What a great informative video. I appreciate your hardworking to provide us daily life real time informations. I watch all your videos daily to gain my knowledge about foreign countries. I don't have much words to appreciate you..... Luv u brother 🙏👏👍👍👍👍
ଲବ ଭାଇ ସତରେ ବାହାର ଦେଶରେ ଆମ ଓଡ଼ିଆ ମାନଙ୍କ ର ଏତେ ଭଲପାଇବା ବହୁତ ଖୁସି ଲାଗିଲା love you bro god bless you 🙏🙏
କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏
What happened
Mu KEONJHAR ru labo bhai nka video dekhe ♥️🤗🥰
Mu bi kenjhar ru dekhu chi
Mun bi dekhe
Tama Ghara Kauthi Proper
ଗର୍ବରେ କାହୁଛୁ ଆମେ ଓଡ଼ିଆ ଭାରି ବଢ଼ିଆ ବୋଲି । ବହୁତ ସୁନ୍ଦର ଲବ ଭାଇ ଆଗକୁ ଏମିତି ନୂଆଁ ନୂଆଁ vlog ଭିଡିଓ ଭେଟି ଦେଉ ଥାଅ।❤😊
କେଉଁ ମାନେ ଚାହୁଁଚ 2025 ପୁର୍ବରୁ ଲବ ଭାଇ ଙ୍କର 1 million Subscriber ହେଇଯାଉ ❤❤
ମୁଁ 😘😘😘😋
Tote kichi miliba na taro 1 million heigale
Tor kahniki gandi poduchi
@
ମୁଁ ଚାହୁଁଛି ❤
ଭାଇ ବହୁତ ଖୁସି ଲାଗିଲା ଦୁବାଇ ରେ ଆମ ଓଡିଆ ଭାଇ ମାନକୁଂ ଓ ତୁମ ସହ ଦେଖା ହେଇକି ଜୟ ଜଗନ୍ନାଥ ⭕❗⭕ 🙏🙏
ଖୁବ୍ ଭଲ ଲାଗିଲା ଅଷ୍ଟ୍ରେଲିଆ ପରିବା ମାର୍କେଟ ତଥ୍ୟ । ଏହିଭଳି ଅନ୍ୟସବୁ ତଥ୍ୟ ଜଣାଇବେ ନିଶ୍ଚୟ । ଜୟ ଶ୍ରୀଜଗନ୍ନାଥ ।
ଭାଇ ଦୁବାଇର ମାର୍କେଟ ଟିକୁ, ଆମକୁ ସୁନ୍ଦର ଭାବରେ ଭିଡ଼ିଓ କରି ଦେଖାଇ ଅଛ. ବହୁତ ବହୁତ ଧନ୍ୟବାଦ. ଏତେ ରିକ୍ସ ନେଇକି ଯା ହେଉ ଲବ ଭାଈ, ଭିଡ଼ିଓ ଦେଖିକି ଖୁସି ଲାଗିଲା
ଅତି ସୁନ୍ଦର ଲାଗିଲା ଭିଡିଓ ଟି ଓ ମନମୁଗ୍ଧକର ହୋଇ ଅଛି, ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପାଖରେ ଅଛି, ଆଗକୁ ଯାତ୍ରା ମଂଗଳ ମୟ ହେଉ, ଜୟ ଜଗନ୍ନାଥ,
❤❤
ବହୁତ୍ ସୁନ୍ଦର୍ ମାର୍କେଟ ଓ ବହୁତ୍ ସଫା ସୁତୁରା ବହୁତ୍ ଭଲ ଲାଗିଲା
ବହୁତ ସୁନ୍ଦର ମାର୍କେଟ, ଭଲ ଲାଗିଲା, God Blesse You Brother 🙏❤️🌹🙏❤️🌹🙏❤️🌹
ଓଡ଼ିଶା ଲୋକଙ୍କ ଭଲ ପାଇବା ❤ ଅଛି 🎉🎉🎉❤❤❤
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤
No
❤️
ପୁରୁଣା କମେନ୍ଟ😂😂😂😂
I HATE LABA HANSDA 🖕🖕 😁😁
Tu eka bhala paa 😂😂😂
ଅଲ the best bro 👍, ଜୟ ଜଗନ୍ନାଥ 🙏🙏🙏
ବାଲେଶ୍ଵର ଜିଲ୍ଲା ରୁ କେଉଁ ମାନେ ଦେଖୁଛନ୍ତି ଲାଇକ୍ କରନ୍ତୁ ଧନ୍ୟବାଦ
Balasore baliapal ❤
ବହୁତ ବଢିଆ ଲାଗିଲା । ଅନେକ ଖାଦ୍ୟ ପଦାର୍ଥର ମୂଲ୍ୟ ଭାରତ ଅପେକ୍ଷା ଶସ୍ତା ଅଛି ।
