ଘାଣ୍ଟ ତରକାରୀ ଭୋଜିରେ ପାଣି ପଶିଲା 😋
ฝัง
- เผยแพร่เมื่อ 24 ก.ย. 2024
- ଘାଣ୍ଟ ତରକାରୀ ଭୋଜିରେ ପାଣି ପଶିଲା 😋 @Gouranganayakodiavlogs
#gouranganayakodiavlogs
#Ghantatarakari
#ruralodisha
#Odishafood
#odiavillagelife
#food
#gouranganayakvlogs
#Villagefood
#traditionalodiafood
#Foodvlogs
#odishavillagefood
#Vegfood
ଶୁଭ ସନ୍ଧ୍ୟା ଭାଇ.ଭାଉଜ ହାତର ଘାଣ୍ଟ ତରକାରୀ ଦେଖିକି ମୁହଁରେ ପାଣି ଆସିଗଲା.ସତରେ ଭାଉଜ ଆମର ସାକ୍ଷାତ ଅନ୍ନପୂର୍ଣ୍ଣା.
Dadana
Yummy 😋
Jai Jagannath. Very nice Ghanta. Good for health.
Sir bahut vala ghanta
ଘାଣ୍ଟ ତରକାରୀର ବାସ୍ନାରେ ଆମ ପାଟିରୁ ଲାଳ ବୋହି ଆସିଲାଣି.. ତେଣୁ ମୁଁ ପ୍ରଥମେ ଟେଷ୍ଟ କରିବି... ଘାଣ୍ଟର ପ୍ରସ୍ତୁତକାରିଣୀ ଅନ୍ନପୂର୍ଣ୍ଣାଙ୍କୁ ମୋର ସାଦର ଧନ୍ୟବାଦ.....
Jay jagannath
🤤🤤🤤🤤
❤❤❤❤❤❤❤❤❤
Yummy Ghantaa curry ❤
Jai Jagannath.big feast 😅.
Very good video
Ghanta tarakari bahut bhala lage❤❤bhai
❤ jai jagannath ❤ dada❤
Mate badhia lage. Chudasama Kavali, dahi chakata bahut tasty. Chudasama Upma bhi tasty.
Jay Jagannath nana ❤
ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏🙏🙏🙏
Bhai tamar bhala 🥰🥰 sabu bele bhoji houchi 👍👍
Amara bi ganta hoithila rati re bi ame saea ku khailu 😂 kintu bhauja nka ghanta ta bhari testi 🤤 hoithiba dekhi ki jana paduchi 😊
Jay jagannth dada
ମୁଁ ଜଣେ ବୈଜ୍ଞାନିକ... କିନ୍ତୁ ସକାଳ ଜଳଖିଆରେ ମୁଁ ପ୍ରତିଦିନ ଚୂଡ଼ା ହିଁ ଖାଏ..
