କୋରାପୁଟର ଦେଶିଆ ଭାଷାରେ ମନ୍ତ୍ରୀଙ୍କୁ ପଢ଼ାଇଲେ ଝିଅ କବିତା। Nityananda Gond visit in suravi program , BBSR

แชร์
ฝัง
  • เผยแพร่เมื่อ 2 ม.ค. 2025

ความคิดเห็น • 239

  • @msnabarangpuriatv
    @msnabarangpuriatv หลายเดือนก่อน +124

    ବଢିଆ ଲାଗିଲା ନୋନି କମ୍ପାୟ ଦେଲୁସ ମୁଇ ଦେଶିଆ ହେଇଥିବାରୁ ଗର୍ବ କରୁଛି ଜୟ କୋରାପୁଟିଆ ଜୟ ନବରଙ୍ଗପୁରୀଆ 🎉

    • @bangtans0757
      @bangtans0757 หลายเดือนก่อน +3

      Yeah we are proud to be undivided koraput ❤from malkangiri❤

    • @saradajani2938
      @saradajani2938 23 วันที่ผ่านมา +1

      ଭାଇ ଜୟ ନବରଙ୍ଗପୁର 🙏 କୋରାପୁଟ

  • @bunusentertainment3992
    @bunusentertainment3992 หลายเดือนก่อน +61

    ଜୟ ଅବିଭକ୍ତ କୋରାପୁଟ, ଜୟ ଆଦିବାସୀ, ଜୟ ଜୁଆର ଜୟ ଦେଶିଆ ଭାଷା

  • @PrasantKumarmajhi-t8g
    @PrasantKumarmajhi-t8g หลายเดือนก่อน +43

    ମୁ ନବରଙ୍ଗପୁର ଠୁ କୋଉଚି ଭାଇ ଏଇ ନନୀର କଥା। ମାନେ ଉପର ରାଜିର କୋରାଫୁଟିୟା ଭାଷା ମତେ ଶୁଣୀବାକୁ ବହୁତ ଆନନ୍ଦ ଳାଗିଲା ଧନ୍ୟବାଦ ଭହୁଣୀ ତୋଥେ ଭଗବାନ୍ ଆଶୀର୍ବାଦ କରନ୍ତୁ ଜୟ ଜଗନ୍ନାଥ

  • @BirataNayak
    @BirataNayak หลายเดือนก่อน +26

    ବଢିଆ ଲାଗିଲା ନନି ମାପ୍ରୁ ତକେ ଆରି ଉପରକେ ନିଅତ god bless you ❤

  • @IndraGouda-e9e
    @IndraGouda-e9e หลายเดือนก่อน +13

    ଆମ କୋରାପୁଟିଆ ଭାଷା ବହୁତ ସୁନ୍ଦର ଆଉ ସରଳ ଆମ କୋରାପୁଟିଆ ଲୋକ ମାନେ ଜୟ କୋରାପୁଟ ଜୟ ଆମ ଦେଶୀଆ ଭାଷା

  • @maheshmahuria8955
    @maheshmahuria8955 หลายเดือนก่อน +24

    କୋରାପୁଟିଆ ଭାଷା ଜିନ୍ଦାବାଦ

  • @dhulisanta1951
    @dhulisanta1951 หลายเดือนก่อน +32

    ଭାଷା ବଞ୍ଚିଲେ ଜାତି ବଞ୍ଚିବ l

  • @chaitanyadhurua6071
    @chaitanyadhurua6071 หลายเดือนก่อน +15

    ବଡିଆ ଗାଇଲା ନୋନି, ମନ କେ ଗଲା,ଜୟ କୋରାପୁଟ,

  • @RameshJani_Vlogs
    @RameshJani_Vlogs หลายเดือนก่อน +14

    ଲାଗା ଜୟ ନନି ❤ ଜୟ କୋରାପୁଟ ଜୟ ନବରଙ୍ଗପୁର ଜୟ ମାଲକାନଗିରି ଜୟ ରାୟଗଡ଼ା ❤ଜୟ ଦେଶିଆ ଭାଷା,ଜୟ ଜୟ ଆଦିବାସୀ 🔥

