้ว +5

    Tu bhari bhadra pila ra

  • @jadhaptandi6645
    @jadhaptandi6645 ปีที่แล้ว

    ଯିଏ ନିଜର ସ୍ତ୍ରୀକେ ଚଲେଇନେପାରବାର ସେ ଦେଶକେନଥେଇଚଲାବାଯେ ଲୋକ ବିଶ୍ଵାସ କରି ଭୋଟ ଦେଉଛନ

  • @rjitmitalivlogs6494
    @rjitmitalivlogs6494 ปีที่แล้ว +7

    To bhaliea ranbua Sara pruthibi re kehi bodhe nahanti

  • @pradeeptadash6501
    @pradeeptadash6501 ปีที่แล้ว +1

    Barsha bholo karanti.... Parakiyapriti kou nari bardast koribo

  • @KalpanaOjha-u5k
    @KalpanaOjha-u5k ปีที่แล้ว +5

    Jagruti paine anubhav barsamam ku chadibaku chahuncha nti tanku badnam karichanti hele mam kebe anubhav Bhali tanku badnam karinahanti chhi lajya laguni bhala painathila kebe mam ku tankara faidautheila mam nkara kehi nahanti boli tame bhala khelali

  • @BSA886
    @BSA886 2 หลายเดือนก่อน +1

    Anubhav tu over acting karu ta sahita tu gote ghor madua.

  • @saubhagyadharua
    @saubhagyadharua ปีที่แล้ว +26

    Justice for anubhav sir ❤️❤️❤️

    • @rashmiranjan7411
      @rashmiranjan7411 ปีที่แล้ว

      Ghoda banda sir

    • @chetnasilatandi902
      @chetnasilatandi902 ปีที่แล้ว

      Justice for what😂😂😂

    • @ATP07
      @ATP07 ปีที่แล้ว

      ​@@rashmiranjan7411tu ta parama ମେଣ୍ଢା ଗୀହା 😂

  • @pradeeptadash6501
    @pradeeptadash6501 ปีที่แล้ว +1

    Anubhab jane michua, duscharitra, nungura loko.... Sara odisha janichi

  • @priyabratamahapatra4125
    @priyabratamahapatra4125 ปีที่แล้ว +7

    Prem Kumar film shooting time re accident hei thila. Se time re toh kahu thilo Barsha pari wife dunia re nahin boli 😅😅

  • @SARATCHANDRASENAPATI-o2g
    @SARATCHANDRASENAPATI-o2g ปีที่แล้ว +1

    ଭାଇ ସତରେ ପୁରା ରାଗିଯାଇଛନ୍ତି

  • @rjitmitalivlogs6494
    @rjitmitalivlogs6494 ปีที่แล้ว +28

    Nija stri ta au kaha pakhaku jaini ...... Tume nije bhabidekha bhul kahara
    ...... Mu janini apana mo upare ragi paranti..... Kintu mnu apana nku OOO apana nka jodi ku bahuta bhala paiii

  • @meenapal1164
    @meenapal1164 ปีที่แล้ว +2

    ଅତିସୁନ୍ଦର ଜୀବନ ବର୍ଷା ପାଣି ଭରି ପରିବାର ଲୋକେ ବି ଭାସିଗ ଲେ, ମୂଳରୁ ଜାଣିଥିଲି ଏହାହିଁ ହେବ, ଯାହାର ଭାଇ ନାହିଁ ସେକି ଜାଣିବ, ଆଉ ଗୋଟେ ପୁଅର ଦୁଃଖ,

  • @swayamprakashpattanaik1549
    @swayamprakashpattanaik1549 ปีที่แล้ว +5

    ଘଟଣା ର ସତ୍ୟାସତ୍ୟ ପ୍ରାୟ ଜଣା ପଡିଗଲାଣି। ଚାଣକ୍ୟ ପଣ୍ଡିତେ କହି ଯାଇଛନ୍ତି, ଦୁଷ୍ଟା ଭାର୍ଯ୍ୟା ଅତ୍ୟନ୍ତ ଦୁଃଖଦାୟକ।