ଏଠାରେ ସବୁ ଦୋକାନୀକୁ ଡ୍ରେସ କୋଡ଼ ହୋଇ ଥିବାରୁ ବହୁତ ବଢିଆ ଲାଗିଲା ଏବଂ ଦୋକାନ ବହୁତ ସଫା ସୁତରା ଓଡିଶା ରେ ସବୁ ଦୋକାନୀ ଡ୍ରେସ code କଲେ ବହୁତ ଭଲ ହେବ ଲବ ଭାଇ ଜୟ ଜଗନ୍ନାଥ 🙏🙏🙏❤❤❤❤👍👍👍👏👏👏
ଦୁବାଇ ମାର୍କେଟ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
ବହୁତ୍ ବଢିଆ ଲାଗିଲା ଭିଡିଓ ଦେଖି।
ଭିଡିଓ ଶେଷ ବେଳକୁ କଥା ଗୁଡ଼ିକ ହୃଦୟ କୁ ଛୁଇଁ ଗଲା❤❤
ଅତି ସୁନ୍ଦର ଧନ୍ୟବାଦ ଜୟ ମା ତାରିଣୀ
ଲବ ଭାଇଙ୍କ ପାଇଁ ଗଟେ like କର
❤
ଦୁବାଇ ରେ ଯୋଉମାନେ କାମ କରୁଛ ମୋ ତରଫରୁ 🙏
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤
ଲବ ଭାଇ ଆଗକୁ ଯାଆନ୍ତୁ ବଲି ଯିଏ ଚାହୁଛ like କର ,
Hmm sia agaku jau tome ame semiti gariba heiki thiba au
Bhai Pai Gota like Hau Jay Jagannath Jay Shree ram ❤❤
God bless you
ଗର୍ବ ରେ କହୁଛନ୍ତି ଆମେ ଓଡିଶା ବାରି ବଡ଼ିଆ tq bro god blessing you
Actually odisha ra loka mane bahara desha re dekha hele gote alaga prakara khusi mile..😘😘😘
Nice market.. very interesting & informative.. jai hind jai bharat 🇮🇳🇮🇳🙏
ଲବ ତୁମକୁ ଦେଖିଲେ ଆପଣାର ଭଳି ଲାଗ, କାରଣ ତୁମର ସହଜ, ସୁନ୍ଦର, ସାବଲୀଳ video ହିଁ ମନ କିଣି ନିଏ, ଯଦିଓ mobile ଦେଖିବାକୁ ସମୟର ଅଭାବ, ତଥାପି ତୁମର ଖୋଲା ହୃଦୟର expression ମନକୁ ଖୁସି ଦିଏ। ଭଗବାନ କରନ୍ତୁ ତୁମର ଉତ୍ତୋରତର ଉନ୍ନତି ହେଉ।
ବହୁତ ଭଲ description. Good video.
Adi moj da super 👌
Super bro 👍
ବହୁତ ବଡ଼ିଆ ହୋଇଛି ବଜାର ଅନ୍ୟବାଦ ଭାଇ
ଲବ ଭାଇ ର କହିବା style କାହାକୁ ଭଲ ଲାଗେ ❤❤
ବହୁତ ଭଲ ଲାଗେ ଆପଣଙ୍କର ପ୍ରତ୍ୟେକ ଭିଡିଓ,, ଏବଂ ବହୁତ ଖୁସି ମଧ୍ୟ ଲାଗେ,,ଭାଇ ମୋର ବହୁତ ଇଛା ଦୁବାଇ ଗୋଟିଏ ଥର ଯିବା ପାଈଁ,, କେତେ ଟଙ୍କା ଖର୍ଚ୍ଚ ହେବ ଯିବା ପାଈଁ,,ଭାଇ ତୁମ ସହିତ କଥାବାର୍ତ୍ତା କିପରି ହୋଇ ପାରିବି,, ବହୁତ ବହୁତ ଧନ୍ୟବାଦ,,,ଜୟ ଜଗନ୍ନାଥ,, ମୋ ଘର ପୁରୀ ଜିଲ୍ଲାରେ,, ଦୁବାଇରେ ମୋ ପାଈଁ ଗୋଟିଏ କମ୍ପାନୀରେ କାମ ବୁଝି ଦିଅ ପ୍ଲିଜ୍ ଭାଇ,,,
ଲବ ଭାଇଙ୍କ ପାଇଁ ଗୋଟେ like ହୋଇଯାଉ।।
ଭିଡିଓ ଟି ବହୁତ୍ ସୁନ୍ଦର୍ ଜଗନ୍ନାଥଙ୍କ ଆଶୀର୍ବାଦରେ ବହୁତ ବହୁତ ଆଗକୁ ଵଢି🎉🎉🎉ଚାଲ ଭାଇ ❤❤🎉
ଠିକ୍ କହିଛ ଲବ ଭାଇ ଦିନ ସମାନ ଆସେନି ବେଳେ ବେଳେ ଦୁଃଖ ବି ଆସେ❤❤❤❤❤❤❤❤❤❤❤❤❤❤❤❤😢😢😢😢😢😢😢
Aadi napay labour community market.