  • @sitdesiavlogs5579
    @sitdesiavlogs5579 หลายเดือนก่อน +17

    ବହୁତ ସୁନ୍ଦର ବାର୍ତ୍ତା

  • @dumarbhatra7910
    @dumarbhatra7910 หลายเดือนก่อน +5

    ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା ବହୁତ ସୁନ୍ଦର।

  • @DebendraBadanayak-z1m
    @DebendraBadanayak-z1m หลายเดือนก่อน +5

    କୋରାପୁଟ ଭାଷା ଅତି ସୁନ୍ଦର ଏବଂ ମଧୁର ମେନେକେ ଗାଲା🎉

  • @ArunKhora-yc6of
    @ArunKhora-yc6of หลายเดือนก่อน +8

    ମୁଇ ବେଶୀ ଖୁସି ମୁଇ କୋରାପୁଟର ପିଲା ❤

  • @benudharanti5195
    @benudharanti5195 หลายเดือนก่อน +9

    ଆମେ ଦେଶିଆ ହୋଇ ଓଡ଼ିଆ ଭାଷାକୁ କୁ ସଂମାନ ଦେଇଛୁ କିନ୍ତୁ କଟକ ଭୁବନେଶ୍ୱର ଆଡର ଲୋକେ ଆମକୁ ଗୃଣା କରନ୍ତି ତା ସାଥେ ଆମ ଭାଷା କୁ ବି... ଆମେ ଦେଶୀଆ ହୋଇ ଓଡ଼ିଶାର ସବୁ ଭାଷା କୁ ସଂମାନ ଦେଇ ଆସୁଛୁ ତମେ ବି ଆମ ଦେଶିଆ ଭାଷା କୁ ସଂମାନ ଦେବା ଶିଖ...

  • @kiransinggond
    @kiransinggond หลายเดือนก่อน +6

    ବହୁତ ସୁନ୍ଦର ଗୀତ ଭାଇ....❤😮

  • @dibakarhalba8816
    @dibakarhalba8816 หลายเดือนก่อน +6

    ନିକୋ କଇଲୁସ୍ ନି ନୋନୀ, ଆମର୍ ଦେଶିଆ ଭାଷା କେ ଭୁବନେଶ୍ୱରେ 🙏🙏🙏

  • @prafullakumarkhillo9332
    @prafullakumarkhillo9332 หลายเดือนก่อน +5

    ନୁନିର କାତା ଗୀତ ବେଶୀ ବଡ଼ିଆ ଲାଗଲା ଆମର ଦେଶିଆ ଭାଷା କେତେବାଡିଆ ଜୟ ଦେଶିଆ ଭାଷା ❤❤

  • @debendrakhillo9654
    @debendrakhillo9654 หลายเดือนก่อน +3

    ଜୟ ଦେଶିଆ ଭାଷା, ଜୟ କୋରାପୁଟିଆ, ଜୟ ନବରଙ୍ଗପୁରିଆ

  • @gouripanda2393
    @gouripanda2393 หลายเดือนก่อน +7

    ଜୟ କୋରାପୁଟ

  • @hemantacreation-yt
    @hemantacreation-yt หลายเดือนก่อน +1

    ରାଇଘର ଓ ଉମରକୋଟ ବ୍ଲକ ❤❤❤

  • @AmuliyJena
    @AmuliyJena หลายเดือนก่อน +10

    କମ୍ପି ଗୋଲା ନୋନି🎉🎉🎉

  • @UdhabKalar
    @UdhabKalar หลายเดือนก่อน +3

    ବହୁତ ସୁନ୍ଧର ଆଗକୁ ବଢନ୍ତୁ।
    ଧନନ୍ୟବାଦ

  • @Sankarvlog...
    @Sankarvlog... หลายเดือนก่อน +12

    ସେଥି ପାଇଁ ତ ଆମକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମର ଦାବୀ, ଆମର ଭାଷା ଦେଶିଆ ସେଥି ପାଇଁ ତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦରକାର୍ ଆମର ପିଲା ମାନେ ଦେଶିଆ ଭାଷା ରୁ ଓଡ଼ିଆ ଭାଷାର ବ୍ୟବହାର ଦ୍ଵାରା ଆମର ପିଲାମାନେ ଆଗକୁ ବଢ଼ିପାରୁ ନାହାନ୍ତି