Mama ku ଅନେକ ଧନ୍ୟବାଦ ସବୁ କାମ ଏକୁଟିଆ କରୁଛନ୍ତି god bless
Jay Maa Biraja 🙏🏻 ♥️
ଜୟ ଜଗନ୍ନାଥ ସାର 🙏🙏🙏🙏🙏❤❤❤❤❤
ସାର୍ ଆମ, ଗାଁ ,ଗାଡକଣ, ନରେନ୍ଦ୍ର , ମୋଦୀ , ଆସିଥିଲେ , ସାର୍ ,ମେବାଇଲ,ନଵର, ଦିଅନ୍ତୁ, ସବୁ କଥା ଜଣେଇବା
Nayak babu mama apanku tk sahajya karantu
Jay jagannath sir satare gaon ku kehi bhuli paribeni apana jete chesta kale bi town re milibani sir nala pani kan bhala apana gadhouchanti ati sundar video ama pate taku chatu kahanti
Jay jagarnath bhai
ଶୁଭ ସନ୍ଧ୍ୟା sir ଜୟ ଜଗନ୍ନାଥ 🙏🙏🤤🤤🤤🤤
Bhai ghare ghare thanda jara kan kariba
ଦୂତୀଆ ଘାଣ୍ଟ ର ଅନେକ ଅନେକ ଶୁଭେଚ୍ଛା ଭାଇ। ଜୟ ଶ୍ରୀଜଗନ୍ନାଥ।
ପ୍ରଣାମ ଭାଇ
Jaha Kuha Gauranga Sir 24 Carret Khanti Odia Loka te
ସୁଆଦିଆ ଘାଣ୍ଟ ତରକାରୀ 😊🤪😋😋🙋♂️
ଘାଣ୍ଟରେ ଟିକେ ଗୁଆ ଘିଅ ପଡ଼ିଥିଲେ ଆହୁରି ଭଲ ଲାଗିଥାଆନ୍ତା
Bhauja is perfect example of odia bohu...the modern girls should learn from her...how she was satisfied in serving others by cooking
Beautiful ghanta curry 🍛🍛 recipe village bhoji preparation God bless you
Mu first comment Kari chi sir ❤
ଚୁଡ଼ା ବିଲକୁଲ ଭଲ ଲାଗେନା😂
ମୁଁ ଖାଏନି ଜମା ବି😅
Sir ghanta tarkari dekhiki vari echha hela khaibaku 😅... santosh ( balipatana)
Hau santosh babu
ରୋଷେଇ ଶାଳ ରେ ମାଟି ଘୁମ ଟିଏ ଥୁଆ ହୋଇଛି। ଉତ୍ପାଦିତ ଧାନ କୁ ସଂରକ୍ଷିତ କରିବା ପାଇଁ ଗାଁ ଗହଳର ବଡ ଚାଷୀ ମାନେ ପୁରାକାଳରେ କାଠ ଅମାର ତିଆରି କରିଥିଲେ। ଛୋଟ ଚାଷୀ ମାନେ ଘରେ ମାଟି ର ଘୁମ , ବାଉଁଶ ତିଆରି ଡୋଲି ନଡାରେ ତିଆରି ଓଳିଆ ରେ ଧାନ ର ସଂରକ୍ଷଣ କରିଥାନ୍ତି। ଏହା ବ୍ୟତୀତ କିଛି ଅଞ୍ଚଳରେ ମାଟି ତଳେ ଖଣି ଖୋଳି ଚାରିପଟେ ଛଣର ମୋଟା ଆସ୍ତରଣ ଦେଇ ଖଣିରେ ଧାନକୁ ପୋତିକରିରଖିଥାନ୍ତି । ଏହାକୁ ଧାନ ଖଣି ବୋଲି କୁହାଯାଏ ।ଏବେ ଆଉ ସେକାଳ ପଖାଳ ନାହି । ଗାଁ ଗଣ୍ଡାରେ ଆଉ ଧାନକୁ ସାଇତି କରି ରଖିବାକୁ ସେସବୁ ଜିନିଷର ବ୍ୟବହାର ନାହିଁ । ଏବେ ଆସିଛି ସମୟ ଯେମିତି ଅମଳହେବ ସେମିତି ବୋହି ନେଇ ମଣ୍ଡିରେ ବିକ୍ରି କରି ପଇସା ନେଇ ଆସ।
Jay Jagannath
Mama badhia ghanta banaila.god bless her.
Good Evening Ghanta curry badhiaa hoithiba.