Thanks!
❤ଆମେ ଓଡ଼ିଆ ଭାରି ବଢ଼ିଆ ❤ LOVE U BROTHER | ଭଲ ଲାଗୁଛି ଶବୁ VLOG | ବାସ ଭଗ ବାନ ଙ୍କ ଆସିର୍ ବାଦ୍ ତୁମ ଉପରେ ସବୁ ଦିନ ଥାଉ ଆମେ ନୂଆ ନୂଆ VEDIO EMITI 😂ଦେଖଉ ଥାଓ❤❤❤
From mayurbhanj baripada I like ur vedeo. Dubai explanation is very clear idea about dubai for our knowledge.
Love from Odisha KDP Toka❤❤❤
ଜୟ ଜଗନ୍ନାଥ ଲବ ଭାଇ 🙏🙏🙏
ବହୁତ୍ ଭଲ ଲାଗିଲା ତୁବାଇର ଭିଡିଓ ❤❤❤😢
ବହୁତ୍ ସୁନ୍ଦର୍ ହୋଇଛି ଭିଡ଼ିଓ, ଭାଇ ମୁ ବି ଯିବି ଦୁବାଇ, କାମ ପାଇଁ , ...
LABAJI:GOOD MORNING.CONGRATULATION FOR LABOUR COMMUNITY MARKET DUBAI VEDIO.VERY VERY INFORMATIVE.GOD LESS YOU.
Super video laba Bhai
Laba Bhai pai like hou👍👍👍👍👍
Jai jagannath laba da bahut Badia Vdo...🙏👍👍
ଭାଇ ଏବେବି ଆନ୍ଧ୍ର ପ୍ରଦେଶ ଆଉ ତାମିଲ୍ ନାଡୁ ରେ ହିନ୍ଦୀ କେହି କହୁ ନାହାନ୍ତି କି ବୁଝୁ ନାହାନ୍ତି 😡
See our village market
Thik katha
Kanhikina tame jemity tama munda bikideicha Hindinka agare
Semit semane seya nuhe
Tama bhalia
Thanks for odisha brother supporting God bless u.
Awesome ❤
Tirupur 😢😢😢🚊🚊🚊🧳🧳
Truely I love your vlogs, you are such a genuine person, keep it up 👍
Bhai Kushi laguchi tamo video dekhi ❤❤❤
Such a good vedio ❤. And your Mom now so proud for you in heaven❤
😮
Very good. ଗୋଟେ ଓଡ଼ିଆ ପିଲା you tuber ମୁଁ ପ୍ରଥମେ ଦେଖୁଚି. ପୁଣି ନିଜ ଭାଷା ରେ. ପରେ ଅନ୍ୟ ଭାଷା ରେ ଏଡିଟ କରି ହେବ.
ଭାଇ ଗୁପଚୁପ ଖାଇଲ ତୁମେ ଲାଲ ବହିଲା ମୋର 🤤
ବହୁତ ଭଲ ଲାଗେ ଆପଣଙ୍କର ପ୍ରତ୍ୟେକ ଭିଡିଓ,, ଏବଂ ବହୁତ ଖୁସି ମଧ୍ୟ ଲାଗେ,,ଭାଇ ମୋର ବହୁତ ଇଛା ଦୁବାଇ ଗୋଟିଏ ଥର ଯିବା ପାଈଁ,, କେତେ ଟଙ୍କା ଖର୍ଚ୍ଚ ହେବ ଯିବା ପାଈଁ,,ଭାଇ ତୁମ ସହିତ କଥାବାର୍ତ୍ତା କିପରି ହୋଇ ପାରିବି,, ବହୁତ ବହୁତ ଧନ୍ୟବାଦ,,,ଜୟ ଜଗନ୍ନାଥ,, ମୋ ଘର ପୁରୀ ଜିଲ୍ଲାରେ,,
Nice video. Thanks for sharing your self pride.