    • @sukadevguruteli6515
      @sukadevguruteli6515 หลายเดือนก่อน

      😢😢😢😮😂😂😢😮😢😢❤

  • @Sansingpujari-iw5mc
    @Sansingpujari-iw5mc หลายเดือนก่อน +3

    ଜୟ ଆଦିବାସୀ ଜୟ ଜଗନ୍ନାଥ ଜୟ ଓଡ଼ିଆ ନବରଗପୂର୍

  • @nilanchalbhatra3836
    @nilanchalbhatra3836 หลายเดือนก่อน +5

    ବହୁତ୍ ବଢିଆ ଲାଗିଲା ନନି।

  • @ermd1988
    @ermd1988 หลายเดือนก่อน +2

    She is a dynamic student ... God Bless you ..

  • @FagunaMuduli-t3w
    @FagunaMuduli-t3w หลายเดือนก่อน +1

    ଦେଶିଆ ଭାଷା ଏମିତି ଆଗରେ ଜିବା କଥା ଶୁଣି କରି ବଢିଆ ଲାଗଲା ଜୟ ଦେଶିଆ

  • @ysmantosh
    @ysmantosh หลายเดือนก่อน +4

    जय सेवा जय जहार nabarangpur ❤❤❤❤❤❤

  • @tikekotha7158
    @tikekotha7158 22 วันที่ผ่านมา +1

    କବିତା ନୁନି ଦେଖାଇଦେଲୁସ ଆଜି କୋରାପୁଟିଆ ନୁନିର ପରିଚୟ ମାପରୁ ଦୟାନେ ଏନ୍ତା ହି ରୁହା 👍

  • @EswarKhillo-dj9hu
    @EswarKhillo-dj9hu หลายเดือนก่อน +5

    ବଡ଼ିଆ ନୁନି ❤️

  • @PURNACHANDRABURUDI-i2s
    @PURNACHANDRABURUDI-i2s หลายเดือนก่อน +1

    ଜୟ କୋରାପୁଟିଆ ଆଦିବାସୀ ଜୟ ଦେଶିଆ ଭାଷା

  • @SunilKhara-q7k
    @SunilKhara-q7k หลายเดือนก่อน

    ସୁପର ସୁନ୍ଦର ,,,ଆମ ,,,,,କୋରାପୁଟ ଏମିତି ଆଗ କୁ ଆଗ କୁ ଯୋଉ,,,,,Jai କୋରାପୁଟ

  • @podunirundi3796
    @podunirundi3796 หลายเดือนก่อน +6

    ନନି ଦେଶିଆ ଭାଷାତି ବଡ଼ିଆ କଇଲା 🎉

  • @dhaneswarmuduli3669
    @dhaneswarmuduli3669 หลายเดือนก่อน +4

    ବହୁତ ସୁନ୍ଦର ଲାଗିଲା ❤

  • @JagaJani-n9h
    @JagaJani-n9h หลายเดือนก่อน +1

    ଜୟ କୋରାପୁଟ, ଜୟ ଦେଶିଆ

  • @bhaktarampandka2070
    @bhaktarampandka2070 หลายเดือนก่อน

    ଆମେ କୋରାପୁଟିଆ ବଢେ ସୁନ୍ଦର୍ ଆମର ଭାଷା ଜୟ କୋରାପୁଟ ❤❤❤

  • @chintamanimajhi640
    @chintamanimajhi640 หลายเดือนก่อน +3

    ବହୁତ ସୁନ୍ଦର

  • @SunilKhara-q7k
    @SunilKhara-q7k หลายเดือนก่อน

    God bless you,,,,,I love, ,,,କୋରାପୁଟ,,,,,ମୁଇ ବି କୋରାପୁଟ, ,,,,,ସୁନୀଲ

  • @dushmanthjani3574
    @dushmanthjani3574 หลายเดือนก่อน +4

    Jay koraputya song super ❤️♥️♥️

  • @banacreationbc344
    @banacreationbc344 หลายเดือนก่อน +3