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ
Sir ମୁ ଦୁଃଖ ଆଉ କଷ୍ଟ ଟେ ଅଛି ଆମ ଘର ପରିସ୍ଥିତି କିଛି ଠିକୀନାହିଁ ଆଉ ମୁ ଗୋଟେ ଛୋଟ ଚାକିରୀ ଟେ ବି ପାଉନାହିଁ ବହୁତୁ ଲକଙ୍କ କତିରୁ ବୁଝି ସାରିଲେଣି ଆଉ ଘରେ ବି ରହି ବାକୁ ଭଲ ଲାଗୁନି କାରଣ ଘରେ ସବୁ ବେଳେ ଗାଳି ମଦ କରୁଛତି ଆଉ ପଇସା 💸ପାଖେରେ ନାହିଁ ବୋଲି ଘରେ ଶ୍ନମାନ ମୁଳୁନି ବହୁତ କଷ୍ଟ ଲାଗୁଚି 😔ବେଳେ ବେଳେ ଭାବୁଛି ଏ ଜୀବନ ହାରି ଦେବି ଆପଣଙ୍କ ପାଖରେ ଯଦି କିଛି ବାଟ ଅଛି ଏ ପରି ସ୍ଥିତି ରୁ ବାହାରିବା ପାଏ ତାହାଲେ ନିଜର ମତାମତ ଦେବେ 🥺🥺😞
ଭାଇ ଏମିତି ନିଷ୍ପତି ନିଅ ନାହିଁ.....
@@sankarsamanta9213ଭାଇ ଆଉ କଣ କରିବି 😔ଆଉ ମୋ ପାଖରେ କିଛି ବାଟ ନାହିଁ 😔
Bro semiti karani contact me
@@sambitmishra5872 ଭାଇ ତମ ପାଖରେ ଯଦି କଛି ଛୋଟ ମୋଟ ଛକିରି ମିଳିବ କୁହନ୍ତୁ 🙏
Bhai semati kichi kar nahi bhai Sales man Kama kariba electronic counter re Tamara qualifications kan Angul re
Jai jagannath
Awesome recipe😂😂😂😂😂😂😂😂😢😢😢😢😢😢😢. Mouth👄👄👄👄 watering Ghanta. Jai jagannath❤❤❤❤❤❤❤❤❤.
ଗୌରାଙ୍ଗ ଭାଇ ଘଣ୍ଟିଆ ଟା ତ ମସ୍ତ ହେଇଚି କିନ୍ତୁ ଯଦି ସେଥିରେ ଛୋଟ ଛୋଟ ଚିଙ୍ଗୁଡ଼ି ଆଉ ମାଛ ମୁଣ୍ଡ ପଡ଼ିଥାନ୍ତା ପୁରା ଘଣ୍ଟିଆ ରେ ଚାରଚାନ୍ଦ ଲାଗିଯାଇ ଥାଆନ୍ତା😅 btw ଭାଉଜ ପୁରା delicious 😋 କରିଛନ୍ତି ଆଉ ଭାଇ ମୁଁ ବି ରାତିରେ ଘଣ୍ଟିଆ ରୁଟି khaichi😅
🙏👍
Super
Jay jagannath 🙏
Jay jagannath🙏🙏🙏
Jay jagannath sir
Bhai good evening best beautiful video happy beautiful day Jay Jagannath swami ❤❤❤❤❤
Jay Jagannath
ଜୟ ଜଗନ୍ନାଥ ଗୌରାଙ୍ଗ ସାରେ 🙏❤❤
Jay Jagannath bhai nice video ghanta tarkari badhiya ❤❤❤❤❤❤❤❤❤❤❤ kolkata
Jay jagannath ❤
Sir apana nka bada bhai kau video re dekha jau nahanti
Apanankar pilamanakar aji MIL thila
ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଅନନ୍ୟ ।
Jai shree jagannath mahaprabhu
Jay Jagannath sir
Beautiful sir ❤
ବହୁତ ବଢିଆ ଭାଇଚାରା. 🙏
Jay jagannath sir. 🙏🙏🙏
Jai jagannath sir 🙏