  • @happyd6145
    @happyd6145 ปีที่แล้ว +1

    Barsa ku tame kou pose re pelicha sata kuha anubhav bhai

  • @sreejatnayak3579
    @sreejatnayak3579 ปีที่แล้ว +7

    Justice for Anubhav Mohanty ❤❤❤

  • @Stylishboykumar33
    @Stylishboykumar33 11 หลายเดือนก่อน +1

    Jie para ra katha kahuchi se loka ta hi kharap khali michare barsha maam nku dosa dia jaoichi

  • @sukantadalai3126
    @sukantadalai3126 ปีที่แล้ว +15

    Divine jodi🎉🎉🎉

  • @sahusahu4222
    @sahusahu4222 ปีที่แล้ว

    ଭାଇ ତମେ ଦୁହି ଜଣ
    ଭଲ କରି ରମ୍ପାରମ୍ପି ହୋଇ ଯାଅ ଦେଖି ବ ସବୁ ସମାଧାନ ହୋଇଯିବ

  • @tejshwani7081
    @tejshwani7081 ปีที่แล้ว +5

    Eita 💯 sure ki barsa madam kebe slang use karunathibe

  • @Mangalmarndi-u5l
    @Mangalmarndi-u5l ปีที่แล้ว

    ଅନୁଭବ ଗୋଟେ ହୀଜୀଳା

  • @Govindasoren
    @Govindasoren ปีที่แล้ว

    Anubhav ku aau thore SOMETHING SOMETHING heuchhi🤣🤣🤣

  • @Suriya_Naraj_Cattack
    @Suriya_Naraj_Cattack ปีที่แล้ว +30

    Always Love Anubhav Bhai ❤

  • @amiyamishra1125
    @amiyamishra1125 หลายเดือนก่อน

    Anubhab super Michhua

  • @padminimishra314
    @padminimishra314 ปีที่แล้ว +26

    Justice For Anubhav Sir 🙏❤

  • @BabunuLifeStyle9174
    @BabunuLifeStyle9174 ปีที่แล้ว +1

    My favourite actor and actress 😭

  • @motilaldash4645
    @motilaldash4645 ปีที่แล้ว +6

    ତୁମେ ବହୁତ ଭଲ ଲୋକ ଭୋଳି ଲାଗୁଛ

  • @truptimayeebiswal8658
    @truptimayeebiswal8658 ปีที่แล้ว

    Anuvab bhai bahut badhia katha kahichanti👍

  • @commanmanrakesh2310
    @commanmanrakesh2310 ปีที่แล้ว +24

    Mun gote katha Jani paruni ki anubhav bhainku sabu bele apana dakuchani details nouchanti but varsha Madamnku kebe dakunahanti kn pai ❓❓❓

    • @entertainer688
      @entertainer688 ปีที่แล้ว +2

      Karana se ba dokhebaj

    • @Asisbaiyari
      @Asisbaiyari 3 หลายเดือนก่อน

      ​@@entertainer688apana sabu janichhanti nuhe jetiki sabu bekar katha

  • @suryakantadalai4713
    @suryakantadalai4713 ปีที่แล้ว

    ଏଭଳି କେତୋଟି ନାରୀ ପାଁଇ ସବୁ ବଦନାମ

  • @sonalibiswal7366
    @sonalibiswal7366 ปีที่แล้ว +4

    Justice for anubhav kn pain always anubhav juade jauchhanti Sethi barsa nka na re kahiba chhadhunshanti hele barsa ta kebe kouthi anubhav na re kuhantini se silent achhanti boli ya nuhen ki sabu barsa ra vulll Kain anubhav kou gota tulasi ta ki 😅😅😅😅😅😅

  • @ashutosh.diptimahalik5929
    @ashutosh.diptimahalik5929 3 หลายเดือนก่อน

    Anubhav Bhai best person in the world

  • @madhumitamohanty3360
    @madhumitamohanty3360 ปีที่แล้ว +6

    Is it possible to use slangs inside court???????