    ସେଟା ପାଇଁ ତ ଜିଲ୍ଲା ଭିତ୍ତିକ ନିଯୁକ୍ତି ହେଲେ ଦେସିଆ ଭାଷା ବଞ୍ଚିକି ରହିବ

  • @binayakbhatra
    @binayakbhatra หลายเดือนก่อน +3

    ମସ୍ତ କୟ ଲିଶ୍ ନୋନୀ

  • @BuduramGoud
    @BuduramGoud หลายเดือนก่อน

    ଭହୁତ ସୁନ୍ଦର ଭାଷା କୋରାପୁଟ ଜିଲ୍ଲାର 👌👌👌💯💯💯❤❤❤❤❤

  • @himanshunayak749
    @himanshunayak749 23 วันที่ผ่านมา

    ଜୟ ଆଦିବାସୀ ଜୟ କୋରାପୁଟିଆ

  • @chandanbhatra4964
    @chandanbhatra4964 หลายเดือนก่อน

    ଜୟ ଆଦିବାସୀ ଜୟ, ମୁଁ ମୋ ମାତୃଭାଷା ପାଇଁ ଗର୍ବୀତ ❤️❤️❤️

  • @ramarandhari8903
    @ramarandhari8903 หลายเดือนก่อน +3

    Koraput language ❤❤❤

  • @seliagemel9908
    @seliagemel9908 หลายเดือนก่อน

    ଜିନ୍ଦାବାଦ କୋରାପୁଟ 💐🙏

  • @mangarajgadangi3606
    @mangarajgadangi3606 หลายเดือนก่อน

    ମୁହିଁ ମାଲକାନଗିରି ଠାନୁ କୋଇଲି ନେ ଏନନୀ ଆମର କୋରାପୁଟ ଆରି ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକର ଦେଶିଆ ଭାଷା କେ ରାଜ୍ୟ ସରକାର ଳଗେ କେଠାଇଛି ଆକା ‌‌,ଜୟ ଜଗନ୍ନାଥ , ଏମିତି ଆମର ଆଦିବାସୀ ବା ଦେସୀଆ ଭାଷା କୁ ବଞ୍ଚାଇ ରଖିବା,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @csc_seva
    @csc_seva หลายเดือนก่อน

    ଧନ୍ୟବାଦ ଟକି !

  • @mayadharjani5369
    @mayadharjani5369 หลายเดือนก่อน

    ଆମର ଦେଶିଆ ଭାଷା ବହୁତ୍ ସୁନ୍ଦର୍

  • @shushilabagdiria871
    @shushilabagdiria871 หลายเดือนก่อน

    ଜୟ କୋରାପୁଟ
    ଏ ନନୀ ତକେ କୋରାପୁଟର ମାଟି ମାଁ ସାଆ ଏଅବେ।

  • @nbhumia3807
    @nbhumia3807 หลายเดือนก่อน

    ଭୋଇଙ୍କାର...
    କମ୍ପାଇ ଦେଲୁସ ନୋନି
    ଜୟ ଦେଶିଆ
    ଜୟ କୋରାପୁଟ ❤

  • @anantajhodia2854
    @anantajhodia2854 หลายเดือนก่อน

    ଜୟ କୋରାପୁଟିଆ ଭାଷା ❤❤

  • @अनिमागौड
    @अनिमागौड หลายเดือนก่อน

    ଉଚ୍ଚ ହେବା ପାଇଁ କର ଯେବେ ଆଶା,
    ଉଚ୍ଚ କର ଆଗେ ନିଜ ମାତୃ ଭାଷା ।

  • @SibasankarsamarathPe2samarath
    @SibasankarsamarathPe2samarath หลายเดือนก่อน +3

    ଦେସିଆ ଭାଷା ଜୁହାର

  • @अनिमागौड
    @अनिमागौड หลายเดือนก่อน

    ମାତୃ ଭୂମି ମାତୃ ଭାଷା ରେ ମମତା ଯା ହୃଦେ ଜନମି ନାହିଁ,
    ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ।

  • @LaxmiSisa-g2m
    @LaxmiSisa-g2m หลายเดือนก่อน +2

    ଡାଟାମ୍ ସାର୍ଦା ଲାଗ୍ଲା...