Jay jagannath 🙏🙏🙏♥️♥️♥️👍👍👍
Jay Jaganath 🙏
Jay Jagannath Sir❤❤❤❤
Jay jagannath sir 🙏
Jay Jagannath Sir 🙏🏻
Bahut badhhia
Apanankara vlog dekhile mor b Village katha mane pade but tama vlog dekhiki b mana vari khusi lage
ଜୟ ଜଗନ୍ନାଥ ସାର୍, ଶୁଭ ସନ୍ଧ୍ୟା ଭାଉଜଙ୍କ ହାତରନ୍ଧା ଘାଣ୍ଟ ତରକାରୀ ଟିକେ ମିଳିବ, ବହୁତ dilicius ଦେଖାଯାଉଛି
ଜୟ ଶ୍ରୀ ଜଗନ୍ନାଥ, ସାର୍
ଭାଇ ବହୁତୁ ଭଲ ଲାଗିଲା
Jay Jagannath bhai
Jay jaganntha sir 🙏🙏
Ghanta. Tarakarire. Harad. Butadali. Pade.. Ki. Na. Kebala. Gota. Dali. Pade
ଜୟ ଜଗନ୍ନାଥ
Vai apana a asna pani re kahiki gadhauchhanti
Teste. Ghanto. 😢, 👌. ❤❤❤. 🙏
Jay Jagannath bhaina
🙏🙏🙏🙏🙏
ଭାଈ ଫୋନ ନମ୍ବର ଦେଉନାହାନ୍ତି ଆପଣଙ୍କ ଭିଡିଓ ଭଲପାଏ
Jay jaganath gouranga Bhai ❤❤
Jay shree Jagannath bhai
ଜୟ ଶ୍ରୀ ଜଗନ୍ନାଥ 🙏🌺🙏
❤❤ sir video nice sir Jay Jagannath sir ❤❤ any time video karanthu sir please 🎉🎉🎉🎉❤
ସାର ପ୍ରଣାମ 🙏ଆମ ଏପଟେ ଏ ପରମ୍ପରା ନାହିଁ... ସାର,ଏହି ଯେଉଁ ଘାଣ୍ଟ ତରକାରୀ ହେଲା.... ଏହି ପର୍ବ ର ନାମ କଣ କି?
Sir good evening ae parba ku ama Kendrapara side re jutia (ଯୁତ୍ତିଆ) kuha jae
Thank you.
ଭାଇନା ଙ୍କ ର ମୁ ଗୋଟେ ବଡ଼ ଫ୍ୟାନ ହେଲେ ମୁଁ ଗ୍ୟାରେଣ୍ଟି ଦଉଛି ମୋ ଚ୍ୟାନେଲ ଥରେ ବୁଲି ଆସନ୍ତୁ ଘଣ୍ଟି ବଟନ୍ ତ ଭି ଦବାନ୍ତୁ । ମୁଁ ନିରାଶ କରିବିନି ପ୍ରତିଶୁତି ଦଉଛି |❤❤
ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ sir 🙏
ଶୁଭ ସନ୍ଧ୍ୟା
ଆମେ ଓଡିଆ ଆମ ଘାଣ୍ଟ ତରକାରୀ ଭାରି ବଢିଆ 😊❤🎉
Jay jagnath🙏🙏❤❤
ନନା ତମେ ଗୋଟେ ରୋଷେଇ ଚାନେଲ କର ତମ ସବୁ ଭିଡ଼ିଓ ରେ ରୋଷେଇ ଦେଖାଉଛ ସେ ବି ହିଟ ଚଳିବ😂
Sir ମୁ ଆପଣଙ୍କ 3ବର୍ଷ ପୁରୁଣା ଭିଡ଼ିଓ ଦେଖୁ ଥିଲି ସେ ନଟ ଘର ବାରିରେ ଯୋଉ ଦେଶିଜିମି ଆଉ କୁକୁର ଛୁଆ ଆଣିବା ଭିଡ଼ିଓ ଆହୁରି ବହୁତୁ କଛି ମୋତେ ବହୁତୁ ଭଲ ଲାଗିଲା ❤️❤️❤️
ଭାଇ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ନମସ୍କାର
No nonveg can beat this item.
❤❤❤❤😅😅😅😅
So nice sir jai jagannath