Last line heart touching 💖 love you bro
ବହୁତ ବଢିଆ ହୋଇଛି
Good job bhai for Your video Thanks❤🌹
Laba da juhar❤❤❤❤❤
Bahut bhala laba bhai ❤❤
Thank you laba muu travels all the lovely best odia you tube Dubey so beautiful 😍🙋👍✋✋
This is a better than others ❤
ବହୁତ ସୁନ୍ଦର ଭିଡ଼ିଓ ଲବ ଭାଇ 👌👌
Vote for laba bhai
Bahut bhala lagila Bhai Dubai market ❤❤ bihari katha suni hasa lagila really dali pani
ଭାଇ ତମ ଵିଡିଓ ସଵୁ ଭଲ ଲାଗୁଛି ଭାଇ
ଅତି ସୁନ୍ଦର୍ ଲବ ଭାଇ ଭିଡିଓ ଦେଖିଲୁ ବଉଥ ସୁନ୍ଦର୍ ଭାଇ
ଭାଇ କୁ support କର 🥰
ଓଁ ସାଇ ରାମ 🙏🙏🙏🙏🙏🌹🌹
Wosome❤❤
See our village market
Labo BH Dubai to labour market bohut bhalo Lagila....
Tame bohut kosto korucho aamo pain boli kii bohut bohut Dhanyawad Tamku..
Sabu bele khusi re Ruho etiki Guahri bhagwan nko Pakhe...
❤❤❤❤❤
ଲବ ଭାଇ କୁ ଯିଏ ଭଲ ପାଅ like ❤Kara
ବହୁତ ଭଲ VDO ... ଜୟ ଓଡ଼ିଶା ।
Jay jagannath ❤
ଭାଇ ତୁମର ବହୁତ୍ ସାହସ ଭାଇ ଧନ୍ୟ ବାତ ତୁମର ଭିଡିଓ bhutbhalage
Very very thank you so much brother. Showing us for labour market in Dubai.
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
😂😂you au.
Hau bhai bhala katha
Bhai bhaut sundar lagila🙏🙏🙏
କେଉଁ ମାନଙ୍କୁ ସାନ ଭାଇ (ଲବଙ୍କ) video ଭଲଲାଗେ
Lava bhai bahut bahut badhiya bahut badhiya thankyou thankyou
What a great informative video. I appreciate your hardworking to provide us daily life real time informations.
I watch all your videos daily to gain my knowledge about foreign countries.
I don't have much words to appreciate you..... Luv u brother 🙏👏👍👍👍👍
ଲବଙ୍କ ପ୍ରତ୍ଯେକ ଭିଡିଓ ଆନନ୍ଦଦାୟକ ଓ ଶିକ୍ଷଣୀୟ
Bhai odisha ku jabe asiba Jagatsinghpur Paradip asiba Bhai Big fan 🎉❤❤❤❤❤
Jagannath Tuma moment ku Happy rakhantu Jay jagannath ❤❤❤ love you bhai
ବହୁତ ଭଲ ଅଛି ଲୋବ ଭାଇ।
Congratulations bro 🎉
Very good information regarding labour of Dubai
Mo comment aji viral haba ti 😊😊
ବହୁତ ସୁନ୍ଦର video
ଭାଇ ମୁଁ ଦୁବାଇ ରେ ଅଛି ଆପଣ ଙ୍କ ସବୁ ଭିଡ଼ିଓ ଦେଖେ, ମୁଁ dip ରେ ରୁହେ ଯଦି ଟିକେ ମିଶନ୍ତେ ତାହାଲେ ଭାରି ଖୁସି ଲାଗନ୍ତା
Bhai mota Dubai jibaku Sahu ji bhai
Contact number send karo please bhai
Hlo
ଧନ୍ୟବାଦ୍ ଭାଇ❤❤❤
Enjoy your day Bhai
Thank you bro information of Dubai market
Hii ଭାଇ କେମିତି ଅଛନ୍ତି ❤❤❤
Video 📷 ଦେଖି ବହୁତ୍ ଭଲ ଲାଗିଲା ଭାଇ
Plz ଲବ ଭାଇ ଆସ ଆମେ ଦୁବାଇ ରେ ରହୁଚୁ ଆସ ଆମ ପାଖକୁ ଆମେ ରହୁଚୁ 145 ଜଣ ଓଡ଼ିଆ ପିଲା plz ଆସ
Ok
Integrando re msg karo
Instagram re msge karibaku kahile bele bele bhule type heijaye.
Kan job karuchanti
Tuma kamiti golo mu jibi
Very nice video.Thanks a lot.
Jay jagarnnath bhai