  • @BharatBhua
    @BharatBhua หลายเดือนก่อน

    ଅତି ସୁନ୍ଦର ଭାଷା👍

  • @JanakNayak-xc3ji
    @JanakNayak-xc3ji 24 วันที่ผ่านมา

    ଧନ୍ୟବାଦ କବିତା ବଉଣୀ

  • @BudanGond-y4t
    @BudanGond-y4t หลายเดือนก่อน

    ବଡ଼ିଆ ଲାଗିଲା ନନୀ ଆମର ଦେଶିଆ ଲୋକ 🙏🙏

  • @Surya_092
    @Surya_092 หลายเดือนก่อน +1

    ବୋଡ଼ିଆ ❤

  • @grsentertainment6989
    @grsentertainment6989 หลายเดือนก่อน

    ଉପର କୁ ଯାଅ ଆଉ ଦିନେ viral hoba ଏ ଭଉଣୀ jai Jagannath from Malkangiri ଆଦିବାସି ପିଲା ❤

  • @abhiramkadraka4324
    @abhiramkadraka4324 หลายเดือนก่อน

    ଜୟ ଆଦିବାସୀ ଏମିତି କହି ଚାଲ ❤❤❤

  • @Thornie_Official07
    @Thornie_Official07 หลายเดือนก่อน

    ନମସ୍କାର ବାବୁ..... 🙏 କହି ସମ୍ବର୍ଦ୍ଧନା କଲେ , ମୋର ହୃଦୟ ❤କୁ ଛୁଇଲା ।
    From Gajapati 🙏

  • @Mr_karna_1234
    @Mr_karna_1234 หลายเดือนก่อน +1

    ବହୁତ ଭଲ ଲାଗିଲା 🎉

  • @MangarajPujari-jo8lk
    @MangarajPujari-jo8lk หลายเดือนก่อน +2

    ତୋର କାଥା ଆରି ଗୀତ ସୁନି ବେଶି ଭଲ ଲାଗଲା ନୁନି

  • @khageshmusical
    @khageshmusical หลายเดือนก่อน

    କୋରାପୁଟ ୧ନୁମ୍ବର ❤❤❤❤

  • @BhatraGanesh-zi1du
    @BhatraGanesh-zi1du 28 วันที่ผ่านมา

    ଅୟ ନାନୀ ଆମର ଦେଶିଆ ଭାଷା ନାୟ ଭୁଲକା

  • @bhimsenkhemudu7392
    @bhimsenkhemudu7392 24 วันที่ผ่านมา

    ମୁଁ ଦେଶିଆ ବୋଲି ନିଜକୁ ଗର୍ବ ମନେ କରୁଛି ଝିଅ super 👍

  • @kumarbablu6446
    @kumarbablu6446 หลายเดือนก่อน

    ଜିଲ୍ଲା ଭିତ୍ତିକ ନିଯୁକ୍ତି ବିଷୟ ରେ ପଚାରିଲେ ଶିକ୍ଷା ମନ୍ତ୍ରୀ ଲୁଚି ଯାଉଛନ୍ତି। ଆଉ ମଣ୍ଡେଇ ରେ ଯାଇ କି ମୋଜା କରୁଛନ୍ତି। ବେଶୀ ରଙ୍ଗ ଦେଖଉଚ

  • @KunaJani-ul4ew
    @KunaJani-ul4ew หลายเดือนก่อน

    ଜୟ ଦେଶୀଆ

  • @bidurkirsani2591
    @bidurkirsani2591 21 วันที่ผ่านมา

    ଜୟ କୋରାପୁଟିଆ 🎉❤

  • @sibaram4336
    @sibaram4336 หลายเดือนก่อน +2

    ଆମେ ଜବର ସର୍ଦା ଏଇଲୁ ନନି

  • @gmsadan8254
    @gmsadan8254 หลายเดือนก่อน

    କୋରାପୁଟଆ ଭାଷା ରେ କଇଲା କେ ଶୁଣି ବଡ଼ିଆ ଲାଗିଲା

  • @dibakarnayak1614
    @dibakarnayak1614 หลายเดือนก่อน

    I 100%support you str.❤❤❤

  • @HappyBassetHound-bm5vj
    @HappyBassetHound-bm5vj หลายเดือนก่อน

    Koraputia language jindabad

  • @kamlchanapujari5177
    @kamlchanapujari5177 หลายเดือนก่อน

    ❤ U Koraput and Desia Language

  • @EduSphere-p
    @EduSphere-p หลายเดือนก่อน +1

    Anyone koraputia like here
    କୋରାପୁଟିଆ ମନ୍ like କରା❤❤😊😊😊😊

  • @janiji318
    @janiji318 หลายเดือนก่อน

    Thank you dear sister for your brave interview and representatives for desia bhasa....