    • @nboy9584
      @nboy9584 ปีที่แล้ว +1

      He's saying all false allegations for Barsha didi ...

    • @madhumitamohanty3360
      @madhumitamohanty3360 ปีที่แล้ว

      🙄🙄🙄🙄

  • @CENEXPERIA
    @CENEXPERIA ปีที่แล้ว +2

    ତୁ ତ ମୁତୁରି ମୁଁ ତ ମୁତୁରି ହେଂସ କାହିଁ ପାଇଁ ଧୋଇବା 😂😂😂

  • @Scorpio_360
    @Scorpio_360 ปีที่แล้ว +48

    This man has really suffered a lot !😢

  • @sasmitapriti201
    @sasmitapriti201 ปีที่แล้ว

    Fimily ଝଗଡା ସମସ୍ତ ଙ୍କ ଘରେ ଅଛି ତମର ଏକା ନୂଆ ନୁହେଁ

  • @dushmantkumarnayak3105
    @dushmantkumarnayak3105 ปีที่แล้ว +6

    Justice for anubhav

  • @SatyabatiBehera-s6x
    @SatyabatiBehera-s6x ปีที่แล้ว

    ସ୍ଵାମୀ ଅଯୋଗ୍ୟ ପଣେ,ମାଇପ ଶୁଏ ଚାକୁଣ୍ଡା ବଣେ ।ତୁମର ମାଇପ ରଖୀବା ପାଇଁ ଯୋଗ୍ୟତା ନାହିଁ। ନପୁଂସକ ହିଞ୍ଜଡ଼ା।

  • @krushnachandraroul6734
    @krushnachandraroul6734 ปีที่แล้ว +13

    Anubhav bhai tamaku kharap lagiba khatha .nije bhala avinaya karucha kintu barsa madam nku kahuchha.tame wordmember habara joya nuha .kendrapada basi tamaku kemiti mp kale acharjaya ra katha .

  • @invinciblelingaraj
    @invinciblelingaraj ปีที่แล้ว +1

    ନାରୀ ମାୟା ନାରାୟଣ ଙ୍କୁ ଜଣା ।😅😅😅😅😅😅😅

  • @deepakkumarnayak9305
    @deepakkumarnayak9305 ปีที่แล้ว +14

    Hou gote katha khali puo ra mana achhi au jhio nahi.baha ghara pare barsha sukha dalani bali tu delhi jhio saha khela kalu au kn pain barsha au kou toka pakhaku galani tara kn mana nahi khali dar achhi .khali bahana karuchu se sukha delani. Kou jhio puo love marriage kari emiti karana tu au galua katha kahana.

    • @rasmitasamal3000
      @rasmitasamal3000 ปีที่แล้ว +4

      Thik katha kahile,sabu bhul barsa ra au ye pura satia...gote hatare Tali bajena kebe,barsa ra jadi icha nathanta tahele se kou Dina thu chadi sarantani...au gote katha kia thik kia bhul ame janinu but ame jaha dekhuchu au feel karuchu ta amaku thik laguchi...barsa ra kete dur bhul achi jana nhi but besi kharap au torture tame karucha bcoz jebe thu divorce petition file helani social media re bahut bahut apamaan delani jadi tame thik se bhul ta ete kai janaku tale pakei nije bhalei haucha kai barsa ta kebe kichi kharap kahini tumaku social media re but tame prati time sijug milile kemti barsa ku apamaan karibi, eta kete dur thik...mrg discord bahut kara hauchi but bhala manisa sei jia chup rahi Anya ijjat ku tale na pakai justice ku wait Kariba but tame ta kemti time milile barsa ijjat ku tale pakeibi...but manubaku padiba se lady ku jia ki ete anubhav social media re apamaan kala pare se kebe baharini na kebe kichi kharap statement deini