  • @pitbasabhatra2238
    @pitbasabhatra2238 หลายเดือนก่อน

    ଜୟ କୋରାପୁଟିଆ

  • @basudevmutuka387
    @basudevmutuka387 หลายเดือนก่อน +1

    🎉🎉🎉🎉❤❤❤❤

  • @RadhikaKirsani-i9h
    @RadhikaKirsani-i9h หลายเดือนก่อน

    ❤❤❤❤❤❤❤❤Bahuth bhala kahila my sister

  • @smartgirlsidhi8082
    @smartgirlsidhi8082 หลายเดือนก่อน

    Proud of you sis..🙌🥺❤️God bless you 🔥

  • @JagdishNayak-z7h
    @JagdishNayak-z7h หลายเดือนก่อน

    Bahut bodia heichi❤❤❤

  • @AmarSaunta-q6y
    @AmarSaunta-q6y หลายเดือนก่อน

    ସୁନା ଝିଅ କୁ ଶହେ ଜୁହାର ଗୋଟେ ମନ୍ତ୍ରୀ ହେଇ ଏହି ଝିଅ ଏତିକି ବୁଝି ପାରୁନି କି ଶିକ୍ଷ୍ୟା ମନ୍ତ୍ରୀ ହୋ ଏଇଟା

  • @taisam70777
    @taisam70777 หลายเดือนก่อน

    Jay desia basha Jay koraput ❤❤❤❤🎉🎉🎉🎉

  • @ganeshgabanga3303
    @ganeshgabanga3303 หลายเดือนก่อน

    This is so beautiful✨😍 language for koraputia and i wish you sister also come again keep it 🎉🎉

  • @dulanpatra6254
    @dulanpatra6254 29 วันที่ผ่านมา

    Bahut badhiya

  • @kamallochannayak9660
    @kamallochannayak9660 หลายเดือนก่อน +1

    Thanks Girl .

  • @ManoharMajhi-b3x
    @ManoharMajhi-b3x หลายเดือนก่อน

    ଜୟ ଆଦିବାସୀ

  • @shashankanayak7428
    @shashankanayak7428 หลายเดือนก่อน

    Very very good Kabita 🎉

  • @bimalharijan1236
    @bimalharijan1236 หลายเดือนก่อน

    Dhanyabad beti.tui akabti Amar koraputia betiya.

  • @jyotimarkam2971
    @jyotimarkam2971 หลายเดือนก่อน

    Bahuth sundar

  • @bollywoodhungama4016
    @bollywoodhungama4016 หลายเดือนก่อน +2

    Fantastic

    • @Himans_757
      @Himans_757 หลายเดือนก่อน

      Fantastic

  • @somanathmadkami4023
    @somanathmadkami4023 หลายเดือนก่อน

    Badia lagichii❤❤❤❤❤mote 🎉🎉

  • @gourangahalba978
    @gourangahalba978 หลายเดือนก่อน

    Wowww ❤❤❤

  • @haribandhubhoi1212
    @haribandhubhoi1212 หลายเดือนก่อน

    Bhouth Sundar amar desia bhasa

  • @mamtabhatra143
    @mamtabhatra143 หลายเดือนก่อน

    Bodiya ❤❤❤

  • @jaghapujari3344
    @jaghapujari3344 หลายเดือนก่อน

    ପୁରା ଅର୍ଜୀନାଲ ଦେଶିଆ ଟକି ଏଟା ନୁହେଁ

  • @shyamcharan9206
    @shyamcharan9206 หลายเดือนก่อน

    ❤❤❤❤ very nice beta ,

  • @dharanisahasia605
    @dharanisahasia605 หลายเดือนก่อน

    Bahut sundar 🥰🥰🥰🥰🥰